Mate bahut vala laguchi vai Tamara Traveling bhlogs bcz Mora b bahara desa buli Baku bahut icha,au mu korian,chaina, Japanese,chaines,amananku bahut pasand kare,Mora madhya prades asam,Nepal ra frnds achanti,au Tama vdo dekhila pare mate lagu mu b buluchi thanks bro
I'm from koraput,,କିଏ କିଏ ଚାହୁଁଛ କି ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ରଥ ଯାତ୍ରା ପୂର୍ବରୁ ଲବ ଭାଈ ଙ୍କର 1million subscriber ପୁରା ହେଇ ଯାଉ Jay Jagannath
Bhai mo ra 954 subscribe haichanti tike subscribe kara 1k haijau
Everyone wants
Haba nihchaya ratha yatra purbaru hau ki pare hau Jay jagannath🙏
Bhai 2thar subscribe hebo ki 😮😮😮😮
One million Kali hin success 😅
Mote tike support karantu 😢😢😢😢😢
ଚାଇନା ର ଗ୍ରାମୀଣ ଜୀବନ ଶୈଳୀ ଚାଲିଚଳନ ଦେଖିବାକୁ ବହୁତ ଭଲ ହୁଅନ୍ତା,ଜୟ ଜଗନ୍ନାଥ,
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ
ଯାଜପୁର ଟାଉନ
Jaj pur kuakhia
Jajpur ragadi
KARANJIA
Jajpur kuakhia
ପୁରା dil ଖୋଲା ମଣିଷ ଟେ। Love you bro ❤
ଭାଇ ଚାଇନା ଯାଇଚ ଯଦି ଟିକେ ଗ୍ଲାସ୍ ବ୍ରିଜ୍ ଆଡେ ଟିକେ ବୁଲେଇ ଦିଅ plese ଭାଇ plese କିଏ କିଏ ଚାହୁଁଚ ଲାଇକ୍ ଗୋଟେ କର ଯେମିତି ଲବ ଭାଇ ଗ୍ଲାସ୍ ବ୍ରିଜ୍ ଆଡେ ବୁଲେଇ ନେବେ,ମୋର ଦେଖିବାକୁ ବହୁତ୍ ଇଛା ଅଛି ପ୍ଲିଜ୍ ଭାଇ ଦେଖାଅନା😢😢😢😢😢😢😢😢😢😢😢😢
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା । ଏମିତି ନୂଆ ନୂଆ ଭିଡିଓ ଆମକୁ ଦେଖିବାକୁ ମିଳୁ ଥାଉ।
Hair cutting ବହୁତ ସୁନ୍ଦର ଭେରୀ nice
ଅନେକ ଅନେକ ଶୁଭେଚ୍ଛା ।ସୁନ୍ଦର ଭିଡ଼ିଓ ଖୁବ ଭଲ ଲାଗିଲା ।ଧନ୍ୟବାଦ ଵେଟା ।
ଭାଇ ଆପଣଙ୍କୁ କୋଟି କୋଟି ଧନ୍ୟବାଦ୍।ସ୍ୟାଲୁଟ୍ । ଆପଣଙ୍କ ମାଧ୍ୟମରେ ଆମେ ଅନେକ ବିଦେଶ ବାବଦରେ ଜାଣିପାରୁଛୁ। ମୋ ଗାଁ ପଲସାପାଲି ବ୍ଳକ ବିନିକା ଜିଲ୍ଲା ସୁବର୍ଣ୍ଣପୁର ଓଡ଼ିଶାର।🙏🙏🙏🙏🙏🙏
I'm from keonjhar ଲବ ଭାଇ କୁ ସମସ୍ତେ support କର ଜଲଦି 1million complete ଏହି ଯାଉ ଜୟ ଜଗନ୍ନାଥ 🙏
ଶୁଭ ସକାଳ ଲବ ଭାଇ ଆଜି ଦିନ ସୁଭମୟ ହେଉ
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
ଲବ ଭାଇ ଯୁହାର 🎉🎉 ବହୁତ ସୁନ୍ଦର ଭିଡିଓ ଇନ୍ଟରଷ୍ଟିଙ୍ଗ ହେୟାର ଷ୍ଟାଇଲ ଏଇଟା ରଜ ଷ୍ଟାଇଲ କହିଲେ ଚଲବା
Bhai mo ra 954 subscribe haichanti tike subscribe kara 1k haijau
ଲବ ଭାଇ ଓଡିଶା ର no 1 you tube r❤🎉
Ame china ku imagine bi koriparunu hele apon sethare ochhonti really you are god gifted❤️❤️🙏🙏
Hii
ଜୟ ଜଗନ୍ନାଥ ଆମର ମାଲକାନଗିରି ଡିଷ୍ଟର ବ୍ଲକ ଖଇରପୁଟ ଭାଇମାନେ ଓ ଭଉଣୀ ମାନେ କିଏ କିଏ ଲବ ଭାଇଙ୍କର ଭିଡିଓ ଦେକୁଛ like and share କର ଭାଇ ମାନେ 🌹🌹🌹🌹🌹👌👌👌i miss you laba bhai🌹👍
Arabinds.keonjhar.
ଭାଇ ମୁଁ ରାଇଘର ଉମରକୋଟ ନବରଙ୍ଗପୁର ରୁ ❤ big fan ❤️💕🌹
Me also❤
Satare Bhai
I am from kosagumuda,Nabarangpur❤❤
Mu bi umerkote Gotiguda ra
Hello bro mu b raighar timanpur ru 🎉😂❤
Laba bhai chaina very nice view
କେନ୍ଦୁଝର ଜିଲ୍ଲା ରୁ କିଏ କିଏ ଦେଖୁଛ Like କର ହୋ 👍 14:08
Very good hair catting ଲବ ଭାଇ
Chaina renag Hair Cutting ✂️✂️✂️ Super
Bhai mo ra 954 subscribe haichanti tike subscribe kara 1k haijau
Bhai mo ra 954 subscribe haichanti tike subscribe kara 1k haijau
ନବ ଭାଇ ସେଲୁଁ ରେ କେତେ ଟଙ୍କା ନେଲେ କହିଲନି
ᱱᱟᱯᱟᱭ.... ᱥᱟᱨᱦᱟᱣ.... ᱵᱚᱭᱦᱟ
1100 Tonka
ଲବ ଭାଇ ତୁମେ ଯାହା କରୁଛ ,ବହୁତ୍ ଲୋକଙ୍କ ପାଇ ସେଇଟା ସ୍ଵପ୍ନ,ତମେ ବହୁତ୍ ଭାଗ୍ୟବାନ😊ଗୋଟେ ଭଲ ଦିନରେ ଜନ୍ମ ହେଇଥିଲ ...
Hundred percent guarantee ❤
ଜୟ ଜଗନ୍ନାଥ 🙏 full support
ବହୁତ୍ ବଢିଆ ଲାଗୁଛି ଆପଣଙ୍କ ସବୁ ଭିଡିଓ.ଆମେ ତ ସବୁ ଦେଶ ଯାଇ ପାରିବୁନି ଆପଣଙ୍କ ପାଇଁ ଆମେ ଘରେ ବସି ସବୁ ଦେଖି ପାରୁଛୁ thanks bro
ଲବ ଭାଇ, china ରେ ଚୁଟି କଟା video ଦେଖିଲି l china କୁ explore କରାଉ ଥିବାରୁ ଧନ୍ୟବାଦ l ନୂଆ ଜାଗାରେ ସବୁ ଜିନିଷ study କରି vlog କରିବା ସତରେ ପ୍ରଶଂସନୀୟ l ଧନ୍ୟବାଦ ❤
ଲବ ଭାଇ ଚାଇନା ର ଗାଁ ପରମ ପରା କେମିତି ସେ ମାନଙ୍କର ଭିଡିଓ ଛାଡ ଭଲ ହେଇଥାନ୍ତା
Bhai tame kichhi dekhuna bodhe
@maaritapan4509 ଆପଣ ତ ସବୁ ଦେଖୁଛନ୍ତି ଆମ ପାଖକୁ ଆସିଲେ ତୋ ଆମେ ଦେଖିବୁ 😂
Ete clean city bhai baapre । ଆମ ଓଡ଼ିଶା ରେ ତୋ ଏବେ ଯାଏ ରାସ୍ତା ରେ ହଗୁଛନ୍ତି ବିଶେଷ କରି ଗଞ୍ଜାମ ଜିଲ୍ଲାରେ 😂😂😂 ଆଉ କ୍ଲିନ୍ ହବ କେମିତି
Ganjam pila sabu bele road hogibe
Thik kahichu re bhai
Hagura gura au kn haba
@@royalking166 😂
😂@@royalking166
Bhai tama vdo dekhile...pura din ra khusi re ...kati jaye ...tama...face mo pai lucky 😊...love you brother 😍 big fan odisha balangir
Lab Bhai u r Great......Our Supera disi Hero
କଟକ ଜିଲ୍ଲାରୁ କେଉଁ ଭାଇ ଓ ଭଉଣୀ ମାନେ ଦେଖୁଛନ୍ତି ଲାଇକ କରନ୍ତୁ ❤ କମେଟ ରେ କୁହନ୍ତୁ 😊
Wow nic video
1M planning ବଢିଆ ଲାଗିଲା
Love you too laba bhai chain ra village life tk dekhibar achi
ଲବ ବାବୁ ତମ ଦଲ୍ଟା ବହୁତ ବଡ ଭଲ ❤🎉
ଭାଇ ତମର video ମୁଁ ଦେଖୁଛି ମତେ ବହୁତ bhal ଲାଗିଲା ଆଉ ସବୁ ବିଦେଶ ମାନ ଦେଖେଇ ଥିବାରୁ thank you ଆଉ ଏଇଟା ମୋର fast କମେଣ୍ଟସ ଭାଇ ❤️❤️❤️❤️❤️
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️❤🙏🏽🚩🚩🚩🚩
ଲବ, ମୁଁ ଅନ୍ୟ indian ମାନଙ୍କ ଭିଡିଓ ଦେଖୁଛି, ହେଲେ ତୁମେ କହିବା ସମସ୍ତଙ୍କଠୁଁ ନିଆରା, ମତେ ବହୁତ ଭଲ ଲାଗେ, photography 👌👌👌👌👌
Bhai jagannath tumaku sabubele vala re rakhantu Tamar bhai bhutu sahasa ❤
Kalahandi ❤️❤️ ଜିଲ୍ଲାର ଯେଉଁମାନେ ଦେଖୁଛ ,,,????👍👍👍👍👍😂
China reyang hair cuting supbb dada😮😊
ମୟୁରଭଞ୍ଜ ର କିଏ କୋଉ ଏରିଆ ରୁ ଦେଖୁଛ କମେଣ୍ଟ କର..
Thakurmunda block ru
ଖୁଣ୍ଟା
Udala
Kaptipada ru ❤❤
Pedagadi ru
1 million ହେଇଯିବ ଭାଇ ଟିକେ କଷ୍ଟ କରିବାକୁ ପଡ଼ିବ. ଜୟ ଆଦିବାସୀ ଜୟ ଜୁହାର ଜୟ ଜଗନ୍ନାଥ...
Laba Bhai always hero ❤❤❤
Tama video sabu dekhile mate bahut khusi Lage thankyou so much ate bhala bhala video dekhauthibaru😊
Video bahut vala heichi..love u broo❤️❤️
Wow nice video 🎉🎉🎉🎉
ମୟୂରଭଞ୍ଜ ଜିଲ୍ଲାର କିଏ କିଏ ଲବ ଭାଇକୁ ଦେଖୁଛ like koro
ମୟୂଭଞ୍ଜ ଜିଲ୍ଲାର କେହି ଲବ ଭାଇକୁ ପସନ୍ଦ କରନ୍ତି ନାହିଁ ବଧେ ସେଥି ପାଇଁ କେହି like କରୁନାହାନ୍ତି
Bhai near Rairangpur
Koraput ରୁ କିଏ ଦେଖୁଛ like kora
❤❤❤❤❤
Mu dke nhi
କଟକ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤❤❤
Nice vlog ❤🙏 ସମଲେଇ ମା god bless you ❤
ଚାଇନା country ର ପାହାଡ଼ିଆ ଗାଁର view video banao ଲବ ଭାଇ ❤❤❤
Hm bhai...
#lababhai
Mu nayagarh... Big fan bhai ❤❤
@DebabrataGhadei_8😂😂
Same to you
Nice exploring...
Bahuta bhala video . Jagannath nka kruparu 1 million subscribers pura hoi jaau.jay Jagannath
କୋରାପୁଟ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ ❤
Love you laba bhai mu tumara. Bohut bada fan❤
Laba bhai ମୁଁ ଆପଣଙ୍କର big fan & followers , ମୁଁ bhadrak ରୁ, ଆପଣ ଯେବେ return କରିବେ Bhadrak କୁ ଆପଣଙ୍କ ସହ meet ହେଇପାରିବ କି ?
Na bro he is busy now catch him later
Laba bhai best friend tenge tenge😛
Thank you bhai tame amaku bahut jinisa sikhei daucha 😊😊😊😊😊
Lord Jagannath bless you Laba bhai❤️🙏🙏🙏
Bhai,... Shaolin temple tk dekhao..plz.bhai🙏🏻🙏🏻🙏🏻🙏🏻
ମୟୁରଭଞ୍ଜରେ ଖରାରେ ସିଝିଗଲୁଣି ବର୍ଷା ନାହିଁ
ତୁମେ ବହୁତ୍ ଭାଗ୍ୟବାନ ଭାଇ ❤❤
ବହୁତ ସୁନ୍ଦର ଦେଖା ଯାଉଛୁ ଲବ ଭାଇ
ଭାଇ ବଲାଙ୍ଗୀର ରୁ big fan❤ ଲବ ଦ।ଦ। ଙ୍କ
I am from Sonepur ଜୟ ଜଗନ୍ନାଥ ଲବ ଭାଇ❤❤
କନ୍ଧମାଳ ରେ କିଏ କିଏ ଦେଖୁଛନ୍ତି ଲବ ଭାଇ କୁ like କରନ୍ତୁ
Very nice video laba bhai.. love you laba bhai❤
ସବୁ ଭିଡ଼ିଓ ଭଲ ଲାଗୁଚି, ଆଗକୁ ବଢ଼ି ଚାଲନ୍ତୁ from ଗଜପତି
Bahut vala idea vai 🫡vagawan tumara mangala karantu 🙏
ଆମ, ମୟୂରଭଞ୍ଜ ରୁ, କିଏ କିଏ ଅଛ,❤, like kara
ଲବ ଭାଈ ଆପଣଙ୍କର ଭିଡିଓ ବହୁତ ଭଲ ଲାଗିଲା
Laba .dada❤is the king Traveller
Laba bhai amaku india ku paribaratan karibaku chahuchhanti kintu nijara future neiki sabu katha kahunahanti. I proud of laba bhai....
ମୁଁ ନୟାଗଡ ଦେଖୁଚି ଭାଇ ଆପଣଙ୍କ ଦେହର keyar ନବ 🎉🎉❤
ଏଇ ଗରିବ ଲୋକଙ୍କୁ ଖାଇବାକୁ ଦେବାଟା ଭଲ ଚିନ୍ତା କରିଛନ୍ତି ଭାଇ, ଭଗବାନ ଆପଣଙ୍କୁ ବହୁତ ଆଶିର୍ବାଦ ଦିଅନ୍ତୁ
କମେଣ୍ଟ କରି କରିବେ ଭାଇ ମୁ Rourkela ରୁ
So supeer lagila hair cut laba bhai 😊
Tama sange mu bi jibi bhai happy journey Bhai ❤
Nice Shearing Bro 💐 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞
Ok Bro I m From Puri Delang
ଲବ ଭାଇ ବହୁତ ସୁନ୍ଦର ଭିଡିଓ ମାଡିଚାଲ
Hello bro ❤❤ from କୋରାପୁଟ
Jay Jagannath 🙏🌸🌸🌼🌼🌼🙏🌼🌼🌼🌼🌼🙏
Bhai hair style ta apna nku bahut shut karuchi...❤
ଭାଇ ମୂଖ୍ୟମନ୍ତ୍ରୀ ଜିଲ୍ଲା କେନ୍ଦୁଝର ଆସିବେ ନିଶ୍ଚିତ ଆଉ ଆସିଲେ ଭାଇ ନିଶ୍ଚିତ କଲ କରିବେ 🎉🎉
ବୌଦ୍ଧ ଜିଲ୍ଲା ରୁ କିଏ କିଏ ଲବ ଭାଇ କୁ ଦେଖୁଛନ୍ତି like କର. 👍👍👍👍
Mate bahut vala laguchi vai Tamara Traveling bhlogs bcz Mora b bahara desa buli Baku bahut icha,au mu korian,chaina, Japanese,chaines,amananku bahut pasand kare,Mora madhya prades asam,Nepal ra frnds achanti,au Tama vdo dekhila pare mate lagu mu b buluchi thanks bro
ଖୋର୍ଦ୍ଧା ଜିଲ୍ଲାରୁ ଯେଉଁମାନେ ଦେଖୁଛ...❤
Goood job ଗରିବ ଖାଇବାକୁ ଦିଅ ❤️❤️❤️
ଯୋଉ ମାନେ ଜଗତସିଂପୁର ଜିଲ୍ଲାରୁ ଦେଖୁଛ like କର ଆଉ laba ଭାଇଙ୍କୁ surrpot କର
1 million loading ଲବ ଭାଇ ❤ frm ଆନନ୍ଦପୁର
Laba bhai hard work pain thankyou au sabu desa ra caltur dekhei baru
God bless you bhai Jay Jagannath
ଭାଇ ମୁଁ ବାଲେଶ୍ଵର ଜିଲ୍ଲା ରାଇବଣିଆ ରୁ ଦେଖୁଚି ମତେ like କର 😅
very nice Hair cutting ✂️✂️✂️ in china.... I think china people also very helpful ❤❤❤
Laba bhai glass video aashibali kahile khusi laguchi very nice bhai
ଲବ ଭାଇ ମୁଁ କେନ୍ଦୁଝର ରୁ ବହୁତ୍ ଭଲ ❤❤❤
ଲବ ଭାଇ ଭିଡିଓ ମସ୍ତ ହେଇଚି ଜୟ ଜଗନ୍ନାଥ 🙏
Jai Jagannath Laba bhai aapananku bhagaban bhalarerakantu
ଆମେ କନ୍ଧମାଳ ରୁ ଦେଖୁଛୁ.. ବହୁତ ଭଲ ହେଇଛି..