BANDANA || ବନ୍ଦନା || NEW ODIA CHRISTIAN SONG || ANURADHA PANIGRAHI || ABNAR RAJA OFFICIAL
ฝัง
- เผยแพร่เมื่อ 6 ต.ค. 2024
- BANDANA | ବନ୍ଦନା | NEW ODIA CHRISTIAN SONG | ANURADHA PANIGRAHI | ABNAR RAJA OFFICIAL
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ସମସ୍ତଙ୍କୁ Abnar Raja Official TH-cam Channel ତରଫରୁ ଭକ୍ତି ପୂର୍ଣ୍ଣ ନମସ୍କାର।
“ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର,
ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ,
(ପ୍ରକାଶିତ ବାକ୍ୟ ୪ : ୧୧)
ବାସ୍ତବରେ ଯାହାର କରୁଣା ଶେଷ ହୁଏ ନାହିଁ କି ଯାହାର ନାମକୁ କାହା ସହିତ ତୁଳନା କରି ହୁଏ ନାହିଁ ଏପରି ଭୟଙ୍କର ପରମେଶ୍ବର ସେବା ପୂଜା ଆରାଧନା ଓ ସ୍ତୁତି ବନ୍ଦନା ପାଇବାକୁ ଯୋଗ୍ୟ ଅଟନ୍ତି ଏ ସକଳ ବିଷୟ ବସ୍ତୁ ଉପରେ ଆଧାରିତ ଏହି "ବନ୍ଦନା" ଗୀତକୁ ଏକ ନିଚ୍ଛକ ଖ୍ରୀଷ୍ଟୀୟ ଭାବ ଭକ୍ତିର ରୂପ ଦିଆ ଯାଇଛି।
ଆଶା କରୁଛୁ ଏହି ଗୀତ ଆପଣ ମାନଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ ଓ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ସହାୟକ ହେବ।
ସଂପୂର୍ଣ୍ଣ ଗୀତର Studio Version ମୁକ୍ତିଲାଭ ହୋଇଅଛି । ଗୀତକୁ ବହୁତ ସୁନ୍ଦର ଭାବରେ ଭକ୍ତି ଭାବନାକୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି ଗୀତ ଶୁଣନ୍ତୁ ଏବଂ ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। || PRAISE THE LORD ||
SONG CREDITS,
*SONG : BANDANA
*SINGER: ANURADHA PANIGRAHI
*LYRICS : AMIT BADANAYAK
*MUSIC : ABNAR RAJA PINASH BHUYAN
*PRODUCER : ABNAR RAJA
*MUSIC ARRANGEMENT :SHUBHAM SAMAL
*RECORDING : SB STUDIO RAYAGADA
*MASTIERING : SB STUDIO RAYAGADA
*VEDIO EDITING : BK MOHANTY
*THUMBNAIL DESIGNING : JISI RAITA
#bandana
#newodiachristiansong
#newodiachristiansongs2022
#odiachristiansong
#anuradhaPanigrahi
#abnarrajaofficial
#amitBadanayakchristiansongs
#odianewchristiansongs
#newodiachristiansongs2022
ANTI-PIRACY WARNING ⚠️
This content is copyright to Abnar Raja. Any Unauthorised reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented
ଅମିତ୍ ବଡ଼ ନାୟକ ଲେଖିଥିବା
ଗୀତ କିଏ କିଏ ଅଧିକ ରୁ ଅଧିକ ଶୁଣିବା ପାଇଁ
ଅଧିକ ଭଲ ଲାଗୁଚ, ଏହିଠି ଲାଇକ୍ ଦିଅ....
thank you so much
Prabhu jisunka namare 🙏🙏🙏🙏🙏🙏 bahut sundar heichhe geeta
ହେ ପିତା ପରମେଶ୍ୱର ତମ କରୁଣା ନିମନ୍ତେ ଧନ୍ୟବାଦ ଦଉଛି । ପ୍ରତି ପ୍ରଭାତରେ ତମ ଦୟା ନୂତନ ପିତା। ତମ ନାମର ଗୌରବ ହେଉ । ଆମେନ
ବନଜା ଭଲ ହେଇଛି ଗୀତ
So beautiful song 👍👌
ବହୁତ ବଢିଆ ଗୀତଟି ହେଇଛି l praise the lord
Beautiful song. God bless you.
ଅତି ସୁନ୍ଦର ପ୍ରଭୁଙ୍କର ଗୀତ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ
Beautiful song bro ❤️❤️
Bhala auche song tq Anuradha mam price tha lord
Very nice song ❤️ i love you Jesus Christ ✝️
praise the lord hallelujah hallelujah hallelujah hallelujah hallelujah hallelujah hallelujah amen
ଅତି ସୁନ୍ଦର ଗୀତ praise the lord
Very beautiful praise the Lord God bless you
ବହୁତ ସୁନ୍ଦର ହେଇଛି ଗୀତ
Excellent ever. May God bless and use to bro. Amit B. This song Will be a great blessing to many.
ଆମେନ ଧନ୍ୟବାଦ୍ ଜଣାଉଛୁ ଆଜି ସମୟ
Very Nice & Beautiful Song for Lord Jesus Christ Almighty GOD'S Mercy & Grace Forever Constantly is Stayed Longlasting.........
TQ so much
So Beautiful song 👌👌💌💌💌💌
Praise the lord 🙏
ଧନ୍ୟବାଦ ସହ ଅନେକ ମାତ୍ରାରେ ଭଲ ଲାଗେ ଆଉ ଅନେକ ଅନେକ ଧନ୍ୟବାଦ୍
ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ
Bahut sundar God bless you all team
ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ, ଭଉତ ଭଲ ଗୀତ 👍👍👍👍👍
Bohut. Sundor. Hoeochi. Gito. Probhu. Asribad. Korontu
Very very nice song praise the Loard 🙏🙏🙏
I love you Jesus..
My lord... thank you...
Great bless of God never ends
Beautiful song 👌
ଅତି ସୁନ୍ଦର ହେଇଛି ଗୀତ. ପ୍ରଭୁ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଆମେନ
thank you so much ଏମିତି ଗୀତ ଗୁଡାକ ଭଲ ପାଇବା ଦିଅନ୍ତୁ ଆଉ ଆପଣା ପ୍ରିୟଜନ ମାନଙ୍କ ପାଖକୁ share କରନ୍ତୁ
praise the lord
Praise God 🙏🙏🙏
Very hert touching lyrics....🙌🙌🙌🙌🙌🙌praise God
Praise the lord
ଅତି ସୁନ୍ଦର ଭାବରେ ଗାଇଛନ୍ତି ଦିଦୀ ଆପଣ ଙ୍କୁ ଇଶୂର ଅଧିକ ରୁ ଅଧିକ ଆଶିର୍ବାଦ କରୋନ୍ତୁ ଧନ୍ୟବାଦ୍ 🙏
Nice song... praise the lord
Praise the lord, Nice song 👍
TQ TQ so much 🤝
Hallelujah🙌🙌🙌 very nice👌👌👌 God bless you all,
ବାସ୍ତବରେ ଗୀତ ଟି ଅତି ମୋନରମ, ହେଇଚି, ମିଠା voice। ପ୍ରଭୂ ଆପଣଙ୍କୁ ଅନେକ ଅନେକ ଆଶ୍ରିବାଦ କରନ୍ତୁ।
Very nice lyrics & sweet voice
God bless all of you.
Very nice 👍 minigfull song god bless you didi
❤💗❤JAY YESHU MASHI ❤💗❤
ପ୍ରଭୂ ଙ୍କ ବିନା ଏହି ଜଗତରେ କେହିବି ନାହାନ୍ତି, ପରିତ୍ରାଣ ଦେବା ନିମନ୍ତେ। ଗୀତ ରଚନା voice ଅତି ସୁନ୍ଦର। କିନ୍ତୁ ବାଜା ଟି ଗୋଟେ ଦୁଇଟି ଜାଗାରେ,odisa ଚହଳ କରିଥିବା song କାହିଁକି ବଦଳୁନି ମୋ ଜୀବନ, ଏହି ଗୀତରେ ବାଜି ଥିବା ଜିନିଷ ଟିକେ match କରୁଛି। ଗୋଟେ ଦୁଇଟି ଜାଗାରେ।।।। ଧନ୍ୟବାଦ Team
Nice song bro. god bless you😫🙏🙏💓😫🙏🙏💓
so sweet singing this song 👌👌
thank you thank you so much
Praise the Lord 🙏❤✝️.. 👌👌...
ଗୀତର ତାଳେ ତାଳେ ବଉତ ମଜା ଅଛି, ସତରେ ପ୍ରଭୁଙ୍କର କରୁଣା ଅଛି, ଯାହା ଅଉ ଗୀତର notification ପାଇ ବଉତ ଖୁସି ଆଉ ଫୁଲ୍ଲ ଗୀତ ଶୁଣୁ ଶୁଣୁ ମୁର ମନ ଉଚୁଡ଼ି ଗଲା.. ଧନ୍ୟବାଦ ସମସ୍ତ Team କୁ. ଏତେ ଭଲ ଲାଇରିଷ ଆଉ କମ୍ପୁଜିସନ
So sweet song . God bless you all team members.
Bahut badhia heye chhe gita god bless you
Nice song praise the Lord👍🙏
Praise the Lord sir🙏. Beutiful composition. Also thank for your all team. May God bless you.
THANK YOU SO MUCH
ଏମିତି ଗୀତ ଗୁଡାକ ଭଲ ପାଇବା ଦିଅନ୍ତୁ
ଆପଣ ମାନଙ୍କ ଭଲ ପାଇବା ଆଶିର୍ବାଦ ଦ୍ୱାରା
ଆମେ ନୂଆ ନୁଆ ଗୀତ ଆଣିପାରିବୁ
ଆପଣା ପରିଜନ ମାନଙ୍କ ପାଖକୁ SHARE କରନ୍ତୁ PRAISE THE LORD
Beautiful song
thank you so much 🙏
Praise the Lord hallelujah 🙌 God bless you sister
Bahut bahut dhanyawad amitika sundara gita amaku deithibaru bahut sundar bhabore gauchanti madam god bless all of you
Beautiful lyrics and compose.....
God bless you
Praise the lord, yes my God father, i trust you, thank you, Amen 🕯️👑❤️❤️✝️🌹🌹🙏🙏
Beautiful devotional song 💕
Very nice song 👍👍💘💞❤️❤️❤️❤️❤️
So beautiful devotional song with meaningful words God bless you and your team...
ଅତି ସୁନ୍ଦର ଗୀତ ହେଉଛି ସାର୍. Praise the Lord
Absolutely amazing song composition and Excellent voice
Mote manaku chunela aei gota outstanding of voice and lyrics gorgeous praise the Lord
Wow ki voice heart toch karuchi
TQ so much ❤️🥰
Praise the lord God bless you
Praise lord 🙌 ବହୁତ ସୁନ୍ଦର ଗୀତ ଠି ପ୍ରଭୁ ବହୁଳ ରୂପେ ଆଶୀର୍ବାଦ କରନ୍ତୁ,
thank you so much ଏମିତି ଗୀତ ଗୁଡାକ ଭଲ ପାଇବ ଦିଅନ୍ତି ଆପଣଙ୍କ ଭଲ ପାଇବା ସହଯୋଗ ଦ୍ଵାରା ଆମେ ଆପଣଙ୍କ ପାଖକୁ ନୂଆ ନୁଆ ଗୀତ ଆଣିପରିବୁ
praise the lord
ଅତି ସୁନ୍ଦର୍
thank you so much
Preise the Lord halleluya this devotional song very wonderful ,lyrics and compusition very beautiful 👌👌👍👍thank you God bless all of you
TQ so much
Praise the lord ✝️🙏God bless you
Very nice
thank you so much
Hallelujah sthothram
praise the lord
Praise the Lord Amen
Beautiful song 💓
Praise The LORD 🙏❣️
Super heichhi
ବହୁତ ବଢିଆ ହଇଛି bhai
TQ so much
Hallelujah🙏🙏🙏
Wonderful
Nice song madam God bless you
Very Beautiful song & voice
Praise the Lord...
So beautiful song 👍
So Nice 👍👍👍👍. Praise the lord...
Ameen ❤️🙏🌹⭐
Soo beautiful song song
Bahut sundara Gita 👍🙏 God bless you all
Heart touching song sir
Super bhai
Wow very nice song
TQ so much
Very nice songs ✝️✝️✝️✝️♥️🎸🎸🎸🌹🌹🕊️💞👍
TQ so much
Amen !!! we Praise you LORD, you are only Worthy to get Praise, worship and honor from all of us.
thank you so much sir
What a song brother 💗💗💗 really very heart touching song 🥰🥰🥰🥰💗💗
TQ so Much 🤝
So Beautiful song** God bless you** brother
God bless you all team members
Bohut bodhia hoichi
Nice song
Superb composition and brilliant singing.Praise be to lord Jesus Christ
thank you so much sir
Very nice song
Hallelujah Amen
What a voice...heart touching and so sweet
Very nyc song...❤️
Wonderful song, God bless you