Rajadhanire ପିଠା ପସରା || ଓଃ କି ସୁଆଦିଆ☺️ || MoPitha || Odisha ||

แชร์
ฝัง
  • เผยแพร่เมื่อ 18 ก.ย. 2024
  • ପିଠା ହେଉଛି ଆମ ଓଡ଼ିଆ ଘରର ପରମ୍ପରା। ପ୍ରତ୍ୟେକ ପର୍ବପର୍ବାଣୀରେ ସମସ୍ତଙ୍କ ଘରେ ପିଠା ହୋଇଥାଏ ଏବଂ ସେହି ପିଠାକୁ ଆମେ ଅତି ଆଗ୍ରହର ସହ ଖାଇଥାନ୍ତି। ଭୁବନେଶ୍ୱରରେ ଦୁଇ ବନ୍ଧୁ ଏହି ପିଠାକୁ ନେଇ ଏକ ସ୍ୱତନ୍ତ୍ର ବ୍ୟବସାୟ ଆରମ୍ଭ କରିଛନ୍ତି। ଆମ ପିଠାକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ କରିବାକୁ ତାଙ୍କର ଲକ୍ଷ ରହିଛି। ଆଉ ଏକ ବଡ଼ କଥା ହେଉଛି। ଏହି ପିଠାକୁ ଗୃହିଣୀମାନେ ହିଁ ପ୍ରସ୍ତୁତ କରୁଛନ୍ତି। ଏହା ଦ୍ୱାରା ୨୦ରୁ ଅଧିକ ମହିଳା ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଗୋଟିଏ ଷ୍ଟଲରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ୭ରୁ ଅଧିକ ଷ୍ଟଲରେ ପହଞ୍ଚିଛି। ଆମେ ସହୀଦନଗରସ୍ଥିତ ମୋପିଠା ଷ୍ଟଲକୁ ଯାଇ ଏହି ବ୍ୟବସାୟ ପଛର କାହାଣୀ ଜାଣିବା ସହ ପିଠା ମଧ୍ୟ ଖାଇଲୁ।
    ଯଦି ଆପଣମାନେ ମା'ମାନଙ୍କଙ୍କ ସ୍ନେହର ହାତରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁଆଦିଆ ପିଠା ଖାଇବାକୁ ଚାହାନ୍ତି। ତେବେ ମୋ ପିଠା ଷ୍ଟଲକୁ ଆସି ପାରିବେ କିମ୍ବା ଜୁମାଟୋ ଭଳି ଅନଲାଇନ ଆପ କିମ୍ବା ମୋବାଇଲ ନମ୍ବର ଦ୍ୱାରା ମଧ୍ୟ ଅଡର ଦେଇ ଘରକୁ ପିଠା ଆଣି ପାରିବେ।
    Website- www.mopitha.com
    Mobile Number 👇
    9692087767
    7008978525
    #Odisha #Bhubaneswar #SatyajitVlogs #Odiapitha #Mopitha #Food #Goodfood
    #Odiavolgs #traditionalFood #odisha #food #foodie #foodlover #foodblogger #ପିଠା
    #pitharecipe #pitha #odiaculture #odiafestival #festivefood #festivefoodrecipes
    #odishafoods #odishatourism #testyfood #odishafoodcrush #odiafood #odiafoodvlog

ความคิดเห็น • 10