Ahe Prabhu Jagataranatha Jagannath🙏❤️🥥🌺Koti Koti Pranama Mahaprabhu🙏❤️🥥🌺Nirash Karibani Mahaprabhu🙏❤️🥥🌺Khyama Kara Mahaprabhu Sabu Dosha Mora🙏❤️🥥🌺Sansara Sukhi Rakha Mahaprabhu🙏❤️🥥🌺Mora B Emit Anubhuti Kareidia Mahaprabhu🙏❤️🥥🌺Jagannath Swami Nayanapathagami Bhabatume🙏❤️🥥🌺Jay Jagannath🙏❤️🥥🌺Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺JayJagannathJayMaaMahalakhmi🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺
Prabin babu,,, yours voice is very sweet... Jay jagannath🙏🙏🙏🙏 apko aise sweet voice prabhu jagannath hamesha dete rahe.. Jo aap Hamesha humko aise jagannath ji ki Anubhuti batate rahe,,, bahut acha lagta hai sunane me.... Really prabhu jagannath ji ka mahima asima hai
Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼
💖 Radhe 💖 Radhe 💖 Krishna 💖💖💖
ଜୟ ଜଗନ୍ନାଥ prabin bhai
ସତରେ ତୁମ ର ଉପାଖ୍ୟାନ ବହୁତ ସୁନ୍ଦର।
ଅନୁଭୁତି ଗୁଡ଼ିକ ତୁମ କଣ୍ଠରେ ବା ତୁମ ଭାଷାରେ ଆହୁରି ଦୁଇ ଗୁଣିତ ହୋଇଯାଉଛି।
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ମହାପ୍ରଭୁ କାଳିଆ ଠାକୁର ତୁମ ଲିଳା କିଏବା ବୁଝିବ 🙏ଭକ୍ତର ମାନ ରଖିବାକୁ ସବୁକିଛି କରିପାର ପ୍ରଭୁ🙏 ସମସ୍ତ ଭକ୍ତ ଜନଙ୍କ ତୁମର ଅପାର କରୁଣା ଥାଉ 🙏ସମସ୍ତଙ୍କୁ ରୋଗ ଦୁଃଖ କଷ୍ଟରୁ ଉଦ୍ଧାର କର ପ୍ରଭୁ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
Ahe Prabhu Jagataranatha Jagannath🙏❤️🥥🌺Koti Koti Pranama Mahaprabhu🙏❤️🥥🌺Nirash Karibani Mahaprabhu🙏❤️🥥🌺Khyama Kara Mahaprabhu Sabu Dosha Mora🙏❤️🥥🌺Sansara Sukhi Rakha Mahaprabhu🙏❤️🥥🌺Mora B Emit Anubhuti Kareidia Mahaprabhu🙏❤️🥥🌺Jagannath Swami Nayanapathagami Bhabatume🙏❤️🥥🌺Jay Jagannath🙏❤️🥥🌺Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath Jay Jagannath🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺JayJagannathJayMaaMahalakhmi🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺🙏❤️🥥🌺
💐🙏❤️🙏💐 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବଡ଼ ଠାକୁର ଙ୍କର ଜୟ ହେଉ 💐🙏❤️🙏💐
ହେ ମହାପ୍ରଭୂ ତୁମର ଅଦ୍ଭୁତ ଲୀଳା କୁ କୋଟି କୋଟି ପ୍ରଣାମ 🙏🙏🙏। ଜୟ ଜଗନ୍ନାଥ 🙏
ମହାପ୍ରଭୁ ତମ ମହିମା ଅପାର🙏🙏🙏 ଏମିତି ସମସ୍ତ ଙ୍କୁ ସାହା ଭରସା ହେଉଥିବ ହେ ମହାପ୍ରଭୁ କାଳିଆ ସାଆନ୍ତ🙏🙏🙏🙏🙏 କୋଟି କୋଟି ଦଣ୍ଡବତ ହେ ମଣିମା😢😢🙏🙏🙏🙏🙏🙏🙏🙏🙏
Radhe radhe radhe radhe radhe radhe radhe radhe radhe radhe radhe radhe radhe radhe radhe
Jay Jagnnath ⚫‼️⚫🙏🌹🙏🌹🙏🌹🙏🌹
Jay Jagannath Swami Nayan patha gami bhaba tume bhaba tume 🙏 Prabhu tuma Lila tumanku hni Jana .mo bapa maa nku sabubele khushire rakhutha re Kalia
Saante tuma ku Mo hrudayaru pranaam
ଜୟ ଜଗନ୍ନାଥ ଜୟ, ଏ ଭାବ ବିନିମୟ ଶୁଣିଲା ପରେ ଅନ୍ତର ଆତ୍ମାକୁ ସୁଖ ଓ ଶାନ୍ତି ମିଳୁଛି.... ଅନେକ ଅନେକ ଧନ୍ୟବାଦ ଉପସ୍ଥାପକ ଭାଇ
ଲୀଳାମୟ ସେ ଛଳିଆ ଠାକୁର ତାଙ୍କର ଲୀଳା ଅପାର। ଜୟ ଜଗନ୍ନାଥ 🪔🏵🙏
ଧନ୍ୟବାଦ ମହାପ୍ରଭୁ ଜଗନ୍ନାଥ ସ୍ୱାମୀ 🙏🏻🙏🏻🙏🏻ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🏻🙏🏻🙏🏻ହେ ପ୍ରଭୁ କଳାଠାକୁର ତୁମେ ସମସ୍ୟା ର ସମାଧାନ କର 🙏🏻🙏🏻🙏🏻ଜୟ ଜଗନ୍ନାଥ ସ୍ୱାମୀ ତୁମପାଦ ତଳେ ଅନନ୍ତ କୁଟି ପ୍ରଣାମ ପ୍ରଭୁ 🙏🏻🙏🏻🙏🏻ତୁମର ଆଶୀର୍ବାଦ ଆମ ଉପରେ ଥାଉ 🙏🏻🙏🏻🙏🏻ଆଶା ଭରସା ବିଶ୍ୱାସ ଭାବ ଭକ୍ତି ସବୁବେଳେ ତୁମପାଦ ତଳେ ଥାଉ ମହାବାହୁ 🙏🏻🙏🏻🙏🏻ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟ ହେଉ 🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻
Jay shree jagannath
ମହାପ୍ରଭୁ ତୁମ ଶ୍ରୀଚରଣରେ ଅନନ୍ତକୋଟୀ ଦଣ୍ଡବତ 🙏🙏🙏🙏
Jay Jagannath ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ❤❤
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕🙏🙏🙏
ତୁମ ଲୀଳା ଅପlର ପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ⭕‼️⭕🙏🙏🙏🙏🙏
ନଈର ଗଭୀର ନାଉରୀ କୁ ସିନା ଜଣା ତୋର ମାୟା ତୋତେ ସିନା ଜଣା ମହା ପ୍ରଭୁ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
Jay shree Jagannatha ⚫❗⚫🙏🏻 mahaparabhu 🙏🏻
ସତରେ ଏମିତି ହୁଅନ୍ତା କି ମହାପ୍ରଭୁ ଜଗନ୍ନାଥ ମାନେ ମୋ କାଳିଆ ଭାଇ ଦ୍ଵାପର ଯୁଗ ପରି ବଳଭଦ୍ର, ସୁଭଦ୍ରା ଆଉ ମା ଲକ୍ଷ୍ମୀ ଙ୍କ ସହ କାଷ୍ଠ କି ପାଷାଣ ମୁରିତି ନୁହେଁ , ସେ ଦିବ୍ୟ ମନୁଷ୍ୟ ପରି ବଡ଼ ଦେଉଳରେ ବିଚରଣ କରନ୍ତେ।
ପ୍ରତ୍ୟେକ ମାସରେ ଦୌଡ଼ି ଯାଆନ୍ତି ମୁଁ ପାଦ ତଳେ ପଡି ଯାଆନ୍ତି, ସେ ମୋତେ କୁଣ୍ଡେଇ ପକେଇ କୁହନ୍ତେ ବାଇଟା ଆସିଲୁ ଆଉ କାନ୍ଦିଲୁ ତା ପରେ ଘରୁ ନେଇଥିବା ଫୁଲ ରେ ନିଜେ ସେ ନାଟୁଆ ଠାକୁର ଗଳାରେ ଲମ୍ବାଇ ଦିଅନ୍ତି, ମୋ ମା ଘରୁ ଦେଇଥିବା ଆରିସା ଏଣ୍ଡୁରି ଆଉ ବିଭିନ୍ନ ମିଷ୍ଠାନ କୁ ଖୁଆଇ ଦିଅନ୍ତି , ଯେମିତି ଜଗବନ୍ଧୁ ମୋର ପରମ ବନ୍ଧୁ ଆଉ ମୁ ତାର ଗେହ୍ଲା ପୁଅ ଟେ, ତା ପରେ ମା କମ୍ପଲ୍ୟ ବାସିନୀ ସୁଭଦ୍ରା ଙ୍କ ଶ୍ରୀ ଚରଣେ ଲୋଟି ଯାଇଁ କହନ୍ତି ମା ଲୋ ମୋ ଜୀବନ, ମୋ ଜୀବନର ଉଦେଶ୍ୟ, ମୋ ସୁଖ ,ଦୁଃଖ , ଭୁଲ ଠିକ୍ କୁ ତୋ ପାଦ ପଦ୍ମରେ ସ୍ଥାନ ଦେଇଦେ, ତା ପରେ ବଡ଼ ବାଡ଼ ସାଆନ୍ତ ହଳଧର ବଳଦେବ ଙ୍କ ପାଦ ପଦ୍ମ ରେ ଲୋଟି ଯାଆନ୍ତି, ପ୍ରଭୁ ଯେବେ ମତେ ଉଠାଣ୍ଟେ ପ୍ରଭୁ ଙ୍କ ଅତି ପ୍ରିୟ ଆମ କେନ୍ଦ୍ରାପଡ଼ା ରସାବଳି ଆଉ ପୁଟଳି ପିଠା ପ୍ରଭୁ ଙ୍କୁ ଅର୍ପଣ କରନ୍ତି।
ଅନତି ଦୂରରେ ଠିଆ ହୋଇ ଏ ସବୁ କୁ ଦେଖିଥିବେ କରୁଣାମୟୀ , ବାତ୍ସଲ୍ୟମୟୀ, ମମତାମୟୀ ଜଗତ ଜନନୀ ମୋ ମା ମହାଲକ୍ଷ୍ମୀ ଦୌଡ଼ି ଯାଆନ୍ତି , ଆଉ ମୋ ମାର ମମତାର ଭଣ୍ଡାର ରୂପକ ପଣତ କାନିରେ ନିଜକୁ ଲୁଚାଇ ଦେଇ ଜୀବନର ସମସ୍ତ ଦୁଃଖ , ଶୋକ, ତାପ , କଷ୍ଟ ,ପୀଡା ରୁ ଆଶ୍ୱାସନା ଲଭି ସମସ୍ତ ଭୟ ରୁ ମୁକ୍ତି ପାଆନ୍ତି। ଯେଉଁ ଦେବୀଙ୍କ ଆରାଧନା ରେ ବ୍ରହ୍ମା,ବିଷ୍ଣୁ, ମହେଶ୍ୱର ମଗ୍ନ ଥାନ୍ତୁ ସେଇ ମହାଲକ୍ଷ୍ମୀ ଙ୍କ ପଣତ କାନିରେ ତା ଗେହ୍ଲା ପୁଅ ହୋଇ ଲୁଚି ଯାଆନ୍ତି, ଆଉ ଦୁନିଆର ସମସ୍ତ ମାନସିକ, ଶାରୀରିକ ତଥା ଭୌତିକ ଭୟ ରୁ ନିଜକୁ ସୁରକ୍ଷା ମନେ କରନ୍ତି।
ଏ ସବୁ ସରିଲା ପରେ ବଡ଼ ଦେଉଳର ଦକ୍ଷିଣ ପଶ୍ଚିମ କୋଣରେ ବିରାଜିତ ମହାମାୟୀ ବିମଳା ଙ୍କ ପାଦ ପଦ୍ମ ରେ ଲୋଟି ଯାଆନ୍ତି ,କହନ୍ତି ମା ଲୋ ଆସିଗଲି , ତୋ ଦର୍ଶନ ମିଳିଗଲା ଆଉ କଣ ଦରକାର ,ସବୁ ପାଇଗଲି ମୁଁ। ତା ପରେ ବଟ ଗଣେଶ ଙ୍କ ଦର୍ଶନ କରି ମୂଷିକ କାନରେ କୁହନ୍ତି ହେ ଶଙ୍କର ନନ୍ଦନ ଏ ମୂର୍ଖ ମଣିଷ ଟାକୁ ଟିକେ ଜୀବନର ସଠିକ ବୁଦ୍ଧି ହେଉଥିବେ ଗଣପତି। ତା ପରେ ବଟ ବୃଷ ଙ୍କୁ ଦର୍ଶନ କରି ଏତିକି କୁହନ୍ତି ଯୁଗ ଯୁଗ ଏମିତି ରହି କାଳିଆ ସାଆନ୍ତ ର ଯଶ ଗାଇବାକୁ । ସେଠୁ ବେଢ଼ା ଚାରି ପଟେ ବୁଲି ନୃଷିଂହ ଭଗବାନ୍, ନୀଳମାଧବ, ରୋହିଣୀ କୁଣ୍ଡ, ଗୋପାଲଜିୟୁ, ଏବଂ ବେଢ଼ା ଭିତରେ ଚାରି ପାଖରେ ଥିବା ସମସ୍ତ ଛତିଶ କୋଟି ଦେବା ଦେବୀଙ୍କୁ ଦର୍ଶନ କରି ସରିବା ପରେ ଏ ପାର୍ଥିବ ଶରୀର ରେ ଆଉ କଣ ବଳ ଥିବା। ପେଟ ଖୋଜୁଥିବା ମୋ ମା ହାତ ରାଧା କନିକାଏ ଅବଢ଼ା । ଦୌଡ଼ି ଯାଆନ୍ତି ରୋଷ ଘର କୁ , ହିଙ୍ଗୁଳା ରୂପ ଅଗ୍ନି ରେ ମୋ ମା ମହାଲକ୍ଷ୍ମୀ ନଟୁଆ ଠାକୁର ପାଇଁ ୬୦ ପାଉତି ୫୬ ଭୋଗ ରାନ୍ଧୁ ଥିବେ ଆଉ ପଣ୍ଡା ମାନେ ବଡ଼ ଖିଆ ଙ୍କୁ ଖୁଆଇବା ପାଇଁ ବୋହି ନେଇ ଯାଉଥିବା , ନୈବେଦ୍ୟ ସରିଲା ପାରେ ,ମା ବିମଳା ଙ୍କ ପାଖରେ ନୈବେଦ୍ୟ ହେବ ତା ପରେ ଆନନ୍ଦ ବଜାର ରେ ଆସି ପହଂଚି ଯାନ୍ତା ଅବଢ଼ା ମହା ପ୍ରସାଦ।
ଭୋକରେ ଆଉତୁ ପାଉଟୁ ହେଉଥିବା ମୋ ପରି ଛର ମଣିଷ ତାକୁ ,ମା କୁହନ୍ତେ ଜା ଆନନ୍ଦ ବଜାର ଆସିଗଲା ଜଗତ ନାଥ ଙ୍କ ଅମୃତ ରୂପ ଅବଢ଼ା। ଦୌଡ଼ି ଯାଆନ୍ତି ଆନନ୍ଦ ବଜାର, ଅନ୍ନ,ପିଠା, ଆରିସା କାକରା, ଶାଗ ମୁଗ ,ମଞ୍ଜା ନାନାଦି ପ୍ରସାଦ ପେଟ ଭରି ଖାଇ , ଶ୍ରୀକ୍ଷେତ୍ର ରେ ଥିବା ସାଧୁ ସନ୍ଥ ଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତି, ବେଳା ଭୂମି ୟାଦେ ବୁଲି ଯାଆନ୍ତି , ସାଗର ଦେବତା ଙ୍କୁ କୁହନ୍ତି ହେ ରତ୍ନାକର ଟିକେ ଧିରେ ଶବ୍ଦ କରିବା ,ନହେଲେ ମୋ ପ୍ରଭୁ ଙ୍କୁ ନିଦ ହେବନି ଯେ, ଏତିକି ଅନୁରୋଧ କରି , ସ୍ଵର୍ଗଦ୍ଵାର ପରି ଶେଷରେ ଶଙ୍କରାଚାର୍ଯ୍ୟଙ୍କ ପାଦ ଯୁଗଳରେ ମଥା ପିଟି ଫେରି ଆସନ୍ତି ଶ୍ରୀ ମନ୍ଦିର। ଏବେ ସନ୍ଧ୍ୟା ଧୂପ ସମୟ। ଆହା କି ସୁନ୍ଦର ସେ ଦୃଶ୍ୟ। ନାନାଦି ବେଶ ର ଦର୍ଶନ ପରେ ଶେଷରେ ଓଡ଼ିଆର ମୋଡ଼ ମଣି ରାତିରେ ଘିଅ ପଖାଳ ଖାଇଲା ପରି ତା ଅମୃତ ରୂପୀ ଅଇଁଠା ରୁ ଅବଢ଼ା ପାସରାରେ ପାସରାଏ ଖାଆନ୍ତି ,ପେଜ ନାଳ ରୁ ପେଟେ ପେଜ ପି ଦୌଡ଼ି ଯାଆନ୍ତି ନରେନ୍ଦ୍ର ପୁଷ୍କରିଣୀ। ସେଇଠି ସୋଇ ଯାଆନ୍ତି । ତା ପର ଦିନ ପୁଣି ସେଇଠୁ ସ୍ନାନ ସାରି ଧାଇଁ ଯାଆନ୍ତି ବଡ଼ ଦେଉଳ । ମଙ୍ଗଳ ଆଳତି ସକାଳ ଧୂପ ପରେ ଏବେ ସମୟ ନିଜ ଜନ୍ମ ମାଟିକୁ , ଭିଟା ମାଟିକୁ ଫେରି ଆସିବାର। କାନ୍ଦି କାନ୍ଦି ବିଦାୟ ମାଗନ୍ତି, ସେ ପଦ୍ମନାଭ ହସି ହସି କୁହନ୍ତି ଯା ସୁଖରେ ରଖା ଆର ମାସକୁ ଆସିବୁ। ମୋ ମା ବି ହସ ହସ ମୁହଁ ରେ ଆସିଲା ବେଳେ ମୋ ହାତରେ ଅବଢ଼ା ହାଣ୍ଡି ଟେ ଦିଅନ୍ତେ, କହନ୍ତେ ତାକୁ ନେଇ ଘରେ ଆଉ ତୋ ଗାଁ , ସାହି ପଡିଶା , ବନ୍ଧୁ ,ବାନ୍ଧବ ସମସ୍ତ ଙ୍କୁ ଦେଇ ଏ ପାପରୁ ସମସ୍ତଙ୍କୁ ମୁକ୍ତିର ଦିବ୍ୟମୃତ ଦେବାକୁ।
ଆସିଲା ବେଳେ ଚାନ୍ଦ ମୁହିଁ ମତେ କୁହନ୍ତେ ଦେଖିକରି ଯିବୁ ମୋ ଆଶ୍ରିବାଦ ତୋ ଉପରେ ଅଛି ଆଉ ହଳଧର ବଳଭଦ୍ର କୁହନ୍ତି ସୁଖରେ ରହ ଆସନ୍ତା ମାସରେ ଆସିଲା ବେଳେ ପୁଣି ମୋ ପାଇଁ ମୋ ପ୍ରିୟ ,ମୋ ପ୍ରାଣ ପ୍ରିୟ ତୁଳସୀ ଦେବୀ ଙ୍କ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ରୁ ରସାବଳି ନେଇକି ଆସିବୁ।
ଆଉ ଏ ମଣିଷ ଜନ୍ମ ମୁ ଅତି ସହଜରେ ସଫଳ କରି ଦିଅନ୍ତି।
ଜୟ ଜଗନ୍ନାଥ
ମୋ ଜଗନ୍ନାଥ
Jai shree jagarnnath
Koti Prannam sante
Prabin babu,,, yours voice is very sweet... Jay jagannath🙏🙏🙏🙏 apko aise sweet voice prabhu jagannath hamesha dete rahe.. Jo aap Hamesha humko aise jagannath ji ki Anubhuti batate rahe,,, bahut acha lagta hai sunane me.... Really prabhu jagannath ji ka mahima asima hai
JAY JAGANATHA SWAMI NAYANAPATHA GAMI🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jay jay shree Jagannath Swami Nayana Pathagyami Bhaba tume sagara jay Mahabahu Saha Love u😢😢😢😢😢😢😢😢😢😢😢😢
Jai Shree Jagannath🙏🙏🙏
Horebol Horebol Horebol 👏👏👏 Jay jay shree Jagannath 🙏🙏🙏🌹❤️🌼🌹🌼🌹🌼🌹🌼🌹🌼🌹🙏
ହେ କଳା ଠାକୁର ଜାଣିନି କେବେ ତୁମ ଦର୍ଶନ ମିଳିବ । ଏତିକି କରୁଣା କର ତୁମ ମହିମା ଶୁଣୁ ଥାଉ ଯେ ପ୍ରର୍ଯ୍ୟନ୍ତ ତୁମର ଦର୍ଶନ ମିଳିନି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
Jayjagannath...prabhu...❤..mujibi..moupraydayakarantu
Prabhu mo Kalia suna🙏🙏🙏🙏 jay Jagannath mahaprabhu 🙏🙏
Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼 Jay jagannath swami 🌹🏵️🌺🌼
Jay jagannth❤
Prabhu tribhuvanapati tuma Sripayarare a adhamara anantakoti pranam 🙏❤️🙏❤️🙏
ଜୟ ଜୟ ଜଗନ୍ନାଥ 😮 🙏⭕‼️⭕🙏 କେବେ ତୁମକୁ ଦେଖିବି ହେ ଦୀନବନ୍ଧୁ😢
ଜୟ ଜଗନ୍ନାଥ ମହା ପ୍ରଭୁ ତମ ଡୋରି ଲାଗିଥାଅ 🙏🙏🙏🙏🙏🙏🙏🙏ଜୟ ଜଗନ୍ନାଥ
ଶ୍ରୀ ଶ୍ରୀ ଶ୍ରୀ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
ଜୟ ଶ୍ରୀ ଜଗତରନାଥ ଜଗତ୍ କର୍ତ୍ତା ଶ୍ରୀ ଶ୍ରୀ ଜଗନ୍ନାଥ ସ୍ୱାମୀ କୀ ଜୟ🙏👏🌹🌷
Jay Jagannath Baba 🙏🙏🙏🙏 krupa Kariba he Babaa
ଆହା କି ସୁନ୍ଦର ଲୀଳା,,ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏
ହେ ମହାବାହୁ ତୁମ ଚରଣ ଆରବିନ୍ଦରେ କୋଟି କୋଟି ନମନ
ମୋ ଦୋଷା ଦୋଷ କ୍ଷମା କର⭕❗⭕🙏🙏🙏😭😭
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ ଭବ ତୁମେ 🙏🙏🙏
Jay Jagannathswami❤❤❤namaste 🙏 namaste 🙏 ♥️ 🎶 👌 ❤️ 🔥 🙏 ♥️ 🎶 👌 ❤️ 🔥 🙏 ♥️
Jai jagannath Swami Nayana Patha gami bhoba tumhe 🙏🏽🙏🏽🙏🏽🙏🏽🙏🏽
Jay shree jaganath Swami ❤
Jay Jay shree Jagannath Swami nayan patha gami bhabatu me 🙏🙏🙏🙏🙏🙏🙏🙏
Jai Jagannath Swami Nayana Patha gami bhavatu me 🙏🙏🙏🌷🌷🙏🙏🌷🌷🌼🌻🌼🌻
Jay Jagannath 🙏 prabin bhai apanka a voice re mahaprabhu nku katha sanibaku bohutu khusi au santi laguchi Jay Jagannath 🙏🙏🙏❤
ମୋ କାଳିଆ ର ମହିମା କେହି ବୁଝିପାରିବେ ନାହିଁ ସେ ପରା ମନୁଆ ଠାକୁର🙏🙏
ଜୟ ଜଗନ୍ନାଥ ସ୍ଵାମୀ🙏🙏🙏
Jay jagannath prabhu sabu tuma ri echha
Jay shree Jagannath swami nayana patha gami bhabatume 🌺🌺🌺🙏🙏🌺🌺🙏🙏🌺🌿🍎🥭🍎🍎🙏🌺🌺🌺🙏🚩🚩
Jay Jagannath Swami Nayana patha gami vabatume, Sabu tumari Lila Prabhu sabu tumari Lila
Jay jagannath 🙏🥺❣️🙏❤️❣️🙏❤️❣️🙏❤️❣️🙏 Jay MAA Laxmi 🙏❣️❣️🙏❤️❣️🙏❤️❣️🙏❤️❣️🙏❤️❣️🙏
Prabin bhai,your voice is very sweet, JAY Jagannth
He Mahabahu mote saha hoitha aaa🙏🙏🙏🙏
Jay jaganath mahapravu 🙏🙏 dhanya tuma Lila manima dhanya.... ❤❤
କାଳିଆ ରେ କେବେ ତୋ ପାଦରେ ସରଣ ଦବୁ 😭😭😭😭😭😭🙏🙏🙏🙏🙏
He Mahabahu jagata kalyana heu..... Jay Jagannath...🙏🙏🙏
Biswa Prabhu jagatara natha Jay Jagannath
Hey mahabahu ❤❤❤❤🙏🏻🙏🏻🙏🏻🙏🏻
Jay jagganath swami Nayan Patha gami vaba tume 🙏🙏🙏
Jay balabhadra🙏
Jay maa subhadra🙏
Jay Jagannath🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏
Jay Shri jagannath swami mahaprabhu🙏🙏🙏🙏🙏🙏🙏🙏
Jay jaganath pravu kalia 🙏🙏
ଜୟ ଜଗନ୍ନାଥ 🙌🙌🙌🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jagannath prabhu 💞💞💞💞💞🙏🙏🙏🙏🙏
ଧନ୍ୟ ଭକ୍ତ ଧନ୍ଯ ଭାଗବାନ ଧନ୍ଯ ତାର ଲୀଳା 🙏🙏🙏🙏🙏🙏
Jay Jagannath Swami Nayana patha gami bhava tume Prabhu daya karo Kalia thakuro 🙏🙏🙏🙏
🙏ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
Jay jagannatha ❤🙏🙏🙏🥺🥺🥺🙏🙏🙏🙏🙏🙏🙏🙏
Jai prabhu jagannath swami🙏🙏
He mahaprabhu tumaku dekhiba pain Bahuta ichha hauchi mo Daka sunibana⭕❗⭕🙏🙏🙏
ଜୟ ଜଗନ୍ନାଥ ଭାଇ ଠାକୁର ତୁମକୁ ଭଲରେ ରଖନ୍ତୁ
Jay Jagannath Swami Nayana patha gami bhaba tume......🙏🙏🙏
ଶ୍ରୀ ଚରଣେ ଶରଣ ଦିଅନ୍ତୁ ହେ ନାଥ ଜୟ ଜୟ ଜଗନ୍ନାଥ ।
👁️🙏🏻👁️
Jai shree jagannath mahaprabhu 🙏❤️❤️♥️♥️🙏🙏🙏🙏🙏🙏
Jay Jagannath Jay Jagannath Jay Jagannath 🙏🙏🙏
Joy jagannath Swami Nayana patha gamibhabatume
जय जगन्नाथ 🙏🙏🙏🙏🙏🌷🌷🌷🌷🌷⚘️⚘️⚘️⚘️⚘️⚘️
Jay shree jagannath swami nayana pathagami bhabatume🙏🙏
Jay jagannath❤❤❤ 💙💙💙🙏🙏🙏🙏
Jay jagnnath ❤️😘❤️
ପ୍ରଭୁ ତାକୁ ଫେରେଇ ଆଣ 🙏🙏😭😭😭😭
💖 Radhe 💖 Radhe 💖 Krishna 💖💖💖
Apekshya karithilli....
Mo Kalia suna ra anuvuti suniba paiin....
Love you mo Kalia suna 🔴‼️🔴🚩🚩🚩🚩🚩🚩🚩
Jay Jagannath Jay Jagannath Jay Jay Jagannath
Jay Jagannath pravu 🙏🙏🙏🙏
Dhanya tume Madhusmita maa ..tumaku pranam
Jay jaganth swami kiii 🙏🙏🙏
Jai jagannath Prabhu 🙏🏻
Koti koti pranam prabhu aapnka paada tale
🔴‼️🔴 Jay shree jagannath 🪔🪔🪔🙏🙏🙏♥️🚩
ଜୟ ଜଗନ୍ନାଥ 🙏🙏🙏
Jay Jagannath ମହାବାହୁ ❤
Mahapravu jay jagarnath 😢❤
Jayserrejagannth
Jayjagannatha 🙏🙏🙏
He prabhu ❤🙏🏻
Jay shree Jagannath ji