ରହସ୍ୟମୟ ବ୍ୟକ୍ତି ଜଗିବସିଲେ ସାରା ରାତି || Bhaktara Jagannatha || Anubhuti ||

แชร์
ฝัง
  • เผยแพร่เมื่อ 17 ก.ย. 2024
  • ତାଙ୍କର ଗୋଡ଼ ନାହିଁ ସିନା ସହସ୍ର କୋଶ ବାଟ ଜାଇପାରନ୍ତି ଭକ୍ତର ଆକୁଳ ବେଦନା ଶୁଣିବାକୁ । ସୂର୍ଯ୍ୟ ଚନ୍ଦ୍ର ଦୁଇ ଆଖିରେ ସେ ଅନେଇ ରହିଛନ୍ତି ସାରା ଜଗତକୁ । ତାଙ୍କୁ ଯିଏ କାୟ ମନ ବାକ୍ୟରେ ଡାକିଥିବ ସେ ହି ଏହି ଉପଲବ୍ଧି ପାଇଥିବ । ସେହିଭଳି ଭାବେ ଯାଜପୁର ଜିଲ୍ଲା ଧର୍ମଶାଳ ବ୍ଲକ ଜେନାପୁର ବାରମଣାର ଦିଲ୍ଲୀପ କୁମାର ମହାନ୍ତିଙ୍କ ଜୀବନରେ ମହାପ୍ରଭୁ ଏଭଳି ଲୋମ ଟଙ୍କୁରା ଅନୁଭୁତି ଦେଇଛନ୍ତି ଯାହାକୁ ଶୁଣିଲେ ମହାପ୍ରଭୁଙ୍କ ପ୍ରତି ଗଭିର ଭକ୍ତି ଭାବନା ବଢିଯିବ ।
    #lordjagannath #anubhutirejagannath #jagannathaanubhuti #anubhuti #lordjagannatha #odisha #odiastory #jagannathabhajan #jagannathapuri #puridham #lordjagannathwhatsappstatus #prabinmahapatra

ความคิดเห็น • 238