Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police
ฝัง
- เผยแพร่เมื่อ 23 ก.ย. 2024
- Janata Zindabaad: Bharatpur Police Station Case| ଭରତପୁର ବିବାଦରେ କାହା ସପକ୍ଷରେ ଜନତା | Army Vs Police #JanataZindabaad #BharatpurPoliceStation #Bharatpurcase #ArmyVspolice #NewsUpdate #PublicOpinion #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...
ସମାଜ ଯେମିତି police ସେମିତି. ସମାଜ ଯେମିତି ବ୍ୟବହାର ଦେଖାଇ ସେମିତି ବ୍ୟବହାର ପାଏ.
ଓଡିଶା ପୋଲିସ ଙ୍କୁ ଆଉ ଲୋକେ ଭରସା କରୁ ନାହାନ୍ତି
ଯେମିତି ସମାଜ ସେମିତି police. ଏଥି ପାଇଁ ସମାଜ ହିଁ ଦାୟୀ
Samaj change hue kintu police ra low and order au discipline change haba kathaki
ତମ ଚବିଶ ବର୍ଷର ସରକାର ସେଥିପାଇଁ ଦାୟୀ ।
ପୁରା system ଖରାପ ....ପ୍ରତି state ରେ police ର ମୁଖ୍ୟକୁ army ରୁ posting ଦିଆଯିବା ଉଚିତ୍
Hm jammu kashmir bhali kale tme jou gandi teki bulucha seita sabada hoijiba
ଗୋଟେ କଳୁଷିତ ସମାଜ ରେ ଭଲ ପୋଲିସ ଆଶା କରିବା ମୂର୍ଖାମି ର ପ୍ରଳାପ. ଯେମିତି ସମାଜ ସେମିତି police
Samaja bhitre apnaa bi jauchnti.😅😅😅
ଯିଏ ଯେମିତି ସମାଜରୁ ଆସିଥିବ..... ସେଇପରି ସ୍ଵଭାଵ ହେଇଥିବ....... ଓଡ଼ିଶାର ଲୋକ ଆମେରିକା ଭଳି ସେବା ଖୋଜିବା ନିହାତି ହାସ୍ୟାସ୍ପଦ
ପୋଲିସ ଅଛନ୍ତି ତାଙ୍କର ବଦଳି ହେଲେ ଏରିଆ ର ଲୋକ କାନ୍ଦନ୍ତି। ପୋଲିସ ଅଛନ୍ତି ତାଙ୍କ ବଦଳି ପାଇଁ ଜନତା ମନ୍ଦିର ରେ ଦୀପ ଜାଳି ପ୍ରାର୍ଥନା କରନ୍ତି।
ପୁଲିସ ଚାକିରିଆଙ୍କର ଉପୁରୀ ରୋଜଗାର । ସେଥିଲାଗୀ ସେମାନେ ଖାଇବେ ଦାମିକା ମାଛ ଇଲିସି ।
ସାଧାରଣ ଜନତା ଜେତେବେଳେ ଥାନା ବ୍ଲକ ଓ ତହସିଲ ଅଫିସ୍ ରେ କୌଣସି ତାର କାମ ଥିଲେ ଟଙ୍କା ନଥିଲେ କାମ ହେବନି
ଆଜି କାଲି news media କୋଉ ଯାତ୍ରା ଡାଇଲଗ ଠାରୁ କାମ ନୁହେଁ
ବହୁତ ବଢିଆ ଉପସ୍ଥାପନା
ତମେ ସବୁ ଯୋଗ୍ୟ ଯୋଡ଼ି ଆଶା କରେ ଆପଣ ମାନେ police ରେ join କରନ୍ତୁ ଭଲ ହବ
ଜଣେ ମହିଳା ଓକିଲ ପୋଲିସ ର ଆଶ୍ରୟ ପାଇଁ ଯାଇ ଥିଲା ଅର୍ଦ୍ଧ ରାତ୍ରି ରେ। ମାଡ଼ ଖାଇ, ହାଡ଼ ଭଙ୍ଗାଇ, ଉଲଗ୍ନ ଅବସ୍ଥାରେ ବୋହାହେଲେ ଡାକ୍ତରଖାନାକୁ। ତା ସାଙ୍ଗକୁ ପୋଲିସ କେଶ୍ ତାଙ୍କ ବିରୁଦ୍ଧରେ😲। ଅଥଚ ଓକିଲ ମାନଙ୍କ ମଧ୍ୟେ କୌଣସି ପ୍ରତିକ୍ରିୟା ଦିଶୁନାହିଁ।
ଓକିଲ ମାନେ ଶୋଇ ରହିଛନ୍ତି କିମ୍ପା ?
ଭାଇ ଜଣକ କହିଲେ ସଞ୍ଜୀବ ପଣ୍ଡା ଜଣେ ଭଲ ପୋଲିସ, ସଞ୍ଜୀବ ପଣ୍ଡା କେମିତି କା ବିଜେଡି ର ଗୋଲାମୀ ତହା ACF ସୈମ୍ୟରଞ୍ଜ ମହାପାତ୍ର କେସ୍ ରେ ଓଡ଼ିଶା ବାସୀ ଭଲଭାବରେ ଜାଣି ଛନ୍ତି।
Police should not do like Bharatapur.
We r waiting for justice
ଶାସନ ସମ୍ଭାଳିବାକୁ ହେଲେ , ଜନ ଅନୁଶାସନ ନୀତି ନିହାତି ଦରକାର ...
ରାବଣକୁ ଶାସନ କରିବା ପାଇଁ , ଶ୍ରୀ ରାମଚନ୍ଦ୍ର କ'ଣ କରିଥିଲେ ...
Request to DCP to call for public and police meeting in cuttack and BBSR.
Very good program
ଆମେରିକାରେ ସବୂ ପୋଲିସର ପୋଷାକରେ କ୍ୟାମେରା ଲାଗି ଥାଏ। ତାଙ୍କର ସବୁ ଚାଲି ଚଳନ ରେକର୍ଡ ହୁଏ। ନହେଲେ ସେମାନେ ନିଜ ପାଓବାରର ବ୍ଯବହାର କରି ନିଜେ କ୍ରାଇମ କରିବେ।
Police rakhyasa
Don't try to give good certificate to police as maximum in this department r corruption
ସବୁ ପୋଲିସ ଅଧିକାରୀ ସମାଜ କାଳୀଙ୍କ
Bhai tame bhala nachuchha❤❤❤❤
ସମସ୍ତେ ଟିକେ satyam abe jayate programme...amir khan ଙ୍କ show about police...... ଦେଖନ୍ତୁ...
ଆଜିକା ସମୟରେ ପାନ ଦୋକାନରେ ବି ସିସି ଟିଭି ଲାଗିଛି। ଥାନାବାଲା କହିଁକି ସିସିଟିଭି ଖୋଲି ଦେଲେ ।
No one should give clean ceat to police as most police personnel like 70% bad and notorious.
ଶ୍ରୀରାମ ପାଖକୁ ଯଦି , ରାବଣ ରୁପରେ କିଏ ଆସେ , ତେବେ ତାକୁ କ'ଣ କରାଯିବ
5 ବର୍ଷ ରେ ଥରେ ସରକାର ବଦଳିବା ଭଳି ପୋଲିସ ମଧ୍ୟ ବଦଳିବା ଦରକାର
Public ହିଁ ଏଥି ପାଇଁ ଦାୟୀ
Public re tme b asucho...you are too responsible for this
System bhala haba darker.... kiye bhala... kharab moro kaun haba
Why these police officials of bharatpur r not arrested
High way ରେ helment check କରିବ 😅😅 accident ହେଇକି road ଜାମ ହେଇକି public ମରିଯିବେ ରେ ଆଣ୍ଠୁ ରେ ବୁଦ୍ଧି ଥିଲେ ଯାହା ହବ
Police department's chief be the Army officer
Samasty kharapanoha polece adhika posting deajao
Thana re Bina Paisa re kichhi kama huyeni odisha police bhrastachari police service time 25 year ru adhika na heba darkar
Not seva torchring common people
Anchor Bhai the way you are anchoring, it's looking nice. But your dressing sence is looking like u have returned from Goa..
Sata katha kounasi thanare fir rakhantini
We care, we dare police ra slogans sethire we care nahin kebala we dare achhi bharatpur bhali ghatana ghateiba pain.
Police department ta nhi polluted and corrupted. Na kahiba bhala
A iic kemiti police service paila ..kete number rakhithila taku investigation karajau...mate laguchi paisa dei chakiri karichi Sethi paain paisa collection karuchi...sadakchhap Pari hauchi
Police bada badia netanka chakara
Pari Mamata katha Bahana karani... Ebe kana hauchhi seita dekha ...police au govt pain drama chalila.. Justice for Army officer and his friend...Army wala nka duty police dekhile palei asibe ...
Police bhaai maananku bahut garam heuchi, sethipaain pant kholi rahibe.
Bhai tame jatra party re kama karuthila ki
50 age sabu police chakiri chada
5 percent police thik achhanti
Sabu police. Nuhanti Jane Jane police achanti f I r rakhu chanti ,kali asiba bujhu nahanti,kete thara thanaku jibu
Police is a rude thing
Bjd sabu lop karideichi Bhai bhauni mane
1 ,masa agaru cc caymora chayk Kara jaou
24 barsa sasanare sabu besasana dhari jaichanti
ganta debate karuchanti, sabu choro ki kichi chora thanti. police au politician upare lokara bharasa nahi
A bhai jun 6 par katha kahile time bjd loka
Worst department. Is police
ଆଜିର police ବ୍ୟବହାର ପାଇଁ ସମାଜ ହିଁ ଦାୟୀ.
Kartyabyare ojagya
One side discussion 😂😂
Lokank pain police thana heichi hele loka thana ku jiba pain daruchanti kahinki? Odisha re abe bjp sasan kintu system bjd ra
Athi pain bjd dai
Khandagiri police bi maha maghia..
100 re 90 kharape shabu lanchua
Bum dhariba Bala bhata acting karuchhi
Police is thife
Chora khaochanti
😂😂😂😂😂😂😂😂😂
ଭୁବନେଶ୍ୱର ର ଲୋକ ସମସ୍ତେ ଗାଲୁଆ ଆଉ ଚୋର
Tu salati bjd ra chamacha
Police station become place of goons. Thanks janta reply.