DAYA Best Comedy - Pala Gayaka Dayanidhi Upadhaya ପାଲା ଗାୟକ ଦୟାନିଧି | New Jatra CID DAYA | DCD Odia

แชร์
ฝัง
  • เผยแพร่เมื่อ 18 ก.ย. 2020
  • "DCD Odia" Channel ରେ ସବୁଦିନ ଦେଖିପାରିବେ ନୂଆ ନୂଆ ଓଡ଼ିଆ ଫିଲ୍ମ ଏବଂ ଯାତ୍ରାର ମସ୍ତିଭରା କମେଡି Video🤣ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଏହାକୁ Like କରନ୍ତୁ, Share କରନ୍ତୁ, Comment କରନ୍ତୁ, ଆମ ସହ ଯୋଡିହେବା ପାଇଁ ଏବଂ ନୂଆ ନୂଆ video ର Notification ପାଇବାକୁ ଏହି channel କୁ Subscribe କରନ୍ତୁ ଓ Bell ର Button ପ୍ରେସ୍ କରନ୍ତୁ I
    .................................................
    Watch & Subscribe to our other TH-cam Channels:
    BOBAL: / bobalodia
    Sidharth TV: / sidharthtv
    Jatra Agana: / jatraagana
    ODIA HD: / odiahd
    Puni Thare: / punithare
    Sidharth Gold : / sidharthgold
    Huke Hu TV: / hookehootv
    SidharthMusic: / sidharthmusic
    Odia ENews: / odiaenewsoen
    World Music: / worldmusicodia
    .................................................
    #DCDodia #Bobal #JatraAgana #OdiaHD

ความคิดเห็น • 251

  • @Paridacomedy
    @Paridacomedy 3 ปีที่แล้ว +100

    ଯାତ୍ରା ଜଗତରେ ଜଣେ ମୁଖ୍ୟ ହାସ୍ୟ ଅଭିନେତା ଭାବେ ଦୟା ନନା ବେଶ ପରିଚିତ। ହସେଇବା ପାଇଁ ଭଲ ଚେଷ୍ଟା କରିଛନ୍ତି, ଏକ ପୌରାଣିକ + ଆଧୁନିକ ନାଟକ ଭାବେ ଭଲ ହସେଇଛନ୍ତି। ଜଗନ୍ନାଥ ମହାପ୍ରଭୁ ତାଙ୍କୁ ଆହୁରି ଜ୍ଞାନ ଦିଅନ୍ତୁ।

  • @santoshkumarmohapatra78
    @santoshkumarmohapatra78 ปีที่แล้ว +3

    ପାଲା ଭାଣ୍ତୁଆମାନଙ୍କ ଅନୁଷ୍ଠାନ ନୁହେଁ , ତମ ଯାତ୍ରାରେ ଯେମିତି ଭାଣ୍ତୁଆମାନେ ହାସ୍ୟରସ ପରିବେଷଣ କରନ୍ତି , ଅସଭ୍ୟ ଦ୍ବିଅର୍ଥକ ଶବ୍ଦ ପ୍ରୟୋଗ କରନ୍ତି , ପାଲାରେ ସେମିତି ପରିବେଷଣ ହୁଏ ନାହିଁ । ପାଲାରେ ହାସ୍ୟରସ ମଧ୍ୟ ଏକ ମର୍ଯ୍ଯାଦାବନ୍ତ ଅନୁଷ୍ଠାନ ।

  • @hariharamania4614

    ଦୟା ଭାଇନା ପାଲା କଳାକୁ ବିକଳାଙ୍ଗ କର ନାହିଁ

  • @manojkumarsahooluna8940
    @manojkumarsahooluna8940 2 ปีที่แล้ว +8

    ଏଭଳି ଅଭିନୟ କେହି କରିପାରିବେନି 😘

  • @user-uy5rw1kp8e
    @user-uy5rw1kp8e 3 ปีที่แล้ว +5

    ପ୍ରକୃତ ପାଲା ଗାୟକ

  • @mr.diluaa8941
    @mr.diluaa8941 3 ปีที่แล้ว +3

    ଯାତ୍ରା ଭିତରେ ପାଲା..... ଲାଗିଲା ନଡ଼ିଆ ଭିତରେ ଯେମିତି ପାଣି

  • @narendrabarik2077

    ବହୁତ୍ ସୁନ୍ଦର୍ ହୋଇଛି ଖୁବ୍ ଭଲ ଲାଗିଲା

  • @mhkartiq6346

    ବହୁତ୍ ସୁନ୍ଦର୍ ପରିବେଷଣ , ଧନ୍ୟବାଦ୍

  • @PramodKumar-li1ol

    ବହୁତ୍ ବଢିଆ ପରିବେଷଣ

  • @ramakantanaik5024
    @ramakantanaik5024 3 ปีที่แล้ว +2

    ଦୟା ଭାଇଙ୍କ ପାଲା ବହୁତ୍ ସୁନ୍ଦର ହେଇଚି

  • @sripadpradhan7232

    God gifted Artist Dayanidhi babu ❤

  • @sudipkumarparida3029
    @sudipkumarparida3029 3 ปีที่แล้ว +9

    ଧନ୍ୟବାଦ ଦୟା ବାବୁ...

  • @munapati8794
    @munapati8794 3 ปีที่แล้ว +4

    Ati sunder hoichi sabu actoer nku dil se pranam

  • @baradaprasannabhuyan4723
    @baradaprasannabhuyan4723 3 ปีที่แล้ว +12

    ଦୟା ଭାଇ ଏମିତି ଆମକୁ ସବୁବେଳେ ହସାଉଥା

  • @rameshsahu6797

    ବହୁତ ସୁନ୍ଦର 👌

  • @pintuvillagetour
    @pintuvillagetour ปีที่แล้ว

    ଯାତ୍ରା ଜଗତରେ ସବୁଠାରୁ ଭଲ କମିଡ଼ି କରୁଥିବା ଲୋକଟିଏ ଦୟା ଭାଈ 👌👌👍👍💐💐

  • @jagabandhuparamanik2336
    @jagabandhuparamanik2336 3 ปีที่แล้ว +2

    Daya Bhai kana kala maaa....

  • @mkbr1701
    @mkbr1701 2 ปีที่แล้ว

    ସୁନ୍ଦର କମେଡି

  • @mrkumarbapibapi7712
    @mrkumarbapibapi7712 3 ปีที่แล้ว +2

    ବହୁତ ବଢିଆ ଲାଗିଲା 😁😁😁😁😁

  • @purnachandranaik1014
    @purnachandranaik1014 ปีที่แล้ว

    ବହୁତ୍ ସୁନ୍ଦର୍ ପରିବେଷଣ