/BASHA HINO CHODHEYEE MU/ବସା ହିନ ଚଢେଇ ମୁଁ/NEW ODIA CHRISTIAN STORY VIDEO SONG /GITANJALI BHATRA 2024
ฝัง
- เผยแพร่เมื่อ 7 ต.ค. 2024
- BASHA HINO CHODHEYEE MU/ବସା ହିନ ଚଢେଇ ମୁଁ/NEW ODIA CHRISTIAN STORY VIDEO SONG /GITANJALI BHATRA 2024
#gitanjali #new #odiasong #odiavideosong
#S.B music #ChristianOdiaSong #
#bashahinochodheyeemu#sitarambhatra#
#Bidyutbhatra#s.bmusic #udaytakri#bikramtakri#
#s.bmusicchristiansong#
SONG CREDITS :-
SINGER :- GITANJALI BHATRA
LYRICS :- PS SITARAM BHATRA
PROJECT DIRECTOR :- PAUL JACOB
MUSIC & COMPOSE :- PAUL JACOB
ARRANGEMENT :- EBENEZER
RECORDIST :- BIKRAM TAKRI
S.B MUSIC PRESENTS 8763767665
FULL SONG LYRICS :-
ଖାଲି ପାତ୍ରଟି ମୁଁ ମୋତେ ଆଦର କର
ବସାହିନ ଚଢେଇ ମୁଁ ମୋତେ ଦୁରେଇ ନ ଦିଅ( 2ଥର )
ହିନ ହୋଇଗଲି ମୁଁ ସମସ୍ତଙ୍କୁ
ବଝ ହୋଇ ଗଲି ମ ପରିବାରକୁ( 2ଥର )
ବିତିଯାଇ ଥାନ୍ତା ମ ଗତି
ବଦଳି ଯାଇ ଥାନ୍ତା କି ମ ସ୍ଥିତି (2ଥର)
ଖାଲି ପାତ୍ରଟି ମୁଁ ××××××××××××××××××××(0)
ମ ଭାଗ୍ଯ ହିଁ ଏତିକି ବଲି କାନ୍ଦିଲା ବେଳେ
ତାଙ୍କରି ହାତ ଧୀରେ ଧୀରେ ମତେ ଚଳେଇ ନିଏ (2ଥର)
ହେଲେ ସେ ଦଣ୍ଡିତ ମୋହରି ପାଇଁ
ବଞ୍ଚିବି କେବଳ ମ ଯୀଶୁଙ୍କ ପାଇଁ (2ଥର)
ବଞ୍ଚିବି କେବଳ ମ ଯୀଶୁଙ୍କ ପାଇଁ -------
ଖାଲି ପାତ୍ରଟି ମୁଁ ××××××××××××××××××××(1)
ପ୍ରେମ ନ କରିବା ଲୋକଙ୍କୁ ପ୍ରେମ କରିଲି
ପ୍ରେମ ମୟ ତୁମ ମନକୁ ଦୁଃଖ ମୁଁ ଦେଲି (2ଥର)
ଆଖି ପିତୁଳାରେ ମୋତେ ସୁରକ୍ଷା ଦେଲ
ପିତା ମହର ହୋଇ ମୋତେ ଉଠେଇଲ (2ଥର)
ପିତା ମହର ହୋଇ ମୋତେ ଉଠେଇଲ-------
ଖାଲି ପାତ୍ରଟି ମୁଁ ××××××××××××××××××(2)
ତୁମ ପରି କିଏ ମୋତେ ପ୍ରେମ କରିବ
ତୁମ ପରି କିଏ ମୋତେ ଆଦର କରିବ (2ଥର)
ଏହି ଜଗତ ଏକ ହୋଇ ଉଭା ହେଲେବି
ମ ସାଙ୍ଗରେ ତୁମେ ଥିଲେ ଯଥେଷ୍ଟ ପ୍ରଭୁ (2ଥର)
ମ ସାଙ୍ଗରେ ତୁମେ ଥିଲେ ଯଥେଷ୍ଟ ପ୍ରଭୁ--------
ଖାଲି ପାତ୍ରଟି ମୁଁ ମୋତେ ଆଦର କର
ବସାହିନ ଚଢେଇ ମୁଁ ମୋତେ ଦୁରେଇ ନ ଦିଅ( 2ଥର )
ହିନ ହୋଇଗଲି ମୁଁ ସମସ୍ତଙ୍କୁ
ବଝ ହୋଇ ଗଲି ମ ପରିବାରକୁ( 2ଥର )
ବିତିଯାଇ ଥାନ୍ତା ମ ଗତି
ବଦଳି ଯାଇ ଥାନ୍ତା କି ମ ସ୍ଥିତି (2ଥର)
ଖାଲି ପାତ୍ରଟି ମୁଁ ମୋତେ ଆଦର କର
ବସାହିନ ଚଢେଇ ମୁଁ ଚଢେଇ ମୁଁ ମୋତେ ଦୁରେଇ ନ ଦିଅ (2ଥର)
† ସମାପ୍ତ †
ବସାହିନ ଚଢ଼େଇ ର ଚରିତ୍ର ମାଧ୍ୟମରେ ଏକ ହୃଦୟ ବିଦାରକ ଚମତ୍କାର ପରିକଳ୍ପନା କୁ ଉପସ୍ଥାପନା କରା ଯାଇଅଛି...... 😂😂
ପ୍ରକୃତରେ ଆଜିର ଖ୍ରୀଷ୍ଟୀୟ ସମାଜ ଙ୍କ ନିମନ୍ତେ ଏକ ଉଦ୍ଦୀପନା ତଥା ସଚେତନତାର ବାର୍ତା ଅଟେ....
Proud of you Pastor Sitaram and ALL the Talanted TEAM .....
GOD BLESS YOU ALL ....👍
thank you sir for your great comments and your support 🙏
Lekhare kichhi bhul achhi bhai
Praise the lord ପରମେଶ୍ୱର ଆପଣ ମାନଙ୍କୁ ଆଶ୍ରିବାଦ କରନ୍ତୁ ବହୁତ ଭଲ ହଇଛି ଦିଦି god bless you all
ଏହି ଭିଡିଓ ଦେଖି ଲାପରେ ମୋତେ ବହୁତ ଭଲ ଲାଗିଲା ଆମେନ❤🎉❤❤❤❤❤❤🎉🎉🎉🎉🎉🎉🎉🎉🎉😢😢😢🎉😢🎉🎉😢😢🎉🎉🎉🎉
thank you for your reply 🙏
🎉🎉🎉🎉🎉🎉🎉🎉🎉🎉🎉🎉🫶🫶🫶🫶🫶🫶🫶🫶🫶🫶🫶🫶🫶🫶🫶🫶🫶🫶🫶
Bohut bohut probhu bless korntu ❤sister very nice song ❤
ବହୁତ ଭଲ ହେଇଚି ଗୀତ ପ୍ରଭୁ ତୁମକୁ କରନ୍ତୁ 9:58 ଦୟା
ପ୍ରଭୁଙ୍କର ଧନ୍ୟବାଦ୍ ହେଉ ଅମେନ୍ 🙏✝️🥀
Very nice song ,Prabhu jesu ,ashirbada karantu 👌👌👌👌👌
praise the lord jesus ❤❤❤ nice song amen
Very very nice voice sister JESUS BLESS YOU ❤.....Aage jake PRABHU aapko aur Aage leke Jayenge. ....Amen 🎉
Praise the Lord 🙏🙏ସୁପ୍ରଭାତ 🙏🙏🙏
God bless you sir
Wonderful video
God bless you all your team members.
❤❤❤❤❤❤❤❤❤❤
thank you sir 🙏
ଅତି ଉତ୍କ୍ରୋଶ ଏବଂ ହୃଦୟ ଭଙ୍ଗା ଗୀତ😢😢😢
Praise the lord 🥰
thank you sir 🙏
Heart' touching ❤️❤️
May God bless you sister'.praise the lord.amen
Praise the lord 🙏🙏🙏 Prabhu tumo ku ashreebad karantu
Praise the lord ❤❤❤❤ heart touching video 📸
Praise The Lord Heartouch Story and Song
ଗୀତା ଝିଅ ବହୁତ ବଢିଆ ଗାଇଛନ୍ତି, ହୃଦୟକୁ ଛୁଇଁ ଯାଉଛି... ପ୍ରଭୁ ପ୍ରଚୁର ମଙ୍ଗଳ କରନ୍ତୁ.
thank you sir for your comment 🙏
Praise the LorD
Heart Touching song ❤❤
ଧନ୍ୟବାଦ ନାନୀ ଆପଣଙ୍କୁ ପ୍ରଭୁ ଯୀଶୁଙ୍କର ଗୀତ ଗାଇଥିବାରୁ ବହୁତ ବହୁତ ଧନ୍ୟବାଦ ହେଉ ପ୍ରଭୁ ଆହୁରି ନୂଆ ନୂଆ ଗୀତ ଗାଈବା ପାଇଁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ... ଆମେନ 🙏
Hei geet prathek lok manank pai darakar jeeban re❤❤❤ hrooday r ptem may geeth 👌 I love u Sistar
praise the Lord sir 🙏
Praise the lord.
ବହୁତ ଭଲ ହେଇଚି ଗୀତ ପ୍ରଭୁ ତୁମକୁ କରନ୍ତୁ
Praise the loard nice song sing god bless you🎉🎉🎉❤❤❤🎉🎉
Pravu ehi Gita madhyamare tumaku o tuma paribara nku aasirbad karantu Amen.
Really Heart Touching❤
thank you sir 🙏
ଧନ୍ୟବାଦ ଆପଣଙ୍କର ମନ ଛୁଆଁ ଗୀତ
Very beautiful song 👌 praise the lord Amen 🙏✝️🌹💐❤️
Praise the Lord
Praise the Lord 🙏
May jesus bless you all ❤🎉
Meaningful and heart touching video song 🎉🎉
It is a heart touching song thank you so much sir 🙏🏼🙏🏼🙏🏼
❤❤❤❤❤❤❤❤❤ really touching my heart 💜❤️
Sadnews 😢😢😢😢😢
ବହୁତ ସୁନ୍ଦର ଗାଇଛନ୍ତି ଦିଦି 🙏🙏
thank you didi 🙏
Bahutt sundar swara,prabhu Mangal,asirbado karantu ,amen,
Nice song God bless you all
ବହୁତ ସୁନ୍ଦର sister God bless you
Amen❤❤❤
very heart touching action, God bless you all's ❤❤
ବହୁତ ସୁନ୍ଦର ଗୀତ ହୃଦୟକୁ ଛୁଇଁ ଗଲା ପ୍ରଭୁଙ୍କର ଗ୍ୟୈରବ ହେଉ
Yes lord ✝️ very nice video and song jesus all of the bless you 🙏✝️🙏 Amen❤❤
Praise the Lord prabhu ki mohima ho
Hallelujah 🙌🙌🙏 🙏❤❤❤❤❤❤ naici song or hattacha❤❤❤ praise the lord 🙌🙏🙏🙏🙏🙏🙏🙏👏🙂😀😁😂😃
ପ୍ରଭୁ ତୁମକୁ ଆଉ ଭଲ ଭଲ ଗୀତ ଗାଇବାପାଇ ସାହାଯ୍ୟ କରନ୍ତୁ ✝️✝️✝️amen 🙏🙏🙏 jay maish🙏🙏✝️✝️✝️
Praise the Lord..... Amen 🙏 may God bless you.
Very very nice God bless you all
ଆଜ୍ଞା Story ଟା ବହୁତ ବହୁତ ଭଲ ଲାଗିଲା ଟିକେ Voice ଆହୁରି ଭଲ ହେବାର ଥିଲା ଆଜ୍ଞା ସତରେ ଅତି ସୁନ୍ଦର ହେଇଛି story ଟା ✝️❤️😭😭😭😭😭😭✝️✝️🙏🙏🙏God Bless you
New Singer Vhai 1st gito prayer korontu agoku vholore gai paribe
Praise the lord Jesus ❤❤ Heart Touching Song ..so nice song❤❤God bless you
Praise the lord 🙏🏻 God bless all heart touching song Amen Amen Amen 🙏🏻
Thanks lord yes amen God bless you and all ❤❤❤🎉🎉🎉
So heart' touching song BLESSINGS FOR GOD 🎉🎉🎉❤❤❤
How awesome song sister, realy the heart touching song god bless you👌❤
🙏 God bless you all team members 🙏✨📖❤️🕊️✝️👍👌👌👌👌👌👌👌🌟✨🌟✨🌟✨🌟🙏
ଵହୁତ ଭଲ ହି
Bahuta Sundar heichhi
ବହୁତ ସୁନ୍ଦର ହୃଦୟ ସ୍ପର୍ଶି ଏବଂ ହୃଦୟ ବିଦାରକ ଭରା ଗୀତ ଆଜ୍ଞା ବହୁତ ଶିଖିବା ବିଷୟ ଏହି ଗୀତରେ ଅଛି ପୁଣି ଅନେକ ସଂଶୋଧନ ମୂଳକ ବିଷୟ ଏଠାରେ ଅଛି ପ୍ରଭୁ ତୁମ ସମସ୍ତଙ୍କୁ ବହୁତ ଭାବରେ ଆଶୀର୍ବାଦ କରନ୍ତୁ ଯେପରି ଏମିତି ହୃଦୟ ସ୍ପର୍ଶୀ ଗୀତ ପୁଣି ସଚେତନ ଭରା ଗୀତ ଆଣିବା ପାଇଁ ବହୁତ୍ ହିଁ ବୋଡ଼ିଆ ହେଇଛି sir Praise The Lord
thank you sir for your comment 🙏
ପ୍ରଭୁ ଯେ ତୁମ୍ଭର ସୁମଧୁର ଗୀତରେ ଆଶୀର୍ବାଦ କରନ୍ତୁ ଆମେନ୍
Praise the Lord Amen❤❤❤
Very nice ❤ meaningful song... God bless the entire team!
thank you sir 🙏
Praise the Lord brother ବହୁତ ହ୍ଵଦୟସ୍ପର୍ଶ ଗୀତ ଏବଂ ନାଟକ ଅନେକଙ୍କୁ କିଛି ନୂଆ ବିଷୟ ଶିଖିବା ପାଇଁ ଏହି ଗୀତ ମାଧ୍ୟମରେ ପ୍ରେରଣା ମିଳୁଛି ପ୍ରଭୁ ଆପଣଙ୍କୁ ଆହୁରି ବହୁଳରୂପେ ଆଶିର୍ବାଦ କରନ୍ତୁ ଏହିପରି ନୂଆ ଗୀତ ଓ ଭିଡିଅ କରିବାକୁ ବୁଦ୍ଧିଜ୍ଞାନ ଦିଅନ୍ତୁ ଓ ଆପଣଙ୍କମିନିଷ୍ଟ୍ରିକୁ ଅନୁଗ୍ରହ କରନ୍ତୁ ଓ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତୁ ଆମେନ🎉
thank you sir 🙏
Aman hallelujah press the lord
Bohut bholo heichhi gito Prabhu aponanku bohut ashirwad korontu
Beautiful song Praise the Lord 👏👏👏
Ameen halleluya praise the lord
Praise the lord glory to Jesus amen ❤❤❤❤
Pahla lagichi prabhu asribada karanhu
ପ୍ରଭୁଙ୍କ ମହିମା ହେଉ❤❤❤❤❤
❤❤❤ praise the lord.....❤❤❤ God bless you all......👍
Very very nice video ✝️ Jai mashi ki 👏👏👏
Praise the lord 🙏❤
Beautiful song sister ❤❤❤❤
Very much Impressive acting and heart touching Lyrics and Sang may God bless you all of your Team.
ତୁମ୍ଭର ସୁମଧୁର ସୁର ଗୀତ ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆର୍ଶୀବାଦ କରନ୍ତୁ
thank you sir 🙏
God bless u, heart touch video song.
Praise the Lord❤❤❤❤❤❤❤❤❤🎉🎉🎉🎉🎉🎉
Praise the lord 🙏 May God bless you
ବହୁତ ରୁଦୟର ଆତ୍ମା ଗୀତ ଦିଦି ପ୍ରଭୁ ଆପଣଙ୍କୁ ଆର୍ଶୀବାଦ କରନ୍ତୁ 🙏
Thankyou jesus Amen
Seriously it is a very heart touching song❤
Heart Touching❤
Praise God 🙏
Prabhunkara pranshasa heu. Bahut bhala heichhi. Luhapurna akhire dekhili.God bless the team
thank you for your comment 🙏
So beautiful video story god bless you
Excellent composition ❤❤❤❤❤❤
God bless you pravu tomoku
Mongola karu❤❤
ପ୍ରଭୁଙ୍କ ପ୍ରଶଂସା ହେଉ
Bohuth bholo lagila video
Heart Touching Song❤❤❤
Aamin
Amen josus🥰🥰🥰
Hallelujah ❤❤❤❤❤❤❤
God bless you ❤❤❤
God bless you sister 🙏
Very nice song praise the Lord Amen 🙏🛐➕
Praise the Lord song 👍
Praisethelord🙏🙏🙏🙏🙏🙏
Ameen
Bahut Sundara Gita tie ❤
Life changing song 🎉🎉🎉
ଭ ଉଣି ଧନ୍ୟବାଦ