Sambalpur News: ସମ୍ବଲପୁର ବମ୍ ଘଟନାର୍ ଅଭିଯୁକ୍ତକେ ବାନ୍ଧଲା ପୁଲିସ୍... ୟୁଟ୍ୟୁବ୍ ଦେଖି ବନେଇଥିଲା ବମ୍...

แชร์
ฝัง
  • เผยแพร่เมื่อ 16 ต.ค. 2024
  • ସମ୍ବଲପୁର ପୀରବାବା ଛକ ପାଖେ ବମ୍ ପକେଇଥିବାର୍ ଘଟଣାନେ ପୁଲିସ୍ କେ ସଫଲତା । ୨୪ ଘଣ୍ଟା ଭିତରେଧରଲା ସମ୍ବଲପୁର ଟାଉନ ଥାନା ପୁଲିସ୍ । ଗିରଫ ହେଇଥିବାର୍ ଅଭିଯୁକ୍ତର୍ ନାଁ ଅଭିଳାଶ ମିଶ୍ର । ପୁଲିସ୍ ଆଡୁ ମିଲିଥିବାର୍ ସୂଚନା ହିସାବେ କେତେଟା ଲୋକ ଅଭିଳାଶ ଙ୍କର୍ ବାପା କେ ଗଲା କିଛିଦିନ୍ ତଲେ ଗାଲିଗୁଲମାଲ୍ କରବାର୍ ସାଙ୍ଗେ ତଁଟି ଚିପବାର୍ ଲାଗି ଚେଷ୍ଟା କରିଥିଲେ । ବାପା କେ ମାଡ ମାରିଥିବାର୍ ଲୋକ ମାନକୁ ମନେମନେ ପ୍ରତିଶୋଧ ନେବାର୍ ଲାଗି ଯୋଜନା କରିଥିଲା ଅଭିଳାଶ୍ । ୟୁଟ୍ୟୁବ୍ ଦେଖିକରି ଘରେ ପହେଲା ବମ୍ ତିଆରି କରିଥିଲା । ଗୁଟେ ଜାଗାନେ ବମ୍ ପକେଇକରି ଦୁଇଟା ଗୋଷ୍ଠୀକେ ମାଡ ଲଗାବାର୍ ଚେଷ୍ଟା କରୁଥିଲା ଅଭିଳାଶ୍ । ତ ଇ ବାବଦେ କାଣା ରହିଛେ ପୁରା ଖବର୍ ଆର୍ କାଣା କହୁଛନ୍ ପୁଲିସ ଆଜ୍ଞା ଜାନବାର୍ ଲାଗି ଦେଖୁନ୍ ଇ ଭିଡିଓ...
    For more such updates, please Like, Comment, and Share our videos and Subscribe to our TH-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    TH-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Sambalpur #Odisha #News #SambalpuriNews #OdishaNews #CrimeNews
    #Odisha #Paharaa

ความคิดเห็น • 65