BJP 'Exposed' for Telling Lies On Subhadra Yojana | BJD Leaders Sulata Deo & Sofia Alam Press Meet

แชร์
ฝัง
  • เผยแพร่เมื่อ 29 ต.ค. 2024

ความคิดเห็น • 2K

  • @bhaskarpodh5280
    @bhaskarpodh5280 หลายเดือนก่อน +65

    ବହୁତ ସୁନ୍ଦର ଧନ୍ୟବାଦ ମେମ୍

  • @TunavlogsTS
    @TunavlogsTS หลายเดือนก่อน +55

    ଦିଦି ରାଜ୍ୟ ସଭାରେ ମଧ୍ୟ ବିଜେପି ବାଲାଙ୍କୁ ଧୋଇଛନ୍ତି 🙏🙏🙏

    • @JamunaMahanta-h6k
      @JamunaMahanta-h6k หลายเดือนก่อน +2

      Kia be tu

    • @TunavlogsTS
      @TunavlogsTS หลายเดือนก่อน +3

      @@JamunaMahanta-h6k ବିଜେପି ଭକ୍ତ ହୋଇ ଏହି ପ୍ରକାର ଭାଷା ପ୍ରୟୋଗ କରିବା ଶ୍ରୀ ରାମଙ୍କ ପ୍ରତି ଅପମାନ.. ହୋଇ ପାରେ ତୁମ ଭାଇ... I like you ✅✅✅🙏🙏🙏

    • @dharnidharrath9101
      @dharnidharrath9101 หลายเดือนก่อน +1

      ସୁଲତା ଗୋଟେ ମିଛେଇ

  • @petsplanet7798
    @petsplanet7798 หลายเดือนก่อน +42

    ଆପଣ ଭବିଷ୍ଯତ ରେ ମୂଖ୍ଯ ମନ୍ତ୍ରୀ ନିଶ୍ଚିତ
    ଧୈର୍ଯ୍ୟ ଧରନ୍ତୁ

  • @kailashnaik1439
    @kailashnaik1439 หลายเดือนก่อน +39

    ଧନ୍ୟବାଦ ମାଡାମ ଗୋଟିଏ କଥା କୁହନ୍ତୁ ଆପଣ ସବୁ ଦ‍ଉଥିଲେଯଦି ବିଜେଡି ହାରିଲା କଣ ପାଇଁ 😅

    • @bijaykumarbijay2228
      @bijaykumarbijay2228 หลายเดือนก่อน +3

      କିଛି ବି ମାଗଣା ଦିଅ ନାହିଁ ଲୋକ ଅଳସୁଆ ହେଇ ଯିବେ

    • @ODIA.VELGER.SANTOSH
      @ODIA.VELGER.SANTOSH หลายเดือนก่อน

      😂😂😂

    • @apkpinku3300
      @apkpinku3300 23 วันที่ผ่านมา

      ​@@bijaykumarbijay2228ନେତାଙ୍କ କୋଟି କୋଟି ଟଙ୍କାର ଠକେଇ କରୁଚନି ସେଇଟା ପରିଶ୍ରମ କରି କରୁଚନି

  • @kiranshankarsenapati1074
    @kiranshankarsenapati1074 หลายเดือนก่อน +13

    ବିଜେଡି ର ଚୋର ପ୍ରକୃତି ବିଷୟରେ କିଛି କହିଲେନି ମାଡାମ, ତୁମେ ଲୋକଙ୍କୁ ବହୁତ ଠକିଛ ବୋଲି, ଲୋକ ମାନେ ତୁମୋକୁ ଭୋଟ ଦେଲେନି, ବିଜେପି ତ ଆସିବ 6 ମାସ ହେଇନି, ଆପଣ ଏତେ ପ୍ରଶ୍ନ କରୁଛନ୍ତି, ଏଭଳି ଯଦି ଆପଣ ନିଜ ସରକାର ସମୟର ପ୍ରତିବାଦ କରିଥାନ୍ତେ, ତାହାଲେ........

    • @gobindasing65
      @gobindasing65 23 วันที่ผ่านมา

      Hou kete BJP tadibo dekhiba

    • @PrafullaKumarNayak-u6o
      @PrafullaKumarNayak-u6o 20 วันที่ผ่านมา

      Ea sala mariba pai aasichhi...Khali buli buli loka sabu rate t high...
      Kou party Kia kii....gold price Abe dekha ,,sabu Market rate...

    • @PrabhatakumarPradhan
      @PrabhatakumarPradhan 20 วันที่ผ่านมา

      Thakiki vote neichi BJP ...... pandiyan ku patheiki planning saha ....modi a sabu karichi .....na hele BJD ku hateiba ete sahaja nuha ...chora thaka michhuaa rangamara sarakara BJP......5yr lasting Kariba ki nahi bhagwan jananti ......jaha kuhe taha kare nahi .....subhadra tanka tela alu dali piaja a sabu rate badheiki neiki dauchi....chora BJP

    • @kiranshankarsenapati1074
      @kiranshankarsenapati1074 10 วันที่ผ่านมา

      @@PrabhatakumarPradhan ଇତିହାସ ସାକ୍ଷୀ ଅଛି, ଆଜି ଯାଏ କୋଉ ଦଳ , minimum 2 term ତ ସରକାର କରିଛନ୍ତି,
      ଯଦି ବିଜେଡି ଭଳି ଦଳ 5 term କରିପାରିଲା, ତାହେଲେ ବିଜେପି....

    • @Suhani6758
      @Suhani6758 4 วันที่ผ่านมา

      Odisha ra kehi vote dioni nija desa ku jije chalao sabu chura

  • @santoshdash5352
    @santoshdash5352 2 หลายเดือนก่อน +57

    Right ❤❤❤

  • @randaimudurae-p3p
    @randaimudurae-p3p 2 หลายเดือนก่อน +45

    Jay BJD.........

  • @ANU-lr4fr
    @ANU-lr4fr 2 หลายเดือนก่อน +50

    Right ❤❤🎉

  • @ramraimardi2431
    @ramraimardi2431 หลายเดือนก่อน +27

    ବହୁତ୍ ବଢିୟା ଏନସାର ଦେଇଛନ୍ତି ମାଡାମ ଧନ୍ୟବାଦ

  • @hemantameher7176
    @hemantameher7176 หลายเดือนก่อน +34

    ସୁଭଦ୍ରା ନାଁ ରେ ଏକ ବିଶ୍ୱାସଘାତକତା ହେଉଛି
    ବିଜେପି ସରକାର ମିଛ କଥା କହିଛନ୍ତି....

    • @asitraut1142
      @asitraut1142 หลายเดือนก่อน

      Tame paina bodhe subhadra jojanare paisa

    • @RajuRaju-gv6be
      @RajuRaju-gv6be หลายเดือนก่อน

      Bijali net cash dava

  • @dipfragnant
    @dipfragnant 2 หลายเดือนก่อน +43

    କିଛି ଅବାନ୍ତର ପ୍ରଶ୍ନ କିଛି ଦିନ ପରେ ବିଜେଡି ଆଣିବ
    1- ଧାନ ଦାମ୍ 3100 କୃଷକ କୁ ହାତକୁ ହାତ କାହିଁକି ଦେଲାନି
    2- ସୁଭଦ୍ରା ଯୋଜନା ଟଙ୍କା ଘରକୁ ଘର ପହଞ୍ଚାଇ ଦେଲାନି
    3- ଚାକିରି ପାଇଁ ଗାଁ ଗାଁ ରେ ସଭା କାହିଁକି କଲାନି
    4- ମଦ ଯଦି ବନ୍ଦ୍ କଲା, ମଦୁଆ ଭାଇଙ୍କ ଥଇଥାନ କାହିକିଁ କଲାନି
    5- ରାସ୍ତା ଯଦି କଲା, ତା ହେଲେ ମୁଖ୍ୟ ମନ୍ତ୍ରୀ ଦେଖିବା ପାଇଁ ଆସିଲେନି କାହିଁକି।
    ରାତିରେ ପେଲା ଖାଇକି ସକାଳେ ଆସୁଛ ଆଉ ଯାହା ମୁହଁରେ ଆସିଲା ତାହା କହି ଦେଉଛ।
    ଆରେ bjd ଚୋର ଗୁଡ଼ା ଶୁଣ -
    ବିରୋଧୀ ର କର୍ତ୍ତବ୍ୟ ହେଲା ଯେଉଁ ସବୁ ଜନ ସାଧାରଣଙ୍କ ଅସୁବିଧା ଅଛି ତାହା ସୁଧାରିବା ପାଇଁ ଗୃହରେ ପ୍ରଶ୍ନ କରିବା।
    ଆଉ ଯେଉଁ ଯୋଜନା ହେଉଛି ତାକୁ ପ୍ରତିବାଦ କରିବା କିମ୍ବା ତାକୁ ଭଣ୍ଡୁର କରିବାର ଅର୍ଥ ନ ଜାଣି ବେଦର ବୃତ୍ତାନ୍ତ ପ୍ରାଣୀ ହୁଅନ୍ତି ଆତ ଯାତ।

    • @suravibesan7443
      @suravibesan7443 หลายเดือนก่อน +1

      Right👍

    • @Neheera2656
      @Neheera2656 หลายเดือนก่อน

      Ta bia gehi​@@suravibesan7443

    • @Ankita_....._ankita
      @Ankita_....._ankita หลายเดือนก่อน +1

      ଏମାନଙ୍କୁ ଚପଲମାଳ ପିନ୍ଧେଇବା କଥା।

    • @SanjuTilkia
      @SanjuTilkia หลายเดือนก่อน +1

      Right

    • @Abhicomedyvlog
      @Abhicomedyvlog หลายเดือนก่อน

      Pela bjd Bala nuhe BJP khauchi 24hr... nonstop 😂😂😂

  • @mrutyunjayaacharya
    @mrutyunjayaacharya 2 หลายเดือนก่อน +65

    ମହିଳାଙ୍କ ନାକ କାଟି ସୂପନେଖା କରିଵ

  • @muralidharmajhi5548
    @muralidharmajhi5548 2 หลายเดือนก่อน +39

    ପାଗିଳି ହଇଯିବ

    • @ramakhilar8020
      @ramakhilar8020 หลายเดือนก่อน

      Kanpai

    • @mamatamohanty643
      @mamatamohanty643 หลายเดือนก่อน +1

      Thik katha

    • @Abhicomedyvlog
      @Abhicomedyvlog หลายเดือนก่อน

      Han emiti jadi BJP micha kahiki thakiba ta loko pagala heijiba taa swovabik.

  • @bishnuprasadbehera3841
    @bishnuprasadbehera3841 หลายเดือนก่อน +1

    ସୁଲତା ଦିଦି ଆପଣ ଟିକେ ଅପେକ୍ଷା କରନ୍ତୁ ସବୁ ଠିକ୍ ହୋଇଯିବ ।। ମୋଦୀ ଜି ଙ୍କ ଗ୍ୟାରେଣ୍ଟି ଉପରେ ଭରଷା ଅଛି ସମସ୍ତଙ୍କର ଆପଣ ଙ୍କ ର ବି ।।ଯେ ହେତୁ ବିରୋଧୀ ଦଳ ରେ ଅଛନ୍ତି କହିବେ ।।

  • @KuniHembram-qn5ri
    @KuniHembram-qn5ri 5 วันที่ผ่านมา

    ବହୁତ ଭଲ ଲାଗିଲା ଆପଣଙ୍କର ଭାଷଣ ନବୀନ ପଟ୍ଟନାୟକ ସବୁଟୁ ଭଲ ସୁଭଦ୍ରା ବିଷୟ ରେ ❤❤❤

  • @sitarampanda1055
    @sitarampanda1055 หลายเดือนก่อน +21

    ଲଜ୍ୟା ଲାଗୁନି 24 ବର୍ଷ ସରକାର ରେ କଣ ଟା କରିଛ ନିଜେ ଭାବ ଏବେ ତ 24 ଦିନ ହେଇନି ଦେଖ picture avi baki he

    • @mantu-qu3ct
      @mantu-qu3ct หลายเดือนก่อน

      ସବୁ କିଛି କରିଛନ୍ତି

    • @pksbppcreation8321
      @pksbppcreation8321 หลายเดือนก่อน +1

      tu bayata

  • @SusantaTudu-zf9tw
    @SusantaTudu-zf9tw หลายเดือนก่อน +3

    Veri good

  • @LaxmiDhar-fi5ok
    @LaxmiDhar-fi5ok หลายเดือนก่อน +13

    ଓଡ଼ିଶାର ଲୋକମାନେ 24ବର୍ଷ ଭିତରେ ଯେଭଳି କୁକୁର ହୋଇଯାଇଛନ୍ତି ସେଇମାନଙ୍କୁ ଛେନା ଦେଖାଇ ପୋଡା ରୁଟି ଦବା କଥା

    • @mantu-qu3ct
      @mantu-qu3ct หลายเดือนก่อน

      ତମେ କିଛି ଜାଣିନ ନବୀନ ପଟ୍ଟନାୟକ ବାବୁ ଯୋଉ ମାନଙ୍କୁ ସୁଖଦୁଃଖ ବୁଝୁଥିଲେ, ସେ ମାନେ ଜାଣିଛନ୍ତି,

    • @asitraut1142
      @asitraut1142 หลายเดือนก่อน +1

      ​@@mantu-qu3cttame bhala se janichh bodhe

  • @babulakanharkanhar669
    @babulakanharkanhar669 หลายเดือนก่อน +18

    Hearty respect mam 🙏🛐love you so much❤❤❤

    • @BabukantParida
      @BabukantParida หลายเดือนก่อน

      K.😂😢😢😮

  • @TrilochanMoharana-r3p
    @TrilochanMoharana-r3p หลายเดือนก่อน +9

    Odisha re super hero
    Navin patanaayk
    Ji
    ❤🎉

  • @RameshMajhi-ro1sb
    @RameshMajhi-ro1sb 2 หลายเดือนก่อน +31

    Very good didi

  • @JugitaPatel
    @JugitaPatel หลายเดือนก่อน +28

    Didi👌❤💪💯💯💯🙏 Bahut badhia Kahichhanti

  • @dayanidhipatra6375
    @dayanidhipatra6375 หลายเดือนก่อน +10

    ଚୋର ଠକ ଟାଉଟର ବିଜେପି କୁ ଓଡ଼ିଶାର କିଛି ସ୍ୱାର୍ଥପର ଲୋକଙ୍କୁ ବୁଝିବାଦର୍କାର ଯେ ନିଜର ସ୍ୱାର୍ଥ ପାଇଁ ସେମାନେ କାର କ୍ଷତି କରୁଛନ୍ତି।
    ହୁର୍ଦ୍ରଘାତ,କର୍କଟ,ମଧୁମୟ ଭଳି ରୋଗରେ ମାରି ଅପେକ୍ଷା ଭଲକାମ କରି ଦୀର୍ଘାୟୁ ହେବାକୁ ଚେଷ୍ଟା କରିବା ଭଲ।
    ଠାକୁରେ ତୁମକୁ କୁସଳ ଏବଂ ଶାନ୍ତିରେ ରଖିବା ହେବ।
    ଜୟ ଜଗରନ୍ନାଥ

  • @ArjunSethy-jg9xd
    @ArjunSethy-jg9xd 3 วันที่ผ่านมา

    Thank you madam

  • @FAKIRJENA-du2zs
    @FAKIRJENA-du2zs หลายเดือนก่อน +1

    ସୁଭଦ୍ରା ଯୋଜନା ରେ ତମେ ସାମିଲ ହୁଅନା କି ପଇସା ନିଅନl ଯଦି ବିଜେପି ତୁମକୁ ବିଶ୍ବାସ ଘାତକତା କଲା।

  • @AnitaSahu-e4q
    @AnitaSahu-e4q หลายเดือนก่อน +15

    Good mam thik katha kahu chonti

  • @astamasingh9539
    @astamasingh9539 2 หลายเดือนก่อน +13

    ବିଜେପି ସରକାର ୬୦-୭୯ ବର୍ଷର ମହିଳାଙ୍କୁ ଅଣ ଦେଖା କରୁଛି,ନା ସୁଭଦ୍ରା ଯୋଜନାରେ ଯୋଗ୍ୟ ହେଲେ ନା ବର୍ଦ୍ଧିତ ଭତ୍ତାରେ ଯୋଗ୍ୟ ହେଲେ?

  • @radhashyammohanty2183
    @radhashyammohanty2183 หลายเดือนก่อน +7

    BJD ଵାଲା ଥାଳ ଧରିବେ... ତୁମେ କଣ କହୁଛ ଦିଦି

  • @GopinathMalik-w1n
    @GopinathMalik-w1n 8 วันที่ผ่านมา

    Right 👍👍👍💚

  • @arunkumarlaju669
    @arunkumarlaju669 หลายเดือนก่อน

    U r absolutely right

  • @bipinbag1849
    @bipinbag1849 หลายเดือนก่อน +6

    କିଏ ସତ କିଏ ମିଛ ସବୁ ଜଣା ପଡିବ ତୁମ ଭାଷଣ ଶୁଣୀ ଲୋକ ମାନେ ପାଗଳ ହୋଇଯିବେ

    • @PrabhatakumarPradhan
      @PrabhatakumarPradhan 20 วันที่ผ่านมา

      Aapna andha modi bhakta .... Sethipain bujhi paru nahanti

  • @goutamkumarchand9611
    @goutamkumarchand9611 2 หลายเดือนก่อน +9

    ତୁମେମାନେ ସବୁ ରାଜନୀତିବିଜ୍ଞାନ କୁ ଘୋଷି ଦେଇଛ

  • @sadhudas2758
    @sadhudas2758 2 หลายเดือนก่อน +10

    ସୁଲତା ଟିକିଏ ହିନ୍ଦି କୁହ ପ୍ଲିଜ

  • @K_k_Aditya143
    @K_k_Aditya143 หลายเดือนก่อน +1

    ସବୁ ପ୍ରତିଶ୍ରୁତି ମିଛ,,,,,, ଥିଲା,, କେବଳ ଭୋଟ ପାଇ ଜିତିବାର ଲୋଭରେ ମିଛ ଭାଷଣ ମାରିଦେଇଥିଲେ,,,,,, ସିନେମା ଭଳି ଖେଳି ଦେଲେ ଓଡ଼ିଶା ବାସୀ ଙ୍କ ସହ 🤷🏻‍♀️🙏🏻

  • @mamatasahu3283
    @mamatasahu3283 หลายเดือนก่อน +1

    ବାବରବ୍ରିଟିସିବସଦ୍ଦବମାନଙ୍କୁ,BJPଭଲଲାଗିବନି,ଜୟଶ୍ରିରାମ

  • @JyotsnaBehera-n7q
    @JyotsnaBehera-n7q หลายเดือนก่อน +5

    Bjp jindabad jay Shri Ram

  • @dsd4230
    @dsd4230 หลายเดือนก่อน +6

    ଆପଣଙ୍କ ସରକାର ଓଡ଼ିଆ ଲୋକଙ୍କୁ ପଙ୍ଗୁ କରିଦଇଥିଲା. ମାଗଣା ଦେଇକି ରୋଗ ବଢ଼େଇ ଦେଇଥିଲା. ଆପଣଙ୍କ ମୁଖ୍ୟମନ୍ତ୍ରୀ ମଧ୍ୟ ରୋଗୀଣା ହେଇଯାଇଥିଲେ. ଏବେ ବିଜେପି ସରକାର ଆସିଲା ପରେ ସମସ୍ତେ ଚଳ ଚଞ୍ଚଳ. ଲୋକମାନେ ରୋଜଗାର କଥା ଭାବିଲେଣି. ବ୍ୟବସାୟ କଥା ଭାବିଲେଣି. ତମ ସରକାର ଯାହା କରିଥିଲା ଆଉ କୁହନ୍ତୁନି. ଓଡିଶାକୁ ଲୁଣ୍ଠନ କରି ତାମିଲକୁ ପୋଷୁଥିଲେ. ପାଣ୍ଡୁ ସବୁ ଖୋଳ କରିଦେଇଛି. ଆଉ ବିଜେଡି ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଟେଣ୍ଡ ବନ୍ଧା କାମରେ ନିୟୋଜିତ କରି ବାହାବା ନେଉଥିଲା. ବିଜେଡି ନେତାମାନେ ସିନା କିଛି କରିପାରିଲେନି କିନ୍ତୁ ଓଡ଼ିଶାର ଭୋଟର ମାନେ ଭୋଟ ମାଧ୍ୟ୍ୟମରେ ଠିକ ଶାସ୍ତି ଦେଲେ.

  • @azharkkhan8822
    @azharkkhan8822 หลายเดือนก่อน +8

    🙏🌹ଭାରତ ମାତା କି ଜୟ🌹🙏

  • @pitambar96
    @pitambar96 19 วันที่ผ่านมา

    साल खत्म होने को आया बच्चों के लिए स्कूल में किताब नहीं मिला ड्रेस नहीं मिला मगर जब नवीन पटनायक CM थे सबका अपडेट रखते थे❤ अब जनता सोच रहा है कौन अच्छा Jay jagannath

  • @simantinijena959
    @simantinijena959 2 หลายเดือนก่อน +4

    Good #bjd #sulota deo rightly said

  • @Judhithirmishra-lw7ue
    @Judhithirmishra-lw7ue 2 หลายเดือนก่อน +7

    Actuely true fact

  • @minulatachanda123
    @minulatachanda123 หลายเดือนก่อน +13

    bjp ku sahi parun ଲିଖିତ।ଭାବରେ ଯାହା କହିଛ କରି ଦେଇଛ

    • @Factniru
      @Factniru หลายเดือนก่อน

      Nai nai bjp Tama ghare develop Karichi ?? Ha bodhe sethipai ate support 😂😂

  • @dibakarpalai2571
    @dibakarpalai2571 2 หลายเดือนก่อน +6

    100 present right

  • @ThulasiDash
    @ThulasiDash หลายเดือนก่อน +4

    Thanks. Mam

  • @SeemanchalPradhan-d9
    @SeemanchalPradhan-d9 หลายเดือนก่อน +4

    ଜାଆ କହିଛନ୍ତି ସବୁ କରିବା ନିହାତି ଆବଶ୍ୟକ

  • @styleboypapu9103
    @styleboypapu9103 หลายเดือนก่อน +7

    Right didi🙂

  • @bibkadas6870
    @bibkadas6870 หลายเดือนก่อน +5

    I love b j d 💕💕💕💕💕💕💪💪🌹🌹🌹🙏🙏🙏🙏

  • @barshaswain8005
    @barshaswain8005 หลายเดือนก่อน +5

    Jay Jagannath ❤️🙏😭❤️❤️❤️❤️😭😭😭🙏🙏🙏❤️❤️❤️❤️

  • @muralidharmajhi5548
    @muralidharmajhi5548 2 หลายเดือนก่อน +5

    ଏଥର ହାରିଲୁ କାହିଁକି

    • @BabuliKarua-b6m
      @BabuliKarua-b6m หลายเดือนก่อน +1

      ପାଣ୍ଡୁ ପ୍ରଚାର କଲା ବୋଲି ହାରିଗଲେ କାରଣ ସେ ଭାଷଣ ଦେଇ ଜାଣିଲା ନାହିଂ ଼଼଼

  • @rashmitasatapathy1282
    @rashmitasatapathy1282 2 หลายเดือนก่อน +8

    Tumaku laja nahi darucha dhara padibiba boli..mohan sarkar kahaku bi chadibani..modi godei godei dhariba..bjd 25 yr buleila kan karichi ete din sasan re..kan pain vuki haucha

    • @cutequeengaming5434
      @cutequeengaming5434 2 หลายเดือนก่อน +2

      25 barasarey jaha hey ichy ranga mistri ku 75 barasa lagijiba

    • @pravatbehera1863
      @pravatbehera1863 หลายเดือนก่อน

      Thik karha

  • @Mnj1993
    @Mnj1993 2 หลายเดือนก่อน +5

    Dipa libhila bele besi jali uthe bjd semiti time sariasilani maximum 1 year bhukibe

  • @SusantaNayak-f6z
    @SusantaNayak-f6z 2 หลายเดือนก่อน +6

    Tume sabu chorani

  • @ugrasennaik7446
    @ugrasennaik7446 หลายเดือนก่อน

    Right 😊

  • @SumitraDas-hm8yv
    @SumitraDas-hm8yv หลายเดือนก่อน

    Right 👍👍👍👍

  • @rajudeep6484
    @rajudeep6484 หลายเดือนก่อน

    ସବୁ ledies ମାନଙ୍କୁ, ସୁଭଦ୍ରା ଯୋଜନା ଆଡେ ଡ଼ାଇଭର୍ଟ କରୁଛି,

  • @KrishnaRao-z3c
    @KrishnaRao-z3c หลายเดือนก่อน

    Thanks mam ❤❤

  • @styleboypapu9103
    @styleboypapu9103 หลายเดือนก่อน +1

    ବିଜେପି ର ଲାଷ୍ଟ ଏଇ 5 ୟେର ମିଛୁଆ ବିଜେପି

  • @dundukaMunda-j3c
    @dundukaMunda-j3c 23 วันที่ผ่านมา

    ଦି ଦି ମୁଁ ହେଡିକେପ ପିଲା ମୁଁ ତୁମକୁ ମୋର ଆଗ୍ରହ ଆପଣ ଉଦେଶ ଯାଆ ଦେଉଚନ୍ତି ସେ ନିଜ ପ୍ସିସୁତି ଦେତିଲେ ପରେ ଭତା ଟଙ୍କା କେବେ ମିଳିବ ମୋହନ ମହାନ୍ତି କଣ ଭତା ଟଙ୍କା ଦେଇ ଯଥାକ୍ରମେ ଅନୁସୂଚିତ ହେବେ ଆଉ ଅମେବି ଏହା ବିଶ୍ଵର ପ୍ରକୃତି ବର୍ଣ୍ଣନା ଅଛି

  • @K_k_Aditya143
    @K_k_Aditya143 หลายเดือนก่อน

    You are 💯% right 👍🏻 mam 🙏🏻🙏🏻🙏🏻

  • @Cricketshorts2.0343
    @Cricketshorts2.0343 27 วันที่ผ่านมา +2

    କାହିଁକି କହୁଛନ୍ତି 😂😂

  • @itishreebehera2602
    @itishreebehera2602 หลายเดือนก่อน

    Right.....👍

  • @alialka1281
    @alialka1281 หลายเดือนก่อน

    ଏଇ ସରକାର ହେଉଛି ଢା ମିଛୁଆ ସରକାର ଲୋକଙ୍କୁ ଅନେକ ଯୋଜନାରେ ଅନ୍ତର୍ଭୁକ୍ତ କହିବା ବଦଳରେ ସେଇଥିରୁ ବଞ୍ଚିତକରିବା ସରକାର ଏଇ ସରକାର ଭାଇ ଭାଇ ଜାତି ଜାତି ଓ ଧର୍ମ ଧର୍ମ ମଧ୍ଯର ଫାଟ ସୃଷ୍ଟିକରିକି ବାଦ ବିବାଦ କରିବା ହାରାମି ସରକାର

  • @DevendraHansda-b9x
    @DevendraHansda-b9x หลายเดือนก่อน

    ଗୁଡ୍ ଦିଦି 👍

  • @hanumantanag
    @hanumantanag หลายเดือนก่อน

    Tysm maym super 👌 ❤❤❤❤❤

  • @susantadas4825
    @susantadas4825 หลายเดือนก่อน

    RIGHT

  • @SandhyaraniGangai
    @SandhyaraniGangai หลายเดือนก่อน

    ଦିଦି ଧନ୍ୟବାଦ

  • @RimaSing-yj6en
    @RimaSing-yj6en 6 วันที่ผ่านมา

    Right❤❤❤❤❤❤❤

  • @jyotirsingh2467
    @jyotirsingh2467 วันที่ผ่านมา

    Right madam 💯💯💯👍👍👍👍👍

  • @SkRajSaunta
    @SkRajSaunta หลายเดือนก่อน

    Very very thanks sir

  • @pradiptasahoo1354
    @pradiptasahoo1354 หลายเดือนก่อน

    ବାର୍ଦ୍ଧକ୍ୟ ଭତ୍ତା ନାମକୁ ମାତ୍ର ଜଣକୁ ଯଦି 60 ବର୍ଷ ହଉଚି ସେ eligible ହେବାକୁ ଆହୁରି 5ବର୍ଷ ଲାଗୁଚି ପଇସା ଆସିଲା ବେଳକୁ ଏକାଉଣ୍ଟ୍ ରେ ତାହାଲେ ଆଉ କେତେ ବର୍ଷ ବଞ୍ଚିବ ଜେ କାହିଁକି ଦେଉଛନ୍ତି ନଦେବା ଭଲ।

  • @reshrani2403
    @reshrani2403 หลายเดือนก่อน

    Right Mam

  • @manasch.1827
    @manasch.1827 หลายเดือนก่อน

    ଧନ୍ୟ ରେ ରାଜନୀତି.....

  • @PaleswarDeep
    @PaleswarDeep หลายเดือนก่อน

    The Best message madam .

  • @RajukumarRaita
    @RajukumarRaita หลายเดือนก่อน

    Very very thankyou meadam 🎉🎉

  • @MadhuriMaharana-j5k
    @MadhuriMaharana-j5k หลายเดือนก่อน

    Right. Mam

  • @meerapattnaik2634
    @meerapattnaik2634 หลายเดือนก่อน

    Right
    Very good

  • @ItishreeDas-c7w
    @ItishreeDas-c7w 18 วันที่ผ่านมา

    Right ma'am

  • @BigyankumarRay
    @BigyankumarRay หลายเดือนก่อน

    Thank U Didi a lot.

  • @sinugarnaik2600
    @sinugarnaik2600 หลายเดือนก่อน

    You are right madam

  • @bhaskarchandrasahu5352
    @bhaskarchandrasahu5352 25 วันที่ผ่านมา

    Great ma'am 👏👏👏👏🙏🙏🙏🙏🙏🙏

  • @sonalijena5839
    @sonalijena5839 หลายเดือนก่อน

    True

  • @srikantchulbuli4980
    @srikantchulbuli4980 หลายเดือนก่อน

    Fantastic ❤❤❤❤

  • @RajukumarRaita
    @RajukumarRaita หลายเดือนก่อน

    Very very thankyou meadam

  • @SibaPrasadnanda-f4y
    @SibaPrasadnanda-f4y หลายเดือนก่อน

    🌹🌹🌹u are perfact mam🌹🌹🌹thanks mam

  • @manjudungdungdungdung1231
    @manjudungdungdungdung1231 หลายเดือนก่อน

    Pura right katha madam

  • @Nuaivideo
    @Nuaivideo หลายเดือนก่อน

    ଧନ୍ୟବାଦ ଦିଦି କହିଦେଲ

  • @NocplOffice
    @NocplOffice 3 วันที่ผ่านมา

    Also right

  • @AdyashreeUtkalikaMishra-xm7rr
    @AdyashreeUtkalikaMishra-xm7rr หลายเดือนก่อน

    Right maddam

  • @parikshitdashdash9251
    @parikshitdashdash9251 4 วันที่ผ่านมา

    Goodnews

  • @GoutamHial-ob3zy
    @GoutamHial-ob3zy หลายเดือนก่อน

    ବିଜେପି ସରକାର କୌଣସି କାମରେ ଠିକ୍ ନୁହନ୍ତି ସୁଭଦ୍ରା ହଉ କି ଚାଉଳ କାର୍ଡ କାମରେ ହଉ ଲୋକେ କେତେ ହଇରାଣ ହେଉଛନ୍ତି

  • @kanheinayak6181
    @kanheinayak6181 หลายเดือนก่อน

    ବିଜେଡି 25 ବର୍ଷ ରହିଲା ଭଲ କାମ କଲା. ସବୁ ଓଡ଼ିଆ ଭାଇ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି. ପୁଣି ବିଜେପି ଆସିଛି କଣ କରୁଛି ଦେଖିବା ପାଇଁ ବାକି ରହିଲା. ଏବେ ଯେ ମାଡାମ ବିଜେପି ବିପକ୍ଷ ରେ କହୁଛନ୍ତି. ଆଗରୁ ମାଡାମ ତମେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛନ୍ତି କି କୁହ. ବିଜେପି ଦେଲା ବେଳକୁ ଖାଲି ମାଡାମ ରାଗୁଛନ୍ତି କଣ ପାଇଁ.

  • @SujataMajhi-ou4ds
    @SujataMajhi-ou4ds หลายเดือนก่อน

    Right Medom

  • @jogeshmeher2903
    @jogeshmeher2903 หลายเดือนก่อน

    Right katha medam

  • @kiranshankarsenapati1074
    @kiranshankarsenapati1074 หลายเดือนก่อน

    ଆପଣ ପିଲାଙ୍କୁ ଚାକିରି ଦେଇ ଛୋଟେଇ କରିଛନ୍ତି, ଆପଣ କଣ ଭାଷଣ ଦଉଛନ୍ତି, ବିଜେଡ଼ି ସରକାର ପାଇଁ ବେକାରି ବଢିଛି ଓଡ଼ିଶାରେ

  • @ratnamanimirdha
    @ratnamanimirdha หลายเดือนก่อน

    Right mdm

  • @hrasosethi2646
    @hrasosethi2646 หลายเดือนก่อน

    Thik katha

  • @UllasaMajhi-i9b
    @UllasaMajhi-i9b 29 วันที่ผ่านมา

    Yes

  • @silent_gaming817
    @silent_gaming817 หลายเดือนก่อน

    Bahut bdhhiaa

  • @sumandas6232
    @sumandas6232 หลายเดือนก่อน

    Good mam🙏

  • @mlachhamayareddy6702
    @mlachhamayareddy6702 หลายเดือนก่อน

    Pura right answer mem