Mohan's Assurance, Mines Mafia To Go Jail | Nirbhay Gumara Katha

แชร์
ฝัง
  • เผยแพร่เมื่อ 23 มิ.ย. 2024
  • Mohan's Assurance, Mines Mafia To Go Jail | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political TH-cam Channel.
    Odisha's Fastest Growing Political TH-cam Channel.
    Odisha's Fast Ever Only Political TH-cam Channel.
    Odisha's Most Popular Political TH-cam Channel.
    For Latest Odisha Political News Follow us:
    TH-cam: th-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

ความคิดเห็น • 544

  • @bijayanandasatpathy9488
    @bijayanandasatpathy9488 5 วันที่ผ่านมา +77

    ଆପଣ ନିର୍ଭୀକ ଭାବରେ ଯେମିତି ଦୁର୍ନୀତି କରୁଥିବା ମହାପୁରୁଷ ମାନଙ୍କ ନାମ ନେଇ ପର୍ଦ୍ଦାଫାଶ କରୁଛନ୍ତି ମୋ ତରଫରୁ କୋଟି କୋଟି ନମସ୍କାର ଆପଣଙ୍କୁ । ଏମିତି ନିର୍ଭୀକ ସାମ୍ବାଦିକତା ଆଜିକାଲି ବିରଳ।

  • @JhasaPradhan-bi5bv
    @JhasaPradhan-bi5bv 5 วันที่ผ่านมา +73

    ସବୁ ବିଜେଡିର ନେତା ଗିରଫ ହୋବାର ଦରକାର😊

  • @bidyadharbargejoykrishna4902
    @bidyadharbargejoykrishna4902 5 วันที่ผ่านมา +71

    ବିଜୁ ଜନତା ଦଳ କର୍ମୀମାନେ ବର୍ତ୍ତମାନ ଦୁଃଖ ରେ କାନ୍ଦୁଛନ୍ତି

  • @indiradutta5837
    @indiradutta5837 5 วันที่ผ่านมา +135

    ଆପଣ ଜଣେ ସତ୍ୟ ସନ୍ଧାନୀ । ନିର୍ଭୟ ସବୁବେଳେ ନିର୍ଭୟରେ ବିଶ୍ଳେଷଣ କରେ ।ସଲାମ୍ ଭାଇ । ପ୍ରୟାସ ଜାରି ରହୁ ।

    • @AshokPanda-qt4qn
      @AshokPanda-qt4qn 5 วันที่ผ่านมา +2

      Non Orissa Pachhim orisa ku Ajiparyanta Luti Asuchhanti Jai MAA Samleswari 🙏

    • @natabarsahoo5162
      @natabarsahoo5162 5 วันที่ผ่านมา

      18:23 ​

    • @user-ob6bv8hu1o
      @user-ob6bv8hu1o 4 วันที่ผ่านมา

      😂wtf khali anti BJD

  • @Ajitpanda2739
    @Ajitpanda2739 5 วันที่ผ่านมา +33

    ଭୈରବ ଜେଲ କିମ୍ବା ଓଡିଶା ରୁ ନ ଯିବା ପର୍ଯ୍ୟନ୍ତ ଏହି ଟପିକ ଛାଡନ୍ତୁ ନାହିଁ 🙏🙏

  • @gangadhardash3430
    @gangadhardash3430 5 วันที่ผ่านมา +51

    ପ୍ରଭୁ ଜଗନ୍ନାଥ ନିଶ୍ଚୟ ମୋହନ ସରକାରଙ୍କୁ ଭରସା ହେବେ
    ସବୁବେଳେ
    ବିଶ୍ୱାସ ରଖନ୍ତୁ

  • @subashmishra5616
    @subashmishra5616 5 วันที่ผ่านมา +101

    ନିରପେକ୍ଷ ସି ବି ଆଇ ତଦନ୍ତ ହେଲେ ସତ୍ୟ ପ୍ରକାଶ ହେବ ଅପରାଧୀ ଦଣ୍ଡିତ ହେବା ନିଶ୍ଚିତ ଜୟ ଜଗନ୍ନାଥ

    • @successodisha2581
      @successodisha2581 5 วันที่ผ่านมา +4

      Rajyasabha re dekha jau Kan haba.... Jadi puni mili misi kama chaleibe tahale Katha sarila

    • @bipinsahoobipinsahoo6025
      @bipinsahoobipinsahoo6025 4 วันที่ผ่านมา

      Yas

  • @user-ho5ei9yp9g
    @user-ho5ei9yp9g 5 วันที่ผ่านมา +47

    25 ବର୍ଷ ଭିତରେ ଓଡ଼ିଶା ଦେଖିଲା ଗୋଟିଏ କଳଙ୍କିତ ମୁଖ୍ୟମନ୍ତ୍ରୀ।

  • @deepanjalimishra1064
    @deepanjalimishra1064 5 วันที่ผ่านมา +18

    ଆମେ ଓଡ଼ିଶା ବାସୀ ଏକ ଦୁର୍ନୀତି ମୁକ୍ତ ରାଜ୍ୟର ଆଦର୍ଶ ସମ୍ଭାବନାକୁ ପ୍ରତୀକ୍ଷା କରି ରହିଛୁ।

  • @brajakishorepadhi4022
    @brajakishorepadhi4022 5 วันที่ผ่านมา +36

    ନବୀନ ଦାସ ସାର୍ ଆପଣ କୁଂ କୋଟି କୋଟି ଧନ୍ଯବାଦ। ବିଜେଡି ଭଳି ଗୋଟେ ମାଫିଆ ଡକାୟତ ଦଳ କୁକୁର ଭଳି ହାରିଲା ଆପଣ କଂ ପ୍ରଚେଷ୍ଟା, ନିରଭିକ,ବୀରତ୍ୱ ପାଇଁ। ନବୀନ ପଟ୍ଟନାୟକ ଭଳି ଗୋଟେ ସାମନ୍ତ ବାଦୀ ମତଲବୀ କୁକୁର ପରି ହାରିଲା କଂଟାବାଞ୍ଜି ରୁ। ନବୀନ ଜଣେ ଭୟକଂର ନିରୀହ ଡକାୟତ।

  • @indiradutta5837
    @indiradutta5837 5 วันที่ผ่านมา +23

    ହେ ମୋହନ! ତୋ ସତ୍ୟ ତୁହି ରକ୍ଷା କର ।

  • @spykerbabu8404
    @spykerbabu8404 5 วันที่ผ่านมา +16

    ଆପଣଙ୍କ ଙ୍କ ଏହି ପ୍ରଚେଷ୍ଟା ବିଫଳ ହେବନାହିଁ । ଆମେ ମଧ୍ୟ ସରକାର ଙ୍କୁ କହୁଚି ତୁରନ୍ତ ଖଣି ଦୁର୍ନୀତି ର ତଦନ୍ତ CBI କୁ ଦିଅନ୍ତୁ ଓ ଯିଏ ଦୁର୍ନୀତି ରେ ସଂଶ୍ଳିଷ୍ଟ ଅଛନ୍ତି ତାଙ୍କୁ ଜେଲ ପଠାନ୍ତୁ । ଏହି ସରକାର ଉପରେ ଆମର ଅଧିକା ଭରସା ଅଛି ।

  • @basantakumarnayak7432
    @basantakumarnayak7432 5 วันที่ผ่านมา +16

    ମାତା ସୀତାଙ୍କର ଅଗ୍ନି ପରୀକ୍ଷା ଠାରୁ ମୋହନ ଙ୍କ ଅଗ୍ନି ପରୀକ୍ଷା ବଢିଯିବ ବୋଧହୁଏ। ଈଶ୍ୱର ତାଙ୍କୁ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ।ଗୁମର କଥା ତାଙ୍କୁ ପ୍ରେରଣା ପ୍ରଦାନ କରନ୍ତୁ

  • @santoshkumarsahoo8671
    @santoshkumarsahoo8671 5 วันที่ผ่านมา +8

    ତୁରନ୍ତ ଏ ମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ନିଆଯାଉ, ଜୟ ଜଗନ୍ନାଥ

  • @nrushinghnathsahu1630
    @nrushinghnathsahu1630 5 วันที่ผ่านมา +8

    ମୋହନ ମାଝୀ ମାଫିଆ ଙ୍କୁ ଉପଯୁକ୍ତ ସ୍ଥାନ ରେ ପହଞ୍ଚାଇବେ ବୋଲି ଓଡିଶା ବାସୀ ବହୁ ଆଶା ରଖିଛନ୍ତି.
    ବିଭିନ୍ନ ଦୁର୍ନୀତି କୁ ଆପଣ ଧୀରେ ଧୀରେ ପଦାକୁ ଆଣୁ ଥିବାରୁ ଆପଣଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ. ଜଗନ୍ନାଥ ଆପଣଙ୍କୁ ସାହସ ଦିଅନ୍ତୁ.

  • @abhijitprusty7565
    @abhijitprusty7565 5 วันที่ผ่านมา +27

    ସମସ୍ତେ ଜେଲ୍ ତ ଯିବେ, ହେଲେ ଓଡ଼ିଶା କୁ ଆଉ ଏକ AIIMS ଦରକାର।

  • @subashsamal5085
    @subashsamal5085 5 วันที่ผ่านมา +14

    ଆପଣଙ୍କ ଏଭଳି ନିର୍ଭୟ କଥା , ବିଜେଡି କୁ କାଟୁଥିବ

  • @jagannathsahoo6022
    @jagannathsahoo6022 5 วันที่ผ่านมา +17

    ବହୁତ ଶୀଘ୍ର ତଦନ୍ତ କରାଯାଉ. ଓଡିଶା ବସି ଙ୍କ ମୋହନ ସରକାର ଙ୍କୁ ଅନୁରୋଧ.

  • @anilkumardakua3555
    @anilkumardakua3555 5 วันที่ผ่านมา +9

    ବହୁତ ସୁନ୍ଦର ଉପସ୍ଥାପନା, ନିର୍ଭିକ, ସାହାସିକତା ଏବଂ ନିରପେକ୍ଷବାଦୀ ସାମ୍ବାଦିକତାକୁ ମୁଁ ହୃଦୟରୁ ସମ୍ମାନ ଜଣାଉଛି। ଆପଣଙ୍କ ପ୍ରୟାସ ଜାରି ରହୁ, ଓଡ଼ିଆ ସୁଧୁରିବେ ଏବଂ ଓଡିଶା ସୁଧୁରିବ।

  • @ranjankumarmohanta2003
    @ranjankumarmohanta2003 5 วันที่ผ่านมา +12

    ଆମ ମୁଖ୍ୟମନ୍ତ୍ରୀଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଭରସା ଅଛି ସେ ନିଶ୍ଚିତ ଆମ କେନ୍ଦୁଝର ରୁ ଲୁଟ୍ କରିଥିବା ଅଫିସର୍ ଏବଂ ଖଣି ଦୁର୍ନୀତି ରେ ଲିପ୍ତ ଥିବା ଲୋକଙ୍କ ପ୍ୟାଣ୍ଟ ଖାଲିବେ ଆଉ ଝାରପଡା ଜେଲ୍ ରେ ନାଁ ରେଜିଷ୍ଟ୍ରେସନ କରେଇବାର ସହାୟକ ହେବେ 🙏🙏🙏

  • @sashikantmallick3215
    @sashikantmallick3215 5 วันที่ผ่านมา +15

    Mr,Naven Das sir you are great great man of our Odisha,God God bless to you, Thanku sir .

  • @Ajitpanda2739
    @Ajitpanda2739 5 วันที่ผ่านมา +14

    ମୋ ହିସାବ ରେ ଗୋଟେ ବର୍ଷ ମଧ୍ୟ ରେ ବିଜୁ ଜନତା ଦଳ ଭାଙ୍ଗି ଯାଇ ପାରେ ଏବଂ ପାଣ୍ଡୁ ଅ ବବି ଝାରପଡା ଅତିଥି ଭଵନ ରେ ଥାଇ ପାରନ୍ତି 🙏

  • @user-co9ux5gc2u
    @user-co9ux5gc2u 5 วันที่ผ่านมา +4

    ନବୀନ ବାବୁ ଆପଣଙ୍କୁ ଅନୁରୋଧ କରୁଛି କି ଅଚ୍ୟୁତ ସାମନ୍ତ କରିଥିବା ଜମି ଦୁର୍ନୀତି ର ପର୍ଦ୍ଦାଫାଶ କରନ୍ତୁ।

  • @trilochannayak9747
    @trilochannayak9747 5 วันที่ผ่านมา +33

    ଗୋଟିଏ ଅପେରାର ପାଞ୍ଚ ରାତି ଯାତ୍ରା ଦେଖିଲ, ନୂଆ ଅପେରାର ନାଟକ ଆରମ୍ଭ ହେଉ ହେଉ ବାଉଳା ହେଲେ ଚଳିବ କି ? କମସେ କମ୍ ଗୋଟିଏ ରାତି ଅପେକ୍ଷା କର, ତାପରେ ଆଲୋଚନା ସମାଲୋନା କରିବାର ସୁଯୋଗ ଆସିବ; ଏତେ ହଡବଡି କାହିଁକି ? ଅମଲାତାନ୍ତ୍ରିକ ଶାସନ ଆଉ ଗଣତାନ୍ତ୍ରିକ ଶାସନର ନମୁନା ଜଣା ପଡିଯିବ; ବ୍ଯସ୍ତ ହେବାର ନାହିଁ ?

    • @sarojkanta-bi9kp
      @sarojkanta-bi9kp 5 วันที่ผ่านมา +1

      Dhanyavad apanankara mulyaban matamata pain.

    • @sarojkumarsahoo9268
      @sarojkumarsahoo9268 5 วันที่ผ่านมา

      Bhai trilochan ....thik kahichhanti kintu chmcha harami bjd genda dalia....abe thu bhukiba start kaleni...jama 10dinare kangal heigaleni....😂😂😂😂tanku sabu free darkar😂

    • @user-yd7dq7ij6w
      @user-yd7dq7ij6w 5 วันที่ผ่านมา

      ପ୍ରଥମ ନାଟକ 24ବର୍ଷ ଦ୍ୱିତୀୟ ନାଟକ ତେର ଦିନ

    • @shubhankarpatra4196
      @shubhankarpatra4196 5 วันที่ผ่านมา

      No sir now you all will see rubber stamp drama by rubber stamp cm.no work only speech like modi ji😂😂😂

  • @user-od2fs9gq4v
    @user-od2fs9gq4v 5 วันที่ผ่านมา +10

    ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ପଞ୍ଚସଖା

  • @ashokkumarsahoo7041
    @ashokkumarsahoo7041 5 วันที่ผ่านมา +9

    ଭୈରବ & co. Jail ଯିବା ଟା ଥୟ.

  • @janardanpanda5378
    @janardanpanda5378 5 วันที่ผ่านมา +9

    ସାର୍ କହିବା ଆଉ କରିବା ଭିତରେ ବହୁତ ତଫାତ୍ ଯଦି ନୂଆଁ ସରକାର କିଛି କରି ଦେଖାଇବେ ତେବେ ଲୋକମାନେ ବିଶ୍ବାସ କରିବେ ନଚେତ୍ ନବୀନ ଙ୍କ ଦସା ଭୋଗିବେ

  • @Business-inodia
    @Business-inodia 5 วันที่ผ่านมา +12

    You have best Analysis given in Nirbhay.We odiya proud of You.After 75 years first time One single person you properly Analysis the facts of Odisha which is more Branded TV, Branded News paper and all Print Media

    • @cutybabyangel7092
      @cutybabyangel7092 5 วันที่ผ่านมา

      ଏ ମହାଶୟ ପୂର୍ବ ଓଡିଶାରୁ ହିଁ ମୁଖ୍ୟମନ୍ତ୍ରୀ ହେବେ ନହେଲେ କେହି ହେବେ ନାହିଁ
      ପୁରା ପୂର୍ବ ଆଉ ପଶ୍ଚିମ ଓଡିଶାକୁ ବାଣ୍ଟି ଦେଇଥିଲେ

  • @SaratNath-ex5dj
    @SaratNath-ex5dj 5 วันที่ผ่านมา +4

    ନବୀନବାବୁ ଧନ୍ୟବାଦ ମନ୍ତବ୍ୟ ପାଇଁ

  • @manjupravamishra8000
    @manjupravamishra8000 5 วันที่ผ่านมา +5

    ଆଜ୍ଞା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଆଲୋଚନା କରନ୍ତୁ, ଏହା ମୋର ଅନୁରୋଧ ଆପଣଙ୍କୁ 🙏। ଆପଣଙ୍କର ନିର୍ଭୀକ ସାମ୍ବାଦିକତା ବାସ୍ତବିକ ପ୍ରଣିଧାନଯୋଗ୍ୟ 👍ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @ashokkumarbhuyan3937
    @ashokkumarbhuyan3937 5 วันที่ผ่านมา +8

    ଆପଣ ନିର୍ଭୟ, ପ୍ରଣାମ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏମିତି ପଦକ୍ଷେପ ନିଅନ୍ତୁ ବାସୀଙ୍କ ପାଖରେ ସ୍ମରଣୀୟ ହୋଇ ରହିବେ। ଲୋକେ ଭାବୁଛନ୍ତି ବହୁତ ତଳୁ ଆସିଛନ୍ତି କିଛି କରିପାରିବେ ନାହଁ, (ପ୍ରଧାନମନ୍ତ୍ରୀଙ୍କୁ ଦେଖନ୍ତୁ) ଦୃଢ଼ ପଦକ୍ଷେପ ନିଅନ୍ତୁ।

  • @satyaranjandas5965
    @satyaranjandas5965 5 วันที่ผ่านมา +2

    Apankra channel pura correct,ame sabu januchu,Anu Amara request je apan mohan sir sarakarnku abagata karantu

  • @manoranjanmalla1349
    @manoranjanmalla1349 5 วันที่ผ่านมา +11

    ଜୟ ଶ୍ରୀ ଜଗନ୍ନାଥ🙏
    Sir, କିଛି ଲୋକ ଏବେବି ଅଛନ୍ତି ସେମାନେ ନବୀନ ବାବୁ ଏବଂ ପାଣ୍ଡୁ କୁ ଭୁଲି ପାରୁ ନାହାନ୍ତି। ଏମାନେ ସବୁ ପାଣ୍ଡୁ ପନ୍ଥୀ। ରାଜ୍ୟ ର ହିତ କେବେବି ଚାହାନ୍ତି ନାହିଁ। ନିଜର କିଛି ସ୍ୱାର୍ଥ ରେ ବାଧା ଆସୁଥିବ ବୋଲି ଖାଲି କୁମ୍ବିର କାନ୍ଦଣା କାନ୍ଦୁ ଛନ୍ତି।
    ଜୟ ଶ୍ରୀ ରାମ 🙏

    • @brajakishorepadhi4022
      @brajakishorepadhi4022 5 วันที่ผ่านมา +1

      ଆରେ ବାବୁ କାନ୍ଦନ୍ତୁ। ତାଂକ କାନ୍ଦକୁ ଉପଭୋଗ କରନ୍ତୁ। ବିଜେଡି ସମୂଳେ ଧ୍ବଂସ ହେବ। କେହି ଅଟକାଇ ପାରିବ ନାହିଁ। ନବୀନ ପଟ୍ଟନାୟକ ଭଦ୍ର ସୈତାନ। ହାରାମି ଶୁଖିଲା ପତ୍ର ଭଳି ଉଡିଗଲା।

  • @p.njagadev9597
    @p.njagadev9597 5 วันที่ผ่านมา +1

    Excellent presentation 💐We are awaiting you everyday 💐💐All the best 💐💐

  • @binayakumarsethi6114
    @binayakumarsethi6114 5 วันที่ผ่านมา +3

    ଜୟ ଶ୍ରୀ ଜଗନ୍ନାଥ

  • @arundhatibehera9197
    @arundhatibehera9197 5 วันที่ผ่านมา +8

    ନୂଆ ସରକାରକୁ ନଜର ରଖାଯିବ ।
    କିନ୍ତୁ, ଯେଉଁ ମାନେ ଚିନି ଖାଇଛନ୍ତି, ସେମାନେ ଗୁଡ଼ ହଗିବେ କେମିତି ?
    ତାହାକୁ ଛାଡ଼ିଦେବା କେମିତି ??

  • @ABHAYSWAIN-ep3yd
    @ABHAYSWAIN-ep3yd 5 วันที่ผ่านมา +2

    ନବୀନ sir ଧନ୍ୟବାଦ ଆପଣଙ୍କୁ

  • @laxmidharsatapathy1167
    @laxmidharsatapathy1167 5 วันที่ผ่านมา +1

    Wow, very good analysis full of only true facts.Urgent CBI enquiry is required to disclose all the scam.Nabin Babu many more thanks.No doubt you are No.1 reporter.Prabhu Jagannath may bless you.❤

  • @jagannathmishra5300
    @jagannathmishra5300 5 วันที่ผ่านมา +3

    ଧିରେ ଧିରେ ସବୁ ଉପରେ କଣ୍ଟ୍ରୋଲ ଆସିବ। ସମୟ ଦିଆ ଯାଉ ନୂଆ ସରକାର ଙ୍କୁ। କେମିତି କଉ ଉପାୟ ରେ ସରକାର ଦୁର୍ନୀତି କୁ ଧରୁଛନ୍ତି।

  • @gyanabratamohanty4219
    @gyanabratamohanty4219 5 วันที่ผ่านมา +1

    ବହୁତ ବହୁତ ଧନ୍ୟବାଦ ନବୀନ ବାବୁ ଓ ଆପଣଙ୍କ ନିର୍ଭୟ ଚ୍ୟାନେଲକୁ - ଏପରି ସତ୍ୟକୁ ନିର୍ଭୟରେ ଖୁଲାସା କରି ମାଫିଆଙ୍କ ବିରୁଦ୍ଧରେ ଦଣ୍ଡ ର ଆଶ୍ୱାସନା ଦେଲେ | ଖୋଳନ୍ତ ଆଜ୍ଞା, ସବୁ ନିଶ୍ଚୟ ଖୋଲନ୍ତୁ 👍👍🙏🙏

  • @debaduttadash1
    @debaduttadash1 5 วันที่ผ่านมา +1

    ଖଣି ମାଫିଆ, ତ୍ରୁତୀୟ ମହଲା, ଓ ଗତ ୧୫ ବର୍ଷ ର ଓଡି଼ଶା ରାଜନିତୀ (ଲୁଟ୍)। An excellent investigative journalism and political analysis by Shri Navin Das of Nirbhay- ORIYA’s of Greater Seattle!

  • @hrusikeshmaharana9614
    @hrusikeshmaharana9614 5 วันที่ผ่านมา +1

    Thank you 😊CBI enquiry.heu..jayajagannath

  • @bijaykumarsahoo7429
    @bijaykumarsahoo7429 5 วันที่ผ่านมา +1

    Sir many many thanks for your detail presentation regarding corruption before the public lard jagannath May bless you live long

  • @BABULABISOI-sz5fx
    @BABULABISOI-sz5fx 5 วันที่ผ่านมา +1

    Very very thank you Nirbhaya news reporters Mr Navin Das sataya ro joy hou khoni Mafia SP collector jitna bhi ho neta sabko jharpoda jal Bhuvneshwar jol di potha o archestra new chief minister of Odisha Mr Mohan Chandra Majhi quick action Jay Jagannath

  • @mituprdhan2020
    @mituprdhan2020 5 วันที่ผ่านมา +2

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @supriyasahoo4400
    @supriyasahoo4400 5 วันที่ผ่านมา +3

    ମୁଖା ନିହାତି ଖୋଲିବା ଦରକାର
    ଆଉ ଯେତେ ଶୀଘ୍ର ଜେଲ୍ ବି ଯିବା ଦରକାର

  • @mitrabhanunaik4915
    @mitrabhanunaik4915 5 วันที่ผ่านมา +2

    Very good sir

  • @alokpattanayak1056
    @alokpattanayak1056 5 วันที่ผ่านมา

    I became addicted to Nirbhay Gumara Katha.
    Hats off to your guts and commitment.
    Your hard work will not be futile because you are unveiling the truth.
    I hope your message will reach our new CM and he will take appropriate steps against all.
    🙏🏻🙏🏻🙏🏻

  • @ajayminz6085
    @ajayminz6085 17 ชั่วโมงที่ผ่านมา +1

    Right sir CBI janch hou

  • @successfullife6722
    @successfullife6722 5 วันที่ผ่านมา +1

    ଜୟ ଶ୍ରୀରାମ l

  • @biswajitsahoo4739
    @biswajitsahoo4739 5 วันที่ผ่านมา +2

    We seek immediate results against mines lootera as well as corrupt officers in our Keonjhar district.loot started from 2003 onwards.

  • @ashokkumarbaral5667
    @ashokkumarbaral5667 5 วันที่ผ่านมา

    Dhanyawad sir,, good awareness 👍

  • @laxmidharnayak4191
    @laxmidharnayak4191 5 วันที่ผ่านมา +1

    Congratulations for your presentation. Time will say the real mission of the present govt towards scams.namaskar ji 🙏

  • @user-wj1sf7uw9n
    @user-wj1sf7uw9n 4 วันที่ผ่านมา +1

    , really you are great 👍

  • @debendradhal5935
    @debendradhal5935 วันที่ผ่านมา

    ନର୍ଭୟକୁ ଅଶେଷ ଅଶେଷ ଧନ୍ୟବାଦ

  • @sukumarrana9091
    @sukumarrana9091 5 วันที่ผ่านมา +1

    Strong legal action must be taken against the arrant persons who are involved in different scams.

  • @sudiptaharichandan5781
    @sudiptaharichandan5781 5 วันที่ผ่านมา +2

    I have no confidence at all if any strong action will be taken agaist the suspected persons. I am waiting when they will be sent to jail.

  • @sanjaykumarswain6265
    @sanjaykumarswain6265 5 วันที่ผ่านมา +1

    ଜୟ ଜଗନ୍ନାଥ 🙏🎉

  • @niranjanpalei9222
    @niranjanpalei9222 4 วันที่ผ่านมา

    ସୁନ୍ଦର ତଥ୍ୟ ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି

  • @geetaranisamal6638
    @geetaranisamal6638 5 วันที่ผ่านมา +4

    ସିଏ ଆଜ୍ଞା ସାନ ବାବୁ, ବଡ ବାବୁ ବି ଜାଣିଥିଲେ ଏକଥା। କାହାକୁ କହିବା, କମ୍ବଳ ଯାକ ତ.... ଏକ କୁ ବଳି ଆରେକ... ପ୍ରଭୁ ତାଙ୍କୁ ସହାୟ ହୁଅନ୍ତୁ ନହେଲେ ଏତେ ବଡ scam କୁ ସେ ବି ଏକୁଟିଆ ସମାଧାନ କରି ପାରିବେ ନାହିଁ।

  • @user-od3wk4lq2n
    @user-od3wk4lq2n 5 วันที่ผ่านมา +1

    We are very much happy for the action plan of our honourable cm against mine scam.

  • @Business-inodia
    @Business-inodia 5 วันที่ผ่านมา +5

    We the people of Odisha please do not allowed to go out all the above person.Pkease advice Odisha Vigilance & CBI immediately take steps to know facts of Odisha.

  • @chakradharsahoo3684
    @chakradharsahoo3684 5 วันที่ผ่านมา +1

    Thanks for the facts stated.every things should be investigated by the government.

  • @khirodchandrasahoo4914
    @khirodchandrasahoo4914 5 วันที่ผ่านมา +3

    ନନ୍ଦିଘୋଷ ଟିଭି କୁ ମଧ୍ୟ କେତେ ଟଙ୍କା ମିଥ୍ୟା ବିଜ୍ଞାପନ ପାଇଁ ହରିଲୁଟ ହୋଇଛି ତାହା ମଧ୍ୟ ତଦନ୍ତ ହେବା ଦରକାର ନବିନ ବାବୁ,ନୀରଭୟ ଜନତାଙ୍କ ସ୍ୱର 0 29:30

  • @kulamanisahoo4454
    @kulamanisahoo4454 5 วันที่ผ่านมา +1

    You are right sir

  • @santanumahapatra5625
    @santanumahapatra5625 5 วันที่ผ่านมา +1

    CBI Enquire should be done against mines mafias

  • @nrusinghdas8007
    @nrusinghdas8007 5 วันที่ผ่านมา +1

    Sir u r 100% right🙏🙏

  • @user-dp8ou6kq6g
    @user-dp8ou6kq6g 5 วันที่ผ่านมา +3

    କଳଂକ ମହଲା ର କଳଙ୍କିତ ୨୪ ବର୍ଷ ର ରାଜତ୍ବ ଛି ଛି ଏମାନଙ୍କୁ ତୁରନ୍ତ ଦଂଶନ କରିବା ଉଚିତ୍🎉🎉🎉

  • @ranjansethy569
    @ranjansethy569 5 วันที่ผ่านมา +1

    Sata କଥା ସାର୍

  • @aprameya6623
    @aprameya6623 5 วันที่ผ่านมา

    Bahut bhala data , immediate CBI inquiry is needed.

  • @Ajitpanda2739
    @Ajitpanda2739 5 วันที่ผ่านมา

    ନମସ୍କାର 🙏

  • @user-np6ep2oj8s
    @user-np6ep2oj8s 5 วันที่ผ่านมา +4

    ଆପଣଙ୍କର ଗୁମର କଥା ସୁଣିବାକୁ ଭଲ ଲାଗୁଛି । ଦେଶ ରାଜନୀତି ଗୁମର କିଛି ପରିବେଷଣ କଲେ ଆହୁରି ଭଲ ହୁଅନ୍ତା

    • @sudhadiptadas9287
      @sudhadiptadas9287 5 วันที่ผ่านมา

      Seta kmiti hba desa sara bjp chapal mada khauchi neet paper lick atal setu collapse ta upare tippani dele comission ta kuade miliba

  • @Ajitpanda2739
    @Ajitpanda2739 5 วันที่ผ่านมา +2

    ମୋ ଅନୁରୋଧ ରକ୍ଷା କରିଥିବାରୁ ଆପଣଙ୍କୁ ନମସ୍କାର 🙏

  • @alekhabehera-tq3pw
    @alekhabehera-tq3pw 5 วันที่ผ่านมา +1

    Thank you Sir for your episode on mine scam and advice to CM for in-depth investigation.

  • @akpanda833
    @akpanda833 5 วันที่ผ่านมา +1

    Take action against vigilance DG & Chief Secretary etc etc immediately

  • @raghubirdas7621
    @raghubirdas7621 2 วันที่ผ่านมา

    Nabin babu excellent analysis All the culprits must be in Jharapara jail C M. Should take action immediately

  • @basantapattnaik7812
    @basantapattnaik7812 5 วันที่ผ่านมา +7

    ସାର ଦୀପତେସ ପଟ୍ଟନାୟକ ବି ତାରି ଭିତରେ ଅଛନ୍ତି ଦୁର୍ନୀତି ରେ ଲୁଟ ରେ ଥାଇପାରନ୍ତି l
    ସବୁଠାରୁ ମୂଳ ମଞ୍ଜି ପ୍ରେମ ପଟ୍ଟନାୟକ ଏବଂ ଭୈରବ କାର୍ତିକେୟନ ପାଣ୍ଡିଆନ l ସହଯୋଗୀ ନବୀନ ପଟ୍ଟନାୟକ ବିଜେଡି ଦଳ

  • @biswaranjanmohapatra5513
    @biswaranjanmohapatra5513 5 วันที่ผ่านมา +1

    ଜୟ ଶ୍ରୀରାମ 🙏

  • @parsurampanda3540
    @parsurampanda3540 5 วันที่ผ่านมา +1

    Keonjhararu ପଇସା ଆସି, କିଛି coastal ବେଲ୍ଟରେ developement କାମ କରି, coastal ବେଲ୍ଟରେ ରାଜନୈତିକ ପତିଆରା ପାଇଁ ବ୍ୟସ୍ତ ଥିଲେ

  • @maninanayak140
    @maninanayak140 5 วันที่ผ่านมา

    ବହୁତ୍ ସୁନ୍ଦର୍ ଉପସ୍ଥାପନା ମା ତାରିଣୀ ବୁଢ଼ୀ ସବୁ ଦେଖୁଛି କାହାକୁ ଛାଡ଼ିବନି ମା

  • @user-mn9rd8fi5r
    @user-mn9rd8fi5r 5 วันที่ผ่านมา +3

    ରକ୍ତ ପିଆ ଜୋକ ଗୁଡ଼ାଙ୍କୁ ଶୀଘ୍ର jail ପଠାଇ ମୁହଁରେ ଲୁଣ ଦେଇ ପିଇଥିବା ରକ୍ତ ସବୁ ଗାଳିବାକୁ ଦିଅ

  • @bajakishore4002
    @bajakishore4002 5 วันที่ผ่านมา

    ଆମ୍ଭର ପ୍ରିୟ ବନ୍ଧୁ ଶ୍ରୀଯୁକ୍ ନବୀନ ଦାସ ଙ୍କୁ ଅଶେଷ ଧନ୍ୟବାଦ୍। ଯାହା ଆଶା କରୁଛନ୍ତି ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ମଝି କରିବା ପାଇଁ ତାହା ଆପଣଙ୍କ ବ୍ୟତିରେକେ ଅସମ୍ଭବ। ।

  • @damniksunani7577
    @damniksunani7577 5 วันที่ผ่านมา +2

    🙏🙏🙏ମୁଖ୍ୟମନ୍ତ୍ରୀ ଠିକ ଅଛନ୍ତି,
    ପାଖେ ପାଖେ ଜଗି ଥାନ୍ତୁ, ଏବେ ଛାଡିବୁନାହିଁ, ପୁରା ଓଡିଶା, "ଜୟ ଜଗନ୍ନାଥ "🙏🙏🙏

  • @bipracharanjena2736
    @bipracharanjena2736 5 วันที่ผ่านมา +2

    CBI ତଦନ୍ତ ନିହାତି ଦରକାର

  • @debiprasadpanda3490
    @debiprasadpanda3490 5 วันที่ผ่านมา +1

    New government should act fast.

  • @PramodchandraSarangi
    @PramodchandraSarangi 5 วันที่ผ่านมา +1

    Sir thanks for your suggestion

  • @user-oc8fz9wn1r
    @user-oc8fz9wn1r 5 วันที่ผ่านมา +2

    Mohan Sir, requested to inquiry C.B.I. investigation immediately action deemed fit for clean image.

  • @birakishorpatra4819
    @birakishorpatra4819 5 วันที่ผ่านมา

    Dhanyabad

  • @SoumitMahapatra
    @SoumitMahapatra 4 วันที่ผ่านมา

    Dhanyabad Shrijukta Chanchal Rana Sir have a nice day.

  • @kabitasahoo8385
    @kabitasahoo8385 5 วันที่ผ่านมา +1

    CMji 🙏 please save Odisha. I have faith Prabhu Narayan and Prabhu Jagannatha will take care of the world and Odisha. CBI prakat ho. 🙏🙏🙏🙏 please 🙏 ❤.

  • @ashwanipradhan3397
    @ashwanipradhan3397 5 วันที่ผ่านมา +2

    ମହାଶୟ ନମସ୍କାର। ଚୋଟା କମ୍ପା ଦାଦନ କାମ କରିବାକୁ ସୁରତ ଜାଓ ଚନ୍ତି ଦୌଖିଲି ବିକଳ ଲାଗୁଚି ଆଉ କିଛି ଲୋକ ରାଜ କରୁଥିଲେ ଦୂନ୍ତିତ୍ ୫୦୦୦ କୋଟି ଟଙ୍କା ବା😂

  • @BNStoryworld_Official-wl2nu
    @BNStoryworld_Official-wl2nu 5 วันที่ผ่านมา +2

    ନବୀନ ର ଶଙ୍ଖ ଆଉ ବାଜିବ ନାହିଁ ଏବେ ମୋହନ ଙ୍କ ମୁରଲି ସ୍ୱର ଭାସି ଆସିବ ଟିକେ ଅପେକ୍ଷା କର

  • @prabinakumarmuduli7573
    @prabinakumarmuduli7573 5 วันที่ผ่านมา

    Sir namaskar all the things are correct, This program is very nice and quite right.

  • @prasantakumarpanda895
    @prasantakumarpanda895 5 วันที่ผ่านมา

    Really you ar a NIRBHAYA journalist

  • @pramodpanda8976
    @pramodpanda8976 5 วันที่ผ่านมา +1

    Right Right Right

  • @bulusethy9220
    @bulusethy9220 4 วันที่ผ่านมา +1

    ❤❤❤❤❤

  • @rajkumarmohanty9330
    @rajkumarmohanty9330 5 วันที่ผ่านมา +2

    ୧୯୯୦ ରୁ ଆମେ କେନ୍ଦୁଝର କୁ ଦେଖୁଚୁ। ସେତେବେଳେ ସାଧାରଣ ଲୋକେ ଯେମିତି ଥିଲେ ଏବେ ବି ସେମିତି ଅଛନ୍ତି। ଉଦାହରଣ ହେଲା ଆନନ୍ଦପୁର ଠାରୁ କେନ୍ଦୁଝର ରାସ୍ତା କଡ଼ରେ ବସୁଥିବା ଆଦିବାସୀ ମାନଙ୍କ ଦୋକାନ କୁ ଦେଖିଲେ ଜଣାପଡ଼ିବ। ଦୁଇ ଥାକିଆ ରାସ୍ତା କେବଳ ଖଣି ଲୁଟିବା ପାଇଁ।।

  • @SoumitMahapatra
    @SoumitMahapatra 4 วันที่ผ่านมา

    It's hundred percent true.

  • @sushilsamal3789
    @sushilsamal3789 5 วันที่ผ่านมา

    Right Sir 👍👌

  • @hariprasadpradhan8868
    @hariprasadpradhan8868 5 วันที่ผ่านมา

    The best discussions