ପାଲା ଗାଇକା ଲକ୍ଷ୍ମୀପ୍ରିୟା ଦାଶ ଓ ତାଙ୍କ ସାଥିଙ୍କ ଦ୍ଵାରାସୁନ୍ଦର ଉପସ୍ଥାପନା/ଟାଙ୍ଗୀ କୈବର୍ତ୍ତ ସଂଘ ପକ୍ଷରୁ

แชร์
ฝัง
  • เผยแพร่เมื่อ 26 มิ.ย. 2024
  • ପାଲା ଗାଇକା ଲକ୍ଷ୍ମୀପ୍ରିୟା ଦାଶ ଓ ତାଙ୍କ ସାଥି ଙ୍କ ଦ୍ଵାରା ସୁନ୍ଦର ଉପସ୍ଥାପନା/ଟାଙ୍ଗୀ କୈବର୍ତ୍ତ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି
    ପାଲାର ସଂଜ୍ଞା :-
    ପାଲା ହେଉଛି ଆମ ଓଡିଶା ବାସୀଙ୍କର ଏକ ସର୍ବପ୍ରାଚୀନ
    ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି
    ଏହା ସାହିତ୍ୟିକ, ଆଧ୍ୟାମ୍ବିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ
    ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ,ରାମାୟଣ ଇତ୍ୟାଦିର
    ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବାବିଷୟକୁ ଆଲୋଚନା କରନ୍ତି |
    ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ
    ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ
    ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ
    ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି,
    ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା
    ଦଳ ହୋଇଥାଏ, ଏଇ ହେଉଛି ପାଲା
    Thank You for watching this video, if you like this
    video then please hit the like button, share, and do
    subscribe to our channel for more such cultural
    and entertaining videos, also comment about your
  • บันเทิง

ความคิดเห็น • 1

  • @pramodsahoo5820
    @pramodsahoo5820 8 วันที่ผ่านมา +1

    🙏 ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି ପାଲା ପରିବେଷଣ ।ଜୟ ଶ୍ରୀ ନାରାୟଣ ସ୍ବାମୀଙ୍କର ଜୟ 🙏