ଭୁବନେଶ୍ୱରରେ ୨୦ ଟଙ୍କାରେ ପଖାଳ || Rabi Bhai Pakhala || Odisha ||

แชร์
ฝัง
  • เผยแพร่เมื่อ 18 ก.ย. 2024
  • ମାନବିକତାର ପରିଚୟ ଦେଉଛନ୍ତି ରବି ଭାଇ। ଆଜିର ମହଙ୍ଗା ଦୁନିଆରେ ସେ ଦିନମଜୁରିଆଙ୍କ ପେଟର କଥା ବୁଝୁଛନ୍ତି। ଭୁବନେଶ୍ୱର କଳ୍ପନା ଛକରେ ଗତ ୨୫ ବର୍ଷ ଧରି ଦୋକାନ କରି ଅଳ୍ପ ଟଙ୍କାରେ ଖାଇବାକୁ ଦେଉଛନ୍ତି ପଖାଳ। ପ୍ରଥମେ ଗୋଟିଏ ପଖାଳ କଂସାର ମୂଲ୍ୟ ୫ଟଙ୍କା ଥିବାବେଳେ ଏହା ଏବେ ୨୦ ଟଙ୍କାରେ ପହଁଚିଛି। ରବି ଭାଇ ଲାଭ କରିବାକୁ ମନ ନ ବଳେଇ ଗରିବଙ୍କ ଦୁଃଖ ବୁଝୁଛନ୍ତି। ସ୍ୱାର୍ଥପର ଦୁନିଆରେ ମହାନ ମଣିଷ ରବି ଭାଇଙ୍କୁ ହୃଦୟରୁ ଧନ୍ୟବାଦ।
    #odisha #bhubaneswar #rabibhaipakhala #odishanews #odishafoods #odishafoodgallery #odia #odiafood #odiaculture #odiapakhala #odiavlog #odiafoodvlogs #bhubaneswarvlogs #odishatourism #pakhaladibasa #satyajitroutvlogs #odiashorts #odishanews #odia #ilovepakhala #ପଖାଳ #ଓଡ଼ିଆଖାଦ୍ୟ #ଭୁବନେଶ୍ୱର #ରବିଭାଇପଖାଳ #ଓଡ଼ିଆଭିଡିଓ #ଓଡ଼ିଆଖବର #ଓଡ଼ିଆspecialvlog #odishatourism #odishalike #pakhaladibasa #pakhalaeating #pakhalabhata #pakhalarecipe

ความคิดเห็น • 11

  • @AlokChandravlogs
    @AlokChandravlogs ปีที่แล้ว +1

    ଖୁବ ସୁନ୍ଦର

  • @sambitdas3403
    @sambitdas3403 ปีที่แล้ว +1

    Rabi Babu Bhagwan Apanku aau Apanka Paribara Lokanku Bhalare Rakhantu ❤️🙏

  • @BikashKumarDutta-jx7wc
    @BikashKumarDutta-jx7wc ปีที่แล้ว +1

    God bless you bhai❤❤❤

  • @ryano1588
    @ryano1588 ปีที่แล้ว

    ❤❤❤

  • @paramanandabiswal6300
    @paramanandabiswal6300 ปีที่แล้ว

    ଅତି ସୁନ୍ଦର ଭାଇ। ❤❤

  • @sthitaprajnamishra3133
    @sthitaprajnamishra3133 ปีที่แล้ว +1

    କାଲ ଆକ୍ଟିଂ ଭଲ ଲାଗିଲା😂❤

  • @debasispanda7389
    @debasispanda7389 ปีที่แล้ว

    ଖୁବ୍ ସୁନ୍ଦର ସତ୍ୟ ବାବୁ। ଏମିତି ଭିଡିଓ ସବୁବେଳେ କରନ୍ତୁ। ଆମେ ଆପଣଙ୍କ ଭିଡ଼ିଓକୁ ଅପେକ୍ଷା କରିଛୁ।

  • @mintybreez
    @mintybreez 6 หลายเดือนก่อน

    Kancha lanka 2 ta darkar 😅

  • @gourabbehera6170
    @gourabbehera6170 5 หลายเดือนก่อน

    RABI BHAI PAKHALA NA RE TIFFIN RE PROFIT PAUCHHATI , THIS IS PURE CLEVER BUSSINESS ,TELL HIM NOT SELL TIFFIN AND SELL ONLY PAKHALA IN RS.20. BECAUSE HIS CUSTOMER ARE HUGE .

  • @geetanjalibehera8012
    @geetanjalibehera8012 3 หลายเดือนก่อน

    ଜୟ ଜଗନ୍ନାଥ 🙏ପ୍ଲିଜ଼ ମୋ ଚା ନେ ଲ କୁ ସ ପ ଟ କରନ୍ତୁ ପ୍ଲିଜ଼ ଭାଇ 🙏

  • @sonalirout2385
    @sonalirout2385 ปีที่แล้ว

    ❤❤❤