Tame Kebe | Apekhya | Shasank Shekhar| Prem Anand | Prem Anand Music Showroom | POPA-Pearls of Prem

แชร์
ฝัง
  • เผยแพร่เมื่อ 15 ธ.ค. 2024

ความคิดเห็น • 742

  • @LataBehera-ul2lg
    @LataBehera-ul2lg 8 หลายเดือนก่อน +9

    Janichimu tame kebe badalibani so beautiful song jete sunilebi mana bharuni puni ichhahua sunibaku❤❤❤

  • @bipinnayak875
    @bipinnayak875 8 หลายเดือนก่อน +45

    ଏ ଗୀତ ଯେତେ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ମନ ହେଉଛି... 100ବର୍ଷ ଏ ଗୀତ ଜୀବିତ ରହିବ ❤❤

  • @ShasankSekharOfficial
    @ShasankSekharOfficial ปีที่แล้ว +290

    My pleasure to be a part of this historical project ❤️

    • @manojkumarsahoo8690
      @manojkumarsahoo8690 ปีที่แล้ว +1

      The number of times Prem Anand sir was whispering "Kya baat hai" , proves how beautifully and soothingly u sang it and gave justice to the composition❤👏👏💯

    • @brockandpop760
      @brockandpop760 ปีที่แล้ว +11

      Bhai, You are the real jewel of Our Odisha. See you very soon. 🎉🎉🎉

    • @bikashsahoo9613
      @bikashsahoo9613 ปีที่แล้ว +5

      Brother u also upload new videos in ur channel....

    • @ShreeJiu
      @ShreeJiu ปีที่แล้ว +4

      Tuma swara re kichi jadu achi ohhhh ati ayi ati sundar gita beautiful voice beautiful music ( love you) ❤❤❤❤

    • @saishreeprusty
      @saishreeprusty ปีที่แล้ว +2

      🙏🙏🙏🥺💞

  • @krutibasparida5061
    @krutibasparida5061 4 หลายเดือนก่อน +13

    ଶଶାଙ୍କ ଭଳି ଜଣେ ଉଦୀୟମାନ କଣ୍ଠ ଶିଳ୍ପୀ ଙ୍କ ପାଖରୁ ଏଇ ଭଳି ଗୀତ ଆଶା କରା ଯାଏ ଧନ୍ୟବାଦ ଶଶାଙ୍କ ବାବୁ ଏବଂ ପ୍ରେମାନନ୍ଦ Sir

  • @bhabaninayak3044
    @bhabaninayak3044 ปีที่แล้ว +45

    ମୁଁ ଜାଣିନି ଏ ଗୀତ ଟି କୁ କେତେ ଥର ଶୁଣି ସାରି ଲିଣୀ, ତଥବି ମନ ଓ ଆତ୍ମା ବାରମ୍ବାର ଶୁଣି ବାକୁ ଇଛା କରୁଛି। ପ୍ରେମାନନ୍ଦ ମହୋଦୟ ଏବିଂ ପୁରା ଟିମ୍ ଙ୍କୁ ଶୁଭେଛା। ଶଶାଙ୍କ ଶେଖର, ଏଇ ଗୀତ ରେ ତୁମ ସ୍ୱର ରୁ ଅମୃତ ଝରୁଛି। ପ୍ରଚ୍ଛଦପଟ ରେ ବଂଶୀ ବାଦକ ଙ୍କ ସୁର ଗୀତ ଟିକୁ ଅତ୍ୟନ୍ତ ଜୀବନ୍ତ ରଖିଚି।

    • @ksuman5822
      @ksuman5822 23 วันที่ผ่านมา

      ଆଉ ଗାୟକଙ୍କୁ କିଛି କହିବ ନି?

    • @TapaswineBehera
      @TapaswineBehera 9 วันที่ผ่านมา

      Hn bhai mu bi semiti feel karichhi

  • @mishramanoranjan776
    @mishramanoranjan776 8 หลายเดือนก่อน +17

    ଏ ଗୀତ କୁ ଯେତେ ପ୍ରସଂଶା କଲେ ବି କମ ହବ ❤❤❤

  • @baijayantinayak4170
    @baijayantinayak4170 10 หลายเดือนก่อน +17

    ପ୍ରେମାନନ୍ଦ ସାର୍ ଙ୍କ ସୃଜନୀ,ସଙ୍ଗୀତ ସଂଯୋଜନା ଏବଂ ଗୀତ ଅନୁଯାୟୀ ଗାୟକ ଗାୟିକା ଚୟନ ଏ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଦ୍ୱିତୀୟ। ଯେତେ ଶୁଣିଲେ ବି ତା ମୂର୍ଚ୍ଛାନରେ ମନ ହଜିଯାଉଛି।❤

  • @birendrabag7074
    @birendrabag7074 3 หลายเดือนก่อน +5

    ପ୍ରେମାନଦ ସାର ଏହି ଗୀତ ସମସ୍ତଙ୍କର ଯୁବକ ଛାତ୍ର ବୈଷକ ସମସ୍ତଙ୍କର ହୃଦୟ କୁ ଛୁଆ ଗୀତ,,,, ଯେତେ ଶୁଣିଲେ ବି ମନ ଭରୁନି ❤️❤️

  • @abinashpradhan7950
    @abinashpradhan7950 ปีที่แล้ว +14

    ଶଶାଙ୍କ,
    ତୁମର ସୁନ୍ଦର କଣ୍ଠ ସ୍ବର, ତୁମର ପଚଣ୍ଡ ପ୍ରତିଭା ଓ ତୁମର ଅସାଧାରଣ ଦକ୍ଷତା ବଳରେ ତୁମେ ସାରା ଓଡ଼ିଶା ବାସୀ ଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛ।
    ତୁମକୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ।
    💐💐💐💐💐💐💐💐💐💐

  • @mrgelurout
    @mrgelurout 4 หลายเดือนก่อน +10

    ଏମିତି ବି ଲେଖା ହେଇପାରେ ଆଉ compose ବି ବିଶ୍ୱାସ ହଉନି ।।। ଅତି ସୁନ୍ଦର୍

  • @rscradheradhe2768
    @rscradheradhe2768 ปีที่แล้ว +27

    This song is absolutely deserve for Shashank sir.. ଏହି ଗୀତଟିଏ ଶୁଣିବା ପରେ ମୁଁ ବି ନିଜକୁ ହଜେଇ ଦେଲି ଗୀତର ପ୍ରତିଟି ଛନ୍ଦରେ !! କି ଚମତ୍କାର ଗୀତ ଏବଂ କଣ୍ଠଶିଳ୍ପୀ !! ରାଧେ ରାଧେ 🙏🙏🙏

  • @honeycreations6077
    @honeycreations6077 11 หลายเดือนก่อน +8

    ସଙ୍ଗୀତକୁ ଓ ଓଡ଼ିଆ ଶବ୍ଦକୁ ଭଲ ପାଉଥିବା ଅନୁଭବୀ ଏମିତି ସଙ୍ଗୀତ ପରସିପାରେ... ଅଜସ୍ର ଧନ୍ୟବାଦ ପ୍ରେମ ଆନନ୍ଦ ଜୀ ❤❤❤ ସୁନ୍ଦର ଲିରିକ୍ସ

  • @bibhupadasahoo4207
    @bibhupadasahoo4207 ปีที่แล้ว +40

    ପ୍ରେମାନନ୍ଦ ବାବୁ, ମଝିରେ ମଝିରେ ଏମିତି ଗୀତ ତିଆରି କରନ୍ତୁ , ଯାହା ଅଭୁଲା ହୋଇ ରହିବ । ଶଶାଙ୍କ ବାବୁ ଅତି ସୁଲଳିତ କଣ୍ଠ ରେ ଗାଇଛନ୍ତି, ସାରା ଟିମ କୁ ମୋର ଆନ୍ତରିକ ଧନ୍ୟବାଦ ।

  • @Queenlichi8107
    @Queenlichi8107 หลายเดือนก่อน

    ଏମିତି ଗୀତ ହୃଦୟକୁ ଛୁଇଁ ଯାଉଛି ❤❤ ଗୋଟେ ଏକୁଟିଆ ଜୀବନରେ ଗୀତ ହେଉଛି ତାର ବନ୍ଧୁ❤❤😊😊

  • @ratankumarbehera5542
    @ratankumarbehera5542 4 หลายเดือนก่อน +4

    ଆପଣଙ୍କ youtube ଚାନେଲ୍ ରେ ଗୀତ ଶୁଣିଲା ପରେ, ବାସ୍ତବରେ ଆପଣ ଜଣେ music scientist ପ୍ରେମାନନ୍ଦ ସାର୍

  • @SweetShraddhanjali
    @SweetShraddhanjali 5 หลายเดือนก่อน +2

    Premanand sir mo favorite music director. Se ama industry ku anek sundar sundar gita veti deichhanti. Shasanka babu nka voice aau gayakee b ati chamatkar. Suniki bahut Shanti lagila. Emiti gai chalantu. Emiti gita madhyamare ama odia Gita biswa re nijara jaga Kari parichhi aau rakhithiba madhyan. Whole team ku anek anek sadhubad❤

  • @AnchorSubham1
    @AnchorSubham1 ปีที่แล้ว +10

    Bht mitha Gita te , chamatkar ❤❤❤

  • @Chandan.....2682
    @Chandan.....2682 9 วันที่ผ่านมา

    1000 thara sunilini tathapi sunibaku ichha houchhi another favourite song of my life. Thanx 2 Premanand Sir ❤. Love from Bhograi 🙏🏻

  • @Aaron-qh6bd
    @Aaron-qh6bd ปีที่แล้ว +5

    ବହୁତ୍ ସୁନ୍ଦର୍ ହେଇଛି different, unique and beautifully sang by shasank🎉❤waiting 4 human

  • @jenamanisanjibkumar9227
    @jenamanisanjibkumar9227 9 หลายเดือนก่อน +1

    ବହୁତ ଭଲ ଲାଗିଲା। ଗୀତର ସ୍ବର ଓ ସଙ୍ଗୀତ ଅତି ଉଚ୍ଚକୋଟୀର । ଗାୟକଙ୍କ କଣ୍ଠସ୍ବର ମଧ୍ୟ ବହୁତ ଭଲ। ପ୍ରେମାନନ୍ଦଙ୍କୁ ଅଶେଷ ବଧେଇ।

  • @samir4500
    @samir4500 4 หลายเดือนก่อน +1

    Wah sir 👏very nice ❤️ନୂଆ ଭଲପାଇବାରେ କିନ୍ତୁ ନଥାଏ what line sir oh Heart touching ♥️ବାର ବାର ହୣଦୟ ଶୁଣିବାକୁ କହୁଛି 😭👌🙏

  • @arupsahoo2453
    @arupsahoo2453 3 หลายเดือนก่อน +1

    ଗୀତ ଟି ପ୍ରତି ଟି ଶବ୍ଦ ରେ ମଧୁର ତା.. ଧନ୍ୟବାଦ prema Anand ji❤️❤️

  • @kumarmitanofficial9631
    @kumarmitanofficial9631 4 หลายเดือนก่อน +1

    Music maker ପ୍ରେମାନନ୍ଦ ସାର୍ ଙ୍କୁ ମୋର ହୃଦୟରୁ ଧନ୍ୟବାଦ୍ ଆଉ ଶୁଭେଚ୍ଛା. ସତରେ ଆପଣଙ୍କ ହାତର ସ୍ପର୍ଶରେ ମାଟି ବି ସୁନା ହୋଇଯାଏ...

  • @subratanayak5619
    @subratanayak5619 4 หลายเดือนก่อน +4

    ❤❤❤❤Ati sundar 🙏

  • @nirakarjena3699
    @nirakarjena3699 9 หลายเดือนก่อน +5

    ଏ ଗୀତ ଓଡ଼ିଶାର ପୁରପଲ୍ଲୀରେ ଇତିହାସ ସୃଷ୍ଟି କରିବ.... ଆଉ ଇତିହାସ ହୋଇ ରହିବ ଏଥିରେ କୌଣସି ସନ୍ଦେହ ନାହିଁ❤

  • @sidharth994
    @sidharth994 6 หลายเดือนก่อน +2

    ଏଇ ସଙ୍ଗୀତ କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ ଓଡ଼ିଆ ସଙ୍ଗୀତ ଦୁନିଆ ପାଇଁ ❤❤❤❤❤❤❤❤

  • @pravatsmathematics9586
    @pravatsmathematics9586 10 หลายเดือนก่อน +4

    ବହୁତ ସୁନ୍ଦର ପ୍ରେମାନନ୍ଦ sir ଙ୍କ ଦ୍ୱାରା ସଂଗୀତ ବହୁତ ସୁନ୍ଦର ହୃଦୟରୁ ବହୁତ ବହୁତ ଧନ୍ୟବାଦ ଏବଂ ଗାୟକ sir ଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ

  • @rikichakrabarty9639
    @rikichakrabarty9639 9 หลายเดือนก่อน +2

    Ki sundar odia gazal .....touched ,amti aahuri gazal odia ra aasiba darkar,this is the perfect time to changed the lyrics...music is like this.this call pure music ...namo namo odisha...ki talent...re aama odishare...wah wah suprb ❤

  • @biswakeshari3087
    @biswakeshari3087 3 หลายเดือนก่อน

    ଆଧୁନିକ ଲଘୁ ସଙ୍ଗୀତ କ୍ଷେତ୍ରରେ ଏକ କିମ୍ବଦନ୍ତୀ ର ଶାଶ୍ୱତ ଲହରୀ...!❤

  • @MILANPRADHAN-k3w
    @MILANPRADHAN-k3w ปีที่แล้ว +9

    Satare odia Gita ete sundara laguchii .... Bollywood ku katiba .. emiti song au singing emiti heba darakar ..... Jay Odisha🎉🎉🙋🙋🙋🙋

  • @rudramishra2865
    @rudramishra2865 2 หลายเดือนก่อน

    ଶଶାଙ୍କ ତୁମ ଟୋନ ର voice throw is outstanding. Go ahead., 👍🏾👍🏾👍🏾

  • @LituGouda-xn6qm
    @LituGouda-xn6qm 10 หลายเดือนก่อน +6

    ଅତି ଉତ୍ତମ ପରିପ୍ରକାଶ ହୋଇଛି
    ଶୁଣିବାକୁ ଆନନ୍ଦ ଲାଗୁଛି

  • @ManmohanDas-mx8tx
    @ManmohanDas-mx8tx 3 หลายเดือนก่อน +3

    Sashank Sekhar and Samikshya Mishra are two beautiful flowers in the music garland of Premananda Babu.Prabhu Sri Jagannath may shower his blessings upon them.

  • @alokkumarsahoo9875
    @alokkumarsahoo9875 8 หลายเดือนก่อน

    ପ୍ରେମାନନ୍ଦ ସାର ଆଉ ଶଶାଙ୍କ ଭାଇଙ୍କ ସୁନ୍ଦର ସର୍ଜନା... ହୃଦୟକୁ ଛୁଇଁଗଲା...

  • @tejranluv3324
    @tejranluv3324 10 หลายเดือนก่อน +5

    POPA ra jetiki ti song sunilini a song ti sabuthu best.......👌👌👌👌👌👌 superb.......👌👌👌👌👌 outstanding.......🔥🔥🔥🔥🔥🔥 exllent........❤❤❤❤❤

  • @crescentphysics5758
    @crescentphysics5758 6 หลายเดือนก่อน +2

    ବହୁତ୍ ସୁନ୍ଦର୍। ଏହି କାର୍ଯ ରେ ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଅନେକ ଅନେକ ଅଭିନନ୍ଦନ।🎉

  • @gouriojha9596
    @gouriojha9596 6 หลายเดือนก่อน +4

    ବହୁତ ସୁନ୍ଦର ଗୀତ ସାର୍। ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହେଉଛି

  • @bibhuprasaddash1552
    @bibhuprasaddash1552 ปีที่แล้ว +8

    Prema sir= using Lyrics to another level + adding music to another level + choosing singer to another level.
    This resembles my story i felt it.
    Thank u sir and keep on providing these types of songs

  • @jagabandhupusti6594
    @jagabandhupusti6594 10 หลายเดือนก่อน +3

    ହୃଦୟ କଥା କୁ ପରିପ୍ରକାଶ କରିଛନ୍ତି ଗୀତିକାର ମହୋଦୟ, ଆଉ ଅତି ସୁନ୍ଦର ଭାବରେ ବୋଲିଛନ୍ତି ମୋର ପ୍ରିୟ ଶଶାଙ୍କ ଭାଇ❤

  • @lucifermorningstar2102
    @lucifermorningstar2102 2 หลายเดือนก่อน

    just wow.........this is called a song.....what a beauty Mr. Premanand Sir and Shasank Sekhar bhai

  • @maheswarbehera6352
    @maheswarbehera6352 ปีที่แล้ว +2

    Sir odishare mu prathama thara yemitika voice sunili So Clear voice like glass...Thank U sasanka Babu and Prem sir

  • @LizalinDas
    @LizalinDas หลายเดือนก่อน

    ଏ ଗୀତ ମୋର ସବୁଠୁ ପ୍ରିୟ ଗୀତ ହୋଇସାରିଛି ଆଜ୍ଞା, ବାରମ୍ବାର ଶୁଣିଲେ ବି କାହିଁକି ଆତ୍ମ କୁ ଛୁଇଁଯାଉଛି...
    ସମସ୍ତ ଙ୍କୁ ମୋର ଆନ୍ତରିକ ଧନ୍ୟବାଦ 🙏

  • @subhu79
    @subhu79 5 หลายเดือนก่อน +3

    Beautifully composed, beautifully written, beautifully sung...

  • @Civilboy_Siro
    @Civilboy_Siro 4 หลายเดือนก่อน +3

    Jete sunile b, mana bharuni... ❤

    • @rakhipanda8127
      @rakhipanda8127 3 หลายเดือนก่อน

      But I love u baby no need to take this deeply.

  • @sarojinidevi9307
    @sarojinidevi9307 10 หลายเดือนก่อน +2

    ଅତି ସୁନ୍ଦର ଗୀତ।ବହୁ ବର୍ଷ ପରେ ଏତେ ହୃଦୟସ୍ପର୍ଶୀ ଗୀତଟିଏ ଶୁଣିଲି। ଗୀତିକାର ,ଗାୟକ ତଥା ସ୍ୱରଦାତା ସ। ସମସ୍ତେ ଅତୁଳନୀୟ।ଶଶାଙ୍କ ତୁମର ତୁଳନା ନାହିଁ।

  • @prachuryavardhan4756
    @prachuryavardhan4756 4 หลายเดือนก่อน +1

    the way u convey emotions is incredible...this is the defination of a good song...keep it up POPA

  • @GopalBahadur-r4s
    @GopalBahadur-r4s 18 วันที่ผ่านมา +1

    Shashank bhi tume bhuth bhlo singer God bless you

  • @mainnahibataunga9712
    @mainnahibataunga9712 ปีที่แล้ว +64

    ସାର୍ ଦୟା କରି ମୋର ଗୋଟେ ଅନୁରୋଧ ରକ୍ଷା କରିବେ ମୋର ରତିକାନ୍ତ ଶତପଥୀ ସାର୍ ଙ୍କ କଣ୍ଠ ରୁ ଗୋଟେ ଘଜଲ ଶୁଣିବାର ପ୍ରବଳ ଇଚ୍ଛା ଅଛି ପ୍ଲିଜ୍ ତାଙ୍କ ସହିତ ଗୋଟେ ଘଜଲ ଗୀତ ତିଆରି କରିବେ please please please ସାର୍ 🙏🙏🙏🙏

    • @harishnayak8993
      @harishnayak8993 10 หลายเดือนก่อน +2

      ମୋର ବି ବହୁତ୍ ଇଚ୍ଛା

    • @harishch.behera9211
      @harishch.behera9211 9 หลายเดือนก่อน

    • @shovajena3011
      @shovajena3011 9 หลายเดือนก่อน +1

      Yes bahut soothing tone Ratikanta sir nka ra🙏👍

    • @amiyaranjanraj155
      @amiyaranjanraj155 9 หลายเดือนก่อน

      Yes i also

    • @e3t3classes34
      @e3t3classes34 3 หลายเดือนก่อน

      Yes.....

  • @theinsaanthoughts9262
    @theinsaanthoughts9262 3 หลายเดือนก่อน

    ଗୀତର ପ୍ରଥମ ପଂକ୍ତିରୁ ତାର ମର୍ମ ଅନୁଭୂତି ହେଉଛି...
    One of the best composition...❤️👍☺️

  • @goutamnayak2629
    @goutamnayak2629 ปีที่แล้ว +6

    Sir a gita mu ପ୍ରାୟ ସମୟ ଶୁଣେ କାହିଁକି ନା mo ଅସ୍ତିର ମନକୁ ସ୍ତିର କରେ ଲାଗୁଚି ଏ ଗୀତରେ ଯେମିତି କୋଉ ଯାଦୁ ଗର ଜାଦୁ କରି ଦେଇଚି ❤😊❤😊❤ love you sir ଆପଣଙ୍କ ଆଶୀର୍ବାଦ ରହୁ ମୁଁ ବି ଦିନେ ଆପଣଙ୍କ ଗୀତ କୁ ଗାଇବା ପାଇଁ ଚାହୁଁଛି

    • @basantchety4135
      @basantchety4135 ปีที่แล้ว

      What a heart reflecting song very good music composition exactly premanand sir is a musical scientist in odiya music industry. I ❤❤❤❤ this song ..........🎉🎉🎉

  • @janakiballavmishra9334
    @janakiballavmishra9334 4 หลายเดือนก่อน

    କି ସୁନ୍ଦର ମନଛୁଆଁ ଗୀତ ! ଲେଖିବା ଓ ଗାଇବା କଳାକାର ଙ୍କୁ ମୋର ପ୍ରଣାମ |ଆପଣମାନେ ଆମ ହୃଦୟରେ ସବୁବେଳେ ରହିବେ.

  • @RJ-Sangram
    @RJ-Sangram ปีที่แล้ว +1

    Both are my favorite... ❤ Lots of love... Sir ମୁଁ ବି ଗୀତ ଲେଖେ ମୋ ପାଖେ କିଛି ଗଜଲ ଲେଖା ଅଛି ଯଦି ଆପଣ ତାକୁ ସଙ୍ଗୀତ ରେ ସଜେଇ ଦିଅନ୍ତେ ମୁଁ ନିଜକୁ ଧନ୍ୟ ମଣନ୍ତି.....

  • @LalitaSethy-o4n
    @LalitaSethy-o4n 4 หลายเดือนก่อน +1

    ଖୁବ୍ ସୁନ୍ଦର
    ବାରମ୍ବାର ବିମୋହିତ କରୁଛି
    ଶବ୍ଦ ସ୍ବର ବାନ୍ଧି ରଖୁଛି ବାଃ

  • @bibhuprasadpradhan8968
    @bibhuprasadpradhan8968 ปีที่แล้ว +10

    The real pearls of odia music industry who gives the joy of love

  • @rkgodiacomedy
    @rkgodiacomedy ปีที่แล้ว +3

    ବହୁତ ଦିନ ପରେ ଦେଖିଲି ସଂପୂଣ୍ଣ ଗୀତରେ ତବଲା ବ୍ୟବହାର ହେଉଛି ଆଉ ବହୁତ ଖୁସି ଲାଗିଲା

  • @jagannathjena9465
    @jagannathjena9465 9 หลายเดือนก่อน

    ଏତେ ସୁଂଦର ଗୀତ❤❤❤❤❤ କଣ କହି premanod sir ଙ୍କୁ ଧନ୍ୟବାଦ ଦେବି ଜାଣିପାରୁନି ।

  • @narayansethi4586
    @narayansethi4586 7 หลายเดือนก่อน

    I have no word how I describe about this song..
    When I hear this song Again and again .that time create my soul one type of explosion where I can't control it...
    when any one fall in love first time if any break up incident happen .this song relief his or her pain ..again and again after hear ...
    I thanks to all team members
    Singer shasanka and music scientist premanda sir..
    Keep it up this type of song where relief all lovers pain...

  • @MMMBCreation
    @MMMBCreation ปีที่แล้ว +1

    Wow Super Voice Out Standing Composition Something Different ❤❤
    ମୁଁ ଶୁଣିକି ବହୁତ ଖୁସି ହେଲି
    ମୁଁ ଶୁଣିକି ବହୁତ ଖୁସି ହେଲି,❤❤
    ଧନ୍ୟବାଦ🙏🙏

  • @AshokSwain-d1u
    @AshokSwain-d1u 9 หลายเดือนก่อน +1

    Bahut bahut sundar. Extraordinary. Carries classic touch.

  • @banabiharisahu5764
    @banabiharisahu5764 3 หลายเดือนก่อน +1

    A ଗୀତ ରେ ଫୁଲ reality achhi ❤️ touching

  • @LOKANATH94
    @LOKANATH94 16 วันที่ผ่านมา

    Bahut badhia lyrics compose singing osm wow Prema sir great

  • @PratapSwain-b2d
    @PratapSwain-b2d 9 หลายเดือนก่อน +1

    Superb

  • @jayantrisingstar8531
    @jayantrisingstar8531 ปีที่แล้ว +3

    Excellent Shashank Bhai....kn gaailo yaar dil khush korei delo god gifted voice ..god bless you...

  • @narottampanda2182
    @narottampanda2182 9 หลายเดือนก่อน

    Waooo,Hats up ପ୍ରେମାନନ୍ଦ bhai.Bahut sundar.ଆପଣଙ୍କୁ ଦେଖିଥିଲି sbi training centre cuttuck bbsr road re.u r a gem

  • @theatrewala-bikramjena369
    @theatrewala-bikramjena369 10 หลายเดือนก่อน +1

    ବାସ୍ତବିକ ପ୍ରେମ ଆନନ୍ଦ ଆପଣ ସଙ୍ଗୀତ ର ଜାଦୁଗର.... ଆପଣଙ୍କ ସଙ୍ଗୀତ ରେ କଣ୍ଠଶିଳ୍ପୀ ଶଶାଙ୍କ ଚାର୍ ଚାନ୍ଦ ଲଗାଇଛନ୍ତି। ଆପଣଙ୍କ ପାଇଁ ଆମେ ଗର୍ବିତ।

  • @ajayadas5465
    @ajayadas5465 ปีที่แล้ว +2

    Prema sir ❤ phantastik lekha, mind-blowing music & singing

  • @tablatips7555
    @tablatips7555 10 หลายเดือนก่อน +5

    🙏❤️🙏🙏🙏🙏🙏🙏❤️❤️❤️❤️❤️❤️ଏ ଗୀତ ଥରୁଟିଏ ଗାଇବାକୁ ଚାହେଁ କେବଳ ଜଣଙ୍କ ଉପସ୍ଥିତିରେ।

  • @Bikisonuvlogs
    @Bikisonuvlogs หลายเดือนก่อน

    ଗୀତ ବହୁତ ସୁନ୍ଦର ହେଇଛି, Music ବହୁତ ସୁନ୍ଦର I କିନ୍ତୁ lyrics ଆହୁରି ଭଲ ହେଇ ପାରିଥାନ୍ତା I ଅତ୍ୟନ୍ତ ସହଜ, ସରଳ ଶବ୍ଦ ହେଇଗଲା I

  • @dillipacharya2850
    @dillipacharya2850 ปีที่แล้ว +1

    really talented sashank bhai. no words to say. Bahut sundar heichi geeta.

  • @susantpanda2178
    @susantpanda2178 5 หลายเดือนก่อน +1

    Ki sundar lyrics aau composition... Soulful singing...

  • @sidharth994
    @sidharth994 6 หลายเดือนก่อน +1

    ଓଡ଼ିଆ ସଙ୍ଗୀତ ପ୍ରତି ଆପଣ ମାନଙ୍କ ଅବଦାନ ସତରେ ପ୍ରଶଂସନୀୟ

  • @rahulnag5140
    @rahulnag5140 10 หลายเดือนก่อน +2

    Literally this song is amazing.. thank you so much for made by this kind up song premanand sir..

  • @AbhisheklenkaAbhisheklenka
    @AbhisheklenkaAbhisheklenka ปีที่แล้ว +1

    Sir Ranjan gan kn khanth aru song sunibaku bhari icha

  • @prasnnak78
    @prasnnak78 2 หลายเดือนก่อน

    beautiful song....mu bhabuchi more than 100 times suni sarilini......tatha pi ....sasanka ur voice is good

  • @arkhitnag9754
    @arkhitnag9754 7 หลายเดือนก่อน

    What singing! What composition! What lyrics! Mind blowing.....Just lost myself after hearing sing beautiful song.....

  • @MrutyunjayaMusic
    @MrutyunjayaMusic 3 หลายเดือนก่อน +1

    One of the best Gazal 👌 Mind blowing My favorite song 🎵

  • @srabankumar901
    @srabankumar901 ปีที่แล้ว +1

    Waoooooooooo❤.... Bahut sundar gita te milila bahut dina pore... 🙏

  • @birendrabag6775
    @birendrabag6775 ปีที่แล้ว +1

    Terrific voice.... Touch kari jauchhi heart ku...sate jemiti mo pain gita ta hoichhi...

  • @manasdashdash5958
    @manasdashdash5958 ปีที่แล้ว +4

    No sound effects not much musical instruments used - Heart touching composition by legendry Prem Anand sir and the most versatile singer Shashank Bhai you both are amazing 👌🙏

  • @rajeshsahoo5188
    @rajeshsahoo5188 3 หลายเดือนก่อน

    Speech less oo God emiti song kebe e kana suni nathila heart touching song ❤

  • @padmadash9058
    @padmadash9058 ปีที่แล้ว +2

    Dear Mr sasank ....its a voice like arijit singh of Bollywood... And for premanand sir... The lyrics n music it's world class... Thanks for being odia...

  • @chittaranjanpanda-6179
    @chittaranjanpanda-6179 ปีที่แล้ว +9

    ଏ ଗୀତ ଶୁଣିବା ପରେ ମୁ ଆତ୍ମ ବିଭୋର ହେଲୀ,,, ନିଜ ଭିତରେ ନିଜ କୁ ହଜେଇ ଦେଲୀ,, ଆଉକାହାକୁ ଭୁଲି ବାକୁ ଯାଇ ନୀଜ କୁ ଭୁଲି ଗଲୀ

  • @biswajitpanigrahi6974
    @biswajitpanigrahi6974 9 หลายเดือนก่อน

    Ohhh wow such a nice song...

  • @saubhagyadas8478
    @saubhagyadas8478 ปีที่แล้ว +1

    Dhanyabad Premanand babu mu bhabuthili au bhala gita asiba nahin apana mo bhabanaku bhul pramanita karidela Team samasta sadasyanku bahut bahut dhanyabad au kichhi nua giata apekshare

  • @ratikantranjit7188
    @ratikantranjit7188 ปีที่แล้ว +4

    What a lyric and music!
    Fantastic
    Heart touching
    Thank you Premanand Sir
    A word to the singer
    Well trained voice with clarity and variety.

  • @ManmohanDas-mx8tx
    @ManmohanDas-mx8tx 7 หลายเดือนก่อน

    The
    The beauty of this gazal can not be expressed by words.Hats of to both composer and singer for such a sweet creation.

  • @sushantsinghofficial-cf9ed
    @sushantsinghofficial-cf9ed 4 หลายเดือนก่อน +1

    Very Feel Song ❤🎉❤
    Congratulations Dear Premanad Sir
    Meaning Full LYRICS AND Heart Touch COMPOSE ❤❤❤
    Sanshank sir nice voice
    ❤❤❤
    Most ARRANGEMENT That's Next Level
    God Bless You All Team Members

  • @Tktushar123
    @Tktushar123 9 หลายเดือนก่อน +1

    Jetethara sunuchii mate khali nua nua laguchi mora heart ku chuin gala....love u sir

  • @pabankumar.9254
    @pabankumar.9254 10 หลายเดือนก่อน +5

    ସତରେ ବୋହୁତ ଆନନ୍ଦ ଦଉଚି ଏ ସଙ୍ଗୀତ

  • @civilengineeringblog.6460
    @civilengineeringblog.6460 ปีที่แล้ว +3

    Outstanding voice by Shasank Bhai....Thanks Prem Annand sir 🙏

  • @yoursjaggu
    @yoursjaggu ปีที่แล้ว +28

    ଜାଣିଚି ମୁଁ ତମେ କେବେ
    ହଁ ତମେ କେବେ ବଦଳିବା ନାହିଁ
    ମୁଁ ନିଜକୁ ବଦଳେଇ ଦେଲି-୪
    ଜାଣିଚି ମୁଁ ତମେ କେବେ
    ହଁ ତମେ କେବେ ହାରିବ ନାହିଁ
    ମୁଁ ନିଜକୁ ହରେଇ ଦେଲି -୪
    ଅନେକ ଥର ମୁଁ ବୁଝେଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲି
    ଜାଣିଚି ମୁଁ ତମେ କେବେ
    ହଁ ତମେ କେବେ ବୁଝିବ ନାହିଁ
    ମୁଁ ନିଜକୁ ବୁଝେଇ ଦେଲି
    .... Music....
    ଆ ଆ....
    କେବେ ଯଦି କାହା ସାଥେ କଥା ମୁଁ ହୁଏ
    ଅଯଥାରେ ତୁମେ ମୋତେ ସନ୍ଦେହ କର
    କେବେ ଯଦି କିଏ ମୋତେ ପ୍ରଶଂସା କରେ
    ଜାଣି ପରେ ନାହିଁ କାଇଁ ଏମିତି ଡର
    କେବେ ଯଦି କାହା ସାଥେ କଥା ମୁଁ ହୁଏ
    ଅଯଥାରେ ତୁମେ ମୋତେ ସନ୍ଦେହ କର
    କେବେ ଯଦି କିଏ ମୋତେ ପ୍ରଶଂସା କରେ
    ଜାଣି ପରେ ନାହିଁ କାଇଁ ଏମିତି ଡର
    ଡରର କାରଣ ବୁଝିବାକୁ ଯାଇ , ଭୁଲ ଜେ ହେଇଗଲି
    ଜାଣିଚି ମୁ ତମେ କେବେ ନଇଁବ ନାହିଁ
    ମୁଁ ନିଜକୁ ନୁଆଇଁ ଦେଲି -୪
    ଗା ମା ରେ ଗ ମା ଗା.......
    ନୂଆ ଭଲ ପାଇବା ରେ କିନ୍ତୁ ନଥାଏ
    ମନ ଦେଲା ପରେ କିନ୍ତୁ ଆରମ୍ଭ ହୁଏ
    ପ୍ରଥମ ରୁ ଦୁଇ ମନ ଏକାଠି ଥାଏ
    ପରେ ପରେ କାଇଁ ମନ ବଦଳି ଯାଏ
    ନୂଆ ଭଲ ପାଇବା ରେ କିନ୍ତୁ ନଥାଏ
    ମନ ଦେଲା ପରେ କିନ୍ତୁ ଆରମ୍ଭ ହୁଏ
    ପ୍ରଥମ ରୁ ଦୁଇ ମନ ଏକାଠି ଥାଏ
    ପରେ ପରେ କାଇଁ ମନ ବଦଳି ଯାଏ
    ଅନୁତାପ ରେ ମୁଁ ପ୍ରତିଦିନ ଭାବେ
    ଭୁଲ ବୋଧେ କରିଦେଲି
    ଜାଣିଚି ମୁଁ ତମେ କେବେ ମାନିବ ନାହିଁ
    ମୁଁ ନିଜକୁ ମନେଇ ଦେଲି ୨
    ମୁଁ ନିଜକୁ ନୁଆଇଁ ଦେଲି ୨
    ମୁଁ ନିଜକୁ ବୁଝେଇ ଦେଲି ୨
    ମୁଁ ନିଜକୁ ହରେଇ ଦେଲି୨

  • @barsharanisubudhi2546
    @barsharanisubudhi2546 10 หลายเดือนก่อน +1

    What a peaceful song ❤ so beautiful and soothing song... That musical instruments and voice stolen my heart ❤ premanand sir and shasank sir ❤

  • @jadupatirout
    @jadupatirout 9 หลายเดือนก่อน +1

    ମୋ ଜୀବନ ରେ ଏମିତି ଏକ ଗଜଲ ଶୁଣି ମୁଁ ଆଜି ହଜିଗଲି, ଏମିତି ଗଜଲ ର ଗୀତିକାର, ସଂଗୀତ ରେ ପ୍ରେମାନନ୍ଦ ସାର, ଶସାଙ୍କ ଙ୍କ କଣ୍ଠସ୍ବର ବହୁତ ମନମୁଗ୍ଧକର। ନିଆରା ପ୍ରୟାସ, ନିଆରା ଗୀତ, ସତ୍ଯ ଲେଖା, ବହୁତ ସୁନ୍ଦର

  • @muralimohanmahapatra9517
    @muralimohanmahapatra9517 ปีที่แล้ว +1

    Aame odisha basi bahut bhagyaban ama ku musical scientist Premanand milichanti.....

  • @kishoremohapatra6657
    @kishoremohapatra6657 ปีที่แล้ว +2

    This song is dedicates. Who decided to broken family life. I hope this song teaches those people who decided divorce his or her marraige. Life. Great song. Built of a clean society. Thanks of all team .love u my favorite shasanka wow. Great thank & namakar to premanda sir.

  • @sarojkumarbehera5624
    @sarojkumarbehera5624 ปีที่แล้ว +1

    Wow... Bhai adorable presentation with excellent singing...🔝🔝💯💯🎧🎧🔝🔝

  • @PriyaPriya-jz1uf
    @PriyaPriya-jz1uf ปีที่แล้ว +1

    So beautiful composition and lyrics tq premanand sir .....superb singing sashank sir 🙏

  • @OAS_GURU
    @OAS_GURU ปีที่แล้ว +7

    Happy to see Odia musical industry is try to back to its glory. Soothing 🦻❤️

  • @nrusinghacharanbehera6863
    @nrusinghacharanbehera6863 3 หลายเดือนก่อน

    Song is repeatedly resounding my mind.Really incredible piece of Premanand Bhai.🎉🎉🎉

  • @Craftypinku
    @Craftypinku 3 หลายเดือนก่อน

    Mind blowing song by the legend premanand sir..well sing by Shashank bro❤