Where is IPS Ashish Singh... ? || Editorial Show(EP-242) || ODISHA PULSE

แชร์
ฝัง
  • เผยแพร่เมื่อ 21 ส.ค. 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #landscam #bhubaneswar #ashishsingh #dskutey #rabisethi #adityamohapatra

ความคิดเห็น • 99

  • @user-ju3dv4oo8n
    @user-ju3dv4oo8n หลายเดือนก่อน +22

    ଆଇନ କେବଳ ଗରିବ ଲୋକମାନଙ୍କ ପାଇଁ ସାର 🙏

    • @Xuy788
      @Xuy788 หลายเดือนก่อน +1

      ପ୍ରଥମେ ପାଣ୍ଡା ଚେଲା ବର୍ତ୍ତମାନ ର ମୁଖ୍ୟ ଶାସନ ସଚିବ ଜେନା ବାବୁ ଙ୍କୁ ବାହାର କରାଯାଉ..

  • @user-cw9gp5ty9f
    @user-cw9gp5ty9f หลายเดือนก่อน +16

    ଏ ସବୁ କଥାରୁ ପ୍ରତିପାଦିତ ହେଉଛି ଯେ,ଯେଉଁମାନେ ଦୁର୍ନୀତି ଭ୍ରଷ୍ଟାଚାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, ସେଇମାନେ ହିଁ ଦୁର୍ନୀତି, ଭ୍ରଷ୍ଟାଚାର କୁ ପ୍ରଶୟ ଦେଉଛନ୍ତି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @laxmidharapanda6086
    @laxmidharapanda6086 หลายเดือนก่อน +9

    ମୋହନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ କାରଣ ଲୋକେ ବାବୁରାଜ ବିରୁଦ୍ଧରେ ସରକାର ଗଢିବାକୁ ମତ ଦେଇଛନ୍ତି !

  • @debabratanayak9971
    @debabratanayak9971 หลายเดือนก่อน +11

    ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ଏ ସବୁର ମୂଳ,

  • @prafulasingh2267
    @prafulasingh2267 หลายเดือนก่อน +9

    ସେମାନେ ଏବେ ବି ଭାବୁଛନ୍ତି ବିଜେଡି ଦଳର ସରକାର ଅଛି

  • @jagdishkumarrath4631
    @jagdishkumarrath4631 หลายเดือนก่อน +3

    ଏ ନୂଆ ସରକାର କୁ ବିଶ୍ୱାସ ହେଉନାହିଁ।ବହୁ ଆଡମ୍ବର ଲଘୁ କ୍ରିୟା।

  • @user-ud1lp4oh5t
    @user-ud1lp4oh5t หลายเดือนก่อน +7

    ମୋହନ ମାଝୀ ଅଯୋଗ୍ୟ ସେ କିଛି କରିପାରୁନାହାନ୍ତି

    • @HaraprasadRana-fm1uu
      @HaraprasadRana-fm1uu หลายเดือนก่อน +1

      BJP ସରକାର ପାୱାର ଥାଇ ମଧ୍ୟ ପାୱା ନାହିଁ

  • @Business-inodia
    @Business-inodia หลายเดือนก่อน +3

    Odisha people want to all the above questions answers immediately to SAVE ODISHA.

  • @thirdeye9492
    @thirdeye9492 หลายเดือนก่อน +8

    ମୋହନ ମୁରଲୀ ଵାଜୁ ଏଥର
    ଲୁଟେରା ଦଲାଲ ଯାନ୍ତୁ ଚୌଦ୍ୱାର
    ପୂର୍ବ ଧାରା ଯଦି ରହେ କାଏମ
    ମଉଳିବ ଫୁଲ ହେବ ରାମନାମ
    😢😢😄😄

  • @tapaswiniarukh1132
    @tapaswiniarukh1132 หลายเดือนก่อน +4

    କିଛି ହେବନି,ଖାଲି energy ନଷ୍ଟ ହେବ କହି କହି । ଖୋଜିଲେ ହଟୀବେ ବହୁ ଅଧିକାରୀ କିନ୍ତୁ କଣ ହେବ ? Action Big Zero

  • @MrPpcops
    @MrPpcops หลายเดือนก่อน +3

    ନୂଆ ସରକାର ର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଙ୍କର ପ୍ରଶାସନିକ ଅଭିଜ୍ଞତା ର ଅଭାବ ଅଛି । ସେମାନଙ୍କୁ ସରକାର ର Rule of Business ବୁଝିବାର ଆବଶ୍ୟକତା ଅଛି । ସେମାନଙ୍କ ଅନଭିଜ୍ଞତାର ସୁଯୋଗ ନେଇ ବିଭାଗୀୟ ସଚିବ ମାନେ କେତେ ବତେଇବେ ଓ କେତେ ଭୁତେଇବେ ତାହା ସହଜରେ ଅନୁମେୟ । କିଛି ତରବରିଆ ନିଷ୍ପତି ସେମାନଙ୍କ ପାଇଁ ବିଛା ମନ୍ତ୍ର ନଜାଣି ସାପ ଗାତ ରେ ହାତ ପୁରେଇବା ସଦୃଶ୍ୟ ହେଇପାରେ ।
    ଏବେ ତ ସେମାନେ ସମ୍ବର୍ଦ୍ଧନା ର ପୁଲକ ରେ କାଳାତିପାତ କରୁଛନ୍ତି। ଓଡ଼ିଶା ବାସୀ ଟିକେ ଧୈର୍ଯ୍ୟ ର ସହ ଅପେକ୍ଷା କରିବା ଉଚିତ । 🙏

  • @saratmishra7100
    @saratmishra7100 หลายเดือนก่อน +4

    Chief secretary ସବୁଠାରୁ ବଡ଼ ଚୋର।
    ମୋହନ ସରକାର ତାଙ୍କୁ ଏ ପର୍ଯ୍ୟନ୍ତ କାହିଁକି ରଖିଛନ୍ତି।
    ଛି ଛି କୁଳାଙ୍ଗାର ନୁଆ ସରକାର।
    କଣ ଚାଲିଛ, ଜେଉ ମାନଙ୍କୁ ଭୋଟ ଦେଇ ସରକାର change କରିଥିଲେ।

  • @shankardmishra121
    @shankardmishra121 หลายเดือนก่อน +2

    କେବଳ ସରକାର ପରିବର୍ତନ ହୋଇଛି, ଅଫିସର ରାଜ ନୁହେଁ l

  • @sureshtripathy1806
    @sureshtripathy1806 หลายเดือนก่อน +1

    ବହୁତ ସୁନ୍ଦର ଉପସ୍ଥାପନା

  • @alokaranjandash9853
    @alokaranjandash9853 หลายเดือนก่อน +1

    ବିଜେଡିର ଶାସନରେ ଆଇନ ସମସ୍ତଙ୍କ ପାଇଁ ସମାନ ନଥିଲା

  • @jagannathmishra5300
    @jagannathmishra5300 หลายเดือนก่อน

    ଏବେ ବାବୁ ରାଜ ଅଛି ବୋଲି କହିବା ନା ଏ ବିଜେପି ସରକାର......
    ତଥାପି ଅପେକ୍ଷା କରିଛୁ ସରକାର ଉଚିତ ପଦକ୍ଷେପ ନେବେ।

  • @laxmidharnayak4191
    @laxmidharnayak4191 หลายเดือนก่อน +1

    It's felt that the government has not changed in last 2024 election. There is something behind it. The hope of odisha people will not be fulfilled (?) No steps are taken against scams till now. Badhai ji 🙏. Nice and logical analysis.

  • @RanjanKumar-mx1ki
    @RanjanKumar-mx1ki หลายเดือนก่อน +3

    ଶଳା ଙ୍କୁ ଜଲଦି ବନ୍ଧା ଯାଉ

  • @alokaranjandash9853
    @alokaranjandash9853 หลายเดือนก่อน +1

    ଏହା କ'ଣ Chief secretary ଙ୍କର କ୍ରୀତଦାସ ମାନସିକତାର ପରିଚୟ ଦେଉ ନାହିଁ କି ?

  • @upendrapanigrahi8035
    @upendrapanigrahi8035 หลายเดือนก่อน

    Very very good video. Beautiful description about corpted B J D sarkar ra.

  • @samarmohapatra-jr3ne
    @samarmohapatra-jr3ne หลายเดือนก่อน +2

    କୌଣସି ଗଣତାନ୍ତ୍ରିକ ଦେଶରେ ଗୋଟିଏ ସରକାରକୁ ଦୀର୍ଘ ବର୍ଷ ଶାସନରେ ରଖିଲେ କିଛି ବାବୁମାନେ ସରକାରରେ ମହୁ ବାହାରୁଥିବା ବିଭାଗରେ ମହୁ ଖାଇ ଅନ୍ୟ ମାନଙ୍କୁ ଖାଇ ବାକୁ ଦିଅନ୍ତି , ଏସବୁ ଆମ୍ଭମାନଙ୍କ ଭୁଲ

  • @alokaranjandash9853
    @alokaranjandash9853 หลายเดือนก่อน

    ନୂଆ ପଦକ୍ଷେପ ନେବାରେ ଆଇନ୍ ଯେତିକି ବାଧକ ସାଜୁ ନାହିଁ ତା'ଠୁ ଅଧିକ ବାଧକ ସାଜୁଛି ଭୟ ।

  • @krushnasamal7485
    @krushnasamal7485 หลายเดือนก่อน +2

    BJP & BJD are both sides of a coin. We have nothing except from this new Government.

  • @padarbindasamal4365
    @padarbindasamal4365 หลายเดือนก่อน

    24 ବର୍ଷର ଶାସନ ରେ ସବୁକିଛି ଥିଲା ବିଶ୍ୱସ୍ତରୀୟ

  • @Business-inodia
    @Business-inodia หลายเดือนก่อน +1

    Ashish Singh & Pandyan how they make fullish to Odiya people in Odisha.SAVE ODISHA.

  • @ssahu6657
    @ssahu6657 หลายเดือนก่อน +2

    There is no role of the ECI after the completion of the Election.All these would have been meaningless had the BJD won the Assembly Election.Baburaj is always there and this Govt will be more dependent upon them.

  • @sandhyamohanty6688
    @sandhyamohanty6688 หลายเดือนก่อน

    This is first most important duty of the SARKAR to answer the public .

  • @adikandamohapatra
    @adikandamohapatra หลายเดือนก่อน +1

    Action must be nessesary

  • @satyanarayansahoo6768
    @satyanarayansahoo6768 หลายเดือนก่อน +1

    Perhaps present CS has a soft corner, soit is hope new CS may take action.

  • @user-og1bl7ni9j
    @user-og1bl7ni9j หลายเดือนก่อน

    ଏମାନଙ୍କୁ ସବୁ ବହିସ୍କାର କରିବା କଥା

  • @AratiLenka-bv7xo
    @AratiLenka-bv7xo หลายเดือนก่อน

    Extension ରେ ଥିବା chief secretary ବିରୁଦ୍ଧରେ 1st କାର୍ଯ୍ୟାନୁଷ୍ଠାନ ହେବା କଥା, ପୁରା ସରକାରୀ ବ୍ୟବସ୍ଥା ଘରୋଇ ବ୍ୟାପାର କରିଦେଇଛନ୍ତି l ନୁଆ ସରକାର ଆସିଲା ଭଳି ଲାଗୁନି କିମ୍ବା ନିଜର ନିର୍ବାଚନୀ ପ୍ରତିଶୃତି ଭୁଲି ଯାଇଛନ୍ତି lବୋଧେ ପୁରୁଣା system ସାଙ୍ଗରେ ଭଲ deal ହୋଇ ଯାଇଛି

  • @suryadas1087
    @suryadas1087 หลายเดือนก่อน +2

    BJP Govt in Odisha lost the confidence of Common people. These people can't provide justice.

  • @shbibaprasadsingh7582
    @shbibaprasadsingh7582 หลายเดือนก่อน

    ଏ ସବୁ ପାଇଁ କିଛି ସର୍ଭିସେ ରୁଲ ଚେଞ୍ଜ ଦରକାର

  • @ashwinisahu6584
    @ashwinisahu6584 หลายเดือนก่อน +1

    AME....BA KIE ...JAGANNATHA BDANDA DEBE NISCHITB🎉🎉🎉

  • @dksahu5541
    @dksahu5541 หลายเดือนก่อน

    Right sir

  • @Business-inodia
    @Business-inodia หลายเดือนก่อน +2

    Ashish Sing & PANDYAN inside Naveen Nivas.Please search Naveen Nivas you will find both of them doing plan how they will save from ED & CBI

  • @piyushrajkumar15
    @piyushrajkumar15 หลายเดือนก่อน +1

    ଏଟା କି IPS ଅଫିସର ୟା ମୁହଁରୁ ଜଣାପଡୁଛି ଏଟା ପୁରା ଚୋର. ସବୁଠାରୁ ବଡ଼ ଚୋର ବିଜେପି ସରକାର. ଅଫିସର କୋଉଠି ଅଛି ଜାଣି ପାରୁନି ସିଏ କି ରାଜ୍ୟ ଚଳେଇ ବେ ମୋହନ ସରକାର ନିଜ ଆଡୁ ଇସ୍ତଫା ଦେଇଦିଅ. ଆମର ଓଡିଶାରେ କିଛି ସରକାର ଦରକାର ନାହିଁ କି କୋଉ ଅଫିସର ଦରକାର ନାହିଁ ଅଯଥାରେ ଆମେ ଟିକସ ଦେବାକୁ ଚାଁହୁନୁ ସେ ଅଫିସର ତାଙ୍କ ଘରେ କାମ କରନ୍ତୁ ନହେଲେ ନେତା ଙ୍କ ଘରେ କାମ କରନ୍ତୁ.

  • @shankardmishra121
    @shankardmishra121 หลายเดือนก่อน

    Editor Sir, you should keep your strict vigil on the functioning of the new government and make videos accordingly.

  • @pradiptamohanty1364
    @pradiptamohanty1364 หลายเดือนก่อน +1

    Thik kahuchhanti

  • @FAKIRJENA-du2zs
    @FAKIRJENA-du2zs หลายเดือนก่อน

    ଏତେ ଛାନିଆ ହୁଅନି। ଆହୁରି କିଛିଦିନ ଅପେକ୍ଷା କର। ତୁମ ଠାରୁ ସରକାର ପୁରା ସଚେତନ ଅଛନ୍ତି ।

  • @debaprasaddash3878
    @debaprasaddash3878 หลายเดือนก่อน +1

    ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି କୁକୁର ହୋଇଯାଇଥିଲେ। ଆଜି କଣ ଚରିତ୍ର ବଦଳି ଯିବ ? ସବୁ କେଳେଙ୍କାରିରେ ତ ଏହି ଦୁଇ ବରିଷ୍ଠ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିଲେ। ସବୁ ଦୁର୍ନୀତି ଓ ଅନ୍ୟାୟକୁ ଏହି ଦୁଇଜଣ ସମର୍ଥନ ଦେଇ ଆସୁଥିଲେ। ଆଜି ବି ସେଇଆ। ଏହି ଦୁଇଜଣ ଙ୍କୁ ଆଗ ବିତାଡିତ କରାଯିବା କଥା।

  • @bipinbihariswain3511
    @bipinbihariswain3511 หลายเดือนก่อน +1

    No action will be taken against the officers against whom complaint was there earlier. BJD/BJP both the two side of the same coin. Even if media highlight the names, BJP govt forgiven them, so as is where is situation.

  • @chittaranjansahu8113
    @chittaranjansahu8113 หลายเดือนก่อน

    Good news

  • @Xuy788
    @Xuy788 หลายเดือนก่อน

    ପ୍ରଥମେ ପାଣ୍ଡା ଚେଲା ବର୍ତ୍ତମାନ ର ମୁଖ୍ୟ ଶାସନ ସଚିବ ଜେନା ବାବୁ ଙ୍କୁ ବାହାର କରାଯାଉ..

  • @kamarajjena5461
    @kamarajjena5461 หลายเดือนก่อน +1

    ମୋହନ ବାବୁ କରୁଛନ୍ତି କଣ. ଯୋଗୀ ଆଦିତ୍ୟନାଥ style ରେ ଆକ୍ସନ ନ ନେଲେ image ହରେଇବେ. ଶାସନ ଭାର ବି ଯିବ. ଅଯୋଗ୍ୟ ପ୍ରମାଣିତ ହେବେ

  • @ParabirPanda-to3rh
    @ParabirPanda-to3rh หลายเดือนก่อน +1

    The govt.is loose in doing its duty...

  • @Business-inodia
    @Business-inodia หลายเดือนก่อน +1

    What BJp Govt till now? Why the team BJP not taking action till now?

  • @RanjanBehera-ge1kf
    @RanjanBehera-ge1kf หลายเดือนก่อน

    Coming soon...talent Chief Secretary Manoj Ahuja.

  • @pitamberparida8762
    @pitamberparida8762 หลายเดือนก่อน

    ଜଦି ନୂଆଁ ସରକାର କିଛି କରି ପାରିବନି ତେବେ ପୁଣି ବିଜେଡିକୁ ଭୋଟ ଦେଇ ମରେଇ ହୁଅ, ସରକାର ଆସି ମନ୍ତ୍ରୀ ମଣ୍ଡଳ ଗଠନ ହୋଇନି, ଏବେ ଏକା ୨ଦିନରେ ସବୁ କରି ଦେଉନି ବୋଲି ଯେଉଁ ମାନେ କହୁଛନ୍ତି, ସେମାନେ ୨୪ ବର୍ଷ ହେଲା କାହା ପାଖରେ ମରେଇ ହେଉ ଥିଲେ, ଯେଉଁ ମାନେ କିଛି ସରକାର କରି ପାରୁନି କହୁଛନ୍ତି ସେମାନେ ଏବେବି ନବୀନର ଚାପୁଛନ୍ତି , ଏବେ ଉପଦେଶ ଦେବାକୁ ଧାଇଁ ଆସିଲେ।

  • @amrjitbiswal7243
    @amrjitbiswal7243 หลายเดือนก่อน

    ସାଲାମାନଂକୁ ଘରୁ ଆରେଷ୍ଟ କରି ଅଣା ଯାଉ

  • @nababarika4028
    @nababarika4028 หลายเดือนก่อน

    Prizes should declare for searching of that (against)officers if govt.is not found

  • @padarbindasamal4365
    @padarbindasamal4365 หลายเดือนก่อน

    This is how our state admn. functioning is going on, this is called " Full On Tamsha Chalichi"

  • @nareshpatro7986
    @nareshpatro7986 หลายเดือนก่อน

    Taku punishment miliba uchita

  • @nareshpatro7986
    @nareshpatro7986 หลายเดือนก่อน

    Ye lokonku punishment deba darkar

  • @AshokPanda-qt4qn
    @AshokPanda-qt4qn หลายเดือนก่อน +2

    25 Barasa Police Raj chalithila Officer Raj BJD Govt Taha Ate Sighra Samadhan Asambha

    • @AshokPanda-qt4qn
      @AshokPanda-qt4qn หลายเดือนก่อน

      Aha Akaohan Sarkar nka pain Chintara Bisaya Se Keuthi Adhikari Anibe

    • @AshokPanda-qt4qn
      @AshokPanda-qt4qn หลายเดือนก่อน

      Mohan Sarkar

    • @AshokPanda-qt4qn
      @AshokPanda-qt4qn หลายเดือนก่อน

      Mohan Sarkar

  • @snigdhabaxipanigrahi3304
    @snigdhabaxipanigrahi3304 หลายเดือนก่อน

    Transfer is a continuous affair and to be maintained . Longer time increases vested interest

  • @AratiLenka-bv7xo
    @AratiLenka-bv7xo หลายเดือนก่อน

    Inspite of a clear order from Election Commission of India to the Chief Secretary for taking appropriate action against the erring IPS with an intimation to the former,it is quite astonishing that the home dept under the the CS himself is unknown about the where about of the culprit.Even when the CS ,head of all depts ot the govt was supposed to take appropriate action ,give suitable posting and intimate the ATR accordingly to ECI, enquiring about the the erring official by the home dept is nothing but making mockery of the whole system and speaks lots about the state of affairs.How shameful is that a govt system runs like this nothing better than a grocery shop.I am in doubt whether the new govt has not taken charge yet or have forgotten their pre poll promises with lucrative dealings from old corrupt system. The CS in extension should be taken into task first for such grave failure .

  • @FAKIRJENA-du2zs
    @FAKIRJENA-du2zs หลายเดือนก่อน

    ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହବନି ବୋଲି ତୁମେ ଭାବିବା ପୁରା ପୁରି ଭୁଲ।

  • @jyotiprakash1515
    @jyotiprakash1515 หลายเดือนก่อน

    What hell is going onCM being the Home minister should clarify immediately without any if and buts

  • @aksahoo346
    @aksahoo346 หลายเดือนก่อน +2

    Agnya jou asa varasa nei lokamane bjp ku khymataku anichanti a nua sarkara kichi karipariba nahi jaha tanka karjya kalaparu janapaduchi ( jahara reaction nahi sea action kan neba kichi hebanahi ) bjd odisara bagha dala ate

  • @raghubirdas7621
    @raghubirdas7621 หลายเดือนก่อน

    Chief Sec Mr Jena n Asis Singh think BJD Govt is still in power Though BJP Govt has come on 12th JUNE 24

  • @pradiptamohanty1364
    @pradiptamohanty1364 หลายเดือนก่อน +1

    Ethare BJP sarakar stanuta ra ek nagna namuna nhi kuhajiba....

  • @bansidharbehera2687
    @bansidharbehera2687 หลายเดือนก่อน

    ଭିତରେ ପ୍ରେମ ଅଛି. Bjd prem. ଲୁଚିଲେ କଣ ହେବ. ରାଜ୍ୟକୁ ଖାଇଯିବେ. ଗେଣ୍ଡାଳିଆ

  • @jyotiprakash1515
    @jyotiprakash1515 หลายเดือนก่อน

    Politics and politicians r same and equal only bloddy old wine in new bottles.

  • @brahmanandabiswal5036
    @brahmanandabiswal5036 หลายเดือนก่อน

    C.sec.paribatrana.heba.darkar.

  • @tapassamantray3810
    @tapassamantray3810 หลายเดือนก่อน

    BJP bjd bhai bhai

  • @gaganparida811
    @gaganparida811 หลายเดือนก่อน

    Ay mananku bahiskar karntu cm mohan sire

  • @AshokPanda-qt4qn
    @AshokPanda-qt4qn หลายเดือนก่อน

    SIR NKAR Abhyas re Parinat heijauchhi Se BJP Sarkarku madhya Patrikare Asarskhithibe Kale Kendra ra Suparis Asipare Tanka Pain Ahamor Anuman

  • @brahmanandabiswal5036
    @brahmanandabiswal5036 หลายเดือนก่อน

    Chif.secretary.badali.heba.darkar

  • @sunilsamantray2491
    @sunilsamantray2491 หลายเดือนก่อน

    Jadi mohan sarkar(BJP) jahaku bhiti Kari election ladhi jitithila.jadi step na nie e sarkar bi nama neba.o pura ghabira nidra re soiba.lok chaunchanti corpopt against action

  • @riyabarsa6676
    @riyabarsa6676 หลายเดือนก่อน

    Hon'ble CM Mohan Charan Majhiyou could not take any action against corrupted IPS IAS officers of Odishayou are not eligible and able to take action against them. Hon'ble CM Mohan Charan Majhi you give resignation from your CM post

  • @sasikantkant4780
    @sasikantkant4780 หลายเดือนก่อน

    He may be removed from government due to he is unlikely become an efficient officer.

  • @Mishkasgarden
    @Mishkasgarden หลายเดือนก่อน +1

    ASHIS SINGH CM MOHANA NKA PAKHARE MOHAN JOU FOOLA TODA NEI KUTU KUTU HEUCHHANTI ASISH TAKU SAITIKI RAKHUCHI

  • @netfresh1505
    @netfresh1505 หลายเดือนก่อน

    Kn karuchha mohan sarkar.dekhantu

  • @user-ds3nj5lw1n
    @user-ds3nj5lw1n หลายเดือนก่อน +1

    He is a good I P S officer when he contoled the crime in different Disricts where youare. He is dire officer and betting his life he met somany attacts. I am requested yoy not to open your mouth.

  • @JaggnathBishoyi
    @JaggnathBishoyi หลายเดือนก่อน +1

    Bjd netamane sabu kukura

  • @prakashchandrapattnaik9214
    @prakashchandrapattnaik9214 หลายเดือนก่อน +1

    Odisha. Basi. Sarkar. Badalai. Dele. Kintu. A. BJP. Bhida ku. Nuha. Na. Modi ji nka. Maitra. Samparka ta. Lagi rahichi. Naveen. Sir. Sahita. Athare. Modi ji. Odisha. CM. Mohan caran majhi nku ghata re pakai debeni ta

  • @ajayakumarsahoo4663
    @ajayakumarsahoo4663 หลายเดือนก่อน

    Bjp.odisha.police.dipatment.
    Badalikar.bjp.ra.balakharap.padib

  • @gandharbanayak5660
    @gandharbanayak5660 หลายเดือนก่อน

    Mohan majhi tisthi paribeni 5 barsa karana e sei dhancha ku gala vali janapaduchi?

  • @sibarampalei1131
    @sibarampalei1131 หลายเดือนก่อน

    Ea manku bahiskruta karantu

  • @user-hj1yl6ch2h
    @user-hj1yl6ch2h หลายเดือนก่อน

    Nua Sarkar sabu bibhag ra Mantri manak madhyam re tarjama kaleni ki? Jadi tarjama karibe tebe Jani be je se bibhag re Addl.Secretary nk arambh Kari Anya staff paryanta gotie gotie bibhaga re kete Barsha Rahi chhanti taha janibe. Swasthya bibhag ehar jwalant udaharan. Jane Addl.Secretary jie Establishment Doctor nk transfer charge achhanti se keun sahash re Secretary nk katha ku sunanti nahin. Eha tadanta sapekhya. Jaha nirdesh re Nirbachan purbaru Dental Surgeon nk transfer Kari chhanti. Jie nija zila bahare posting hei thile tanku nija Zilla ku posting Kari puni Anya zila ku transfer Kara heichhi. Eha jeun adhar re heichhi taha Manyabar Health Minister tadarakh karibe ki?. Nachet Rajya ru Babu Raj hati be nahin ebang se Addl Secretary dirgha dus Barsha heba Rahi jeun sashan chalai chhanti Tara abashan heba nahin. Apan nk channel madhyam re anurodh karuçhhi ki eha ku CM nk drusti ku nia jau.

  • @balabhadrasoren5229
    @balabhadrasoren5229 หลายเดือนก่อน

    ACTION QUICK PLEASE.

  • @nareshpatro7986
    @nareshpatro7986 หลายเดือนก่อน

    Sabuthu bada chora ye IPS

  • @user-lt2hg9hj3p
    @user-lt2hg9hj3p หลายเดือนก่อน

    Semane BJP pain b durniti karibe babi rahichhanti Kia kahiba bjp kamare amane na asibe

  • @biranchinarayanmaharana1656
    @biranchinarayanmaharana1656 หลายเดือนก่อน

    Munda nathiba gruha bibhaga

  • @santoshsatapathy4249
    @santoshsatapathy4249 หลายเดือนก่อน

    Mutura muturi gotia henssre Kia ba kaha birudhare jiba kahinki? Kholichala lutichala khaichala tumeta janatankar bhagaban

  • @santoshprasadmishra4977
    @santoshprasadmishra4977 หลายเดือนก่อน

    Those Officers were helping BJD in political matters. Now BJP wants assistance of those Officers in the prosperity of BJP political matters. So BJP is not taking action against them.

  • @sashikantapanda7198
    @sashikantapanda7198 หลายเดือนก่อน

    Se pandian pakhare thiba. Touter ko hatao. Jail bhejo

  • @nareshpatro7986
    @nareshpatro7986 หลายเดือนก่อน

    Taku punishment miliba uchita

  • @pradiptamohanty1364
    @pradiptamohanty1364 หลายเดือนก่อน +1

    Ethare BJP sarakar stanuta ra ek nagna namuna nhi kuhajiba....