ମହାପ୍ରଭୁ ମତେ ଦୁଇ ପୁଅ ସିଦ୍ଧାର୍ଥ ଓ ସାର୍ଥକକୁ ଦେଇଛନ୍ତି,ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା...
ฝัง
- เผยแพร่เมื่อ 9 ก.ย. 2024
- "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
TH-cam: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana
ମୋ ମହାପ୍ରଭୁ କାଳିଆ ସାଆନ୍ତ ତମକୁ ସତ କୋଟି ପ୍ରଣାମ 🙏🙏🙌😭
ନମିତା ମାଆ ଓ ସୀତା ସାର୍ ମୋବାଇଲ୍ ୟୁଟ୍ୟୁବରେ କେମିତି ଜୟ ଜଗନ୍ନାଥ ଟିଭି ଦେଖିହେବ ଦୟାକରି ତାର ବ୍ୟବସ୍ଥା କରନ୍ତୁ। ଜୟ ଶ୍ରୀଜଗନ୍ନାଥ 🙏🙏🙏
Jay jagannath tv search kara TH-cam re
TH-cam re asuni agaru authila please tike bebasta karantu
ମାମ୍ ତମ ଇଛା ସବୁ ପୁରଣ କରିବେ ନିଛିତ ଜୟ ଜୟ ଶ୍ରୀ ଶ୍ରୀ ଜଗନ୍ନାଥ, ମାମ ଆପଣଙ୍କ ଭଳି ଏହି ଓଡ଼ିଆ ମାଟିର ଗୋଟେ ଗୀତିକାର ବନାନ୍ତୁ ❤❤❤❤
ଜୟ ଶ୍ରୀ ପତିତ ପାବନ ନାରାୟଣ ସ୍ଵାମୀ କି ଜୟ
ଜୟ ଶ୍ରୀ ପତିତ ପାବନ ଜଗନ୍ନାଥ ସ୍ଵାମୀ କି ଜୟ
🙏🕉️🙏🕉️🙏🕉️🙏🕉️🙏🕉️🙏🕉️🏵️🏵️🌹🥥😅👌🛐🛐🫒💐🚩💮🌿🌿🍌🔱🌺🏳️🪻🪻⭕‼️⭕
Jay shree jagannath ❤❤❤
ଧନ୍ୟବାଦ ନମିତା ଅଗ୍ରୱାଲ ଧନ୍ୟବାଦ ନମିତା ଅଗ୍ରୱାଲ ବହୁତ ସୁନ୍ଦର କହିଲେ ସତ ସବୁ ସତ ମୋ ନମିତା ମା ସତ୍ୟ ❤❤
mahaprabhu apananka paribarku sabubele khusire rakhantu. jay jagannath
Sir and maam ଦୟାକରି ଜୟ ଜଗନ୍ନାଥ ଟିଭି ସିଧାପ୍ରସାରଣ କୁ ପୁଣି TH-cam ଆରମ୍ଭ କରନ୍ତୁ ଆପଣ ମହାପ୍ରଭୁ ଙ୍କୁ ଏତେ ଭଲପାଉଛନ୍ତି ଆମ ମାନଙ୍କ ର ମନ ଦୁଃଖ କରୁଛନ୍ତି , ଘରେ ଥିଲାବେଳେ ସିନା ଟିଭି ରେ ଦେଖିବୁ ଆମେ କର୍ମଜୀବୀ ପତାକାଲାଗି ଭାଗବତ ସନ୍ଧ୍ୟା ଆଳତୀ live ଦେଖିପାରିନୁ ଦୟାକରି ଆମମାନଙ୍କ ର ଦୁଃଖ ବୁଝିବେ ଜୟ ଶ୍ରୀ ଜଗନ୍ନାଥ 🙏🙏🛐🛐
Ama samastanka ei bada eechha daya Kara
Right
Right
Jay Jagannath 🙏🙏🙏
ma'am please live chadantu
ମହାପ୍ରଭୁ ଶ୍ରୀ ଜଗର୍ନାଥ ଆପଣଙ୍କ ର ଏ ଇଛା ନିଶ୍ଚିତ ପୂରଣ କରିବା ହେବେ ଆମ ଜଗା ର ଗେହ୍ଲା ଝିଅ ନମିତା❤❤❤❤❤❤
Jay jaganath namita maa Amma samata ka. Laxmi maa
Jay jay Jagannath🙏 Jay jay Jagannath🙏 jay Jay Jagannath🙏🙏🙏
💐🙏❤️🙏💐 ଯାହାକୁ ମୁଁ ହୁଅଇ ସଦୟ ତା ଠାରେ ମୋ ଜ୍ଞାନ ଉଦୟ 💐🙏❤️🙏💐
Jayjagannth
💐🙏❤️🙏💐 ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବଡ଼ ଠାକୁର ଙ୍କର ଜୟ ହେଉ 💐🙏❤️🙏💐
Sir & mam apananku koti koti dhanyabad.... Maha pravu sabubele apanku khusi re au sustha re rakhithantu
Jay jahanntha
ନମିତା ଅଗ୍ରୱାଲ ମାମ ଓ ସୀତା ରାମ ଅଗ୍ରୱାଲ ସାର ଙ୍କୁ ମୋର ଅନନ୍ତ କୋଟି କୋଟି ପ୍ରଣାମ
ମହା ପ୍ରଭୁ ଙ୍କ ଜୟ ଜଗନ୍ନାଥ ଟିଭି ସମଗ୍ର ବିଶ୍ୱରେ ପ୍ରସାଦ ଦେଖି ଆମ୍ଭ ଜୀବନ ଧନ୍ୟ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ
ଓଁ ନମଃ ଭଗବତେ ବାସୁଦେବାୟ ନମଃ
🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🕉️🙏🏵️🏵️🌷💮🚩🚩💐🫒🛐👌😅😅🥥🌹🌿🌿🍌🔱🌺🥀🏳️🏳️🪻⭕‼️⭕
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ 🙏🙏🙏🙏
ଜୟ ଜଗନ୍ନାଥ ,ନମିତା ଅଗରୱାଲ ସୀତାରାମ ସାର୍ ଙ୍କୁ ଜୟ ଜଗନ୍ନାଥ ❤
Jay Jagannath 🙏😊❤
🙏🙏ଜୟ ଜଗନ୍ନାଥ youtubere ପୁଣି ଲାଇଭ ଷ୍ଟାର୍ଟ କରନ୍ତୁ |
Pls pls live asu🙏🥺⭕❗⭕ prabhu
Jay maha prabhu
JAY JAGANNATH
Jay Shree Jagannath MahaPrabhu👑🙏👑🙏🙏👑👑🙏
କେ ଜାଣେ ନମିତା ମାମ ଙ୍କ ପରି ଆଉ ଗାୟକ ହେବେ ନ ହେବେ ଭଗବାନ ଙ୍କୁ ଜଣା......
Jai jagannath ji 🙏
Jay shree Jagarnnath 🙏🏻 ♥️ ❤️
Sitaram sir Apnka katha suni Bahut Bhala lagila Jai jagannath 🙏 🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ମହାପ୍ରଭୁ ଜଗନ୍ନାଥ ତୁମେ,
ନମିତା ମାମ ଓ ସୀତାରାମ ସାରେ ଙ୍କୁ ମୋ ପ୍ରଭୁ ଭଲରେ ରଖନ୍ତୁ,
Jay shree jagannath 🙇🙏
ଜୟ ଜଗନ୍ନାଥ ଏମିତ୍ ଯୁଗେ ଯୁଗେ ମା ଗୀତ ଗାନ କରୁ ଥାଆନ୍ତୁ
ଜୟ ଜଗନ୍ନାଥ ମହାପ୍ରଭୁ
Sarthak jadi gita mana rakhuchi se odia b kahipariba .apana Chadha dekhei Hindi re kain pacharuchanti se b thik se kahiparunanhanti
Jay Jagannath
Maam and sir please Jai jagannath tv phir se live suru kijiye
Jay jagannath Namita mamm sita ram sir
Jay Jagannath 🙏🙏🙏 prabhu Khushi re rakhntu
Jay jagannath
Jay jagannath ❤
Mam,sir apanmananmanank🙏🙏🙏🙏
Jay shree jagannath 🙏🙏🙏🙏🙏🙏🙏♥️♥️♥️♥️♥️♥️♥️
Jay jagannath Swami Nayana pathagami bhabatume
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🙏🙏🙏🙏🙏🙏❤️❤️❤️❤️❤️❤️❤️🌸🌸🌸🌸🌸🌸🌸🌼🌼🌼🌼🌼🌼🌼🪔🪔🪔🪔🪔🪔🪔
Thank you for your grace by blessing of lord Jagannath 🌹🌹🌹 all ways lord Jagannath with you Jay Jagannath 🌹🌹🌹🌹🌹
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🏻
Sitaram sir you are very lucky by blessing of lord Jagannath 🌹🌹🌹🌹🌹
Jai jagannath ❤ OK thanks. Bande mataram.
Jay shree Jagannatha mahaprabhu 🙏🙏❤️🌺
Jay Jagannath Swami nayana patha gami bhaba tume 🙏🌸🙏🌸🙏🌸🙏🌸🙏🌸🙏🌸🙏
🌼🙏🌼জয় জগন্নাথ মহাপ্রভু 🌼🙏🌼
Jay Jagannath, God bless her family 🙏🙏🙏🙏🙏 Jay Jagannath namaskar ❤❤
ଆହେ! ସ୍ୱାମୀ 🙏🙏🙏🙏
ଜୟ ଜଗନ୍ନାଥ 🙏 ମହାପ୍ରଭୁ ଆପଣଙ୍କର ମଂଗଳ କରନ୍ତୁ 🙏
ସଦା ଧର୍ମ ର ଜୟ ହେଉ ❤ ଜୟ ଜଗନ୍ନାଥ ❤
Jay Jay jagannth swami he madhaba taba padatale mo sha pariba nak mana laya rahu prabhu udhara heu🪔🌹 🙏🙏🙏
JAY SREE JAGANNATH ❤❤❤❤🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
Jay jaganath. Serial was not showed on tv. So please resend it. On. TH-cam please
God bless 🙌. You sarthak beta disent beta❤
Please Prabhu jagannath ama ghare samaste misiki ruhantu please Prabhu jagannath mu samasti nki bhala pae please Prabhu jagannath mu samasti nki bhala pantu
Jay shree jagannath 🌺🪔🌺❤️🌹❤️
ନମିତା ମାଡାମ ଜୟ ଜଗନ୍ନାଥ ଟିଭି TH-cam live Chadantu
Jay jagnnath swami ❤❤❤
Live dele sabu kie kan rosei kala vai vauni hebe katha hebe bhakti chyanel re,, kichhi ମାନିବେନି କହିଲେ
Jay shree Jagannath 🙏🏻🛐🙌
Kalia re 🥹
Junior Agrawal sir odiya re kuhantu
Jay shree Jagannath Swami Nayana patha gami bhaba tume ⭕‼️⭕🙏🙏🙏🙏🙏
Jay jagannath Swami ji 🙏🙏🙏🙏
PaahimaamJaga🙏🙏🙏
🙏ଜୟ ଜଗନ୍ନାଥ🙏
Namita mam mu tamara sabu song sune mate bahut khusi lage Au gote gote dukha song sunile mate bahut Kanda lage
Jay shree jagannath🙏🚩
Jay Jay shree jaganatha Swami
So beautiful Jay Jagannath ❤
Jaya jagannath❤❤❤❤
❤️ Jay 🙏 jagannath ❤️ Swami ❤️🙏❤️⭕❗⭕
Jay Jagannath 🙏🌹🙏
ଜୟ ଜଗନ୍ନାଥ ⭕❗⭕🙏🙏
Jayjagannath,thankyoumam
Thankyou,sitaramsir
Jai Sri Jagannath 🙏🌹🌹🙏
Prabhu tribhuvanapati 🙏❤️🙏
Jay Jagannath Swami Nayan patha game bhab tume 🙌
Mo prabhu jagannath 🙏🙏🙏
Jay Jagannath❤❤😊❤
Subharatri mo jaga dhana, mo babu soijaa
Jay shree jagannath 👃
Jay Jagannath 🙏 🙏 🙏 🙏
Hariom.
JAY SHREE JAGANNATH
Jay jagannath Swami
JAY JAGANNATH 🙏🙏🙏
🪔🙏🌷 Jay jagannath swamy Nayan patha gami vaba tumay 🌷 Hari Om Namo Narayan 🌷 Hare Krishna Hare krishna Krishna kishna Hare Hare Hare Ram Hare Ram Ram Ram Hare Hare 🌷🙏🪔
TH-cam re Jay jaganath tv sida prasaran chadantu Namita ma'am🙏🙏🙏
Best of namita agrawal
❤
Horibol
ଏ ସବୁ ପ୍ରଭୁ ଙ୍କ ଲିଳା ଜୟ ଜଗନ୍ନାଥ ଶୁଭ ସକାଳ ❤❤❤❤
Namita maa jj tv live chadantu please 🙏🙏🙏🙏🙏🙏🙏
🙏🙏🙏
namita meme TH-cam live start କରନ୍ତୁ
❤❤❤❤❤
Kindly start streaming TH-cam live. Jay Shree Jagannath🙏🙏🙏