ସାବଧାନ ! ଏମିତି ପାପ କରୁଥିଲେ ||Amiti Papa Karuthile Sabdhana Huantu//Gayak:-susri urmila sahoo
ฝัง
- เผยแพร่เมื่อ 5 พ.ย. 2023
- #urmilasahoopala
#bagnibanisusriurmilasahoopala
#urmilasahupala
#odiapala
#badipala
#pala
#badipalamancha
#palacomedy
#newpala
#palabhajana
#amaodishanataka - บันเทิง
ଅତି ସୁନ୍ଦର ଉପସ୍ଥାପନା, ବାଖ୍ୟା ବେଶ ହୃଦୟ ସ୍ପର୍ଶି, ଓଡ଼ିଆ ସାହିତ୍ୟ ର ମାନ ଲୋକ ଲୋଚନ କୁ ଆଣୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ, ତଥା ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା ଆପଣଙ୍କ ଖ୍ୟାତି ଅମର ରହୁ, ଜୟ ଶ୍ରୀ ହରି ❤
Bahuta.sundar.pala
ଅସୀମ ଜ୍ଞାନ ସୁନ୍ଦର ପାଲା ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୂଁ କିଂଚିତ ମାତ୍ର ଯେତେ ପ୍ରଶଂସା କଲେ ବି କମ ହେବ ଜୟ ଶ୍ରୀ କୃଷ୍ଣ 🙏🙏🙏
🕉️ ଜୟଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ସଦ୍ଦିଚ୍ଛାହିଁ ପୂର୍ଣ୍ଣହେଉ, ଆନନ୍ଦେ ଏକବାର ହରିବୋଲ 🤷🏻♂️🙏🕉️
ଉର୍ମିଳା ସାହୁ ଦିଦି ଯେତେ ପାଲା ଗାଇଛନ୍ତି ଅତି ସୁନ୍ଦର ଏବଂତାଙ୍କ କଣ୍ଠ ସ୍ବର ହୃଦୟସ୍ପର୍ଶୀ।ମୋତେ ବହୁତ ଭଲ ଲାଗେ । ଏମିତି ପରିବେଷଣ ଜାରି ରଖନ୍ତୁ ।
😢
Adhunika badhja palla
6g to 6FYIyjm..
Sudhir
ଅତି ସୁନ୍ଦର ପାଲା ପରିବେଷଣ ।
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି ଆପଣ ଆପଣଙ୍କର ପରିବେଷଣ
ଅତି ସୁନ୍ଦର ପାଲା , ଭଗବାନ ତୁମର ମଙ୍ଗଳ କରନ୍ତୁ
ଗାୟିକା ମହାଶୟ ଙ୍କୁ ମର କୁଟି କୁଟି ପ୍ରାଣମ 🙏🙏🙏🙏
ବହୁତ ଭଲ ଲାଗିଲା ଆପଣଙ୍କ ପାଲା ଆପଣ ମାନଙ୍କ ପାଇଁ ଓଡ଼ିଆ ପାଲା ବଞ୍ଚି ରହିଛି 🙏🙏
ଓଡ଼ିଆ ଭାଷା ସଂସ୍କୃତି କୁ ବଞ୍ଚାଇ ରଖିବା କୁ ବହୁତ ପ୍ରୟାଶ କରିଛନ୍ତି। ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ।
ଉର୍ମିଳା ଭଉଣୀ ଧନ୍ୟବାଦ ତମର ବିଶ୍ଲେଷଣ ପାଇଁ ❤
ବହୁତ ସୁନ୍ଦର ଆପଣଙ୍କ ପରୀ କେତେଜଣ ଗାୟକ ଗାୟିକା ପାଇଁ କଳିଯୁଗ ରହିଛି ଓ ହେଲେ କେବେଠାରୁ ଧ୍ଵଂସ ହେଇ ସାରନ୍ତାଣି ଆପଣଙ୍କ ପାଇଁ ଆମ ପରମ୍ପରା ବଞ୍ଚି ରହିଛି ଆଶା କରିଵି ଅଧିକ ରୁ ଅଧିକ ପାଲା ପରିବେଷଣ କରନ୍ତୁ ଆଉ ଏ ସମାଜ କୁ ଶିକ୍ଷଣୀୟ ବାର୍ତ୍ତା ଦିଅନ୍ତୁ ହୃଦୟ ରୁ ଧନ୍ୟବାଦ ଜୟ ଜଗନ୍ନାଥ
1:56
((
@pramoddash-2774 9tt
14:27 😊😅😊and the one on my
Sabu bhagaban nka icha jaganath
ଖୁବ୍ ସୁନ୍ଦର ହୃଦୟସ୍ପର୍ଶୀ ଭାବପୂର୍ଣ୍ଣ ଅତି ଉଚ୍ଚକୋଟୀର ପରିବେଷଣ
ଉର୍ମିଲା ଦିଦି ଆପଣଙ୍କର ପାଲା ଶୁଣିବା କୁ ବହୁତ ଭଲ ଲାଗେ । ଧଞବାଦ୍
ବହୁତ ବଢିଆ ପାଲା ପରି ବେସନ କରୁ ଛନ୍ତି
Ati sundha pala karuchhanti bhauni❤❤❤❤
ଆଗମୀ ଦିନରେ ଅପନଙ୍କୁ ଆମ ଅନୁଷ୍ଠାନ ତରଫରୁ ନିମନ୍ତ୍ରଣ ରହିଲା।
ଗାୟିକା ମହାଶୟା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏.............
🎉
❤ବହୁତ ସୁନ୍ଦର ସଂସ୍କୁର୍ତ୍ତିକ ପାଲା 🙏
ବାସ୍ତବରେ ଉର୍ମିଳା ସାହୁ ସବୁଠାରୁ ଜ୍ଞାନୀ ଗାୟିକା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
One of the best pala gayika🙏🙏🙏 ati sundar paribeshan. Koti koti pranam Madam 🙏🙏
Ati sundar pala gauchanti apna sabubele amiti pala gauthantu
ଉର୍ମିଳା ଦିଦି ଆପଣ ସମସ୍ତ ଙ୍କ ଠାରୁ ବଡ ଭଗବାନ ଆପଣ ଙ୍କୁ ମଙ୍ଗଳ କରନ୍ତୁ
ଆପଣଙ୍କ କଣ୍ଟ କୁ ସ୍ବରସ୍ବତୀ ବିଜେ କରିଛନ୍ତି
ଭାରି ସୁନ୍ଦର ସ୍ଵର ଓ ସୁନ୍ଦର ଉପ୍ଥାପନା,ମନ ଛୁଆଁ ପାଲା
ଆପଣଙ୍କ ର ପାଲା ପରିବେଷଣ ଅତ୍ୟନ୍ତ ସୁନ୍ଦର,
ଉର୍ମିଳା ସାହୁ ତୁମକୁ ମୋ ହୃଦୟ ରୁ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏
Nice description of God's creation 🎉🎉❤
ବହୁତ ବହୁତ ସୁନ୍ଦର କେଉଁ ଜିଲ୍ଲା ରମୋବାଇଲନଂ
ଅତି ସୁନ୍ଦର
ଅତି ସୁନ୍ଦର ପାଲା ଆପଣଙ୍କର
ବହୁତ୍ ବହୁତ୍ ଧନ୍ୟବାଦ।ଯାହାହେଉ ।ମୁଁ ଆପଣଙ୍କ ବାପା ମା ଙ୍କୁ ପ୍ରଣାମ କରୁଛି ।ମା ଆପଣଙ୍କୁ ଆଶ୍ରିବାଦ୍ କରନ୍ତୁ ଏହାଠାରୁ ଆହୁରି ଭଲ ପାଲା କରନ୍ତୁ ।ବେଟି ଟିକେ ନିଜ ଫୋନ ନମ୍ବର ଟି ଦେଲେ ଖୁବ୍ ଭଲ ହୁଅନ୍ତା ।
Bahut Sundar paribesana karichhanti apananku bahaut bahut dhanyabad 🙏
Ati sundar paribesana❤❤❤❤❤
ଉଚ୍ଚାରଣ ବହୁତ ସୁନ୍ଦର
ଅତି ସୁନ୍ଦର ପାଲା 😊
Bhala paribesana
କଣ୍ଠରେ କାଗ୍ଦଦେବୀ l🌸🙏👍
Jay jaganatha ⭕‼️⭕🙏🙏God bless you 👌👌♥️♥️
Jay Sri Krishna 🙏
Bahut sundra didi au video chada
Bahut sundar pala Dede 🙏💞
Bahuta sundra didi
ଅତି ସୁନ୍ଦର ଏବଂ ଉଚ୍ଚ କୋଟିର. ଧନ୍ୟବାଦ ମାଡାମ🙏
Guru maa pranam 🙏🙏🙏
Urmila sahu is my favourite pala singer.god bless him and no 1 singer for me.jay Jagannath 🙏🙏🙏
Pala Bahuta bhala lagila didi 🙏🙏🙏
ବହୁତ ଭଲ
Bhala pala ❤❤❤❤
we should love and respect our great culture without all the great things we can not exists.
Jay Jagannath
Bahut sundar paribeshan didi super 🌹
ATI Sundar didi apnku sata namskar
Ati sundar pala paribesana
Jai JAGANNATH
Jay jagannath 🙏🙏🙏
ଗାୟିକାଙ୍କୁ ମହାଶୟଙ୍କୁକୋଟିକୋଟି ପ୍ରଣାମ
Sundar upstapana
Jai.
Jagannath
ସୁନ୍ଦର ପାଲା
Urmila Bahuni tumaku koti koti pranam 🙏🙏🙏
ଭଲ ଲାଗିଲା
Jay jagannath.
Beautiful pala
Jay jagannath swami very very good didi aapnku jetebi pada sunuchhi sabu padar satantr bhal lage ❤❤❤❤
Best pala....Your have a very high audiance binding capacity through your skillful and simple presentation. Thanks a lot..You are Pride of Odisha.
My favourite urmila mam
ଅତି ସୁନ୍ଦର ପାଲା
Didi Ttamaku Mo tarapharu namaskar
Dide Very nice Story 🚩🌹🌹🌹🙏🙏🙏🙏🙏🙏🙏🙏
Very nice presentation.
Extremely good....
Very nice palha didi.
ଆପଣଙ୍କ ସହିତ ଯୋଗା ଯୋଗ କେମିତି କରିବୁ କୁହନ୍ତୁ।। ଜୟ ଜଗନ୍ନାଥ
Bahut Sunder...... Jay Jagannath Mahaprabhu 🙏
Bhutu sundr pala didi my fabaright gaika jaganath bless you koti koti naman
ଗାଜକ ମହାଶୟ ବହୁତ ବଢିଆ ଧନ୍ୟବାଦ 🙏🙏🙏
Nice pala
Ati sundara galika nka pala saili
ଜୟ ଜଗନ୍ନାଥ 🙏🙏🙏ଗାୟିକା ଉର୍ମିଳା ସାହୁଙ୍କ ପାଲା ଗାଇବା ଶୈଳି ଓ କହିବା ଶୈଳି ଏକ ନିଆରା, ଅତି ସୁନ୍ଦର୍ 💯💯💯💯💯💯💯💯💯💯💯💯💯💯💯💯
ଦିଦି ପଠାଣି ସାମନ୍ତ ତ ତାରା ଗଣିଥିଲେ
👍👍👍
Very nice pala ❤️❤️❤️❤️❤️❤️❤️
Bahut Sundar pala paribesan kariparuchhanti
Sarmila Debi
Appananku Ashes
Ashes Dhanyabad
🎉🎉🎉🎉bahut sundar🎉🎉🎉🎉🙏🏻🙏🏻🙏🏻
Very very nice 👍👍👍
Jay Jagannath 🙏
Sundar paribesana ucha koti re gaika
ଆପଣଙ୍କ ପାଲା ମୋର ବହୁତ ପସନ୍ଦ ❤️❤️❤️🙏🙏🙏🙏🙏
❤..bahuta...Sundar....Pala....,mote...bhalla....lage
ଆପଣ ଙ୍କ ପାଲା ଅତି ସୁନ୍ଦର ସୁନ୍ଦର ଭାବରେ ପରି ବେଷଣ କରୁଛନ୍ତି ଆପଣ କୁ କୋଟି କୋଟି ପ୍ରଣାମ ଆପଣ ଙ୍କର ଯୋଗା ଯୋଗ ନଂବର ମିଳି ପାରିବ କି
ଉର୍ମିଳା ସାହୁ ତମକୁ ମୋର ପ୍ରଣାମ 🙏🙏🙏🙏
ବହୁତ ବଢିଆ, ବହୁତ ବଢିଆ 👌
Beautiful pala❤
ଉର୍ମିଳା ମା ଶ୍ରୀ ଚୈତନ୍ୟ ଙ୍କ ଅବତାର
ଆପଣଙ୍କ ପାଲା ଉଚାରଣ ବହୁତ ସୁନ୍ଦର। ଯୋଗାଯୋଗ କିପରି କରାଯିବ।
Superb 👌😊😊
ଉର୍ମିଳା ସାହୁ ପାଲା ଗାୟିକା ମହୋଦୟାଙ୍କୁ ଯୋଗାଯୋଗ ହୋଇ ପାରୁନାହିଁ--
ଆମେ ଗଞ୍ଜାମ ଜିଲ୍ଲାର ବାଲିପଦରକୁ ନିମନ୍ତ୍ରଣ କରି ଆଣି ତାଙ୍କ ଠାରୁ ପାଲା ପରିବେଷଣ ଶୁଣିବାକୁ ଇଛା ପ୍ରକାଶ କରିଛୁ--
ଦୟାକରି ଯୋଗାଯୋଗ ନମ୍ବର କିମ୍ବା ତାଙ୍କ ଦଳର ଠିକଣା ଜଣାଇଲେ ଆମେ ଖୁସିହେବୁ---🙏
Koti koti naman maa.jay Jagannath saranam 🙏🙏🙏
Bahut badhia shikhya amopain.
Radhe radhe Jay shree Krishna 🙏🙏🙏
Apanka pala re samajika sikhya o bhakti bhaba rahichhi.swara bhala .apanaku pranam
Very nice maam