କିଏ ଇ ପିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର ଲେଖେଁ କଥା କହୁଛନ୍

แชร์
ฝัง
  • เผยแพร่เมื่อ 6 ก.ย. 2024
  • ସେ ଜନମୁ ଦେଖି ନାଇଁ ପାରନ ହେଲେ ତାକଁର ପାଶେ ଏନ୍ତା କଲା ଅଛେ ସେ ଘଡେକେ ହସେଇ ପାରସନ୍ । ସମକଁର ନକଲ୍ କରିପାରୁଥିବାର ଇ ପିଲା ଜନକ୍ ହେଲେ ଝାରସୁଗୁଡା ପଞ୍ଚପଡାର ଭୀମ ସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଁର ନକଲ ଏନ୍ତା ହିସାବେ କରୁଛନ୍ ଯେ ତାକୁଁ ନାଇଁ ଦେଖିକରି ଖାଲି ଆବାଜ୍ ଶୁନଲେ ସତେ ନବୀନ୍ ଆଜ୍ଞା ବଲି ଭାବବ । ଇତାର ଛଡା ସେ ଟୁଁଡେ ଟୁଁଡେ ବଜା ବଜେଇ ପାରସନ୍ ଆରୁ ଡବା ଡବଲି ଧରିକରି ଭିଲ୍ ବଜା ବଜାସନ୍ । ଆଜିର ଭିଡିଓନେ କଥା ହେମା ଭୀମ ସାକଁର ସାଙ୍ଗେ ।
    Subscriber our channel, Follow our page and and stay connected with Awesome Videos!
    Contact Us:- paharaa24x7@gmail.com If you finds your content in our videos!
    Thanks & Regards
    www.Paharaa.com
    #ସମାଜ​ #ସଂସ୍କୃତି​ #ସମାଚାର

ความคิดเห็น • 199