This government is painting colour,People's decision will win or lose in the upcoming elections||

แชร์
ฝัง
  • เผยแพร่เมื่อ 14 ต.ค. 2024
  • ଏ ସରକାର ଫେଲ ମାରିଛି। କୌଣସି ନୂତନ କାମ ନ କରି ରଙ୍ଗ ବଦଳାଇ ବାଃ ବାଃ ନେଉଛନ୍ତି।ଲୋକେ ନିଷ୍ପତ୍ତି ନେଇ ସାରିଲେଣି ଆଗାମୀ ଯେ କୌଣସି ନିର୍ବାଚନ ହେବ, ବିଜୁ ଜନତା ଦଳ ବିଜୟ ଲାଭ କରିବ। ଆମର ବି ଓଡିଶାରେ ଭାରତୀୟ ଜନତା ପାର୍ଟି ଠାରୁ ଭୋଟ ପ୍ରତିଶତ ଅଧିକ।
    #sunstartv #cmoodisha #bjd #bjp #odishagovernment #upcomingelection #bjdwin #naveenpattnayak #leaderofopposition #odishapolitics #peoplesdecision #odishanews #latestnews #politics #sunstarnews
    ★★★
    SunstarTV Odia is one of the Odisha's leading 24x7 IP Tv channel covering the latest news , current affairs , Entertainment .
    ★★★
    SunstarTV pioneers the raga of revolution in Odisha. We promise to become the voice of voiceless marginalized. The truth will prevail and we will make it happen. Not just some vague assurances, we will fight alongside you till the justice is triumphed. SunstarTV is driven by the altruistic aim to catalyze the process of participatory and citizen centric development. Help us bolster the foundation of Odisha, we all have dreamt of. Stay tuned with us to experience the journey towards the future.
    ★★★
    “ସନ୍ ଷ୍ଟାର ଟିଭି” ଓଡ଼ିଶାର ସର୍ବଶ୍ରେଷ୍ଠ IP ଟିଭି ଚ୍ୟାନେଲ୍, ଯାହା ସଦା ସର୍ବଦା ସମସ୍ୟାଭିତ୍ତିକ ତଥ୍ୟକୁ ଗୁରୁତ୍ୱ ଦେବା ସହ ତୃଣମୂଳ ସ୍ତରର ସମସ୍ତ ସମସ୍ୟାର ସମାଧାନ ପାଇଁ ଲଢ଼ିବ। କେବଳ ପ୍ରତିଶୃତି ନୁହେଁ କାମରେ କରି ଦେଖାଏ “ସନ୍ ଷ୍ଟାର ଟିଭି”| ସାଧାରଣ ଲୋକର ହକ୍ ଓ ଅଧିକାର ପାଇଁ ସ୍ୱର ଉଠାଇବା ସହ ଦୁର୍ନୀତିର ପର୍ଦ୍ଦାଫାସ ମଧ୍ୟ କରିବ।
    ★★★
    “ସନ୍ ଷ୍ଟାର ଟିଭି” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ।
    ★★★
    SUBSCRIBE NOW !!!
    ➠Visit Our Website: sunstartv.com/
    ➠News in Odia: sunstartv.com/...
    ➠TH-cam: / sunstartvodia
    ➠Facebook: / sunstartvodia
    ➠Twitter: / sunstartvodia
    ➠Instagram: / sunstartvodia
    ★★★
    #Sunstartv

ความคิดเห็น • 13

  • @pranatisamantaray144
    @pranatisamantaray144 30 นาทีที่ผ่านมา

    Sure ଜିତିବ କିନ୍ତୁ ମୋଦି evm tampring ନ କଲେ

  • @GkguruRoyal
    @GkguruRoyal 16 ชั่วโมงที่ผ่านมา +2

    BJP ku youth mane win karaithile. But BJP government job bikri kala. Athara panchayat election re RI Amin re 5 lakh Students and Tanka family bicharr karibe. BJP Odisha ru 1000 years painm out haba..

  • @sanjibnayak2697
    @sanjibnayak2697 8 ชั่วโมงที่ผ่านมา

    BJD, ଆଉ ଜିତିବା ଯାହା ଉଷୁନା ଧାନ, ଗଜା, ହେବା ସେଇହା

  • @sanjibnayak2697
    @sanjibnayak2697 9 ชั่วโมงที่ผ่านมา

    ମୁଁଜଣେ, ଓଡିଶା ର, ଜନ ସାଧାରଣ ହିସାବରେ ପଚାରୁଛି, ଏବେ ନବିନ, ବାବୁ ଟିକ ଅଚ୍ଚଟି, ଆଗରୁ କଣ କରୁଥିଲେ, ଟିକ, ନଥିଲେ ବୋଧେ

  • @sanjibnayak2697
    @sanjibnayak2697 9 ชั่วโมงที่ผ่านมา

    ନା ଆଗରୁ ବବି, ପଣ୍ଡିଆନ, ଦଳ ଜଳାଉଥିଲେ

  • @sanjibnayak2697
    @sanjibnayak2697 9 ชั่วโมงที่ผ่านมา

    ତମେ ରାଜ୍ୟ ରୁ ଗଲ ଏବେ ପଞ୍ଚାୟତ ରୁ ଯିବ, ଅପେକ୍ଷା କର

  • @kailashsahu2846
    @kailashsahu2846 3 ชั่วโมงที่ผ่านมา

    If Out sourcing TPSODL are not regular not getting one vote for bjd

  • @rabindrakumarsahoo4920
    @rabindrakumarsahoo4920 15 ชั่วโมงที่ผ่านมา

    ତୁ ପରା ଗଲାଥର କହିଥିଲୁ ଟିଭି ଚ୍ୟାନେଲରେ ଯେ ବିଜେଡି ନିର୍ବାଚନରେ ନିଶ୍ଚୟ ଜିତିବ ଓ ଷଷ୍ଠଥର ନବୀନ ମୁଖ୍ୟମନ୍ତ୍ରୀ ହେବେଇ,ପୁଣି ଡିବେଟରେ ବସି କଥା ହେବା।ଫଳ କଣ ହେଲା। ଅହଙ୍କାର ସବୁବେଳେ ରହେନି। ଯେତେବେଳେ ଯାଏ ସମୂଳ ଯାଏ।ଏତିକି ଲେଖିରଖ,କେଵେ ହୁଏତ କଂଗ୍ରେସ ଶାସନକୁ ଆସିପାରେ, କିନ୍ତୁ ବିଜେଡି ଆଦୌ ନୁହଁ। ବିଜେଡି ଆଗକୁ ଇତିହାସ ପାଲଟିଯିବ।ସବୁ ସଫା ହେଇଯିବେ। ଆହୁରି ଗର୍ବ,ଆହୁରି ଅହଂକାର। ନବୀନଙ୍କ ଲୋକପ୍ରିୟତା କଣ୍ଟାବାଞ୍ଜିରେ ପରୀକ୍ଷିତ ହୋଇସାରିଛି। ବିଜେଡି ପୁରା ପାଉଁଶ ହେଇଯିବ।ଧର୍ମର ଜୟ ନିଶ୍ଚୟ ହେବ। ବନ୍ଦେ ଉତ୍କଳ ଜନନୀ।ଜୟ ଜଗନ୍ନାଥ।ଜୟ ଶ୍ରୀ ରାମ।

  • @rajeshmohanty6206
    @rajeshmohanty6206 5 ชั่วโมงที่ผ่านมา

    Ame BJD ku vote dobu, amara bsky card darkar

  • @pinulatamajhi1737
    @pinulatamajhi1737 15 ชั่วโมงที่ผ่านมา

    Aguaa katha kuhani puni jadi harijib