ଶିବାନୀ ଗଣନାଟ୍ୟ ମାଲିକ କଣ କହିଲେ କାହ୍ନା ଟିକି କୈଳାସ ବେହେରା ଙ୍କ ବିଷୟରେ / anchor krishna kumar

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 301

  • @amitamareshjena4393
    @amitamareshjena4393 ปีที่แล้ว +15

    ସୁନ୍ଦର ଲାଗିଲା, ମୋର ଅତି ପ୍ରିୟ ପ୍ରଥମେ କୋଣାର୍କ,ପରେ ଶିବାନୀ

  • @kebaljatra
    @kebaljatra 8 หลายเดือนก่อน +4

    ଜୟ ମା ଶିବାନୀ ଅପଣ୍ଡରା ଜଗତସିଂହପୁର ,

  • @thirdeye9492
    @thirdeye9492 ปีที่แล้ว +19

    ଶିବାନୀ ଗଣନାଟ୍ୟ ପ୍ରାୟତଃ ତା' ନାଟକର ମାନ ବଜାୟ ରଖିଛି... 👍👍

    • @dharitrigachhayat7932
      @dharitrigachhayat7932 2 หลายเดือนก่อน

      Shibani gananatya ra first Natak mu kanun kahuchhi

    • @dharitrigachhayat7932
      @dharitrigachhayat7932 2 หลายเดือนก่อน

      Shibani gananatya ra super hit jatra mo peinkali bajei de

  • @Pkm373
    @Pkm373 ปีที่แล้ว +20

    ଶିବାନୀ ଗଣନାଟ୍ୟର ପ୍ରତି ନାଟକ ମୋତେ ଭଲ ଲାଗିଛି, ଯେତିକି ମୁଁ ଦେଖିଛି, ଶିବାନୀ ଗଣନାଟ୍ୟର ନାଟକ ଭିନ୍ନ ପ୍ରକାରର ଥାଏ ସବୁ ନାଟ୍ୟ ଅନୁଷ୍ଠାନ ଠାରୁ... ଜୟ ମା' ଶିବାନୀ ମା' 🙏❤️

    • @renukamanjaridas7865
      @renukamanjaridas7865 ปีที่แล้ว

      Baula la mo bara asuchi nataka mote bhala lagithila.Sethiru gote sanglapa ......

  • @Pkm373
    @Pkm373 ปีที่แล้ว +12

    ବହୁତ ଭଲ ମଣିଷଟିଏ ❤, ସେଥିପାଇଁ ଶିବାନୀ ଗଣନାଟ୍ୟ ଆଜି No 1❤

  • @chaitanyabariki810
    @chaitanyabariki810 ปีที่แล้ว +13

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙏 ଶିବାନୀ ଗଣନାଟ୍ୟ ମାଲିକ ଜଣେ ସହୃଦୟ ବ୍ୟକ୍ତି
    ବହୁତ ସୁନ୍ଦର ଅନୁଷ୍ଠାନ

  • @santoshpanda7814
    @santoshpanda7814 ปีที่แล้ว +18

    ମାଲିକ ଅତି ସୁନ୍ଦର ଲୋକ। ଜୟ ଜଗନ୍ନାଥ କୃଷ୍ଣା ଭାଇ

  • @saratmohanty4255
    @saratmohanty4255 5 หลายเดือนก่อน +3

    ଶୀବାନୀ ଗଣନାଟ୍ୟ ଓଡ଼ିଶାର ମଉଡମଣୀ...... ମାଲିକ ଥିଲେ ତାଙ୍କ ବାପା ମହେଶ୍ବର ଦାସ.....ଅତି ସୁନ୍ଦର ମଣିଷ......ଆମ ଘର ପାଖ.... ଆଉ ତାଙ୍କର ତିନି ପୁଅ ଗୋଟିଏ ଗୋଟିଏ ହିରା ବହୁତ ଭଦ୍ର ଲୋକ.....

  • @jyotirmayjena1869
    @jyotirmayjena1869 ปีที่แล้ว +7

    ମାଲିକ ବହୁତ ଭଲ ଲୋକ । ସୁନ୍ଦର ମଣିଷ । ଭାଇ ତାଙ୍କର ରାମଚନ୍ଦ୍ର ।

  • @Manjushreepandayoutube
    @Manjushreepandayoutube ปีที่แล้ว +19

    ମୋ ପେଁକାଳୀ ବଜେଇଦେ ଆଉ ବିଦେଶିନୀ ❤❤

  • @Pkm373
    @Pkm373 ปีที่แล้ว +43

    ଯେତିକି ଯାତ୍ରା ମାଲିକ ଦେଖିଲି ତନ୍ମଧ୍ୟରୁ ଶିବାନୀ ଗଣନାଟ୍ୟ ମାଲିକ, କୋଣାର୍କ ଗଣନାଟ୍ୟ ମାଲିକ ଆଉ ଗୌରୀ, ସୂର୍ଯ୍ୟ ମନ୍ଦିର, ସ୍ବପ୍ନ ମହଲର ମାଲିକ ସବୁଠି ଆଗରେ ❤

  • @rameshdas76
    @rameshdas76 ปีที่แล้ว +3

    ଜୟ ଶିବାନୀ 🙏
    ମୁ ପାରାଦ୍ୱୀପ ରେ ଦେଖିଛି ବରଣୀ କନିଆ ବରଷା ରାଣୀ. ବହୁତ ସୁନ୍ଦର ନାଟକ 👌

  • @apramitapradhan2883
    @apramitapradhan2883 หลายเดือนก่อน +1

    କ୍ରିଷ୍ଣା ଵାବୁ ଆପଣଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ, ପୁରୁଣା ନାଟକ ମଞ୍ଚସ୍ଥ ପାଇଁ ମାଲିକଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ

  • @RUDRAPRASAD-vh1gs
    @RUDRAPRASAD-vh1gs ปีที่แล้ว +2

    ଶିବାନୀ ଗଣନାଟ୍ୟ ପ୍ରଯୋଜିତ ମୋ ପେକାଳୀ ବଜାଇ ଦେ ନାଟକ ବହୁତ ଭଲ ଲାଗିଲା।

  • @debojeetnaik1209
    @debojeetnaik1209 ปีที่แล้ว +4

    ଶିବାନୀ ଗଣନାଟ୍ୟ ର ସବୁ ନାଟକ ଭଲ ଲାଗେ

  • @Arnapurnastudio
    @Arnapurnastudio ปีที่แล้ว +1

    ଶିବାନୀ ଗଣନାଟ୍ୟ ର କୈଳାଶ ବେହେରା ଙ୍କ ପାଇଁ ଶିବାନୀ ପରିଚିତ। ରାମ ବନବାସ କାହାଣୀ ଶେଷ। ମୋପେଁକାଳି ବଜାଇ ଦେ କୁ ଭୁଲି ହେବନି।

    • @Arnapurnastudio
      @Arnapurnastudio ปีที่แล้ว

      ଶିବାନୀ ଗଣନାଟ୍ୟ ଳଂ ୧ । ତାର କାହାଣୀ ଓ ଅଭୁନୟ ଦେଖିଲେ ଆଖିରେ ଲୁହ ଭରିଯାଏ।

  • @OMMSAIMOHAPATRA-w5c
    @OMMSAIMOHAPATRA-w5c 8 หลายเดือนก่อน

    ସବୁଠୁ ଭଲ ଲାଗିଲା ଭାଇ ଭାଇ ମାନଙ୍କର ଭଲ ପାଇବା

  • @pkjenapkjena8284
    @pkjenapkjena8284 ปีที่แล้ว

    ଭଉତ ସୁନ୍ଦର ଭିଡ଼ିଓ

  • @prasantakumarsahoo2127
    @prasantakumarsahoo2127 ปีที่แล้ว +1

    କ୍ରିଷ୍ଣା ଭାଇ ଜଗନ୍ନାଥ 🙏🙏

  • @sanjaykumarmanjhi3762
    @sanjaykumarmanjhi3762 ปีที่แล้ว +7

    Exactly right Konark, Tulasi and Shivani the great Gananatya

    • @gajaboy3498
      @gajaboy3498 ปีที่แล้ว

      Tulashi ki kha shita tulana krni

  • @sanjaykumarbehera5472
    @sanjaykumarbehera5472 ปีที่แล้ว +9

    Sibani, konarak and Tulasi best gananatya among all
    All audience want only three

    • @Ashish-qs1rx
      @Ashish-qs1rx ปีที่แล้ว +1

      Shivani sabu Thiru aagare.sibani gananatya ra down fall kebe asini.baki sabu gananatya ra down fall asini

  • @Ashish-qs1rx
    @Ashish-qs1rx ปีที่แล้ว +4

    Shivani gananatya ra block buster jatra heuchhi,
    1,Mo penkali bajei de.
    2,Baji marile hariba.
    3,Fhula baula beni.
    4,Michha sabarire sata kokei.
    5, bideshini.
    6,Rupa raijara raja Kumari.
    7,Rama bana basa kahani shesa.
    8,Rangila radhika rajani gandha.
    9,Akhi tora luha mora.
    10,Bah bah re capital.

  • @BabulDigal-e8b
    @BabulDigal-e8b 3 หลายเดือนก่อน

    Mora fevrit party Shivani gananatya ❤❤❤❤❤❤❤❤❤❤❤❤❤sabu nataka hits

  • @SoumyaRanjanSamal-u5k
    @SoumyaRanjanSamal-u5k 3 หลายเดือนก่อน

    Excellent

  • @arunsethi768
    @arunsethi768 ปีที่แล้ว +2

    ଯାହା ହେଉ ଓଡ଼ିଶାର ଏକ ସର୍ବ ପୁରାତନ ଯାତ୍ରା ପାର୍ଟି ଶିବାନୀ ଗଣନାଟ୍ୟ ଅଛି,ଆଉ ସବୁ ଯାତ୍ରା ପାର୍ଟି ବିକ୍ରି ହେଇଯାଇଛି

    • @gourabkumar1200
      @gourabkumar1200 ปีที่แล้ว +1

      @arunkumarsethi apan Tulasi gananatya achi boli janinahanti bodhe

    • @arunsethi768
      @arunsethi768 ปีที่แล้ว

      @@gourabkumar1200 ଆଗ ତୁଳସୀ ଗଣନାଟ୍ୟ ର ମାଲିକ ଶିବ ଲେଙ୍କା ପାର୍ଟି ବିକ୍ରି ହେଇଯାଇଛି, ଏବେର ମାଲିକ ଅନନ୍ତ ନାରାୟଣ ଧଳ ହେଲା

    • @arunsethi768
      @arunsethi768 ปีที่แล้ว

      @@gourabkumar1200 କେବଳ ଶିବାନୀ ଗଣନାଟ୍ୟ ଅଛି ପୁରୁଣା ଆଉ ସବୁ ପାର୍ଟି ବିକ୍ରି ହେଇଯାଇଛି,

    • @gourabkumar1200
      @gourabkumar1200 ปีที่แล้ว

      @@arunsethi768 Tulasi Sabuthu puruna Shivani ta majhire gote Barsha bond heijaithila Tulasi kebe hele bond heinahi 😁😁

  • @ASwriterAkash
    @ASwriterAkash ปีที่แล้ว +2

    ଶିବାନୀ ଗଣନାଟ୍ୟ ର ମୁଖ୍ୟ ଅଫିସ କେଉଁ ଜାଗାରେ ଅଛି.. କ୍ରିଷ୍ଣା ଭାଇ

  • @satyabratasatpathybapujee3223
    @satyabratasatpathybapujee3223 ปีที่แล้ว

    ଟିକିଲି ଅପା.....ବହୁତ ସୁନ୍ଦର ନାଟକ

  • @p.kcreative909
    @p.kcreative909 ปีที่แล้ว

    Sibani gananatya ra babu ati romantic au mixing.thank you Krishna bhai.emti jane bhala manisa nku bhetithibaru.again thankyou 🙏🙏🙏

  • @basantasahu2990
    @basantasahu2990 9 หลายเดือนก่อน +1

    ସମସ୍ତ ନାଟକ

  • @maheswarsahoo1163
    @maheswarsahoo1163 ปีที่แล้ว +3

    Jay.jagannath

  • @tapanswain1812
    @tapanswain1812 8 หลายเดือนก่อน

    ସବୁ ଶିବାନୀ ରୁ ହାଇ ଲାଇଟ

  • @Z50creation
    @Z50creation 8 หลายเดือนก่อน

    Jay jagannath 🙏🙏

  • @tapanswain1812
    @tapanswain1812 8 หลายเดือนก่อน

    ସୁନ୍ଦର ଟୁନା ବାବୁ

  • @santanupati4836
    @santanupati4836 ปีที่แล้ว +3

    ଫୁଲ ବଉଳ ବେନି ନାଟକ ମୋତେ ବହୁତ ଭଲ ଲାଗିଥିଲା

  • @mishragorachand
    @mishragorachand ปีที่แล้ว +1

    ମୁଁ ଆପଣଙ୍କ କଥାରେ ଏକମତ...ଆମ କଳାପଥର କୁ ଗତବର୍ଷ ଶିବାନୀ ଆସିଥିଲା ଆଉ ଏବର୍ଷ କୋଣାର୍କ ଆସୁଛି....

  • @manojmohapatra4832
    @manojmohapatra4832 ปีที่แล้ว

    Bahut bhala lagila

  • @LokanathSahoo-kl6sm
    @LokanathSahoo-kl6sm หลายเดือนก่อน

    Good

  • @TrinathBarik-u4j
    @TrinathBarik-u4j ปีที่แล้ว

    ଶିବାନୀ ଗଣନାଟ୍ୟ ଯାତ୍ରା ବହୁତ ଆଗରେ

  • @BIBEKANANDASWAIN-cw8cu
    @BIBEKANANDASWAIN-cw8cu 11 หลายเดือนก่อน

    Rama banabasa kahani sasa aju bhai thanks

  • @pabitradeo5289
    @pabitradeo5289 ปีที่แล้ว

    Kahani laguchi nua
    Sibani always make very very nice

  • @sudhansupal318
    @sudhansupal318 ปีที่แล้ว +5

    ମୋ ପେ କାଳି ବଜେଇ ଦେ ସବୁଠାରୁ ସୁପରହିଟ ନାଟକ

  • @nareshcreations1300
    @nareshcreations1300 ปีที่แล้ว +5

    Krishna Bhai Tulasi Gananatya ra Owner nkara Vdo Bananthu please...
    Love from Berhampur

  • @DancerChandanTC-oc2dl
    @DancerChandanTC-oc2dl 24 วันที่ผ่านมา

    ରାମ ବନବାସ କାହାଣୀ ଶେଷ

  • @jatraloversibun
    @jatraloversibun ปีที่แล้ว

    Jay Jagannath 🙏🙏🙏
    Bahutu sundar video bahutu khushi lagila ajira vlogs jatra mauda mani sivhani gananatya ownernka video bahutu khushi lagila 👌👌👌👍👍👍👍👍🙏🙏🙏🙏 bhai

  • @sayadraheman7738
    @sayadraheman7738 ปีที่แล้ว

    Many many thanks
    He is a simple and great personality
    As an odia I am proud of him

  • @jagannathbeheratec9898
    @jagannathbeheratec9898 ปีที่แล้ว

    Bhaut sundar

  • @chandrakantakhuntia1587
    @chandrakantakhuntia1587 ปีที่แล้ว +3

    ବଜାରୀବୁଢା ରେ ବହୁତ କାନ୍ଦିଛି ଆଉ ଏମିତି କାହାଣୀ କେବେ ଶୁଣିନି ବି

  • @laxmankumarmallick5635
    @laxmankumarmallick5635 ปีที่แล้ว

    V v Nice

  • @kanhucharanapanda1102
    @kanhucharanapanda1102 ปีที่แล้ว +2

    ସଜନୀ ତୋବାଟ ରହିଚି ଚାହିଁ ବହୁତ ଭଲ ଵହି

  • @tanmaypatra2309
    @tanmaypatra2309 ปีที่แล้ว +2

    ଯାତ୍ରା ସମ୍ରାଟ୍ ତୁଳସୀ ଗଣନାଟ୍ୟ ର ପ୍ରଯୋଜକ ଙ୍କୁ ଥରେ ସାକ୍ଷାତକାର ରେ ଆଣନ୍ତୁ

  • @soubhagya867
    @soubhagya867 ปีที่แล้ว +1

    ଗୋଟେ ହ୍ରୁଦୟ ଖୋଲା ଲୋକ

  • @niranjanpatra84
    @niranjanpatra84 ปีที่แล้ว +1

    Bahuta sundar malika❤❤

  • @Aj45-j8
    @Aj45-j8 ปีที่แล้ว

    ଆଉ ଥରେ ଭାଇ ଙ୍କ interview ନିଅ❤ବହୁତ ଭଲ ଲାଗିଲା କ୍ରିଷ୍ଣା ଭାଇ❤

  • @narayansebak9923
    @narayansebak9923 ปีที่แล้ว

    Mo peinkali bajei de,A Dunia chidia khana,Fula baula Beni,chandana tipa ku nali alara,to akhi mo aaina,Basara rati,Kaunri Kanya,Bidesini,Kahani laguchi nua,Mu jhia te made in odisha,Sambalpuri Nani,Bajari budha, e sabu natak mu sibani ra dekhichi. Live. Among this. Ilike the best is basara rati one of my favourite natak .the acting of tiki in Bidesini is outstanding. Story of Fula baula Beni is very different such type of Natak I have never seen this time. Thaks sibani family to entertain to giving this type of Natak

  • @jagamohanjena2314
    @jagamohanjena2314 ปีที่แล้ว +3

    ଅତି ସରଳ ଲୋକ ବାବୁ ଅଟନ୍ତି ।ନାଟକ କଣ ଦେଖିବା କ୍ରିଷ୍ଣା ଭାଈ ମାଲିକଙ୍କ ଭାଈ ଙ୍କ ପ୍ରତି କେତେ ସନମାନ ଅଛି ତାକୁ ଆମେ ଶିଖିବାର ଅଛି ।

  • @ManojParida-vf6dt
    @ManojParida-vf6dt 6 หลายเดือนก่อน

    ଶିବାନୀ ଗଣନାଟ୍ୟ ର ମୁଁ ଜଣେ ଦୃଢ଼ ସମର୍ଥକ। ଥରେ ରାଉରକେଲା ରୁ ଜଣେ କଳାକାର ଅତି ଅଶ୍ଳିସ ଭାଷାରେ କଳା କଥା (ଭିକାରୀ ବାବୁ) ସଙ୍ଗେ ସଙ୍ଗେ ମୁଁ ନେଟ ରୁ ଫୋନ୍ ବାହାର କରି ବାବୁଙ୍କୁ ଫୋନ୍ କଲି। କିନ୍ତୁ ସେ ଏମିତି ଆକ୍ସନ ନେଲେ ଯେ ତା ପର ଦିନ ସକାଳେ ମୋ ଘରେ ପରି ଚାଳନା ନିର୍ଦ୍ଦେଶକ ପହଞ୍ଚି ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଉ ଥରେ ଯାତ୍ରା ଦେଖି ବା ପାଇଁ ନିମନ୍ତ୍ରଣ କଲେ।

  • @rajeshroutraju1258
    @rajeshroutraju1258 3 หลายเดือนก่อน

    Bahut bhala Malik sibani

  • @Rosan_Bhai_420
    @Rosan_Bhai_420 ปีที่แล้ว +1

    Bahut bhala lagila Krishna sir sibani gananatya Malika nka sahit sakshyat kar karile

  • @abhibiswal8750
    @abhibiswal8750 3 หลายเดือนก่อน

    ଶିବାନୀ ଗଣନାଟ୍ୟ କଳାକାର ତିଆରି କରିବା କାରଖାନା

  • @bijoydas-qx3qg
    @bijoydas-qx3qg ปีที่แล้ว

    ପ୍ରତି ନାଟକ ଭଲ. ବିଦେଶିନୀ, ସମ୍ବଲପୁର ନାନିଆହୁରି ଅନେକ

  • @vssemsclass2618
    @vssemsclass2618 ปีที่แล้ว

    Rama Banabasa Kahani Shesha...my favourite bhai

  • @tapanbarik5999
    @tapanbarik5999 ปีที่แล้ว

    Thank you for your information sir

  • @Archiakanskhya
    @Archiakanskhya ปีที่แล้ว +1

    ଯାତ୍ରା ସିବାନିର ସବୁ ନାଟକ ଭଲ ସେ ଭିତରମୋତେ ଭଲଲାଗେ sbalpurinani ମୀଛସବାରିରେ ଶତକକେଇ ବିଦେଶିନୀ

  • @SaktiKanta-ub9se
    @SaktiKanta-ub9se ปีที่แล้ว

    Shivani gananatya owner bahut bhala lagile mana Khushi heigala

  • @amitamareshjena4393
    @amitamareshjena4393 ปีที่แล้ว +19

    ଏଇ ବର୍ଷ ମୁଁ ଖଣ୍ଡଗିରି ରେ ଦେଖିଥିଲି ଶିବାନୀ ଗଣନାଟ୍ୟ ର ଆଖି ତୋର ଲୁହ ମୋର, ଯାତ୍ରା ର ସବୁ ବେଳେ ମୁଁ କାନ୍ଦିଛି,ମନ କୁ ଛୁଇଁଲା

    • @smrutiranjanpani499
      @smrutiranjanpani499 ปีที่แล้ว

      Bekara nataka story kichi nahi

    • @smrutiranjanpani499
      @smrutiranjanpani499 ปีที่แล้ว

      Konara kara to Bina mu adha adha ,kania kanduchi konakare story no one

  • @bijandas6401
    @bijandas6401 ปีที่แล้ว

    କ୍ରିଷ୍ନା ଭାଇ ଆପଣ ଉତ୍ତମ ଭାଇ କୁ ଆଣନ୍ତୁ

  • @debaduttasashikantamohanty4427
    @debaduttasashikantamohanty4427 11 หลายเดือนก่อน

    Jaya Jagannath Jaya Balikapileswar

  • @Hacker-if7oh
    @Hacker-if7oh 6 หลายเดือนก่อน

    ୧୯୮୯ ମସିହାରେ ଦେଖି ଥିବା ନାଟକ - ଜଗନ୍ନାଥଙ୍କୁ ଖୋଲା ଚିଠି

  • @KurumaniBarik
    @KurumaniBarik 5 ชั่วโมงที่ผ่านมา

    ପ୍ରଥମେ ଆମ ଅନୁଷ୍ଠାନ ଶିବାନୀ ନେଇ ଯାତ୍ରା କରିଥିଲୁ. ସେତେବେଳେ ପଇସା କମ ଥିଲା. 15000/ ରାତିକେ ନେଇଥିଲୁ. ଆମକୁ ପ୍ରାୟ ଡେଡ ଲକ୍ଷ ଟଙ୍କା ଲାଭ ଦେଇଥିଲା. ମୁଁ ନିଜେ ଯାଇଥିଲି ପାର୍ଟି କଲ୍ କରିବାକୁ ଯାଇଥିଲି ସୋର ରୁ ଟେଣ୍ଟ ଅଣିଥିଲୁ. ତାପରେ ପାର୍ବତୀ ଅଣିଥିଲୁ. ତ୍ରିନାଥ. ପୂଣି ଶିବାନୀ ଆସିଥିଲା କୋଣାର୍କ ଆସିଥିଲା ଏବେ ମନ୍ଦ୍ୟ କୋଣାର୍କ ଅଡୁଛି. କାଳୀପୂଜା କୁ କୋଣାର୍କ ଆସୁଛି. ପ୍ରାୟ ଗୋଟିଏ ବର୍ଷ କୋଣାର୍କ ଶିବାନୀ ଆସୁଛି

  • @jayadevdas5832
    @jayadevdas5832 8 หลายเดือนก่อน

    Eeita Odia Apera Malika. Khanti Manisha. Great Sir Great, Jay kala.

  • @basantasahu2990
    @basantasahu2990 9 หลายเดือนก่อน

    Sibani ganataya, Konark, tulasi is my best party

  • @paramanandabhoi7587
    @paramanandabhoi7587 ปีที่แล้ว +2

    ଆଉ ସେ ଶିବାନୀ ନାହି ଆପଣ ଯୋଉ ଶିବାନୀ କଥା କହୁଛନ୍ତି

  • @abinashbarik7716
    @abinashbarik7716 ปีที่แล้ว +3

    ତୁଳସୀ ମାଲିକ ଙ୍କୁ ବ୍ଲଗ୍ ରେ ଆଣ

    • @arunsethi768
      @arunsethi768 ปีที่แล้ว

      ନୂଆ ମାଲିକ କୁ ନା ପୁରୁଣା ମାଲିକ

    • @ssssangram3633
      @ssssangram3633 ปีที่แล้ว

      ​@@arunsethi768puruna malika

  • @aswinibisi6170
    @aswinibisi6170 ปีที่แล้ว +1

    Belphair 10,12 ବର୍ଷ ଶିବାନୀ konarka ଯାତ୍ରା କରିଛି

  • @manojdey7509
    @manojdey7509 ปีที่แล้ว

    Mo penkali bajeide. Mile stone of Shibani Gananatya..l have seen it
    thrice. Beautiful story with good acting by each & every artist.🙏🌹

  • @Z50creation
    @Z50creation ปีที่แล้ว +4

    Bhai jahabi kuhantu vlogs dekhi apanku salute karibaku ichha heuchi Jay jagannath

  • @bhabatoshsahoo4810
    @bhabatoshsahoo4810 ปีที่แล้ว

    ଭାଇ ଶିବାନୀ ଗଣନାଟ୍ୟ ପ୍ରଯୋଜକ କୀଏ

  • @riyazahmed7855
    @riyazahmed7855 ปีที่แล้ว +1

    Odisha ro best jatra party sibani Jatra

  • @DebendraDas-w9u
    @DebendraDas-w9u หลายเดือนก่อน

    ମାଲିକ ଠିକ୍ ନାଟକ ଠିକ୍

  • @sarojbehera8515
    @sarojbehera8515 ปีที่แล้ว +1

    My jagatsinghpur no1❤

  • @dibakarmishra2147
    @dibakarmishra2147 ปีที่แล้ว

    Tama anchor bhala laguchi

  • @mrjoker2610
    @mrjoker2610 8 หลายเดือนก่อน

    ତ୍ରିବେଣୀ ଗଣନାଟ୍ୟ, ସୁଭଦ୍ରା ଅପେରା,ର ମାଲିକ ଙ୍କୁ ଜାଣିଛନ୍ତି

  • @sujitkumargiri8496
    @sujitkumargiri8496 ปีที่แล้ว +1

    Sibani is the best

  • @nilamadhaba434
    @nilamadhaba434 ปีที่แล้ว +1

    ସବୁ ନାଟକ ଭଲ ଲାଗେ ମତେ

  • @priyabratadas2109
    @priyabratadas2109 ปีที่แล้ว +2

    ବିଦେଶିନୀ ନାଟକ ମୁଁ ଦେଖିଲି ହେଲେ ଏତେ ଦୁଃଖ ସିନୀ ଅଛି ମୁଁ କାନରେ ହାତ ଦେଇ ବସିଲି, ଆଉ ପେଣ୍ଡାଲ କୁ ଅନେଇଲିନି 😭😘😘 ଆଉ ଗୋଟେ ନାଟକ ରୂପ ରାଇଜର ରାଜ କୁମାରୀ

  • @haraprasadbariktulu5388
    @haraprasadbariktulu5388 ปีที่แล้ว +2

    All nataka sibani Gananatya 👌👌

  • @AjitRaut-i1d
    @AjitRaut-i1d 9 หลายเดือนก่อน

    Srrè Krishna asuchhanti..mu 10th standard 1993 re dekhichhi

  • @shipumahata8560
    @shipumahata8560 ปีที่แล้ว

    Nice

  • @jitendrabarik5951
    @jitendrabarik5951 9 หลายเดือนก่อน

    Sivani my favourite

  • @ranganatak9462
    @ranganatak9462 ปีที่แล้ว +1

    ରାଜଧାନୀ ଝିଅ ରାଜ ନନ୍ଦିନୀ ❤❤❤

    • @subratrout647
      @subratrout647 ปีที่แล้ว

      ବେଷ୍ଟ ନାଟକ, ଏ ଯୁଗରେ

  • @rupeshc5171
    @rupeshc5171 ปีที่แล้ว

    ମୁଇ ସମ୍ବଲପୁରୀ ନନୀ
    ରାମ ବନ ବାସ କାହାଣୀ ଶେଷ
    ବେଦେଶିନୀ

  • @radhashyam3234
    @radhashyam3234 ปีที่แล้ว

    Love you sir

  • @baradaprasannabhuyan4723
    @baradaprasannabhuyan4723 ปีที่แล้ว

    ମୋ ପେଁକାଳୀ ବଜେଇ ଦେ 👌👌

  • @tapandehuri5022
    @tapandehuri5022 ปีที่แล้ว

    NaesparikankagariNatkaverynice

  • @mangalabehera3512
    @mangalabehera3512 ปีที่แล้ว

    Akhi tora luha Mora ❤❤

  • @karunabehera4732
    @karunabehera4732 ปีที่แล้ว

    Tikili apa ,

  • @rohitrachanavlogs
    @rohitrachanavlogs ปีที่แล้ว

    Good person

  • @bhaktikatha8756
    @bhaktikatha8756 ปีที่แล้ว +1

    ବିଦେଶିନୀ ଟିକି ଅପାଙ୍କର ଗୋଟିଏ ସ୍ୱତନ୍ତ୍ର ସାକ୍ଷ୍ୟାତ କାର ନିଅନ୍ତୁ

  • @lipunsahoo6489
    @lipunsahoo6489 ปีที่แล้ว

    Bahut sundara natak hua sibani gananatya

  • @gourabpatra1431
    @gourabpatra1431 ปีที่แล้ว +1

    Bhai kailash behera bishayare kichi kahileni 🙏pls