କାଳୁ ଖଣ୍ଡାୟତ ଗୋଟେ ପଥର ଚୋର, ତାର ଅଖା ନାହିଁ କି ବିରି ନାହିଁ। prashant jagdev, Khordha Constituency.

แชร์
ฝัง
  • เผยแพร่เมื่อ 27 ต.ค. 2024

ความคิดเห็น • 519

  • @ashishmohanty6474
    @ashishmohanty6474 5 หลายเดือนก่อน +107

    ଯଦି ସିଏ ପଥର ଚୋର ୨୦୧୯ ନିର୍ବାଚନରେ ବିଜେପି କଣ ପାଇଁ ଟିକେଟ ଦେଇଥିଲା ବିଜେପି ଗୋଟିଏ ଚୋର ଦଳ ତାହେଲେ । ବର୍ତ୍ତମାନର ରାଜନୀତିରେ କେହି ସ୍ଵଛ ନୁହେଁ ନିଜ ଅଞ୍ଚଳର ବିକାଶ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟ ଦିଅନ୍ତୁ ।

  • @dillipkumarsahoo1133
    @dillipkumarsahoo1133 5 หลายเดือนก่อน +123

    ତୁ ଖାଲି ସବୁ ବେଳେ ପର ବାଣ୍ଡରେ ପୌଷ ପୂର୍ଣ୍ଣିମା କରିବୁ, ନିଜର କିଛି ଓଉକାତ୍ ନାହିଁ 👎😭🤪🤣😂

    • @Taluda-klks
      @Taluda-klks 5 หลายเดือนก่อน

      ତୁ ମା ଗିହା କଣ ତୋ ମା କୁ ଗେହୀ କି ତୋ ଭଉଣୀ କି ଜନ୍ମ କରିଛୁ

    • @Taluda-klks
      @Taluda-klks 5 หลายเดือนก่อน

      ଦିଲ୍ଲୀପ ତୋ ବୋଉ ବିଆ

  • @babunamallick5594
    @babunamallick5594 5 หลายเดือนก่อน +100

    ଶଳା ଅଲାଜୁକ ପ୍ରଶାନ୍ତ ଜଗଦେବ୍ ଅପରାଜିତା ଷଡ଼ଙ୍ଗୀ ର ପ୍ରେମିକ🤣🤣🤣🤣

    • @niranjanpradhan405
      @niranjanpradhan405 5 หลายเดือนก่อน +2

      ❤❤❤

    • @ganapatisandh8119
      @ganapatisandh8119 5 หลายเดือนก่อน +2

      👍 right

    • @alokkumardas50
      @alokkumardas50 5 หลายเดือนก่อน

      😁😁

    • @niranjanpradhan405
      @niranjanpradhan405 5 หลายเดือนก่อน +1

      Right 100%

    • @papunadethi9371
      @papunadethi9371 5 หลายเดือนก่อน +2

      ଜୟ ଜଗନ୍ନାଥ ଭାଇ ଜଗଦେବ ବାବୁ ଏବେ ବାସନ୍ତୀ ଅପା କୁ କରେଇକି ମାଡିଦେ ବେ

  • @santoshpuhan8081
    @santoshpuhan8081 5 หลายเดือนก่อน +80

    ଏଟା ପୁରା ବହାପିଆ ଟା, ଏଟା ହାରିବ ଓଭର୍ confidence pain।😅😅😅

  • @debendranathmallik5902
    @debendranathmallik5902 5 หลายเดือนก่อน +43

    ଏ ଟା ଗୁଡ଼ା ଟା ଆଉ ବାହାପିଆ ଆଉ ମିଛୁଆ ଟା ଏକୁ କେହି ଭୋଟ ଡ଼ିଅନି. କହିଲା ମୁଁ ଜିତି ଗଲଣି. ମୋଦି ଭଳିଆ କହୁଛି 10ରେ ଶପଥ ନବ ତୁମ ବଜେପି ବାଲାଙ୍କ ଅବସ୍ଥା କଣ ହେଉଛି ଦେଖ

  • @alokmalla4962
    @alokmalla4962 5 หลายเดือนก่อน +13

    ଆଗରୁ କାଳୁଭାଈ କୁ ଏମିତି କହୁଥିଲ ,ତମେ ଯାତ୍ରପାଟି ରେ ଅଭିନୟ କର

  • @akshayakurout4136
    @akshayakurout4136 5 หลายเดือนก่อน +1

    ହରୀବୁ

  • @AmilyaPradhan
    @AmilyaPradhan 5 หลายเดือนก่อน +20

    ପ୍ରଶାନ୍ତ ବାବୁଙ୍କୁ ହିଞ୍ଜିଳି ru ଛିଡା ହେବାର ଥିଲା.. 2:18 .

  • @User.no.420
    @User.no.420 5 หลายเดือนก่อน +16

    ତୁ ସଳା କାଲି କହୁଥିଲୁ "କାଳୁ ଭାଈ" ଆଜି କହୁଛୁ "ଚୋର"।
    ଏ ଗର୍ବ ରହିବନି ରେ

  • @bikashmaharana202
    @bikashmaharana202 5 หลายเดือนก่อน +46

    Bjd pain vote pauthila
    Bjp re kana haba abasta

    • @santoshsethi3860
      @santoshsethi3860 5 หลายเดือนก่อน

      Han gundagiri au raging Kari jituthila bjd ta gundadala na

    • @amarjyotighadei3546
      @amarjyotighadei3546 5 หลายเดือนก่อน

      Gandi phadi ki marei haba

  • @debadattamohanty6740
    @debadattamohanty6740 5 หลายเดือนก่อน +22

    ତୁ ପ୍ରଚାର କଲେ ମାଡ଼ ଖାଇବୁ ସୋଇ ପଡେ

  • @Biswal8853
    @Biswal8853 5 หลายเดือนก่อน +14

    ପ୍ରଶାନ୍ତ ଜଗଦେବ ଜଣେ ପର୍ଫେକ୍ଟ ଲୋକ, ସେ ଯୋଉ ଦଳ ରେ ବି ରୁହନ୍ତୁ ସବୁବେଳେ ସାଧାରଣ ଜନତା ଙ୍କ ସ୍ବାର୍ଥ ପାଇଁ କାମ କରିଚାଲିଛନ୍ତି ଆଉ ଯାହା କୁହନ୍ତି ବିରୋଧୀ ଙ୍କ ମୁହଁରେ କୁହନ୍ତି କାହା ପଛରେ କହିବା, ତାଙ୍କ ଜାତକ ରେ ନାହିଁ ପ୍ରଶାନ୍ତ ଜଗଦେବ ଙ୍କୁ ଯିତାନ୍ତୁ ସେଠି ଯେଉଁମାନେ ଅତ୍ୟାଚାର ପାଉଚ ଆଉ ତମ ପାଖରେ ସରକାରୀ ସୁବିଧା ପହଞ୍ଚି ପାରୁନି, ପ୍ରଶାନ୍ତ ଜଗଦେବ ଜିତିଲା ପରେ ତମ ଘରକୁ ଯାଇ ସମାଧାନ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇବେ। ଗରୀବ ଅସହାୟ ଙ୍କ ସାଥି ପ୍ରଶାନ୍ତ ଜଗଦେବ🙏🏻💐🔥

  • @prabodhapanda5184
    @prabodhapanda5184 4 หลายเดือนก่อน

    ଆପଣ ଭଲ ନେତା ନିଶ୍ଚିତ, କିନ୍ତୁ ଏତେ ଅହଂକାର କାହିଁକି ?. ଭଗବାନ ସବୁ ସହିବେ କିନ୍ତୁ ଗର୍ବ ଅହଂକାର ସହିବେ ନାହିଁ.

  • @bijayamahanty8927
    @bijayamahanty8927 5 หลายเดือนก่อน +2

    ଅତି ଗର୍ବେ ହତା ଲଙ୍କା

  • @Jagannathbabaji
    @Jagannathbabaji 5 หลายเดือนก่อน

    ପବନାର ପବନ,ଜୟ ନବୀନ 🌹🙏🐚

  • @Moroad1234
    @Moroad1234 5 หลายเดือนก่อน +1

    Jay Congress

  • @kamakalantamohapatra4015
    @kamakalantamohapatra4015 5 หลายเดือนก่อน +6

    ଏଇଟା ମଣିଷ ମରା,,,,, ଏହାକୁ ଭୋଟ ଦିଅ ନାହିଁ ,,,, ଏଇଟା ହାରିବ

  • @stylestar486
    @stylestar486 5 หลายเดือนก่อน +1

    କର୍ଣ୍ଣର ବାଳ କୁ ଅର୍ଜୁନ ସରି ନୁହଁ 😆
    ପଭୁ ଶ୍ରୀକୃଷ୍ଣଙ୍କ ପାଇଁ ଅର୍ଜୁନ ବଞ୍ଚିଗଲା ☝️

  • @NilambarNayak-f5w
    @NilambarNayak-f5w 5 หลายเดือนก่อน +16

    ଲାଜ ନ ଥିବା ଲୋକ କୁ କଣ କହି ହଵ

  • @biswajitmohanty2189
    @biswajitmohanty2189 5 หลายเดือนก่อน +10

    Haribu

  • @TravelingLikeaPro
    @TravelingLikeaPro 5 หลายเดือนก่อน +1

    One and only prashant jagadev

  • @bichitrakumarswain7420
    @bichitrakumarswain7420 5 หลายเดือนก่อน +22

    ଆଡୁ sadu ଗପି କାହିଁକି ନିଜ ଭୋଟ minus କରୁଛନ୍ତି ଜଗଦେବ ଭାଈ ।

  • @subhasmitapriyadarshini2042
    @subhasmitapriyadarshini2042 5 หลายเดือนก่อน +2

    କାଳୁ ଗୋଟେ କୋଉ ଗାଈର ଗୋବର

    • @khushboo2399
      @khushboo2399 5 หลายเดือนก่อน

      Se gaira gobar nuha kukura ra gobar😂😂😂

  • @SenChitra
    @SenChitra 5 หลายเดือนก่อน

    ତମେ ହାରିବା ଥୟ

  • @shivaprasadjena1274
    @shivaprasadjena1274 5 หลายเดือนก่อน

    👍👍👍👍👍

  • @srimantswain-zn1ko
    @srimantswain-zn1ko 5 หลายเดือนก่อน +1

    Only congress

  • @sangrampati4452
    @sangrampati4452 5 หลายเดือนก่อน

    JAY SRIRAM

  • @DebanandaBehera-v8h
    @DebanandaBehera-v8h 5 หลายเดือนก่อน +1

    ବାହୁ ବଳି ନେତା ପ୍ରଶାନ୍ତ ଜଗଦେବ my favourite neta ❤

  • @balaramsahoo4850
    @balaramsahoo4850 5 หลายเดือนก่อน +12

    ତୁ ପା ସେହି ଦିନ କାଲୁ ଖଣ୍ଡାୟତ ସହିତ କୁଣ୍ଢେଇ ଥିଲୁ ଆଜି କଣ ଏମିତି କହୁଛୁ

  • @sunilsethi8950
    @sunilsethi8950 5 หลายเดือนก่อน +7

    Jindabad jagdev

  • @bipinbiharinayak5973
    @bipinbiharinayak5973 5 หลายเดือนก่อน

    Jaya Sriram

  • @bpmssepddaringbadi4979
    @bpmssepddaringbadi4979 5 หลายเดือนก่อน +8

    ବାଳ ନା

  • @bishnupriyadash2437
    @bishnupriyadash2437 5 หลายเดือนก่อน +2

    Bahut bhala katha kahila bhai jay jagannath tame jitiba

  • @satyabanjena4134
    @satyabanjena4134 5 หลายเดือนก่อน

    ଗଣେଶ ଭାଇ ସବୁବେଳେ ହିରୋ, ଯାହା କହେ ତାହା କରେ, ବାହୁବଳୀ ବିଧାୟକ ମାହାଳିଆ ରେ ନା ଦିଆ ଯାଇଛି, ଆଉ ହୃଦୟବାନ ଲୋକ କଥା ନୁହେଁ କାମ କରି ଦେଖେଇ ଦିଏ, ଆଉ ଏକମାତ୍ର ଲୋକ ସିଏ ପ୍ରଶାନ୍ତ ଜଗଦେବ ଓଡିଶା ଯୋଉ ନିର୍ବାଚନ ମଣ୍ଡଳୀ ରେ ଜିତିକି ଦେଖେଇ ଦେବ, ପେଟ ଜିନିବା ନେତା ପରୋପକାରୀ ନେତା ଆଉ କାମ କରିବା ଲୋକ

    • @soumyaranjanmohapatra1829
      @soumyaranjanmohapatra1829 5 หลายเดือนก่อน

      Banda neta se only naveen pain se jituthila ae thara khordha rey ta lekha chideibu ame

  • @prkashparida5993
    @prkashparida5993 5 หลายเดือนก่อน +4

    ରହ ରହ ରେ ପୁଅ କେତେ ଗର୍ବ ଦେଖୁଛ ବାଳ ରହିବନି ତୋର ଆଉ ରାଜନୀତି ରେ

  • @GuluPradhan-fi2kc
    @GuluPradhan-fi2kc 5 หลายเดือนก่อน

    Ganesh Bhai jindabad

  • @AmarBehera-yi6tu
    @AmarBehera-yi6tu 14 วันที่ผ่านมา

    Jay Jagannath Jay Naveen patnaik sir

  • @lalatendubihari9514
    @lalatendubihari9514 5 หลายเดือนก่อน

    👍👍❤❤

  • @Bargarh11
    @Bargarh11 5 หลายเดือนก่อน

    ତୁ କିନ୍ତୁ ବହୁତ ଭଲ ଲୋକ ଟା ରାଣ ।

  • @bhabatoshmishra6506
    @bhabatoshmishra6506 5 หลายเดือนก่อน +1

    Amanat rahibani

  • @rinkuransingh7937
    @rinkuransingh7937 5 หลายเดือนก่อน +7

    ଭାଇ ବିଜେପି ଆସିଲା, ଜୟ ଜଗନ୍ନାଥ

  • @dillipkumarnayak7569
    @dillipkumarnayak7569 5 หลายเดือนก่อน +5

    ଚିଲିକା ରେ ରଘୁନାଥ ସାହୁ ଙ୍କ ଗୋଡ଼ ଧରିବାରୁ ଭୋଟ ପାଇଥିଲ | ଏମିତି ବଡ଼ ବଡ଼ କେତେ କଥା କହିଥିଲ ଚିଲିକା ରେ 😄

  • @pramodkumarpattnaik983
    @pramodkumarpattnaik983 5 หลายเดือนก่อน +4

    ମୁଣ୍ଡ କାମ କରୁନାହିଁ ବୋଧହୁଏ ନଚେତ୍ ପାଗଳ ଙ୍କ ପରି କଥା କହୁ ନଥାନ୍ତେ

  • @dillipsahoo7291
    @dillipsahoo7291 5 หลายเดือนก่อน

    ଏ ସେଇ ଗଣେଶ
    ଛାତ୍ର ସମୟରେ ବିନା ଟିକେଟରେ ଟ୍ରେନ୍ ଯାତ୍ରାକୁ ନେଇ ଟିଟିଇଙ୍କୁ ଟ୍ରେନରୁ ଧକ୍କା ଦେଇ କରିଦେଲେ ବିକଳାଙ୍ଗ
    ଅଣଛାତ୍ର ହୋଇ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ଗଣ୍ଡଗୋଳ କରି ଛାତ୍ରଙ୍କ ଦ୍ଵାରା ମାଡ଼ ଖାଇବା
    ନିଜ ଭାଇର ଢ଼ାବାରେ ବସି ଚୋରା ମଦ ବିକିବା ଆଉ ପୋଲିସ ହାତରେ ଭାଇକୁ ଧରେଇ ନିଜେ ଖସିବା
    ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିଲା ବେଳେ ଗଡ଼ଖୋର୍ଦ୍ଧା ବାଇପାସ ନିକଟ ଭଡ଼ା ଘରେ ଏକାଧିକ ଗଣିକାଙ୍କ ସହିତ ସମ୍ପର୍କ
    ନିର୍ବାଚନୀ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଗସ୍ତ ବେଳେ ବିଜେପି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
    ବେଗୁନିଆ ବିଧାୟକ ଥିଲା ବେଳେ ସରକାରୀ କର୍ମଚାରୀଙ୍କୁ ଲଣ୍ଠନ ଫୋପାଡ଼ି ଆକ୍ରମଣ
    କୁଖ୍ୟାତ ଗୋରୁ ମାଫିଆ ବଟ ପାଣିଙ୍କ ସହିତ ସମ୍ପର୍କ ଓ ବେଆଇନ ଗୋ ଚାଲାଣରୁ ଅର୍ଥ ଉପାର୍ଜନ
    ବେଗୁନିଆ ତହସିଲ୍ ଅନ୍ତର୍ଗତ ଘୋଡାଡ଼ିଲ ଓ କାଳୁଚୁଆ ମୁଣ୍ଡିଆରୁ ଖଣି ମାଫିଆଙ୍କ ସହ ମିଶି କୋଟି କୋଟି ଟଙ୍କାର ରାଜସ୍ବ ଲୁଟ
    ବେଆଇନ ବନ୍ଧୁକ ବେପାରୀ ଓ ଖଣି ମାଫିଆ ପ୍ରକାଶ ରାଉତରାୟ ସହିତ ନିବିଡ଼ ସମ୍ପର୍କ ଓ ଖୋର୍ଦ୍ଧା ବିଡିଏ କଲୋନୀ ସମ୍ପର୍କୀୟ ପିଉସିଙ୍କ ଘରେ ତାକୁ ରଖି ତା ଜରିଆରେ ଗଣିକା ନାଟ ।
    ବେଗୁନିଆ କୁଶପଲ୍ଲା ରେ ଆୟୋଜିତ ସଭାରେ ଲୋକଙ୍କ ପାଇଁ ରୋଷେଇ ହୋଇଥିବା ଖାଦ୍ୟକୁ ଗୋଇଠା ମାରି ଫୋପାଡ଼ିବାରୁ ସ୍ଥାନୀୟ ଲୋକଙ୍କ ଠାରୁ ପ୍ଲାଷ୍ଟିକ ଚୌକିରେ ମାଡ଼ ଖାଇବା
    ବେଗୁନିଆରେ ବିଜେପି ନେତା ରିଷଭ ନନ୍ଦଙ୍କୁ ଜୀବନରେ ମାରି ଦେବା ପାଇଁ ତାଙ୍କ ଗାଡ଼ିକୁ ବୋମାମାଡ଼
    ବେଗୁନିଆ ବିଧାୟକ ଥିଲାବେଳେ ମାଣିବନ୍ଧ ଗାଁ ରେ ଦଳୀୟ କର୍ମୀଙ୍କୁ ଅସଦ୍ ବ୍ଯବହାର କରି ସାରା ରାତି ପାର୍ଟି ଅଫିସ୍ ରେ ତାଲା ବନ୍ଦ ହୋଇ ରହିଥିଲେ ବିଧାୟକ
    ଡିଙ୍ଗର ଛକରେ ରହିଥିବା ଜଣେ ବଙ୍ଗୀୟ ବିବାହିତା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ
    ଶୋଭାଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କ ହାତ ଉଠେଇବା ଘଟଣାକୁ ନେଇ ଖୋର୍ଦ୍ଧା ତରତୁଆର ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଆଗରେ ଖୋର୍ଦ୍ଧା ସରକାରୀ ବଙ୍ଗଳାରେ ଆୟୋଜିତ ବୈଠକରେ ନାକ ଘୋଷାରି ଭୁଲ ମାଗିବା
    ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲା ବେଳେ ସରକାରୀ ଭିଡ଼ିଓଗ୍ରାଫରଙ୍କ କ୍ୟାମେରା ଭାଙ୍ଗିବା ଘଟଣାରେ ଭୁଲ୍ ମାଗି ଦଶ ହଜାର ଟଙ୍କା ଜୋରିମାନା ଦେବା
    ପୁରୀ ଶ୍ରୀ ମନ୍ଦିରକୁ ଅନଧିକାର ପ୍ରବେଶକୁ ନେଇ ପୋଲିସ ଅଧିକାରୀଙ୍କ ସହ ଧସ୍ତାଧସ୍ତି ଓ ମାଡ଼ ଖାଇବା
    ଚିଲିକା ବିଧାୟକ ଥିଲା ବେଳେ ଚିଙ୍ଗୁଡ଼ି ମାଫିଆଙ୍କ ଠାରୁ ବଟି ଆଦାୟ
    ସରକାରୀ ମହିଳା କର୍ମଚାରୀଙ୍କ ସହିତ ବରକୁଳ ସରକାରୀ ବଙ୍ଗଳାରେ ଅନୈତିକ କାର୍ଯ୍ୟକଳାପ
    ବନ୍ଧୁକ ବେପାରୀ ଓ ଖଣି ମାଫିଆ ପ୍ରକାଶ ରାଉତରାୟକୁ ଧରି
    ନାଚୁଣୀ ଗ୍ରାମ ନିକଟ କଇଁଥପଲ୍ଲା ମୁଣ୍ଡିଆକୁ ସମ୍ପୂର୍ଣ୍ଣ ରୂପେ କୋରେଇ ଖାଇବା
    ଖୋର୍ଦ୍ଧା ବାଜପୁର ଗ୍ରାମର ଜଣେ ନୁଙ୍ଗୁଡ଼ା ନେତାକୁ ଧରି ତାପଙ୍ଗ ନିକଟସ୍ଥ ମୁଣ୍ଡିଆରୁ ପଥର ଚୋରୀ କରିବା
    ଦଳୀୟ ପୋଷ୍ଟର ରେ ଫଟୋ ନଥିବାରୁ ଖୋର୍ଦ୍ଧା PWD ବଙ୍ଗଳା ଠାରେ ଓଡିଶା ମୋ ପରିବାର ର ଖୋର୍ଦ୍ଧା ସଂଯୋଜକ ଦିପୁ ହୋତାଙ୍କୁ ମା ' ଭଉଣୀ କରି ଗାଳି କରି ସର୍ବ ସମ୍ମୁଖରେ ଭୁଲ୍ ମାଗିବା
    ବାଲୁଗାଁରେ ଦଳିତ ବିଜେପି କର୍ମୀଙ୍କୁ ଆକ୍ରମଣ ଓ କାର୍ଯ୍ୟରତ ସାମ୍ୱାଦିକଙ୍କୁ ଜାତିଆଣ ଆକ୍ଷେପ ଏବଂ ଦବଙ୍ଗଗିରି ବେଳର ଦୃଶ୍ୟ ଉତ୍ତୋଳନ ବେଳେ ସାମ୍ବାଦିକଙ୍କ ମୋବାଇଲ୍ ଛଡାଇବା
    ଚିଲିକା ବିଧାୟକ ଥିଲା ବେଳେ ଖୋର୍ଦ୍ଧାର ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଭୋଜିରେ ମାତ୍ରାଧିକ BLACK DOG ପିଇ ବାଣପୁରରେ ଲୋକଙ୍କ ଉପରେ ମାଗି ଆଣିଥିବା ଗାଡ଼ି ଚଢ଼ାଇବା ଓ ଲୋକଙ୍କ ମାଡ଼ରେ ଲାହୁଲୁହାଣ ହେବା ଓ ସେହି ଘଟଣାରେ ଜେଲ୍ ଯିବା
    ଜେଲ ଦଣ୍ଡରୁ ବର୍ତ୍ତିବା ପାଇଁ ଅସୁସ୍ଥ ହେବାର ବାହାନା କରି ରାଜଧାନୀରେ ମେଡିକାଲର ଏସି କ୍ୟାବିନ ରେ ସ୍କୁଟି ଲୋନ ରେ ପଇସା ଖିଆ ବାଣପୁରର ଜଣେ କୁଜିନେତ୍ରୀଙ୍କ ସହିତ ମଉଜ କରିବା
    ଆଉ ଏବେ ପୁଣି ଅଞ୍ଚଳର ବିଧାୟକ ନହୋଇ ମଧ୍ୟ ଛଣଗିରି ଭୋଇ ସାହିରେ ଗଣ୍ଡଗୋଳ କରି ସ୍ଥାନୀୟ ଲୋକଙ୍କ ଠାରୁ ତଣ୍ଟିଆ ଖାଇବା ଓ ମତିଭ୍ରମ ଘଟି ସାମ୍ବାଦିକଙ୍କ ମୋବାଇଲ୍ ଛଡାଇବା
    ଏପରି ଅନେକ କଳା କାରନାମା
    ଲେଖିଲେ ବହି ତିଆରି
    କରିବାକୁ ପଡ଼ିବ...
    ପ୍ରତ୍ୟେକ ଘଟଣା ଅକ୍ଷରେ ଅକ୍ଷରେ ସତ, ତେଣୁ ନିର୍ଣ୍ଣୟ ଆପଣ ମାନଙ୍କର !

  • @traveling_masti
    @traveling_masti 5 หลายเดือนก่อน

    Bala haba

  • @AmulyaMallick-b9l
    @AmulyaMallick-b9l 5 หลายเดือนก่อน

    Ramdev aaau chela

  • @papunadethi9371
    @papunadethi9371 5 หลายเดือนก่อน +1

    ଅପାକୁ ଖାଲି ଜଗଦେବ ତଡା ଦରକାର

  • @LalitBhanja
    @LalitBhanja 5 หลายเดือนก่อน

    ❤🎉

  • @naranakahali5825
    @naranakahali5825 5 หลายเดือนก่อน

    Jay Sri Ram

  • @funnytravel1991
    @funnytravel1991 5 หลายเดือนก่อน

    ପାଗଳା ହେଇଗଲାଣି ଜଗଦେବ

  • @niharjaysingh6160
    @niharjaysingh6160 5 หลายเดือนก่อน

    Vla hela Biju Babu jinda bad

  • @DipansuNayak-y7d
    @DipansuNayak-y7d 5 หลายเดือนก่อน +1

    Wait for June 4 u will get perfect reply on this .

  • @chandrasekharpatra799
    @chandrasekharpatra799 5 หลายเดือนก่อน +12

    Empty vassal sounds much................
    ..........
    Garajila megha barasa nahin.............
    ...............

  • @labanyamayeerout2374
    @labanyamayeerout2374 5 หลายเดือนก่อน

    ଜନତା ଖାଲି ଦେଖ ନିଜ ଦଳର ନେତା ନେତା ଭିତରେ କଳି ଆଉ ବଡ ବଡ ଗୁମର ଖୋଲୁଛି

  • @NilaSamal-n5m
    @NilaSamal-n5m 5 หลายเดือนก่อน +20

    Bala chedebu

  • @shubhamdebasishpanda2600
    @shubhamdebasishpanda2600 5 หลายเดือนก่อน +1

    You will win bhai

  • @nilakanthabehera9939
    @nilakanthabehera9939 5 หลายเดือนก่อน

    Jay shree ram

  • @agriculturenaturevillager7531
    @agriculturenaturevillager7531 5 หลายเดือนก่อน +4

    Prashant jagdev kama kariki dekheisarichhi ta no doubt sia nihati development work kariba
    Raj sahu thu bahut better

  • @SeshadabBalbantara
    @SeshadabBalbantara 5 หลายเดือนก่อน

    Haribu Haribu

  • @siddharthaprasaddas2488
    @siddharthaprasaddas2488 5 หลายเดือนก่อน

    ଏ ଲୋକଟା କଣ କୁହେ ନିଜେ ବି ବୁଝିପାରେନି, କାଳୁ ଯଦି ପଥର ଚୋର ବିଜେପି ତାକୁ ଟିକଟ ଦେଇଥିଲା ତାହେଲେ ବିଜେପି ସବୁ ଚୋରକୁ ଟିକଟ ଦିଏ ତେବେ,ନିଜ ଅଖା ବିରି କୁ ଜଗିଥା ରେ ପୁଅ, ଯୋଉ ବିଜେପି କର୍ମୀ ଉପରେ ଗାଡି ମଦେଇଲ ଏ ବିଜେପି ରେ ମିଶିବା ପରେ ସେ କର୍ମୀ ବିଚାର ବିଜେପି କୁ ଦେଖୁଛନ୍ତି କେତେ ଆଦର୍ଶ ଦଳ ଯୋଉ ଲୋକ ବିଜେପି କର୍ମୀ ଉପରେ ଗାଡି ମଡ଼େଇଲା ତାକୁ ବିଜେପି ନେତା କଲା

  • @subhasmitapriyadarshini2042
    @subhasmitapriyadarshini2042 5 หลายเดือนก่อน

    କାଳୁ ସବୁ ଅଫିସରଙ୍କୁ ମାସିକିଆ ଚାନ୍ଦା ଦେଇ ଆଜି ତାର ସାମ୍ରାଜ୍ୟ ବଢ଼େଇଚି।

  • @subhasmitapriyadarshini2042
    @subhasmitapriyadarshini2042 5 หลายเดือนก่อน

    ଜଗଦେବ 100 ରେ 100 ରେ ଆସିବ।

  • @NBS_CREATION.
    @NBS_CREATION. 5 หลายเดือนก่อน +4

    Very Proud person
    Not good...

  • @jhasketanpradhan602
    @jhasketanpradhan602 5 หลายเดือนก่อน +4

    ତୁ ଗୋଟେ ବେଇମାନରେ ଲୋକଙ୍କୁ ଗାଡ଼ି ମଡାଉଛୁ

  • @pritampolei7087
    @pritampolei7087 4 หลายเดือนก่อน +1

    Akha nahi ki biri nahi bhai ki dilogue marithila ma

  • @rojalinpradhan7011
    @rojalinpradhan7011 5 หลายเดือนก่อน +1

    Kk🎉🎉🎉🎉🎉

  • @kedarkumar7570
    @kedarkumar7570 5 หลายเดือนก่อน +1

    Amanata hariba

  • @biswanathpanda8228
    @biswanathpanda8228 5 หลายเดือนก่อน

    ପୁରା ମିଛ ର ଶୀର୍ଷ ସୀମା.

  • @chhabindramansingh73
    @chhabindramansingh73 5 หลายเดือนก่อน +5

    କାଳୁ ଟା ଏବେ ପଥର ଚୋରି କଲାଣି ଆଗରୁ ନଥିଲାତ, bjd ନେତା ଭଳି ହୋଇଗଲା ଛି

  • @trilochanaprusty5631
    @trilochanaprusty5631 5 หลายเดือนก่อน

    Ok

  • @SubratSarangi-lh5iz
    @SubratSarangi-lh5iz 5 หลายเดือนก่อน +1

    ଇଲେକ୍ସନ ପରେ କୋଉଠି ଲୁଚିବୁ ଖୋଜି ରଖିଥା....

  • @BISWOJITBEHERA-i4o
    @BISWOJITBEHERA-i4o 5 หลายเดือนก่อน +1

    Just wait for rusult

  • @rojalinpradhan7011
    @rojalinpradhan7011 5 หลายเดือนก่อน +8

    Basanti au ward member pai jogiya nuhe very bad

  • @tiranbag5374
    @tiranbag5374 5 หลายเดือนก่อน +2

    This time you will win.

  • @ratnakarasethy8820
    @ratnakarasethy8820 5 หลายเดือนก่อน +1

    Badapokharia ru asibuni to abasta kan haba seita bhaba

  • @niranjanpradhan8687
    @niranjanpradhan8687 5 หลายเดือนก่อน

    ❤❤❤❤❤❤❤❤❤❤❤❤❤❤❤❤❤❤

  • @papunadethi9371
    @papunadethi9371 5 หลายเดือนก่อน +1

    ଅପାକୁ କରେଇକି ମାଡିଦେ

  • @debabratsamal9749
    @debabratsamal9749 5 หลายเดือนก่อน

    Tik kahicha

  • @abhayagaanakhantiangulia1792
    @abhayagaanakhantiangulia1792 5 หลายเดือนก่อน +1

    ତୁ ପୁରା ରହିଯିବୁ ତଳେ ଅତି ଗର୍ବେ ହାତେ ଲଙ୍କା 👍

  • @dillipkumarnayak7569
    @dillipkumarnayak7569 5 หลายเดือนก่อน +1

    ପ୍ରଶାନ୍ତ ଜଗଦେବ ର କେମିତି କାମ ଆଉ କେମିତି କଥା ଆମେ ଚିଲିକା ରେ 5 ବର୍ଷ ଜାଣିଛୁ 😂

  • @BalakrishnaSahoo-uy6lr
    @BalakrishnaSahoo-uy6lr 5 หลายเดือนก่อน +2

    Kalo. Khandayata. Jitiba

  • @SachinMallik-v3h
    @SachinMallik-v3h 5 หลายเดือนก่อน +2

    Jay Jay modi modi

  • @jitendrasahu9073
    @jitendrasahu9073 5 หลายเดือนก่อน +1

    ଆଉ ବାଳ ଅଛି ଯେ ସୁନ ପାମ୍ପୁଡ଼ି ଖାଇବୁ

  • @Satyaswastik
    @Satyaswastik 5 หลายเดือนก่อน

    Kichi din tale bahut praise karuthilu

  • @jyotiranjandash2310
    @jyotiranjandash2310 5 หลายเดือนก่อน

    Only BJD only subha sankha ❤❤❤❤❤❤❤❤❤❤❤❤❤❤

  • @SMRUTIRANJANSENAPATI-o6m
    @SMRUTIRANJANSENAPATI-o6m 5 หลายเดือนก่อน

    Bhaina tame jitiki Acha 100%

  • @purviarts8784
    @purviarts8784 5 หลายเดือนก่อน

    ଓହୋ କି ସୁଖ 😜

  • @srikantanandi5437
    @srikantanandi5437 5 หลายเดือนก่อน

    Apke bar modi sarkar

  • @niharjaysingh6160
    @niharjaysingh6160 5 หลายเดือนก่อน

    Prasant Babu tuma Katha kuha saili alga jaha heu basanti apa ku bokora banei dela se bi semity kete din Amity pachha pate godeibu basanti

  • @tofanbehera8403
    @tofanbehera8403 5 หลายเดือนก่อน

    ଯଦି ବିଗତ ଦିନର କଥା କୁ ମନେ ପକେଇବୁ ସବୁ ବୁଝି ପାରିବୁ ଚୋର କିଏ ସଚା କିଏ

  • @bhagabanraul3054
    @bhagabanraul3054 5 หลายเดือนก่อน

    ଆରେ ରହ ବେହିଆ ଜୁନ ‌୪ରେ ଦେଖିଵୁ

  • @papunadethi9371
    @papunadethi9371 5 หลายเดือนก่อน +1

    ତୁ ମହା ମା ଦରଚଓଦ ତୁ ସବୁ ଛୋଡିପକେଇବୁ

  • @karunakarmohanty89
    @karunakarmohanty89 5 หลายเดือนก่อน

    ତୋ ଅବସ୍ଥା କଣ ହେବ ଚିନ୍ତାକର ନବୀନ ପଟ୍ଟନାୟକ ଦୟାରୁ ଜିତିଥିଲୁ

  • @bijayanandapanda8816
    @bijayanandapanda8816 5 หลายเดือนก่อน

    ଭାଇ ସତ ନା କଣ

  • @gagansethi5758
    @gagansethi5758 5 หลายเดือนก่อน +1

    Jun 4re dekhi ba

  • @binayakpatra4595
    @binayakpatra4595 5 หลายเดือนก่อน

    ଖାଲି bjd ଜିତୁ ସେଇ କାଳୁ ଭାଇ ତମ ଉପରେ ଗାଡି ଚଢେଇବ

  • @ExcitedBoatLake-pf2qs
    @ExcitedBoatLake-pf2qs 5 หลายเดือนก่อน +1

    Vote ghara zero

  • @amitavshreya
    @amitavshreya 5 หลายเดือนก่อน

    ପ୍ରିୟ ପାଣ୍ଡୁ "ଆନ୍ନା" (ଆନ୍ନା ଅର୍ଥ ତାମିଲ ଭାଷାରେ ଭାଇ) .... ତୁମେ ଜଣେ ତାମିଲୀୟ ତେଣୁ ତୁମେ ନିଜ ରାଜ୍ୟକୁ ଫେରିଯିବା ଭଲ ତାମିଲନାଡୁ ରାଜନୀତି କର ଏବଂ ଓଡିଆମାନେ ଆମ ରାଜ୍ୟକୁ ଶାସନ କରିବେ ଏବଂ ଆଗାମୀ ବର୍ଷ ପାଇଁ ଆମର ଭାବମୂର୍ତ୍ତି ଏବଂ ଗର୍ବକୁ ଅକ୍ଷୁର୍ଣ୍ଣ ରଖିବେ | ।

  • @srustidhardey5817
    @srustidhardey5817 5 หลายเดือนก่อน

    Only BJP win 🎉🎉🎉🎉🎉

  • @ajitkumarbehuraajitkumarbe6409
    @ajitkumarbehuraajitkumarbe6409 5 หลายเดือนก่อน

    ଡରି ଗଲୁକି