Baba pranam, Jaya jaganath, baba jai phula Malika re bhaut mulya ban katha kahi chanti, auu bahut sikhi ba ku bi mile, baba Jane sadharana loka nuhanti, satare bhaut bhala.
Jay Jagannath baba apanka katha ❤️❤️ touch karuchi apanku comment debaku more jogyata nahi I am proud of you mo Jagannath nka bani apanka kathare sova pauthibaru God bless you maharaja
ଗୃହରେ ରହି ବାବା ଧର୍ମ ପାଳନ କରିବା ବାପା ମାଆଙ୍କ ଖବର ବୁଝିବା ଏଇ ପୃଥିବୀରେ ବଡ଼ କଥା ଆଉ କିଛି ହିଁ ନାହିଁ।ଏହି ଭିଡିଓ ଦେଖି ବହୁତ ଖୁସି ଲାଗିଲା।ମୋର ଧନ୍ୟବାଦ୍।
ଆହା କି ଭାଗ୍ୟ ମୋର ଏମିତି ସୁନ୍ଦର କଥାଟିଏ ଏ ସ୍ବାର୍ଥ ସମାଜରେ ଶୁଣିବାକୁ ପାଇଲି ❤❤❤❤ ଜୟ ଜଗନ୍ନାଥ 🙏🙏🙏🙏
ହରି କଥା ବିନା ଏ ମଣିଷ ଜନ୍ମର ମୂଲ୍ୟ କିଛି ନାହିଁ ,,,ଜୟ ଶ୍ରୀ ଜଗନ୍ନାଥ 🙏
ବାବା ଙ୍କ ଉପସ୍ଥାପନା ବହୁତ ସୁନ୍ଦର
ବାବା ପ୍ରଣାମ ,ବହୁତ ସୁନ୍ଦର ଆଲୋଚନା କରିଛନ୍ତି। ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁଛି
Jai jagarnath , ବହୁତ ସୁନ୍ଦର ଦିବାକର ମହାରାଜା, ଆପଣଙ୍କ ଭଳି ଜ୍ଞାନ ଦେବା ବାବା ଙ୍କୁ ଶତ ପ୍ରଣାମ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ହୃଦୟକୁ ଛୁଇଁଲା ବାବା ପ୍ରଣାମ ଜୟ ବାବା ପଞ୍ଚସଖା
ବହୁତ ସୁନ୍ଦର episode ଧନ୍ୟବାଦ ଦେବାଶିଷ ବାବୁ ଆଗକୁ ଏମିତି ଭଲ ଭଲ episode କରନ୍ତୁ ଆଉ ଆଗକୁ ଆଗକୁ ଯାଆନ୍ତୁ
14 ବର୍ଷ ପୂର୍ବେ ଭୁବନେଶ୍ୱର ଜନତା ମଇଦାନ ପଡିଆ ରେ ଏକ ସାଧୁ ସମିଳନୀ ରେ ବାବା ଦିବାକର ଙ୍କ ପ୍ରବଚନ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ଏତେ କମ ବୟସରେ ଜଗନ୍ନାଥ ଙ୍କ ନୀତି କ୍ରାନ୍ତି ବିଷୟରେ ଏମିତି ନନଷ୍ଟପ ପ୍ରବଚନ
ଦିବାକର ବାବା ଙ୍କୁ ସାଧୁବାଦ, ସୁନ୍ଦର ଆଲୋଚନା , ସାଧୁଜେ ମଳୟ ପବନ କାଷ୍ଟ କୁ କରନ୍ତି ଚନ୍ଦନ , ଜୟ ଜଗନ୍ନାଥ 🙏
ବାବା ପ୍ରଣାମ ଜୟ ଜଗନ୍ନାଥ
ଜୟ ଶ୍ରୀ କୃଷ୍ଣ ଦିବାକର ବାବା ମୁଁ ଗୈାରହରୀ ଜଗତସିଂହପୁର ଜିଲ୍ଲାର ଗଡ଼କୁଜଙ୍ଗ ପୋଲାଙ୍ଗ ଗ୍ରାମର
ଧନ୍ୟବାଦ ଦେବା ଶିଷ ବାବୁ ବାବା ଦିବାକରକଙ କଥା ବେଶ୍ ହୃଦୟସ୍ପର୍ଶୀ ତାଙ୍କୁ ଶତକୋଟି ପ୍ରଣାମ ଆଗକୁ ଏମିତି ଅନେକ
ବାବା ଆପଣଙ୍କ କଥା ହୃଦୟପର୍ଶି ମନ ହେଉଛି ସବୁବେଳେ ଶୁଣୁ ଥାଆନ୍ତୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଆପଣ ସବୁବେଳେ ଏମିତି ହସୁ ଥାଆନ୍ତୁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଭଲରେ ରଖନ୍ତୁ ସମସ୍ତ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏
Baba nku mora pranam sundar alochana suni khusi lagila mana santi heigala🙏🙏🙏♥️♥️♥️🌹🌹🌹
Jay Jagannath 🙏🙏Baba pranam🙏🙏Manaku chhuela bahut vala lageche🙏🙏
ବାବା ଜୟ ଜଗନ୍ନାଥ 🙏🙏🙏🙏🙏 ଧନ୍ୟବାଦ୍ ଦେବାଶିଷ ଭାଇ 🙏🙏🙏🙏🙏
Tq sir babanku anithibaru ❤❤❤❤
ଭଲ ଲାଗିଲା ବାବାଙ୍କ କଥା 🙏
ଧନ୍ୟବାଦ ଭାଇ ଆପଣଙ୍କ ସହେଯାଗ ଲାଗି ❤❤
Dear brother Debasisbabu BABA BAJRANGBALI blessed to your life path
ବହୁତ୍ ସୁନ୍ଦର୍ ଅଧ୍ୟାୟ ଟିଏ....... ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🙏🙏🙏🙏🙏🙏🙏
ପ୍ରଭୂ ଅଚ୍ୟୁତ ଶରଣଂ
ନିଳା ଚଳ ନିବାଶାୟ
ନିତ୍ୟାୟ ଶୁଦ୍ଧାୟ ପରମା ତ୍ମନେ
ବଳଭଦ୍ର ଶୁଭଦ୍ରା ଭୋଁ ଜଗନ୍ନାଥ ୟତେ🎉🎉🎉 ନମଃ
ନୀଳାଚଳ ନିବାଶାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ୍ ଜଗନ୍ନଥାୟତେ ନମଃ 🙏🏻🙏🏻🙏🏻 ଜଗନ୍ନଥଃ ସ୍ୱାମୀ ନୟନପଥଗାମୀ ଭବତୁମେ 🙏🏻🙏🏻🙏🏻
Jay Jagannath
Pranam baba ଆଖିରୁ luho ଆସିଗଲା🙏🏻🙏🏻🙏🏻
Baba dibakar das maharaj ki jay
ଜୟ ପଞ୍ଚସଖା 🙏🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏🙏
ସତରେ ବାବା ଆପଣ ବହୁତ ଭଲ ସବୁବେଳେ ଆମକୁ ଆଧ୍ୟାତ୍ମିକ କଥା ଗାଥ ଶୁଣାଇଛନ୍ତି
Jaya Jagannath swami 🎉🎉🎉🎉
ଧନ୍ୟବାଦ ଭାଇ ବାବା ଦିବାକର ଙ୍କୁ ଆପଣଙ୍କ podcast ନିମନ୍ତ୍ରଣ କରିଥିବାରୁ
ଏ ଭିଡିଓ ଦେଖି ମୋତେ ବହୁତ୍ ଭଲ ଲାଗିଲା thankyou so much debasish sir 🙏
ଆଲୋଚନାଟି ଖୁବ୍ ସୁନ୍ଦର ଲାଗିଲା। ବିଶେଷ କରି ବାବାଙ୍କର କାର ଦୁର୍ଘଟଣା ଓ ଦାରୁ ବୃକ୍ଷର ଆବିର୍ଭାବ ଏହା ହିଁ ଦିବ୍ୟାନୁଭୂତିର ଏକ ମାର୍ମିକ ସ୍ବାକ୍ଷର। ଏପରିକି Podcast ର ସଂଯୋଜକ ମଧ୍ୟ ଦିବ୍ୟ ଅନୁଭୂତିରେ ମଜି ଯାଇଥିଲେ। ଖୁବ୍ ମର୍ମସ୍ପର୍ଶୀ ହୋଇପାରିଛି ଆଲୋଚନାଟି। ଜୟ ଜଗନ୍ନାଥ।
ଦେବାଶିଷ ବାବୁ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ବିବାକର ବାବାଙ୍କୁ ପ୍ରଣାମ
ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ⭕♥️⭕🚩🙏🚩
Khub sundor hoyeche.
Baba nku bahut dhanyawad.
ବାବା ପ୍ରଣାମ, ଆପଣ ମାଳିକା ଉପରେ ଯାହା କହିଲେ ତାହା ଅବଶ୍ୟ ଘଟିବ ମୁଁ ଭି ମଧ୍ୟ ମାଳିକା ପଢୁଛି ଓ ନିଜକୁ ସୁଧାରି ନେଇଛି।
Baba apnaku paranm 🙏 Jay jagannath 🙏🙏🙏🙏🙏
Jay jagannath prabhu 🙏🙏🙏🙏
ଜୟ ଜଗନ୍ନାଥ ଜୟ ପାଞ୍ଚ ସଖା 🙏🏻🙏🏻🙏🏻
Bahut Sundar katha kahile baba.....sasu bohu nka topic re
Baba nku mora koti koti 🙏🙏🙏
ଦିବାକର ବାବା ପ୍ରକୃତ ବାବା ଅଟନ୍ତି କାରଣ ସେ ଠିକ୍ ନୀତି ନିୟମ ଭିତରେ ଜ୍ଞାନ ଅଜିନ କରିଛନ୍ତି ତାଙ୍କୁ ଦୂରରୁ ପ୍ରଣାମ❤❤❤
Jay Jagannath Swami
Jay shatya Sanatan.
Jay shatya sudarshan mohaprabhu
Shre jagannath 🙏💙🙏💚🙏❤🙏💜🙏💚🙏🚩🙏
Jay.guru.swami.pranam❤❤
ଅପେକ୍ଷା ଦ୍ୱିତୀୟ ଭାଗକୁ.......🙏
Ki sundara katha akhiku luha asigala . Dhanya bhakta , Dhanya Jagannath
ଆଖିରୁ ଲୁହ ଖାସି ପଡିଲା ବାବା ଆପଣଙ୍କ କଥା ଶୁଣି। ଆପଣଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ।ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢
ଖୁବ୍ ସୁନ୍ଦର
🕉️ Jay shree jagannth 🕉️ Jay pancha sakha namah.🌹🌹🌹🌹🌹🪔🪔🪔🪔🪔🛐🧘 So much thanks baba pranam.💐🙏🙏
ମୁଁ ସବୁ ପ୍ରକାର ପୋଡ଼କାଷ୍ଟ ଦେଖେ ସେ ହିନ୍ଦୀ ର ହଉ କି ଓଡ଼ିଆ ର କିନ୍ତୁ ଆଜି ପର୍ଯ୍ୟନ୍ତ କାହା ର ବି ପୋଡ଼କାଷ୍ଟ କୁ ରିପିଟ ଦେଖିନଥିଲି ପ୍ରଥମ ଥର ପାଇଁ ଦୁଇଟି ପୋଡ଼କାଷ୍ଟ କୁ ରିପିଟ ରିପିଟ କରି ବାରମ୍ବାର ଦେଖୁଛି ନାଗା ବାବା 🙏 ଓ ଦିବାକର ବାବା🙏 କେତେ ସୁନ୍ଦର ଲାଗୁଛି ।
ଧନ୍ୟବାଦ ଦେବାଶିଷ ଭାଇ 💐
ଜୟ ଜଗନ୍ନାଥ 🙏
ବାବା ପ୍ରଣାମ
, ଦିବାକର ବାବା ପ୍ରଣାମ, ଆପାନଙ୍କର ସବୁ ଭିଡ଼ିଓ ଦେଖୁଛି, ଆଉ ଅଧିକ କଣ କହିବି ? ଆପଣଙ୍କୁ କୋଟି କୋଟି ପ୍ରଣାମ, 🙏🙏🙏🙏🙏🙏🙏🙏🙏
Dibakar baba bahtu bhala Ama Ganku Sri Rama Charitra Manasa ku Ashanti jey Jagannath🙏 baba❤
very talented &learning person .
ବାବା ଦିବାକର ଙ୍କୁ part-2 ଭିଡ଼ିଓ ରେ ଡାକୁନ୍ତୁ ବହୁତ ଭଲ ଲାଗିଲା ଭିଡ଼ିଓ ଏମିତି ଦେଖୁଥା ଆଉ ଶୁଣୁଥା ପାରି
Jayjagannathbaba
🚩ଜୟ ଶ୍ରୀ ଜଗନ୍ନାଥ🙏🏻🥰 ଜୟ ଶ୍ରୀମନ ନାରାୟଣ 🥰🙏🏻🚩ଜୟ ଶ୍ରୀ କୃଷ୍ଣ ରାଧେ ରାଧେ 🙏🏻🥰🥰🙏🏻🙏🏻🥹🥹🥹❤❤❤❤
ତପ ର ଜୟ କେବେ ଦେଖିନୁ। ଅନ୍ୟ ପକ୍ଷରେ, ସେ ଯବନ ଆକ୍ରମଣ ହେଉ ବା ଫିରିଙ୍ଗି ଆକ୍ରମଣ ହେଉ ତୋପ ର ହିଁ ଜୟ ହୋଇଛି।
Ati sundar lagila, Baba nku moro pranam.Thanks to Debasis for inviting such spiritual person.
Baba tumaku aneka aneka pranam. Bahut Bahut dhanyabada
Jay jagarnath
Guruswami 🙏
Jay Ma a tarini 💞💞
ବହୁତ୍ ସୁନ୍ଦର podcast 😊 thank you Debasish sir
Deba bhai please once again make a podcast with this great babaji.
Jay jagannath pranam baba 🙏🙏🙏🙏🙏
Pranam Baba. Bahut badhia episode.
Jay Jagannath Diwakar Nana 🙏🙏🙏❤
Apanaka Katha bahut bhala laguchi
Babanka Samasta katha Bahut Hrudayaspsi Satya upare Adharita Dhanyabada Debasis Babu Sakhytkara pae
Baba pranam, Jaya jaganath, baba jai phula Malika re bhaut mulya ban katha kahi chanti, auu bahut sikhi ba ku bi mile, baba Jane sadharana loka nuhanti, satare bhaut bhala.
Thanku baba. Thanku somuch. God bless you 🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌🙌💥💥💫💨💦
Jay Jagannath baba apanka katha ❤️❤️ touch karuchi apanku comment debaku more jogyata nahi I am proud of you mo Jagannath nka bani apanka kathare sova pauthibaru God bless you maharaja
👏👏👏Jay Jagannath Baba🌺
Baba diakar das Maharaj Jay jagannath janchaskha mu apankka video sabubele mate bahuta bhala Lage mate sakhyata dekhibaku chanhuchi
ବାବା ଗୁରୁ ସ୍ବାମୀ ପ୍ରଣାମ
Mate tamku bhal lagsi baba 🙏🙏🙏🙏🙏🙏
ବାବା ଙ୍କର ସବୁ ଭିଡ଼ିଓ ମୁଁ ଦେଖେ , ବହୁତ୍ ଭଲ ଲାଗେ ।
Dhanyabad baba 16:37
Jai jagannath ❤❤❤ jai bhabadibar bapa pranam ❤❤❤❤❤
Baba 🙏🙏🙏
Jay jagannath Swami ⭕‼️⭕🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jaya Jagannatha 🙏🙏🙏🙏
Thank you for your podcast with Dibakar Dash maharaj
Baba dibakar is an honest devotee
Prabhu om Jay jagannath swami🙏
Gurudeva Apanku mora Anta koti Namskar
Jaya Jagannath ji bless us ❤❤👏🚩🙏🙏🙏🙏🙏
Jay jajaghnath
Jay Jagannath pranam.
Bhagabana tumaku dirghayu karantu Aemiti bhagabanankara gatha prachara karuthantu 🙏🙏🙏❤❤
Super vidi0 ❤️😍😍❤️😍❤️ baba namaskar
Jay Jagannath Nkar Jay🙏🙏🙏
Baba Apana mo pua Age ra Apananka katha bahut bhala laguchhi Jagannath Agakubadhantu Asirbad karuchhi Prabhu mangala karantu
ଜୟ ଜଗନ୍ନାଥ ଜୟ ମା ସାରଳା ବାବା ପ୍ରଣାମ
Jay jaganntha akhire luha asigala 🙏🙏🙏
Jay shree jagannath 🙏🙏🚩🚩🚩🚩
Jaybaba
Pranama baba jay jagannathswami
ଜୟ ଶ୍ରୀ ଜଗନ୍ନାଥ 🙏 ⭕ ‼️ ⭕ 🙏 ସତ୍ କର୍ମ ହିଁ ଭଗବାନ 🙏 ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ 🙏 ଦେବାଶିଷ୍ ଭାଇ 🥰 ଧାର୍ମିକ ଲୋକଙ୍କୁ ଆଣିଲେ । ଆମେ ଅପେକ୍ଷା ରେ ଥିଲୁ.... ହରି କଥା ।..... କହୁଥିବା ସାଧୁ ସନ୍ଥ ସନ୍ନ୍ୟାସୀ ଙ୍କୁ ଆଣିଲେ .... ଆହୁରି ଏମିତି ଭକ୍ତ ଙ୍କୁ ଆଣିବେ... ଆମର ଆଶା ବିଶ୍ଵାସ କେବେ ନିରାଶ କରିବେ ନାହିଁ 😢 ଏମିତି ଲୋକଙ୍କୁ ଆଣନ୍ତୁ । 😢😢😢😢
Jay kesaba narayana