Asish and kutte awarded as IG instead of punishment because they are pandian people, Sujata pandian punished and posted as SFS , recently pandian return from pre-wedding ceremony of Adani son 😅
Sir, Jay guru.It is good & sensitive analysis regarding B.J.D.Party & Naveen Patnaik in Odisha poltics scenario.I have been watching your daily episodes.I was on foundation day of B.J.D.also you were with founder member Bijoy Mohapatra.I have been saying your episode that Naveen Patnaik has no idea about Odisha poltics and culture with geography situation.Naveen Babu wanted to B.J.P banner from the beginning.
ନବିନ ଙ୍କ ପାଇଁ ଓଡ଼ିଶା ୨୫ ବର୍ଷ ପଛକୁ ଫେରି ଯାଇଛି
କେତେ ଆଶା କରିଥିଲୁ ବିଜେପି ସରକାର ହେଲେ ସବୁ ଦୁର୍ନତି ବିରୁଦ୍ଧରେ ବିଜେଡି କାମ କରିବ, କିନ୍ତୁ ତାହା ହେଉନାହିଁ ସେଥିପାଇଁ ଓଡିଶା ବାସି ଦୁଃଖିତ
ଦୁର୍ନୀତି କରିଥିବା ଲୋକ ବିରୋଧ କରିବେ କେମିତି 😆
Really truth, thanks for your supper speech
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹
Sir ବିଜେଡି ସରକାର ଥିଲା ଅଣ ଓଡ଼ିଆ ସରକାର ପରିବାର ବାଦ୍ ସରକାର ନବୀନ ବାବୁ ଗାଦି ଉତ୍ତରାଧିକରୀ ସୂତ୍ର ରେ ପାଇଛନ୍ତି କିନ୍ତୁ ମୋହନ ଖାଣ୍ଟି ଓଡ଼ିଆ gantantra ଉପାୟ ରେ ହୋଇ ଛନ୍ତି
Doesn't Nabin Pattanayak contest any election ? How we can say that he has inherited the CM seat ?
Sir namaskar. Bahut badhia discussion. ❤❤❤❤
ସି.ବି.ଆଇ ଭୟ ରେ ଭୟଭୀତ ଓ ଭୀତତ୍ରସ୍ତ ନବୀନ କେନ୍ଦ୍ର ବିଜେପି ସରକାରଙ୍କୁ ନିଃସର୍ତ୍ତ ସମର୍ଥନ କରିବାକୁ ବାଧ୍ୟ।
Jadi kounasi matter re SBI kichi kahuni ta mane BJP bi corrupt party
Cbi.bhaya.katha.chada.sata.ku.samana.karuchi.bjd.karan.Dhanakad.....thik.
Very nice your comments
ବିଜେପିର କେନ୍ଦ୍ର ନେତୃବୃନ୍ଦଙ୍କ ସହିତ ସୁସମ୍ପର୍କ ସହଯୋଗ ରେ ଚବିଶ ବର୍ଷ ରାଜୁତି କଲେ, କେବେ ପରୀକ୍ଷା ଦେଇ ନାହାନ୍ତି ।। ସମୟ ସବୁବେଳେ ସାଥ ଦିଏ ନାହି ।।ସମୟ ପରୀକ୍ଷା କଲେ,ଅସୁବିଧା ହୁଏ ।।
ଯାହା ବି କହିଲେ ନିରାଟ ସତ୍ୟ କଥା 🙏🌹 ଧନ୍ୟବାଦ ସାର 🙏 ଜୟ ଜଗନ୍ନାଥ ❤️❤️❤️❤️🌹🌹🌹🙏🙏🙏
Congres comeing
ଜୟ ଶ୍ରୀ ରାମ 🙏🌹
ତୁ ମାରନା, ମୁଁ ମଲିଣି।ଜୟ ଶ୍ରୀ ଜଗନ୍ନାଥ 🙏🌹।
Mo
😄😄😄😂😂
☀️ ନବିନା... ଯିଏକି ତା ନିଜ ସାଂସଦଙ୍କ ଉପରେ ନିୟନ୍ତ୍ରଣ ନାହିଁ..! ଗୋଟି ଗୋଟି କରି ମିଶୁଛନ୍ତି ବିଜେପିରେ…ଅସହାୟ ନବିନା, ବୁଡି ଯାଉଥିବା ଗୋଟେ ଡଙ୍ଗା, ତରଳୁଥିବା ବରଫାବୃତ ପାହାଡ଼..🐌🐌🐌🐌🐌🐌🐌🐌🐌🐌🐌🐌
Jay Maa Durgatinasini ❤❤❤
👌👌👌👌 Right bro 👍👍👍 ଆପଣ ଯାହା କହିଲେ ପୁରା ନିରାଟ ସତ୍ୟ 👍👍👍👍
Thanks
ସାର ପ୍ରଣାମ 🙏🌹
ବିରୋଧ କଲେ ସିବିଆଇ ତଦନ୍ତ ଆରମ୍ଭ ହେବ ।ଏହି ଭୟ ଘାରୁଛି !🎉
Sarkar jahara CBi Tara centre re jie bi govt kariba tara CBI
ଗୋଟିଏ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଗଲେ ସବୁ ସାଇଜି ହୋଇ ଯାଆନ୍ତେ
ମହାଶୟ,ନମସ୍ତେ ।ଆପଣଙ୍କ ବାକ୍ୟବାଣ ଖୁବ ମର୍ମଭେଦି ,ସବୁ କ୍ଷମତା ଗଲାପରେ ଜଣେ ମେରୁଦଣ୍ଡ ବିହିନ ପ୍ରାଣୀ ପରି ପଡିଛନ୍ତି ସିଏ ।ସବୁ ଗର୍ବ ଚୁର୍ଣ ହୋ ଇଛି ।ଦୟା ଲାଗୁଛି ଦେଖିଲେ ସି ଏ ଭୋଜିରେ ଗୁପୁଚୁପୁ ଖା ଉଛନ୍ତି,ହାୟ କପାଳ ।
ନବୀନ ବାବୁ ଆତ୍ମସମର୍ପଣ କରିବେ। ନ ହେଲେ ଝାରପଡ଼ା ରାସ୍ତା।
Excellent analysis
Jai shree jagannath Swami 🙏
Perfect analysis ❤
ସିବିଆଇ ED ku ଓଡ଼ିଶା ରେ କ୍ୟାମ୍ପ କରାଯାଉ ସବୁ ଠିକ୍ ଚାଲିବ।
100%corect
ନବୀନ ବାବୁ ସବୁବେଳେ ବିଜେପି ଦଳକୁ ସମର୍ଥନ କରି ଆସିଛନ୍ତି, କାରଣ ମୋଦିଙ୍କ ସହିତ ତାଙ୍କର ଖୁବ ଆତ୍ମୀୟତା ରହିଛି l ଏକଥା ପୂର୍ବରୁ ଅନେକ ଥର ପ୍ରମାଣିତ ହୋଇଛି l ଆଉ ଏଥିପାଇଁ ଆଜି ସେ ନିର୍ବାଚନରେ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି l ନରେନ୍ଦ୍ର ମୋଦି ବହୁତ ଚାଲାକ ଏବଂ କୂଟନୀତି ପ୍ରୟୋଗ କରିବାରେ ପ୍ରବୀଣ l କିନ୍ତୁ ନବୀନ ସେଇଆ ନୁହନ୍ତି l ଏଇ ଦୁର୍ବଳତାର ସୁଯୋଗ ନେଇ ନବୀନଙ୍କୁ ହରାଇବା ପାଇଁ ସେ ନିଜର କୌଶଳ ପ୍ରୟୋଗ କରି ସଫଳତା ହାସଲ କଲେ l
Very good .
ନମସ୍କାର ଗୁରୁଦେବ।
ଆଗାମୀ ଅନାସ୍ଥା ପ୍ରସ୍ତାବ ଉପରେ ଆପଣଙ୍କ ଆଲୋଚନା ସ୍ବାଗତଯୋଗ୍ୟ।
ଧନକଡ ମହାଶୟଙ୍କର ବିଜୟ ସୁନିଶ୍ଚିତ।
ଜୟ ଜଗନ୍ନାଥ!!!
Balan Jay sambidhan
@SrimatiBarik-k3r
ଜୟ ସମ୍ବିଧାନ!!!
ସାର ପ୍ରଣାମ. ନବୀନ ବାବୁ କୋଉ ଥିରେ ତିଆରି ହୋଇଛନ୍ତି. ଏବେ ସେ ଗୋଟିଏ ଅଗ୍ନି ପରୀକ୍ଷା ରେ ପଡିଛନ୍ତି..
ପ୍ରଧାନମନ୍ତ୍ରୀ ଓ ନବୀନ ବାବୁଙ୍କର ଭଲ ସମ୍ପର୍କ ଅଛି 👍
Very good discussion sir--BUDHIRAM
That is true 👍
କେତେ ଦିନ ପଇସା ନେଇ ଦଲାଲି କରିବ
ବନ୍ଧୁ, ସତ୍ୟ କୁ ସାମ୍ନା କରିବା ପାଇଁ ସମସ୍ତଙ୍କର ସାହାସ ନଥାଏ ।
Very good analysis 👍
Very best
Right
Good 😊😊😊
Ok❤❤
ଅସହାୟ ନବୀନଙ୍କୁ ED CBI ର ଭୟ କୋଉଠି ନା ରହିଛି ।
Very very excellent.
ବିଜେପି ବିଜେଡ଼ି ଭାଇ ଭାଇ, ସେ ନିଶ୍ଚିତ ରାଜ୍ୟସଭା ଅଧ୍ୟକ୍ଷକ ଅନାସ୍ତା ପ୍ରସ୍ତାବ ବେଳେ ଉପସ୍ଥିତି ରହି ନ ପାରନ୍ତି ।
Jay sri ram sir namaskar very good decision 🙏🙏
BJD should protest against the no confidence motion in Rajya sava
Sir Sethi kichi action nele athi equal reactions direct action haba against pandian & other's
Asish and kutte awarded as IG instead of punishment because they are pandian people, Sujata pandian punished and posted as SFS , recently pandian return from pre-wedding ceremony of Adani son 😅
ନବିନ ବାବୁ ସମର୍ଥନ ନକରିଲେ ଅସୁବିଧା ରେ ପଢ଼ି ପାରନ୍ତି।
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
❤❤❤
Sir, Jay guru.It is good & sensitive analysis regarding B.J.D.Party & Naveen Patnaik in Odisha poltics scenario.I have been watching your daily episodes.I was on foundation day of B.J.D.also you were with founder member Bijoy Mohapatra.I have been saying your episode that Naveen Patnaik has no idea about Odisha poltics and culture with geography situation.Naveen Babu wanted to B.J.P banner from the beginning.
Jay Jagannath ଏମାନଙ୍କୁ ଜେଲପଠାଅ
ସାର୍ , ନମସ୍କାର । ମୋହନ ମାଝୀ ନିଜ cm ସିଟ୍ କୁ ପ୍ରଥମେ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି । କାରଣ ନିଜ ଦଳ ଭିତରେ ଏକତା ନାହିଁ । ଏପରି ସ୍ଥିତିରେ ସିଏ ବିଜେଡିର ଗୁମର କ'ଣ ଖୋଲିବେ ନା action କ'ଣ ନେବେ ? ଆପେ ବଞ୍ଚିଲେ ବାପର ନାଁ ।
😂
ନବୀନ ଦାସ ଆପଣ ରାଜନୀତି ର କିଛି ଜାଣି ନାହାନ୍ତି। ନିଜ TV channel ଅଛି ବୋଲି ଯାହା ପାରୁଛ କହି ଯାଉଛ???
Mohan majhi government should take vigilance action against BJD MLAs
ବିଜେଡର ଧୈର୍ଯ୍ଯ ଓ ସୃଜନଶୀଳତା ନାହିଁ ।
100%satya 🙏🏿🙏🏿
Omg.
Jaysri rama❤❤❤❤❤❤❤❤❤❤
Jai shree Ram
Good
JAI JAI SHREE JAGANNATH.
Jay Jagannath 🙏🙏🙏❤️❤️❤️
Nabin Das ଉପଯୁକ୍ତ ସାମ୍ବାଦିକ ହେବା ପାଇଁ ଅଯୋଗ୍ୟ
ହେମନ୍ତ ବିଶ୍ଵ ଶର୍ମl ତୁମ ନିଜ ଭାଇ
ଓଡ଼ିଆ ଅସ୍ମିତା
ଯେଉଁ ଦଳ ବିରୁଦ୍ଧରେ ଯାଉନାହିଁ ତାଙ୍କର କଣ ହେବ
ନବୀନ ଦାସ ହେଉଛି ବିଜେପି ର agent
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ବେଳେ ନବୀନ ଦାସ କଣ କରୁଥିଲେ
Suresh Routray ଙ୍କୁ ସମାଲୋଚନା କରିବାକୁ ତୁମେ କିଏ
Nonsense
You are absolutely right.
500% true,godhi media.99% episode bjd and Naveen pattanaik, nothing related to govt.odisha development.only bjd and Naveen pattanaik against re
Faltu lokata nabin das
He should regine first
ବିଜେଡି ନେତା ମାନଙ୍କ ମୁହଁରେ ଲଜ୍ୟା ନାହିଁ ଏମାନେ ହିଞ୍ଜଡ଼ା ପ୍ରଜାତିର
ମି ଶ ନ ଶକ୍ତି ର ସମସ୍ତ ଙ୍କର ଦୁଃଖ କୁ ହୃଦଵଧ କରିପୁନର୍ବାର ସେହି ପାଦରେ ସ୍ଥାପିତ କରି ଦରମା ଦେବା ପ୍ରତି ବିଚାର କଲେ ଭଲ ହୁଅନ୍ତା
ଯାହାକୁ ସମର୍ଥନ ଦେଇ ଥିଲେ, ବିରୋଧୀ ହେଲେ ବି କଣ ବିରୋଧ କରିବେ। ନବୀନ ନୀତି ଓ ଆଦର୍ଶ ରେ ରାଜନୀତି କରୁଛନ୍ତି।
ମୋ ପ୍ରିୟ ଚାନେଲ।
Why notice served?
BJD will never go against vote of no confidence, because ED n CBI fear.
"ଗାଈ'କୁ ମାଇଲେ ମଲି,ଗାଈ ମାଇଲେ ମଲି" ଯାହା ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଅବସ୍ଥା !!
ସୁନ୍ଦର କଥାଟେ ଆଜ୍ଞା
ନବୀନ ପଟ୍ଟନାୟକ ଙ୍କ ମନର କଥା ନବୀନ ଦାସ ମହାଶୟଙ୍କର ମୁହଁରୁ ଶୁଣିବାକୁ ମିଳିଲା ।ସଠିକ ଅନୁମାନ କରିଛନ୍ତି ,ଅନ୍ଯ ଉପାୟ ନାହିଁ ନବୀନ ବାବୁଙ୍କ ପାଖରେ।ଧନ୍ଯବାଦ ଆଜ୍ଞା ।
ନିରପକ୍ଷରେ କହି ପାରିବେ କି ସମ୍ବିଧାନକୁ ବିପଦକୁ କିଏ ନେଉଅଛି ?
ଦର ଦମ ଉପରେ କେବେ ଆଲୋଚନା କରିବେ କି ?
ଆଉ
ଜଗ ଦୀପ ଙ୍କ ଉପରେ ଅବିଶ୍ବାସ ପ୍ରସ୍ତାବ ଆଗତ ଠିକ୍ ଅଛି ।
ବିଜେଡି
୧୦୦ % ଜଗ ଦୀପ କୁ ସମର୍ଥନ ଦେବେ ଏହା ନି ସନ୍ଦେହ ।
ଯୋଗୀ ଙ୍କ ବୁଲ୍ ଡୋଜର ଦଶମାସ ପରେ ଚାଲିଲା। ମୋହନ ଙ୍କ ବୁଲଡୋଜର୍ କେବେ। ଡେରିକଲେ ନିଜ ଉଫରେ ଚଢିଯିବ।
ଧଙ୍କର ବିରୁଦ୍ଧରେ ଗଲେ ବିଜେଡି ବିରୁଦ୍ଧରେ ସାହା ହୁଇସିଲ ମାରିବେ 😢ଶଙ୍ଖ ଚୁନା ହେଇଯିବ😅
Sura rout is great leader of odisha believe it
🎉🎉
ଦିନ, ରାତ୍ରି ଅନିଦ୍ରା ହୋଇ ପାଠ ପଢୁଛନ୍ତି ନବୀନ ପଟ୍ଟନାୟକ ଓ ବିଜେଡ଼ି ଦଳର ସାଂସଦ, ବିଧାୟକ ଓ ନେତାମାନେ କିନ୍ତୁ ପରୀକ୍ଷାରେ ଶୋଚନୀୟ ଭାବରେ ଅସଫଳ ବା ଫେଲ / ଜୀବନରେ କେବେ ପାଠ ପଡ଼ିନଥିଲେ, ଏବେ ନିଶ ଉଠା ପାଠ -ଛତୁଫୁଟା କାଠ / ପରୀକ୍ଷାରେ ଯଦି ଉତୀନ୍ନ ହୁଅନ୍ତି ଝାରପଡା ଜେଲ ହସିବ /
ଯାହା ଜଣାପଡୁଛି, ପାଣ୍ଡିଆନ ର ବୋଧେହୁଏ ଲମ୍ବା ହାତ, ସେଥିପାଇଁ ପାଣ୍ଡିଆନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି. ଲୋକମାନେ ଏହି ଆଶା କରି BJP କୁ ସରକାରକୁ ଆଣିଥିଲେ. ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ନବୀନ ବାବୁଙ୍କ ଦୁର୍ନୀତି ସରକାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ. ମୋର Survey ରୁ ମୂଁ ଜାଣିପାରୁଛି BJP ସରକାର ଆଉ ନୁହଁ. ଶୀଘ୍ର କିଛି କର ହେ BJP ସରକାର, ନଚେତ ବହୁତ ଭାବିବ, କିନ୍ତୁ କିଛି ନ ଥିବ.
Pandian. Is real hero for the present victory of. BJP .if there is no Pandian in BJD then BJP leaders unable to attack BJD.
ନବୀନ ବାବୁଙ୍କ ଚାଲ ଚାହା ଖୁଆଇ ରାସ୍ତା ଦେଖାଅ ଭୁଲନ୍ତୁ ନାହିଁ.
Sura.mala.ghoda.tnku.chadi.dia..sea.jaha.kariba.katha.karantu
ସବୁ ମାୟାରେ ବାୟା, ହୋ ଭକତେ !
Both sides of a coin ?
ମୋହନ ବାବୁ ଙ୍କ ର ନିଦ ନ ଭାଙ୍ଗିଲେ ରାଜା ସ୍ୱାଇଁ ଙ୍କ ଆକ୍ରମଣ ସତ ବୋଲି ଆମେ ଜାଣିବୁ। ଚୁଟି ପାଚି ଯିବ ଆକ୍ସନ ନେଇ ପାରିବେ ନାହିଁ।
Raja babu jaha kahile 100% sata
ମୁଁ ନବୀନ ଦାସ।
ନବୀନ କେବେ ପାହାଡ ଉପରକୁ ପଥର ଫୋପଡ଼ିବାକୁ ଚେଷ୍ଟା କରନ୍ତି ନାହିଁ।😂😂
କଂଗ୍ରେସ କେନ୍ଦ୍ର ରେ ତାର ଶାସନ କାଳରେ ଭାରତ ସମ୍ବିଧାନ ଉପରେ ହିନ୍ଦୁ ବିରୋଧୀ ବୁଲଡୋଜର ଚଢାଇ ଦେଇଛନ୍ତି ।
ବିଗତ କଂଗ୍ରେସ ସରକାର ହିନ୍ଦୁ ବିରୋଧୀ ନୀତି ସମ୍ବିଧାନ ରେ ଏଣ୍ଟ୍ରି କଲାବେଳେ ବିରୋଧୀ ଙ୍କ ମତାମତ କୁ। ଉପେକ୍ଷା କରୁଥିଲେ ।
Apnku. Morkote. Parnam. Apnak. Ueoketebahuta. Val. Lagela
ଯଦି ଅନାସ୍ଥା ପ୍ରସ୍ତାବ କାଟ ଖାଇବ ତାହେଲେ congres କୁ କାହିଁକି ସମର୍ଥନ ଦେବ
To meet Mr Dhankhad before no confidence motion may be decision of political advisor of BJD Mr Pandian. Excellent political analysis.
ମହାଶୟ, ଆପଣ ବିଶ୍ଳେଷଣ କରିବା ସମୟରେ ମନେ ରଖିବା ଉଚିତ୍ ଥିଲା ଯେ ବିଜୁ ଜନତା ଦଳର ସମର୍ଥନ ଥିଲା ମାନ୍ୟବର ଧନକଡଙ୍କୁ ଉପରାଷ୍ଟ୍ରପତି ନିର୍ବାଚିତ କରିବାରେ। ତେଣୁ ବିଜଦ କେମିତି ବିରୋଧ କରିବ? ଆଉ ମଧ୍ଯ ମାନ୍ୟବର ରାଜ୍ଯସଭା ସଭାପତି ବିଜଦର କୌଣସି ସଭ୍ଯଙ୍କୁ କେବେ ନିଜ ବକ୍ତବ୍ଯ ରଖିବାକୁ ନିରାଶ କରି ନାହାଁନ୍ତି। ତେଣୁ ଆପଣଙ୍କ ସହ ମୁଁ ଏକମତ ନୁହେଁ। ଏଥିପ୍ରତି ଦ୍ରୂଷ୍ଟି ଦେବେ। ଧନ୍ଯବାଦ
Sir ବିଜେଡି ବିଜେପିକୁ ଗୃହରେ ଅନୁପସ୍ଥିତ ରହି ସମଥର୍ନ କରିବ
Nabina pain agni parikhya🎉🎉
ରାଜ୍ୟସଭାର ଅଧ୍ୟକ୍ଷଙ୍କ ନିରପେକ୍ଷତା ପ୍ରତି ପ୍ରଶ୍ନବାଚୀ ଏହା ଗଣତନ୍ତ୍ର ପ୍ରତି ବିପଦ
Bjd after 5 year bhya bhita habo
ଡି ଏସ୍ କୁଟ୍ଟେ ଆଉ ଆଶିଷ ସିଂ କୁ ପୁରସ୍କାର !!! କେଡେ ତୁମ୍ବି ତୋଫାନ କୁଆଡେ ଗଲା???
😂
We clearly know that BJP and BJD both are brothers
Only Atal Bihari Bajpayee is the best PM of india
You are No.1. tautor. Nabin is the best leader in India
ନବୀନ ପଟନାୟକ ନା ନନେଇ ତୁ କଣ ବଞ୍ଚି ପାରିବୁନି ବେହିଆ
BJD ra dam nahi BJP against re rajya sabha re vote deba