ସୁଧାଂଶୁ@8: ଘାଇଲା କରିଦେବ ପରିକ୍ରମା ପ୍ରକଳ୍ପ II SUDHANSU@8 II

แชร์
ฝัง
  • เผยแพร่เมื่อ 21 ส.ค. 2024
  • ସୁଧାଂଶୁ@8: ଘାଇଲା କରିଦେବ ପରିକ୍ରମା ପ୍ରକଳ୍ପ, 4500 କୋଟି ଟଙ୍କାରୁ କେତେ କିଏ ଖାଇଛନ୍ତି ହିସାବ ମାଗିଲାଣି ମୋହନ ସରକାର
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

ความคิดเห็น • 349

  • @birabajrang1177
    @birabajrang1177 หลายเดือนก่อน +61

    ଅତି ଉଚ୍ଚକୋଟୀର ଉପସ୍ଥାପନା ଧନ୍ୟବାଦ ସାର୍

  • @raghumaninayak9593
    @raghumaninayak9593 หลายเดือนก่อน +39

    ପରିକ୍ରମା ପ୍ରକଳ୍ପ ନାମରେ ହୋଇଥିବା ଦୁର୍ନୀତିରେ ନୂଆ ସରକାର ଯଥା ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଆଇନଗତ ଦଣ୍ଡ ଦିଆଯାଉ, ଫୋକସ ପ୍ଲସ ଟିଭି ଚ୍ୟାନେଲକୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ ସ୍ଵାମୀ...🙏🕉️🚩

    • @AkhyayaMohanty
      @AkhyayaMohanty หลายเดือนก่อน

      Focus plus na fraud+

  • @abanipradhan
    @abanipradhan หลายเดือนก่อน +112

    ମୋହନ ସରକାର CBI ତଦନ୍ତ କରନ୍ତୁ,,,, ଜୟ ଜଗନ୍ନାଥ

    • @baikunthabehera3971
      @baikunthabehera3971 หลายเดือนก่อน +2

      @@abanipradhan tuma baba mami nku koti namaskar .aame bhaga banti nebu

  • @bidyadharraut55
    @bidyadharraut55 หลายเดือนก่อน +49

    100 % CBI ତଦନ୍ତ ହେବା ଦରକାର

  • @jchoudhury274
    @jchoudhury274 หลายเดือนก่อน +8

    CBI ତଦନ୍ତ କରି Pandian ଓ କ୍ରୀତଦାସ ମାନଙ୍କୁ A to Z ପର୍ଯ୍ୟନ୍ତ ହିସାବ ମଗା ଯାଉ ଜୟ ଜଗନ୍ନାଥ

  • @sunilrauto5923
    @sunilrauto5923 หลายเดือนก่อน +56

    ଏବେ ବି ପାଣ୍ଡୁ ଙ୍କ ଚେଲା ମାନେ ଓଡ଼ିଶା କୁ ଲୁଟିବା ପାଇଁ ଯୋଜନା ଜାରି ରଖିଛନ୍ତି

  • @ashokkumarbhuyan3937
    @ashokkumarbhuyan3937 หลายเดือนก่อน +24

    ନିରୀହ ଚେହେରା ଭିତରେ ଭୟଙ୍କର କ୍ରୁରତା, ଲଜ୍ଜ୍ୟା ଲାଗୁଛି।

  • @geetaranisamal6638
    @geetaranisamal6638 หลายเดือนก่อน +25

    ମୋହନ ସରକାର କରିଲେ ତ? ବିଜେଡି ବିରୁଦ୍ଧରେ ତ ଏମାନେ ସେପରି ଆଖିଦୃଶିଆ ପଦକ୍ଷେପ ନେବାର ନାଁ ଧରୁ ନାହାନ୍ତି।

  • @mnsirmathematics269
    @mnsirmathematics269 หลายเดือนก่อน +74

    ଅପେକ୍ଷା ଏ ଓଡ଼ିଶା କଂର କେବେ ଏ ଅପରାଧୀ ମାନେ ଜେଲ ଯିବେ।

    • @baikunthabehera3971
      @baikunthabehera3971 หลายเดือนก่อน +3

      kehi jibeni .bhaga banti neba ..pandian model chaliba .nabin nka natare mohan fasibe

    • @ashwinisahu6584
      @ashwinisahu6584 หลายเดือนก่อน +1

      BILKUL RIGHT KAHILE SIR 🎉🎉🎉

    • @ashwinisahu6584
      @ashwinisahu6584 หลายเดือนก่อน

      KICHHI HEBANI MOHAN SARKAR 🎉

    • @baikunthabehera3971
      @baikunthabehera3971 หลายเดือนก่อน

      @@ashwinisahu6584 BABA .MAMI NKU MORA PRANHAM DHEBA .TANKA SEBA KARIBA

    • @PotdOfficial
      @PotdOfficial หลายเดือนก่อน

      Khali bhokibe thakuranku neiki rajaniti...
      Paisa kharcha heichi akhi futi jaichi ki..
      Loka ghara bhangila semane paisa neichanti

  • @pradeepkumarjena4162
    @pradeepkumarjena4162 หลายเดือนก่อน +22

    ଏଗୁଡିକ ନିଉଜ କରୁଛନ୍ତି କଣ ପଦ କ୍ଷେପ
    ନେଇଛନ୍ତି ସରକାର ସବୁତକ ବାହାର କରୁଛନ୍ତି କେତେ ପଦ କ୍ଷେପ ନେଲେଣି
    ନିଉଜ ସୁଣେଇଦେବ ସରିଗଲା କିଛିଦିନ
    ପରେ ବାସ

    • @Beautifulnture-et2bk
      @Beautifulnture-et2bk หลายเดือนก่อน +3

      Bhai Time Lagiba Gote Dina Re Rome City Heithilaa Ki?
      Answer Integently

    • @ashwinisahu6584
      @ashwinisahu6584 หลายเดือนก่อน +3

      LAGUNI MOHAN SARKAR KICHHI KARIBE BOLI🎉🎉

    • @Beautifulnture-et2bk
      @Beautifulnture-et2bk หลายเดือนก่อน

      @@ashwinisahu6584 25 Barsha Re Naveen Mishnari Christian Budhaaa Maduaa Kantaaa Ukhadichii jou Daridraa Odisha Dadana Murkhaa Odia Janata Chuttiyaa Parama Chutiyaa Murkhaa Salve Chakara mindeds🤬🤬🤬🤬🤬🤬🤬🤬🤬🤬🤬🤬🤬.
      Aau Sunn Ama Mamu ghare chasi Manku Tanka Mili sarichiiii.
      3100 Dhana pichaa

  • @DeepkamalSwain
    @DeepkamalSwain หลายเดือนก่อน +7

    Sudhanshu ବାବୁ ଟିକେ ଗତକାଲି ର ରଥଯାତ୍ରା ବିଭ୍ରାଟ ପ୍ରସଙ୍ଗ ରେ ଓପନ discussion କରନ୍ତୁ, ଏ ବର୍ଷ କାହିଁକି ଏତେ ତ୍ରୁଟି ରଥଯାତ୍ରା ପରିଚାଳନା ରେ, ସେ ବିଷୟରେ ଟିକେ ବି କେହି ମୁହଁ ଖୋଲୁନାହାନ୍ତି ଓଟିଭି, Argus,focus plus tv

  • @khirodhota1440
    @khirodhota1440 หลายเดือนก่อน +39

    ସତରେ ଘାଇଲା କରିବ କି ନାହିଁ ସନ୍ଧେହ ହେଉଛି, ଆମେ ଭାବୁଛୁ ମୋହନ ବାବୁ ଭିଡକୁ ନୁହେଁ l

  • @geetaranisamal6638
    @geetaranisamal6638 หลายเดือนก่อน +18

    ପାଣ୍ଡିଆନ ଏବେ ବି ସକ୍ରିୟ

  • @jyotibhusan2000
    @jyotibhusan2000 หลายเดือนก่อน +25

    କିଛି ହେଲା ଭଳିଆ ଲାଗୁନି, ରାଜ୍ୟସଭାରେ ସମର୍ଥନ ପାଇବା ପାଇଁ BJP, BJD ର ସବୁ ଚୋରିକୁ ଅଣଦେଖା କରି ଦଉଛି।

  • @subashsahoo3527
    @subashsahoo3527 หลายเดือนก่อน +2

    ଗପ ଅଧିକ ହେଉଛି କାର୍ଯ୍ୟ କମ୍ ହେଉଛି ତୁରନ୍ତ ଗିରଫ ଆରମ୍ଭ କରିଦିଆଯାଉ

  • @LambodarPradhan-sj6uy
    @LambodarPradhan-sj6uy หลายเดือนก่อน +9

    କେଉଁ କାର୍ୟ୍ଯ ପାଇଁ କେତେ ସରିଛି ତାର ତାଲିକା ଘୋଷଣା କରାଯାଉ।

  • @krushnasahoo155
    @krushnasahoo155 หลายเดือนก่อน +7

    ସୁଧାସୁ ଵାଵୁ ଆପଣ ଜଗତ୍ସିଂହପୁର ଜିଲ୍ଲା ଵାଲିକୁଦା ତହସିଲ ଅଣ୍ଡରରେ ଵାଲିକୁଦା ରେଭିନ୍ୟୁସର୍କଲ ର ସଂଗ୍ରାମ ପୁରା ପଞ୍ଚାୟତ ରେ ଵହୁତ ସରକାରୀ ଗୋଚର ଅନାଵାଦି ପ୍ଲଟ ଜଵରଦସ୍ତ କଵଳିତ କରି ରଖିଛନ୍ତି ଆପଣଙ୍କ ମାଧ୍ୟମରେ ଏହାର କିପରି ଉଚ୍ଛେଦ ହେଵ ଟିକେ ଚେଷ୍ଟା କରନ୍ତୁ

    • @user-gq1yo9ib3c
      @user-gq1yo9ib3c หลายเดือนก่อน

      @@krushnasahoo155 ଜେଦି ଏହା ସତ୍ଯ ତାହାଲେ ସାଘାଂତିକ ହେବ କେଉଁ ନିୟୁଜ୍ଯୁ ଚାନେଲେ୍ ମାଧ୍ୟମରେ ଏହାର ପ୍ରମାଣ ମିଳିବ ତାର ଫର୍ଦ୍ଦା ଫାସ ହେବା ଦରକାର

  • @pratapjena1193
    @pratapjena1193 หลายเดือนก่อน +8

    ମାଫିଆ ପାଣ୍ଡୁ ଡକାୟତ ଜାଣି ବିଜେପି କାହିଁକି ଚୁପ୍ ବସିଛି କଣ ପାଇଁ

    • @bkar3
      @bkar3 หลายเดือนก่อน

      Pandu bjp agent sajichi

  • @priyamkumar6812
    @priyamkumar6812 หลายเดือนก่อน +11

    Sudansu bhai bahut sundar news joy gaganath ❤❤❤❤❤❤❤

  • @srikantakumarhota6134
    @srikantakumarhota6134 หลายเดือนก่อน +1

    ସି ବି ଆଈ ତଦନ୍ତ କରାଯାଉ। ଦୋଷୀ ମାନଙ୍କୁ ଗିରଫ କରାଯାଉ । ସବୁ ଟଙ୍କା ଆଦାୟ କରାଯାଉ ।ଯଦି ଟଙ୍କା ନମିଳିଲା, ଦୋଷୀ ମାନଙ୍କୁ ସବୁଦିନ ପାଇଁ ଜେଲ୍ ରେ ରଖାଯାଉ।

  • @kshitishpanda5288
    @kshitishpanda5288 หลายเดือนก่อน +1

    ଆପଣ ମାନେ ଚିତ୍କାର କଲେ କିଛି ଲାଭ ହେବନି ସାର, ଇଏତ ଗୋଟେ ସ୍ଥାଣୁ ସରକାର।

  • @user-gq1yo9ib3c
    @user-gq1yo9ib3c หลายเดือนก่อน +2

    ଏ ସରକାର ଆଉ କିଛି ବର୍ଷ ସାସନ ରେ ରହିଥିଲେ ଓଡ଼ିଶା କୁ ଅନ୍ୟ ରାଜ୍ଯ କୁ ବିକ୍ରୀ କରି ଦେଇଥାନ୍ତେ ଏ କୁତା ମାନକୁଂ କଣ ଦଣ୍ଡ ଦିଆଜିବ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଚାର କରିବେ ଏ କୁତା ମାନେତ ସୋସଣ କରିବାରେ ବେସ୍ତ ଆଉ ଗରିବ ଲୋକଙ୍କ ସେବା କଣ କରିବେ

  • @janakiballavdash73
    @janakiballavdash73 หลายเดือนก่อน +1

    ଥାଉ ଆଉ ଶୁଣିବାକୁ ଧୈର୍ଯ୍ୟ ନାହିଁ। ଏ ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ପୁରୂଣା ଧାରାରେ। ୧ମାସ ମଧ୍ୟରେ ପ୍ରଶାସନ ବଦଳି ନାହିଁ। ଆଉ ଶାସନ କେମିତି ବଦଳିବ?

  • @kaibalyasaho1401
    @kaibalyasaho1401 หลายเดือนก่อน +7

    Good

  • @kailashchandra4365
    @kailashchandra4365 หลายเดือนก่อน +1

    ବିକ୍ରମ ଆରୁଖ ବିଦ୍ୟା ଭାରତୀ ସୌମ୍ୟ ରଞ୍ଜନ କେସ ଟା ବାହାର karo

  • @rameshchandranayak575
    @rameshchandranayak575 หลายเดือนก่อน +1

    ଏ ପର୍ଯ୍ୟନ୍ତ ପାଣ୍ଡିଆନ ଓ ବିଜେଡି ନେତାଙ୍କ ବିରୁଦ୍ଧରେ FIR ହୋଇନାହିଁ। ନବୀନବାବୁ ମଧ୍ୟ ଏଥିରେ ସାମିଲ ଅଛନ୍ତି। ତା ନ ହୋଇଥିଲେ ନବୀନବାବୁ ଏ ବାର୍ଦ୍ଧକ୍ୟରେ ପହଁଚିଲେ ବି ରାଜନିତୀ ଛାଡୁ ନାହାଁନ୍ତି।

  • @anilkumarbehera8151
    @anilkumarbehera8151 หลายเดือนก่อน +3

    ହେ ପ୍ରଭୁ !!!

  • @anjankumar2990
    @anjankumar2990 หลายเดือนก่อน +4

    ଆଞା ଆର୍ ଟି ଆଇ ର ସମ୍ପୂର୍ଣ ତଥ୍ୟ ଆଣି ପ୍ରଚାର କରନ୍ତୁ,ଭଲହେବ, ଏପରି ୟୁଟୁବ୍ ଚ୍ୟାନେଲ ଖୋଲି ଲୁଟ୍ କରି,ଲୋକଙ୍କ ଭିତରେ କ୍ରୋଧ ଭାବ ସୃଷ୍ଟି କରନ୍ତୁ ନାହିଁ।

  • @chittasahoo3236
    @chittasahoo3236 หลายเดือนก่อน +1

    ଆରେ ତମେ ତ କହୁଚ ନିଦ ହଜିଯିବ ବିଜେପି ବାଲା ତ ନବୀନା କୁ ଡାକି କୋଳା କୋଳି ହେଉଛନ୍ତି ମତେ ତ ଲାଗୁଚି ଏମାନେ ମିଳିମିଶି ଟଙ୍କା ଖାଇଛନ୍ତି

  • @niharpalai3774
    @niharpalai3774 หลายเดือนก่อน

    ଗଜପତି ବି ସାମିଲ ଥିବେ, ବହୁତ୍ ପ୍ରଶଂସା କରୁଥିଲେ BJD ସରକାର ର

  • @rameshmohanty1211
    @rameshmohanty1211 หลายเดือนก่อน +12

    ଏତେ ଘୋଟାଲା ହେଇଚି ଏ ବିଜେପି ସରକାର୍ କରୁଚି କଣ ।
    ଜନତା ଭୋଟ ଦେଇ ଥିଲେ ବିଜେପି କୁ କଣ ଏମିତି ଚୁପ୍ ବସିବାକୁ

    • @banamalibehera8781
      @banamalibehera8781 หลายเดือนก่อน

      DHARYA DHARA TIKE MAATRA MAASETA HELAA SARAKAARA.

    • @bikasmohanty2221
      @bikasmohanty2221 หลายเดือนก่อน

      Sala Tu bjd ku vote de MG

  • @kailashchandra4365
    @kailashchandra4365 หลายเดือนก่อน +2

    ଭାଇ ବିଦ୍ୟା ଭାରତୀ କେସ ଟା aou ବିକ୍ରମ ଆରୁଖ ସୌମ୍ୟ ରଞ୍ଜନ କେସ ଟା ଏକ୍ସପ୍ଲାଇନ୍ କର

  • @prasantbehera4728
    @prasantbehera4728 หลายเดือนก่อน +1

    Thank you very much Sudhansu babu for your Social service.keep it up.Govt should take immediate step

  • @bhagyadharjajpur1062
    @bhagyadharjajpur1062 หลายเดือนก่อน +2

    ରାମ ମନ୍ଦିର ଠାରୁ କମ

  • @bijayapppradhan4563
    @bijayapppradhan4563 หลายเดือนก่อน

    ବିଜେପି ଆଉ ବିଜେଡ଼ି ଭିତିରି ଗଠବନ୍ଧନ ହୋଇଛି ବୋଧେ। କଣ ପାଇଁ ବିଜେପି ପ୍ରହାର ଆରମ୍ଭ କରୁନି। କେବେ ହେବ ଆମେ ଅପେକ୍ଷା କରିଛୁ।

  • @user-vh6ib4qe1d
    @user-vh6ib4qe1d หลายเดือนก่อน +2

    ଆପଣ ମାନେ ସବୁ ଯେତେ କହିଲେ ବି କିଛି ଲାଭ ନାହିଁ କାରଣ ମାସେ ହେଇଗଲା କୌଣସି ଗୋଟେ ଦୁର୍ନୀତି ର ତଦନ୍ତ ଏ ସରକାର ଏ ପର୍ଯ୍ୟନ୍ତ ଦେଉନାହାନ୍ତି ।ଏମାନଙ୍କର ଏବେବି ବିଜେଡି ପ୍ରେମ କମିନାହିଁ

    • @jchoudhury274
      @jchoudhury274 หลายเดือนก่อน

      ଫିଲ୍ଡ ସଜା ହେଉଛି ଖେଳ ହେବ wait କର

  • @abhiabhi2511
    @abhiabhi2511 หลายเดือนก่อน +7

    ଭାଇ ତମେ ଖାଲି ଚିଲେଇ କି ଯେତେ ପାଟି କଲେବି.... ମୋହନ ସରକାର ତାଙ୍କ ଉପରେ କିଛିବି ଆକ୍ସନ ନେଇପାରିବେନି... ପାଣ୍ଡୁ ଆଉ ଅମିତ ଶାହ ମଧ୍ୟରେ ଡିଲ ହୋଇସାରିଛି... ଲେଖିକି ରଖ

    • @pabitrarout5835
      @pabitrarout5835 หลายเดือนก่อน +1

      100% Correct

    • @pritampolei7087
      @pritampolei7087 หลายเดือนก่อน +1

      Tumaku ate katha kemiti jana tume kana 😂😂

    • @raghumaninayak9593
      @raghumaninayak9593 หลายเดือนก่อน

      ​@@pritampolei7087pandian ra contractor

  • @user-oo3fm4hf8y
    @user-oo3fm4hf8y หลายเดือนก่อน

    ସୁଧାଂଶୁ ଭାଇ 🎉

  • @AkshayKumar-ze8ok
    @AkshayKumar-ze8ok หลายเดือนก่อน

    ଘୋର ଦୁର୍ନୀତି,ତଦନ୍ତ ହେଉ ଓ ଦୋଷୀ ମାନଙ୍କୁ ଗିରଫ କରାଯାଉ।

  • @pratapchandranayak4391
    @pratapchandranayak4391 หลายเดือนก่อน +4

    Thanks

  • @bhaktimarga853
    @bhaktimarga853 หลายเดือนก่อน +1

    ତଦନ୍ତ କରି କର୍ୟାନୁଷ୍ଠାନ ନିଆଯାଉ .

  • @srinibaspal6574
    @srinibaspal6574 หลายเดือนก่อน

    BJD ସରକାର ରାଜ୍ୟ କୁ ଲୁଟିଲେ ତାହାର CBI ତଦନ୍ତ ହେବା ଜରୁରୀ,,,,

  • @AshokPanda-qt4qn
    @AshokPanda-qt4qn หลายเดือนก่อน

    Dhanyabada Sudhansu 👍

  • @susantasahoo9544
    @susantasahoo9544 หลายเดือนก่อน

    ଏ ମୋହନ ସରକାର କିଛି କରିପାରିବେନି ।ଏବେବି pandian ଙ୍କୁ z Plus security ଦିଆଯାଇଛି। କୌଣସି କାର୍ଯ୍ୟାନୁଷ୍ଠାନ ନେବା ଭଳି ଏ ସରକାରର ଦକ୍ଷତା ନାହିଁ।

  • @sarojde9808
    @sarojde9808 หลายเดือนก่อน

    Bjd ମାଫିଆ ଙ୍କ କିଛି ବୋଧେ ହେବନି ....
    ମୋହନ ମାଝି ସରକାର ଙ୍କୁ Pandian & Co. ମ୍ୟାନେଜ୍ କରି ସାରିଲେଣି ...

  • @subashbehera5545
    @subashbehera5545 หลายเดือนก่อน

    ସରକାର ଖାଲି ସୁନିକି ଚୁପ୍ ହୋଇଯାଇଛନ୍ତି , କିଛି କରୁନାହାନ୍ତି

  • @akshayakumarbhol4132
    @akshayakumarbhol4132 หลายเดือนก่อน +1

    ଓଡ଼ିଶାର ସବୁ ସରକାରୀ ନିର୍ମାଣ କାମରେ ଓଡ଼ିଶା କମ୍ପାନୀ ସିମେଣ୍ଟ ବଦଳରେ ତାମିଲନାଡୁ କମ୍ପାନୀ ସିମେଣ୍ଟ କାହିଁକି ବ୍ୟବହାର ହେଲା, ତା'ର ବି ତଦନ୍ତ ଆବଶ୍ୟକ ।

  • @MinatiPanigrahy-uj1gi
    @MinatiPanigrahy-uj1gi หลายเดือนก่อน

    CM should order for CBI Enquiry of Mandir Prakalpa, Jai Jagannath 🙏

  • @sneha6303
    @sneha6303 หลายเดือนก่อน

    Lord jagannath samastanku bhalare rakhantu

  • @balaramsahoo4850
    @balaramsahoo4850 หลายเดือนก่อน

    ତୁମେ ଯେତେ ଚିଲେଇଲେ କିଛି ହେବ ନାହିଁ ଖାଲି BJD ପଛ ରେ ପଡ଼ିଛ ଆଉ ନେତା ଙ୍କ ବିଷୟ ରେ କୁହ, ତୁମେ ବି ସାମାନ୍ୟ ସରପଞ୍ଚ ହୋଇ ଗଲେ ତୁମେ ବି କୋଟି ପତି ହୋଇ ଯିବ

  • @user-ud1lp4oh5t
    @user-ud1lp4oh5t หลายเดือนก่อน

    ଯେତେକ ଅଣ ଓଡିଆ ଅଫିସର ଲୁଟିଛନ୍ତୀ ତାଙ୍କୁ ଏମିତି ଶାସ୍ତି ଦିଆଯାଉ ଆଉ କେହି ଓଡିଶା କୁ ଲୁଟିବା କଥା ଭାବିବାକୁ ଡରିବେ

  • @SidharthPrasadDas
    @SidharthPrasadDas หลายเดือนก่อน

    ବାବୁ ଜୁନ 4 ଆଗରୁ ଏ ରଡି ହେଉନଥିଲା, ଏବେ ଜୋର ହେଉଛି ରଡି, କିଛି ହେବନି ଏ ବାହାର ଗପ ଭିତରେ ଅଲଗା କିଛି,

  • @ParabirPanda-to3rh
    @ParabirPanda-to3rh หลายเดือนก่อน

    U are correct.The cost may not have crossed below 1000 crores.The CM must order an CBI enquiry urgently.

  • @simanchalpanda331
    @simanchalpanda331 หลายเดือนก่อน

    CBI enquiry should be necessary.

  • @surusahu
    @surusahu หลายเดือนก่อน

    Well dignosid of parikrama prakalpa.

  • @parvakarnayak645
    @parvakarnayak645 หลายเดือนก่อน +2

    Jhakkas news

  • @kamarajjena5461
    @kamarajjena5461 หลายเดือนก่อน

    ମୋହନ ବାବୁ ଯଦି ନ ଧରିବେ ଭାବିବା ମୋହନ ବାବୁ ଆଉ ଟିମ ପିସି ଖାଇଛନ୍ତି

  • @bharatoram2621
    @bharatoram2621 หลายเดือนก่อน

    ଜୟ ଜଗନ୍ନାଥ .......... ଓଡ଼ିଶା କୁ ବଞ୍ଚାଅ ପ୍ରଭୁ

  • @trilochanjena9614
    @trilochanjena9614 หลายเดือนก่อน +2

    ସାମ୍ବାଦିକ ବନ୍ଧୁ ଏତେ ବାସ୍ତବ ପ୍ରମାଣ ଦେଲା ପରେ କାହିଁକି ମୋହନ ସରକାର କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ତାହା ଓଡ଼ିଶା ବାସୀଙ୍କୁ ବିସ୍ମିତ କରିଛି, ସରକାର ପରିବର୍ତ୍ତନ କରିବାର ଲାଭ କ'ଣ ???

    • @Cactus_dadul
      @Cactus_dadul หลายเดือนก่อน

      Good things take time,have patience

  • @user-co8kp4tj6c
    @user-co8kp4tj6c หลายเดือนก่อน +1

    ସୁଧାଂଶୁ ବାବୁ, ଆପଣ ଯାହା ତଥ୍ୟ ଦେଉଛନ୍ତି ତାହା 100 କୁ 100 ସତ କଥା କିନ୍ତୁ କିଏ କାହାକୁ ଘାଇଲା କରିବ? ମାସକ ମଧ୍ୟରେ ବର୍ତମାନର ସରକାରକୁ ପାଣ୍ଡିଆନ ଢାଞ୍ଚା ରେ ନବୀନ ବାବୁ ଚଳାଉଛନ୍ତି। ବର୍ତମାନ ପର୍ଯ୍ୟନ୍ତ ମୋହନ ସରକାର ଜଣେ Advocate General ନିଯୁକ୍ତ କରିପାରିଲେ ନାହିଁ।

  • @sanjaybiswal9242
    @sanjaybiswal9242 หลายเดือนก่อน +7

    ସବୁ 🐌 ଗେଣ୍ଡା ଦଳ ବିଜେଡି ଖାଇଲେ ❤❤

  • @BailochnNayak
    @BailochnNayak หลายเดือนก่อน

    ଚୋରଙ୍କୁ ଯେତେ କହିଲେ କିଛି ଲାଭ ନାହିଁ ସୁଦଂଶୁ ବାବୁ

  • @rohitpradhan-fi7ln
    @rohitpradhan-fi7ln หลายเดือนก่อน

    Correct 💯

  • @bijayanandadash5344
    @bijayanandadash5344 หลายเดือนก่อน

    Beautiful news presentation

  • @rameshmishra9982
    @rameshmishra9982 หลายเดือนก่อน

    କୋଉଠୁ journalism pass କରିଛୁ ।bjp ଦଲାଲ କିଛି ନଜାଣି ବେଶି ଗପ କହୁଚୁ

  • @skmstorywriter6400
    @skmstorywriter6400 หลายเดือนก่อน +4

    ପାଣ୍ଡୁ ପୁଅ ମାନେ କିଛି କୁହ ଅଛ ନା

  • @sipramishra8094
    @sipramishra8094 หลายเดือนก่อน +1

    New CM is not interested to take any action against pandiyan......bkz till now z security is continue for pandiyan.

  • @himansudas4395
    @himansudas4395 หลายเดือนก่อน +4

    BJD & BJP ଏମାନେ ଦୁଇ ଭାଇ ଯେତେ ଯାହା କଲେବି ଫଳ କିଛି ହେବ ନାହିଁ. ଆପଣ ସତ କହୁଛନ୍ତି କିନ୍ତୁ କିଛି ଲାଭ ନାହିଁ. BJP Govt. କୁ ଓଡିଶାର ଜନ ସାଧାରଣ ଯାହା ଭାବିକି ଆଣିଥିଲେ ପ୍ରକୁତରେ ତାହା ଭୁଲ ଥିଲା. ଏ ସରକାର
    ମଧ୍ୟ ସେହି ଭଳି ଯାହା ମୁଁ ଭାବୁଛି.

  • @Savhu1122
    @Savhu1122 หลายเดือนก่อน

    CBI tatha karaju Bhai

  • @hariomm2301
    @hariomm2301 หลายเดือนก่อน

    ପାଣ୍ଡିଆ ଓ ତାଙ୍କର କୀର୍ତଦାସ କୁ ମୋହନ ସରକାର ଆରେଷ୍ଟ କରୁ😂😂😂😂

  • @bishalram481
    @bishalram481 หลายเดือนก่อน

    Balwant Singh, Samarth Verma, Pinaki Mishra, ASI chief, Pandian, Sambit patra and previous Puri MLA Sarangi involved in the scam. All must be investigated

  • @anjaliray1011
    @anjaliray1011 หลายเดือนก่อน

    ମଠ ମନ୍ଦିର ରୁ ରୂପା ଇଟା ବାହାରିଥିଲା ସେ ସବୁ କୁଆଡେ଼ ଗଲା

    • @anjaliray1011
      @anjaliray1011 หลายเดือนก่อน

      ଏସବୁ ତଦନ୍ତ କରାଯାଉ

  • @Rkd6122
    @Rkd6122 หลายเดือนก่อน

    ଯେତେ ପ୍ରକଳ୍ପ ସେତେ ଘୋଟଲା 😮 let's see what steps are being taken by vigillance department

  • @prasantapanda1703
    @prasantapanda1703 หลายเดือนก่อน +1

    ସେ ଟଙ୍କାରୁ 70% ନବୀନ ପଟନାୟକ ଖାଇଛି ବାକି ଅଲଗା ସମସ୍ତେ ମିଶିକି ଖାଇଛନ୍ତି

    • @prasnnapatra3519
      @prasnnapatra3519 หลายเดือนก่อน

      Tujaiki hisab karithilu

    • @prasantapanda1703
      @prasantapanda1703 หลายเดือนก่อน

      ​@@prasnnapatra3519ହଁ ମୁଁ ହିସାବ କରିଥିଲି ତୋ ଘରେ ବି ତୋ ମାଆ ଭଉଣୀ ସ୍ତ୍ରୀ ଝିଅ ବିଆରେ ଗାଣ୍ଡିରେ ଗେହିଥିଲି ଗେହୁଁଚି

  • @KRISHNAFF9149
    @KRISHNAFF9149 หลายเดือนก่อน

    Quikly,acttionthebjpsarkar,jindabath

  • @Titlagarhnews
    @Titlagarhnews หลายเดือนก่อน +1

    Love you sir❤️

  • @chhabindramansingh73
    @chhabindramansingh73 หลายเดือนก่อน

    Bjd ଏତେ ବିଶ୍ୱସ୍ତରୀୟ କାମ କଲା ତାଙ୍କର ତ ପୁଣି ଗୋଟି pc ଅଛି, ପାଣ୍ଡୁଆ ଭଳି କୁକୁର ନବୀନ ଭଳି ଅକର୍ମା କାମ କଲେ ଏମିତିହବ

  • @sibapati8437
    @sibapati8437 หลายเดือนก่อน

    Nice speech sir thanks.jay Jagannath

  • @kabitasahoo8385
    @kabitasahoo8385 หลายเดือนก่อน

    🙏👍❤ I was invited to attend the parkrama project. I had gone to India to attend the Shree Ram Ayodhya janmabhumi celebration. I had high fever. Prabhu made everything conducive for me not to attend the occasion. I am blessed. I had a holy experience at Ayodhya and came home. Prabhu 🙏. Always stay with me by giving me sanket. 🙏

  • @user-ug7qc3yj9q
    @user-ug7qc3yj9q หลายเดือนก่อน

    CM should take action against Mr Bobby Das which retain the image of theCM.

  • @BimbadharMangaraj
    @BimbadharMangaraj หลายเดือนก่อน

    ଅଣ ଓଡିଆ ଖାଇ ଛନ୍ତି ସତ
    ଯେଉଁ ଓଡିଆ ମାନେ ବୋକଚା
    ବୁହା ମାନଂକୁ ତୁରନ୍ତ କଠୋରରୁ କଠୋର ଦଣ୍ଡ ଦିଆଯାଉ

  • @jugalkishaoremall8590
    @jugalkishaoremall8590 หลายเดือนก่อน

    Sound, voice, speech and news yete clear .Bahut sunder.Thanks for update news.

  • @niranjanmishra3792
    @niranjanmishra3792 หลายเดือนก่อน

    ବର୍ତ୍ତମାନ ର ବିଜେପି ସରକାର ଏବେବି ନବୀନ ପଟ୍ଟନାୟକ ଏବଂ ପଣ୍ଡିଆନ୍ ତଥା ତାମିଲ୍ ଲୁଟେରା ଗ୍ୟାଙ୍ଗ କୁ ଭୟ କରୁଛନ୍ତି। ନିର୍ବାଚନ ପୂର୍ବରୁ ଏଇ ବିଜେପି ନେତା ମାନଙ୍କର ଦମ୍ଭୋକ୍ତି କୁ ଦେଖିଲା ପରେ ଏବେ ଲାଗୁଚି, ଏମାନକର ସେମିତି ସାହାସ ନାହିଁ, ଯାହାକି, ଏମାନେ ପଣ୍ଡିଆନ୍ ଏବଂ ତାର ଗ୍ୟାଙ୍ଗ ଏବଂ ବୃଦ୍ଧ ଜରଦ୍ଗବ ସାଜିଥିବା ମୂଖ୍ୟ ନବୀନ ପଟ୍ଟନାୟକ ବିରୁଦ୍ଧ ରେ ଏମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଓଡ଼ିଶା ର ଏହି ଦୁର୍ନୀତି, ଲୁଟ୍, ହତ୍ୟା, ଲୁଣ୍ଠନ, ଏବଂ ଶୋଚନୀୟ ଅବସ୍ଥା ପାଇଁ ନବୀନ ପଟ୍ଟନାୟକଙ୍କ ପ୍ରଚ୍ଛଦ ସମର୍ଥନ କିଛି କମ୍ ଅପରାଧ ନୁହେଁ। କଠୋର କର୍ତ୍ତବ୍ୟ ନିକଟ ରେ, ପିତାମାତା, ଭାଇ, ଭଗ୍ନି, ସ୍ନେହ, ମମତା, କାହାର ସ୍ଥାନ ନାହିଁ। ଯେଉଁ ପ୍ରତିଶୃତି ଦେଇ ଏମାନେ ସରକାର କୁ ଆସିଛନ୍ତି, ଯଦି କେବଳ, ନିଜ ଆସନ କୁ ବଜାୟ ରଖିବା ପାଇଁ ଏମାନେ ନୀରବ ରୁହନ୍ତି, ଏମାନଙ୍କ ଉପରେ ଅଭିଶାପ ପଡ଼ିଯିବ, ଯେଉଁ ନିରୀହ ଲୋକ ମାନେ ଧନ ଜୀବନ ସବୁ ହରାଇ ନିଷ୍ପେସିତ ହୋଇ ଲୁହ ଗଡ଼ାଇ ନ୍ୟାୟ ପାଇଁ ଚାହିଁ ବସିଛନ୍ତି, ସେଇ ମାନଙ୍କ ଅଭିଶାପ,।

  • @rameshchandramahapatra7934
    @rameshchandramahapatra7934 หลายเดือนก่อน

    Right

  • @user-vx6ob6pl6b
    @user-vx6ob6pl6b หลายเดือนก่อน

    ଲୁଟେରାମାନଙ୍କୁ ଜେଲ ପଠାଯାଉ

  • @purnachandradakua8265
    @purnachandradakua8265 หลายเดือนก่อน

    ସବୁ ଲୁଟିଛି ଧୂରରାଷ୍ଟ୍ର ନବୀନ ଏଥିପାଇଁ ସମ୍ପୂର୍ଣ ଦୋଷି

  • @user-gf5nt7tf1t
    @user-gf5nt7tf1t หลายเดือนก่อน

    Jay jagannath

  • @pranatidildilbecharasahoo6719
    @pranatidildilbecharasahoo6719 หลายเดือนก่อน

    Thank you.

  • @sribatsameher4971
    @sribatsameher4971 หลายเดือนก่อน

    Absolutely right

  • @Savhu1122
    @Savhu1122 หลายเดือนก่อน

    Jay Jagannath 🙏🙏🙏🙏 Bhai

  • @manasranjannayak8720
    @manasranjannayak8720 หลายเดือนก่อน

    Keep it up 👍

  • @ashokkumarsahoo2574
    @ashokkumarsahoo2574 หลายเดือนก่อน

    ଜୟ ଜଗନ୍ନାଥ 🎉🎉🎉🎉🎉

  • @prasanta-jg1vd
    @prasanta-jg1vd หลายเดือนก่อน

    ମଠ ଗୁଡିକୁ ରାତି ଅଧିଆ ଖୋଳି ସବୁ ସୁନା ହଣ୍ଡା ଗୁଡିକ ପାଣ୍ଡୁ ଲୁଟ୍ କରିଛି

  • @kailashchandra4365
    @kailashchandra4365 หลายเดือนก่อน

    ଭାଇ ବିଦ୍ୟା ଭାରତୀ କେସ ଟା ବିକ୍ରମ ଆରୁଖ ର ହାତ ଅଛି plz କେସ ଟା explain karo plz

  • @SantoshKarna-sn9zs
    @SantoshKarna-sn9zs หลายเดือนก่อน

    ଏତେଦିନ କୁଆଡେ ଭୁଲିଯାଇଥିଲକି

  • @ramratan3907
    @ramratan3907 หลายเดือนก่อน

    No reaction only action

  • @susantkumardas8530
    @susantkumardas8530 หลายเดือนก่อน

    Ok ok Sir

  • @prakashbehera8833
    @prakashbehera8833 หลายเดือนก่อน

    Parikarma project na re khaijaichanti CBI tandanta hau.

  • @Jigyanshoo
    @Jigyanshoo หลายเดือนก่อน

    It's quite obvious that when Ayodhya Raam Mandir was built with 750 odd crores, in the Sri mandira parikrama prakalpa 4500 crores spending is unbelievable. It's a clear case of corruption.

  • @aruppanda6399
    @aruppanda6399 หลายเดือนก่อน

    PIL should file