Odisha Bus Drivers Return Mobile Phones & Accessories Worth Rs 10 Lakhs

แชร์
ฝัง
  • เผยแพร่เมื่อ 8 พ.ย. 2024

ความคิดเห็น • 732

  • @balabhadrabaral8095
    @balabhadrabaral8095 2 ปีที่แล้ว +282

    ଏ ଭାଇଙ୍କର ମାନବିକତାକୁ ଜୁହାର। ମାନବିକତା ଆଗରେ ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ମୂଲ୍ୟହୀନ, ।ସମାଜ ପାଇଁ ବଡ ଉଦାହରଣ।

  • @RD123.........
    @RD123......... 2 ปีที่แล้ว +112

    ପାଇଥିବା Bus staff ଙ୍କୁ ଧନ୍ୟବାଦ, ତାଙ୍କର ସଚ୍ଚୋଟ ପଣିଆ ପାଇଁ

  • @kheribamondimundariproduct3311
    @kheribamondimundariproduct3311 2 ปีที่แล้ว +144

    ବହୁତ ଖୁସି ଲାଗିଲା ଏସବୁ କଥା ଶୁଣି ଏବଂ ଏହି ପରି ଡ୍ରାଇଭର୍ ମାନଙ୍କୁ ବହୁତ ବହୁତ ଧନ୍ୟବାଦ

  • @sujitpanda1749
    @sujitpanda1749 2 ปีที่แล้ว +132

    ଆପଣ ମାନଙ୍କ ପରି କିଛି ଲୋକମାନଙ୍କ ପାଇଁ ହିଁ ଏହି ଦୁନିଆଁ ବଞ୍ଚି ରହିଛି । ଜୟ ଜଗନ୍ନାଥ ।

  • @rs_smith3516
    @rs_smith3516 2 ปีที่แล้ว +76

    Humanity is still in odisha because ଆମେ ଓଡିଆ ଭାରି ବଢିଆ 😘😘

  • @gautamparida349
    @gautamparida349 2 ปีที่แล้ว +143

    ଅଶେଷ ଅଶେଷ ଧନ୍ଯବାଦ
    ସେଇ ଡ୍ରାଇଭର ଭାଇ ମାନଙ୍କୁ 🙏

  • @surajitjana7671
    @surajitjana7671 2 ปีที่แล้ว +73

    ତାଙ୍କ ବାପା ଓ ମାଆଙ୍କୁ ଶହେ ଶହେ ପ୍ରଣାମ । ଏମାନ ଙ୍କ ବାପା ଏବଂ ମା ନିଶ୍ଚିତ ଭାବରେ ଜଣେ ଜଣେ ଭଦ୍ର ଓ ସଟ୍ଟୋଟ ପଣିଆ ପ୍ରମାଣିତ କରୁଛି ତ।ଙ୍କ ସନ୍ତାନ ମାନଙ୍କ ପାଖରୁ. ଏବଂ ଏମାନଙ୍କ ପରିବାରରେ
    ସସ୍କାର ଓ ମଣିଷ ପଣିଆ ଦର୍ଶାଉଛନ୍ତି । God bless you and your family

  • @balakrushnarath4854
    @balakrushnarath4854 2 ปีที่แล้ว +21

    ଆପଣ ଦୁଇଜଣଙ୍କୁ ଙ୍କୁ ହୃଦୟ ରୁ ନମସ୍କାର 🙏🙏🙏

  • @ranjeetpanda301
    @ranjeetpanda301 2 ปีที่แล้ว +63

    ଏହି ଡ୍ରାଇଭର ଭାଇ ମାନଙ୍କୁ ନିହାତି ଭାବରେ ପାଇଥିବା ଲୋକ ଟି ପୁରସ୍କୃତ କରିବା କଥା ଏପରି କଲେ ଆଗାମୀ ଦିନରେ ସେମାନେ ଉତ୍ସାହିତ ହେବା ସଂଗେ ସଂଗେ ଅନ୍ୟ ମାନେ ପ୍ରେରିତ ହେବେ

  • @jyotiraj5806
    @jyotiraj5806 2 ปีที่แล้ว +6

    God bless you all bus staff very good 👏👏👏👏👏 ସମସ୍ତ ଙ୍କୁ ଗୁଟେ ଗୁଟେ smartphone ଉପହାର ଦିଆଯାଉ ମୁଁ ଅନୁରୋଧ କରୁଛି।

  • @Trueloveyouth
    @Trueloveyouth 2 ปีที่แล้ว +7

    ବହୁତ ବଢିଆ କାମ ଠିକ କଥା ମଣିଷ ପଣିଆ ହିଁ ବଡକଥା
    ପ୍ରଭୁ ଶ୍ରୀ ରାମଚନ୍ଦ୍ର ଶ୍ରୀଜଗନ୍ନାଥ ତୁମ ଦୁଇଜଣଙ୍କର ମଙ୍ଗଳ କରନ୍ତୁ 😍

  • @amitoshpanda1184
    @amitoshpanda1184 2 ปีที่แล้ว +4

    ମାନବିକତା ଓ ସଚ୍ଚୋଟ ପଣିଆ ଏବେବି ବଞ୍ଚିଛି। ସେହି ଭାଇ ମାନଙ୍କୁ ଅଶେଷ ଧନ୍ୟବାଦ।

  • @localguys5297
    @localguys5297 2 ปีที่แล้ว +9

    Bus driver ଙ୍କୁ ଅଶେଷ ଧନ୍ୟବାଦ।👏👏

  • @ganeshsahu7820
    @ganeshsahu7820 2 ปีที่แล้ว +52

    କିଏ କହିଲା ମଣିଷ ପଣିଆ ନାହିଁ... କିଏ କହିଲା ଭଲ ଲୋକ ନାହାନ୍ତି ବୋଲି.... ଆମେ ପରା ଜଗନ୍ନାଥ ଦେଶ ର ଲୋକ... ଆମ ପାଇଁ ଆମ ଜଗନ୍ନାଥ ବଡ... ଆଉ କିଛି ନୁହେଁ

  • @sudiptamishra07
    @sudiptamishra07 2 ปีที่แล้ว +57

    Normally we see people preaching Humanity on Social Media Only. Salute to the Staff of the Bus for showing us that humanity still exists in real world. Respect

    • @flpmohanpradhan1407
      @flpmohanpradhan1407 2 ปีที่แล้ว

      Atual khain somg

    • @ss-nt2ev
      @ss-nt2ev 2 ปีที่แล้ว

      @@flpmohanpradhan1407 aaaa@aaaaaaaaaaaaaaaaaaaaaaaaaa

    • @ss-nt2ev
      @ss-nt2ev 2 ปีที่แล้ว

      @@flpmohanpradhan1407 aaaaaaaaa@

  • @sudhirabhati9939
    @sudhirabhati9939 2 ปีที่แล้ว +9

    ଅଲ୍ ଓଡିଶା ଡ୍ରାଇଭର ଜୟ ଜଗନ୍ନାଥ ନମସ୍କାର ଭାଈ ବୋହୁତ ବୋହୁତ ଧନ୍ୟବାଦ୍

  • @a-74_sunilkumarbehera19
    @a-74_sunilkumarbehera19 2 ปีที่แล้ว +65

    Respect to his humanity

  • @pradeepmalik3464
    @pradeepmalik3464 2 ปีที่แล้ว +36

    Salute to both of you for your humanity

  • @prasantakumarbehera3718
    @prasantakumarbehera3718 2 ปีที่แล้ว +17

    Odisha Driver mahasangha jindabad

  • @ShaktiNewsliveodia
    @ShaktiNewsliveodia 2 ปีที่แล้ว +20

    ଲକ୍ଷ୍ୟାଧିକ ଟଙ୍କାର ଜିନିଷ ପାଇ ଫେରାଇବା ସେହି ମହାନତାର ମଣିଷ ପଣିଆ ପାଇଁ ସମସ୍ତ ବ୍ୟକ୍ତି ମାନଙ୍କୁ ଅନେକ ଅନେକ ଧନ୍ୟବାଦ୍ ଆପଣମାନଙ୍କ ଚଲାପଥ ସଦାସର୍ବଦା ସୁଖମୟ ହେଉ।

  • @Dalai143
    @Dalai143 2 ปีที่แล้ว +13

    ସେ ଦୁଇ ଡ୍ରାଇଭରକୁ ଆନ୍ତରିକତାଭରା ଧନ୍ୟବାଦ, ଯିଏ ନିଜ କଷ୍ଟ ଟଙ୍କାରେ ଲୁଣ ମରିଚ ଭାତ ଖାଇ ଶାନ୍ତି ଲାଭ କରୁଛି ସେ ଅନ୍ୟ କଷ୍ଟର ମଦ, ମାଂସ ଖାଇ କଣ ଆନନ୍ଦ ପାଇ ପାରିବ.

  • @Jay-ho1234
    @Jay-ho1234 2 ปีที่แล้ว +28

    It is humanity . Govt should be awarded both plz .

  • @debiprasadmishra2699
    @debiprasadmishra2699 2 ปีที่แล้ว +83

    Thank you bus drivers.
    You are honest.
    Thank you bus owner.
    You instructed your drivers rightly.
    You three have good wishes of people.
    Yes,self satisfaction that you get for your honesty is precious,can't be valued by money.
    ₹10,00,000/- ( the amount that we hear repeatedly- unearned money) is trash for a honest man.
    You are examples

    • @purnamirana535
      @purnamirana535 2 ปีที่แล้ว

      vvcvvvvvvvv

    • @upscme5944
      @upscme5944 2 ปีที่แล้ว +2

      Ete emotional huani bhai. Tike rahijao. 🤚🏻Mobile phones have IMEI nos. So chori hele dhara padiba chances bahut adhika. Also may be naxal use pain asithiba kiye janila as location is more prone to LWE! So michare fasibe chori kariki. Tenu paiki fereidaba bhala. Sunama bi haba auu kadua re padibunu. Bdw I appreciate their honesty but think rational & logical. Avoid emotional inquiries of facts🙏🏻

    • @Veerappan_2332
      @Veerappan_2332 2 ปีที่แล้ว

      @@upscme5944 to parika lokanka paen emiti sabu hauchi sala mobile parts biki parithante etiki janinu

    • @upscme5944
      @upscme5944 2 ปีที่แล้ว

      @@Veerappan_2332 jaha jana paduchi bhai tu eii chora bepari kama karu bodhe🤣! Auu tike adhika patha padha bujhi paribu mo katha ra value. To dimag jetiki tu setiki hi dunia dekhi paruchu 💁🏻‍♂️😂

  • @biswanathsahoo9125
    @biswanathsahoo9125 2 ปีที่แล้ว +1

    Thanks to honest drivers, God bless him.

  • @mrjackeditz2.0
    @mrjackeditz2.0 2 ปีที่แล้ว +3

    Respect To his humanity ❤️❤️🙏🙏🙏🙏🙏🙏😍😍😍

  • @pradipbarik7861
    @pradipbarik7861 2 ปีที่แล้ว +14

    Great..lesson of honesty and humanity. Great job Sir.

  • @Pinky59015
    @Pinky59015 2 ปีที่แล้ว +4

    ମୋ ମତ ରେ :ଯଉ ଜିନିଷର ଆମେ ମାଲିକ ନୁହଁ ସେଟା ଆମ ପାଇଁ ମୂଲ୍ଯହୀନ,,ଆଉ ଯଉ ଜିନିଷ ଆମର ସେଟା ଆଉ କାହାର ହବା ପାଇଁ ଦବା ବି ନାହିଁ ।ଧନ୍ଯବାଦ ଡ୍ରାଇଭର ଭାଇ ମାନଙ୍କୁ ମଣିଷ ପଣିଆ କୁ🙏

  • @sambitjena45
    @sambitjena45 2 ปีที่แล้ว +23

    Duty is god🙏🙏🙏 God blesing u bro

  • @UniqueSRG
    @UniqueSRG 2 ปีที่แล้ว +28

    Salute Jiju....🙏🏼🙏🏼🙏🏼🙏🏼 Priti Ranjan Pradhan....🥳🥳🥳🥳

  • @parvakarnayak645
    @parvakarnayak645 2 ปีที่แล้ว +5

    Great Manabikat Bhai jai jagannath

  • @sunilkumarparida9893
    @sunilkumarparida9893 2 ปีที่แล้ว +10

    Jay Jagannath 🙏
    Really,both driver brothers are very very honest persons.Lord Jagannath will sure bless them for their great help.

  • @PrabhakaraNayakat-dwaragaonPO-
    @PrabhakaraNayakat-dwaragaonPO- 2 ปีที่แล้ว +9

    Thank you bus driver God 😇🙏👼

  • @Radhu1971
    @Radhu1971 2 ปีที่แล้ว +17

    They are enjoying their hard working money, so no need for easy money.
    Good to society.

  • @t.tgaming7077
    @t.tgaming7077 2 ปีที่แล้ว +9

    Bus staff and owner always great man❤️❤️

  • @hindustan_equity
    @hindustan_equity 2 ปีที่แล้ว +14

    Emiti kichhi loka nka pai aji e dunia chalichi ....
    🙏🙏🙏🙏🙏

  • @sonu-w8t2y
    @sonu-w8t2y 2 ปีที่แล้ว +18

    Good humanity..

  • @ranjankumarbadatya8134
    @ranjankumarbadatya8134 2 ปีที่แล้ว +11

    ଧନ୍ୟବାଦ ଗାଢିଚାଳକ
    ଧନ୍ୟବାଦ ମାଲିକ

  • @sudhirswain3852
    @sudhirswain3852 2 ปีที่แล้ว +2

    ଆଜି ବି ଆମ ସମାଜରେ ମଣିଷ ପଣିଆ ଅଛି...ଦେଖିକି ବହୁତ୍ ଖୁସି ଲାଗିଲା...

  • @lingarajsahoo8996
    @lingarajsahoo8996 2 ปีที่แล้ว +18

    Salute to the both drivers

  • @sanatandas5160
    @sanatandas5160 2 ปีที่แล้ว +1

    Long live owner driver, god bless you.

  • @omprasad6037
    @omprasad6037 2 ปีที่แล้ว +15

    ତୁମକୁ ଭଗବାନ କହିବି....🙏🙏🙏

  • @myclass5432
    @myclass5432 2 ปีที่แล้ว +43

    ସାମ୍ବାଦିକ ଙ୍କ ପ୍ରଶ୍ନ ଆପଣ ଚାହିଁଥିଲେ ଦଶ ଲକ୍ଷ୍ୟ gap କରି ପାରିଥାନ୍ତେ ?ଏହା କଣ ଶିକ୍ଷା ଦେଉଛି ଯେଉଁମାନେ ଦେଖୁଥିବେ। ଯେଉଁ ଭାଇ ଓ ମାଲିକ ଫେରେଇ ଦେଲେ ସେମାନଙ୍କୁ ପ୍ରଶଂସା ବଦଳରେ ତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ।

    • @funwithreyansh1684
      @funwithreyansh1684 2 ปีที่แล้ว +2

      Thik katha.. Barambar darama pachriba.. abang prasna karibara tarika tike better heiparithanta..

    • @rihanmohanty2843
      @rihanmohanty2843 2 ปีที่แล้ว +2

      News reporter reporting କରୁଛନ୍ତି ନା bus staff କୁ ଡରାଉଛନ୍ତି, keon bhali jouranlism ବୁଝି ପାରୁନି। OTV nijara standard ବଢାଉ।

    • @rajashreesarangitripathy8929
      @rajashreesarangitripathy8929 2 ปีที่แล้ว +1

      ସାମ୍ବାଦିକ ଙ୍କ କଥାବାର୍ତ୍ତା ଠିକ ନୁହେଁ

    • @rajashreesarangitripathy8929
      @rajashreesarangitripathy8929 2 ปีที่แล้ว +2

      ବାରମ୍ବାର ଦରମା ପଚାରିବା ଜିନିଷ ଗାଏବ କରିବା କଥା ଶୁଣିବାକୁ ଭଲ ଲାଗୁନି

    • @funwithreyansh1684
      @funwithreyansh1684 2 ปีที่แล้ว

      @@rajashreesarangitripathy8929 👍

  • @pradeepjena6903
    @pradeepjena6903 2 ปีที่แล้ว +4

    Jay Jagannath Odisha driver mahasangha 🙏🙏🙏🙏🙏🙏

  • @jinajinubmh6801
    @jinajinubmh6801 2 ปีที่แล้ว +2

    Great humanity 😍🙏

  • @nirakarjena2220
    @nirakarjena2220 2 ปีที่แล้ว +10

    God bless to both drivers🙏

  • @bibhutibhusanpal6229
    @bibhutibhusanpal6229 2 ปีที่แล้ว +1

    Very Very Thanks Radha Bhai & All Bus Staff.

  • @mr.bmkingdombuilder9764
    @mr.bmkingdombuilder9764 2 ปีที่แล้ว +3

    Very few such people are there in our society .👍👍👍👍

  • @madhusudannayak9242
    @madhusudannayak9242 2 ปีที่แล้ว +1

    ଆମ ଓଡ଼ିଆ ଚାଳକ ଭାଇ ଦୁହିଁଙ୍କ ମଣିଷ ପଣିଆ ଆମ ଓଡ଼ିଆ ଜାତିର ଗର୍ବ ଓ ଗୌରବ ।ସେ ଦୁଇ ଭାଇଙ୍କୁ ହୃଦୟରୁ ସମ୍ମାନ ଜଣାଉଛି।

  • @MangalSingh-fh6qp
    @MangalSingh-fh6qp 2 ปีที่แล้ว +7

    I proud to bus driver.

  • @snigdharanisahoo962
    @snigdharanisahoo962 2 ปีที่แล้ว +4

    God Bless You Driver Bhai Khushi Ry Ruhantu

  • @jimendrakumar1842
    @jimendrakumar1842 2 ปีที่แล้ว +20

    Respect his humanity

  • @ksbsantoshkumar
    @ksbsantoshkumar 2 ปีที่แล้ว +5

    KOraput loko honest, innocent, humble - ethiru jana paduchi. Jai Jagganath.🙏

  • @UrmiLife99
    @UrmiLife99 2 ปีที่แล้ว +5

    Thanks sir Amite kama pani🙏🙏🙏🙏 manisa pania dekhaele🙏🙏🙏🙏🙏

  • @puspalatadash3032
    @puspalatadash3032 2 ปีที่แล้ว +6

    Thanks his honest &salute 🙏🙏 his parents

  • @pratapchandra2932
    @pratapchandra2932 2 ปีที่แล้ว +9

    Great yaar ! It's called attitude. Proud of u.

  • @udayhoriom1005
    @udayhoriom1005 2 ปีที่แล้ว

    ଧନ୍ୟବାଦ ତାଙ୍କର ସଚ୍ଚୋଟ ପଣିଆ ଆଜି କାଲି ଦୁନିଆରେ ଏପରି ନିରାସକ୍ତ ବ୍ୟକ୍ତି ବିରଳ।ତାଙ୍କୁ କୋଟି ପ୍ରଣାମ।

  • @rehmannayak4071
    @rehmannayak4071 2 ปีที่แล้ว +8

    They deserves extremely Praise 🇮🇳🔥.. They have done good job 👍🤝🤝

  • @gananathmallik3042
    @gananathmallik3042 2 ปีที่แล้ว

    ଧନ୍ୟ ବାଦ ଡ୍ରାଇଭର ଭାଇ ମାନେ 🙏🙏🙏🙏🙏

  • @RD123.........
    @RD123......... 2 ปีที่แล้ว +52

    ପ୍ରଥମେ ଯେଉଁ Bus ରେ ଯାଉଥିଲା, ସେଇ bus କୁ ପ୍ରଥମେ ଧରାଯାଉ ଏମିତି କାହିଁକି ଅବହେଳା କରିଥିଲା

    • @biswajit27august
      @biswajit27august 2 ปีที่แล้ว

      Mobile ପାଇଲା ପରେ ବି ଫେରେଇବା ପାଇଁ କଣ 2 ଦିନ ସମୟ ଲାଗେ କାହାକୁ ? ସେମାନେ ଯେତେବେଳେ ଜାଣିଲେ ମୋବାଇଲ କୁ tracking କରିଲେ ଚୋର ମାନେ ଧରା ପଡ଼ି ଯିବେ ଚୁପ୍ ଚାପ୍ ଭଦ୍ର ଭଳିଆ media କୁ ଡାକିକି handover କରେଇ ଦେଲେ। First କହିଲେ ରାସ୍ତାରେ ମୋବାଇଲ ବସ୍ତା କୋଉଠି ପଡ଼ିଗଲା। ତାପରେ କହିଲେ ଆମେ ବଲାଙ୍ଗୀର ର ଗୋଟେ କୁଲି କୁ ଦେଇଛୁ। ଆଉ ଏବେ ଆଣିକି return ଦୋଉଛନ୍ତି। ସବୁ ହେଲେ ଗୋଟେ ଗୋଟେ ମିଛୁଆ

    • @manasmohanty9944
      @manasmohanty9944 2 ปีที่แล้ว

      Bbye

  • @rabindrapallai8465
    @rabindrapallai8465 2 ปีที่แล้ว

    Thanku driver bhai..ur r really honest person..god bless u..ajibi manabikata banchichii..

  • @AbdulRahimVlogs
    @AbdulRahimVlogs 2 ปีที่แล้ว +3

    Thanks so much bhai ap dono salam hai mere taraf se aap log donon ne driver ki Naam Roshan Kiya thank you so much Odisha ke driver ko I'm from india Odisha cattack working place Saudi Arabia

  • @pritiranjansahoo1751
    @pritiranjansahoo1751 2 ปีที่แล้ว +3

    ମାନବିକତା। ଅତି ଭଦ୍ର 🙏🙏

  • @maheswargantayat3816
    @maheswargantayat3816 2 ปีที่แล้ว +1

    ଡ୍ରାଇଭର ଦୁଇ ଜଣଙ୍କୁ ଏବଂ ତାଙ୍କର ମାଲିକ ଓ ମେନେଜର ଙ୍କୁ ବହୁତ ବହୁତ ଧନ୍ୟବାଦ , ଭଗବାନ ତାଙ୍କୁ କୋଟିଏ ପରମାୟୁ ଦିଅନ୍ତୁ l ଏମିତି ଲୋକ ମାନଙ୍କ ପାଇଁ ଏହି ସୃଷ୍ଟି ଆଜି ବଞ୍ଚିଛି , l

  • @Ashique0123
    @Ashique0123 2 ปีที่แล้ว

    ei kichi vala lokanka pain,, aji bi humanity banchi rahichi, bohut bohut dhanyabad bhai mane

  • @tapanbarik779com4
    @tapanbarik779com4 2 ปีที่แล้ว +3

    ସମସ୍ତଙ୍କୁ ଧନ୍ୟବାଦ୍ ମଣିଷ ପଣିଆ ପାଇଁ ଭଗବାନ୍ ମଙ୍ଗଳ କରନ୍ତୁ

  • @prafulladash748
    @prafulladash748 2 ปีที่แล้ว

    Bahut ଧନ୍ୟ ବାଦ bus କର୍ମଚାରୀଙ୍କୁ

  • @MusicWorld-my1mr
    @MusicWorld-my1mr 2 ปีที่แล้ว +1

    ଆଜିବି ମାନବିକତା ବଞ୍ଚିଛି ,ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏

  • @charulatapaikaray5288
    @charulatapaikaray5288 2 ปีที่แล้ว +4

    Salute to both of you... Great work 👍👍🙏🙏

  • @sanjumuduli3671
    @sanjumuduli3671 2 ปีที่แล้ว +14

    Humanity is best👍👍👍

  • @jitendrapradhan3854
    @jitendrapradhan3854 2 ปีที่แล้ว +2

    What a humanity....God bless all of you sir...jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @arunadayapalaur8389
    @arunadayapalaur8389 2 ปีที่แล้ว +22

    God bless you with your family

  • @atulmali2312
    @atulmali2312 2 ปีที่แล้ว

    Proud of you Bhai 🙏🙏🙏🙏 Tama pain Odisha proud koruchi...

  • @sunilkumarbehera3737
    @sunilkumarbehera3737 2 ปีที่แล้ว +1

    Good Nd Great Job Bhai ଆପଣ ମାନଙ୍କୁ ଧନ୍ୟବାଦ୍।

  • @shaikhajad8599
    @shaikhajad8599 2 ปีที่แล้ว +8

    Very good humanity still alive ❤️

  • @susantapatamajhi
    @susantapatamajhi 2 ปีที่แล้ว

    ଧନ୍ୟବାଦ ଡ୍ରାଇଭର ବାବୁ

  • @subasnayak8268
    @subasnayak8268 2 ปีที่แล้ว +6

    Good work ...God bless you

  • @ruchismitajena260
    @ruchismitajena260 2 ปีที่แล้ว +2

    Bus staff nku mora 🙏🙏🙏🙏god bless you

  • @lrampkofficial123
    @lrampkofficial123 2 ปีที่แล้ว +1

    Hats off you man .you are true human beings 💝

  • @jpenjoy0849
    @jpenjoy0849 2 ปีที่แล้ว +4

    Dhanyabad bhai

  • @jitendrabehera5707
    @jitendrabehera5707 2 ปีที่แล้ว +5

    Jai Jagannath congratulation

  • @skmirajuddin9173
    @skmirajuddin9173 2 ปีที่แล้ว

    Driver bhai ko bahoot bahoot salute.

  • @Shakuntala_Mohanty
    @Shakuntala_Mohanty 2 ปีที่แล้ว +2

    Thanks for two drivers.👍👌💪

  • @chinmaya1284
    @chinmaya1284 2 ปีที่แล้ว +8

    Good job sir 🙏🙏

  • @iswarkanhu270
    @iswarkanhu270 2 ปีที่แล้ว +5

    Great work

  • @lipsitasahoo6833
    @lipsitasahoo6833 2 ปีที่แล้ว +4

    You are very sincerely. You are very good..
    .
    .
    .& I am so happy 😊...
    For this news...👏👏👏👍👍👍

  • @happyqueensuchi4047
    @happyqueensuchi4047 2 ปีที่แล้ว

    Jaha aji b kichi loka mananka pakhare manabikata achi god bless bhai😊😊😊😊😊😊

  • @suchitranaik6879
    @suchitranaik6879 2 ปีที่แล้ว +1

    Tq bus driver brothers for your honesty 👍👍

  • @d.jcreation4858
    @d.jcreation4858 2 ปีที่แล้ว +29

    Jay Jagannath 🙏🙏🙏🙏🙏

  • @subhamkumarsahu6506
    @subhamkumarsahu6506 2 ปีที่แล้ว +19

    Reporter barmbbar kahuchhii chahinthilee gaeeb karideiparithantee.....
    Laguchhi siee paithilee sataree chalu karideithhantee🙂😅😂😂😂

  • @debendramahapatra8782
    @debendramahapatra8782 2 ปีที่แล้ว +8

    EA ama odisha Bhaie

  • @uniskhan786
    @uniskhan786 2 ปีที่แล้ว +1

    Iam from nabarangpur suniki bahut khusi lagila draivar bhai manku

  • @manoranjanmohanty3664
    @manoranjanmohanty3664 2 ปีที่แล้ว +5

    You both for you doing great job, and kingfisher Owner also a great person. Keep it up. A duniare vala loka abe b achhanti n Vagaban bi achhanti. Bahut bahut abhinankana. 🙏💐💐💐

  • @chitaranjansahoo9939
    @chitaranjansahoo9939 2 ปีที่แล้ว +2

    I salute both of you for your greatness🙏🙏🙏
    Mahaprabhu anandi anant aapanmannku sada krupabari pradan karutthantu🙏🙏🙏

  • @Bibhu-vlogs
    @Bibhu-vlogs 2 ปีที่แล้ว +29

    Huminity still lives

  • @d.rajeswarpatra5043
    @d.rajeswarpatra5043 2 ปีที่แล้ว

    Many many thanx to owner &staff of kingfisher bus;till humanity is alive.

  • @leema717
    @leema717 2 ปีที่แล้ว

    Tq bhai..ame khali apanankara bhala behaviour dekhithilu travel bele aji apanankara humanity dekhilu...apana bahut mahana 🙏🙏jagannath tumaku vale re rakhantu

  • @podcast-d1m
    @podcast-d1m 2 ปีที่แล้ว +6

    You are great sir ❤️❤️

  • @rashmitapatra8619
    @rashmitapatra8619 2 ปีที่แล้ว

    Really great man. Se bus chalakanka katha bi bahut vala thila. Tanka katha ru janapaduthil se bahut sachhot 🙏🙏🙏🙏. Jay jagannath semanaku khusire rakhantu

  • @MTM48
    @MTM48 2 ปีที่แล้ว +3

    Fantastic job .Jay jagganath apananku nichay ahuri bhalare rakhibe .

  • @jhadeswarhansda5091
    @jhadeswarhansda5091 2 ปีที่แล้ว +1

    Thanks to bro. That is humanity. God blessing to you.