ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ କିଏ ନେଲା ନିଷ୍ପତ୍ତି ? ; ଏବେ ବୋଧ ହୁଏ ପୁଣି ସଚିବଙ୍କ ହାତକୁ ଗଲାଣି ପାୱାର !!

แชร์
ฝัง
  • เผยแพร่เมื่อ 14 ต.ค. 2024
  • Who took the decision without the knowledge of the Chief Minister?
    ମୁଖ୍ୟମନ୍ତ୍ରୀଙ୍କ ଅଜାଣତରେ କିଏ ନେଲା ନିଷ୍ପତ୍ତି ? ; ଏବେ ବୋଧ ହୁଏ ପୁଣି ସଚିବଙ୍କ ହାତକୁ ଗଲାଣି ପାୱାର !!
    #newsinodia #odia #odishaexclusive #politicsnews #political #mohanmajhi #trending #sunstartv #sunstarnews
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment
    Sunstar TVoneof theBest WebMedia TH-cam Channel,our team try to collect latest news,social message
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠TH-cam: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

ความคิดเห็น • 130

  • @fatefaith5147
    @fatefaith5147 2 หลายเดือนก่อน +32

    ଯୁବକ, ନୁଆ, ପୁଣି ମନ୍ତ୍ରୀ। ତେଣୁ ଗର୍ବ ଅନୁଭବ କରନ୍ତି। କିନ୍ତୁ ଏଇ ବ୍ୟକ୍ତି ଦିନେ କଳା ପତାକା ଦେଖେଇ ଥିଲେ। ଆଜି ପୁଣି ଅସ୍ମିତା ର ଭାଷଣ

  • @brundabanrout9655
    @brundabanrout9655 2 หลายเดือนก่อน +41

    ସେମାନେ ଓଡିଶା ର ବିକାଶ କରିବେ ନାହିଁ, କେବଳ ଲୁଟିବା ପାଇଁ ଆଗଭର

  • @rajamishra2312
    @rajamishra2312 2 หลายเดือนก่อน +33

    ମନ୍ତ୍ରୀ ମାନଙ୍କର ପାଠ ଥିଲେ ସିନା ଏମାନେ ଅଯୋଗ୍ୟ ଏଥିରୁ ବାରିତ ହେଉଛି

  • @imshree99
    @imshree99 2 หลายเดือนก่อน +50

    ଛପରି ଯେତେବେଳେ ମନ୍ତ୍ରୀପଦ ପାଇ ଯାଆନ୍ତି ସେତେବେଳେ ଏହି ଅବସ୍ଥା ହୁଏ। ଜଣେ ମନ୍ତ୍ରୀ ହେବା ପାଇଁ କିଛି ନିର୍ଦ୍ଦିଷ୍ଟ ଯୋଗ୍ୟତା ଥିବା ଆବଶ୍ୟକ। ହେଲେ ଏହି କଥା ଅନ୍ଧଭକ୍ତ ବୁଝିଲେ ତ 😊

    • @g.kbya.k6764
      @g.kbya.k6764 2 หลายเดือนก่อน +7

      Bhai bahut bhala katha kahicha mu nije dhamnagar ra pila se surya banshi gote perfect chhapri

    • @rrrrrttttt6244
      @rrrrrttttt6244 2 หลายเดือนก่อน

      Bhusudiwale chopari kn kahuchu be tu
      Surya bansi suraj Cm candidate Bjd Neta nku pani peiba eka ki

    • @RinkiSahoo-fu7vc
      @RinkiSahoo-fu7vc 2 หลายเดือนก่อน

      Right bhai

    • @aryan7799
      @aryan7799 2 หลายเดือนก่อน

      Right said chapriii😂😂😂

  • @Ajohn-zy5yr
    @Ajohn-zy5yr 2 หลายเดือนก่อน +13

    Suraj Suryawanshi Sethi Son of Bishnu Sethi... CM ହେବାକୁ ଚାହୁଁଛନ୍ତି

  • @ashishashishmalik7475
    @ashishashishmalik7475 2 หลายเดือนก่อน +27

    Argus, otv kauthi marigala😂😂

  • @khirodmohanty3629
    @khirodmohanty3629 2 หลายเดือนก่อน +24

    Anka bhitare di phala , Mohan Babu nku kichi ignore Karu chanti .

    • @ganeshdhal135
      @ganeshdhal135 2 หลายเดือนก่อน +2

      ଠିକ୍ କଥା

  • @peaceisprosperity3203
    @peaceisprosperity3203 2 หลายเดือนก่อน +16

    ମୋହନ ବାବୁ ଭଲ ଲୋକ କିନ୍ତୁ ଗୋଟେ ଖରାପ ଦଳ ରେ ଅଛନ୍ତି

    • @pramodkumarnayak2720
      @pramodkumarnayak2720 2 หลายเดือนก่อน +1

      ସତ କଥା

    • @souravnaik7680
      @souravnaik7680 2 หลายเดือนก่อน

      Mohan Babu gariba lokanka ghara bhangiba nirdesh dei nijara manasikata dekheidela

  • @saratlenka-qo6zu
    @saratlenka-qo6zu 2 หลายเดือนก่อน +8

    Right sir

  • @kalpatarubhal8685
    @kalpatarubhal8685 2 หลายเดือนก่อน +8

    କେଦାରବାବୁ ସୂର୍ଯ୍ୟବଂଶୀ ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖୁଥିଲେ ତେଣୁକରି ସେ ନିଜକୁ ବହୁତ ବଡ଼ ମନେକରୁଛନ୍ତି l ଏଭଳି ଲୋକକୁ ମନ୍ତ୍ରୀ ପଦରୁ ହଟାଯାଉ l

  • @bidyutapravanayak3525
    @bidyutapravanayak3525 2 หลายเดือนก่อน +13

    ଆପଣମାନଙ୍କୁ ମୋର ଜୟ ଜଗନ୍ନାଥ ବିଜୁବାବୁ ହେଉଛନ୍ତି ଓଡ଼ିଶାର ବରପୁତ୍ର. ବିଜେଡି ର ନୁହେଁ କି କଂଗ୍ରେସ ନୁହେଁ ସବୁଦଳ ତାଙ୍କୁ ସମ୍ମାନ ଦିଅନ୍ତି କ୍ରୀଡା ମନ୍ତ୍ରୀଙ୍କୁ ଜଣାନାହିଁ ସିଏ ଜାଣିଛନ୍ତି ତାଙ୍କ ବାପା ଜଣେ କବି ଥିଲେ ନା ଭୁଲିଗଲେ.

  • @mrsahuhk1972
    @mrsahuhk1972 2 หลายเดือนก่อน +12

    ଗୋରୁ ବେପାରୀ ପାର୍ଟିର ହେଡମାଷ୍ଟର ନିଜ ନାମ ପରିବର୍ତ୍ତନ କରି ମୋହନ ଦାସ କରମ ଚାନ୍ଦ ମୋଦି ରଖି ଦେଇଛନ୍ତି ।

  • @trinathpattnaik4593
    @trinathpattnaik4593 2 หลายเดือนก่อน +23

    Useless govt

  • @bijaykhuntia868
    @bijaykhuntia868 2 หลายเดือนก่อน +4

    Right

  • @BasantaBehera-gl3li
    @BasantaBehera-gl3li 2 หลายเดือนก่อน +1

    ସବୁ ଜାଣି ଶୁଣି ଏମିତି କରୁଛନ୍ତି ଭାବୁଛନ୍ତି କେହି ଜାଣି ପାରିବେନି

  • @LaxmidharSahoo-s1m
    @LaxmidharSahoo-s1m 2 หลายเดือนก่อน +4

    Right Sri 🙏

  • @subhransudalai8360
    @subhransudalai8360 2 หลายเดือนก่อน +2

    ସାର ପାଟି ଖସିଯିବା ବଡ କଥା ନୁହେଁ, କିନ୍ତୁ ଛୋଟ ଛୋଟ କଥା ରେ ରାଜନୀତି କରି ପରକୁ ସମାଲୋଚନା କରୁଥିବା ଲୋକ ଭୁଲ୍ କଲେ। ସମାଲୋଚିତ ହେବ ହିଁ ହେବ , ଯେମିତି କରିବ ସେମିତି ପାଇବ କର୍ମ ଅନୁସାରେ। ଫଳ

  • @santoshprasadmishra4977
    @santoshprasadmishra4977 2 หลายเดือนก่อน +1

    Mukhya mantri jani kari na janila pari heuchhanti.

  • @Dillip558
    @Dillip558 2 หลายเดือนก่อน

    ଠିକ୍ କହିଲେ ସାର

  • @bhizenkumardandpat8572
    @bhizenkumardandpat8572 2 หลายเดือนก่อน +1

    ଏମାନେ ଓଡ଼ିଆ କୁ ଚଲେଇ ପାରିବେନି....Rockford ପିଇ ଶୋଇ ପଡ

  • @rabinarayanmohapatra4733
    @rabinarayanmohapatra4733 2 หลายเดือนก่อน +8

    Bhai! Suraj cm habaku kn kn hauthile. Abe vabuchanti se cm nka upare.

  • @pradeepkumarsinha803
    @pradeepkumarsinha803 2 หลายเดือนก่อน

    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
    ଦୁଃଖିତ। ଦୁଃଖିତ। ଦୁଃଖିତ।
    BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ,
    କିନ୍ତୁ ବର୍ତ୍ତମାନ ଦୁଇମାସ ସମ୍ପୂର୍ଣ୍ଣ ହେବାକୁ ଯାଉଛି କିନ୍ତୁ ବର୍ତ୍ତମାନ ସୁଦ୍ଧା 1 ପ୍ରତିଶତ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ଆମ୍ଭେ ନିଶ୍ଚିତ ଭାବରେ କହିପାରିବୁ।
    ଓଡ଼ିଶାରେ ବର୍ତ୍ତମାନର BJP GOVERNMENT ନିର୍ବାଚନ ପୂର୍ବରୁ ଯେପରି ଭାବରେ ଗର୍ଜନ ତର୍ଜନ କରି ଲୋକମାନଙ୍କର ଭୋଟ ହାତେଇଛନ୍ତି ପୂର୍ବରୁ BJD ସରକାରଙ୍କୁ ହରାଇ, କିନ୍ତୁ ବଡ ବିଡମ୍ବନାର ବିଷୟ BJP GOVERNMENTଠାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ, ଦୁଇଟା ବିନ୍ଦୁ ଛାଡିଦେଲେ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପ ବିଷୟରେ କୌଣସି ନୂତନତ୍ବ କାର୍ଯ୍ୟକଳାପ ଆନ୍ତରିକତା/ଆଭାସ ମଧ୍ଯ ଦେଖିବାର ମିଳୁ ନାହିଁ।
    (1) ଦୁର୍ନୀତିଖୋର ଏବଂ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ତୁରନ୍ତ ବରଖାସ୍ତ କରି ଆଖିଦୃଶିଆ ଜୋରିମାନା କରି ଜେଲକୁ ପଠାଇବା ପରିବର୍ତ୍ତେ ଅନୁକମ୍ପାମୂଳକଭାବେ ସାହାର୍ଯ୍ଯ ଓ ସହଯୋଗ କରି କେବଳ TRANSFER AND SUSPEND କରି ବସି ପଡୁଛି।
    (2)ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ।
    (3)ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ ।
    (4)ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ଯଦି ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଏହିପରି ନୂଆ କଠୋର ଆଇନ ପ୍ରଣୟନ BJP ସରକାର ନ କରନ୍ତି ତେବେ ସରକାର ସମସ୍ତ ଆଶା ଆକାଂକ୍ଷା ଓଡିଶା ବାସୀଙ୍କ ଠାରୁ ହରାଇବ।
    (5)କାରଣ ବର୍ତ୍ତମାନ ସୁଦ୍ଧା ଖଣି ମାଫିଆ, ବାଲି ମାଫିଆ, ପାଣି ମାଫିଆ, ଚମଡା ରାକ୍ଷସ ମାଫିଆ, ଜମି ମାଫିଆ, ଜଙ୍ଗଳ ମାଫିଆ, ମନ୍ଦିର ଲୁଟେରା ମାଫିଆ, ପାହାଡ ମାଫିଆ ବଡ ବଡ ଡକାୟତ ଇତ୍ୟାଦି ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ଥିଲେ/ଅଛନ୍ତି ଏବଂ ରହିଛନ୍ତି ମଧ୍ଯ।
    ଯେ ପର୍ଯ୍ୟନ୍ତ ସେମାନେ ନିଶ୍ଚିହ୍ନ ନ ହେବେ ସେ ପର୍ଯ୍ୟନ୍ତ ଆମ୍ଭେମାନେ କହିପାରିବୁ ନାହିଁ
    BJP GOVERNMENT କିଛି କାର୍ଯ୍ୟ କରିଲାବୋଲି!!!
    ଦୁଃଖିତ। ଦୁଃଖିତ। ଦୁଃଖିତ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @Uko33db
    @Uko33db 2 หลายเดือนก่อน

    ଶଳା ଏଇ ସୂର୍ଯ୍ୟବଂଶୀ ସୁରଜ୍ ର ବାଳ ଜ୍ଞାନ ଅଛି ଯେ ମନ୍ତ୍ରୀ ହେଇଛି , ମନ୍ତ୍ରୀ ପଦ କାହା ବାପା ସମ୍ପତି ନୁହେଁ , ଗର୍ବ ବଢ଼ିଗଲା ବୋଧେ , ବାଳ ଟା ଜାଣିଛି ବିଭାଗ ଆଉ ମନ୍ତ୍ରୀ ମଣ୍ଡଳ , ବିଧାନ ସଭା ବିଷୟ ରେ ଯେ ସେଇଟା କୁ ନେଇ ଛନ୍ତି, ଏଟା କୁ ମୁଖ୍ୟମନ୍ତ୍ରୀ ର body guard କର ମ, ମନ୍ତ୍ରୀ ପଦ ଦେଇଛ କଣ ପାଇଁ

  • @PradeepKumarAmanta
    @PradeepKumarAmanta 2 หลายเดือนก่อน +2

    BJP re sabu mantri CM

  • @sarbajayapanigrahi8043
    @sarbajayapanigrahi8043 2 หลายเดือนก่อน +3

    ଗୋଟିଏ କାମ କର,ମଝି sir krida ବିଭାଗ କୁ ଯାଆନ୍ତୁ

  • @gourangchparida6626
    @gourangchparida6626 2 หลายเดือนก่อน +6

    ବୋଧେ ଏହା ଏକ ଲିଖିତ ଭାଷଣ ଥିଲା

  • @chandansahoo2464
    @chandansahoo2464 2 หลายเดือนก่อน

    ସୂର୍ଯ୍ୟବଂଶୀ ଗାଲ ଚିପିଲେ କ୍ଷୀର ବାହାରିବ ସେ କଣ ମନ୍ତ୍ରୀ ପଦକୁ ଜାବୁଡି ଧରିଛି

  • @BiswadevAda
    @BiswadevAda 2 หลายเดือนก่อน +1

    Mohan majhi is the best cm

    • @g.kbya.k6764
      @g.kbya.k6764 2 หลายเดือนก่อน

      Lajya laguni mohan machhi

  • @nilanchaladehury7253
    @nilanchaladehury7253 2 หลายเดือนก่อน +1

    Patha padhi thila sina janiba biju patnayak kiya ja

  • @Ajohn-zy5yr
    @Ajohn-zy5yr 2 หลายเดือนก่อน

    Suraj Sethi CM ଙ୍କୁ ନ ଜଣେଇ ଏହି ନିଷ୍ପତ୍ତି ନେବା ଟା ଠିକ୍ ହେଲା ନାହି

  • @bcdas9247
    @bcdas9247 2 หลายเดือนก่อน

    Mohan Majhi must dropped Sports Minister

  • @rabindrakumarsahoo4920
    @rabindrakumarsahoo4920 2 หลายเดือนก่อน

    ବିଜେଡି ଶାସନ କାଳରେ ଯେଉଁମାନେ ମନ୍ତ୍ରୀ ପଦ ପାଇଥିଲେ,ସେମାନେ ମନ୍ତ୍ରୀ ନହୋଇ କ୍ରୀତଦାସ ହେବାକଥା ଠାରୁ ଏହା ଭଲ ନୁହେଁ କି?ତାପରେ ସେ କଣ କଲେ,ତମର ଡ୍ୟାସ୍ ମାନେ ମୁଣ୍ଡ କାହିଁକି ବିନ୍ଧୁଛି?ବିଜେପିର ଭଲ କଥାବେଳେ ଆଖିରେ କଣ ଶୁଖୁଆ କଣ୍ଟା ପଶୁଛି କି,ଖାଲି ବିଜେପି ବିରୋଧୀ ଭାଷଣ,ଯାହା ଜଣେ ସାମ୍ବାଦିକର ଲକ୍ଷଣ ନୁହଁ। ନିରପେକ୍ଷତା ଯଦି ନାହିଁ,ତେବେ ବିରୋଧୀଦଳରେ ରହି ରାଜନୀତି କରୁନା,ଯେତେ ବିଜେପି ବିରୁଦ୍ଧରେ ଭଡଭଡ ହେଲେ ବି କେହି କିଛି କହିବେନି।ତମ ମନର ଗଲୁ ବି ମରିଯିବ। ଛିଃ,ଅତି ନିମ୍ନମାନର ସାମ୍ବାଦିକତା ଓ ମାନସିକତା।ଧିକ୍।

  • @ashisswain8499
    @ashisswain8499 2 หลายเดือนก่อน

    Right kahichabti

  • @pramodkumarnayak2720
    @pramodkumarnayak2720 2 หลายเดือนก่อน

    Naveen Pattnaik🥰🥰🥰

  • @dr.pratikswain7386
    @dr.pratikswain7386 2 หลายเดือนก่อน

    Sir live re voice tike slow subuchi..

  • @subasdehuri2290
    @subasdehuri2290 2 หลายเดือนก่อน

    କ୍ରୀଡା ମନ୍ତ୍ରୀ ନା ଛୁଡା ମନ୍ତ୍ରୀ କାଲକା ବେଟା ଶୀରମେ ଜଟା

  • @sridhardas8509
    @sridhardas8509 2 หลายเดือนก่อน

    ଠିକ୍ କହିଲେ କେଦାର ବାବୁ କ୍ରୀଡା ମନ୍ତ୍ରୀ କେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଖାତିର କରୁନାହାଁନ୍ତି ,କାରଣ ତାଙ୍କର ଆହୁରି ଗୋଟେ ଲାଇଟ୍ ଥିଲା ଆମର ସସଦିୟ ଵୋଡ ଯାହା ନିଷ୍ପତ୍ତି ନେଲେ ତାହା ଆମେ ମାନିବୁ । ତାଂକ କହିବା କଥା ମୁଖ୍ୟମନ୍ତ୍ରୀ କେହି ନୁହନ୍ତି ।

  • @bijayparida8085
    @bijayparida8085 2 หลายเดือนก่อน

    ବିଜେପି ର ଅପାରଗତା

  • @RojalinSasmal
    @RojalinSasmal 2 หลายเดือนก่อน +4

    Suraj sethi ra.... Minister hebara yogyata nahi😂😂

  • @Orn35thj
    @Orn35thj 2 หลายเดือนก่อน

    ସୂର୍ଯ୍ୟବଂଶୀ ସୂରଜ ନିଜ ନାମ english ରେ ଲେଖିପାରିବ ତ....ତାକୁ କିଏ ମନ୍ତ୍ରୀ ପଦ ଦେଲା

  • @BeheraFakircharan
    @BeheraFakircharan 2 หลายเดือนก่อน

    କେତେ ଦିନର ନେତା ତାକୁ ମନ୍ତ୍ରୀ କରିବା ମୋହନ ବାବୁକର ଭୁଲ କେତେ ଦିନର ବିଧାୟକ କି ଖାଲି ଭାସଣ ଦେଇଦେଲେ ମନ୍ତ୍ରୀ

  • @LaxS3089
    @LaxS3089 2 หลายเดือนก่อน

    Perfect analysis and correct comparison..... Kantha kabi...... Now utkal mani.....

  • @bidyadharmallick3904
    @bidyadharmallick3904 2 หลายเดือนก่อน

    Tame sei sambadika

  • @dilippanda8866
    @dilippanda8866 2 หลายเดือนก่อน

    କିନ୍ତୁ ସମ୍ବିତ ପାତ୍ରଙ୍କ case ରେ ଆପଣ slip କରିଗଲା ବୋଲି କହି ନ ଥିଲେ

  • @bikramroutaray935
    @bikramroutaray935 2 หลายเดือนก่อน

    ତମକୁ କିଏ ଅଧିକାର ଦେଲା ମିଛ ଗପିବା ପାଇଁ

  • @stuluachary
    @stuluachary 2 หลายเดือนก่อน

    ନବୀନଙ୍କର ଅଜାଣତରେ ପାଣ୍ଡିଆ 24 ବର୍ଷର ଖେଳ କରିଦେଲା । 6 ମାସ ଅପେକ୍ଷା କର ଅଧର୍ଯ୍ୟ କ'ଣ ପାଇଁ । ଜଣା ପଡିବ କିଏ ମାନୁଛି କିଏ ମାନୁନି । ଏତେ ପଚାରିବା ଦଳ କ'ଣ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରୁଛି । ନୀଳ ବର୍ଣ୍ଣଶ୍ରୁଗାଳ ବାର ବାଟିରେ ବାଇଗଣ ଚାଷ🤣🤣🤣🤣

  • @shubhalagnaacharya520
    @shubhalagnaacharya520 2 หลายเดือนก่อน

    Jou mane suryavanshi ku khrp kohucho... Murkho kohucho... Semane jaiki dekho tankoro qualification kn.. Btech, LLM LLB podhichnti

  • @Sidheswar80
    @Sidheswar80 2 หลายเดือนก่อน

    Rockford bhai CM hebe bhabiki kahi dei thile mohan Bhai sajadi nele,

  • @bibhutibhusansahu8808
    @bibhutibhusansahu8808 2 หลายเดือนก่อน

    Mohan babu Suraja bansi nku mantri padaru hataiye diantu nahele agaku se apanaku padare pakaiba tulasi dui patraru base

  • @tikchandisari3648
    @tikchandisari3648 2 หลายเดือนก่อน

    Jay Shri ram kahuchi Modi au loka ku kasta douchi Modi

  • @ajitnayak4342
    @ajitnayak4342 2 หลายเดือนก่อน +2

    Suraj Sethi

  • @basunayak3011
    @basunayak3011 2 หลายเดือนก่อน

    Remote kama karuni ta battery sarijaichi tike pideithile bodhe kahi dele

  • @kailashnayak7525
    @kailashnayak7525 2 หลายเดือนก่อน +1

    BJP ra sabu jumula mantri, E babu kahichhanti sabu panchayat ru 100 Janaku sabu barsa chakiri debe.

  • @bibhutibhusansahu8808
    @bibhutibhusansahu8808 2 หลายเดือนก่อน

    Krida mantri nku histria hoigalani turant netrimane jaisudharantu

  • @sudarsandas9094
    @sudarsandas9094 2 หลายเดือนก่อน

    Sethi babu c.m nku manu nahanti

  • @fatefaith5147
    @fatefaith5147 2 หลายเดือนก่อน

    ମଦୁଆ ଗଞ୍ଜଡା ରଣ୍ଡୁଆ ତା ନିଜ ବାପ ସମାଜ କୁ ମାନେନି

  • @princerajesh475
    @princerajesh475 2 หลายเดือนก่อน +4

    Apana mane khusi ta 😂

  • @PareshRout-ui1oy
    @PareshRout-ui1oy 2 หลายเดือนก่อน +1

    Sir sj Rabi Das duie prakar katha kahuchanti. But apana thik katha kahichhanti.

  • @AnilKumar-f4h1y
    @AnilKumar-f4h1y 2 หลายเดือนก่อน +1

    Rockford ra kamaal aangya

  • @DrDhirendraMohanty
    @DrDhirendraMohanty 2 หลายเดือนก่อน

    ମୁଖ୍ୟମନ୍ତ୍ରୀ ଓଡ଼ିଶାର ସୂର୍ଯବଂଶୀ ସୁରଜ ହେବାପାଇଁ ପ୍ରକାଶ ପାଇଥିଲା ପରବର୍ତୀ ସମୟରେ ସିନା ମୋହନ ମାଝୀ ହେଲେ, ସେଥିପାଇଁ ସେ ନିଜକୁ ମୁଖ୍ୟମନ୍ତ୍ରୀ ଭାବି ନିଷ୍ପତି ନେଇଥାଇପାରନ୍ତି. ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ କିଛି ଫରକନାହିଁ ରିମୋଟ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ହାତରେ, ଜୟ ବିଜେପି ଜୟ ଓଡିଶା.

  • @satyabratasahoo1897
    @satyabratasahoo1897 2 หลายเดือนก่อน

    Minister nka nisa chadini😂😂

  • @user-wr2se7zz4zhemanta
    @user-wr2se7zz4zhemanta 2 หลายเดือนก่อน +2

    କିଡା ନା ବାଳ

  • @BijayalaxmiMoharana-tj9cv
    @BijayalaxmiMoharana-tj9cv 2 หลายเดือนก่อน

    Sports minister should resign from ministry..

  • @pkpanda1371
    @pkpanda1371 2 หลายเดือนก่อน

    କିଏ ଜଣେ କହିଲା _କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ୍..... କ୍ରିକେଟ ଖେଳ ଆମେରିକା ରେ ଆମେରିକା ରାଷ୍ଟ୍ରପତି ଙ୍କ ସହ ଖେଳୁ ଥିଲେ। ଦକ୍ଷିଣ ଆଫ୍ରିକା ରେ କେଉଁ ଏକ ଖେଳ ରେ ମେଡାଲ ପାଇ ଛନ୍ତି। ସେ ଆମେରିକା ରେ କ୍ରିକେଟ ଓ ହକି କୁ ବହୁଳ ଭାବରେ ପ୍ରସାର କରି gold medal ପାଇଛନ୍ତି।

  • @hariharbrahma2428
    @hariharbrahma2428 2 หลายเดือนก่อน

    Jadi surya banshi tere ayodhya ku pathri dia.

  • @g.kbya.k6764
    @g.kbya.k6764 2 หลายเดือนก่อน

    Eimane modi ka paribar ( odia asmita ra pratika) lajya lagiba katha odisha basinku , naveen patnaik ku hareile

  • @fatefaith5147
    @fatefaith5147 2 หลายเดือนก่อน +3

    ତା ନୁହଁ ଦି ଚାରିଟା ଅଭଦ୍ର Chanel ଏ ଭଳି ଅଭଦ୍ର କୁ highlights କରି ଦେଉଛନ୍ତି

  • @saratkumarpanigrahi8983
    @saratkumarpanigrahi8983 2 หลายเดือนก่อน

    Honorable Dharmendra Pradhan also criticised Honorable Naveen Pattnaik against his speach on Honarable President Drapoudi Murmu as PM

    • @Ambassador_Christ
      @Ambassador_Christ 2 หลายเดือนก่อน +1

      Jadi sehi mistakes Naveen Patnaik nka valia dohareibe tahale ame kana payin vote deichhu. Odia Asmita katha kahi kahi BJP asila t

  • @sibanarayanpanda-fx6fb
    @sibanarayanpanda-fx6fb 2 หลายเดือนก่อน +3

    ଗଲା ଚିପିଲେ ଦୁଧ ବାହାରିବା

  • @swarajpatra7203
    @swarajpatra7203 2 หลายเดือนก่อน +1

    Mantri vasana deba janichati ....khali....
    Kathare nuha kamare kariba darkar Suraj

  • @Ambassador_Christ
    @Ambassador_Christ 2 หลายเดือนก่อน +1

    Agna se dekhiki kahuthile slip of tongue kmt heipariba? Tike kahile agna?

  • @narayanpradhan2325
    @narayanpradhan2325 2 หลายเดือนก่อน +1

    nua nua paichanti but not deserves the ability pilalia bachala

  • @pitabashswain4118
    @pitabashswain4118 2 หลายเดือนก่อน

    Nua nua dahani bista khauchi sate jepari.

  • @food73991
    @food73991 2 หลายเดือนก่อน +1

    Bhai bjp ra kichhi kama karuni 1st time asichanti ta

  • @Dhakadrwa9345
    @Dhakadrwa9345 2 หลายเดือนก่อน

    Ye krida.montri gote nipoto godhho taye.sir

  • @JasminiPradhan
    @JasminiPradhan 2 หลายเดือนก่อน

    Bjd re kie januthila Kai gapucha

  • @deepakacharya3892
    @deepakacharya3892 2 หลายเดือนก่อน +1

    ମୁର୍ଖ ମୁଣ୍ଡା ହାଣ୍ଡିଆ ବାଲା କୁ ROCKFORD ଗଞ୍ଜେଇ ବାଲା ଉଭୟ ପଛୁଆ ବର୍ଗ ନିଚ ଜାତି। ରାଜ୍ୟବାସୀ ଚପଲ କୁ ମୁଣ୍ଡ ଉପରେ ରଖିଲେ ତେଣୁ ଯାହା ହେବା କଥା ତାହା ହିଁ ହେଉଅଛି।

  • @KLAUSjager-jn6ml
    @KLAUSjager-jn6ml 2 หลายเดือนก่อน +1

    Immature Minister of Rockford

  • @swagatchand7401
    @swagatchand7401 2 หลายเดือนก่อน

    Mal tike pakei deithile ki

  • @santoshchand7288
    @santoshchand7288 2 หลายเดือนก่อน

    Bjp ra shasan niti ajogya (mankada) hatare salagram nachei nachei nela pran 😀😁😂😂😂🤣

  • @biswojitdash5811
    @biswojitdash5811 2 หลายเดือนก่อน

    Bjp ra 1000 ghaita kie kahaku suniba

  • @kalpatarusahoo8707
    @kalpatarusahoo8707 2 หลายเดือนก่อน +1

    Se suryavanshi chandravanshi nuhain..se murkha ta...ta artha ta sei bujhiparila nahin..se bhabila mun ramachandra..tenu decision mun hi nebi...odishacre suryavanshi kaunthi asila mun janinatjile

  • @sureshbhoi4191
    @sureshbhoi4191 2 หลายเดือนก่อน

    Dharmendra Pradhan cm hebakatha.....

  • @I_am_Sooumya
    @I_am_Sooumya 2 หลายเดือนก่อน

    Odia asmita ebe koma re 😂

  • @BirenMishra-d3g
    @BirenMishra-d3g 2 หลายเดือนก่อน +1

    Ga. mes minister good for nothing. Mi ister resign

  • @AsitBallavRoy
    @AsitBallavRoy 2 หลายเดือนก่อน

    Pro BJD third rated Journalist.

  • @debanandamohanty8513
    @debanandamohanty8513 2 หลายเดือนก่อน

    Egotistic MLA in Bjp

  • @dineshrath2500
    @dineshrath2500 2 หลายเดือนก่อน +1

    Suraj anhankar chhadi de

  • @I_am_Sooumya
    @I_am_Sooumya 2 หลายเดือนก่อน

    0TV ,@rgus kahigala re 😂

  • @brajabiharirout3003
    @brajabiharirout3003 2 หลายเดือนก่อน

    ତୁ ଶଳା କିଏବେ ତୁ ସରକାର ବିରୁଦ୍ଧରେ କହିବୁ, ତୋର ଶଳା ପରିଚୟ କଣ ବେ

  • @bibhutibhusansahu8808
    @bibhutibhusansahu8808 2 หลายเดือนก่อน

    Argus channel gotia BJP r guhachata channel

  • @taranisenpatra9171
    @taranisenpatra9171 2 หลายเดือนก่อน

    Sabu ok ochhi ebe tume gote gote broker

  • @comedytadaka6865
    @comedytadaka6865 2 หลายเดือนก่อน

    Tu maa ghia ta kahi kahi bjd ku hareilu, ebe jetike tike achi, ea taku khai deba.

  • @bijaySwain-v5i
    @bijaySwain-v5i 2 หลายเดือนก่อน

    Do not bakara bkar you are bjd

  • @debendrakumarbadhai5193
    @debendrakumarbadhai5193 2 หลายเดือนก่อน

    Bjd re Bahut hoe ch hi, apan cm hoe jantu

    • @Brosujit
      @Brosujit 2 หลายเดือนก่อน +3

      ତୁ ସେ ଧୋବା ଟୋକା ଲୁଙ୍ଗି ଭିତରେ ମୁଁହ ପୂରେଇଦେ,ଚାଟି ପକାଜେ cm ହେଇକି ବହାରିବୁ,🎉

  • @anshumansahoo444
    @anshumansahoo444 2 หลายเดือนก่อน

    Tu kedar galua ta tu kan kahibu

  • @smbhupatra
    @smbhupatra 2 หลายเดือนก่อน