Nua Jibana Nua Asha | | 3rd April 2021
ฝัง
- เผยแพร่เมื่อ 21 ก.ย. 2024
- #PrameyaNews7 #News7 #OdishaNews
Prameya News7, is a leading Odia News Channel of Odisha,India. Prameya News7 provides Fair, Unbiased news from Odisha and beyond.
For latest Odisha News Follow us:
Website: www.prameyanews...
TH-cam: / prameyanews7odia
Twitter: / news7odia
Facebook: / news7odia
/ prameyanews7
Playlists-
Breakfast Odisha: • Breakfast Odisha News7
Daffa | Crime Stories: • Daffa | ଅନ୍ଧବିଶ୍ୱାସ ଅନ...
Jollywood Jalwa: • ଧଉଳି ହିରୋ ଗୌର ଦାସଙ୍କ ମ...
Nua Jibana Nua Asha : • Nua Jibana Nua Asha | ...
No Tension: FUNNY Interviews: • No Tension: Exclusive ...
Face 2 Face : • Face To Face
ଏ ପୁରୁଷ ନୁହେଁ ମହାପୁରୁଷ 🙏🙏🙏🙏🙏 salute u bro
ହେ ପ୍ରଭୁ ଏକି ତୁମର ବିଚାର ପ୍ରଭୁ 🙏🙏🙏 ଏ ପୁଅ ଝିଅକୁ ଓ ସେ ଛୋଟ ପିଲାଟି ଉପରେ ଟିକେ ସାହା ଭରଷା ହୁଅ ପ୍ରଭୁ 🙏🙏🙏🙏🙏..............
ଉମାକାନ୍ତ ଭାଇ ବହୁତ୍ ଭଲ ସେ ଝିଅ ଜାଣି ଜାଣି ସଂସାର ଭାଙ୍ଗିଦେଲା
Lp
P0ploom?pllppm..?k
Loka baharaku jaha disanti actually seia nuhanti angya amiti bahut jhia nija pila pakhare Thai bi aji a thaka swami nka pai jiban saha sangharsa karuchhanti
କିଏ ବାହା ହେବା ପାଇଁ କାନ୍ଦୁଛି ତ ଆଉ କିଏ ବାହା ହେଇକି କାନ୍ଦୁଛି 😭 ,,, ସତରେ ବିଚିତ୍ର ଏ ଦୁନିଆ
😂
Right bhai
Puraa Sata katha
@@abhipshanayak9078 thank you
😢😢😢
ସ୍ୱାମୀ ଟା ଶାନ୍ତଶିଷ୍ଟ ଆଉ ନିରୀହ
Nice pic
Dxcx
ହେ ଜଗନ୍ନାଥ ଏମିତିକା ଝିଅ ଆଉ ମା ବହୁତ ଅଛନ୍ତି
ସେ ସ୍ତ୍ରୀ କେବେବି ଖୁସିରେ ରହି ପାରିବନି 🙏🙏🙏
ଆଜି କାଲି ସଂସାର ଗଢିଲେ ମଣିଷ ମାନସିକ ରୋଗୀ ହେଇଯିବ
😂😂😂😂👍👍👍
Right
ଗୋଟେ ପୁଅ ଆଖି ରୁ ଏତେ ଜଲଦି ଲୁହ ଆସିବ ନାହିଁ.. ଯଦି କୋହ ନ ଆସିବ ଛାତିରେ..
ଜଣେ ପୁରୁଷ ନିଜ ସ୍ତ୍ରୀ ର ସବୁ ଅଳି ଅଝଟକୁ ସହିଯିବ, କିନ୍ତୁ ନିଜ ସ୍ତ୍ରୀ'କୁ ଆଉ କୋଉ ପୁରୁଷ ସହିତ ଖରାପ ସମ୍ପର୍କ ଥିବାର ଦେଖିଲେ କେବେବି ସହି ପାରିବନି,
ଆଉ ଏହାବି ସତ୍ୟ,... ସେ ପୁରୁଷକୁ ଯେତେ ବୁଝେଇଲେ ବି, ସେ ତା ଜୀବନରେ କେବେବି ଖୁସି ହେଇପାରିବନି,
କାରଣ... ତା ଆଖି ଆଗରେ ସର୍ବଦା ଗୋଟିଏ ଜିନିଷ ଝଲସିବ ଯେ. ତା ସ୍ତ୍ରୀ କୁ ଆଉଜଣେ ପୁରୁଷ କରିଚି
Hn kanhinki gote nari para purusa ku dekhe janichhanti se. Puru sa mardhara kare boli
A
ବହୁତ କଷ୍ଟ ଲାଗିଲା ଆଖିରୁ ଲୁହ ଅଟକେଇ ହଉନି😭😭😭😭😭😭😭
Kan pain
1:23
ଏହି ଝିଅର ମା ପାଇଁ ଝିଅ ଆଜି ଖରାପ
Bhai pura thik
KnAm ..bhgfjt
ଉମାକାନ୍ତ ଭାଇ ତମେ ବୋହୁତ୍ ଭଲ ମଣିଷ ,, ମୀନତି ଦିଦି ବୋହୁତ୍ ଭଲ ବୁଦ୍ଧି ମାନ ନାରୀ ଠାକୁରାଣୀ ପରି ମୋତେ ଲାଗିଲେ 🙏🙏🙏🙏🙏
Ramakanta should give a chance.
Kn thakurani gote nari heiki nari ra apman karuchi pura tv re kn vala se
Pp p7
@@ankitapradhan5089 11111
A pari swami bhagya re thile mile ,god bless you bhai
👍👍👍
Satare se bhai bahut bhala
ଭଗବାନ ଙ୍କ ପରି ସ୍ଵାମୀ ପାଇ ଥିଲା ମୂର୍ଖ ଝିଅ ବୁଝି ପାରିଲା ନାହିଁ ଏବେ ବୁଝିଲେ ବାଳ ହେବ
Dui Janaka Charita thik nahi
Kemiti janile bgagaban
Jhiara ma sabu natara gobardhana se sabu janichanti ,aau jhiara ta vulu khyma jogya nuhe thare vulu Kari Sava majhire Gali daba ,ethiru janapaduchi se sudhiriba nahi ye nari nuhe kalanka,nari jati prati
@@tapankumarmohanty8751 y
@@satyajeetgoswami9194 samasta nka life re kia na kia asichhi jaichhi ta boli nuha j gote rilection ku asibi abhali kama Kariba Baha heiki chua janma kariki phuni amiti kama karib chi se Bhai thik karichanti abe janibu kasta kahaku kuhanti
ଝିଅର ମା ହେଉଚି ସବୁଠାରୁ ହାରାମି
Yes Bhai good
ମା ଚଳିତ୍ର ଭଲ ନୁହେଁ ଝିଅ କୁ ବି ଖରାପ କରିସାରିଛନ୍ତି ଏବେ ବି ସମୟ ଅଛି ମା ଝିଅ ଦୁଇ ଜଣକୁ ପୁଅ ଗୋଡ ତଳେ ପଡ଼ିଗଲେ ପୁଅ ନିଶ୍ଚୟ ଖେମା କରି ଦେବ ଅନେକ ପୁଅ ଅଛନ୍ତି ବେଶ୍ୟାଳୟରେ ଝିଅ ମାନଙ୍କୁ ବି ହୃଦୟ ଜାଗା ଦେଇ ଦିଅନ୍ତି ପୁଅ ମାନଙ୍କ ହୁଦୟ ବହୁତ ବଡ଼
Ma jhia nku sabuthu saitan
ସେ ଭାଇ ଠାକୁର
ଅଶେଷ ଧନ୍ୟବାଦ ଓ ସମ୍ମାନ ଜଣାଉଛି
ମା,ଝିଅ ଦୁଇ ଜଣ ଯାକ ବଦମାସ୍ ।ମା ଝିଅ ଦୁଇ ଜଣ ଯାକ ଧନ୍ଦାବା ଲି ।
Hmm maa Jhia marantu
Thanku jaj sir bahut badhia jaja karithibaru
ଏମିତି ଭୁଲ୍ କେହି କେବେ ବି କରନି ଯାହାର କି କ୍ଷମା ନାହିଁ।
ଝିଅ ଟିକୁ ଆମେ ଶିକ୍ଷିତ କରିବାରେ ଯେତେ ପ୍ରାଧାନ୍ୟ ଦେଉଛେ ତାର ଅଧା ସମୟ ଜଦୀ ଆମେ ଜୀବନର ନୈତିକତା, ଚରିତ୍ର ବଞ୍ଚେଇ ରଖିବା ରେ ଶିକ୍ଷା ଦେବା, ସାମାଜ ଠିକ୍ ଦିଗଦର୍ଶନ ପାଇବ, ନାରୀ ଠାରୁ ମହାନ କିଛି ନାହିଁ, ହେଲେ ଆମେ ନାରୀଟିଏ ଗଢି ପାରୁ ନେ
Sata.
Right
ଝିଅଟି ଚାହିଥିଲେ ସବୁ ଲୁଚେଇଥାନ୍ତା।ତା ସ୍ବାମୀ କୁ ଭରସା କଲା ଆଉ ସତ କହିଲା। ନୂଆ ଜିବନ ଗଢିବା ପାଇଁ। ସଳା ସତ କହି କେବେ ବଞ୍ଚି ପାରିବନି।ପୁରୁଷ ବୋଲି ନାରୀର ଇଜତ୍ ସମାଜ ଆଗରେ ନିଲାମ କଲା। ଜଣକ ଠାରୁ ଜଣେ ସବୁ ସୁଣିବା ପରେ ସନ୍ଦେୟ କରି ଆଜି ନିଜ ସଂସାର ଭାଙ୍ଗିଦେଲେ।
Good judgement sir
Bhala bhaa badhia
Jhia ra maa khiladi no 1
Sejhiaku au samajaku uchit sikshya milila ahi ghatanaru thanku
Bhalo karicha bhai
Bahut dukha laguchhi je nispapa chhuara muhan ku dekhhi,maa ra sukha pain chhua bapa sneharu banchita heigala, Jai jagannath 🙏♈🙏😂😂😢😂😂
Maa,jhiankara sampurna dosa achhi
Seriously brother you are great
Umakanta bhai u r a great man
ଜଗନ୍ନାଥ ମହାପ୍ରଭୁ ଦୟାକର😢😢😢
Very very said
Bhai great dicisan😢😢
It is the best steps for Society
ମା ତମେ ଧନ୍ୟ ମା ପରି ନାଁରେ କଳଙ୍କ
Salut re bro
Bada hriday vai you r great
Baby is soooo cute...but so painful future for him
Puara vauni ete vl kmt heiparile emt vauni mu jibanre dekhini 🙏🙏🙏🙏🙏🙏 Great sis ❤️❤️❤️
Brother word always correct
Thanks to judge sir for good justice...thanks bro umakanta..
right answer
News 7
ଉପସ୍ଥାପନ ଅତ୍ୟନ୍ତ ନିମ୍ନ ମାନର
Jhiabhaut bhala sata katha kahichhigreat
Sir, madam, ବହୁତ୍ ଦୁଃଖ ଲାଗିଲା
Aashirvachan sar ❤
Bahut enocent pua great a man bro...
Bhai ra sabu thhik
BHAI good Jay jagannath
ମାଆ ନିଜ ଛୁଆ ଙ୍କୁ ସଂସ୍କାର ଶିଖାନ୍ତି.... ଏଠି କିଛି ଅଲଗା
Bhainku mora 😭😭😭😭😭🙏🙏🙏🙏🙏
ଭଗବାନ ତୁମେ ଦୁଇ ଜଣଙ୍କୁ ଏକାଠି କରି ସଂସାର ଗାଇବାକୁ ସହମତି ଦେଇଥିଲେ କଣ ପାଇଁ ତୁମେମାନେ ଏମିତି ଏକ ସୁନ୍ଦର ସଂସାର କୁ ଭାଙ୍ଗି ଦେଇଛନ୍ତି ମୋର ଅଶ୍ରୁମୋଚନ sir ଙ୍କୁ ଅନୁରୋଧ ସେ ଦୁଇଜଣ ଙ୍କୁ ଏକାଠି କରିଦିଅନ୍ତୁ. ଆଉ Naratam sir ମୋର ଧନ୍ୟବାଦ 🙏
ପୁଅ ଟା ହୀରା ମୁଣ୍ଡା 🙏🙏🙏🙏
Bhai tame mahan ,
E jhia ku Lanka gunda au baidanka darakar🌶️🌶️🌶️🤦
Bahut bhala pila
ଗୋଟେ ଲୋକ ର ଚରିତ୍ର କେବେ ଗୋଟେ ମାସ ରେ ନିର୍ଧାଜ୍ୟ କରା ଯାଇ ପାରେନା ତ ଭଦ୍ର ଲୋକ କେମିତି ବିଚାର କୁ ନେଉଥିଲେ
Jhia maa maha bedha
Satare pua ti bhaut bhala😢 mote kanda asigala
Bholo Program
ଭାଇ ଥରୁଟିଏ ପିଲାର ମୁ଼ହଁକୁଦେଖି ସଵୁ ଭୁଲିଜାଓ👋
Plz ଏହି episod କୁ delet କରନ୍ତୁ... ଛୁଆ ଭବିଷ୍ୟତ ନଷ୍ଟ ହେଇଯିବ
ମାଁ ଝିଅ ବହୁତ ଖରାପ
e pua bahut bhala pilaaa.
Very Very experiencing video, instructive for the society.
Silence . forgiveness is the best remedy.
Right
ଲୁହ ଆସି ଗଲା ମୁଁ ଗୋଟେ ପୁରୁଷ ହେଇ ଆଜି ପୁରୁଷ ର ଲୁହ ସହି ପାରି ନି
ଶେଷ ରେ ମୋ ଆଖି ଭିଜି ଗଲା । ଏତେ ଭଲ ପିଲା ଆଜି ଶେଷ ସିନ ଲୁହ ଭରା
ଆଉ ଦେଖ ଏ। ମାଇକିନା ନ ସୁଧୁରି ଲେ ମରିବ।।
Jhiara.......maa....bedha......👍
Balungi...
Umakanta babu mu gote katha kahuchi apana au kou jhiya ku baha huantu bhahut khusire rahi be apanak sansara puni hasi uthiba
Ist cool.forgiveness is the best remedy .
ରାମଚନ୍ଦ୍ର ହୁଅ ରାବଣ ନୁହଁ ଭାଈ
Asara aloka ra Sana bhai, hela nua jibsna nuha asa😂👍
ଝିଅ ର ସବୁ ଜାଣିଛ । ସବୁ ଜାଣି ଗୋଟିଏ ଘର ଭାଙ୍ଗିବା ବହୁତ ଦୁଖ ବିଷୟ। ଆଇନ୍ ର କିଛି ପଦକ୍ଷେପ ପାଇଁ ଆଜି ସମାସ୍ୟା ଉଠୁଅଛି। ପ୍ରଥମେ ନିୟମ ହେଉ ଏହା ପାଇଁ ଝିଅ ଘର ଲୋକଙ୍କୁ କଡା ପଦକ୍ଷେପ ଗ୍ରହଣ କରନ୍ତୁ।
Jhia sata manichi bada kathaa. Vai neijaa please
👌
ଯେମିଥି ହେଲେବି ସମାଧାନ କରନ୍ତୁ ସାର୍ ବହୁଥ ଦୁଖ ଲାଗୁଛି
ଓଡ଼ିଶାରେ ଏମିତି ଅନେକ ସ୍ୱାମୀ ଅଛନ୍ତି ଯେଉଁମାନେ
ସବୁ ସହିଯିବାକୁ ବାଧ୍ୟ ହୁଅନ୍ତି କାହିଁକି ନା ବେଳେ ବେଳେ ଆଇନର ବେଶୀ ଭୟ ଥାଏ। ବାହା ହୋଇ ମଧ୍ୟ ପୁଅଟି ନିଜେ ନିଜେ ଲୁହ ଗଡ଼ାଇ ସନ୍ୟାସ ଜୀବନ ଗ୍ରହଣ କରିନେବାକୁ ଠିକ ମଣେ। ପୁଣି ବି ଆଉ ଗୋଟିଏ କଥା ଏମିତି କାହିଁକି ହୁଏ?
ଏମିତି ସମୟରେ ଆସିଛି ଭାଇ ପ୍ରତି ମୃହତରେ ପୁରୁଷ ଟି ପ୍ରତି ସମୟ କାନ୍ଦେ
ଠିକ କଥା ଭାଇ
R8
Right
ଏମିତି ଝିଅ ଗାଣ୍ଡି ମରେଈ ବହୁତ ଅଛନ୍ତି...ଏମିତି ଝିଅ ସୁଧୁରିବେନି
ଏ ମା ହଉଛି ହାରାମି
Please refresh your family
You are a great Man
Bhei please try again
ନରୋତ୍ତମ ବାବୁ 🙏🙏🙏🙏
Currect
ମା ସବୁ ଜାଣିଚି
Supar. bhae🙏🙏🙏😢😢😢😢
କଉ ସ୍ୱାମୀ ବି ଗ୍ରହଣ କରି ବନି ବିଚରା ଭହୁତ ସହି ଛି ତା ପରି ପୁଅକୁ କୁ ଖଜିଲେ ବି ପାଇ ବନି ଆଉ ସେଝିଅ
Thik kahicha sabu pu a kharap nuhanti
F2f @@skofficial8757 5h
Great 👍👍👍👍👍 sir
ଝିଅ ଟା ନାରୀ ଜାତିର କଳଙ୍କ
ସତ କହିଲେ ଭାଇ ଏ ଭଳି ଝିଅ ବୋହୁତ୍ ଜୀବନ ନଷ୍ଟ କରୁଛନ୍ତି ଏ ଭଳି ଝିଅ ପାଲ ରେ ଯିଏ ପଡ଼ିବ ସିଏ ମରିବ
Bhai you are great pua ta bht bht bhala
Maa b one type of charecterless...
Very good vai
ଦଣ୍ଡିବା ଶକ୍ତି ଯାର ଥାଇ,ସେ ପୁଣି କ୍ଷମା ଆଚରଇ ।ଉମାକାନ୍ତ,ତୁମ ଭଳି ପୁଅ କୋଟିକେରେ ଗୋଟିଏ ଥିବେ ।ଅତୀତକୁ ଭୁଲି ଯାଇ,ତୁମେ ତୁମ ସ୍ତ୍ରୀ ଓ ପୁଅକୁ ଘରକୁ ନେଇଆସ ।ମୁଁ ଜୋର ଦେଇ କହିବି,ସେ ଝିଅର ନିଶ୍ଚୟ ପରିବର୍ତ୍ତନ ହେବ,ଆଉ ତୁମ ସଂସାର,ପୁଣି ସୁଖ ଶାନ୍ତିରେ ଭରିଯିବ ।ଗୁରୁଜନ ମାନଙ୍କ କଥା ମାନ ।ତୁମର ମଙ୍ଗଳ ହବ ।
really you are great 👍 😢 boy
E Bhai bahuta kasta sahichanti tanka hrudaya bahuta bada,emiti ghatana kaha jibanare na ghatu Ishwaranku Moro prathna🙏🙏🙏
Bhainkara kichhibi bhul nahin
Sir pura right 👍 photo ta kn pain rahichi
Swami ra bharasa kebe bhangantuni🙏🙏🙏🙏Swami para ama debata please mor sabu bada sana bhauni manaku anurodh kebe Swami hata chhadantuni 🙏🙏🙏🙏🙏🙏🙏
😭😭😭😭 Please you are best
You are abest bhai
Bai.ama.baghya.khrapa