ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ସତ୍ୟଜିତ୍ ଭାଇ ପ୍ରଫୁଲ ସାର୍ ଏବଂ ପଟେଲ୍ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏମିତି ନୂଆଁ ନୂଆଁ ଗୀତକୁ ଆମ୍ଭକୁ ଦେଖିବା ଏବଂ ଶୁଣିବାକୁ ମିଳୁ
Right sir 🙏
ବହୁ ଦିନରୁ ଏମିତି ଭଜନ ଶୁଣିବାକୁ ମିଳୁନଥିଲା, ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍, ଏମିତି ସଙ୍ଗୀତ ଭେଟି ଦେଇ ଥିବାରୁ 🎉🎉🎉
ସତ୍ୟଜିତ ଭାଇ, ପ୍ରଫୁଲ୍ଲ ସାର୍ ଏବଂ ଅନ୍ୟ ମାନଙ୍କୁ ହୃଦୟରୁ ପ୍ରଣାମ, ଏମିତି ଭାବପୂର୍ଣ୍ଣ ଭଜନର ସମୁଦ୍ରରେ ଓଡ଼ିଶାକୁ ପ୍ଲାବିତ କରୁଥାନ୍ତୁ ❤ ଜୟ ଜଗନ୍ନାଥ 🙏
ଆଜିର ଦିନରେ ଘଟୁଥିବା ଘଟଣା ଉପରେ ଆଧାରିତ ଗୀତଟି ହୋଇଥିବାରୁ ବହୁତ ଭଲ ଲାଗିଲା ।
ଭାଈ ଜଗତରେ ପାଇ ବୁନି ଏମିତି ଠାକୁର ଟିଏ ପରେ ଏ ଗୀତ ଟି ବି ବହୁତ ବଢିଆ ହୋଇଛି (ମାଡ଼ି ଚାଲ)
😅😊😊😅😊😅😊😊😊😊😊😊😊😊😊😊😊
😅😊😅😅😊😅😊😅😊😅😅😅😅
😅😅😅😅😅😅😅😅
😅😅😅😅😅😊
ଆଉ ଟିକେ ଲମ୍ବା ଗୀତ ହୋଇଥିଲେ ଭଲ ହୋଇଥାନ୍ତା. 🙏
ବହୁତ ଦିନ ପରେ ଏମିତି ଗୀତ ଶୁଣିଲି ବହୁତ ବଢିଆ। ମୋର ଆଖିରୁ ଲୁହ ଝରିଲା ଏ ଭଳି ଗୀତ ଦରକାର ।
Satare bhai
Bhai tq
ଜଗନ୍ନାଥ ଭଜନ ଆପଣଙ୍କ କଣ୍ଠ ରୁ ବହୁତ୍ ଭାବପୂର୍ଣ୍ଣ ଲାଗୁଚି ସତ୍ୟଜିତ ଭାଇ l ଏମିତି ଆହୁରି ସୁନ୍ଦର ସୁନ୍ଦର କାଳିଆ ର ଭଜନ ଗାଉଥାନ୍ତୁ ଭାଇ। ଜୟ ଜଗନ୍ନାଥ
Jay jagannath 🙏🙏🙏🙏
ଧନ୍ୟବାଦ ଭାଇ ।ବହୁତ ଭଲ ଭଜନ।
ବହୁତ ଦିନ ପରେ ମୋହୃଦୟ ଛୁଇଁଲା ଭଳି ଗିତ ଟି ପାଇଲି, thanks 🙏🙏 bro .
ଜୟ ଜଗନ୍ନାଥ 🙏🏻🙏🏻😭ପଞ୍ଚାନନ ନାୟକ ସାର 🙏🏻😭ପ୍ରଫୁଲ୍ଲ ବେହେରା ସାର 🙏🏻😭ସତ୍ୟଜିତ ଭାଇ 💞❤👌ଧନ୍ୟବାଦ SP ENTERTAINMENT ❤🙏🏻
ମହାପ୍ରଭୁ ଙ୍କୁ ସମର୍ପିତ ଏହି ଭକ୍ତି ସଂଗୀତଟି ହୃଦୟକୁ ଛୁଇଁ ପାରିଛି. ଶୁଭେଚ୍ଛା.
I love this song
ଜୟ ଜଗନ୍ନାଥ, ଭାରି ହୃଦୟସ୍ପର୍ଶୀ ଭଜନଟି।ସେହି ଲେଖକ ଓ ଗାୟକ କୁଂ ସତ ପ୍ରଣାମ।ଜୟ ଜଗନ୍ନାଥ ସ୍ୱାମୀ।।।
ଏ ଗୀତ ମୋ ଜୀବନରେ ଯାହା ଘଟିଛି ତାହା ଗୀତରେ ଅଛି, ବହୁତ ହୃଦୟସ୍ପର୍ଶୀ ,ବହୁତ କଷ୍ଟ ଲାଗିଲା।👌😭😭😭😭
3:55
Jay.. Jagannth❤❤❤❤🌹🌹🌹
😢
Jay Jagannath 🙏
@@nirupamasamantaray798❤❤❤❤
ବହୁତ ବଢିଆ,,ପଟେଲ ସାର୍
ବୋହୁତ ସୁନ୍ଦର ଭଜନ ମହା ପ୍ରଭୁ ଜଗ୍ନାଥଙ୍କୁ ପ୍ରଣାମ ❤❤
ସତରେ ବୋହୁତ ସୁନ୍ଦର ଭାବପୂର୍ଣ୍ଣ ଭଜନ ଟିଏ ଆଖିରୁ ଲୁହ ଝରିଗଲା
ମୋ ଆଖିରେ ଲୁହ ଆସିଗଲା ବହୁତ ବଢିଆ ହେଇଚି. ଜୟ ଜଗନ୍ନାଥ 🙏
ଓହଃ ❤️କୁ ଛୁଇଁଲା ଆଖି ରୁ 🥺ବୋହି ଆସିଲା
Great words
ବହୁତ ସୁନ୍ଦର ହେଇଛି ❤❤ ଧନ୍ୟବାଦ୍ ସେହି ଗୀତିକାର ଆଉ କଣ୍ଠଶିଳ୍ପୀକୁ❤❤❤
ଓହୋ କି ଆନନ୍ଦଅତିରୁ ଅତି ସୁନ୍ଦରହୃଦୟସ୍ପର୍ଶୀସତ୍ୟଜିତ ଭାଇଙ୍କ ଏତେ ସୁନ୍ଦର ଭଜନ ଅତି ମନଲୋଭାଜୟ ଜଗନ୍ନାଥ🙏🙏🙏🙏🙏🙏
କହିବା କଥା ଠିକ୍ କିନ୍ତୁ ମଣିଷ ଜନମ ହିଁ ଦୁଃଖ ର ଜଞ୍ଜାଳ ରେ ରହିବାକୁ ପଡୁଛି ଏ ଗୀତ ସତରେ ହୃଦୟ ସ୍ପର୍ଶି ❤😢
Said nicely
Thanks 🙏🏼
ହୃଦୟ ସ୍ପସୀ ଭଜନ👌👌ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕ ନୟନ ପଥଗାମୀ ଭବତୁମେ🙏🙏🙏
Bahut h sundar kalia Bhajan ....pravu jaganath apnku sada sarbada susta au khusi re rakhantu 🙏🙏🙏
କୋରିଓଗ୍ରାଫ ସାର୍ ଙ୍କୁ ସଲାମ, ଅଭିନୟ ରେ ଲୁହ ଆସିଗଲା, ଜୟ ଜଗନ୍ନାଥ 🙏🙏🙏
ବହୁତ୍ ସୁନ୍ଦର ସଙ୍ଗୀତପ୍ରଭୁ ଆପଣମାନଙ୍କୁ ଏମିତି ଅଶ୍ରିବାଦ କରନ୍ତୁଜୟ ଜଗନ୍ନାଥ ⭕❗⭕🙇🙇🙇
ବହୁତ୍ ସୁନ୍ଦର୍ ଗୀତଟି ଆଣୁଛନ୍ତି sir ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ଆଉ ଅନୁରୋଧ କରିବି sir ମାନଙ୍କୁ ଏମିତି ଗୀତ ଆଉ ଆଗକୁ ଶୁଣିବାକୁ ମିଳୁ ❤ ଜୟ ଜଗନ୍ନାଥ 🙏🙏🥰
Bahut sundar song bhai Jay Jagannatha.
ପ୍ରଭୁ ଜଗନ୍ନାଥଙ୍କ ଲୀଳା ଯେତେ ବର୍ଣ୍ଣନା କଲେ ସୁଦ୍ଧା ସରେ ନାହିଁ, ଲୀଳାମୟ କଳା ଠାକୁର ଙ୍କ ଯେତେ ଗୁଣଗାନ କଲେ ସରେ ନାହିଁ 🎉 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
Best words
Salute toSatyajit Bhai, Praful Sir & others staff who are creating this type of Lord Jagannath Bhajan..🙏🙏🙏
ଜୟ ଜଗର୍ନାତ ଅତି ଉତ୍ତମ ଆପଣ ଙ୍କ ସୁମଧୁର ଭକ୍ତି ସଂଗୀତ କୁଣ୍ଠରୁ, ପ୍ରଭୁ ଶ୍ରୀ ଜଗର୍ନାତ ଙ୍କ ଆଶୀର୍ବାଦ ପାହାନ୍ତୁ ଆଉ ଏମିତି କେତେ ଗୁଡିଏ ଆପଣଙ୍କ କଣ୍ଠ ରୁ ହୃଦୟସ୍ବର୍ଶୀ ସଂଗୀତ ଶୁଣିବାକୁ ଚାହେଁ"
@@NilambarBhuyan-bh3vu pi
@@NilambarBhuyan-bh3vu 😅😅😅😅
2wqqqqq
@Nilambar Bhuyan 😊
ଭାଇ ଅତି ସୁନ୍ଦର ଭାବ ଆଉ ପରିବେଷଣ
ମନକୁ ବୁଝାଇଲା ପରି ବହୁତ ଭଲ ଗୀତ💕
satyajit bhai amiti gita apananku kanthare bahut bhala laguchhi ..amiti agaku amaku amiti gita sabu diantu suniba pain..Best of luck for ur future❤❤
ସତରେ ଗୀତଟି ବହୁତ ଭଲ ହୋଇଛି ....... ଜୀବନକୁ ପ୍ରଭୁ ଉଜାଡି ଦେଇଛନ୍ତି ଦିନ ଆସିବ ପ୍ରଭୁ ଜୀବନ କୁ ସଜାଡିଦେବେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ❤🎉😊
ବହୁତ ହୃଦୟ ସ୍ପର୍ଶୀ ସଙ୍ଗୀତ ଟି
Thanks
ମୋ ମନକୁ ଛୁଇଁଲା ଗୀତ ଜୟ ଜଗନ୍ନାଥ 🙏🙏🙏
ଏ ଗୀତ ଶୁଣି ମୋ ଆଖିରେ ଲୁହ ଆସିବା ସହିତ ହାତରେ ଲୋମ ଟାଙ୍କୁରୀ ଉଠିଛି 🙏
Really Love you. Beautyfull hart touching song. Mind blowing. Super 👍👍👍 ଜୟ ଜଗନ୍ନାଥ...
ଏ ବିଶ୍ବରେ ଥିବା ଯାଏଁ ଜଗନ୍ନାଥ କେହି ହେବେ ନାହିଁ ଅନାଥ. ❤❤❤
❤ସୁନ୍ଦର, ଭଲ ଲାଗିଲା, ପ୍ରତ୍ୟେକ କ୍ଷେତ୍ରରେ💐💐
Apnakar sabu team ku dhaniya bad. Jiye lekhichi aou compuse karichi sabu amiti karutha. God bless all of you
Bahut sundar bhajan. ...heart touching voice and Amazing lyrics. ..superb
ବହୁତ୍ ସୁନ୍ଦର ସଙ୍ଗୀତ ଜୟ ଜଗନ୍ନାଥ 🙏🙏🙏
Wahhhh. What a beautiful composition
Bahut Sundar bhabe Gito ti lekha hoichi... satyajeet Bhai bahut sunder re kontho Dano karichanti...Jay jagannath 🙏🙏
Odia music sensation : Singer Satya . full of energetic. Hope for million views very soon.
ବହୁତ ଭଲ ହେଇଛି।କିନ୍ତୁ ବାଦ୍ୟ ମଝିରେ ମଝିରେ ଆଧୁନିକ ଗୀତ ପରି ହେଇଛି।ଆଉ ଟିକେ ଭକ୍ତିଭରା ହୋଇପାରିଥାନ୍ତା
Bahut sundar geeta.jay jagannath mahaprabhu
ଭାଇ ଭଜନ ଗାଇ ବା ପାଇଁ ଯୋଗ୍ୟ ❤❤❤❤❤❤❤❤❤❤❤❤❤❤❤❤❤❤❤
Bahut sundar heart touching odia bhajan jaya Jagannath 🙏🙏🙏
#satyajitpradhan vai music starting wow...m speech less....jai jagannath 🙏❤my god
Beautiful voice Jay jagannath ❤🌸🌸🌸🙏🙏🙏🙏🙏🙏🙏🙏
ଏଇ ଗୀତ ନା ଭାଇ ହୃଦୟ କୁ ଛୁଇଲା
ଆପଣ ମାନଙ୍କୁ କୋଟି କୋଟି ଧନ୍ୟବାଦ
After sie mo jagannath this song is one for the books and lit. Satyajit bhai you are really pregnant with spiritual. Danke bhai
ବହୁତ ସୁନ୍ଦର ସ୍ୱର 😢😢😢😢😢👌👌👌👌
Special thanks to lyrics writers and music composer....very meaning full songs...
Many Many Thanks Beta for your mind glowing singing a song God bless you. 👍
Really heart touching song❤❤❤❤❤❤tq so much
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ
Love this voice.... Legend singer for Bhajan ❤️
He Jagannath 😰😰😢🙏🙏Bhai bahut sundar hoichi
Ati sundar
Gita ti mo manaku bahut chuinla.. God bless u baba satya.emiti sabubele hrudayaku chuinla bhali gita gauthao.
As a compose, producer and lyricistI salute all of you who are attached with the fabulous bhajanJay JagannathaSatyajitbabu will you sing a song for me @secretkalakar
ସତରେ ଗୀତ ଟିଏ ଭାରୀ ହୃଦୟ ସ୍ପର୍ଶ ମୋ ହୃଦୟ ରୁ ଭାଈ କୁ ମୋର ଜୟ ଜଗନ୍ନାଥ ଭଗବାନ ନିଶ୍ଚିତ ଭାବରେ ତୁମକୁ ଆଗକୁ ବଢ଼େଇବେ Jay jagannarth
Great words thanks alot
ଏ ଗୀତ ନ ଶୁଣିଲେ ଦିନ ମୋର ଭଲ ରେ କଟେ ନି... ଜୟ ଜଗନ୍ନାଥ
Thanks for your kind words
Bahut sundar
Bhajan trend chalu heigala. Ehi bhali bhaba bhara bhajan anantu❤
Heart touching bhajan bhai, Jay Jagannath
Really heart touching.... special thanks to Patel sir.. he is also very dedicated doctor of our area ... Excellent qualities 👌👌
Thanks 😊
Very ହାର୍ଟ ଟାଉଚିଁ ଗୀତ
Thanks To Team making such Heart Touching Track.. Love You all...Jay shree Jagannath.
ବହୁତ୍ ବଢିଆ ଲାଗୁଛି ତୁମୋ ଭଏସ ରେ ସାର
Very nice Dr.Patel ,song singer presentation producer sir 👍 God bless you all
Ek number❤❤❤❤
Bahut sunder heichy gita ❤❤.Wish your grand success.👍👍
Another master piece
ଯିଏ ଲେଖିଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽🙏🏽🙏🏽🙏🏽ଏବଂ ଯିଏ ଗାଇଛନ୍ତି ତାଙ୍କୁ ବି ପ୍ରଣାମ 🙏🏽🙏🏽।ଜୟ ଜଗନ୍ନାଥ ମହାପ୍ରଭୁ 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽
ATI sundar ..bhai ...Jay Jagannath ❤
Jay jagannath moha prabhu 🙏⭕❗⭕super song and singer satyajit sir I salute you 🙏
Bahut Barsha pare....emiti ka Bhajan sunibaku milina....bahut sundar heichhi....Jay jagannath
Very very heart touching bhajan bhai satyajit bhai your voice very unic voice my speicial...lov u bro..💕💕💕
Bahut bhala lagila Jay jaganath ❤🙏
All the best Sumant Patel Sir 🎉
Sunila pare akhiru luha asijauchi satare bahut sundar heichi😢😢😢😢😢😢 song ti😢😢😢
🙏🌻ଜୟ ଜଗନ୍ନାଥ 🌻🙏
Sunder composition..Jay Jagannath
ତୋର ମୋର ଭାବ କିଏ ବା କାହିଁ ବୁଝିବ ମୋ ପ୍ରଭୁ ଜୟ ଜଗନ୍ନାଥ ଏହି ଭଳି ଆଗକୁ ଆଗକୁ ଆଗେଇ ଚାଲନ୍ତୁ ପ୍ରଭୁ ଙ୍କ କୃପା ସଦାସର୍ବଦା ଓଡିଶା ବାସୀ ଙ୍କ ଉପରେ
ସୁନ୍ଦର୍ ଗୀତ ହୃଦୟକୁ ଛୁଇଁ ଗଲା ଜୟ ଜଗନ୍ନାଥ🙏
Heart touching song ,super
Ati Hrudaya Sparsi, akhi ru luha bohi gala
Beautiful Devotional song 👌🙏
ଗୀତ ଶୁଣିଲା ପରେ ମନକୁ ବହୁତ ବହୁତ ଶାନ୍ତି ଲାଗିଲା . ସବୁ ସେଇ ଜଗତର ନାଥ ଜଗନ୍ନାଥଙ୍କ ଇଛା 🙏🙏🙏😭 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ ....🙏🙏🙏
Bhai sata katha re gita tie ....bahut Sundar lekha...au bhainka swara ku mapajai pariba nahin..
Awesome song Jai Jagannath ❤❤❤🙏🙏🙏🙏
Bohut sunder vabo re gaaichonti bodo vai 🙏 Jay Jagannath🙏
So heart touching bhajan ❤
ବହୁତ ଭଲ ଲାଗି ଲା
Jay Jagannath (SP) PATEL sir . hearts touching song.❤❤❤❤
କି ବିଚିତ୍ର ହୃଦୟସ୍ପର୍ଶୀ ଭଜନ ଗୀତ ମୁ ଶୁଣି ଶୁଣି ମୋ ପରିବାର କଥା ବହୁତ୍ ମନେ ପଡୁଛି
Jay Jagannath swami ❤❤
ଭଜନ ଟି ହୃଦୟକୁ ଛୁଇଁଲା ଏତେ ସୁନ୍ଦର ଲାଗୁଚି ଶୁଣିଲାପରେ ଆଖିରୁ ଲୁହ ଆସିଯାଉଚି
ସତ୍ୟଜିତ୍ ଭାଇ ପ୍ରଫୁଲ ସାର୍ ଏବଂ ପଟେଲ୍ ସାର୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏମିତି ନୂଆଁ ନୂଆଁ ଗୀତକୁ ଆମ୍ଭକୁ ଦେଖିବା ଏବଂ ଶୁଣିବାକୁ ମିଳୁ
Right sir 🙏
ବହୁ ଦିନରୁ ଏମିତି ଭଜନ ଶୁଣିବାକୁ ମିଳୁନଥିଲା, ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍, ଏମିତି ସଙ୍ଗୀତ ଭେଟି ଦେଇ ଥିବାରୁ 🎉🎉🎉
ସତ୍ୟଜିତ ଭାଇ, ପ୍ରଫୁଲ୍ଲ ସାର୍ ଏବଂ ଅନ୍ୟ ମାନଙ୍କୁ ହୃଦୟରୁ ପ୍ରଣାମ, ଏମିତି ଭାବପୂର୍ଣ୍ଣ ଭଜନର ସମୁଦ୍ରରେ ଓଡ଼ିଶାକୁ ପ୍ଲାବିତ କରୁଥାନ୍ତୁ ❤ ଜୟ ଜଗନ୍ନାଥ 🙏
ଆଜିର ଦିନରେ ଘଟୁଥିବା ଘଟଣା ଉପରେ ଆଧାରିତ ଗୀତଟି ହୋଇଥିବାରୁ ବହୁତ ଭଲ ଲାଗିଲା ।
ଭାଈ ଜଗତରେ ପାଇ ବୁନି ଏମିତି ଠାକୁର ଟିଏ ପରେ ଏ ଗୀତ ଟି ବି ବହୁତ ବଢିଆ ହୋଇଛି (ମାଡ଼ି ଚାଲ)
😅😊😊😅😊😅😊😊😊😊😊😊😊😊😊😊😊
😅😊😅😅😊😅😊😅😊😅😅😅😅
😅😅😅😅😅😅😅😅
😅😅😅😅😅😊
ଆଉ ଟିକେ ଲମ୍ବା ଗୀତ ହୋଇଥିଲେ ଭଲ ହୋଇଥାନ୍ତା. 🙏
ବହୁତ ଦିନ ପରେ ଏମିତି ଗୀତ ଶୁଣିଲି ବହୁତ ବଢିଆ। ମୋର ଆଖିରୁ ଲୁହ ଝରିଲା ଏ ଭଳି ଗୀତ ଦରକାର ।
Satare bhai
Bhai tq
ଜଗନ୍ନାଥ ଭଜନ ଆପଣଙ୍କ କଣ୍ଠ ରୁ ବହୁତ୍ ଭାବପୂର୍ଣ୍ଣ ଲାଗୁଚି ସତ୍ୟଜିତ ଭାଇ l ଏମିତି ଆହୁରି ସୁନ୍ଦର ସୁନ୍ଦର କାଳିଆ ର ଭଜନ ଗାଉଥାନ୍ତୁ ଭାଇ। ଜୟ ଜଗନ୍ନାଥ
Jay jagannath 🙏🙏🙏🙏
ଧନ୍ୟବାଦ ଭାଇ ।ବହୁତ ଭଲ ଭଜନ।
ବହୁତ ଦିନ ପରେ ମୋହୃଦୟ ଛୁଇଁଲା ଭଳି ଗିତ ଟି ପାଇଲି, thanks 🙏🙏 bro .
ଜୟ ଜଗନ୍ନାଥ 🙏🏻🙏🏻😭
ପଞ୍ଚାନନ ନାୟକ ସାର 🙏🏻😭
ପ୍ରଫୁଲ୍ଲ ବେହେରା ସାର 🙏🏻😭
ସତ୍ୟଜିତ ଭାଇ 💞❤👌
ଧନ୍ୟବାଦ SP ENTERTAINMENT ❤🙏🏻
ମହାପ୍ରଭୁ ଙ୍କୁ ସମର୍ପିତ ଏହି ଭକ୍ତି ସଂଗୀତଟି ହୃଦୟକୁ ଛୁଇଁ ପାରିଛି. ଶୁଭେଚ୍ଛା.
I love this song
ଜୟ ଜଗନ୍ନାଥ, ଭାରି ହୃଦୟସ୍ପର୍ଶୀ ଭଜନଟି।ସେହି ଲେଖକ ଓ ଗାୟକ କୁଂ ସତ ପ୍ରଣାମ।ଜୟ ଜଗନ୍ନାଥ ସ୍ୱାମୀ।।।
ଏ ଗୀତ ମୋ ଜୀବନରେ ଯାହା ଘଟିଛି ତାହା ଗୀତରେ ଅଛି, ବହୁତ ହୃଦୟସ୍ପର୍ଶୀ ,ବହୁତ କଷ୍ଟ ଲାଗିଲା।👌😭😭😭😭
3:55
Jay.. Jagannth❤❤❤❤🌹🌹🌹
😢
Jay Jagannath 🙏
@@nirupamasamantaray798❤❤❤❤
ବହୁତ ବଢିଆ,,ପଟେଲ ସାର୍
ବୋହୁତ ସୁନ୍ଦର ଭଜନ ମହା ପ୍ରଭୁ ଜଗ୍ନାଥଙ୍କୁ ପ୍ରଣାମ ❤❤
ସତରେ ବୋହୁତ ସୁନ୍ଦର ଭାବପୂର୍ଣ୍ଣ ଭଜନ ଟିଏ ଆଖିରୁ ଲୁହ ଝରିଗଲା
ମୋ ଆଖିରେ ଲୁହ ଆସିଗଲା ବହୁତ ବଢିଆ ହେଇଚି. ଜୟ ଜଗନ୍ନାଥ 🙏
ଓହଃ ❤️କୁ ଛୁଇଁଲା ଆଖି ରୁ 🥺ବୋହି ଆସିଲା
Great words
ବହୁତ ସୁନ୍ଦର ହେଇଛି ❤❤ ଧନ୍ୟବାଦ୍ ସେହି ଗୀତିକାର ଆଉ କଣ୍ଠଶିଳ୍ପୀକୁ❤❤❤
ଓହୋ କି ଆନନ୍ଦ
ଅତିରୁ ଅତି ସୁନ୍ଦର
ହୃଦୟସ୍ପର୍ଶୀ
ସତ୍ୟଜିତ ଭାଇଙ୍କ ଏତେ ସୁନ୍ଦର ଭଜନ ଅତି ମନଲୋଭା
ଜୟ ଜଗନ୍ନାଥ
🙏🙏🙏🙏🙏🙏
କହିବା କଥା ଠିକ୍ କିନ୍ତୁ ମଣିଷ ଜନମ ହିଁ ଦୁଃଖ ର ଜଞ୍ଜାଳ ରେ ରହିବାକୁ ପଡୁଛି
ଏ ଗୀତ ସତରେ ହୃଦୟ ସ୍ପର୍ଶି ❤😢
Said nicely
Thanks 🙏🏼
ହୃଦୟ ସ୍ପସୀ ଭଜନ👌👌ଜୟ ଜଗନ୍ନାଥ ସ୍ୱାମୀ ⭕‼️⭕ ନୟନ ପଥଗାମୀ ଭବତୁମେ🙏🙏🙏
Bahut h sundar kalia Bhajan ....pravu jaganath apnku sada sarbada susta au khusi re rakhantu 🙏🙏🙏
କୋରିଓଗ୍ରାଫ ସାର୍ ଙ୍କୁ ସଲାମ, ଅଭିନୟ ରେ ଲୁହ ଆସିଗଲା, ଜୟ ଜଗନ୍ନାଥ 🙏🙏🙏
ବହୁତ୍ ସୁନ୍ଦର ସଙ୍ଗୀତ
ପ୍ରଭୁ ଆପଣମାନଙ୍କୁ ଏମିତି ଅଶ୍ରିବାଦ କରନ୍ତୁ
ଜୟ ଜଗନ୍ନାଥ ⭕❗⭕🙇🙇🙇
ବହୁତ୍ ସୁନ୍ଦର୍ ଗୀତଟି ଆଣୁଛନ୍ତି sir ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି ଆଉ ଅନୁରୋଧ କରିବି sir ମାନଙ୍କୁ ଏମିତି ଗୀତ ଆଉ ଆଗକୁ ଶୁଣିବାକୁ ମିଳୁ ❤ ଜୟ ଜଗନ୍ନାଥ 🙏🙏🥰
Bahut sundar song bhai Jay Jagannatha.
ପ୍ରଭୁ ଜଗନ୍ନାଥଙ୍କ ଲୀଳା ଯେତେ ବର୍ଣ୍ଣନା କଲେ ସୁଦ୍ଧା ସରେ ନାହିଁ, ଲୀଳାମୟ କଳା ଠାକୁର ଙ୍କ ଯେତେ ଗୁଣଗାନ କଲେ ସରେ ନାହିଁ 🎉 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
Best words
Salute to
Satyajit Bhai,
Praful Sir & others staff who are creating this type of Lord Jagannath Bhajan..🙏🙏🙏
ଜୟ ଜଗର୍ନାତ ଅତି ଉତ୍ତମ ଆପଣ ଙ୍କ ସୁମଧୁର ଭକ୍ତି ସଂଗୀତ କୁଣ୍ଠରୁ, ପ୍ରଭୁ ଶ୍ରୀ ଜଗର୍ନାତ ଙ୍କ ଆଶୀର୍ବାଦ ପାହାନ୍ତୁ ଆଉ ଏମିତି କେତେ ଗୁଡିଏ ଆପଣଙ୍କ କଣ୍ଠ ରୁ ହୃଦୟସ୍ବର୍ଶୀ ସଂଗୀତ ଶୁଣିବାକୁ ଚାହେଁ"
@@NilambarBhuyan-bh3vu pi
@@NilambarBhuyan-bh3vu 😅😅😅😅
2wqqqqq
@Nilambar Bhuyan 😊
ଭାଇ ଅତି ସୁନ୍ଦର ଭାବ ଆଉ ପରିବେଷଣ
ମନକୁ ବୁଝାଇଲା ପରି ବହୁତ ଭଲ ଗୀତ💕
satyajit bhai amiti gita apananku kanthare bahut bhala laguchhi ..amiti agaku amaku amiti gita sabu diantu suniba pain..Best of luck for ur future❤❤
ସତରେ ଗୀତଟି ବହୁତ ଭଲ ହୋଇଛି .......
ଜୀବନକୁ ପ୍ରଭୁ ଉଜାଡି ଦେଇଛନ୍ତି ଦିନ ଆସିବ ପ୍ରଭୁ ଜୀବନ କୁ ସଜାଡିଦେବେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ❤🎉😊
ବହୁତ ହୃଦୟ ସ୍ପର୍ଶୀ ସଙ୍ଗୀତ ଟି
Thanks
ମୋ ମନକୁ ଛୁଇଁଲା ଗୀତ ଜୟ ଜଗନ୍ନାଥ 🙏🙏🙏
ଏ ଗୀତ ଶୁଣି ମୋ ଆଖିରେ ଲୁହ ଆସିବା ସହିତ ହାତରେ ଲୋମ ଟାଙ୍କୁରୀ ଉଠିଛି 🙏
Really Love you. Beautyfull hart touching song. Mind blowing. Super 👍👍👍 ଜୟ ଜଗନ୍ନାଥ...
ଏ ବିଶ୍ବରେ ଥିବା ଯାଏଁ ଜଗନ୍ନାଥ କେହି ହେବେ ନାହିଁ ଅନାଥ. ❤❤❤
❤ସୁନ୍ଦର, ଭଲ ଲାଗିଲା, ପ୍ରତ୍ୟେକ କ୍ଷେତ୍ରରେ💐💐
Apnakar sabu team ku dhaniya bad. Jiye lekhichi aou compuse karichi sabu amiti karutha. God bless all of you
Bahut sundar bhajan. ...heart touching voice and Amazing lyrics. ..superb
ବହୁତ୍ ସୁନ୍ଦର ସଙ୍ଗୀତ ଜୟ ଜଗନ୍ନାଥ 🙏🙏🙏
Wahhhh. What a beautiful composition
Bahut Sundar bhabe Gito ti lekha hoichi... satyajeet Bhai bahut sunder re kontho Dano karichanti...Jay jagannath 🙏🙏
Odia music sensation : Singer Satya . full of energetic. Hope for million views very soon.
ବହୁତ ଭଲ ହେଇଛି।କିନ୍ତୁ ବାଦ୍ୟ ମଝିରେ ମଝିରେ ଆଧୁନିକ ଗୀତ ପରି ହେଇଛି।ଆଉ ଟିକେ ଭକ୍ତିଭରା ହୋଇପାରିଥାନ୍ତା
Bahut sundar geeta.jay jagannath mahaprabhu
ଭାଇ ଭଜନ ଗାଇ ବା ପାଇଁ ଯୋଗ୍ୟ ❤❤❤❤❤❤❤❤❤❤❤❤❤❤❤❤❤❤❤
Bahut sundar heart touching odia bhajan jaya Jagannath 🙏🙏🙏
#satyajitpradhan vai music starting wow...m speech less....jai jagannath 🙏❤my god
Beautiful voice Jay jagannath ❤🌸🌸🌸🙏🙏🙏🙏🙏🙏🙏🙏
ଏଇ ଗୀତ ନା ଭାଇ ହୃଦୟ କୁ ଛୁଇଲା
ଆପଣ ମାନଙ୍କୁ କୋଟି କୋଟି ଧନ୍ୟବାଦ
After sie mo jagannath this song is one for the books and lit. Satyajit bhai you are really pregnant with spiritual. Danke bhai
ବହୁତ ସୁନ୍ଦର ସ୍ୱର 😢😢😢😢😢👌👌👌👌
Special thanks to lyrics writers and music composer....very meaning full songs...
Many Many Thanks Beta for your mind glowing singing a song
God bless you. 👍
Really heart touching song❤❤❤❤❤❤tq so much
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ
Love this voice.... Legend singer for Bhajan ❤️
He Jagannath 😰😰😢🙏🙏Bhai bahut sundar hoichi
Ati sundar
Gita ti mo manaku bahut chuinla.. God bless u baba satya.emiti sabubele hrudayaku chuinla bhali gita gauthao.
As a compose, producer and lyricist
I salute all of you who are attached with the fabulous bhajan
Jay Jagannatha
Satyajitbabu will you sing a song for me @secretkalakar
ସତରେ ଗୀତ ଟିଏ ଭାରୀ ହୃଦୟ ସ୍ପର୍ଶ
ମୋ ହୃଦୟ ରୁ ଭାଈ କୁ ମୋର ଜୟ ଜଗନ୍ନାଥ
ଭଗବାନ ନିଶ୍ଚିତ ଭାବରେ ତୁମକୁ ଆଗକୁ ବଢ଼େଇବେ
Jay jagannarth
Great words thanks alot
ଏ ଗୀତ ନ ଶୁଣିଲେ ଦିନ ମୋର ଭଲ ରେ କଟେ ନି... ଜୟ ଜଗନ୍ନାଥ
Thanks for your kind words
Bahut sundar
Bhajan trend chalu heigala. Ehi bhali bhaba bhara bhajan anantu❤
Heart touching bhajan bhai, Jay Jagannath
Really heart touching.... special thanks to Patel sir.. he is also very dedicated doctor of our area ... Excellent qualities 👌👌
Thanks 😊
Very ହାର୍ଟ ଟାଉଚିଁ ଗୀତ
Thanks To Team making such Heart Touching Track.. Love You all...Jay shree Jagannath.
ବହୁତ୍ ବଢିଆ ଲାଗୁଛି ତୁମୋ ଭଏସ ରେ ସାର
Very nice Dr.Patel ,song singer presentation producer sir 👍 God bless you all
Ek number❤❤❤❤
Bahut sunder heichy gita ❤❤.
Wish your grand success.👍👍
Another master piece
ଯିଏ ଲେଖିଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽🙏🏽🙏🏽🙏🏽
ଏବଂ ଯିଏ ଗାଇଛନ୍ତି ତାଙ୍କୁ ବି ପ୍ରଣାମ 🙏🏽🙏🏽।
ଜୟ ଜଗନ୍ନାଥ ମହାପ୍ରଭୁ 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽