ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଯୁବ ଶ୍ରମାଟ ହୋତା ମହୋଦୟ ଆଜିର ଜଣେ ଗୁଣି ଜ୍ଞାନୀ ଗାୟକ ଅଟନ୍ତି। ସ୍ଲୋକର ଗନ୍ତାଘର।
ସତ୍ୟହରା ସବ୍ୟସାଚୀ ଶୀର୍ଷକ ବାଦୀପାଲାରେଭକ୍ତିପ୍ରିୟୋ ମାଧଵଃ ନ୍ୟାୟରେ ଭକ୍ତ ର ଭଗବାନ ଭକ୍ତକୁ ସଦାଵେଳେକୈ।ଣସି ଉପାୟରେ ରକ୍ଷା କରି ଥାଆନ୍ତି।ପ୍ରକୃତରେ କୃଷ୍ଣ ଅର୍ଜୁନ ଙ୍କମଧ୍ୟରେ କେହି କାହାର ନିନ୍ଦା ହିଁ ପିନ୍ଧନ୍ତି ନାହିଁ ।ହୋତା ବାବୁ,ଦାଶବାଵୁ ଉଭୟଙ୍କର ପାଲା ପରିବେଷଣ ଭଲ ଲାଗିଲା ।ଉଭୟେ ଧନ୍ଯବାଦାର୍ହ। ଜୟଜଗନ୍ନାଥ ।
Topic ru both gayak bahut durare
ଅଗାଧ ସମୁଦ୍ର ହୋତା ସାରେ 🙏🙏🙏🙏🙏
ନୃସିଂହ ଚରଣ ହୋତା ଜଣେ ପାଲା ଜଗତର ମହାନ୍ ପ୍ରତିଭା
ହୋତା ଆଜ୍ଞା ଜଣେ ଦିଗ୍ ଦର୍ଶକ କଳାକାର, ଜୟ ଜଗନ୍ନାଥ।
ଆପଣ ଦୁଇ ଜଣ ଗାୟକ ଙ୍କୁ ବହୁତ ଧନ୍ୟବାଦ୍ ବହୁତ୍ ସୁନ୍ଦର 🙏🙏
ଓଡ଼ିଶାରେ ଦୁଇଟି ଗାୟକ ହୋତା ଓ ଦତକୃଷ୍ଣ ପଣ୍ଡା ଶ୍ଳୋକ ରେ ବୁଡ଼ାଇବା ଗାୟକ।
ଅତି ସୁନ୍ଦର ସୁନ୍ଦର ଧନ୍ୟବାଦ ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରୁଛି ଧନ୍ୟବାଦ ଜୟ ଜଗନ୍ନାଥ
ସନା ଗୋସେଇଁ ଆପଣ ଜଣେ ବିଜ୍ଞ କଳାକାର 🙏🌹
ସନାତନ ଦାସ ଙ୍କ ପାଲା ଚମତ୍କାର
ବହୁତ ଭଲ ଶିକ୍ଷା (ସନାତନ ଦାଶଙ୍କୁ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା)
Very nice nursingha hota very good👍👍👍
Hota sar bast
Hota sir best pala
Sanatana das pala swagata jogya super and supar hiro
ଅତି ସୁନ୍ଦର ଜୟ ଜଗନ୍ନାଥ 🙏🙏🙏
Hota pala pura best sunibaku bhala laguji
Hotasirgreat
ସନାତନ ଦାସ ସୁନ୍ଦର ଗାୟକ
Sundar pala 🙏. Hota sir , sanatan sir
Both are best
ସନାତନ ଦାଶ ଜଣେ ଶାନ୍ତ ସରଳ ବ୍ୟକ୍ତି ବିଶେଷ, ସୁନ୍ଦର କଣ୍ଠ ପ୍ରାଞ୍ଜଳ ପରିବେଷଣମାତ୍ର ହୋତା ଙ୍କର ପାଲା ଅତିରଞ୍ଜିତ ସୃତି ମଧୁର ଆଦୌ ନୁହେଯଦି ବା ଜ୍ଞାନ ଭଲ ପରିବେଷଣ ଭଲ ଲାଗୁନିବାଙ୍କୀ ର ଗର୍ବ ଧର୍ମାନନ୍ଦ ଦୀକ୍ଷିତି, ହରି ତ୍ରିପାଠୀ, ଧନେଶ୍ୱର ସଥପଥୀ,ଅନନ୍ତ ମହାପାତ୍ର ଙ୍କ ପରିବେଷଣ ସହ ଧାଡିଏ match ହେଉନିନରୋତ୍ତମ ମହାପାତ୍ର, ଅଭୟ ସ୍ୱାଇଁ ଙ୍କ ପାଲା ତଥା ପ୍ରହ୍ଲାଦ ସାହୁ ଓଡ଼ିଶାର milestoneକମ ସେ କମ ତାଙ୍କରି ପଦାଙ୍କ ଅନୁସରଣ କରି ପାଲା କର
Sanatana dash mahodaya ; Gayak samrat Jagannatha behera, Prahali sahoo nka style re paribesana karuchanti.
ସେବେ କାର ଗାୟକ ଏବଂ ଏବେ ର ଗାୟକ ମଧ୍ୟରେ ବହୁତ୍ ଫରକ ରହିବ
ଉଭୟ ଙ୍କୁ ପ୍ରଣାମ 🙏🙏
Hota sir is really yubsamrat
HOTA Sir Great
Very nice ending by Sanatan Das.
ହୋତାକୁ ଯୋଉଶଳା ଖରାପ କହୁଚ ତମେଶଳାଏ ଭାରୀପାଲାଦେଖିଲାଵାଲା
Right.. Hota sir jane bhala gayak... Badi pala re emiti hue
Se sala nua pala dekhuchanti kn janibe tunda baida sahasra kosa jaha sunile taha kahile se kn jananti
Apana satare gyanamurti HOTA BABU
29:20 ଦୁଇଜଣ ପ୍ରଖ୍ୟାତ ଯଶସ୍ବୀ ଗାୟକ ଅର୍ଜୁନ ଙ୍କ ସବ୍ୟସାଚୀ ଏବଂ ଫାଲଗୁନି ନାମ ର ଯଥାର୍ଥତା ପାଇଁ ଦୁଇଟି ଶ୍ଳୋକ ନଗାୟିବା ଟା ଚିନ୍ତାର ବିଷୟ
Dash. Babu. Khub. Sundar
Sanaatan babu aapana ati sundar pala Paribesan Karichanti, 🙏❤🙏 Hota Babu aapanank palaru rasha asuni. Khali phada, phada he palara bhava Nasta Karuchanti, 🙏❤🙏
Right
Tamara rasa ashiba
Sanatan sir nka swar su madhura
Jay Jagannath Swami Nayana Patha Gami Bhaba Tume
Gayak prabira sanatana babu super 😍😍😍😘😘🙏🙏🙏🙏
Jete pala heichi prathana tv re prabhat sahoo nka mancha tale 🙏
Right 👍
Sanatan dash pala bahut badhiya lagila
ଦ୍ବୟ ଗାୟକ ଖୁବ୍ ଉଚ୍ଚ ମାନର ପାଲା ପରିବେଷଣ କଲେ....୨ ଜଣ କେହି କାହାରି ଠାରୁ କମ୍ ନୁହନ୍ତି.... ଭଗବାନ ମଙ୍ଗଳ କରନ୍ତୁ
Pala na bujhile sabu bhala
Hota babu & sanata babu best pala gayak 🙏🏿🙏🏿🙏🏿🙏🏿
Due sir nku namaskar ❤
Hota babu very nice
A both gayak nka badi pala bohuta Maja lage
Bahut sunder dui gayakaku dhanyawad
ହୋତା ମହାଶୟ ଜଣେ ଯୁବ ସମ୍ରାଟ ହୋଇ ପ୍ରତିପକ୍ଷ ଗାୟକଙ୍କ ନିନ୍ଦା ନିଜ ମୁହଁରେ ଶୋଭା ନୁହେଁ ।ମୁଁ ବୁଝୁଛି ବାଦୀ ପାଲା ଜଣେ ଜଣଙ୍କୁ କହିବେ ହେଲେ ଏପରି ନୁହେଁ ଆଜ୍ଞା। ବରଂ ସନାତନ ସାରଙ୍କ ପାଲା ବହୁତ ଭଲ ଭାବେ ବୁଝି ହେଲା ବେଳେ ହୋତା ମହାଶୟଙ୍କ ପାଲାର କିଛି ହାତ ଗୋଡ଼ ଜଣା ପଡୁ ନାହିଁ
😊😊
Sanatan Dash Best Gayak
Hota is the best
ଜୟ ଜଗନ୍ନାଥ ଶ୍ରୀ ରାଧେ ରାଧେ
2 gayak best pala paribasana karuchanati 🎉🎉🎉🎉🎉🎉🎉🎉🎉❤❤❤❤❤❤❤❤
ଶ୍ରୀ କୃଷ୍ଣ ଅର୍ଜୁନ ଠୁ କେମିତି କଳା ହରଣ କଲେ ସେ ବିଷୟ ରେ କହିଲନି ତଶ୍ରୀ କୃଷ୍ଣ ଅର୍ଜୁନ ଙ୍କ ଠାରୁ ମାୟା ପ୍ରକାଶ କରି କଲା ହରଣ କରୁଥିଲେ
Are jete hele bii hotaa Babu tale hotaa Saar nka Vali gayka nahnnti I love you sirr
ଶେଷ ପଦଟି ସଠିକ ଯାଗାରେ ସଠିକ୍ ପ୍ରହାର ।ବହୁତ ଖୁସି
Nyc hotta sir
ଜୟ ଜଗନ୍ନାଥ🙏
Gayak prabir sanatan das is best.
Ok
Not ok
ହୋତା ବାବୁ କାହାର ଭଲ ହେଲାକମେଣ୍ଟ୍ ଦେଖି କହିବ ।କୋଷ୍ଟ କାଠିନ୍ୟ ହେଲାଭଳି ତମେ ଗାଉଛ
Performance of both are very heart touching but Hota Babu should comment about his counterpart's upadhi.
ସତ୍ୟ ଜେ କହିବ ପ୍ରହାର ଖାଇବ, ମାଡ ନୁହଁ.
Jay Jagannath 🙏🙏
Dhanyabad sanatana babu kantha sahita gaiba saili ati madhura.JAY BHABANI
Hota Babu ପାଲା କଳାକୁ କଳଙ୍କିତ କରି ସାରିଲେଣି
Over acting
Right over acting se pala Gayak nuhanti Ghoda nacha Gayak
Best prabira babu
Bahut bhal pala paribesana 🙏🙏🙏🙏
ତମଡା କୁ ତମଡା ଭେଟ ଯୁବ ସମ୍ରାଟଙ୍କୁ ଆହୁରି କିଛି ଶିକ୍ଷା କରିବାର ଅଛି ଏତେ ବଡ଼ ଉପାଧିର ମାନ ରଖିବାର ଅଛି ଦୟା କି ଭିକ୍ଷାରେ ମିଳିନାହିଁ ଦୁହେଁ ସମାନ ପ୍ରତିଦ୍ବନ୍ଦୀ ସନାତନ ଭି କିଛି କମ ନୁହେଁ ପ୍ରକୃତ ଗାୟକ ବିଷୟକୁ ଉଚିତ ଯୁକ୍ତିଯୁକ୍ତ ପୁରାଣ ଅନୁଯାୟୀ ନିଏ ମନଗଢା ବିଷୟ ଆଲୋଚନା କରେ ନାହିଁ
Pala ra pa askyara tumaku jananahi sampurna dekha nirolare basi janiparina
Sanatana das utam pala kale Jay Jagannath
Sanatana sir best no 1 gayaka
First episode re hota sir nkara palla bhala nathila. second episode bhala lagila
Bhima bhai baja bajeiba bahut uchhatia heuchhi
Both is best 👍
Very nice
Uvaya prativanku pranam Uvaya gotie mudrara dui pakha bhali.Ases dhanyabad
Nice sir@hota
❤
ସନା ଦାସ ଙ୍କ ପାଲା ଉଚ୍ଚ କୋଟିର....
Jay Sri Ram 🙏🏻❤️🙏🏻
Sanatana dash best
Ati sundara
Hota babu pala gaibar pranali sikhantu sanatan babu tharu
Hottababu TVRe pala gauchhanti bhadrata Rakhya karantu pratlpakhya nk sanmana diantu
Jai ho 🙏🙏
Sanatana sir pala supara
Indra,p,sachi,sabyasachi,nama
Jaj mahashaya kichhi kahithile Hota sir kichhi kahithile Setikire shesa parjaya samptiBisaya ra kau kau jaga gale jani hela nahin
Topic and pala paribasan are best.
Sisira padhi nku anantu
Sanatana sir bayak super
Jay Jay deba hare..
Jay jagannath jay sanatan
🎉🎉🎉🎉🎉🎉🎉🎉
Bahut sundar upastapana
Very nice pala
Jai maa LaxmiChittaranjan sau
Sona das is best gayako he is xerox copy of Jagannath behera
Excellent and 💖 touching pala by sanatan Dash sir
Sanaatan is much better from each angle...Any body can distinguish the difference...
Hota babu Sana babu nku pura buleiki piti dele
ଯେତେ ଗାୟକ ସ୍ୱର୍ଗତ ପ୍ରଭାତ କୁମାର ସାହୁ ଙ୍କ ଠାରୁ କିଛି ଶିଖ। ପାଲା କାହାକୁ କୁହାଯାଏ ତାଙ୍କର ପାଲା ଦେଖିଲେ ଜାଣିପାରିବ । ହୋତା ବାବୁଙ୍କର କଥା ପ୍ରବଳ ,କିନ୍ତୁ କାମ ଦୁର୍ବଳ । ଯାହା ହଉ ଭଗବାନ ମଙ୍ଗଳ କରନ୍ତୁ । ଜୟ ଜଗନ୍ନାଥ
Sanatan das nka pala hota sir nka apekhya bhala lagila
Title of this Pala should be. Arjuna Garba Ganjan.
sir dui gayaknku dhany bada
Very nice sanatan babu
Best pala both of Gayak.....
Excellent 🙏
Magical pala 🙏🙏🙏
ଯୁବ ଶ୍ରମାଟ ହୋତା ମହୋଦୟ ଆଜିର ଜଣେ ଗୁଣି ଜ୍ଞାନୀ ଗାୟକ ଅଟନ୍ତି। ସ୍ଲୋକର ଗନ୍ତାଘର।
ସତ୍ୟହରା ସବ୍ୟସାଚୀ ଶୀର୍ଷକ ବାଦୀପାଲାରେଭକ୍ତିପ୍ରିୟୋ ମାଧଵଃ ନ୍ୟାୟରେ ଭକ୍ତ ର ଭଗବାନ ଭକ୍ତକୁ ସଦାଵେଳେକୈ।ଣସି ଉପାୟରେ ରକ୍ଷା କରି ଥାଆନ୍ତି।ପ୍ରକୃତରେ କୃଷ୍ଣ ଅର୍ଜୁନ ଙ୍କମଧ୍ୟରେ କେହି କାହାର ନିନ୍ଦା ହିଁ ପିନ୍ଧନ୍ତି ନାହିଁ ।ହୋତା ବାବୁ,ଦାଶବାଵୁ ଉଭୟଙ୍କର ପାଲା ପରିବେଷଣ ଭଲ ଲାଗିଲା ।ଉଭୟେ ଧନ୍ଯବାଦାର୍ହ। ଜୟଜଗନ୍ନାଥ ।
Topic ru both gayak bahut durare
ଅଗାଧ ସମୁଦ୍ର ହୋତା ସାରେ 🙏🙏🙏🙏🙏
ନୃସିଂହ ଚରଣ ହୋତା ଜଣେ ପାଲା ଜଗତର ମହାନ୍ ପ୍ରତିଭା
ହୋତା ଆଜ୍ଞା ଜଣେ ଦିଗ୍ ଦର୍ଶକ କଳାକାର, ଜୟ ଜଗନ୍ନାଥ।
ଆପଣ ଦୁଇ ଜଣ ଗାୟକ ଙ୍କୁ ବହୁତ ଧନ୍ୟବାଦ୍ ବହୁତ୍ ସୁନ୍ଦର 🙏🙏
ଓଡ଼ିଶାରେ ଦୁଇଟି ଗାୟକ ହୋତା ଓ ଦତକୃଷ୍ଣ ପଣ୍ଡା ଶ୍ଳୋକ ରେ ବୁଡ଼ାଇବା ଗାୟକ।
ଅତି ସୁନ୍ଦର ସୁନ୍ଦର ଧନ୍ୟବାଦ ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରୁଛି ଧନ୍ୟବାଦ ଜୟ ଜଗନ୍ନାଥ
ସନା ଗୋସେଇଁ ଆପଣ ଜଣେ ବିଜ୍ଞ କଳାକାର 🙏🌹
ସନାତନ ଦାସ ଙ୍କ ପାଲା ଚମତ୍କାର
ବହୁତ ଭଲ ଶିକ୍ଷା (ସନାତନ ଦାଶଙ୍କୁ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା)
Very nice nursingha hota very good👍👍👍
Hota sar bast
Hota sir best pala
Sanatana das pala swagata jogya super and supar hiro
ଅତି ସୁନ୍ଦର ଜୟ ଜଗନ୍ନାଥ 🙏🙏🙏
Hota pala pura best sunibaku bhala laguji
Hotasirgreat
ସନାତନ ଦାସ ସୁନ୍ଦର ଗାୟକ
Sundar pala 🙏. Hota sir , sanatan sir
Both are best
ସନାତନ ଦାଶ ଜଣେ ଶାନ୍ତ ସରଳ ବ୍ୟକ୍ତି ବିଶେଷ, ସୁନ୍ଦର କଣ୍ଠ ପ୍ରାଞ୍ଜଳ ପରିବେଷଣ
ମାତ୍ର ହୋତା ଙ୍କର ପାଲା ଅତିରଞ୍ଜିତ ସୃତି ମଧୁର ଆଦୌ ନୁହେ
ଯଦି ବା ଜ୍ଞାନ ଭଲ ପରିବେଷଣ ଭଲ ଲାଗୁନି
ବାଙ୍କୀ ର ଗର୍ବ ଧର୍ମାନନ୍ଦ ଦୀକ୍ଷିତି, ହରି ତ୍ରିପାଠୀ, ଧନେଶ୍ୱର ସଥପଥୀ,ଅନନ୍ତ ମହାପାତ୍ର ଙ୍କ ପରିବେଷଣ ସହ ଧାଡିଏ match ହେଉନି
ନରୋତ୍ତମ ମହାପାତ୍ର, ଅଭୟ ସ୍ୱାଇଁ ଙ୍କ ପାଲା ତଥା ପ୍ରହ୍ଲାଦ ସାହୁ ଓଡ଼ିଶାର milestone
କମ ସେ କମ ତାଙ୍କରି ପଦାଙ୍କ ଅନୁସରଣ କରି ପାଲା କର
Sanatana dash mahodaya ; Gayak samrat Jagannatha behera, Prahali sahoo nka style re paribesana karuchanti.
ସେବେ କାର ଗାୟକ ଏବଂ ଏବେ ର ଗାୟକ ମଧ୍ୟରେ ବହୁତ୍ ଫରକ ରହିବ
ଉଭୟ ଙ୍କୁ ପ୍ରଣାମ 🙏🙏
Hota sir is really yubsamrat
HOTA Sir Great
Very nice ending by Sanatan Das.
ହୋତାକୁ ଯୋଉଶଳା ଖରାପ କହୁଚ ତମେଶଳାଏ ଭାରୀପାଲାଦେଖିଲାଵାଲା
Right.. Hota sir jane bhala gayak... Badi pala re emiti hue
Se sala nua pala dekhuchanti kn janibe tunda baida sahasra kosa jaha sunile taha kahile se kn jananti
Apana satare gyanamurti HOTA BABU
29:20 ଦୁଇଜଣ ପ୍ରଖ୍ୟାତ ଯଶସ୍ବୀ ଗାୟକ ଅର୍ଜୁନ ଙ୍କ ସବ୍ୟସାଚୀ ଏବଂ ଫାଲଗୁନି ନାମ ର ଯଥାର୍ଥତା ପାଇଁ ଦୁଇଟି ଶ୍ଳୋକ ନଗାୟିବା ଟା ଚିନ୍ତାର ବିଷୟ
Dash. Babu. Khub. Sundar
Sanaatan babu aapana ati sundar pala Paribesan Karichanti, 🙏❤🙏 Hota Babu aapanank palaru rasha asuni. Khali phada, phada he palara bhava Nasta Karuchanti, 🙏❤🙏
Right
Tamara rasa ashiba
Sanatan sir nka swar su madhura
Jay Jagannath Swami Nayana Patha Gami Bhaba Tume
Gayak prabira sanatana babu super 😍😍😍😘😘🙏🙏🙏🙏
Jete pala heichi prathana tv re prabhat sahoo nka mancha tale 🙏
Right 👍
Sanatan dash pala bahut badhiya lagila
ଦ୍ବୟ ଗାୟକ ଖୁବ୍ ଉଚ୍ଚ ମାନର ପାଲା ପରିବେଷଣ କଲେ....୨ ଜଣ କେହି କାହାରି ଠାରୁ କମ୍ ନୁହନ୍ତି.... ଭଗବାନ ମଙ୍ଗଳ କରନ୍ତୁ
Pala na bujhile sabu bhala
Hota babu & sanata babu best pala gayak 🙏🏿🙏🏿🙏🏿🙏🏿
Due sir nku namaskar ❤
Hota babu very nice
A both gayak nka badi pala bohuta Maja lage
Bahut sunder dui gayakaku dhanyawad
ହୋତା ମହାଶୟ ଜଣେ ଯୁବ ସମ୍ରାଟ ହୋଇ ପ୍ରତିପକ୍ଷ ଗାୟକଙ୍କ ନିନ୍ଦା ନିଜ ମୁହଁରେ ଶୋଭା ନୁହେଁ ।ମୁଁ ବୁଝୁଛି ବାଦୀ ପାଲା ଜଣେ ଜଣଙ୍କୁ କହିବେ ହେଲେ ଏପରି ନୁହେଁ ଆଜ୍ଞା। ବରଂ ସନାତନ ସାରଙ୍କ ପାଲା ବହୁତ ଭଲ ଭାବେ ବୁଝି ହେଲା ବେଳେ ହୋତା ମହାଶୟଙ୍କ ପାଲାର କିଛି ହାତ ଗୋଡ଼ ଜଣା ପଡୁ ନାହିଁ
😊😊
Sanatan Dash Best Gayak
Hota is the best
ଜୟ ଜଗନ୍ନାଥ ଶ୍ରୀ ରାଧେ ରାଧେ
2 gayak best pala paribasana karuchanati 🎉🎉🎉🎉🎉🎉🎉🎉🎉❤❤❤❤❤❤❤❤
ଶ୍ରୀ କୃଷ୍ଣ ଅର୍ଜୁନ ଠୁ କେମିତି କଳା ହରଣ କଲେ ସେ ବିଷୟ ରେ କହିଲନି ତ
ଶ୍ରୀ କୃଷ୍ଣ ଅର୍ଜୁନ ଙ୍କ ଠାରୁ ମାୟା ପ୍ରକାଶ କରି କଲା ହରଣ କରୁଥିଲେ
Are jete hele bii hotaa Babu tale hotaa Saar nka Vali gayka nahnnti I love you sirr
ଶେଷ ପଦଟି ସଠିକ ଯାଗାରେ ସଠିକ୍ ପ୍ରହାର ।ବହୁତ ଖୁସି
Nyc hotta sir
ଜୟ ଜଗନ୍ନାଥ🙏
Gayak prabir sanatan das is best.
Ok
Right
Not ok
ହୋତା ବାବୁ କାହାର ଭଲ ହେଲା
କମେଣ୍ଟ୍ ଦେଖି କହିବ ।
କୋଷ୍ଟ କାଠିନ୍ୟ ହେଲାଭଳି ତମେ ଗାଉଛ
Performance of both are very heart touching but Hota Babu should comment about his counterpart's upadhi.
ସତ୍ୟ ଜେ କହିବ ପ୍ରହାର ଖାଇବ, ମାଡ ନୁହଁ.
Jay Jagannath 🙏🙏
Dhanyabad sanatana babu kantha sahita gaiba saili ati madhura.
JAY BHABANI
Hota Babu ପାଲା କଳାକୁ କଳଙ୍କିତ କରି ସାରିଲେଣି
Over acting
Right over acting se pala Gayak nuhanti Ghoda nacha Gayak
Best prabira babu
Bahut bhal pala paribesana 🙏🙏🙏🙏
ତମଡା କୁ ତମଡା ଭେଟ ଯୁବ ସମ୍ରାଟଙ୍କୁ ଆହୁରି କିଛି ଶିକ୍ଷା କରିବାର ଅଛି ଏତେ ବଡ଼ ଉପାଧିର ମାନ ରଖିବାର ଅଛି ଦୟା କି ଭିକ୍ଷାରେ ମିଳିନାହିଁ ଦୁହେଁ ସମାନ ପ୍ରତିଦ୍ବନ୍ଦୀ ସନାତନ ଭି କିଛି କମ ନୁହେଁ ପ୍ରକୃତ ଗାୟକ ବିଷୟକୁ ଉଚିତ ଯୁକ୍ତିଯୁକ୍ତ ପୁରାଣ ଅନୁଯାୟୀ ନିଏ ମନଗଢା ବିଷୟ ଆଲୋଚନା କରେ ନାହିଁ
Pala ra pa askyara tumaku jananahi sampurna dekha nirolare basi janiparina
Sanatana das utam pala kale Jay Jagannath
Sanatana sir best no 1 gayaka
First episode re hota sir nkara palla bhala nathila. second episode bhala lagila
Bhima bhai baja bajeiba bahut uchhatia heuchhi
Both is best 👍
Very nice
Uvaya prativanku pranam Uvaya gotie mudrara dui pakha bhali.Ases dhanyabad
Nice sir@hota
❤
ସନା ଦାସ ଙ୍କ ପାଲା ଉଚ୍ଚ କୋଟିର....
Jay Sri Ram 🙏🏻❤️🙏🏻
Sanatana dash best
Ati sundara
Hota babu pala gaibar pranali sikhantu sanatan babu tharu
Hottababu TVRe pala gauchhanti bhadrata Rakhya karantu pratlpakhya nk sanmana diantu
Jai ho 🙏🙏
Sanatana sir pala supara
Indra,p,sachi,sabyasachi,nama
Jaj mahashaya kichhi kahithile
Hota sir kichhi kahithile
Setikire shesa parjaya sampti
Bisaya ra kau kau jaga gale jani hela nahin
Topic and pala paribasan are best.
Sisira padhi nku anantu
Sanatana sir bayak super
Jay Jay deba hare..
Jay jagannath jay sanatan
🎉🎉🎉🎉🎉🎉🎉🎉
Bahut sundar upastapana
Very nice pala
Jai maa Laxmi
Chittaranjan sau