Conflict between doctors and nurses in SCB Medical College of Cuttack, Patients face problems || KTV

แชร์
ฝัง
  • เผยแพร่เมื่อ 16 ก.ย. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 338

  • @ScienceBaba06
    @ScienceBaba06 หลายเดือนก่อน +8

    କ୍ଷମା କରିବେ ଆଜ୍ଞା,,,, ମୋର ଜ୍ଞାନ ବହୁତ୍ କମ୍ ,,,ହେଲେ ମୁଁ ଭାବୁଛି ଆପଣ ମାନେ ଯୋଉ Dr ଉପାଧି ପାଇଛନ୍ତି,,,, ନିଜର କର୍ତ୍ତବ୍ୟ କଲେ ଆପେ ଆପେ ,,, respect ଢାଳି ହେଇ ପଡ଼ିବ ଆଜ୍ଞା 🙏🙏🙏🙏🙏,,,,respect ପାଇବା ପାଇଁ ଏମିତି ଆନ୍ଦୋଳନ କରିବା ଭଲ ଲାଗୁନି

  • @ScienceBaba06
    @ScienceBaba06 หลายเดือนก่อน +5

    Toxic environment ସୃଷ୍ଟି କରିବା ପଛରେ ଆପଣ ମାନଙ୍କର ବି ଭୁଲ୍ ରହିଛି ,,,, ଏଇଟା ସ୍ବୀକାର କରିବା ପାଇଁ ନାରାଜ କଣ ପାଇଁ,,,,,, ଆପଣ ମାନଙ୍କ ପ୍ରଥମ କର୍ତ୍ତବ୍ୟ,,,, ସେବା କରିବା,,,ନୁହଁ କି respect ପାଇବା ପାଇଁ ଆନ୍ଦୋଳନ କରିବା

  • @samit_ranjan_kunal2085
    @samit_ranjan_kunal2085 2 หลายเดือนก่อน +8

    1st ସେ blood ଜଉ ନଷ୍ଟ ହେଲା ତମ ପାଇଁ
    2nd ଯଦି ଝିଅ ର ଭୁଲ ଥିଲା ତମେ ଯାଇ ତାଙ୍କ higher Authority ମନେ ସୁପରିଟେଣ୍ଡେନ୍ କୁ କାଇଁ କହିଲାନି ଆଗୋ ।।
    3rd ତମେ 10 ଜଣ ଘେରି କି ଗୋଟେ ଝିଅ କୁ କଣ ବୁଝାଉଥିଲ ,ଏଇଟା କଣ ଠିକ
    ଏଇ Dr ମାନଙ୍କ attitude ପାଇଁ public ୟାଙ୍କୁ ମାରେ ।।
    Dr ଭଳି କାମ କର ତମ ପାଇଁ respect ଅଛି ।। ତମେ ପରା ଅଧିକ ପଢା ଲୋକ ଯିଏ ବେସି ଜ୍ଞାନୀ ସେ ସବୁ ବେଳେ ଟିକେ ନଇଁ କି ଚାଲେ ବୁଝି ସୁଝି କମ କରେ ।। ସେ nursing ଝିଅ ତ ଛୁଆ ଟା ପରି ଲାଗୁଛି ତା phone ନେବା ଧମକ ଦେବା କଣ ଏ ସବୁ ।।

    • @satyajitdey3361
      @satyajitdey3361 หลายเดือนก่อน

      Ha ebe rogi mananka upare experiment kari experience badheibe then rape case postmortem kari kahibe suicide.

  • @DeepDiary
    @DeepDiary 2 หลายเดือนก่อน +24

    ଆପଣ ଡାକ୍ତର ବାବୁ ମାନେ ସମସ୍ତେ ଭଦ୍ର ଲୋକ, ଠିକ୍ ଅଛି ଯେ, ଯଦି ଆପଣ ଙ୍କୁ ସେ ଦିଦି ଙ୍କ କଥା ଏତେ ଖରାପ ଲାଗିଲା ଆପଣ ଯାଇ ତାଙ୍କ Authority ଙ୍କୁ complain କଲେ ନାହିଁ କାହିଁକି? ଆପଣ ସେ ରୁମ୍ ଭିତରେ ଏତେ ଜଣ ଯାଇ ତାଙ୍କୁ ଜେରା କରୁ ଥିଲେ କାହିଁକି? Explanation ମାଗୁ ଥିଲେ କାହିଁକି? ସେ ଅଧିକାର ଆପଣଙ୍କୁ କିଏ ଦେଲା? ଆପଣ ସେଠି ଡକ୍ଟର ଅଛନ୍ତି ନା ନିଜ କୁ High court ର judge ବୋଲି ଭାବୁଛନ୍ତି?? ଆପଣ ସେଠି କୁ ସୈନ୍ୟ ବାହିନୀ ଧରି ତାଙ୍କୁ କଣ ଜଣେଇବା ପାଇଁ ଯାଇ ଥିଲେ ନା ଡରାଇବା ପାଇଁ ଯାଇଥିଲେ? ଆଉ ଆଜ୍ଞା କଣ କୋହୁ ଥିଲେ, ଆପଣ ଙ୍କୁ ସାର୍ ବୋଲି ଡାକିବେ? କେଉଁ ଦୁନିଆ ରେ ଅଛନ୍ତି ଆଜ୍ଞା , ଆପଣ ଜଣେ ସରକାରୀ କର୍ମଚାରୀ, ସିଏ ମଧ୍ୟ ଏକ ସରକାରୀ କର୍ମଚାରୀ, ଫରକ୍ ଆଜ୍ଞା କେଉଁଠି ଆସିଲା? ଦୁନିଆ ବଦଳି ଗଲାଣି କିନ୍ତୁ ଆମର ଏଠି work culture ବଦଳୁ ନାହିଁ, ଆଉ ଆପଣ ଙ୍କ ଭଳି କେତେ ଜଣଙ୍କ ଚିନ୍ତା ଧାରା ବଦଳୁ ନାହିଁ , Sir ଡାକ ଯଦି ଶୁଣିବା କୁ ଏତେ ଇଚ୍ଛା ଆପଣ ଏଠି ଡକ୍ଟର କାହିଁକି ଅଛନ୍ତି? ଯାଉ ନାହାନ୍ତି କୌଣସି ବିଦ୍ୟାଳୟ ରେ ଶିକ୍ଷକ ହେବେ, ସେଠି ଆପଣଙ୍କୁ ପ୍ରତ୍ୟେକ student Sir ବୋଲି ଡାକିବେ, ଏଠି କେହି ଷ୍ଟୁଡେଣ୍ଟ୍ ନାହାନ୍ତି ଆଜ୍ଞା। ଆପଣ ଆଉ ଗୋଟେ କଥା ର ଉତ୍ତର ଟିକେ ଦିଅନ୍ତୁ ଆଜ୍ଞା, ଆପଣଙ୍କ କାମ କରିବା ପାଇଁ ଆପଣଙ୍କୁ ଦିଦି ଫୋନ୍ କରି କଣ ପାଇଁ ଡାକିବେ ??? ଆପଣ ସେ ଜାଗା ରେ କଣ ପାଇଁ ଉପସ୍ଥିତ ନ ଥିଲେ??? ଆଉ ଯଦି ବା ଆପଣ ଅନ୍ୟ କୌଣସି କାମ ରେ ବ୍ୟସ୍ତ ଥିଲେ ଏବଂ ଦିଦି ଆପଣ ଙ୍କୁ ଡାକିଲେ କଣ ଆପଣ ୫ ମିନିଟ୍ ଆଉ ୫୦ ମିନିଟ୍ ଭିତରେ ଫରକ ଜାଣି ପାରୁ ନାହାଁନ୍ତି ?? ୫ ମିନିଟ୍ ରେ ଯାଉଛି ବୋଲି କଣ ପାଇଁ କୋହୁ ଥିଲେ? ଏକା ଥରେ ୧ ଘଣ୍ଟା ପରେ ଯାଉଛି ବୋଲି କହିଲେ ନାହିଁ! ଆଉ ଏତେ ସବୁ କଥା ପରେ ଆପଣ କୋହୁଛନ୍ତି ଯେ ସବୁ ଭୁଲ୍ ଦିଦି ଙ୍କର ଥିଲା, ଆଉ ଆପଣ ପୁରା Innocent , ଆପଣ ଯେମିତି ରୋଗୀ ଆଉ ରୋଗୀ ଙ୍କ ଲୋକ ସହ ବୋହୁତ ଭଲ ବ୍ୟବହାର କରନ୍ତି ଆଉ ଦିଦି ମାନଙ୍କୁ ସମ୍ମାନ ଖାଲି ଢାଳି ଦିଅନ୍ତି!! ଆପଣ କେଉଁ ଭଳି ସମ୍ମାନ ଦେଉ ଥିବେ ସେ ଭିଡିଓ ରୁ ଜଣା ପଡୁଛି । ଆପଣଙ୍କ ଭଳି କେତେ ଜଣଙ୍କ ପାଇଁ ପୁରା Department ବଦନାମ୍ ହେଉଛି।

  • @chandinidandia7871
    @chandinidandia7871 2 หลายเดือนก่อน +7

    Jadi dr nku patient agare kahile kharap laguchi tahale dr nija responsibility kn pain nije asiki karunahanti

    • @satyajitdey3361
      @satyajitdey3361 หลายเดือนก่อน

      I concurred

    • @satyajitdey3361
      @satyajitdey3361 หลายเดือนก่อน

      Aei katha se doctor bhai manaku kehi pacharu nahanti sethi pain semane gyana peluchhanti

  • @sasmitabehera4471
    @sasmitabehera4471 2 หลายเดือนก่อน +9

    ମୋର nursing office ଙ୍କୁ ଅନୁରୋଧ କି ସେମାନେ strictly duty ବନ୍ଦ ଡାକରା ଦିଅନ୍ତୁ ଆଉ doctor ମାନଙ୍କୁ duty ରେ help କରନ୍ତୁ ନାହିଁ , ସେମାନଙ୍କୁ ତାଙ୍କ aukaat janaa ପଡ଼ିଯିବ। nurse's ମାନଙ୍କ ବିନା ଗୋଟେ ଦିନ ବି ଠିକ୍ ସେ କାମ କରିପାରିବେନି ଡକ୍ଟର ମାନେ ଆଉ ଭାଉ ଅଧିକ😂😂😂😂😂

  • @das90208
    @das90208 หลายเดือนก่อน +5

    That group of Doctors should apologise to that Nursing Officer infront of people.... otherwise they ( Nursing Officer ) shouldn't co-operate to the HS .

    • @satyajitdey3361
      @satyajitdey3361 หลายเดือนก่อน +1

      It's also my opinion

  • @ScienceBaba06
    @ScienceBaba06 หลายเดือนก่อน +1

    ଠିକ୍ ଠିକ୍ ,,,, ତମକୁ ଆଗ respect କରିବା ଦରକାର ,,,, ଭାଡ୍ ମେ ଯାଉ ,,,, patient ର treatment 😂😂😂😂,,,, ଚାଲୁ ଚାଲୁ ,,,, ଆନ୍ଦୋଳନ ଚାଲୁ 😂😂😂😂

  • @Kiila-b9p
    @Kiila-b9p 2 หลายเดือนก่อน +22

    SCB ର ସୁପେରିଟେଣ୍ଡେଣ୍ଟ ଏବଂ ରେଜିଷ୍ଟର ଙ୍କୁ ଚାକିରୀ ରୁ ବହିଷ୍କାର ସରକାର ଶୀଘ୍ର କରନ୍ତୁ . student ମାନଙ୍କ ରେଜିଷ୍ଟ୍ରସନ ବାତିଲ କରାଯାଉ. ଏହିମାନେ ପାଣ୍ଡିଆନ ଲୋକ..

    • @kishordharua
      @kishordharua 2 หลายเดือนก่อน +4

      To bopa registered a6i ta cancel karibe🤣🤣

    • @Kiila-b9p
      @Kiila-b9p 2 หลายเดือนก่อน +3

      @@kishordharua ବେକରେ ଷ୍ଟେଥୋ ପକେଇଦେଲେ ଡାକ୍ତର strike କଲେ କିଛି ହେବନି

  • @sibasankarparida6228
    @sibasankarparida6228 2 หลายเดือนก่อน +3

    One hour re blood deba ku asucha .. thik kahichanti se nursing staff ⚕️

  • @sasmitamohanty1970
    @sasmitamohanty1970 2 หลายเดือนก่อน +1

    ଏମାନେ ସବୁ ଏମିତି...ଗୁଡ଼ାଏ ନର୍ସ ଅଛନ୍ତି ଯଦି ଇଞ୍ଜେକ୍ସନ ଆଉ ପେସେଣ୍ଟ ର ଲାଗିବ କି ନାହିଁ ପଚାରିବ ନର୍ସ ମାନେ ଗର୍ବୀ ଭଳି କହିବେ ଯାଉନ ଡାକ୍ତର ଙ୍କୁ ପଚାରିବ।ଜଣେ ଜଣେ ପିଜି ଡାକ୍ତର ଭଲ ଜଣେ ଜଣେ ପ୍ରଫେସର ଆଉ ଜଣେ ଜଣେ ନର୍ସ ଭଲ ନହେଲେ ଏସିବି ରେ ସମସ୍ତଙ୍କର ବହୁତ ଅହଂକାର ଆଉ ଆତ୍ମଗର୍ବ 😡

  • @santanukumarrout1463
    @santanukumarrout1463 2 หลายเดือนก่อน +5

    Jie sabu media agare asiki safei dauchhanti semane se video re bahut ragare katha hauthile..

  • @rajeshworld3481
    @rajeshworld3481 2 หลายเดือนก่อน +3

    HS Mane kana Dr ki sale students gudaka duty re Masti karu6anti ,semane vip ki j ph re dakajeba,justic for Nursing Officer

  • @sanagm2913
    @sanagm2913 2 หลายเดือนก่อน +17

    Tame kan pain se nursing officer ku lock kari tanku abuse karithila

    • @ssamuel649
      @ssamuel649 2 หลายเดือนก่อน +4

      Door khula thila re beda

    • @samit_ranjan_kunal2085
      @samit_ranjan_kunal2085 2 หลายเดือนก่อน

      ​@@ssamuel649jadi jhia ra bhul thila taku 10 jan gheriki kahiba kn drkr..ta complain Superintendent ku kariba katha.. Dadagiri karuchnti na kn..se kahila mane ame taku 10 jan gheri ki kahibu.. sie gote jhia Bhuli jauchnti bodhe...

  • @AKSHAYKUMAR-bx1ke
    @AKSHAYKUMAR-bx1ke 2 หลายเดือนก่อน +4

    Jadi doctor thik time re asibani ta kana kahibe

  • @nibeditabarik2157
    @nibeditabarik2157 2 หลายเดือนก่อน +14

    Bekar dr...nijara vul ku accept kara....

  • @user-ec2so5de1m
    @user-ec2so5de1m หลายเดือนก่อน

    ତମମାନଙ୍କ ଙ୍କୁ ଦେଖିଲେ ଲାଗୁନି ତମେ ସବୁ ପାଠ ପଢ଼ିକି ଡ଼ାକ୍ତର ହେଇଚ ଟଙ୍କା ଦେଇକି ଡାକ୍ତର ହେଇଚ ନ ଏଲେ ତମେ ଆଗ ରୋଗୀ ଦେଖନ୍ତ ନୁହଁକି ଆନ୍ଦୋଳନ କରନ୍ତ

  • @satyajitdey3361
    @satyajitdey3361 หลายเดือนก่อน

    If superintendent take any dicission then make a poll

  • @rajasahoo78
    @rajasahoo78 หลายเดือนก่อน

    Nurse Mane kebala kahin doctor nku Sir kahi dakibe ??
    Health care centre re both nurse and doctor bahut important.
    Both should respect each others

  • @smilegirlmita3772
    @smilegirlmita3772 2 หลายเดือนก่อน +3

    jane jananku respect daba katha

  • @user-ee8ur3uq6e
    @user-ee8ur3uq6e 2 หลายเดือนก่อน

    Doctors au Nurses mane kon patients au guardian ku bholo behave koruchonti ki???

  • @Tikemani1234
    @Tikemani1234 2 หลายเดือนก่อน +10

    Nursing officer cross check pai call karichhanti se dr vip dekheihouchhan ti

  • @sasmitapal8502
    @sasmitapal8502 หลายเดือนก่อน +1

    Mu janichi tamemanekete bhala.total nijemu mo maa treatment kete neglect heichi tara mukasakhi.a bisayare suparitendnku janeichi.pg pilanga bebahara atyanta asobhaniya.particular medicine wardre

  • @iit-dt7tu
    @iit-dt7tu 2 หลายเดือนก่อน +2

    Nurse are good

    • @Trd12345
      @Trd12345 2 หลายเดือนก่อน

      @@iit-dt7tu maximum nurses are good ......only one or two creat miscreants

  • @chandinidandia7871
    @chandinidandia7871 2 หลายเดือนก่อน

    Nusing officer kn achanti semanku cl kariki duity kariba pain

  • @pragnyaparamitadash5949
    @pragnyaparamitadash5949 2 หลายเดือนก่อน +8

    Kn paee room re 10 Jana Dr jane didi nku rakhi kn pacruthile

    • @Trd12345
      @Trd12345 2 หลายเดือนก่อน

      Aemiti kari bar nathlila....... But night duty re 10jana kauthu asile .... Se janku dakila asileni au taku dareiba pain 10jana palei asile ...😮babaa baabaa

    • @samit_ranjan_kunal2085
      @samit_ranjan_kunal2085 2 หลายเดือนก่อน +1

      ​@@Trd12345prasan ta seithi blood pain dakile jane asuna jhagada kariba ku 10 wah wah..

  • @rupamanjarijena3907
    @rupamanjarijena3907 2 หลายเดือนก่อน

    To take decision public after see that time video

  • @subhabala4355
    @subhabala4355 2 หลายเดือนก่อน

    Se jhoa rogipaen dakithil nija pae nuhna

  • @user-bh8xl6tk1j
    @user-bh8xl6tk1j 2 หลายเดือนก่อน +1

    Mohan Majhi ei house surgeon mananka licence cancel kara

  • @Imberryhehe
    @Imberryhehe 2 หลายเดือนก่อน +4

    Toxic environment kie karichi tume mane au kie

  • @Tikemani1234
    @Tikemani1234 2 หลายเดือนก่อน +11

    Nursing officer rgt achhan ti 👍🏼 tanka jagare

  • @sasmitabehera4482
    @sasmitabehera4482 2 หลายเดือนก่อน +10

    Superintendent nku hatao 1st

    • @Trd12345
      @Trd12345 2 หลายเดือนก่อน

      Se superintendent only tanka khojuthiba , hospital upare dhyana achi ki

  • @satyajitdey3361
    @satyajitdey3361 หลายเดือนก่อน

    ହୋ ଡକ୍ଟର ଭାଇ ମାନେ ତୁମେ ମାନେ ଆଉ ଜ୍ଞାନ ପେଲନି.... ତୁମେ ମାନେ ସରକାରୀ ଡାକ୍ତରଖାନା ରେ କେଉଁଭଳି dedicatedly କାମ କର ସେଇଟା ସମସ୍ତଙ୍କୁ ଜଣା. Scb medical ରେ ମୋ ଜେଜେଙ୍କୁ 2 ଦିନ ଯାଏ କୌଣସି ଡକ୍ଟର ଦେଖି ନଥିଲେ ଯାହା ଫଳ ରେ ସେ ମରିଗଲେ। କଣ ଡକ୍ଟର ପଦବୀ ପାଇଲା ପରେ ତୁମେ ମାନେ ଆଉ ଇନ୍ଦ୍ର ଚନ୍ଦ୍ର ମନିବନି ନା କଣ। ଭଗବାନ ଙ୍କୁ ଟିକେ ଭୟ କର...
    ଯେତେ ପରିଶ୍ରମ କଲେ ବି ଡକ୍ଟର ପଦବୀ ସମସ୍ତଙ୍କୁ ମିଳି ନଥାଏ। କେବଳ ସେଇ ମାନଙ୍କୁ ମିଳିଥାଏ ଯେଉ ମାନଙ୍କ ଉପରେ ଭଗବାନ ଙ୍କ କୃପା ଥାଏ। ଆଉ ତୁମେ ମାନେ ଡକ୍ଟର ହେଲା ପରେ ଭଗବାନ୍ ଙ୍କୁ ବି ମନୁନ...... ରୋଗୀ ମାନେ ହିଁ ତୁମ ପାଇଁ ଭଗବାନ ଆଉ ତୁମେ ମାନେ ନି ରୋଗୀ ମାନଙ୍କର ଭଗବାନ🙏
    ଆଉ ଯଦି ପ୍ରଶାସନ ସେ ନର୍ସ ଦିଦିଙ୍କ ଉପରେ କିଛି ପଦକ୍ଷେପ ନିଏ ତେବେ ପରବର୍ତ୍ତୀ ସମୟରେ ରୋଗୀ ସେବା ଆହୁରି ଶୋଚନୀୟ ହେଇ ପଡ଼ିବ।

  • @hrushikeshmahanta6590
    @hrushikeshmahanta6590 2 หลายเดือนก่อน +3

    Nurse କଣ doctor ଙ୍କ authority ki ,docter ଙ୍କୁ question କରିବ କାହିଁକି ଡେରି ହେଲା ବୋଲି

    • @mamasahani6717
      @mamasahani6717 2 หลายเดือนก่อน +6

      Hn obviously ..doctor hela boli lt re asibaa patient mariba na kn

    • @priyap6096
      @priyap6096 2 หลายเดือนก่อน +3

      Han nihati pachariba, kahinki patient ra kichi b problem hele, kie dayi, doctor jadi duty karibeni nurse b kariba katha nuha.

    • @lili2814lili
      @lili2814lili 2 หลายเดือนก่อน +2

      Yes tankara adhikara achi pachariba first priority heuchi roginka/patient care tapare jaiki au jaha semananka ego first patient care last.

    • @target_625
      @target_625 2 หลายเดือนก่อน +1

      Authority bhadme jae ,Tume mane kn ghaso Katiba pain saethi achha,,, patient jadi dekhibani. Kamo choro mane

    • @manasibhoi2687
      @manasibhoi2687 2 หลายเดือนก่อน

      Nija duty jadi thik re karante doctor maane tahele tanku kn pyn se nursing officer pacharithante

  • @shaswatinayak9986
    @shaswatinayak9986 2 หลายเดือนก่อน +6

    Doctor mane pura punctual na tame mane present rahibani tama mana nku phone karu daka haba na

    • @Trd12345
      @Trd12345 2 หลายเดือนก่อน

      Saswati lo. .... Doctor punctual hele bi patients maribe ...jara maribar achhi mariba

    • @samit_ranjan_kunal2085
      @samit_ranjan_kunal2085 2 หลายเดือนก่อน

      ​@@Trd12345 sir anapnaku emiti utara ame asa karunu.. jahar maribar thiba mariba mane kn ame chesta karibani na.. jananka absence re jane marigale ame seita ku ta bhagya hatare ta teki dei paribani sir.

  • @mami6057
    @mami6057 2 หลายเดือนก่อน

    Patient care bele asileni..pare group re. Nihati HS manankara bhul achhi. Patha padhi volo doctor heiki baharo. Ego chhadi dio.

  • @sagarikasukla4854
    @sagarikasukla4854 หลายเดือนก่อน

    They are doctor so they should call as sir.

  • @rakeshkumardas9872
    @rakeshkumardas9872 2 หลายเดือนก่อน

    Hmm hmm se didi kharap apna sabu doctor Mane bhala nai ki....tanka video ru janapaduchhi....

  • @yougrowvideo48
    @yougrowvideo48 2 หลายเดือนก่อน

    Tme mane kete sata kahucha Nurisng officer bisayre video ame dekhichu
    Tme mane jete bele nurse manku kuha tmra language change kara hela.

  • @kshirodbiswal2020
    @kshirodbiswal2020 หลายเดือนก่อน

    Cancel the licence

  • @Bts_win_heart
    @Bts_win_heart 2 หลายเดือนก่อน +2

    HS mane jemiti nijaku PM vabuchanti...amanka pai nua constitution khola haba na kn😂😂😂
    Patient nka treatment kariki future re salary paiba t
    1st priority treatment kara au thik time re duty ku asa
    Then tama ego jhadiba media agare....
    Jaldi amannku ghare baseidea😂😂😂

    • @sohandas1401
      @sohandas1401 2 หลายเดือนก่อน +2

      Se nurse didi b nijaku mundi bhabuchanti ma... Didi kahile au hauni nursing officer... Kama kintu phampa

    • @user-ee8ur3uq6e
      @user-ee8ur3uq6e 2 หลายเดือนก่อน

      USA, Europe bholi work culture hele bholo samasto nku Namo dakiba dorkar.oti sanman deba dorkar nahi.oti sonman culture bondh heba dorkar

  • @MissSangeeta2299
    @MissSangeeta2299 2 หลายเดือนก่อน +8

    First tame mane kama thik se kara tapare tamaku sabu sir kahibe

    • @shibanimahakuda8916
      @shibanimahakuda8916 2 หลายเดือนก่อน

      Bhak😂

    • @dailylife1956
      @dailylife1956 2 หลายเดือนก่อน +2

      @@MissSangeeta2299 ki katha..gote chotia Nurse heiki gote high qualified class 1 officer ku sir kahibani ta kana bhai kahiba ki.. Tuma thanking hi low level ra

    • @omprakashbisoi4008
      @omprakashbisoi4008 2 หลายเดือนก่อน

      ​@@dailylife1956 A e mentality joguru hi ata he e chi aji (CHOTIA NURSE)

    • @dailylife1956
      @dailylife1956 2 หลายเดือนก่อน +1

      @@omprakashbisoi4008 yes obviously choto.. Tanka post choto incomparision to a doctor.. They should obey doctor's instruction, but ebe nurse mane doctor nka upare katha kahuchanti, emiti hele patients hi suffer hebe...gote Osssc re gr-C post re job paithiba employee kebe doctor jie ki Opsc ru gr-A post re select aau NEET karichi, taku sir dakibeni, respect debeni ki... semiti dekhibaku gale officer lagigale post bada heijiba ki.. emane gr-C empoyee semane gr-A gazzeted officer tanku respect deveni ki.. Semiti hele ta Clerk b Tahasildar ku Sir dakibani

    • @omprakashbisoi4008
      @omprakashbisoi4008 2 หลายเดือนก่อน

      @@dailylife1956 Han seta ta government gazette kahi dela kintu mana re bhabu cha hi kahinki ki se (CHOTA NURSE) we all know as a healthcare team significance of nurses, nurses are there for the advocacy for patients and to help and assist the doctors, ta kauthi darkar padila we are advocating for the patient rights, ta jadi bhul he e chi due to workload ki any other ignorance of EHP on duty ta katha taku se e ward bhitare clear Kara na, amti band room bhitare mass gathering he e ki suppressing ur team members is not right.
      And HS is not a govt appointed post ,neither a employee, HS is a student practicing learning doctor tenu u have taken it to the ego jauthi pain amti hauchi.

  • @animeshn1555
    @animeshn1555 2 หลายเดือนก่อน +1

    doctor kuhani nijaku... baki doctor mananka respect palauchi tuma mananka pai... toxic environment karucha tume doctor mane hi

  • @Madhusmita-u6c
    @Madhusmita-u6c หลายเดือนก่อน

    Tome bahut bhala seba deucha roginku au bhala behaviour deucha abhadra hs

  • @anandjena2764
    @anandjena2764 2 หลายเดือนก่อน +2

    10 Jana student doctor ku , arrest karajau

  • @chandinidandia7871
    @chandinidandia7871 2 หลายเดือนก่อน

    Asbu corporate hospital re b houchi

  • @niharikamishra7501
    @niharikamishra7501 2 หลายเดือนก่อน +6

    Nurses always great
    They are not under class 10
    They are well qualified
    They will never obey to any Doctor
    They are not their servant
    Ladies have always more work in duty as well as home.
    Doctor will apologize nurses

  • @ishank5052
    @ishank5052 2 หลายเดือนก่อน +3

    Narshanku sorry kuhantu doctor mane

    • @akankshyadas5596
      @akankshyadas5596 2 หลายเดือนก่อน +2

      It's nurse not narsh

    • @sohandas1401
      @sohandas1401 2 หลายเดือนก่อน +2

      Murkhaa😂😂😂

    • @Trd12345
      @Trd12345 2 หลายเดือนก่อน +1

      😂😂😂😂 nurse kahi januni jadi. Oriya re Sebika kaha

  • @radhemanivlog8941
    @radhemanivlog8941 2 หลายเดือนก่อน +1

    Jane nursing officer ku akutia room re lock kan pai karuthile.....
    Maximum time re doctor mane patient ku abahela karanti...
    Kebela nursing officer mane hi pray time patients pakhare thanti...
    Jaha b heuna kahiki jaldi samadhan kari normal duty karantu Jai jagannath 🙏

  • @chittaranjanmohanta1888
    @chittaranjanmohanta1888 2 หลายเดือนก่อน

    Hs mane kie student nuhonti ki

  • @unartisticaryan
    @unartisticaryan หลายเดือนก่อน

    Emiti re b jaha kama karanti sabu janichanti😅😂

  • @sweetsuchi832
    @sweetsuchi832 2 หลายเดือนก่อน

    Doctor mane vvip..tanku phn kariki daka haba

  • @kailashswain4735
    @kailashswain4735 2 หลายเดือนก่อน +5

    Michha kahuchhanti sergen maane.. arrest karajau ... tume ta student na...

    • @ShaktiPrasadMishra-op8zh
      @ShaktiPrasadMishra-op8zh 2 หลายเดือนก่อน +3

      Aga spelling thik Kari lekha 😂
      Kuadu chali aasi gapidauchanti mana icha

    • @ShaktiPrasadMishra-op8zh
      @ShaktiPrasadMishra-op8zh 2 หลายเดือนก่อน

      That's Surgeon 😷

    • @sac___ya-j8l
      @sac___ya-j8l 2 หลายเดือนก่อน

      Kau bahi re lekha heichi je hs student sei bahi ta amaku tk dekheidia

  • @sureshsahoo2983
    @sureshsahoo2983 2 หลายเดือนก่อน

    Nija nija Ego ra mentality jogu tam mananka pai rogi petient ra care re abahela hauchi .. eithi pai tame mane sabu medical padhuch government tam ku padhibaku facilities available karuchi.. nija power ra Duru upayog karani.. EGO side re rakhi rogi seba kara.. patha padhidele khali Dr huantini Dr ra name income karibaku pade. Se vali kama kara tam ku Dr Dr kahiki dakibe..

  • @sushamanaik1728
    @sushamanaik1728 หลายเดือนก่อน

    Doctor gaku bahar kara

  • @chandinidandia7871
    @chandinidandia7871 2 หลายเดือนก่อน

    Sabubele nursing officer hi suffered houchanti

  • @mangulubishoimangulubishoi2
    @mangulubishoimangulubishoi2 2 หลายเดือนก่อน

    Chakiri kaiba chhadi dio ghare jai basa.ahuri bhala milibe goriba ghara pila bhala seba karibe.tankaa balaku hotao.dekhibe docter docter kete bahatibe

  • @nirupamalenka7081
    @nirupamalenka7081 2 หลายเดือนก่อน +9

    Nurse nuhe nursing officer

    • @sanataniodia1463
      @sanataniodia1463 2 หลายเดือนก่อน

      Officer lageidele name re Gazetted officer heijibani

    • @dailylife1956
      @dailylife1956 2 หลายเดือนก่อน +1

      Ki officer 😄😂😂... Semiti hele sabu officer heijibe.. Nurse sabu gr B 4200 gp paiba employee.. Ki officer... Officer hele class 2 or Class 1...nurse(didi ) nijaku officer bhabuchanti sunile hasalaguchi😄😂😂

    • @Princeprasad144
      @Princeprasad144 2 หลายเดือนก่อน

      ​@@dailylife1956tume kichi janina nursing officer 3 yr regular pare grp B salary pauchanti

    • @Princeprasad144
      @Princeprasad144 2 หลายเดือนก่อน +1

      ​@@dailylife1956tumaku hasa lagiba tume se paryanta jibaku chauna na kemiti hasa lagibani😂😂😂😂😂

    • @Princeprasad144
      @Princeprasad144 2 หลายเดือนก่อน +3

      ​@@sanataniodia1463janichu gazetted habani but nursing profession topicre tumara tikebi knowledge nahin so chup rahiba better

  • @studywithankita2335
    @studywithankita2335 หลายเดือนก่อน

    Yanku duty thakiba ase 😂 sethipain strick

  • @priyankajena5184
    @priyankajena5184 2 หลายเดือนก่อน

    Micha sabu First dosha ei hs manankara .micha sabu ei media agare micha kahuchanty

  • @Rakesh75046
    @Rakesh75046 หลายเดือนก่อน

    Tame aga Kama sikhe ta pare treatment kariba

  • @Imberryhehe
    @Imberryhehe 2 หลายเดือนก่อน +4

    Karan nurse mane janithibe sata katha je se HS bulibaku jaithila eita sata katha.

    • @mrssubhash9525
      @mrssubhash9525 2 หลายเดือนก่อน

      Tu ta sabu janichu nahi 😂

    • @hembrambayar6417
      @hembrambayar6417 2 หลายเดือนก่อน

      Apon ta sabu janichhanti

    • @sac___ya-j8l
      @sac___ya-j8l 2 หลายเดือนก่อน +1

      Tahele sei time re jau death hela anya ward re seta tume declare kariki tanka formality pura karithila nai?

    • @samit_ranjan_kunal2085
      @samit_ranjan_kunal2085 2 หลายเดือนก่อน

      ​@@sac___ya-j8lhamm bodhe responsibility nela ku Nurse ku agaku theli dia.. credit nebaku deudi aso.😂

    • @sac___ya-j8l
      @sac___ya-j8l หลายเดือนก่อน

      @@samit_ranjan_kunal2085 kn responsibility neichi sie.. jadi ete responsibility neithanta tahele chilla chilli na Kari blood lageithanta ete patient payi chinta thila jadi.. last re doctor hi sei blood lageichi.. kahara responsibility au kahaku bas drama karibara thaye ethiru spasta jana paduchi

  • @Arpita97
    @Arpita97 2 หลายเดือนก่อน

    nursing officers are not doctor's assistant.its a team work of all doctors nurses, pharmacist and other workers in a hospital for patient care.education system has developed a lot...aaji kali kehi 2months training kari dei nurses heu nahanti...they are well educated 12th science qualified,done their bsc nursing qualified exams and doing job...nursing re higher education PHD achi so many other speciality courses achi... education higher kari dela govt but loka aaji kali reels au faltu jinisa re ete byasta chapri influences nku respect dei paribe but a qualified job holder ku nuha..wahh lokanka mentality ki prakar

    • @Trd12345
      @Trd12345 2 หลายเดือนก่อน

      Arpia appa .10th pare bi direct nursing officer bahut achhanti ... 12th waala bahut kam ...

    • @Arpita97
      @Arpita97 2 หลายเดือนก่อน

      @@Trd12345 na ebe au sei concept nahi...u need to be 12th pass out with science background

    • @Trd12345
      @Trd12345 2 หลายเดือนก่อน

      @@Arpita97 Arpita apa ama baripada hospital re achhanti sabu 10th class pare ANM JNM .

    • @Arpita97
      @Arpita97 2 หลายเดือนก่อน

      @@Trd12345 purbara staffs achanti..mu present day katha kahuchi ebe sei subidha nahi au

  • @mami6057
    @mami6057 2 หลายเดือนก่อน

    Ebe ta na re ahuri michha aligation anibe😂

  • @RasmikantaTripathy-fv6um
    @RasmikantaTripathy-fv6um 2 หลายเดือนก่อน +5

    Are H S. Sarakari dhana re patha padhi. Tamaku andolana. Karibaku. Adhikar dela kie abe. H. S. kan. Sir. Heleni. Tama. Kadha. Amaku jana

  • @ScienceBaba06
    @ScienceBaba06 หลายเดือนก่อน

    ଗୁଣ୍ଡା ଭଳି door lock କରିକି respect ମାଗୁଚ,,,,, video proof ବି ଅଛି ,,,, ଆଉ false aligation ବୋଲି ,,,,କହୁଚ ,,, ଧନ୍ୟ ଭାଇ ତମେ😂😂😂😂

  • @sunaram2419
    @sunaram2419 2 หลายเดือนก่อน

    Tume Mane Sabu Doctor Nuho.....

  • @sandipjena3052
    @sandipjena3052 2 หลายเดือนก่อน

    Hs nk bhul achhi

  • @niharikamishra7501
    @niharikamishra7501 2 หลายเดือนก่อน +2

    Nurses actually like doctor without registration of prescription
    So nobody will against their work as they always with patients
    Doctors should beg permission while entering ward in hospital from nurses
    House surgeon should apologise infront of nurses

  • @gyanaranjandas8893
    @gyanaranjandas8893 2 หลายเดือนก่อน +7

    Se nurse ku bahat Kari diantu
    Nurse should respect to Doctor

    • @lili2814lili
      @lili2814lili 2 หลายเดือนก่อน +4

      Yes Also doctor should give respect to all

    • @lili2814lili
      @lili2814lili 2 หลายเดือนก่อน +6

      Nurse patient pain voice raise karichanti nija pain nuhe but House surgeon are student not authority of any employee

    • @Bee-r3y
      @Bee-r3y 2 หลายเดือนก่อน

      ​@@lili2814lili still ur superior

    • @kishordharua
      @kishordharua 2 หลายเดือนก่อน

      Hmm semane HS hele bi tme tanka order follow kariba katha bcz EHP re semane hi decision nebe patients ku kn debar a6i.... Samnku sir kahile tmku kai badhi jau6i.. Sir kahibar n thila jadi nurse n hae doctor helani.... Tme nije nije gute officer bhava nijaku

    • @sac___ya-j8l
      @sac___ya-j8l 2 หลายเดือนก่อน

      @@lili2814lilihouse surgeon student boli tume nursing ra kau bahi re padhicha bhauni.?

  • @rajashreebeautylyf......611
    @rajashreebeautylyf......611 2 หลายเดือนก่อน

    Tume ba karicha se video karichnti au besi ranga kn dekkhaucha

  • @Sksudhir75
    @Sksudhir75 2 หลายเดือนก่อน

    A jain janiheliani keia kadhuaa hs deri re asila😅😅😅😅😅😅😅😅😅

  • @dillipsahoo9443
    @dillipsahoo9443 2 หลายเดือนก่อน +2

    Kama janithile samaste respect debe nahi ta kehi respect debeni

  • @debabratapanigrahi6661
    @debabratapanigrahi6661 หลายเดือนก่อน

    Bala dr emane

  • @abinashshanti3727
    @abinashshanti3727 2 หลายเดือนก่อน

    Govt hospital roga ta bhala hauni

    • @Trd12345
      @Trd12345 2 หลายเดือนก่อน

      @@abinashshanti3727 😂😂😂 double engine sarkar.......apan mane khusi ta , ......😂😂 Pandian sabu neigala

    • @abinashshanti3727
      @abinashshanti3727 2 หลายเดือนก่อน

      @@Trd12345 jau sarkar hau 3yers daudi daudi roga bhala halani
      Thare pvt hospital gali now ok

  • @ishudas7585
    @ishudas7585 2 หลายเดือนก่อน +11

    Tame doctor VIP ki

    • @debashisrout3913
      @debashisrout3913 2 หลายเดือนก่อน

      Hna

    • @nidhi1441
      @nidhi1441 2 หลายเดือนก่อน

      Au pura vip chora

    • @debashisrout3913
      @debashisrout3913 2 หลายเดือนก่อน

      @@nidhi1441 hna k8chi tadibu jadi tadi de

    • @AlexStark-b2b
      @AlexStark-b2b 2 หลายเดือนก่อน +4

      Ebe to bapa nkar kichhi hele nurse ku dekheibu 😅 vdo baneiba 😂😂

    • @shibanimahakuda8916
      @shibanimahakuda8916 2 หลายเดือนก่อน

      Hnnn

  • @s_jshorts3470
    @s_jshorts3470 2 หลายเดือนก่อน

    Tame kainki bhul maguna doctor Mane chora behaviour bhala nanhi patient daruchanti tamaku nurse ku ku bhul maga

  • @anuvaroul5551
    @anuvaroul5551 หลายเดือนก่อน

    Jama nuhan michha gapuchha, bhala drama karichha,

  • @dhrubacharandash3579
    @dhrubacharandash3579 2 หลายเดือนก่อน

    Medical system bhi kharab

  • @manineepatra4532
    @manineepatra4532 2 หลายเดือนก่อน

    Nursing officer manaka phutani besi

    • @srabanisahu4513
      @srabanisahu4513 หลายเดือนก่อน

      Dr nka ra garba ahankara

  • @litunabenera4587
    @litunabenera4587 2 หลายเดือนก่อน

    ଯଦି ଡକ୍ଟର late kale ... ବ୍ଲଡ଼ ନଷ୍ଟ ହେବା ଯାଏଁ କାଇଁ କଥା ଗଲା ? Nurse madam ଙ୍କୁ blood ଲଗେଇ ଆସିନି କି??? କୋଉ କାମକୁ nurse ବା? ନା nursing officer ହେଇଗଲେ ବୋଲି blood ନଷ୍ଟ ହେବ ପଛେ ସେ ଲଗେଇବେନି?? ଏତେ ଅହଙ୍କାର କଣ ପାଇଁ???

    • @MJ-ur6th
      @MJ-ur6th 2 หลายเดือนก่อน

      😊😊😊 kichi rules janichnti k nai

    • @litunabenera4587
      @litunabenera4587 2 หลายเดือนก่อน

      @@MJ-ur6th ଆପଣ ଜାଣିଛନ୍ତି ଯଦି କୁହନ୍ତୁ ନର୍ସ ମାନେ blood transfusion ଜାଣିବା ଉଚିତ୍ କି ଅନୁଚିତ୍? Private ki corporate hospital ରେ ସ୍ୱଳ୍ପ ବେତନ ରେ କିଭଳି ଭାବରେ ନର୍ସ madam ମାନେ blood transfusion , suctioning, patient care , ରକ୍ତ ସଂଗ୍ରହ ସବୁ କରୁଛନ୍ତି ଦେଖି ଆସନ୍ତୁ।

  • @Virus148-u
    @Virus148-u 2 หลายเดือนก่อน

    Ajithu nurse manankr pada dhuli daily Dr mane niantu 😂
    Chi chi lajya lajya..
    Nurse mane nijaku Dr nka thu upare bhabile patient jaha treatment paibe maa gangei janithibe😂😂

    • @srabanisahu4513
      @srabanisahu4513 หลายเดือนก่อน

      Aau dr vabuchi mu Bhagaban upare. Lanchua garbi dr

  • @subh1998
    @subh1998 2 หลายเดือนก่อน +9

    Sei gte nurse ra sabu problem jhhagada....3 thara transfer heichi se ethi pai....scb ru bahara kara....jogya nahi se😂😂😂

    • @Bee-r3y
      @Bee-r3y 2 หลายเดือนก่อน

      ​@@BibhuPrasadNaik-h9c apana internship karinahanti ki sir ? EHP duty bisayare janithibe hi ta puni ete doubt kmti?

    • @lili2814lili
      @lili2814lili 2 หลายเดือนก่อน

      Hmm jie sata pain voice raise kare se hin kharap hue apana janithibe . True always hurts

    • @Bee-r3y
      @Bee-r3y 2 หลายเดือนก่อน

      @@lili2814lili truth*🫣

    • @Bee-r3y
      @Bee-r3y 2 หลายเดือนก่อน

      @@lili2814lili truth*

  • @nibeditabarik2157
    @nibeditabarik2157 2 หลายเดือนก่อน

    Tame jadi kahibara thila...10 jana jaeethila

  • @subhabala4355
    @subhabala4355 2 หลายเดือนก่อน

    Dtamku drub🦈ybharkala tme kan kal se kahiba nijbapaheethant

  • @gyanaranjandas8893
    @gyanaranjandas8893 2 หลายเดือนก่อน +5

    Nurse can't order to Doctor

    • @mbsoniya8168
      @mbsoniya8168 2 หลายเดือนก่อน

      Aare maghya doctor Mane ta thik se kaam karibeni . AAU kn hauchu be .

  • @monalisasamal-m4x
    @monalisasamal-m4x 2 หลายเดือนก่อน

    She called some doctor in between conversation to close the door

  • @JagdishSahoo-d4s
    @JagdishSahoo-d4s 2 หลายเดือนก่อน

    A mananku chakiriru chhatei karidiya nuaa chakiri diya

    • @Bts_win_heart
      @Bts_win_heart 2 หลายเดือนก่อน

      Right 👍
      But friend I am also a mbbs student 😂😂😂but no tension
      Mu junior achi😂😂😂

    • @samit_ranjan_kunal2085
      @samit_ranjan_kunal2085 2 หลายเดือนก่อน

      ​@@Bts_win_heart jao tanka saha tike dharana debo..😂😂

  • @naibedyabaral7581
    @naibedyabaral7581 2 หลายเดือนก่อน

    Tame Hospital re kama karucha na Ghare Kama karucha maw tamaku jhia bhabhibe spdt . Hierarchy achi follow kara jau Nahele keve bhi discipline asibani.

    • @omprakashbisoi4008
      @omprakashbisoi4008 2 หลายเดือนก่อน

      Han tame hospital re kama Kara na ghare phone kariki daka haba tamaku ?

    • @naibedyabaral7581
      @naibedyabaral7581 2 หลายเดือนก่อน

      @@omprakashbisoi4008 mu nije jane UG medical chatra tama bhali anya knu khali re cmnt pass kara hauni

    • @naibedyabaral7581
      @naibedyabaral7581 2 หลายเดือนก่อน

      @@omprakashbisoi4008 If you are into a organisation, you have to follow the hierarchy and if you don't it will create blunders. jane nurse 2 Barsha padhe kintu ane dr haba pae 6 barsha kiye adhika jane ta pare kahibe. Ebang se nursing officer upare agaru allegations thila se obs and gyn ward ru medicine ward ku transfer kara heithile. Tankna naa re JR dr association r bhi complaint thila

    • @omprakashbisoi4008
      @omprakashbisoi4008 2 หลายเดือนก่อน

      @@naibedyabaral7581 2 barsa nuha bhai 5 barsa ame bhi padhu

    • @omprakashbisoi4008
      @omprakashbisoi4008 2 หลายเดือนก่อน

      @@naibedyabaral7581 mu bhi nije Jane UG Nursing chatra mu kaha bhali Anya knu Khali re cmmnt pass karuni.

  • @samarjeet4487
    @samarjeet4487 2 หลายเดือนก่อน +10

    🧲ନର୍ସ ଦିଦି ମନେ ମନେ ଡାକ୍ତର 🪚⛏️🪓

    • @debirupabhuyan8683
      @debirupabhuyan8683 2 หลายเดือนก่อน

      Au doctor mane hele gote gote governer 😅😅

    • @Khusiswain1430
      @Khusiswain1430 2 หลายเดือนก่อน

      Hn doctor sabu mana mana cm hospital director au kn kn sabu mana mana guda khanti.

    • @omprakashbisoi4008
      @omprakashbisoi4008 2 หลายเดือนก่อน

      Au apana comment de e ki Mane Mane bula sandha

  • @labitachhatria4607
    @labitachhatria4607 2 หลายเดือนก่อน +3

    Nurse kain kahuchhanti madam nursing officer kuhantu ......

    • @AlexStark-b2b
      @AlexStark-b2b 2 หลายเดือนก่อน +2

      Officer kuhaba nurse ku 😂 ye kya din dekhna pad raha hai 😅😅

    • @labitachhatria4607
      @labitachhatria4607 2 หลายเดือนก่อน +2

      @@AlexStark-b2b tame kana jani na ki nursing officer post achha kahi ki au abe nurse daka jauni jadi knowledge nahi tahele kuhani

    • @AlexStark-b2b
      @AlexStark-b2b 2 หลายเดือนก่อน

      @@labitachhatria4607 na na amar au kana knowledge achhi , sabu patha ta tame padhichha au 😁
      Doctor mane nija proper degree au post ganeileb, tame kahi bi paribani 🙌🏻

    • @labitachhatria4607
      @labitachhatria4607 2 หลายเดือนก่อน +2

      @@AlexStark-b2b here you're showing your literacy and the way your talking is showing your so called literacy 😅😅😅😅😅😅😅😅

    • @rajneeshkumar1303
      @rajneeshkumar1303 2 หลายเดือนก่อน +1

      Ki officer 😄😂😂 tuma sign ra value kete... Kn gazzed officer ki😄😄 doctor mane class 1 officer... Nurshing ki officer 😄😂

  • @SunaSuna-rc1no
    @SunaSuna-rc1no 2 หลายเดือนก่อน +4

    Dr. Ta tela mariki katha kahuchhi 😅😅

  • @gyanibaba1191
    @gyanibaba1191 หลายเดือนก่อน

    Tamaku maghia dakiba katha

  • @gyanaranjandas8893
    @gyanaranjandas8893 2 หลายเดือนก่อน +2

    Nurse can't misbehave to Doctor in any condition

    • @hemapravamahapatra318
      @hemapravamahapatra318 2 หลายเดือนก่อน +1

      Dr kintu samastanku misbehave kari paribe

    • @LinkisomalikaSahoo
      @LinkisomalikaSahoo 2 หลายเดือนก่อน

      Sie e paryanta dr heinahanti

    • @lili2814lili
      @lili2814lili 2 หลายเดือนก่อน +1

      Yes doctornkara b kichi adhikar nahin emiti disrespect Kariba gote room re single jhuaku lock Kariba it's totally wrong and criminal practice.

    • @Bee-r3y
      @Bee-r3y 2 หลายเดือนก่อน +1

      ​@@lili2814lili nurse didi video dekhinahanti bodhe comment karibara busy au ,sethire ta se didi nije kahuthile door ta aujeidea boli aga dekhidea ta pare bhasana deba

    • @mandakinibehera602
      @mandakinibehera602 2 หลายเดือนก่อน

      Nonsence

  • @Goode-m2r
    @Goode-m2r 2 หลายเดือนก่อน

    Attack krithile na chopa😂bhagwan😂. Madam nursing officer micha kahibare ta bhari dhurandar.

    • @samit_ranjan_kunal2085
      @samit_ranjan_kunal2085 2 หลายเดือนก่อน

      Hamm 10 jan gheriki Tanku Nacha sikhauthile bodhe..😂😂
      Tamon sir Micha ku kemiti ghodeiba sethi re dhurandhar😂😂😂😂

  • @AnilSahu-m8y
    @AnilSahu-m8y 2 หลายเดือนก่อน +1

    ଏ ନର୍ସ ମାନେ ମନେ ମନେ ଡ଼କ୍ଟର ମେଡିକାଲ ଗଲେ ଡ଼କ୍ଟର ମାନେ ଠୁ ବି ଉପରେ ଭାବୁଛନ୍ତି

    • @eyezz_lvr4104
      @eyezz_lvr4104 2 หลายเดือนก่อน +1

      Nija patient se jaga re thile janithanta
      Vai se patient pain kahichnti doctor mane duty karunahanti student mananku dei deuchnti se kn treat karibe ta tharu better se nursing staff bahut treat karibe ame hospital re dekhichu semne sikhanti procedure olata semnka tharu...ya pare bi jadi public ra emt response apana kebe ta kebe hospital jibe au janibe bhagwan karantu emt na heu but emt students mane apna mananku neglect kari duty kale better se nursing staff kain voise raise karibe tankr kn jauchi

    • @pravatibehera9055
      @pravatibehera9055 2 หลายเดือนก่อน

      Right.... Aapan nk bhasare nurse mane mane doctor bhavanti karan se nurse patient ra admission tharu discharge paryant sabukichhi karithanti.

    • @AnilSahu-m8y
      @AnilSahu-m8y หลายเดือนก่อน

      ​@@eyezz_lvr4104injection te debapaen sister kete thara kahibaku jaun medical ku gale doctor pachhe bhala se katha huonti a nurse mane phutani

    • @AnilSahu-m8y
      @AnilSahu-m8y หลายเดือนก่อน

      ​@@pravatibehera9055kichi nai khali garba karanti

  • @AlexStark-b2b
    @AlexStark-b2b 2 หลายเดือนก่อน +5

    Nurse ra kama eka doctor ra katha maniba , sethire ete abhadrami , shame on Nurses

    • @labitachhatria4607
      @labitachhatria4607 2 หลายเดือนก่อน +5

      @@AlexStark-b2b nursing staff ra kama dr jau order written lekhibe patient case sheet re taha follow Kariba nai ki on duty Dr ku duty pain call kari ki dakiba ...... Dr katha maniba nursing officer ra kama nuha ..... Only pateint care plan jauta Dr written debe taha follow karibe

    • @sanagm2913
      @sanagm2913 2 หลายเดือนก่อน +2

      kou jamanara loka tame nursing officer ra kama kan first jaran ta pare katha kahiba nonsenss bhalia kan katha kahucha

    • @MadhusmitaSahoo-xu6nl
      @MadhusmitaSahoo-xu6nl 2 หลายเดือนก่อน +2

      @@labitachhatria4607correct maam ..Doctors think nursing officers r there assistant..

    • @AlexStark-b2b
      @AlexStark-b2b 2 หลายเดือนก่อน

      @@labitachhatria4607 kan aji kali nurse mane medicine prescribe karuchhanti ki 😄😄 sei pain tanka sense badhigala , bina doctor re tume kichhi nuha

    • @MadhusmitaSahoo-xu6nl
      @MadhusmitaSahoo-xu6nl 2 หลายเดือนก่อน +2

      @@AlexStark-b2b u don’t know seriously….Nursing officers can work as a community health officer so that he/she can prescribe medication ..Dont you know about health wellness centres..you better b known..😂😂😂😂

  • @user-ee8ur3uq6e
    @user-ee8ur3uq6e 2 หลายเดือนก่อน

    Doctors au Nurses mane kon patients au guardian ku bholo behave koruchonti ki???