ସାବଧାନ ! ରାଜଧାନୀରେ ବୁଲୁଛନ୍ତି ନକଲି ଟୁର୍ ଏଜେଣ୍ଟ | Odisha Reporter

แชร์
ฝัง
  • เผยแพร่เมื่อ 6 ต.ค. 2024
  • ଠକ ଟୁର ଏଜେଣ୍ଟକୁ ଗିରଫ କଲା କମିଶନରେଟ ପୋଲିସ । ତୀର୍ଥ ସ୍ଥାନ ବୁଲାଇଦେବାକୁ କହି ଲୁଟିଥିଲା ଲକ୍ଷାଧିକ ଟଙ୍କା । ନକଲି ଟିକେଟ ଦେଉଥିଲା ଲୋକେ ଅସଲି ଭାବି ବିମାନ ବନ୍ଦର ଯାଉଥିଲେ । ବିମାନବନ୍ଦର ଭିତରକୁ ପ୍ରବେଶ ପରେ ଯାତ୍ରା ସଫଳ ନହେବାରୁ ସନ୍ଦେହ ହୋଇଥିଲା । ଥାନାରେ ଲିଖିତ ଅଭିଯୋଗ ପରେ ଆଜି ପୋଲିସ ତାକୁ କାବୁ କରିଛି । ଠକେଇର ଶିକାର ଜଣେ ବ୍ୟକ୍ତି କଣ କହୁଛନ୍ତି ଶୁଣନ୍ତୁ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    TH-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Faketouragent #Bhubaneswar #CommissioneratePolice

ความคิดเห็น •