ମହାପ୍ରଭୁଙ୍କୁ ତୁ, ତୁମେ କି ଆପଣ କଣ କହି ଡ଼ାକିବା ? Jagannath Mahima | Shakti Shankar Mishra | Odisha 365
ฝัง
- เผยแพร่เมื่อ 12 ก.ย. 2024
- ଶ୍ରୀମନ୍ଦିରରେ ଗୋଡ଼ରେ ଅଳତା କିଏ ଲଗାଇ ଦେଲା ?
ମୁଁ ମହାପ୍ରଭୁଙ୍କୁ ପୂଜା କରୁଛି କିନ୍ତୁ ସେ ପୂଜା ପାଉଛନ୍ତି କି ନାହିଁ କେମିତି ଜାଣିବି ?
କାହାକୁ କିଛିବି କହିବନି ମୁଁ ଆଜି ବଡ଼ଦାଣ୍ଡରେ ରହିବି କୋଉଠିକି ନାଉଛ ନିଅ,
କଣ କରୁଛ କର, ତା ପରେ ଯାହା ହେଲା ଦେଖନ୍ତୁ |
ମହାପ୍ରଭୁ ଜଗନ୍ନାଥଙ୍କୁ ତୁ, ତୁମେ କି ଆପଣ
କଣ କହି ସମ୍ବୋଧନ କରିବା କଥା ?
------------------
Shakti Shankar Mishra
Jagannath Mahima
Odisha 365
-------------------
Sashikala
Dr. Nalini Tripathy
Sadananda Maharaj { Haripur Matha }
Mrutyunjaya Satapathy { Kalapathar }
--------------------
#jagannathmahima #shaktishankarmishra #odisha365 #jagannath #jagannathstory #anubhutirejagannath #jagannathpuri
ତତେ ଦୂର..ରୁ ଦେଖିଲେ ଭଲ ରେ କାଳିଆ...
ଦୂର..ରୁ ଦେଖିଲେ ଭଲ...
ପାଖରୁ ଦେଖିଲେ ଲୁହ ଝରି ଯିବ...
ଆଖି ମାନିବନି ବୋଲ...
🙏🙏🙏🙏
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏
କାଳିଆ ବିଶ୍ବସମ୍ରାଟ, ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ ହୋଇପାରେ, କିନ୍ତୁ ଆମ ଓଡ଼ିଆ ଙ୍କ ପାଇଁ ଜାଗା, କାଳିଆ ନଟକୁଟିଆ ଆମ ଭାତ ହାଣ୍ଡି ଆମ ପରିବାର ସଦସ୍ୟ 🙏🌹🙏♥️
ହେ ମହାପ୍ରଭୁ ଭକ୍ତବାଞ୍ଛା କଳ୍ପତରୁ ଏ ଅଧମକୁ ପର କରିଦେବନି...❤️❤️😭😭🙏🏻🙏🏻
Jày Jagannath
Jay Jagannath 💖💖✨❤️💕❤️💕❤️
ଆଜ୍ଞା ମୁ କିନ୍ତୁ ତୁ କୁହେ ମୋ ଜାଗା କୁ ସେ ମୋ ପୁଅ ମୋ ଧନ ସେ ମୁ ତାକୁ ତୁ କୁହେ ❤❤
ଆପଣ ମାନଙ୍କୁ କୋଟି କୋଟି ପ୍ରଣାମ ମୋର, ଯେଉଁ ମାନେ ମୋ କାଳିଆର ଅମୃତ ବାଣୀ ପରିବେଷଣ କରୁଛନ୍ତି 🙏🌹🙏♥️
ଆପଣଙ୍କ ମୂଖରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହିମା ଶ୍ରବଣ କରି ମୋର ହୃଦୟ ପବିତ୍ର ଓ ସାର୍ଥକ ହୋଇ ଗଲା।
ଆପଣଙ୍କୁ କୋଟି ପ୍ରଣାମ....
ଶରଣ ମଣିମା ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମହାପ୍ରଭୁ ଜୟ ମହାବାହୁ ଜୟ ଜଗନ୍ନାଥ
ହେ ମହାବାହୁ କାଳିଆ ସାନ୍ତେ ବଳିୟାର ଭୁଜ ଏ ବିଶ୍ଵ ବିଧାତା ଦୟା କର ମଣିମା ଏ ଓଡ଼ିଆ ଜାତିକୁ ❤❤🙏🏿🙏🏿🙏🏿🙏🏿
ମହାପ୍ରଭୁଙ୍କ ବିଷୟରେ ଆପଣଙ୍କ ବର୍ଣନା ଅପୂର୍ବ, ଅନନ୍ୟ ଏବଂ ଅତୁଳନୀୟ l ଶୁଣିଲାବେଳେ ମୁଁ ଅଭିଭୂତ ହୋଇଯାଏ, ଇଛାହୁଏ କଥା ସରନ୍ତାନି କି !!
🙏🙏🙏 Bhaba Binodia Thakura Bhakta Bastshla Hari........ 🙏🙏🙏🙏Bhaba ku Nikita se abhaba ku dura 🙏🙏🙏🙏Guruji 🙏🙏🙏🙏
ମହାପ୍ରଭୁ ହେ,ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା...🙏🌿💗🌿🙏
ସୁନ୍ଦର ଭକ୍ତି ନୈବେଦ୍ୟ ଖୁବ୍ ମନଛୁଆଁ। ଆନନ୍ଦ ଏକ ବାରେ ହରିବୋଲ. ଜୟ ଶ୍ରୀ ଜଗନ୍ନାଥ. ଜୟ ଶ୍ରୀ ରାଧେ ଜୟ ଶ୍ରୀ କ୍ରିଷ୍ଣା. ଜୟ ଶ୍ରୀ ରାମ ଜୟ ବଜରଙ୍ଗବାଲି. ମହାପ୍ରଭୁ ଙ୍କ କୃପା ସର୍ବଦା ରହୁ ଆପଣଂକ ଉପରେ ଏତିକି ଶ୍ରୀ ଚରଣରେ ପ୍ରାଥନା । ସୁନ୍ଦର ଭକ୍ତିଭରା ଏହି ଶ୍ରୀ ଜଗନ୍ନାଥ ମହିମା ନିମନ୍ତେ ମୁଁ 'ଓଡିଶା୩୬୫' ତଥା shakti kant Mishra ମହୋଦୟ ଙ୍କ ପାଖରେ ବିନମ୍ର ପ୍ରଣିପାତ କରୁଅଛି ତଥା ଅଜସ୍ର ଧନ୍ୟବାଦ ଜଣାଉଛି (ରମା କାନ୍ତ ମିଶ୍ର )
ଜଗାରେ କାଳିଆରେ ମୋତେ ତୋର ପାଖରେ ତୋର ଅଭୟ ପାଦ ପଦ୍ମ ତଳେ ସରଣ ତୁ ରଖିଥିବୁ, ମୁ ଯିବିନି କି ଯାଇପାରିବିନି 🙏🌹🙏♥️
Mahaprabhu emiti daya tapaswini behera ku karantu taku sabubele khusire rakhantu jay jay shree jagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️
କଣ ବା ମତାମତ ଦେବି। ଆପଣଙ୍କ ପ୍ରତ୍ୟେକ କଥାରେ ଅପୂର୍ବ ଭାବ ଭରି ରହିଥିଲା। ସେ ସବୁ ଜାଣି ପାରନ୍ତି। ଭକ୍ତ ପାଇଁ ସେ କିଛି ବି କରିପାରନ୍ତି। ସେ ମହାପ୍ରଭୁ ଆପଣଙ୍କ କଥା ଓ ଗାଥା ଶୁଣି ଏମିତି ମନ ପୁଲକିତ ହୋଇଯାଉ ଏମିତି ଆଖି ପ୍ରେମ ଅଶ୍ରୁରେ ଭରିଯାଉ।
ଧନ୍ୟ ଭକ୍ତ
ଧନ୍ୟ ଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
He muhaprabhu kalathakur Jagannath Swami nayan Patha gami bhabatume me 🙏🙏🌺🌿🍎🍎🍎🙏🙏🙏🌺🌿🌿🌿🌺🌺🌺🌺🌺🪔🪔🪔🪔🪔🪔🪔🌿🌿🌿🌿🌿🌿🌿🌿🌿🌿🪔🪔🪔🪔⭕‼️⭕🪔🪔🪔🪔🙏🙏🙏🙏🙏🙏🙏🙏🙏🙏
⭕❗⭕🙏🙏🙏🙏🙏🙏🙏🙏ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
Jay Jagannath 💗💗💗💗💗🙏🙏🙏🙏🙏
🙏ଜୟ ଜଗନ୍ନାଥ ମହାପ୍ରଭୁ ରକ୍ଷା କର 🙏
ମଙ୍ଗଳ ମୟ ଅନୁଭୂତି ପ୍ରଦାନ 🙏🙏🙏
Jaya sri jaganatha mahaprabhu nku anantha koti pranama
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ଭାବ ବିନୋଦିଆ ଠାକୁର ଭକ୍ତ ବଚ୍ଚଳ ହରି 🙏🏻
ମଣିମା ଙ୍କର ଜୟ ହେଉ 🙏🏻
Jay jagnnath swami nayan patha gami bhava tume🙏🙏🙏🙏
ଖୁବ୍ ସୁନ୍ଦର ଉପସ୍ଥାପନା, ସାଧୁବାଦ 🙏, ଜୟ ଶ୍ରୀଜଗନ୍ନାଥ 🙏🙏🙏।
Jay jagannath swami nayana patha gami bhaba tume ⭕❗⭕🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏
Jay Jagannath Radha Swami nku moro sastanga abhuma bhuya bhuya dandabat pranam ❤❤❤❤❤ mahaprabhu nka asmita mahaprabhu nka lila kete madhura ❤❤❤suniba ku ahuri ichha hue 🙏🏻🙏🏻🙏🏻🙏🏻🙏🏻🚩🚩🚩🌻🌼⭕❗⭕🫂🫂🫂
Jaya Sree Jagannatha Swami Jaya Bhababinodia Thakura Bhakta Baschala Hari Bhakta Lagi Abatara Dashsa Muratidhari Jaya Jagannatha Jaya
Jay Jay Shree Krishna Jagannath swami Nayan patha gami vabatu me 🙏🌹🌹🌹🌹🌹🌹🙏🌹🙏
କିପରି ଏତେ ସୁନ୍ଦର ବର୍ଣ୍ଣନା ଆପଣ କରିପାରନ୍ତି, ତାହା କଳ୍ପନାତୀତ।
Se ta anath ra nath prabhu jagannath ❤
ମହାପ୍ରଭୁ 🙏🙏🙏🙏
ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
Jay Jay Shree Jagannath Mahaprabhu 🙏
Jay Jagannath swami Nayana patha gami bhaba tume 🙏🙏🙏🙏
Jay Jagannath Prabhu nka ra jay
Jay shree Jagannath Swami 🚩🚩🙏
Pravu HEE KRUPA Rakhithiba 🙏
🙏 🙏
ମହାପ୍ରଭୂ ହେ 🙏🙏🙏
🙏🙏🙏🙏ମହାପ୍ରଭୁ 🙏🙏🙏🙏
He mahaprabhu krupadrusti re chani tha prabhu
🙏💥ଜୟ ଜଗନ୍ନାଥ ପ୍ରଣାମ💥🙏
Jay jay shree jagannath🙏🙏🙏🙏
Jay Jagannath Swami 🙏🙏🙏🙏🙏🙏🙏🙏🙏🌹
🙏🙏🌹ପ୍ରଣାମ. ଜୟଜଗନ୍ନାଥ
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତ ଭକ୍ତଙ୍କୁ ଖୁସିରେ ରଖନ୍ତୁ 🙏
ଆପଣଙ୍କ କଥା, ଚିନ୍ତନ, ପ୍ରତିଦିନ ହେଉଥାଉ।🙏
Mo prabhu jagannath
Mahaprabhu Tapaswini behera ku sabubipadaru rakhya karantu jay jagarnath jay jagarnath jay jagarnath jay jagarnath 🙏🙏🙏🙏🙏🙏🙏🙏🙏🙏❤️❤️❤️❤️♥️🙏❤️♥️♥️🙏🙏🙏🙏🙏🙏🙏🙏🙏🙏🙏
Jai jagannath 🙏🙏 jai jagannath 🙏🙏 jai jagannath 🙏🙏❤️❤️❤️
Jai Jai Shree Shree Jagannatha Mahaprabhu.
Jagannath swami🙏
ଜୟ ଜଗନ୍ନାଥ ମହାବାହୁ
Mahaprabhu Tapaswini behera ku sabubipadaru rakhya karantu baba jay shree jagarnath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Jai jagannath
Sir Apanku koti koti pranm Am mahaprabhu😢
Jai shree jagannath 🙏
Mahaprabhunka padatale ananta kotibar pranam 🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏ହେ ଚକା ନୟନ ଶୁଣ ନିବେଦନ ଏତିକି କରୁଣା ହେଉ🙏ତୁମ୍ଭ ମୁହଁ ଦେଖି ଆହେ ଚକାଆଖି ପ୍ରାଣ ପକ୍ଷୀ ଉଡିଯାଉ🙏 ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ପ୍ରଭୁ 🙏🙏🙏😢
Jay jagannath Swami Prabhu 🙏🙏🙏😭
Jay Jagannath mahapravhu
Jay sri jagannath swami❤
Jai jagnatha sir 🙏
Jai Jagannath 🙏
ଜୟ ଶ୍ରୀଜଗନ୍ନାଥ ହେ...👏
Jai jai shree jagarnath mahaprabhu 🙏🙏🙏
Jay jagannath mahaprabhu, Jay mahasaya
Jay Jagannath
Jay Jagannath 🙏🙏🙏
Jay shree Jagannath
ଜୟ ମହାପ୍ରଭୁ ଜୟ ମହାପ୍ରଭୁ ଜୟ ମହାପ୍ରଭୁ
🙏🙏🙏🙏🙏🙏🙏🙏🙏🙏🙏
Jay sri jagannath🌹🙏🙏🙏🙏🙏🙏🙏🙏🙏......
Mo KALIA SUNA 💞💞💞💞💞🙏🙏🙏🙏🙏
Jay. Shree jagannath
Jay jagannath swaami nayanpath gami bhaba tume
Jay shree Jagannath mahaprabhu 🙏🙏🙏
Jay jagarnnath 🙏🏻⚫‼️⚫ Jay Jagarnnath 🙏🏻 ⚫‼️⚫ Jay Jagarnnath 🙏🏻⚫‼️⚫
Jaijagannatha
Hay manima Puri ku jaldi dakiba heu he tama ku dekhiba ku atura heuchi hai mahabahu 🙏🏻🙏🏻🙏🏻🙏🏻🌼🌼🌼🌼🙏🏻⭕❗⭕♥️♥️♥️
Jaya Jagannatha Jaya Sakti Sankar Sir Ajira Mo Kalia Saantankar Bisyare Apankara Mitha Mitha Anubhutira Katha Kahile Mana Anadita Pulakita Hoegala
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ ହରି ବୋଲ ଜୟ ମାଆ ମଙ୍ଗଳା ଭରସା 🙏।
Jay jagannath🙏❤
କଣ ମହାପ୍ରଭୁଙ୍କ।କଥା କହିବି😢😢 ମୁ ମୈର ଜଣେ ବଦ୍ଦୁ।ଜାଇଥିଲୁ ମୈ।ପାଖାରୈ ଏତେ ପଇଷା ନ ଥାଏ। ଅବଢା ଖାଇବା ପାଇଁ ଇଛା ଥାଏ। ସମୁଦ୍ର କୂଳ ଆଡୁ ବୁଲି ଆସି ସମୟ ପାଖାପାଖି 7 ରୁ 7 45 ସମୟ।ମଦିର ଭିତରକୁ।ଗଲୁ। ଆନନ୍ଦ ବଜାରରେ ଦେଖିଲା ବେଳକୁ ଜଣୈ ବସିଛନ୍ତି ଅବଢା ଧରି। ମେ ପାଖରେ ତ ପଇଷା ନ ଥାଏ ହଠାତ ସିଏ ଜାଇ ଅବଢା ଆଣିଲା ଏବଂ ମେ ପାଇଁ ଆଣିଲା। ମହାପ୍ରଭୁ ଜାଣିଥିଲେ ମୈର ଅବଢା ଖାଇବା।ପାଇଁ ଇଚ୍ଛା ଥିଲା😢😢
Jai jagannath ❤
ଜୟ ଜଗନ୍ନାଥ 🙏🙏🙏🙏🙏
ଜୟ ଜଗନ୍ନାଥ
Jai jaganath swami nayana patha gami bhaba tume.
Jay Jagannath Swami
Jay jagannath swami 🙏🏼🙏🏼🙏🏼🙏🏼🙏🏼🙏🏼namaskar mousa
Jai jagannath
Sri Jagannath.
ଜୟ ଜଗନ୍ନାଥ ମହାପ୍ରଭୁ, ଜୟ ମା ମହାଲକ୍ଷ୍ମୀ 🙏❤️🙏❤️🙏
Prabhu❤🙏🚩
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ
Jay jagnnath
Jay Jagannath....
Mora Apank Saha Katha haba Pani chahuchi
🙏ଜୟ ଜଗନ୍ନାଥ 🙏
Jai jagannath jai mohaprvu