ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଭଲ ଲୋକ ଯଦି ଦୁଃଖରେ ରହିବ ବଢେ ଅନ୍ତରରେ ଭକ୍ତି । ପାପକର୍ମ କରି ସୁଖରେ ରହିଲେ କ୍ଷିଣହୁଏ ତାର ଶକ୍ତି । ପାପକର୍ମ କଲେ ଅବେଳରେ ଜାଣ ଝଡ଼ିତ ପଢିବେ ଟୋକା । ଧର୍ମର ଦମ୍ଭରେ ବୁଢା ଚାଲୁଥିବେ ମୁଣ୍ଡରେ ଭିଡ଼ିଣ ଠେକା । ପାପ କର୍ମ କଲେ ମନେ ଭୟ ଥିବ କେତେବେଳେ କଣ ହେବ । ବାରହାତଖଣ୍ଡା ବାହାରିକି ସତେ କଳିର ପାପନାଶିବ । ଜୟ ମାଳିକା ବାଣି ।
🙏🙏🙏
Lllllllllllllllllllllllllllllllllll ll
Bohut bohut sanyabad Jay jagrnath Jai Jagannath
🙏🙏🙏🙏🙏
Ati sundar, ehi message ta samaja panyi gourab👏👏👏
ଗୁରୁଜୀ ପ୍ରଣାମ ଅତି ସୁନ୍ଦର୍
ଦୁଃଖ ର ବୋଝ ଏତେ ଯେ ଆଖିରେ ଲୁହ ଆସି ଖାଦ୍ୟରେ ପଡେ,ସହି ହେଉନି, ଭଗବାନ ଦୁଃଖ ଦୂର କରନ୍ତୁ,ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Same situation
👍🥰🥰😭😭😭😭
Mu b bahut kasta paou chhi
Same story😢😢
ଏହି କାହାଣୀ ଟି ସମ୍ପୂର୍ଣ୍ଣ ସୁଣିଲା ପରେ ବହୁତ ଖୁସି ଲାଗିଲା ଆଉ ବହୁତ ଭଲ ଶିକ୍ଷା ଆଉ ପ୍ରେରଣା ମିଳିଲା ବହୁତ ଧନ୍ୟବାଦ ଏହି ଭଳି କଥା କୁ ସମସ୍ତେ ଶୁଣନ୍ତୁ ଆଉ ବୁଝନ୍ତୁ ବୋଲି ମୋର ଆଶା
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
ati Sundar ❤🎉
ବାବା ପ୍ରଣାମ ଆପଣଙ୍କ କଥା ଶୁଣି ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ 🙏🙏🙏
Jay jagannath Jay panchasakha🙏🙏🙏🙏🙏
ଅତି ସୁନ୍ଦର ଚମତ୍କାର ହୃଦୟସ୍ପର୍ଶୀ ହୋଇପାରିଛି ❤❤👍👌
He Mahaprabhu 👏👏👏 He Chakanayana Prabhu Tume Kebala Bharasa
Guruji nku koti koti pranam Jay jagannath guruji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବାବା ଭିଡ଼ିଓଟି ବହୁତ ଭଲ ଲାଗିଲା ପ୍ରକୃତରେ ଭଲ ଲୋକଙ୍କ ଭାଗ୍ୟରେ ବହୁ ଦୁଃଖ ଅଛି ଭଗବାନ ନିଞ୍ଚୟ ଡାକ ଶୁଣିବେ ଆପଣଙ୍କ ତୁଣ୍ଡ ଶ୍ରୀ ତୁଣ୍ଡ ହେଉ ଜଗନ୍ନାଥ ଆପଣଙ୍କୁ ସଦା ଭଲ ରଖନ୍ତୁ ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ମା ବୁଦ୍ଧି ବାମନ 🙏🙏🙏
ବାବା ପ୍ରଣାମ 🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻 ବାବା ଆପଣଙ୍କ ଭିଡିଓ ମତେ ବହୁତ ଭଲ ଲାଗିଲା ଆଜି ପିଲା ମାନଙ୍କ ପାଇଁ ବହୁତ ସୁନ୍ଦର କଥା କହିଲେ ଜୟପଞ ଶାଖା,
Sata Katha Baba
Thanks!
ଅତି ସୁନ୍ଦର ଲାଗିଲା କଥାର ମିଠାସ ଥିଲା 🙏🙏
ବାବା ଆପଣଙ୍କ ଭଳୀ ସବୁଲୋକ ହୋଇଯାନ୍ତେକୀ ସତ୍ୟଯୁଗ ଆରମ୍ଭ ହୁଅନ୍ତା
ହେ ଦିବାକର ବାବା ଆପଣଙ୍କୁ ଗୋଟିଏ କଥା କହିବାକୁ ବାଧ୍ୟ ହେଉଛି ।ଏ ଅଧମ ବୟସ ବର୍ତ୍ତମାନ 66ବର୍ଷ ।ଆପଣ ଯାହା କହିଲେ ଶୁଣିଲି । ଗୋଟିଏ ସାଧାରଣ ମଣିଷଟିଏ । ଛୋଟ ପରିବାରରେ ଥାଇ ଅଶେଷ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡ଼ିଲାଣି ।ଏଇ ସାଧାରଣ ରକ୍ତ ମାଂସ ର ଦେହ ଧାରଣକରି ଥିବା ବ୍ୟକ୍ତିର ସହିବାର ସୀମିତ ଅଛି ।ଦୁଖକୁ ସହିଯାଅକହିବା ଆଉ ନିଜେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା ଯେ କେତେ କଷ୍ଟ କେବଳ ଅନୁଭବି ହିଁ ଜାଣିପାରିବେ ।ଏ ଅଧମ ସ୍ୱର୍ଗସୁଖ, ଇନ୍ଦ୍ରପଦ,ଅଥବା ପ୍ରଭୁଙ୍କ ସହିତ ମିଶିବାକୁ ମଧ୍ୟ ଚାହେଁ ନାହିଁ।ଜନ୍ମେ ଜନ୍ମେ ତାର ସେବା କରିବାକୁ ଚାହେଁ। ପତ୍ନୀ ଗଲାଣି ଗଲା ,ପୁତ୍ରକୁ ଯଦି ପ୍ରଭୁ ଓ ମାଆ ଭଲ ନକରିବେ ତେବେ କିଏ ତାକୁ ସେବା କରିବ ।ଆପଣ କହିବେ ଏ ଅଧମ ମାୟାରେ ଅଛି ବୋଲି।ନା ନା ଏଇ ପରିବାରରେ ଥାଇ ସବୁରି ଭିତରେ ତାକୁ ଦେଖି ସୁଖରେ ମରିଯିବା କୁ ଚାହେଁ ।ବୋପାଆଗରେ ପୁଅ ଯଦି ଦୁଃଖ ପାଏ, ତେବେ ପ୍ରଭୁ ସିନା ଡେରି କରିବେ ,ମାତା କଲ୍ୟାଣ ମୟୀ ସେ ସିନା ଦୁଃଖ ଦୂରୀଭୂତ କରି ସୁଖ ଦେଲେ ସିନା ପ୍ରାଣକୁ ଶାନ୍ତି ଲାଗିବ ।ନହେଲେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା କେତେଯେ ଯନ୍ତ୍ରଣା ଦାୟକ ,ଥରେ ମାଆ ହୋଇ ସନ୍ତାନର ଦୁଃଖକୁ ଅନୁଭବ କରନ୍ତୁ ଜାଣି ପାରିବେ। 2ୟ କଥାଏହିକିଯେ-ବାପା ମାଆ ଚାଲିଗଲେ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ପତ୍ନୀ ଚାଲିଗଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ଏକମାତ୍ର ସନ୍ତାନ ଶାରିରୀକ ପ୍ରବଳ ଦୁଃଖ ପାଇଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଘରେ ଏଇ ବୁଢା କାଳକୁ ରୋଷେଇ କରି ଖାଉଥା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଏ ସବୁର ମାନେ ଏ ଦାସ କିଛି ବୁଝେନା।କଣ ମଲାପରେ ପାଟିରେ ଅମୃତ ଦେବାର ମାନେ କ'ଣ ଅଛି । କେତେ ଦିନ ଆଉ କେତେ ଦିନ ଏ ସବୁ ଯନ୍ତ୍ରଣାର ଅବସାନ ହେବ,କଣ ଏହା ମଧ୍ୟ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ସେ ଯେମିତି ତାର ନିଜ ବଂଶକୁ ମାରି ବଂଶ ବୁଢା ଡାହୁକ ସାଜିଛି ,ଭାବିଛି ସେହିପରି କରି ବଡ଼ ପଣ ବୋଲାଇବ ।ତାକୁ ଦୀନବନ୍ଧୁ ଆର୍ତ୍ତତ୍ରାଣ ବୋଲି କିଏ କାହିଁକି ଡାକିବ ।ଦୁଇ ଭୁଜ ମେଲେଇ ବସିବାର ମାନେ କ'ଣ ଥାଇପାରେ।ତାକୁ କହିଦେବ ଏ ସବୁ ଏ ଦାସରେ ଚଳିବନି ।ଦାସ ପାଇଁ ତାକୁ କରୁଣାର ବାରି ଢାଳି କେବଳ ମଙ୍ଗଳ ହିଁ ମଙ୍ଗଳ କରିବାକୁ ପଡିବ।କାହିଁକି ନା ସମୟ ବହୁତ ଅତୀତ ହୋଇଗଲାଣି । ରହୁଛି ଦୋସୋଽହମ୍ । ଯୋଗାଯୋଗ -9438507252
Jaymaatarini 🙏🙏🙏🙏🙏🙏🙏🙏🙏🙏
Seriously baba bahut bhala lagila 🙏👍🙏
ଗୁରୁ ସ୍ଵାମୀ 🙏 ଜୟ ଜୟ ଚରମ ନାଥ
ବାବା ଆପଣଙ୍କୁ କୋଟି ପ୍ରଣାମ 🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ମାଳିକା 🙏 ମୁଁ ବି ଏଇ କଥା ବେଳେ ବେଳେ ଭାବେ ଆଜି ତା ଉତ୍ତର ପାଇ ଯାଇଛି🙏👌👍
Jaygurujayjagannath
ବାବା ପ୍ରଣାମ ଜୟ ଜଗନ୍ନାଥ🙏 ଜୟ କେଶବ ଠାକୁର ଜୟ ପଞ୍ଚସଖାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ
ଜୟ ଜଗନ୍ନାଥ 🙏🙏ଅତି ଉଚ୍ଚକୋଟୀର କାର୍ଯ୍ୟକ୍ରମ
Baba bhaut sundar katha
Guruji nku koti koti pranam Jay guru deba 🙏🙏🙏🙏🙏🙏🙏🙏🙏🙏
ଅତି ସୁନ୍ଦର ଭିଡିଓ ବହୁତ୍ ଭଲ ଲାଗିଲା
Apanka katha re mitha achhi. Apana jou katha kahu chhanti jadi bi voka lagu thiba e katha suni peta puri jauchhi. ❤n
Ati sundara Katha🙏🏼🙏🏼❤❤🎉🎉
ଜୟ ଜଗନ୍ନାଥ ଗୁରୁଜୀ 🚩🙏
ଜୟ ଶ୍ରୀ ଜଗନ୍ନାଥ ବୋହୁତ୍ ବୋହୁତ୍ ସୁନ୍ଦର୍ ଭୋହୁତ୍ ଭୋଳ 🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏକଥା ଶୁଣି ମୋ ଆତ୍ମା ସାତୀହେଇଗଲା
Har har mahadev 🙏🙏🙏
Pranam baba Jay Jagannath jay panchasakha ⭕‼️⭕🙏
Jay Jagannath 🙏🙏
Jay jagannath🙏🙏🙏
Jay Jagannath Jay panchasakha Jay sree Achyutananda Jay Gurudev Aapanku Koti Koti Namaskar baba
Jay jagannath🙏🙏🙏🙏🙏🙏🙏
Jay jaganath ଅତି ସୁନ୍ଦର 🙏🙏🙏🙏🙏
ମୁଁ ବହୁତ ମାନସିକ ଦୁଶ୍ଚିନ୍ତା ରେ ଥିଲି, ଆପଣଙ୍କ କଥା ଶୁଣି କିଛି ମାତ୍ରାରେ ମନକୁ ଅଶୋସ୍ତି ମିଳିଲା 🙏🙏🙏, ତଥାପି ବହୁତ କଷ୍ଟ ଅନୁଭବ କରୁଛି
Bahut bhala lagila baba jay jagannath
🙏🙏🙏 jay shree jagannath 🙏🙏🙏 jay shree pancha Sakha 🙏🙏🙏 baba apananku koti koti naman 🙏🙏🙏
Baba pranam 🙏 Jay jagannath 🙏 Jay panchasakha 🙏
🙏🙏🙏🙏Baba bahuto bhal lagila🙌🙌🙌👌👌❤❤❤ dil see love you baba akhiru luha asigala😢😢
Jay Jagannath
ଜୟ ଜଗନ୍ନାଥ ଵାବା ଆପଣଙ୍କ କଥା ଶୁଣିମୁ ବହୁତ ଖୁସୀ ଲାଗିଲା ମରିଵାରୁ ମୁକ୍ତି ପାଇଗଲୀ
Bahut sundar katha🙏🙏
🙏🙏🙏Jay jagannath maha prabhu 🙏🙏🙏
Dukha t vagaban jahaku deichhanti jiban Sara deichhanti
Jay jagannath Swami Jay panchasakha Jay baba Dibakar Das maharaj Jagataku udhar kara prabhu
ଆପଣ ଆମ ପାଇଁ ଗର୍ବ ଓ ଗୌରବପ୍ରଣାମ ବାବାLove you ❤Jai jagannath 🙏🙏🙏
ବହୁତ୍ ସୁନ୍ଦର୍, ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏
ଗୁରୁଜୀ, ସୁନ୍ଦର ବ୍ୟାଖ୍ୟା ସହିତ ଜୀବନ କୁ ସରସ ସୁନ୍ଦର ଗଢି ତୋଳିବାର ଅମୁଲ୍ୟ ଶିକ୍ଷ୍ୟା ଶିଖିବାକୁ ମିଳିଲା 🙏🙏 ଧନ୍ୟବାଦ
ଜୟ ମାଁ ତାରା ତାରିଣୀ 🚩🚩🚩ଜୟ ମାଁ ଡାଳ ଖାଇ 🚩🚩ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩ଜୟ ମାଁ ସୁଭଦ୍ରା 🚩🚩ଜୟ ମାଁ ଗ୍ରାମଦେବୀ 🚩🚩🚩
Ja maa dal khai❤😢😮🎉😅
Jay jagannath baba
Pranam baba 🙏🏼 Jay Jagannath 🙏🏼 Jay panchasakha🙏🏼
ହର ହର ମହାଦେବ 🙏🙏🙏🙏🙏
ମୋ ବାପା ହାତୀ ଆକ୍ରମଣରେ ପ୍ରାଣ ତିନି ଦିନ ହେଲା ପ୍ରାଣ ହରାଇଛନ୍ତି ,ଘରେ ୩ ଭଉଣୀ ଏବଂ ବୋଉ ,ମୁ ଘରର ବଡ଼ ଝିଅ , ବର୍ତ୍ତମାନ ଘର ଚଳେଇବା ପାଇଁ ବି କେହି ନାହିଁ ସେଥି ପାଇଁ ମୁଁ ବହୁତ ଚିନ୍ତା ରେ ରହୁଛି କିନ୍ତୁ ଏହି ଭିଡିଓ ଦେଖିବା ପରେ ମୋ ମନ ପରିବର୍ତ୍ତନ ହେଇଛି ଧନ୍ୟବାଦ୍ 🙏 ଦୁଃଖ ପରେ ସୁଖ ନିଶ୍ଚିତ ଆସିବା . ଜୟ ଜଗନ୍ନାଥ 🙏
Thnku sister
Jay 🙏 jagannath jay panchasakha
ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ॐ 🚩🌹ସାଇ 🚩🌹ରାମ🍀🚩🌱🌿🍀🚩☘️🌴🍀🚩🌿🍀🌺🌱🌹🌿🍀🚩ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ 🚩☘️ହନୁମାନ🚩🌴🚩🌴
Jay Shree Jagannathnka 🙏 jay panchasakha 🙏 baba pranam 🙏❤❤❤
Trahimam rakhya kara prabhu sri Hari Narayan 🙏🏻🙏🏻🙏🏻
ବାବା ପ୍ରଣାମ 🙏🙏🙏ବହୁତ ଭଲ ଲାଗିଲା ଭିଡ଼ିଓ ଟା ଦେଖି ବହୁତ କିଛି ସିଖୀ ବାକୁ ମିଳିଲା ଜୟ ଅଚୁତ ନନ୍ଦ ମହାପୁରୁଷ 🙏🙏🙏
Heart touching video baba Jay Jagannath 🙏
Jay jagannath 🙏🏻 Jay panchasakha
So beautiful explanation baba.
Bahut badhiya 👌
ବାବା ନମସ୍କାର ଆପଣଙ୍କୁ ଜଗନ୍ନାଥ ସମସ୍ତ ଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ🙏🙏🙏
Thank you baaba nice vedio 👌👌👍
It will help to grow forward in a positive manner. Speechless.Outstanding .
Jay jagannath 🙏🙏
Jay Jagannath 🙏🙏🙏
Jai shree ram 🙏Jai jagannath Swami 🙏Pranam baba 🙏🕉️🙏
Baba namaskare 🙏 Jay jagannath 🙏🙏🙏🙏🙏 Jay panchasakha 🙏🙏🙏🙏🙏🙏🙏🙏🙏🙏 Jay guru deb
ଜୟ ଜଗନ୍ନାଥ 🙏🙏🙏 ଜୟ ମହାପୁରୁଷ 🙏🙏🙏 ଜୟ ମା ସାରଳା 🙏🙏🙏 ବାବା ପ୍ରଣାମ 🙏
😅😅
Ghansuramrout
Jay jagannatha Jay pachasakha
jay🚩☘️ shree🌴🚩 guru☘️🚩 dev🚩☘️jay ☘️🚩shree ☘️🚩panchasakha☘️🚩jay 🚩☘️shree☘️🚩 hanuman☘️🚩jay 🚩☘️shree☘️🚩 jagannath☘️🚩
ଜୟ ଜୟ ଶ୍ରୀ ରାମ 🙏ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
Bahut sundara 🙏🙏🙏
Jay Panchasakha Jay Jagannath Jay Baba Dibakar ❤️❤️❤️💕💕💕💖💖💖
Bahut bhal ❤ radhe radhe
Nice episode👌👌👌👌 dibakar babake amar koti koti pronam🙏🙏🙏🙏 jay jagannath🙏🙏🙏🙏 jay panchasakha🙏🙏🙏🙏 love you vakti dibakar channel ❤❤❤❤❤❤❤❤❤❤❤❤❤❤❤❤❤❤
Guruji pranam 🙏🙏🙏🙏
🙏🙏🙏🙏🙏 bohot bholo lagila 🙏🙏🙏🙏🙏🙏
ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି 🌅🏹 ଜୟ ଶ୍ରୀ ରାମଚନ୍ଦ୍ରଙ୍କର ଜୟ ହେଉ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay guru baba
Mo hrudaya ra sahita pranama karuchhi baba aapanku. Kichhi dukha thila .Mo mana tama bani suniki khusi lagila
Bahut bhala thila...apana nka Katha...
Bahut vala lagila baba mu bi gute bada dukhhi 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭
Bahut bhala lagi la❤🙏🙏🙏❤🙏🙏🙏❤
Bahut sundar 😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
Bahut bhala lagila suni ki 😌🙏 jay jaganntha 🙏samistiku bhala bata dekhao ntu prabhu
Jayjaganaty. Babaapanankabachanabahutabhalalagila🙏🙏🙏
Baba🙏 bahut bhala lagilaau sikhyaniya bisaya thila Jaya jagannath 🙏🙏🏻🙏🙏🏻
Jay jagannath 🙏🙏🙏 Baba pranam 🙏🙏
🙏🙏 you are right
BAHUT SUNDAR KATHA, APANANKU KOTI PRANAM 🙏
Vala lagila🙏🙏🙏🙏
Video ta bhala lagila 😊
Jai shree Ram Jai jagannath Swami pranam baba 🙏🙏🙏🙏🙏
ଭଲ ଲୋକ ଯଦି ଦୁଃଖରେ ରହିବ ବଢେ ଅନ୍ତରରେ ଭକ୍ତି । ପାପକର୍ମ କରି ସୁଖରେ ରହିଲେ କ୍ଷିଣହୁଏ ତାର ଶକ୍ତି । ପାପକର୍ମ କଲେ ଅବେଳରେ ଜାଣ ଝଡ଼ିତ ପଢିବେ ଟୋକା । ଧର୍ମର ଦମ୍ଭରେ ବୁଢା ଚାଲୁଥିବେ ମୁଣ୍ଡରେ ଭିଡ଼ିଣ ଠେକା । ପାପ କର୍ମ କଲେ ମନେ ଭୟ ଥିବ କେତେବେଳେ କଣ ହେବ । ବାରହାତଖଣ୍ଡା ବାହାରିକି ସତେ କଳିର ପାପନାଶିବ । ଜୟ ମାଳିକା ବାଣି ।
🙏🙏🙏
Lllllllllllllllllllllllllllllllllll ll
Bohut bohut sanyabad Jay jagrnath Jai Jagannath
🙏🙏🙏🙏🙏
🙏🙏🙏🙏🙏
Ati sundar, ehi message ta samaja panyi gourab👏👏👏
ଗୁରୁଜୀ ପ୍ରଣାମ ଅତି ସୁନ୍ଦର୍
ଦୁଃଖ ର ବୋଝ ଏତେ ଯେ ଆଖିରେ ଲୁହ ଆସି ଖାଦ୍ୟରେ ପଡେ,ସହି ହେଉନି, ଭଗବାନ ଦୁଃଖ ଦୂର କରନ୍ତୁ,ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Same situation
👍🥰🥰😭😭😭😭
Mu b bahut kasta paou chhi
Same story😢😢
Same situation
ଏହି କାହାଣୀ ଟି ସମ୍ପୂର୍ଣ୍ଣ ସୁଣିଲା ପରେ ବହୁତ ଖୁସି ଲାଗିଲା ଆଉ ବହୁତ ଭଲ ଶିକ୍ଷା ଆଉ ପ୍ରେରଣା ମିଳିଲା ବହୁତ ଧନ୍ୟବାଦ ଏହି ଭଳି କଥା କୁ ସମସ୍ତେ ଶୁଣନ୍ତୁ ଆଉ ବୁଝନ୍ତୁ ବୋଲି ମୋର ଆଶା
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
ati Sundar ❤🎉
ବାବା ପ୍ରଣାମ ଆପଣଙ୍କ କଥା ଶୁଣି ବହୁତ୍ ଖୁସି ଲାଗିଲା ଜୟ ଜଗନ୍ନାଥ 🙏🙏🙏
Jay jagannath Jay panchasakha🙏🙏🙏🙏🙏
ଅତି ସୁନ୍ଦର ଚମତ୍କାର ହୃଦୟସ୍ପର୍ଶୀ ହୋଇପାରିଛି ❤❤👍👌
He Mahaprabhu 👏👏👏 He Chakanayana Prabhu Tume Kebala Bharasa
Guruji nku koti koti pranam Jay jagannath guruji 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ବାବା ଭିଡ଼ିଓଟି ବହୁତ ଭଲ ଲାଗିଲା ପ୍ରକୃତରେ ଭଲ ଲୋକଙ୍କ ଭାଗ୍ୟରେ ବହୁ ଦୁଃଖ ଅଛି ଭଗବାନ ନିଞ୍ଚୟ ଡାକ ଶୁଣିବେ ଆପଣଙ୍କ ତୁଣ୍ଡ ଶ୍ରୀ ତୁଣ୍ଡ ହେଉ ଜଗନ୍ନାଥ ଆପଣଙ୍କୁ ସଦା ଭଲ ରଖନ୍ତୁ ଜୟ ଜଗନ୍ନାଥ ଜୟ ପଞ୍ଚସଖା ଜୟ ମା ବୁଦ୍ଧି ବାମନ 🙏🙏🙏
ବାବା ପ୍ରଣାମ 🙏🏻🙏🏻 ଜୟ ଜଗନ୍ନାଥ 🙏🏻🙏🏻 ବାବା ଆପଣଙ୍କ ଭିଡିଓ ମତେ ବହୁତ ଭଲ ଲାଗିଲା ଆଜି ପିଲା ମାନଙ୍କ ପାଇଁ ବହୁତ ସୁନ୍ଦର କଥା କହିଲେ ଜୟପଞ ଶାଖା,
Sata Katha Baba
Thanks!
ଅତି ସୁନ୍ଦର ଲାଗିଲା
କଥାର ମିଠାସ ଥିଲା 🙏🙏
ବାବା ଆପଣଙ୍କ ଭଳୀ ସବୁଲୋକ ହୋଇଯାନ୍ତେକୀ ସତ୍ୟଯୁଗ ଆରମ୍ଭ ହୁଅନ୍ତା
ହେ ଦିବାକର ବାବା ଆପଣଙ୍କୁ ଗୋଟିଏ କଥା କହିବାକୁ ବାଧ୍ୟ ହେଉଛି ।ଏ ଅଧମ ବୟସ ବର୍ତ୍ତମାନ 66ବର୍ଷ ।ଆପଣ ଯାହା କହିଲେ ଶୁଣିଲି । ଗୋଟିଏ ସାଧାରଣ ମଣିଷଟିଏ । ଛୋଟ ପରିବାରରେ ଥାଇ ଅଶେଷ ଦୁଃଖ ଯନ୍ତ୍ରଣା ଭୋଗିବାକୁ ପଡ଼ିଲାଣି ।ଏଇ ସାଧାରଣ ରକ୍ତ ମାଂସ ର ଦେହ ଧାରଣକରି ଥିବା ବ୍ୟକ୍ତିର ସହିବାର ସୀମିତ ଅଛି ।ଦୁଖକୁ ସହିଯାଅକହିବା ଆଉ ନିଜେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା ଯେ କେତେ କଷ୍ଟ କେବଳ ଅନୁଭବି ହିଁ ଜାଣିପାରିବେ ।ଏ ଅଧମ ସ୍ୱର୍ଗସୁଖ, ଇନ୍ଦ୍ରପଦ,ଅଥବା ପ୍ରଭୁଙ୍କ ସହିତ ମିଶିବାକୁ ମଧ୍ୟ ଚାହେଁ ନାହିଁ।ଜନ୍ମେ ଜନ୍ମେ ତାର ସେବା କରିବାକୁ ଚାହେଁ। ପତ୍ନୀ ଗଲାଣି ଗଲା ,ପୁତ୍ରକୁ ଯଦି ପ୍ରଭୁ ଓ ମାଆ ଭଲ ନକରିବେ ତେବେ କିଏ ତାକୁ ସେବା କରିବ ।ଆପଣ କହିବେ ଏ ଅଧମ ମାୟାରେ ଅଛି ବୋଲି।ନା ନା ଏଇ ପରିବାରରେ ଥାଇ ସବୁରି ଭିତରେ ତାକୁ ଦେଖି ସୁଖରେ ମରିଯିବା କୁ ଚାହେଁ ।ବୋପାଆଗରେ ପୁଅ ଯଦି ଦୁଃଖ ପାଏ, ତେବେ ପ୍ରଭୁ ସିନା ଡେରି କରିବେ ,ମାତା କଲ୍ୟାଣ ମୟୀ ସେ ସିନା ଦୁଃଖ ଦୂରୀଭୂତ କରି ସୁଖ ଦେଲେ ସିନା ପ୍ରାଣକୁ ଶାନ୍ତି ଲାଗିବ ।ନହେଲେ ପ୍ରତ୍ୟେକ ମୁହୂର୍ତରେ ମରି ମରି ବଞ୍ଚିବା କେତେଯେ ଯନ୍ତ୍ରଣା ଦାୟକ ,ଥରେ ମାଆ ହୋଇ ସନ୍ତାନର ଦୁଃଖକୁ ଅନୁଭବ କରନ୍ତୁ ଜାଣି ପାରିବେ। 2ୟ କଥାଏହିକିଯେ-ବାପା ମାଆ ଚାଲିଗଲେ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ପତ୍ନୀ ଚାଲିଗଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି। ଏକମାତ୍ର ସନ୍ତାନ ଶାରିରୀକ ପ୍ରବଳ ଦୁଃଖ ପାଇଲା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଘରେ ଏଇ ବୁଢା କାଳକୁ ରୋଷେଇ କରି ଖାଉଥା ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ଏ ସବୁର ମାନେ ଏ ଦାସ କିଛି ବୁଝେନା।କଣ ମଲାପରେ ପାଟିରେ ଅମୃତ ଦେବାର ମାନେ କ'ଣ ଅଛି । କେତେ ଦିନ ଆଉ କେତେ ଦିନ ଏ ସବୁ ଯନ୍ତ୍ରଣାର ଅବସାନ ହେବ,କଣ ଏହା ମଧ୍ୟ ଭଗବାନ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି।ସେ ଯେମିତି ତାର ନିଜ ବଂଶକୁ ମାରି ବଂଶ ବୁଢା ଡାହୁକ ସାଜିଛି ,ଭାବିଛି ସେହିପରି କରି ବଡ଼ ପଣ ବୋଲାଇବ ।ତାକୁ ଦୀନବନ୍ଧୁ ଆର୍ତ୍ତତ୍ରାଣ ବୋଲି କିଏ କାହିଁକି ଡାକିବ ।ଦୁଇ ଭୁଜ ମେଲେଇ ବସିବାର ମାନେ କ'ଣ ଥାଇପାରେ।ତାକୁ କହିଦେବ ଏ ସବୁ ଏ ଦାସରେ ଚଳିବନି ।ଦାସ ପାଇଁ ତାକୁ କରୁଣାର ବାରି ଢାଳି କେବଳ ମଙ୍ଗଳ ହିଁ ମଙ୍ଗଳ କରିବାକୁ ପଡିବ।କାହିଁକି ନା ସମୟ ବହୁତ ଅତୀତ ହୋଇଗଲାଣି । ରହୁଛି ଦୋସୋଽହମ୍ । ଯୋଗାଯୋଗ -9438507252
Jaymaatarini 🙏🙏🙏🙏🙏🙏🙏🙏🙏🙏
Seriously baba bahut bhala lagila 🙏👍🙏
ଗୁରୁ ସ୍ଵାମୀ 🙏 ଜୟ ଜୟ ଚରମ ନାଥ
ବାବା ଆପଣଙ୍କୁ କୋଟି ପ୍ରଣାମ 🙏 ଜୟ ଜଗନ୍ନାଥ 🙏 ଜୟ ପଞ୍ଚସଖା 🙏 ଜୟ ମାଳିକା 🙏 ମୁଁ ବି ଏଇ କଥା ବେଳେ ବେଳେ ଭାବେ ଆଜି ତା ଉତ୍ତର ପାଇ ଯାଇଛି🙏👌👍
Jaygurujayjagannath
ବାବା ପ୍ରଣାମ ଜୟ ଜଗନ୍ନାଥ🙏 ଜୟ କେଶବ ଠାକୁର ଜୟ ପଞ୍ଚସଖାଙ୍କ ପାଦ ତଳେ କୋଟି କୋଟି ପ୍ରଣାମ ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ
ଜୟ ଜଗନ୍ନାଥ 🙏🙏
ଅତି ଉଚ୍ଚକୋଟୀର କାର୍ଯ୍ୟକ୍ରମ
Baba bhaut sundar katha
Guruji nku koti koti pranam Jay guru deba 🙏🙏🙏🙏🙏🙏🙏🙏🙏🙏
ଅତି ସୁନ୍ଦର ଭିଡିଓ ବହୁତ୍ ଭଲ ଲାଗିଲା
Apanka katha re mitha achhi. Apana jou katha kahu chhanti jadi bi voka lagu thiba e katha suni peta puri jauchhi. ❤n
Ati sundara Katha🙏🏼🙏🏼❤❤🎉🎉
ଜୟ ଜଗନ୍ନାଥ ଗୁରୁଜୀ 🚩🙏
ଜୟ ଶ୍ରୀ ଜଗନ୍ନାଥ ବୋହୁତ୍ ବୋହୁତ୍ ସୁନ୍ଦର୍ ଭୋହୁତ୍ ଭୋଳ 🙏🙏🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଏକଥା ଶୁଣି ମୋ ଆତ୍ମା ସାତୀହେଇଗଲା
Har har mahadev 🙏🙏🙏
Pranam baba Jay Jagannath jay panchasakha ⭕‼️⭕🙏
Jay Jagannath 🙏🙏
Jay jagannath🙏🙏🙏
Jay Jagannath Jay panchasakha Jay sree Achyutananda Jay Gurudev Aapanku Koti Koti Namaskar baba
Jay jagannath🙏🙏🙏🙏🙏🙏🙏
Jay jaganath ଅତି ସୁନ୍ଦର 🙏🙏🙏🙏🙏
ମୁଁ ବହୁତ ମାନସିକ ଦୁଶ୍ଚିନ୍ତା ରେ ଥିଲି, ଆପଣଙ୍କ କଥା ଶୁଣି କିଛି ମାତ୍ରାରେ ମନକୁ ଅଶୋସ୍ତି ମିଳିଲା 🙏🙏🙏, ତଥାପି ବହୁତ କଷ୍ଟ ଅନୁଭବ କରୁଛି
Bahut bhala lagila baba jay jagannath
🙏🙏🙏 jay shree jagannath 🙏🙏🙏 jay shree pancha Sakha 🙏🙏🙏 baba apananku koti koti naman 🙏🙏🙏
Baba pranam 🙏 Jay jagannath 🙏 Jay panchasakha 🙏
🙏🙏🙏🙏Baba bahuto bhal lagila🙌🙌🙌👌👌❤❤❤ dil see love you baba akhiru luha asigala😢😢
Jay Jagannath
ଜୟ ଜଗନ୍ନାଥ ଵାବା ଆପଣଙ୍କ କଥା ଶୁଣିମୁ ବହୁତ ଖୁସୀ ଲାଗିଲା ମରିଵାରୁ ମୁକ୍ତି ପାଇଗଲୀ
Bahut sundar katha🙏🙏
🙏🙏🙏Jay jagannath maha prabhu 🙏🙏🙏
Dukha t vagaban jahaku deichhanti jiban Sara deichhanti
Jay jagannath Swami Jay panchasakha Jay baba Dibakar Das maharaj Jagataku udhar kara prabhu
ଆପଣ ଆମ ପାଇଁ ଗର୍ବ ଓ ଗୌରବ
ପ୍ରଣାମ ବାବା
Love you ❤
Jai jagannath 🙏🙏🙏
ବହୁତ୍ ସୁନ୍ଦର୍, ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏
ଗୁରୁଜୀ, ସୁନ୍ଦର ବ୍ୟାଖ୍ୟା ସହିତ ଜୀବନ କୁ ସରସ ସୁନ୍ଦର ଗଢି ତୋଳିବାର ଅମୁଲ୍ୟ ଶିକ୍ଷ୍ୟା ଶିଖିବାକୁ ମିଳିଲା
🙏🙏 ଧନ୍ୟବାଦ
ଜୟ ମାଁ ତାରା ତାରିଣୀ 🚩🚩🚩
ଜୟ ମାଁ ଡାଳ ଖାଇ 🚩🚩
ଜୟ ମାଁ ଅନ୍ନପୂର୍ଣ୍ଣା 🚩🚩
ଜୟ ମାଁ ସୁଭଦ୍ରା 🚩🚩
ଜୟ ମାଁ ଗ୍ରାମଦେବୀ 🚩🚩🚩
Ja maa dal khai❤😢😮🎉😅
Jay jagannath baba
Pranam baba 🙏🏼 Jay Jagannath 🙏🏼 Jay panchasakha🙏🏼
ହର ହର ମହାଦେବ 🙏🙏🙏🙏🙏
ମୋ ବାପା ହାତୀ ଆକ୍ରମଣରେ ପ୍ରାଣ ତିନି ଦିନ ହେଲା ପ୍ରାଣ ହରାଇଛନ୍ତି ,ଘରେ ୩ ଭଉଣୀ ଏବଂ ବୋଉ ,ମୁ ଘରର ବଡ଼ ଝିଅ , ବର୍ତ୍ତମାନ ଘର ଚଳେଇବା ପାଇଁ ବି କେହି ନାହିଁ ସେଥି ପାଇଁ ମୁଁ ବହୁତ ଚିନ୍ତା ରେ ରହୁଛି କିନ୍ତୁ ଏହି ଭିଡିଓ ଦେଖିବା ପରେ ମୋ ମନ ପରିବର୍ତ୍ତନ ହେଇଛି ଧନ୍ୟବାଦ୍ 🙏 ଦୁଃଖ ପରେ ସୁଖ ନିଶ୍ଚିତ ଆସିବା . ଜୟ ଜଗନ୍ନାଥ 🙏
Thnku sister
Jay 🙏 jagannath jay panchasakha
ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ॐ 🚩🌹ସାଇ 🚩🌹ରାମ🍀🚩🌱🌿🍀🚩☘️🌴🍀🚩🌿🍀🌺🌱🌹🌿🍀🚩ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱ଜୟ 🚩☘️ହନୁମାନ🚩🌴🚩🌴
Jay Shree Jagannathnka 🙏 jay panchasakha 🙏 baba pranam 🙏❤❤❤
Trahimam rakhya kara prabhu sri Hari Narayan 🙏🏻🙏🏻🙏🏻
ବାବା ପ୍ରଣାମ 🙏🙏🙏ବହୁତ ଭଲ ଲାଗିଲା ଭିଡ଼ିଓ ଟା ଦେଖି ବହୁତ କିଛି ସିଖୀ ବାକୁ ମିଳିଲା ଜୟ ଅଚୁତ ନନ୍ଦ ମହାପୁରୁଷ 🙏🙏🙏
Heart touching video baba Jay Jagannath 🙏
Jay jagannath 🙏🏻 Jay panchasakha
So beautiful explanation baba.
Bahut badhiya 👌
ବାବା ନମସ୍କାର ଆପଣଙ୍କୁ ଜଗନ୍ନାଥ ସମସ୍ତ ଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ🙏🙏🙏
Thank you baaba nice vedio 👌👌👍
It will help to grow forward in a positive manner. Speechless.Outstanding .
Jay jagannath 🙏🙏
Jay Jagannath 🙏🙏🙏
Jai shree ram 🙏
Jai jagannath Swami 🙏
Pranam baba 🙏🕉️🙏
Baba namaskare 🙏 Jay jagannath 🙏🙏🙏🙏🙏 Jay panchasakha 🙏🙏🙏🙏🙏🙏🙏🙏🙏🙏 Jay guru deb
ଜୟ ଜଗନ୍ନାଥ 🙏🙏🙏 ଜୟ ମହାପୁରୁଷ 🙏🙏🙏 ଜୟ ମା ସାରଳା 🙏🙏🙏 ବାବା ପ୍ରଣାମ 🙏
😅😅
Ghansuramrout
Jay jagannatha Jay pachasakha
jay🚩☘️ shree🌴🚩 guru☘️🚩 dev🚩☘️
jay ☘️🚩shree ☘️🚩panchasakha☘️🚩
jay 🚩☘️shree☘️🚩 hanuman☘️🚩
jay 🚩☘️shree☘️🚩 jagannath☘️🚩
ଜୟ ଜୟ ଶ୍ରୀ ରାମ 🙏
ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ