ହଠାତ୍ ମାଡ଼ି ଆସିଲେ, ତଳେ ପକାଇ ଦଳି ଦେଲେ | Odisha Reporter

แชร์
ฝัง
  • เผยแพร่เมื่อ 1 ก.ค. 2024
  • ହଠାତ୍ ମାଡିଆସିଲେ, ତଳେ ପକାଇ ଦଳିଦେଲେ । ସତସଙ୍ଗରେ ଘଟିଲା ଅଭାବନୀୟ ଘଟଣା । ହଠାତ ହେଲା ଠେଲାପେଲା, ମାଡିଆସିଲେ ଲୋକେ । ସଙ୍କୁଚିତ ଜାଗାରେ ବାହାରୁଥିଲେ ହଜାର ହଜାର ଭକ୍ତ । ଦଳା ଚକଟାରେ ଶତାଧିକ ଲୋକଙ୍କ ମୃତ୍ୟୁ, ବଢିପାରେ ସଂଖ୍ୟା । Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaReporteronTH-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #UP #SatSanga #UPGovernment

ความคิดเห็น • 4

  • @sarojde9808
    @sarojde9808 14 วันที่ผ่านมา +1

    ଧର୍ମ ନାମ ରେ ଏ ଭଳି ଦୁର୍ଘଟଣା ବାରଂବାର ଘଟୁଛି....
    ତଥାପି ଲୋକ ମାନେ ଚେତୁ ନାହାନ୍ତି ....
    ଭଗବାନ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ !!!!

  • @madhusudanparida4161
    @madhusudanparida4161 14 วันที่ผ่านมา +1

    Failure of law & order by concern dept.