Rok Thok Live | ବିକାଶ-ସଚିବ-ଗାଁଗସ୍ତ | 17 June 2024 | Argus News

แชร์
ฝัง
  • เผยแพร่เมื่อ 16 มิ.ย. 2024
  • Rok Thok Live | ବିକାଶ-ସଚିବ-ଗାଁଗସ୍ତ | 17 June 2024 | Argus News
    #ArgusNews #RokThok #NewCM #secretary #development #OdishaNews #durgashish
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 182

  • @kakolibera9010
    @kakolibera9010 หลายเดือนก่อน +37

    ସାର ମୋ କହିବା କଥା cm ସାର ପ୍ରତି ଗାଁକୁ ଯିବା ସମ୍ଭବ ନୁହଁ ରାଜ୍ୟରେ 52000 ଗାଁ ଅଛି ପ୍ରତ୍ୟେକ ଗାଁରେ କିଛି ନା କିଛି ସମସ୍ୟା ଅଛି ସେଥିପାଇଁ ନିଜେ ନ ଯାଇ ଯଦି ପ୍ରତ୍ୟେକ ପଂଚାୟତ ରେ ପାଞ୍ଚ ଜଣିଆ ଟିମ ଗଠନ କରନ୍ତି ତେବେ ଓଡ଼ିଶାର କିଛି ଯୁବକ ଚାକିରୀ ପାଇପାରନ୍ତା ସେଇ ଟିମ ମାନଙ୍କର ଦାୟିତ୍ୱ ରହିବ ଯୋଉଠି ପାଣିଟାଙ୍କି, ରାସ୍ତା କାମ, ବ୍ରିଜ, ସରକାରୀଘର ଏବଂ ସରକାରୀ ଯୋଜନା! ଠିକାଦାର କଣ୍ଟ୍ରାକ୍ଟର ଏବଂ ବଡ଼ ବଡ଼ ଅଫିସର କାମ ନେଇ କମଜୋରୀ କାମକରି ରାଜସ୍ବ ଟଙ୍କାକୁ ଲୁଟୁଛନ୍ତି!ଏସବୁକୁ କ୍ୟାମେରା ରେ ରେକର୍ଡ କରି ସରକାରଙ୍କୁ ଜଣେଇବ! ଯୋଉ ଗାଁ ରେ ମାଟି ରାସ୍ତା ରହିଛି କିମ୍ବା ଢଳେଇରାସ୍ତା ଭାଙ୍ଗିଯାଇଛି ତାକୁ ସରକାର ତୁରନ୍ତ ଧ୍ୟାନ ଦେବା ଉଚିତ କିନ୍ତୁ ରାସ୍ତାକାମ ପାଇଁ ସମ୍ପୂର୍ଣ ଟଙ୍କା ଦିଅନ୍ତୁ ! କାମ ଭଲ ନ ହେଲେ ଦୋଷୀକୁ ଦଣ୍ଡ ସହିତ ଜୋରିମାନା କରାଯାଉ ଏବଂ ପ୍ରତ୍ୟେକ ପଂଚାୟତ ଟିମ ପନ୍ଦରଦିନରେ ଅଦଳ ବଦଳ ହେଵାଦରକାର ଯୁବକ ଯୁବତୀ ଚାକିରୀ ପାଇବା ସଙ୍ଗେ ସଙ୍ଗେ ରାଜ୍ୟରୁ ଦୁର୍ନୀତି ହଟିଯିବ

  • @NilaNiladas-lu4sq
    @NilaNiladas-lu4sq หลายเดือนก่อน +29

    ମୋ ଓଡ଼ିଶା ସୁନାର ଓଡ଼ିଶା ହୋବ

    • @user-yd7dq7ij6w
      @user-yd7dq7ij6w หลายเดือนก่อน +2

      ମୋ ଓଡିଶା ନୁହେଁ ଆମ ଓଡିଶା କୁହ

  • @balakrushnagouda2458
    @balakrushnagouda2458 หลายเดือนก่อน +25

    25years ଶାସନ କାଳ ରେ ମଧ୍ୟ ତାକୁ ଓଡ଼ିଆ କହିବାର ଆସୁନି ଆଉ ସେ ଲୋକ ଙ୍କର କଷ୍ଟ୍ କଣ ଜାଣିବ

    • @priyabratamallik3277
      @priyabratamallik3277 หลายเดือนก่อน

      Tathapi se jiti chalile bahut late re loka bujhile

    • @FudanHandah
      @FudanHandah หลายเดือนก่อน

      BJD,sarakarsamoyrejaha,v,kamakarajaichiNamokuatra,tenudoyakarinihatitadantskarajaujaniparibesata,Au,micha😂🎉😢

  • @FAKIRJENA-du2zs
    @FAKIRJENA-du2zs หลายเดือนก่อน +6

    ଯିଏ ମୋହନ ସରକାର ଙ୍କ ପ୍ରତି ଅଯଥା ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିବା ତା ନାମରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ।

  • @samirnayak3768
    @samirnayak3768 หลายเดือนก่อน +34

    ଇଛ୍ଛାଶକ୍ତି ଥିଲେ ସବୁ ସମ୍ଭବ,

  • @gunanidhinaik3699
    @gunanidhinaik3699 หลายเดือนก่อน +14

    କିଶୋର ହୋତାଙ୍କୁ ଡକାନ ଯାଉ.

    • @santoshkumarsahoo8671
      @santoshkumarsahoo8671 หลายเดือนก่อน +1

      ମନେ ମନେ ସେ ଗୋଟିଏ ମୁଖ୍ୟମନ୍ତ୍ରୀ, ସଂସାର ଡହରା

  • @trilochanpatnaik6321
    @trilochanpatnaik6321 หลายเดือนก่อน +9

    ବତି ପେଲା BJD କ୍ରୀତଦାସ ଗୁଡ଼ାଙ୍କୁ ଜମା ଆଲୋଚନା କୁ ଡାକିବା durgashish ବାବୁଙ୍କ ର ଭୁଲ।

  • @user-fq5gb9ep9e
    @user-fq5gb9ep9e หลายเดือนก่อน +1

    ଏପରି ହେଲେ ରାମ ରାଜ୍ୟ ହେବା ସାରା
    ଜୟ ଜୟ ସୀତା ରାମ ।
    ବନ୍ଦେ ଉତ୍କଳ ଜନନୀ ।

  • @roshnimohapatra2797
    @roshnimohapatra2797 หลายเดือนก่อน +3

    ମୁଖ୍ୟମନ୍ତ୍ରୀ ସିନା ସବୁ ଗାଁକୁ ଯିବା ସମ୍ଭବ ହୋଇପାରିବ ନାହିଁ ହେଲେ ଅତକିର୍ତ ପରିଦର୍ଶନ କରି ତ ପାରିବେ ଏଥିପାଇଁ ଜନମତ ନେଇ ସ୍ଵତନ୍ତ୍ର ଏକ ବ୍ୟବସ୍ଥା କରାଗଲେ ଭଲ ଭାବରେ ତୃଣମୂଳ
    ସ୍ତର ରୁ ସୁଚାରୁ ରୂପେ କାମ ହୋଇପାରିବ ଏବଂ ଲୋକମାନଙ୍କ ସମସ୍ଯ। ର ସମାଧାନ ହୋଇ ପାରିବ....ଜୟ ଶୀଜଗନ୍ନାଥ

  • @prafullakumardeep8338
    @prafullakumardeep8338 หลายเดือนก่อน +2

    You are Great Sir Good Initiative for Odisha General public Apanku many many thanks 🙏

  • @SstarRajesh
    @SstarRajesh หลายเดือนก่อน +2

    Kamo kole sobu hebo jai mohon sir jai jagarnnath ❤❤❤🎉🎉🎉

  • @alokaranjandash9853
    @alokaranjandash9853 หลายเดือนก่อน +3

    ପ୍ରଶାସନର ମନ ଓ ବିବେକକୁ ସଜାଡ଼ିବେ ।

  • @user-ok8ii7ib3m
    @user-ok8ii7ib3m หลายเดือนก่อน +6

    ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକ ଜିଲ୍ଲା ସ୍ତରର ଅଫିସରଙ୍କୁ ବଦଳି କରାଯିବ ଦରକାର

  • @harprasadsenapati3945
    @harprasadsenapati3945 หลายเดือนก่อน +3

    Mukhya mantri heba ta Mohan majhi nka bhali .Good decision our new CM

  • @mahendrasahoo1677
    @mahendrasahoo1677 หลายเดือนก่อน +1

    Good decision, should be implemented practically.

  • @fagulakra520
    @fagulakra520 หลายเดือนก่อน

    Jay jagannath jay CM mohan majhi🎉jay Odisha❤

  • @sudhalsahoo6422
    @sudhalsahoo6422 หลายเดือนก่อน

    Thankyougood

  • @MNMP2024
    @MNMP2024 หลายเดือนก่อน +1

    Accountability and action are the needs of the hour !!

  • @khirodpradhan6642
    @khirodpradhan6642 หลายเดือนก่อน +1

    Good decision of the new government

  • @binasethy92
    @binasethy92 หลายเดือนก่อน

    Good adiya .

  • @sharatchandra3734
    @sharatchandra3734 หลายเดือนก่อน +2

    Everything is possible if you have will

  • @pankajcriticalchannel5227
    @pankajcriticalchannel5227 หลายเดือนก่อน +1

    Good come sr

  • @DR.B.NAYAK1980
    @DR.B.NAYAK1980 หลายเดือนก่อน +1

    ବ୍ରିଟିଶ ଶାସନ ଭଳି agreement କରି ଠିକାରେ ନିଯୁକ୍ତି ଦେଇ ବନ୍ଧୁକ ମୁନରେ କାମ କରାଇବା ଥିଲା l

  • @HemantmalikHemantmalik
    @HemantmalikHemantmalik หลายเดือนก่อน

    Thiki katha 🙏

  • @rajendrasamal3284
    @rajendrasamal3284 หลายเดือนก่อน

    ପୂର୍ବତନ ଶାସନ ସଚିବ ଙ୍କର ବିଜେଡି ପ୍ରେମ ବୋଧ ହୁଏ କମୀନାହଁ

  • @sudhalsahoo6422
    @sudhalsahoo6422 หลายเดือนก่อน

    Thank

  • @ManguliDas-ux4ps
    @ManguliDas-ux4ps หลายเดือนก่อน

    Nuacm ମୋହନ❤❤❤❤❤❤❤❤❤❤❤

  • @BhagabanMajhi-ry7sh
    @BhagabanMajhi-ry7sh หลายเดือนก่อน

    ଅଫିସର ତନ୍ତ୍ର କୁ କତମ କରି ଗଣତନ୍ତ୍ରକୁ ପ୍ରତିଷ୍ଠା କରିଵା ପାଇ ଗ୍ରାଉଣ୍ଡ ଜିରୋକୁ ଯାଇ ଗ୍ରାମରୁ ବିକାଶ ଆରମ୍ଭ କରିଵା ପାଇ ଯେଉଁ ପ୍ରୟାସ ଆରମ୍ଭ କରୁଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ମାଝୀଙ୍କୁ ଧନ୍ୟବାଦ। ଏମିତିକା ମୁଖ୍ୟ ମନ୍ତ୍ରୀ ଆମ ଓଡିଶା ରାଜ୍ୟକୁ ଦରକାର ଥିଲା ।ନିଶ୍ଚୟ ଗଣତନ୍ତ୍ର ପ୍ରତିଷ୍ଠା ହେବବୋଲି ଆମର ଆଶା।ଜୟ ସମ୍ବିଧାନ।

  • @user-sp8zp3uv4k
    @user-sp8zp3uv4k หลายเดือนก่อน

    👍👍👍👍👌👌👌

  • @sankarsansahoo47
    @sankarsansahoo47 หลายเดือนก่อน

    Jay shree jagannath ❤❤❤❤i love you Argus nee

  • @user-vr9ro7bn9f
    @user-vr9ro7bn9f หลายเดือนก่อน

    25 years ଶାସନ କାଳରେ ଓଡ଼ିଆ ଵୁଝି ପାରୁନାହାନ୍ତି ସେ କଣ ଓଡ଼ିଆଙ୍କ ଦୁଃଖ ଵୁଝିବ😊

  • @trilochanpatnaik6321
    @trilochanpatnaik6321 หลายเดือนก่อน +3

    BJD ର ପ୍ରତ୍ୟେକ ଲୋକ ନେତା କୁଜି ନେତା ଓଗେର ସମସ୍ତେ ଅନ୍ଧ କୁ ଦିନରେ ଲଂଠନ ଦେଖେଇବାରେ ଓସ୍ଥାଦ।

  • @user-jv9rz9rv9n
    @user-jv9rz9rv9n หลายเดือนก่อน

    ସରପଞ୍ଚ ଏବଂ ଜିଲ୍ଲାପରିଷଦ ମାନେ ସବୁ ଖାଇଗଲେ ଆଉ ଗ୍ରାମରେ ଉର୍ନତି ହବ କଣ. ନବୀନ ସରକାର ସବୁ ନଷ୍ଟ ଭ୍ରଷ୍ଟ କରି ସାରିଛି. ଭଗବାନଙ୍କୁ ପାର୍ଥନା ନୂତନ ମୁଖ୍ୟ ମନ୍ତ୍ରୀ ଙ୍କୁ ଶକ୍ତି ଦିଅନ୍ତୁ.

  • @anirudhanaik3196
    @anirudhanaik3196 หลายเดือนก่อน

    ଶାର ରାଇଟି

  • @rksstaryoutubchannal...7105
    @rksstaryoutubchannal...7105 หลายเดือนก่อน

    I am so proud..cm..sir .majhi..sir

  • @ashokkumarpal596
    @ashokkumarpal596 หลายเดือนก่อน +1

    ଜିଲାପାଳ ଜିଲାର ମୁଖ୍ୟ ,ଜିଲାପାଳ ମାନଙ୍କୁ ଉତରଦାୟୀ କରାଗଲେ ଅନେକ ସମସ୍ୟାର ସମାଧାନ ହେଇ ପାରିବ .

  • @dhirendrapanigrahi7303
    @dhirendrapanigrahi7303 หลายเดือนก่อน

    Action needed

  • @ajitkumarpanda6388
    @ajitkumarpanda6388 หลายเดือนก่อน +3

    ଏ ଗୁଡାକ ଅଲାଜୁକ BJD ପ୍ରବକ୍ତା,,,,,,,ଠିକ୍ ପ୍ରଶ୍ନ ର ଠିକ୍ ଉତ୍ତର ଦବା ପାଇଁ ସେମାନଙ୍କୁ କୁହନ୍ତୁ,,,,, ବିତଣ୍ଡା ଯୁକ୍ତି କରୁଛନ୍ତି bjd ପ୍ରବକ୍ତା,,,,,ଲାଜ ମାଡ଼ିବା କଥା,,,,,,

  • @DR.B.NAYAK1980
    @DR.B.NAYAK1980 หลายเดือนก่อน +1

    ପୂର୍ବ ସରକାରରେ ଖାଲି ଉପରୁ ନିର୍ଦ୍ଦେଶ ତରବରିଆ ଭାବେ ଦିଆଯାଇଥିଲା କିନ୍ତୁ grass root ସ୍ତରରେ ଥିବା official staffs କେତେ ଅଛନ୍ତି ଏବଂ କାମ କିପରି ହୋଇ ପାରିବ ସେକଥା ଭାବି ନାହାଁନ୍ତି l ଖାଲି ଯୋଜନା ପରେ ଯୋଜନା ଲେଦିଦେଲେ ସିନା କିନ୍ତୁ ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ l

  • @sharatchandra3734
    @sharatchandra3734 หลายเดือนก่อน +1

    Ac re basi ki order kale kichhi hebo ni

  • @user-xg5lg7sk4z
    @user-xg5lg7sk4z หลายเดือนก่อน

    I agreed with Mr Sahu. Walk on the talk is difficult but it’s possible if they will appoint 1 independent person for every constituency, not bureaucrats and that person will directly can report to CMO.

  • @sudhalsahoo6422
    @sudhalsahoo6422 หลายเดือนก่อน

    Good allok

  • @GobardhanSahoo-vc2un
    @GobardhanSahoo-vc2un หลายเดือนก่อน

    😊😊😊😊😊😊

  • @user-bo8ui2nh4t
    @user-bo8ui2nh4t หลายเดือนก่อน +2

    ନବୀନ ପଟ୍ଟନାୟକ ନିଜେ ଗୋଟେ ସୁପର ଚୋତିଆ ହାରାମୀ ଚୋର। ସେ ଓଡ଼ିଶାକୁ କେମିତି ବୁଝିବେ। ପୁଣି ଓଡିଆ ଭାଷା କୁ ନେଇ ସେକଣ ଜାଣିଛନି।

  • @pradeepkumarsinha803
    @pradeepkumarsinha803 หลายเดือนก่อน

    IN THIS SITUATION MEDIA ROLES ARE MOST IMPORTANT, ACCORDINGLY THEIR VISUAL IMMIDIATE ACTION SHOULD BE TAKEN.

  • @sukantmallik462
    @sukantmallik462 หลายเดือนก่อน

    ମନନୀୟ.,
    ଶ୍ରୀ ଯୁକ୍ତ ମୋହନ ଚରଣ ମଝି ଙ୍କୁ ବିଶେଷ ଅନୁରୋଧ କି ଆଜି ବି ବହୁତ ଏମିତି ଗା ଅଛି କି ଆଜି ଯାଏ ବିଦୂତ ବା ରାସ୍ତା ନାହିଁ .ଏମିତି କାନୁନ ଆଣ ସବୁ ଗାଁ କୁ ରାସ୍ତା ଯିବ ଆଉ କରେଣ୍ଟ ବି ଯିବ

  • @nababarika4028
    @nababarika4028 หลายเดือนก่อน

    Low level agency/govt workers should strongly change

  • @skaifoundation8120
    @skaifoundation8120 หลายเดือนก่อน +2

    Thank you CMji. Prabhu bless you and give you the strength to take care of people. 🙏👍❤ Odisha was ruled by talkers not doers. My 2cents. Sahadev babu, I know the work culture very well. 🙏

  • @biswaranjankisku6468
    @biswaranjankisku6468 หลายเดือนก่อน

    Keonjhar re maximum construction works like roads bridges incomplete achhi... Contractors mane maximum road ra quality kharap karuchhanti...and complain hele... incomplete kari chhadi deu chhanti.....

  • @kanheinaik3185
    @kanheinaik3185 หลายเดือนก่อน

    Ministers should visit village at least once a month to hear the grievance of poor public.

  • @gandharbanayak5660
    @gandharbanayak5660 หลายเดือนก่อน

    Bikas na hele BJP aau odisha re kebe bi aasiba nanhi🙏🙏🙏

  • @grnews2143
    @grnews2143 หลายเดือนก่อน

    नवीन से ज्यादा मोहन चारण माझी बेटर है मंत्री पद के लिए और उड़ीसा बसी के लिए bester जय जगन्नाथ

  • @alokkumarmajhi784
    @alokkumarmajhi784 หลายเดือนก่อน

    Public grievance should be adheared quickly and all head of offices should be punished in case of non performance/wrong work/sub standard work/ abolition of PC/tender work. Elected members should be responsible as JE /officers. PC/profits are the main issue for aub-standrad work done

  • @sarojkumarmahanta4387
    @sarojkumarmahanta4387 หลายเดือนก่อน +1

    The real IRON-MAN (New CM- M CH MAJHI)OF civil war in Odisha politics has come from our IRON dist Kendujhar

  • @GajenGajen-re5sz
    @GajenGajen-re5sz 27 วันที่ผ่านมา

    Pratek ganre janch heba uchit Sahar town sarbajanik tatha contactor ku cbi janch heba darkar

  • @suryanarayansahu5375
    @suryanarayansahu5375 หลายเดือนก่อน

    MLA Sarpanch collector BDO Tahasildar ମାନଂକୁ ଦାୟିତ୍ଵ ଦେବା ସହ ତଦାରଖ କରିବା

  • @JagannathPatra-sr6or
    @JagannathPatra-sr6or หลายเดือนก่อน +3

    ଏଇ ବି ଜେ ଡି ର କୋଉ ବାଳ ଟା କୁ ଡାକି ଛନ୍ତି? ମାଗିହା କୁ ଚପଲ ମାଡ ଦରକାର

  • @supriyasahoo4400
    @supriyasahoo4400 หลายเดือนก่อน +1

    25 barsha ra aparaga sarakar
    Se puni 10 dina ra sarkar ku question ❓❓ karucha😅😅😅

  • @trilochanpatnaik6321
    @trilochanpatnaik6321 หลายเดือนก่อน +2

    ଆରେ ସଲେ BJD chamacha ବାଲା ପଚିଶ ବର୍ଷର ଶାସନ ଦେଇଛ ନୂଆ ସରକାରଙ୍କୁ ପଚିଶ ମାସ ଦେଖ ତା ପରେ ପାଟି କିଏ ଖୋଲିବ। ଏବେ ବଡ଼ ବଡ଼ କଥା କାହିଁକି କହୁଛ BJD ବତି ପେଲା ମାନେ।

  • @hadibandhusahoo9770
    @hadibandhusahoo9770 หลายเดือนก่อน

    MLA should touch every panchayatata frequent.

  • @sharatchandra3734
    @sharatchandra3734 หลายเดือนก่อน

    Kebal order kale hebo ni ground reality ku jiba thick hebo

  • @NiranjanMaikap
    @NiranjanMaikap หลายเดือนก่อน

    ମେଣ୍ଢା ଗିହଁ କିଶୋର ବାଳ ଉପୁଡ଼ିବା ପାଇଁ ଆସିଛୁ ଠିକ୍ ଭାବରେ ଉତ୍ତର ଦିଅ

  • @GuptaGadaba-jb1vi
    @GuptaGadaba-jb1vi หลายเดือนก่อน

    ଗାଁର ୱାଡମେମବର ର କତା ଅଫିସର ମାନେ ସୁଣୁନାନ୍ତି ସାର ୱାଡମେମବର ର କାମ କଣ ସାର ପଛାଁୟତର ଅଫିସର ମାନକଁର କାତାଟିକେ ବୁଜିବେସାର ନମସ୍କାର ଲାଗୁ

  • @saratmishra7100
    @saratmishra7100 หลายเดือนก่อน +2

    Journalist Kedar Mishra ଆପଣ ଙ୍କ ବିରୁଧରେ ଜୋର ସେ ଲାଗିଛନ୍ତି, Pandian ଙ୍କ ଇସାରାରେ।
    Be careful.

  • @MinzPratap
    @MinzPratap หลายเดือนก่อน

    Grievances were not solved only heard done their formalities

  • @manikyabhainsa6621
    @manikyabhainsa6621 หลายเดือนก่อน

    Eita ame 5 years agaru bichar karuthilu je kebe sachiba mane gaon ku ashi grass root ru road map tiarikaribe

  • @dibyaranjanmohapatra8113
    @dibyaranjanmohapatra8113 หลายเดือนก่อน

    Manmani sasan chalithila
    Bhagaban nku manu nathile aji Odisha basi semananku dekhei dele

  • @manojmuduli3144
    @manojmuduli3144 หลายเดือนก่อน +1

    Afisar mane thikithake kama nakale outu

  • @ajitkumardash9854
    @ajitkumardash9854 หลายเดือนก่อน

    Sir baliguada katha bujanchantu chari ada andjhara

  • @user-fq5gb9ep9e
    @user-fq5gb9ep9e หลายเดือนก่อน

    ୩୧୭ ବ୍ଲକ ନୁହଁ ,୩୪୭ଟି ବ୍ଲକ ଅଛି ।ପ୍ରତି ବ୍ଲକ ରେ B J P ତରଫରୁ ଅଭିଯୋଗ ପ୍ରକୋଷ୍ଠ ଖୋଲା ଜାଉ,ସବୁ ଅସୁବିଧା ର ସମାଧାନ ନିଶ୍ଚିତ ହେବ ।

  • @Ganeshmeher-nj4zc
    @Ganeshmeher-nj4zc หลายเดือนก่อน +1

    Bjd neta officers kya kiya

  • @harprasadsenapati3945
    @harprasadsenapati3945 หลายเดือนก่อน

    ED , CBI tadanta karajau Odisha re Paisa sabu kuade gala

  • @prustysaurabh
    @prustysaurabh หลายเดือนก่อน

    Visits by babus are picnic only. We need CM grievance office in 5 zones in the state. These will be node for industries, agriculture, health, diaster and skill development. Five Addl. Chief Secretary required to handle. 10 districts under tribal areas needs urgent attention.

  • @sukantmallik462
    @sukantmallik462 หลายเดือนก่อน

    sir ଆମ ଗ୍ରାମ କୁ ଆଜି ଯାଏ ରାସ୍ତା ନାହିଁ କି କରେଣ୍ଟ ନାହିଁ .
    ଆମର ଠିକଣା ହେଲା .
    ଜିଲ୍ଲା.ଗଜପତି
    ବ୍ଲକ.ମୋହନା
    ପଞ୍ଚାୟତ. ଡ଼ମ୍ବଗୁଡା
    ଗ୍ରାମ,ନିଲଡିକ୍ଲିଆ

  • @SWAINSAMIRRANJAN
    @SWAINSAMIRRANJAN หลายเดือนก่อน

    Why you are calling to Kishore Hota?

  • @user-ms9rh7hu5q
    @user-ms9rh7hu5q หลายเดือนก่อน +2

    Kisar hata Moda piechi bjd netha michua choro

  • @arunsinha9089
    @arunsinha9089 หลายเดือนก่อน

    Admistrative officer so called burocrats may be changed
    Ta pare new govt will be crowned in future. New govt will perform very well?

  • @kusumabatipradhan6692
    @kusumabatipradhan6692 หลายเดือนก่อน

    ବିଜେଡି ସମୟରେ Officer ଶାସନ ଚାଲିଥିଲା

  • @surjittripathy7536
    @surjittripathy7536 หลายเดือนก่อน

    ସାମ୍ବାଦିକ ମାନଙ୍କ ସମସ୍ୟା କଥା ଟିକେ ପକାଇଲେ ଭଲ ହୁଅନ୍ତା

  • @nareshpattnaik2454
    @nareshpattnaik2454 หลายเดือนก่อน

    ପ୍ରତି ବ୍ଲକରେ ଜଣେ ଉତ୍ତମ ବ୍ୟକ୍ତି ବିନା ଦରମାରେ ସରକାର ଙ୍କ ବିକାଶ ମୂଳକ କାମ ସମୀକ୍ଷା କରି ରିପର୍ଟ ଦେବେ ଚୁଟିଆ ଵିଯୁଆ ମାନେ ଘାଉଲ ହୋଇ ପଡିଛନ୍ତି ଯେଁଉ କର୍ମ ଚାରି ଅବହେଳା କରୁଛି ତାକୁ ପୁରା ବିଦାୟ ଲ୫ ବର୍ଷ ଅତି କାମରେ ଜେଲେ ପୁରା ସାଇଜ ହୋଇ ଯିବେ ଏ ନେଇ ମାନ କୁକାହିଁ ଡାକିଛନ୍ତି ଏ ଶଳା କଥା କୁହାଇ ଦେବନି ସଲକୁ ହଟା

  • @jnanadiptasamantaray1562
    @jnanadiptasamantaray1562 หลายเดือนก่อน

    ଚ୍ୟାନେଲ ରେ ସମୟ ନଷ୍ଟ କରୁଥିବା, ଅନ୍ୟମାନଙ୍କ ସମୟ ବି ନଷ୍ଟ କରୁଥିବା ବ୍ୟକ୍ତିମାନଙ୍କୁ ନ ଡାକିବା ଭଲ ।
    *भक्ति की चर्चा के अलावा (व्यभिचारी भक्ति नहीं,*
    *वो भक्ति अच्युत*
    *सु-केन्द्रिक होने चाहिए)*
    *मनुष्यों का सुख नहीं होता, उपभोग नहीं,*
    *ज्ञान भी नहीं होता ।*

  • @pankajcriticalchannel5227
    @pankajcriticalchannel5227 หลายเดือนก่อน

    Àngul dist /po-sanjamura ps - Kishore nagar village - Bramhani dei (katanga nali sahi village aria am argue new pls sir apan nku request Kari kahuchhi sir please am village re କରେଫେଶନ ହେଉଛି sir police/ doctor/contacter/panchha yata / road/ପାଣି ପ୍ରକଳ୍ପ ହେଇ ପାରୁନି (ଜଳହି ଜୀବନ ) ଓଁ ରାମ ଲକ୍ଷ୍ଣଣ
    Jay jay jagannath ki Jay....

  • @GaganSamantaray-kl2cp
    @GaganSamantaray-kl2cp หลายเดือนก่อน +1

    This BJD leader is not fit for debet

  • @saichittarajnanbehera8318
    @saichittarajnanbehera8318 หลายเดือนก่อน

    Shoo sir 👌 👍 😍 bjp kama kari dekaha a Katha re development nuhe😅😅

  • @kshirodripradhan1031
    @kshirodripradhan1031 หลายเดือนก่อน

    5mahala ru dekhantu kie manakala

  • @CHHANAMOBILE7123
    @CHHANAMOBILE7123 หลายเดือนก่อน

    Mu Anu rodh jaeu6i manyavar mukshya mantri ku cdpo ra byaba har kahaku janaiba

  • @sandhyaranimahanta8018
    @sandhyaranimahanta8018 หลายเดือนก่อน

    ଘରୋଇ ଚିକିତ୍ସାଲୟରେ ଘୋର ଶୋଷଣ ହେହୁଛି

  • @Aryaavlog
    @Aryaavlog หลายเดือนก่อน +1

    ଶଳା ସସ୍ମିତ କୁ ଡାକ

  • @CHHANAMOBILE7123
    @CHHANAMOBILE7123 หลายเดือนก่อน

    Mora gutie anurodh ki block ra samasta adhi kari ku adal badal kariba darkae

  • @KrushnaMuduli-yu6nv
    @KrushnaMuduli-yu6nv หลายเดือนก่อน

    Sibatala.sapaku.katidiajib.se.jetebada.sapa.hoithau.mari.tangidiajiba

  • @PramodMishra-sv1zl
    @PramodMishra-sv1zl หลายเดือนก่อน

    Block,Zilla stara re lokamananka avijog patra grahan karantu ,and karjyanustan nebapai mora sanmaniya mukhyamantri nku bises anurodh.

  • @hrushikeshpanigrahi3593
    @hrushikeshpanigrahi3593 หลายเดือนก่อน

    protyaka.panchayata.head.quartorkuasi.meatimgkari
    bujhaele.abong.jeumane.sakhytakar.kari..mentienkaleborongvalaheb
    pratyak.ganku.odisare.jiba.asambhaba.

  • @arunsinha9089
    @arunsinha9089 หลายเดือนก่อน

    BJD spokesman Kishore Hota kichi paribani. Se BJD tenu nija BJD company ku protect karibe. Mr Kishore hota please wait for 5 yrs.

  • @sayanibaliarsingh2043
    @sayanibaliarsingh2043 หลายเดือนก่อน

    Dekho BJD👍👍

  • @hrushikeshpanigrahi3593
    @hrushikeshpanigrahi3593 หลายเดือนก่อน

    B.j.d.kujiabatikpiechhi.tanku.kehibujhaeparibenahi.

  • @sugyanjena2740
    @sugyanjena2740 หลายเดือนก่อน

    Good good good very good 😂😂😂

  • @sudhalsahoo6422
    @sudhalsahoo6422 หลายเดือนก่อน

    BJBok

  • @dineshkumardk0761
    @dineshkumardk0761 หลายเดือนก่อน

    13:35 🤣କରୋନା < କରୁଣା 🤣
    କରୁଣା is everywhere

  • @rajendrapadhan8956
    @rajendrapadhan8956 หลายเดือนก่อน

    Bjd ru hisab nela pare kama armbha heba

  • @nabinbeura3225
    @nabinbeura3225 หลายเดือนก่อน

    ସେକ୍ରେଟାରୀ ଫିଲଡ଼କୁ କାହିଁକି ଯିବେ ? ବିଡ଼ିଓ ଓ ବିଧାୟକ ଯେଉଁମାନେ ସେଠି ଅଛନ୍ତି ସେମାନେ କଣ କରିବେ ? ହୋତା ସାର କଣ କହୁଛନ୍ତି, ଜାଣି ହେଉନାହିଁ. ତାଙ୍କୁ ଆଗରୁ ପ୍ରଶ୍ନ କହିଥିଲେ ସେ ପ୍ରସ୍ତୁତ ହୋଇ ଅସିଥାନ୍ତେ.