Hota Sir I am very upset to see your today's performance. No doubt Sanatan Sir is your good competent but today's his performance is well. Hota Sir your body language is not matching with your singing. I am awaiting when you come to Parthan chanel as I appreciate your pala verywell. Please dont take my comment negatively. I expecting more good performance from you.
Hota pala is best No-1 gayaka😂😂😂❤❤❤❤❤❤❤❤❤❤❤❤❤❤
ସଠିକ୍ ଶ୍ଳୋକ, ଛାନ୍ଦ, ଚଉପଦୀ, ସଙ୍ଗୀତ, ନୃତ୍ୟ , ସମାଜ ପାଇଁ ବାର୍ତ୍ତା, କବି ଙ୍କ ପରିଚୟ,ମିଷ୍ଟଭାଷୀ,ସହୃଦୟ ବ୍ୟକ୍ତିତ୍ୱ,ଭାବ,ଭଙ୍ଗୀ,ମଞ୍ଚରେ ନିଜ ଗୁରୁଙ୍କୁ ମନେ ପକାଇବା,ମା ଜଗତ୍ ଜନନୀ ଙ୍କୁ ଆତ୍ମଚିନ୍ତନ କରି ଭକ୍ତି ର ସହ ପ୍ରାର୍ଥନା କରିବା,ଉଚିତ୍ ବ୍ୟବହାର,ପ୍ରତିପକ୍ଷ ଗାୟକ ଙ୍କୁ ସମ୍ମାନ,ସମାଜ ର କଲ୍ୟାଣ ନିମିତ୍ତ କିଛି କଥା,ତତ୍ତ୍ୱ ଆଧାରିତ ପୈ।ରାଣିକ କାହାଣୀ ର ସଠିକ୍ ପ୍ରମାଣ ସହ ପରିଚାଳନା ,ମଞ୍ଚ ରେ ଆକର୍ଷଣ କଲାପରି କଥା,ସର୍ବୋପରି ଉପସ୍ଥିତ ଜନତା ଦର୍ଶକ ଙ୍କୁ ଓ ବିଚାରପତି ଙ୍କ ମନ କୁ କିଣି ପାରୁଥିବା ଆନ୍ଦୋଳିତ କରିପାରୁଥିବା ହୃଦୟ ର ଗଭୀରତମ ପ୍ରଦେଶ କୁ ଛୁଇଁ ପାରୁଥିବା ଭଳି ଉପସ୍ଥାପନା ଏସବୁ ର ସମାହାର କୁ ନେଇ ପାଲା ହୁଏ,ନୃସିଂହ ବାବୁ ଏସବୁ ଗୁଣ କୁ ପ୍ରଥମେ ଅଧିକାର କରନ୍ତୁ ତାପରେ ଜଣେ ଭଲ ପାଲାଗାୟକ ଟିଏ ହେବେ, ଗାୟକ ରତ୍ନ ସ୍ୱର୍ଗତ ପ୍ରଭାତ ସାହୁ ଙ୍କ ଚରିତ୍ର ଓ ଜୀବନଶୈଳୀ କୁ ଅନୁଧ୍ୟାନ କରନ୍ତୁ,ତାଙ୍କ ପାଲା ପରିବେଷଣ କୁ ଅବଲୋକନ କରନ୍ତୁ,
ଆପଣ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି l ଧନ୍ୟବାଦ l
ଜୟ ଶ୍ରୀ ଜଗନ୍ନାଥ ⚘ 🙏
Sebhali pratibha au milibeni
😢😢 prabhata sir nka katha manepaduchhi
@@sanjeevpaikray977 🙏🚩ଜୟ ଜଗନ୍ନାଥ🙏🚩
@@nimaindas313 ଈଶ୍ୱର ଙ୍କ ଦ୍ୱାରା ପ୍ରେରିତ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ପ୍ରଭାତ ସାର୍🙏କୋଟି କୋଟି ନମନ🙏🙏🙏🙏🙏🙏🙏🙏
ପାଲା କେମିତି ହୁଏ ସନାତନ ସାରଙ୍କର ଠାରୁ ଶିକ୍ଷା କର ହୋତା ବାବୁ ରବିଲେ କିଛି ଲାଭ ନାହିଁ
Kintu Besi satra gyana pai nahanti sana Babu
ସନାତନ ବାବୁ ଆପଣ ହିଁ ପ୍ରକୃତ ଯୁବ ସମ୍ରାଟ
Right
ସନାତନ ଦାସ ମନ ଖୁସି କରିଦେଲ
ପ୍ରାଥନା ଚ୍ୟାନେଲ କୁ 🙏🙏ପ୍ରଣାମ ସନାତନ ଦାଶ ଙ୍କ ଫୋନ ନମ୍ବର ଟା ଟିକିଏ ଦେବେ ଆଜ୍ଞା
ଜା କୁ ଯିଏ ବିରି କୁ ଚାଉଲ ତିନ୍ତେଇ ଦିଏ . କହିବାର ଅର୍ଥ .... ନୁର୍ସିଘ ସାର୍ ଙ୍କୁ ଅମୁଲ୍ୟ ନାମକ ସ୍ରି ପଲିଆ ଭଲ ସେ ପଲିଆ କୁଆଦେ ଗଲେ...
Gayak Bichitra panda pakhare
ଦୁଇ ଗାୟକ ଙ୍କ ପରିବେଷଣ ବହୁତ ଉଚ୍ଚ କୋଟିର
ସନାତନ ଦାସ ଜଣେ ଉଚ୍ଚ କୋଟିର ଗାୟକ l ନୃସିଂହ sir ଆଗରୁ ଭଲ ଗାଉଥିଲେ... ଏବେ ବେଶୀ ଗର୍ଜନ କରୁଚନ୍ତି ଯାହା କି ପାଲା ରେ ଶୋଭା ପାଉନି
Sanatan Dash sir no.1
ସମ୍ରାଟ ସବୁବେଳେ ସମ୍ରାଟ 🙏🙏 କିଛି ଫରକ୍ ନାହିଁ 👍👍👍
Naima. Smart
Bachhala kebe samrat heleni
ନିଜେ ନିଜେ ପାଳ ଗଦା ରେ ବସି ସମ୍ରାଟ l ପାଗଳ
Wright Bhai Samrat Sabu bele Samrat
@@binodkumarsatapathykuna874 ha
ଜଗନ୍ନାଥ ବେହେରା ମହୋଦୟଙ୍କ ଝଲକ ଦେଖିବାକୁ ମିଳିଛି ସନାତନ ଦାଶଙ୍କ ପାଲାରେ
Right
ଅତି ସୁନ୍ଦର ପରିବେଶଣ
ସନାତନ ବାବୁ ଙ୍କର ପାଲା ଅତି ଉଚ୍ଚକୋଟୀର 🙏 ଜୟ ଜଗନ୍ନାଥ 🙏
Ati sundar pala nurisingha sir
Jai jagannath
Sanatan Das sir best pala 🙏🙏
Sana babu pala jagtra master
Sanatan das excellent pala performance
ପ୍ରବୀର ଦାସ ଙ୍କ ବିଷୟ କିଛି ନାହିଁ ।
୨୦ ୨୦ ମ୍ଯାଚ ରେ
ବିଷୟ ବସ୍ତୁ ଆଲୋଚନା କରିଥିଲେ ଭଲ ହୋଇ ଥାନ୍ତା
Dhanya mo Odishar pala sanskruti
ସନାତନ ସାର ଜଣେ ଉଚ୍ଚ କୋଟିର ଗାୟକ.... ହୋତା ସାର ଆଉ ଭଲ ଗାଉନାହାଂତି ... ଖାଲି ଗର୍ଜନ....
Singha ra garjana hele sarila sabu 😅😂
Sanatan das is best pala gayak of odisha
Santan das gayaka best performance
Hota sir nka shikha ,smruti satare atulaniya satare apana mahan
ଜୟ ଜଗନ୍ନାଥ ଶ୍ରୀ ରାଧେ ରାଧେ
ମୁର୍ଖ ଗାୟକ ଭଗବାନଙ୍କୁ କହୁଛି ଚରିତ୍ର ହିନ ହୋତା ନୃସିଂହ ଚରଣ
Apanka kathaku swagat karuchi
ନୃସିଂହ ବାବୁ ଆପଣ ଙ୍କ ଏତେ ଉଚ୍ଚ ସ୍ୱର ରେ କର୍କସ ଗଳା ରେ ଚିତ୍କାର କରି ଗର୍ଜନ ପମ୍ଫା ମାଠିଆ ସଦୃଶ, ଆପଣ ନିଜ କୁ ନିଜେ ବଡ ଗାୟକ ର ଡିଣ୍ଡିବ ବାଡାଉଛନ୍ତି,ଲୋକେ କହିବେ ଆପଣ କଣ,ଆଜିର ସୋସିଆଲ୍ ମେଡିଆ ରେ ଆପଣ ନିଜ ଚ୍ୟାନେଲ ରେ ଟିକେ ହାଇଲାଇଟ,ଆପଣ ଙ୍କ ଗାୟନ ରେ ମଧୁରତା ନାହିଁ ମିଷ୍ଟ ଭାଷା ନାହିଁ,କାହାଣୀ ର ଯଥାର୍ଥତା ଜଣାପଡୁନି,ଯୁବ ସମ୍ରାଟ ଉପାଧି ଆପଣ ନିଜେ ନିଜେ ବୋଧେ ଆପଣ ଙ୍କ ର ଦେଇ ଦେଇଛନ୍ତି,କେବଳ ଭଙ୍ଗୀ ହୋଇ ନକଲ କରି ଗର୍ଜିବା ଜାଣିଛନ୍ତି,କୈ।ଣସି ବିଷୟ ର ପୂର୍ଣାଙ୍ଗ କରିପାରିବେନି ବୋଧେ,ଜଣାନାହିଁ ତ ଆଉ,
ଅତି ସୁନ୍ଦର୍ 👌👌🙏🙏
ହରେ କୃଷ୍ଣ ଖୁବ୍ ଭଲ ଲାଗିଲା
Sanatan Dash is best Gayak His voice very sweat
Nice performance always
Episode 47ରେ ନୃସିହଙ୍କ ଯେଉଁ ସୁଲଳିତ କଣ୍ଠରେ ଦ୍ଵିତୀୟ ସ୍ଵୟମ୍ବର ଗାଇଥିଲେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିପରୀତ। ଉପାଧୀରେ କିଛି ମୂଲ୍ୟ ନାହିଁ ସୁଲଳିତ କଣ୍ଠରେ ଜ୍ଞାନ ପୂର୍ଣ୍ଣ ଗାୟନ ଦର୍ଶକ ମନ ମୋହେ। ସଚେତନ ହେଲେ ସୁନାମ ଅର୍ଜନ ନଚେତ୍ ପତନ। ସନାତନ ଦାସ ଙ୍କ ଗାୟନ ଦର୍ଶକ ମନ ମୋହେ ବର୍ତ୍ତମାନ ସମୟରେ।
Right 👍
ବହୁତ ସୁନ୍ଦର ପାଲା
Sanatana Sir sahitya upare besi bujhauchanti sethipai adhika bhala laguchi
Two gayaka is great
bohut sundar bhabe sanatan babu gaichhanti
ହୋତା ବାବୁଙ୍କ ପାଲା BR movie channel ପାଇଁ ଠିକ, ସେ ଏମିତିକା ଗର୍ଜନ କରି ଗାଇଲେ
ଦର୍ଶକ କିଛି କିଛି ପଇସା ଦିଅନ୍ତି, ପାର୍ଥନା ଚାନେଲ ରେ ସେସବୁ ମିଳିବ ନାହିଁ! ସମୟ ଅଛି ସୁଧୁରି ଯାଅ,,, ଜୟ ଜଗନ୍ନାଥ
ସନାତନ ବାବୁଙ୍କ ପାଲାରେ ଜଗନ୍ନାଥ ବେହେରାଙ୍କ ଝଲକ ଦେଖିବାକୁ ମିଳୁଛି... ଅତ୍ୟନ୍ତ ଉଚ୍ଚକୋଟୀର ପାଲା ସନାତନ ଦାଶ ମହୋଦୟଙ୍କର
Sanatana Das perform very well. Highly appreciated..
Sanatan sir.tike pravat sahoo nku follow kale vala heba pala.you are right man to keep the tradition of late pravat sahoo.
ହୋତା ଆଗରୁ ଠିକ ପାଲା ଗାଉଥିଲେ l ebe ବାଚାଳ ବୁଦ୍ଧି ହେଲା ଭଲ ଲାଗୁନି
ଶୁଣିଲି, ସେ ସମ୍ପୂର୍ଣ୍ଣ ମଦ୍ୟପ ପାଲଟି ଯାଇଛନ୍ତି l ମଦ୍ୟପାନ କରି ଶ୍ରୀମନ୍ ସତ୍ୟନାରାୟଣ ଙ୍କ ଦରବାର କୁ ଆସୁଛନ୍ତି l
ଖସିଗଲା ଗୋଡ ତଳକୁ ତଳକୁ .....
Nursingh hota sir bahut vala explain kale and sanatana sir nka voice very nice
ପ୍ରାଥନା ପରିବାର ଓଁ ଉଭୟ ଗାୟକ କୁ ଆମ୍ବ ର ପ୍ରଣାମ ପରମ୍ପରା ର ପରିବେଷଣ ଅତି ସୁନ୍ଦର ଓଡିଶା ର ଗୌରବ 🙏🙏🙏
Sanatana Dash nkar Kantha au swara bahut sundar . ❤
Bahut sundar🙏🙏🙏🙏🙏🙏🙏🙏🙏🙏🙏🙏🙏pala🙏🙏🙏jay maa jagulai🙏🙏🙏
Bohut sundar paribesana 🙏
Pala uchhakotira.sanatan sir nka pala bhala lagila
ହୋତା ବାବୁ ଆପଣ ଏତେ ଅଯଥା ଗର୍ଜନ କିଆଁ କରୁଛନ୍ତି। ପୁରା ବେକାର ଲାଗୁଛି ।
Sanatan Das is the best.
ନୃସିଂହ ବାବୁ, ରଡି ଛାଡ଼ୁଛନ୍ତି, ଭଲ ଲାଗୁନି. କର୍କଶ ସ୍ୱର ହଉଛି
VeryveryniceyousanatanaDas
Sanatana sir super
Sanatana sir 👌👌👌👌💯💯
ସନାତନ ବାବୁ ସେ ବ୍ରହ୍ମଣ ର ନାମ କହିଲେନି ତ୍
Kahithile Brahman Sudhakar Brahamani Sudhashini Brother please listen pala.
ଜଗତର ସିଂହ = ଜଗତସିଂହପୁର.
Jay Jagannath Swami ❤
Sona das is best
Hota babu tike adhika pideichhantiki
Both performance are so beautiful 🙏🙏
Pala Jete ta episode hele b hota babu tume sana nana nku hareiparibani
ସମ୍ରାଟ ପାଲା ଗାଇଲେନି ।ରଡିଛାଡୁଛନ୍ତି ।ଗାୟିବାରେ ମଧୁରତା ନାହିଁ ।
ନୃସିଂହ ବାବୁ ଜିରୋ ଯୁଵସମାଟ୍ର ଉପାଧି କେଉଁ ମୁର୍ଖ ଦେଇଥିଲା
Hn right bhai
Right Bhai
Pura bhul katha nijaku dekhibaku padiba
Comment emiti kahinki karuchhanti apana mane.
Tume Kan hero sana bhai
Semiti kahiparibeni apana hueta tanka pala dekhinahanti
ପାଲା କୁ ପାଲା ଢଙ୍ଗ ରେ କରିବାକୁ ଗାୟକ ସନାତନ ଦାସ ଙ୍କ ଠାରୁ ଶିକ୍ଷା କର ହୋତା sir. ଖାଲି ଦେଖେଇ କହିଲେ ତୁମେ ବଡ ହୋଇଯିବନା ? ତୁମ କୁ ସମ୍ରାଟ ଉପାଧି ଦେଲା ଵାଲା ଘୋଷ ଖାଇଥିଲେ ପ୍ରାଏ.
Both are Very Nice.Jay Jagannath.
Hota bhaina and parbira bhaina nka Pala ati sundar
Sanatan dash presentation is good
Jaha hau manaku Santi lagila asigale ubhay gurudev🙏
ଦୁଇ ଗାୟକ ଭଲଭାବରେ
Jay Jagannath Swami Nayana Patha Gami Bhaba Tume
👌
ଯୁବ ସମ୍ରାଟ କଣ ଏମିତି ଜାହିତାହି କହିକି ପାଲା କରି ପଳାଉଛନ୍ତି ଡର ଲାଗୁଚି ବିଷୟ ଆଗକୁ ନେବ କିଏ ଇଏ କି ଶୈଳୀ ଯୁବ ସମ୍ରାଟଙ୍କର ଇଏ କଣ ଛୋଟ ଉପାଧି କି ଜମା ନୁହେଁ ନାଁ ଅନୁଯାୟୀ ପାଲା ହେଲାନି ବିଷୟ କେତେ କଣ ଜ୍ଞାନ ଦେଇଥାନ୍ତ ସମାଜକୁ ହେଲାନି କିଛି ନାଇଁ ସବୁ ସମାନ ଆମର ଏଠି ଝିଅପିଲା ଏମିତି କରୁଛନ୍ତି
Good job
Hota sir nk sahita gyana au slok re kia paribeni
Both are great ❤❤❤❤
Samrat is always samrat
2 gayak best Maja lagila badi pala ti
Sanatana das dominating show yr
Sanatan Dash is better than Mr.Hota.
Hota sir nko bholi gaibaku hele Sona sir nku bahut kichhi hota sir nko tharu sikhibaku padibo.....hota sir nko odissa re boda naamo achhi...
🙏 Bahut sundar pala .please sabu kalakar nku sanmaan diantu.
Hota bhaina ..best
Exlent
Hota sir is gret ful ❤❤❤❤
Bala,gayak,hatasir
Sishir padhi vs Nrusingha Hota kalakar Nayak vs Biswanath Swain
Sona das 2nd Jagannath behera
Sanatana sir it s great❤❤
Guruji Sanatan Sir . Aapana Hota Bhadua Sathire Kahinki Palla Gaanti
Nrusingha hota sir is great
Jagatsinghpur chhua singha chhua
Very nice narsingh hota very good👍👍👍👍
Hotasirisbest
Jagannath Behera nka kichi jhalak sanatana daha nka sayali rea dekhibaku milichi
Very nice Episode
Naya saal ki Mubarak ho
Chittaranjan sau
Hota sir is brilliant. Too much collection & placing in properly.
Hota Sir I am very upset to see your today's performance. No doubt Sanatan Sir is your good competent but today's his performance is well. Hota Sir your body language is not matching with your singing. I am awaiting when you come to Parthan chanel as I appreciate your pala verywell. Please dont take my comment negatively. I expecting more good performance from you.
Hota sir i am very upset to see your today’s performance
Hota Babu nka pala thik lageni kebe bi
ହୋତା sir ଆଗରୁ ଭଲ ଗାଉଥିଲେ l ଏବେ ଆଉ ତାଙ୍କ ପାଲା ଅଙ୍ଗାଭଙ୍ଗି ଭଲ ଲାଗୁନି l ସନାତନ sir best
ATI sunder pala
Hota babu tk dekha loka kemiti kament karuchhanti tk nijaku ayata kara
Hotaa,. Gayak hebaku hele jeun sabu Guna Ra adhikari hebaaku padi thae...taha tumaku BILKUL JANAA HI NAAHIN....GAYAK SAMRAAT ETE BADA UPAADHI....KEBALA LOKA HASIBAA KATHAA ...MURKHA HOTA...SANATAN KU TK FOLLOW KARA...BADEI TIKU BASAA GHARE THOI PRATHAME STAGE RE CHADHANTU....LOKE TUMAKU MADUAA KAHUCHANTI....
Nice p.both
Hota sir top pala
Sana sir likeJ.Behera Alekha
Nice to see the team again namaste sir