Asish under protection | ସୁରକ୍ଷା ବଳୟରେ ଆଶୀଷ | The Quiver News
ฝัง
- เผยแพร่เมื่อ 5 ต.ค. 2024
- #ସୁରକ୍ଷା_ବଳୟରେ_ଆଶୀଷ
ଦୁର୍ନୀତିରେ ଉବୁଟୁବୁ ହେଉଥିବା ଆଇଏଏସ ଓ ଆଇପିଏସଙ୍କ ପାଇଁ ପ୍ରସ୍ତୁତ ହୋଇଛି ସୁରକ୍ଷା କବଚ। ଏହି ସୁରକ୍ଷା କବଚ ପ୍ରସ୍ତୁତ କରିଛନ୍ତି କିଛି ବରିଷ୍ଠ ଆଇଏଏସ ଓ ଆଇପିଏସ। ସେମାନଙ୍କୁ ଖସାଇ ଦେବା ପାଇଁ ଦୁର୍ନୀତିଖୋରମାନେ ବିଜେପି ପାଇଁ ଅସ୍ତ୍ର ହେବେ ବୋଲି ବୁଝା ଯାଉଛି। ଏବେ ବିବାଦୀୟ ଆଇପିଏସ ଆଶୀଷ ସିଂ ଡିଜିପିଙ୍କ ସୁରକ୍ଷାରେ ରହିଥିବା ବେଳେ ଆଇପିଏସ ଡିଏସ କୁଟ୍ଟେଙ୍କ ସୁରକ୍ଷା ପାଇଁ ଯୋଜନା ଚାଲିଛି। ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଯୋଜନା କରୁଥିବା ବେଳେ ତାଙ୍କୁ ବିଜେଡି ବିରୋଧରେ ଅସ୍ତ୍ର କରିବାକୁ କେତେକ ପରାମର୍ଶ ଦେଉଛନ୍ତି।
#odisha #burocrat #IAS #IPS #asish_singh #DS_kutte #SujataRpandian #bjp_government
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in TH-cam! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
ମିଶନ ଶକ୍ତି ବିଭାଗର ଅର୍ଥ ବିଭାଗ ତଦନ୍ତ ହେବା ଉଚିତ୍ ସେ ବହୁତ ଅର୍ଥ ହେରଫେର କରିଛନ୍ତି ଏହାତଦନ୍ତ ହେବା ଉଚିତ୍
ସମ୍ପୂର୍ଣ୍ଣ ଷଡଯନ୍ତ୍ର ଆଉ କଳାବଜାରୀ ଧନ୍ଦା.
ବହୁତ ଭଲ ହୁଅନ୍ତା। ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବହୁତ ଅଫିସର କୁ ଅବସର ଦେଇ ସାରିଛନ୍ତି।
ମୋହନ ସରକାର ଏମାନଙ୍କ କଠୋର ଆଭିମୁଖ୍ୟ ଗ୍ରହଣ କରକରନ୍ତୁ
Not VRS , total dismissal and criminal proceedings! It will save Odisha’s sanctity and integrity!
ଆଗ ଆରେଷ୍ଟେ କର ତା ପରେ nesw କର ଯଦି ଦମ୍ ଅଛି bjp govt ra ଶୀଘ୍ର ଆକ୍ସନ ନିଅ ନ ହେଲେ 5 ବର୍ଷ ପୂରିବ ନି
ସୁନ୍ଦର ସମ୍ବାଦ
ଏ ତିନିଟାକୁ ବାଧ୍ୟତା ମୂଳକ ଅବସର ଦେବା ଉଚିତ l
D G ku S P karajau
ଏହି କ୍ଷେତ୍ରରେ ନୂଆ ସରକାର ନିଶ୍ଚୟ କଠୋର କାର୍ଯ୍ୟାନୁଷ୍ଠାନ ନେଲେ ଏକ ଇତିହାସ ଓ ଉଦାହରଣ ମୂଳକ ହେବ l
D G P କୁ ଜଲଦୀ ହଟେଇ,
ବିଜେଡିର ଚମଚା,
ଆଇଏଏସ କିଏ ଲୋକଙ୍କ ଚାକର। ସୁଜାତା ପାଂଡିୟାନ ର ତଳ ବାଳ ଓପାଡି ଦେବା ଦରକାର।
BJP Mohan Majhi Govt.should take strong action.
Thank for retirement sugesitiin
ଏମାନେ କୋଉ ପ୍ରକାର IPS.
ସୂପଂଖା
Bjp do ED enquiry to these
If BJP protects them people will loose faith in BJP next time they will loose the election
Gruha bibhaga bilei Akhibuji khira piuchhi 2029 re janata medicin debe
ଏ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି। କୁଟ୍ଟେ ବାବୁ ପ୍ରତ୍ୟେକ ଥାନାର ଛୋଟ ଛୋଟ ଘଟଣାରେ ସାମିଲ ହୋଇ ବେନିୟମ ନିର୍ଦ୍ଦେଶ ଦେଇ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ସୁରକ୍ଷା ଦେଉଥିବା କଥା ସମସ୍ତେ ଜାଣନ୍ତି । ସେଭଳି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ CVR ଦେବା ଉଚିତ୍ । କିନ୍ତୁ ସରକାର ଯଦି ତାଙ୍କୁ ରଖିବେ ତାହା ସରକାରଙ୍କ ପ୍ରତି ବିପଦ ରହିବ । କାରଣ ପଇସା ଖିଆ ବାଘ ପଇସାର ସ୍ଵାଦ ଭୁଲି ପାରିବ ନାହି ।
Recovery by opdr act first assess their irregularities in money terms than recover from their salary pension. Likewise ex cs srshmhptra's pension immediately blocked with Recovery 🙏🌹Unless this corrective action taken nothing shall improve 🍁
Amit faltu officer Ku rakhile BJP pura safa haba sure
Ex docait of Sundargarh
Let,law takes its own action. ବିଜେଡି ଉଵାଚ.
Exemplary punishment should be given so that officer won't involve them in politics
ନନ୍ଦିନୀ ଙ୍କ ଶାସନ ଆବଶ୍ୟକ
Dismiss from their job&recovery all properties from them.
They have misused their positions while being public servants. They should be dismissed for their high -handed action.
BJP should be firm in action.
Vk pandian sujata pandian arunsarangi ds kute asish ku direct suspend karajau
Biswasghatakanku adau biswas na karajau na hele ghor bipad
ସୁଜାତା ଅଛନ୍ତି, ତଥାପି ପାଣ୍ଡିଆନ sir
Peca. Saja. Heu. Heu. Uluka. Raja. Hoijibani ta
Drudha karjyanustan grahana karajau
ମୋହନ ସରକାର ବଦଳିଜିବ।
ମୋଦି ସରକାରଙ୍କ ମନ୍ତ୍ରୀ ପଦ ସ୍ଥିର ନାହିଁ।
ଡଗ ନିଉଜ ବାଳା ଜାହା କହୁଛ ଟିକିଏ ଭାବି ଚିନ୍ତି କୁହନ୍ତୁ।
Sapa sapa tanku rakhana
Recovery all money from him.
Bjp ku kana kahiba
Agaku dekha jau
ଏହି TV channel ର ନାମ କୁଇ ଭର୍ ନ ରଖି __ଦେଖା ଯାଉ _ନାମ ରେ ନାମ କରନ୍ ହେଉ।
Mohan majhi. Sujata kartikayan nkar. Kiichi kari paribani
Se kn mundi... Kendrapadia maikina....
Faltu news
Tamili lutera pandian ku dhari ta pandi re baunsa purao nahele b j p odisha ru hateidebu
False akaalana
ଦେଶ ବରବାଦ ହୋଇ ଯିବ... ମୋଦୀ କୁ ଯଦି ଦେଶ ରୁ ବିତାଡ଼ିତ କରା ନ ଯିବ। ଦରଦାମ ବୃଦ୍ଧି ହୁହୁ ହୋଇ ଜଳୁଛି। ମାଗଣା ସ୍କିମ ଖାଇ ଦେଶ ର ଲୋକେ ଅଳସୁଆ ହୋଇ ଗଲେଣି। ସବୁ କାମ ଚୋର।
ଦେଶ ର ଶାସନ ଭାର ସେନା ବାହିନୀ ହାତ ରେ ଟେକି ଦିଆ ଯାଉ। ବିଜୁ ପଟ୍ଟନାୟକ ଏହି କଥା ଥରେ କହି ଥିଲେ।
Are baba bjd Odisha jalauchee Sarkar gote he
yah sab log bBJD ka Chor Hai
A gudanko sighra chakiriru bidakaridia..
Se chorani