All evidence allegedly destroyed in name of Puja in Bharatpur police station || KalingaTV

แชร์
ฝัง
  • เผยแพร่เมื่อ 11 พ.ย. 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    TH-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

ความคิดเห็น • 418

  • @suparfonyfamily
    @suparfonyfamily หลายเดือนก่อน +89

    ଓ ପୂଜା ର ଏହା ହିଁ ମୁଖ୍ୟ ଉଦେଶ୍ୟ ଥିଲା,ଗ୍ରହ ଶାନ୍ତି ନା ରେ

  • @narayanreddy9024
    @narayanreddy9024 หลายเดือนก่อน +197

    ମାଘିଆ ଭଲ ଖେଳ ଖେଳୁଛନ୍ତି ପୋଲିସ

    • @Diffence_lovers123
      @Diffence_lovers123 หลายเดือนก่อน +5

      Lok bhabuthile... Ledies ra bhul..
      Ebe auki chi..😅😅 Bala police... Bala

  • @laxmidharmirror5500
    @laxmidharmirror5500 หลายเดือนก่อน +150

    ଥାନା ରେ ତ ପୂଜା ଗ୍ରହ ଶାନ୍ତି ନାଁ ରେ ଥାନା ପରିସର ପାଣି ରେ ଧୁଆ ହୋଇଗଲା sanitazer use କରାଗଲା ସବୁ ପ୍ରମାଣ ବି ନଷ୍ଟ ହେଲା
    ଏବେ କେମିତି ତଦନ୍ତ ହେବ?
    ଗୋଟେ ସରକାରୀ ଅନୁଷ୍ଠାନ ରେ ଧାର୍ମିକ ପୂଜା କାଣ୍ଡ କୁ କିଏ ଅନୁମତି ଦେଲା ତାକୁ ଏବେ ଧର

    • @nandansahu3832
      @nandansahu3832 หลายเดือนก่อน +1

      Kichi hebani pari case pari result heba

  • @bijayapppradhan4563
    @bijayapppradhan4563 หลายเดือนก่อน +134

    ପୂର୍ବତନ iic କୁ ଝାଡା ହେବନି। ସେ କେବେ ଚିନ୍ତା କରିନଥିଲା ଜେ କାହା ଲାଞ୍ଜ ରେ ହାତ ମାରିଛି।

    • @PrabhatSahoo-f3e
      @PrabhatSahoo-f3e หลายเดือนก่อน +6

      Bilkul tk bhai kaha apne chora ghara sabu dina andhara hei na thai dinena dine sata agaku ase

    • @sumantachandrakantahembram2654
      @sumantachandrakantahembram2654 หลายเดือนก่อน

      Kobro lanjore hato marichi mane morono sunischito

  • @ARMAN-m-g
    @ARMAN-m-g หลายเดือนก่อน +88

    Mg ଓଡିଶା ପୋଲିସ କୁ କହି ବାକୁ କିଛି ବାକ୍ୟ ନାହିଁ

  • @bishnuprasadmishra8830
    @bishnuprasadmishra8830 หลายเดือนก่อน +117

    ଆମେ ଜଣିଥିଲୁ ପ୍ରମାଣ ନଷ୍ଟ କରିଥିବେ, ଯେହେତୁ ସବୁ ପୋଲିସ ତଳୁ ଉପର ଯାଏଁ ଡକାୟତ ।ସେହି ୫ ଜଣକୁ ତତକାଳ ଗିରଫ କରାଯାଉ।

    • @HatkeKakashi
      @HatkeKakashi หลายเดือนก่อน +1

      ଆର୍ମୀ ର କେସ ବୋଲି ଏମାନେ ନ୍ୟାୟ ପାଇ ବି ଯିବେ କିନ୍ତୁ ସାଧାରଣ ଲୋକଙ୍କ ସାଙ୍ଗରେ ଥାନା କୁ ଗଲେ ଯାହା ବି ଦୂର୍ବ୍ୟବହାର କରା ଯାଉଛି, ସେଥିପାଇଁ ସରକାର କିଛି ଉଚିତ୍ ପଦକ୍ଷେପ ନେବା ବହୁତ୍ ଜରୁରୀ ହେଇଗଲାଣି

  • @JyotsnaraniMahunta
    @JyotsnaraniMahunta หลายเดือนก่อน +116

    ସେହି ଭରତପୁର ଥାନାର ଦଵଙ୍ଗ ପୋଲିସ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

    • @SujataRoyDailyVlogs
      @SujataRoyDailyVlogs หลายเดือนก่อน +2

      All odisha re police nka dabanga giri chalichi.

  • @853C
    @853C หลายเดือนก่อน +44

    ଥାନାରେ ପୂଜା କରିବା ର କଣ ନିୟମ ରହିଛି ? କେଉଁ ଧର୍ମ ର ପୂଜା ହେଲା ? କଣ ନିଜ ଇଚ୍ଛା ରେ ଆଇଆଇସି କରିଛନ୍ତି ନା CP ଙ୍କ ଠାରୁ permission ଆଣିଛନ୍ତି ସେଥିପାଇଁ CP ଆଉ DG ଗୋଟେ ପ୍ରେସ ବିବୃତି ଦିଅନ୍ତୁ।

  • @sunilrauto5923
    @sunilrauto5923 หลายเดือนก่อน +32

    IIC କୁ dismiss କରାଯାଉ

  • @sadnasardar7984
    @sadnasardar7984 หลายเดือนก่อน +122

    ସମସ୍ତଙ୍କୁ suspend କୋର 🙏

    • @bijaypanda2274
      @bijaypanda2274 หลายเดือนก่อน +3

      Police kuthe Saha samil

    • @Suvasish24
      @Suvasish24 หลายเดือนก่อน +1

      Already suspended..

    • @pareshmishra612
      @pareshmishra612 หลายเดือนก่อน +2

      To gandi re pahar ହେବ raha 😅😅

    • @Sached299
      @Sached299 หลายเดือนก่อน +1

      ​@@pareshmishra612ଲାଜ ଲାଗୁନି କିରେ ଓଡିଶା କୁ ବଦନାମ କଲ

    • @manasimohanty942
      @manasimohanty942 หลายเดือนก่อน

      raijya re police rakhoka saji vokhok kemiti hella, aaha ammo raijya pani gharo lajja o nindhonio

  • @KHERWAL_BAZAAR
    @KHERWAL_BAZAAR หลายเดือนก่อน +66

    ଗ୍ରହ ଶାନ୍ତି ଏକ ଅନ୍ଧବିଶ୍ୱାସ ।
    ଏହି ଅନ୍ଧବିଶ୍ୱାସ ନା ରେ ଅନେକ ନିରୀହ ଲୋକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ପୁଣି ପୋଲିସ ଥାନାରେ ଗ୍ରହ ଶାନ୍ତି କରୁଛି ।
    ବା ବା ବା

  • @JayantkumarSethi
    @JayantkumarSethi หลายเดือนก่อน +40

    ସବୁ ପୋଲିସ ଏକ ଲାଉର ମଞ୍ଜି 😂😂😂।ପୋଲିସ ଷ୍ଟେସନ ରେ ପୁଣି ହୋମ ଯଜ୍ଞ ..! କ୍ରାଇମ ବ୍ରାଞ୍ଚ ଟିମ୍ କଣ କରୁଥିଲା କାହିଁକି ସାଇଣ୍ଟିଫିକ ଟିମ୍ ଡକାଇ ନମୁନା ସଂଗ୍ରହ କଲା ନାହି ? ଜାଣି ଶୁଣି ବିଳମ୍ବ କରାଯାଉଥିଲା ଯେମିତି ପ୍ରମାଣ ସବୁ ନଷ୍ଟ ହୋଇଯିବ । ଆମେ ଓଡ଼ିଶାବାସୀ କଣ ଭକୁଆ ? ।😂😂😂

  • @jajatidas530
    @jajatidas530 หลายเดือนก่อน +64

    ଥାନା ଉପରେ କିଳା ଉପରେ କିଳା 😂

  • @DivyasinghRout
    @DivyasinghRout หลายเดือนก่อน +124

    ନୂଆ iic ଙ୍କୁ ଏହି ବିଷୟରେ ପଚରାଯାଉ କଣ ନୂଆ iic ଆସିଲେ ଥାନା ଧୁଆ ହୁଏ କି

    • @jayaramkandi8797
      @jayaramkandi8797 หลายเดือนก่อน +7

      ସିଏବା କହୁଚି ମୁଁ ଏ ବିଷୟ ରେ କିଛି ଜାଣିନି
      କିନ୍ତୁ ସେ ସବୁ ଜାଣିଚି

    • @ronaldreagan878
      @ronaldreagan878 หลายเดือนก่อน +5

      Take third degree karajau sabu kahiba

    • @SujataRoyDailyVlogs
      @SujataRoyDailyVlogs หลายเดือนก่อน +3

      Right

    • @sriharibehera
      @sriharibehera หลายเดือนก่อน +1

      Right

  • @PinkuPatra-dt8xx
    @PinkuPatra-dt8xx หลายเดือนก่อน +18

    ଏଇଟା କେବଳ ମୋହନ sir ଙ୍କୁ କହିବା କଥା home Dipartment ମୋହନ sir ଙ୍କ ପରା ସେ ଏପର୍ଯ୍ୟନ୍ତ କଣ କରୁଛନ୍ତି?

  • @anilmajhi5687
    @anilmajhi5687 หลายเดือนก่อน +75

    ମାଦାରଚୋଦ IIC

  • @nandasudamniali
    @nandasudamniali หลายเดือนก่อน +15

    Investication ପୂର୍ବରୁ କିଏ ଆଦେଶ ଦେଲା ପୂଜା କରିବାକୁ,ଓ କାହିଁକି I I C ଙ୍କୁ ଟିକେ ପଚାରନ୍ତୁ ମିଡ଼ିଆ ଭାଇ

  • @chandrasekhar01
    @chandrasekhar01 หลายเดือนก่อน +7

    ଏହି ପ୍ରକାର ଗ୍ରହ ଶାନ୍ତି ଆଗରୁ କେତେଥର ହେଇଛି investigation କରାଯାଉ ଜଲ୍ଦି ଆଉ କେଉଁ କେଉଁ case ପରେ ହେଇଛି ସେଟା ବି ତଦନ୍ତ ହେଉ

  • @shaktiprasadacharya5200
    @shaktiprasadacharya5200 หลายเดือนก่อน +20

    ଓଡିଶା ରୁ ପୋଲିସ hata ଯାଉ aarmy ରଖା ଯାଉ

  • @manasdas5715
    @manasdas5715 หลายเดือนก่อน +30

    ଆଗରୁ ଅନେକ ଅଭିଯୋଗ ରହିଛି ସେନା କର୍ମଚାରୀଙ୍କ ତରଫରୁ ବିଭିନ୍ନ ମାମଲା, ଶେଷରେ ଭାରତ ସରକାର ଭରତପୁର ଘଟଣା କୁ ଗୁରୁତ୍ବ ଦେଇ ବିଶେଷ ପଦକ୍ଷେପ ଗ୍ରହଣ ଆରମ୍ଭ କରିଛନ୍ତି

  • @panchananpradhan2397
    @panchananpradhan2397 หลายเดือนก่อน +21

    ନାଗ ସାପ ଦେହରେ ହାତ ମାରିଦେଲେ😢 ଓଡ଼ିଶା ପୋଲିସ୍ ଭାଇମାନେ ।

  • @niranjanbehera772
    @niranjanbehera772 หลายเดือนก่อน +26

    ଓଡ଼ିଶାବାସୀ ଏକଜୁଟ ହୁଅ ପୁରା ଫିଲ୍ମ କରି ସାରିଲେଣି 😢😢

  • @a.r.sgamer4051
    @a.r.sgamer4051 หลายเดือนก่อน +20

    CRPFଙ୍କୁହସ୍ଥାନ୍ତର କର ସବୁ ପୋଲିସ ଥାନା

  • @sujatamohapatra675
    @sujatamohapatra675 หลายเดือนก่อน +23

    Thanks Ankita for you only odia people voice their opinion against these culprits ...so don't spare them...we are proud of you 🙏

    • @Artivule
      @Artivule หลายเดือนก่อน

      Se non odia baa

  • @sachikantasahoo3390
    @sachikantasahoo3390 หลายเดือนก่อน +9

    Crime branch ଚାହିଁଲେ ସବୁ ଖୋଜି ଆଣି ପାରିବ, jadi ନ୍ୟାୟ ନ ମିଳିବ ତେବେ Army ତା ନିଜ ଅନୁସାରେ ନ୍ୟାୟ କରି ପାରିବ.

  • @krushnachandrabehera7912
    @krushnachandrabehera7912 หลายเดือนก่อน +13

    ଦୃଢ କାଯ୍ୟ ଅନୁଷ୍ଠାନ ନିଆଯାଉ ପୋଲିସ ଉପରେ ଯେପରି ଭବିଷ୍ୟତ ରେ ଏମିତି ଭୁଲ କରିବା ପୃର୍ବ ରୁ 100ଥର ଭାବିବେ

  • @AshokKumar-vp6mb
    @AshokKumar-vp6mb หลายเดือนก่อน +7

    ତଦନ୍ତ ଆରମ୍ଭ ନ ହେଉଣୁ ଥାନାକୁ ଧୁଆ ଯାଇ କଣ୍ ପାଇଁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା ? ପୋଲିସ ଶହେ ଶହେ ରେ ଦୋଷୀ । ଥାନାରେ କି ଗ୍ରହ ଶାନ୍ତି ହେଉଥିଲା ? କେବଳ ଭାଣ୍ଡାମି ଆଉ ପ୍ରହସନ ଚାଲିଛି ।

  • @ShaktidharRoul-th1jr
    @ShaktidharRoul-th1jr หลายเดือนก่อน +12

    ଜାଣିଶୁଣି ପୋଲିସ ଏ କାମ କରିଛନ୍ତି ପୂଜା ବାହାନା

  • @sanjayapanda8176
    @sanjayapanda8176 หลายเดือนก่อน +25

    ପୋଲିସ amite ଦଫା ଲଗାଇଲା ଜେ ମୁଖ୍ୟମନ୍ତ୍ରୀଙ୍କ ଭଣଜା କୁ ସାଙ୍ଗେ ସାଙ୍ଗେ bail..

  • @sachikantasahoo3390
    @sachikantasahoo3390 หลายเดือนก่อน +9

    ଭଗବାନ ଚାହୁଁଛନ୍ତି ଏ ଘଟଣା ଦ୍ଵାରା ଲୋକ ଏବେ ଠାରୁ ପୋଲିସ ଅତ୍ୟାଚାର ରୁ ମୁକ୍ତି ପାଆନ୍ତୁ .

  • @DanduPradeeppatra
    @DanduPradeeppatra หลายเดือนก่อน +36

    Jail ku patha aparadhinku

  • @BrundabanSahoo-ty6vq
    @BrundabanSahoo-ty6vq หลายเดือนก่อน +23

    ଥାନା ଭିତରେ ଅଭିଜୋଗକାରି କଣ ଗୁଣିଆ ଥିଲେ କି ଥନାଵାଵୁ ଥାନାରେ ପୂଜା ଅଚନା କରୁଥିଲେ ପ୍ରମାଣ ନଷ୍ଠ କରିବାକୁ ପୂଜା କରୁଥିଲେ ଜେଉ ପୋଲିସି ପୂଜା କରୁଥିଲେ ତାକୁ ତଦନ୍ତ କରାଜାଉ

  • @bhabanishankarnayak667
    @bhabanishankarnayak667 หลายเดือนก่อน +19

    Suspend those persons who destoried the evidence.

  • @mihirdwivedi8843
    @mihirdwivedi8843 หลายเดือนก่อน +25

    No result will come out . Crime branch will fail as everything has been washed out

  • @jayaramkandi8797
    @jayaramkandi8797 หลายเดือนก่อน +15

    ଏବେ ପୁଜା କରିଥିବା ମାଷ୍ଟର ମାଇଣ୍ଡ ଟା କିଏ
    ସେ ହାରାମି ଟିକୁ ଧରାଜଉ
    କୋଉଠି ବା,,, କେତେଟା ,, ଆଇ ଆଇ ସି ,, ବଦଳିଲେ ଥାନା ମାନଙ୍କ ରେ ପୁଜା କରାଯାଏ
    ସଳା ଓଡ଼ିଶା ପୋଲିସ୍ ,ଏତେ ବେକାର , ଆଉ ଏତେ ଝାବଡ .
    ବିଶ୍ଵାସ କରିହଉନି ସଳା ଏତେ ଖରାପ୍ ସିଷ୍ଟମ
    ଏତେ କରପ୍ଟ ଏମାନେ ।
    ଛି ଛି ଛି

    • @jyotirmayeeharichandan7552
      @jyotirmayeeharichandan7552 หลายเดือนก่อน

      ପାଣ୍ଡୁ ଆଉ କିଏ।

    • @drtapasranjanbehera77
      @drtapasranjanbehera77 หลายเดือนก่อน +1

      Puja kale kan ta problem....clean kale ki bala pramana ta nasta hei gala ki

    • @jayaramkandi8797
      @jayaramkandi8797 หลายเดือนก่อน

      @@drtapasranjanbehera77 ଅସୁବିଧା କିଛି ନାହିଁ କିନ୍ତୁ ଏମିତି ଆଗରୁ କେବେ ଦେଖିଥିଲେ କି ଭାଇ କହୁ ନାହାନ୍ତି

    • @drtapasranjanbehera77
      @drtapasranjanbehera77 หลายเดือนก่อน

      @@jayaramkandi8797 Alia nka pada padithila ta sethipai tike safa Kari le

  • @srikanta671
    @srikanta671 หลายเดือนก่อน +17

    All police department କୁ ବହିସ୍କାର କରାଯାଉ,, dissmiss କରାଯାଉ

    • @thecommonman5169
      @thecommonman5169 หลายเดือนก่อน +1

      Yes immediately, POLICE BOLI SOCITY RE NA RAHIBA UCHIT.....BCOZ SEMANE PUBLIC RA SWADHINATA KU NASTA KARUCHANTI

  • @ChandinidasTina
    @ChandinidasTina หลายเดือนก่อน +23

    Sabu police misi jaichanti

  • @banamalibarik8672
    @banamalibarik8672 หลายเดือนก่อน +2

    ଗଣ ମାଧ୍ୟମକୁ ଧନ୍ୟବାଦ

  • @Kanish2228
    @Kanish2228 หลายเดือนก่อน +5

    ପୋଲିସ ଉପରେ ଆଉ ବିଶ୍ୱାସ ନାହିଁ।😡😡😡

  • @kalicharanpanda4079
    @kalicharanpanda4079 หลายเดือนก่อน +10

    Very nice action is taking by govt. ❤❤❤❤

  • @anantasahoo9018
    @anantasahoo9018 หลายเดือนก่อน +11

    Iic nku phasi diajau.

  • @mukeshkumar11111
    @mukeshkumar11111 หลายเดือนก่อน +22

    Police ku kana authorize achhi thana bhitare puja karibaku? Nua IIC v thik nuhe, fully corrupt

  • @sewanayak945
    @sewanayak945 หลายเดือนก่อน +3

    କେବଳ ବହିଷ୍କାର କରାଯାଉ 🙏

  • @NovaSales-er3fg
    @NovaSales-er3fg หลายเดือนก่อน +5

    ଏହା ଆମ ଦେଶରେ ଏକ ନୂଆ ବିଷୟ ନୁହେଁ | ସରକାର ଅନେକ ଅପରାଧୀଙ୍କୁ ବଞ୍ଚାଉଛନ୍ତି ଏବଂ ଧର୍ମ ନାମରେ ଅନେକ ବେଆଇନ କାର୍ଯ୍ୟ କରୁଛନ୍ତି |

  • @ramachandragond162
    @ramachandragond162 หลายเดือนก่อน +4

    ପୋଲିସ ର Rule regulation କୁ ହଟେଇ ବା ଦରକାର ନ ହେଲେ ମାଜ୍ଞା ମାନେ public କୁ ସବୁବେଲେ ଡରାଉଥିବେ

  • @sabitaprusty8035
    @sabitaprusty8035 หลายเดือนก่อน +5

    ଏଣିକି. ଶାନ୍ତିର ସ୍ଥାପନା କରଯା ଉ, ପ୍ରମାଣ ରଖି ଲୋକ ମାନଙ୍କୁ ଠିକ୍ ନ୍ୟାୟ ମିଳୁ। ସମସ୍ତ ଙ୍କର ମଂଗଳ ହେବ ।ଭଗବାନ ସନ୍ତୁଷ୍ଟ ହେବେ।

  • @PRAKASHMOHANTY-x1x
    @PRAKASHMOHANTY-x1x หลายเดือนก่อน +2

    ବର୍ତ୍ତମାନ ତଦନ୍ତ ସମୟରେ ପୂଜାର୍ଚ୍ଚନା କରିବା ପାଇଁ କାହିଁକି ଅନୁମତି ଦେଲେ
    କ୍ରାଇମବ୍ରାଞ୍ଚ ଟିମ୍।

  • @tapashipati1778
    @tapashipati1778 หลายเดือนก่อน +17

    Samastanku chakiriru bahishkara karajau

    • @dayasagar1174
      @dayasagar1174 หลายเดือนก่อน

      Aau tame jae join karibo 😅😅😅😂

  • @SuryamaniMalik
    @SuryamaniMalik หลายเดือนก่อน +4

    ଆଗରୁ ଆହୁରି କେତେଭୁଲକାମକରିଥିବ ଭଲରେ କାଇମୀବାଞ୍ଚ ତଦନ୍ତ କରନ୍ତୁ,, thank you kraemi brancha🇮🇳💪💪💪💪

  • @manojsamantara4624
    @manojsamantara4624 หลายเดือนก่อน +14

    Puja kariba kan darkar thila

  • @jayanarayanmohapatra263
    @jayanarayanmohapatra263 หลายเดือนก่อน +9

    All the culprits should be jailed.

  • @IRONFIST1580
    @IRONFIST1580 หลายเดือนก่อน +11

    Gote lambaa enquiry chaaliba...gote lambaa case chaliba. Last ku pramana avab re Dosi police karmachari maane nirdosh re khasijibe. Se piditaa o Makor nku prakruta nyaya miliba naahi.

  • @subhransudalai8360
    @subhransudalai8360 หลายเดือนก่อน +2

    କୁଆଡେ ଗଲେ ସବୁ ଅନ୍ଧଭକ୍ତ

  • @WORLDMUSIC1Event
    @WORLDMUSIC1Event หลายเดือนก่อน +3

    Odisha police station re ସବୁ ପାଗଳ ଚାକିରି ଜୀବନ ବିତେଇ ଛନ୍ତି

  • @ambarishkumargiri9319
    @ambarishkumargiri9319 หลายเดือนก่อน +5

    Calcutta re doctor murder pare sange sange bathroom repair and bhartpur thhana re puja chalila... Jai Hind.

  • @BikashkumarPradhan-y9u
    @BikashkumarPradhan-y9u หลายเดือนก่อน +4

    ଯାହା ହେଉ ମାଡାମ ଶୀଘ୍ର ସୁସ୍ଥ ହୋଇ ଗଲେଣି।ରୋଡ଼ ରୋମିଓ ଏବଂ ପୋଲିସ୍ ସମସ୍ତ ଆକ୍ରମଣ କରିଥିଲେ କିନ୍ତୁ ବାନ୍ଧବୀ
    ବହୁତ ସୁନ୍ଦର।

    • @subhransudalai8360
      @subhransudalai8360 หลายเดือนก่อน

      ଦୃଢ଼ ଅନ୍ଧଭକ୍ତି ର ନମୁନା ଦେଖଉଛ ଭାଈ

    • @BikashkumarPradhan-y9u
      @BikashkumarPradhan-y9u หลายเดือนก่อน

      @@subhransudalai8360 ୧୦୦% ମୁଁ ନିଶ୍ଚିତ ଯେ ପୋଲିସ୍ ଖରାପ ହେଲେ ରୋଡ଼ ରୋମିଓ ବାନ୍ଧବୀ କୁ ଆକ୍ରମଣ କରିନି ବରଂ ସେ ଝିଅ ସେମାନଙ୍କୁ ଖରାପ୍ ଭାଷାରେ ଗାଳିଗୁଲଜ କରିଛି ।

    • @snigdhamohanty5260
      @snigdhamohanty5260 หลายเดือนก่อน

      Andha bhakti ta thik achi kintu ta sangre bikruta mastika. Ai valia lokanku Odisha basi jeuthi dekhile pitantu.

    • @BikashkumarPradhan-y9u
      @BikashkumarPradhan-y9u หลายเดือนก่อน

      @@snigdhamohanty5260 ତୁ ବୋଧେ ବାରରେ ମଦ ପିଇ ରାତି ୨/୩ ରେ ଘରକୁ ଫେରୁଛୁ।

    • @LaxmanGOIPAI-m1e
      @LaxmanGOIPAI-m1e หลายเดือนก่อน

      MG 2ta nku badeichanti bholo heichi 😂😂😂
      1 sadharono lokonku middle finger dekheiba ta kete bhul kete thik bicharo korontu

  • @SibanandaPrida
    @SibanandaPrida หลายเดือนก่อน +2

    ଥାନାରେ ପୂଜା ଏ କୁକୁର ପୋଲିସ୍ ଗୁଡ଼ା ବେପାର କରୁଛନ୍ତି କି, ପୂଜା କରିବା ମାନେ ମାନେ ମାନେ

  • @panchananpradhan2397
    @panchananpradhan2397 หลายเดือนก่อน +2

    ଆଗରୁ ପୋଲିସ ଅଧିକାରୀ ମାନେ ଏହିପରି ଭାବରେ କାର୍ଯ୍ୟ କରୁଥିଲେ ।

  • @rathenterprisespuri
    @rathenterprisespuri หลายเดือนก่อน +2

    ପୋଲିସଙ୍କ ବ୍ୟବହାର ବହୁତ ଖରାପ

  • @imshree99
    @imshree99 หลายเดือนก่อน +9

    ଏସବୁ ମୋହନ ମାଛିର ଚାଲ୍। ଗୃହ ବିଭାଗ କୁ ନିଜ ହାତରେ ରଖି ସଖୀ କଣ୍ଢେଇ ପରି ଖେଳି ଚାଲିଛି ଆଉ ଅନ୍ଧଭକ୍ତ ମାନେ ଗର୍ବରେ କହୁଛନ୍ତି ଲୋକ ଙ୍କ ସରକାର। ଏବେ ସମୟ ଆସିଛି ଏ ମିଛୁଆ ଆଉ ଭ୍ରଷ୍ଟାଚାରୀ ସରକାର କୁ ପାନେ ଦେବାକୁ ହେବ। ଜନ ଆନ୍ଦୋଳନ ନିହାତି ଜରୁରୀ।

  • @a.r.sgamer4051
    @a.r.sgamer4051 หลายเดือนก่อน +8

    ସବୁ ପୋଲିସ ଲାଗିଛି କେମିତି ପୋଲିସ ଖସିବେ

  • @prasannabisoi7256
    @prasannabisoi7256 หลายเดือนก่อน +3

    First to suspend to DCP

  • @Matruprasd
    @Matruprasd หลายเดือนก่อน

    ଓଡ଼ିଶା ରୁ ପୋଲିସ୍ ବ୍ୟବସ୍ଥା ଉଠାଯାଉ ଆର୍ମି ରଖାଯାଉ

  • @pravasinisatapathy6341
    @pravasinisatapathy6341 หลายเดือนก่อน +3

    I I c ର ପୁଅର ସୁଧିଅ ଘର ହଉଥିଲାକି

  • @santoshswain3113
    @santoshswain3113 หลายเดือนก่อน +22

    Immediately Dismiss the BASTAD BEIMANI IIC DCP regarding Bharatpur case

  • @ShaktidharRoul-th1jr
    @ShaktidharRoul-th1jr หลายเดือนก่อน +2

    ଠିକ କଥା ଏ ଶଳା ପୋଲିସ ଚାଲାକ

  • @dactorsingh5867
    @dactorsingh5867 หลายเดือนก่อน

    ଜିଅନ୍ତା ପୁତି...ପାବଲିକ ମାଡ଼ ହେଉ ଏ ପୁଲିସ କୁ ...

  • @ManoranjanSwain-ep8rt
    @ManoranjanSwain-ep8rt หลายเดือนก่อน +1

    Yes sir

  • @sunilkumarpradhan9739
    @sunilkumarpradhan9739 หลายเดือนก่อน

    ମୋତେ ପୋଲିସ ବିନା କାରଣରେ 24ଦିନ jail ରେ ରଖିଥିଲେ ଅମାନଙ୍କୁ ଏପରି ହିଁ ହେବା ଦରକାର

  • @abhishekhembram2649
    @abhishekhembram2649 หลายเดือนก่อน +1

    DSP PRATEEK SINGH KU SUSPEND KORAJAU

  • @GitanjaliNayak-jy5bt
    @GitanjaliNayak-jy5bt หลายเดือนก่อน

    Absolutely right...

  • @dayanidhimurmu8548
    @dayanidhimurmu8548 หลายเดือนก่อน +1

    ମାନ୍ୟବର ବିଚାରପତିଙ୍କୁ ଅନୁରୋଧ ଯେ,,,, ଯେତେବେଳେ statement ନେବେ ସେ ଝିଅ ଆଉ ସେ Army ର ତାଙ୍କୁ ଅଲଗା କରି ପଚରା ଜଉ ଏବଂ same time ରେ ସତ ସବୁ ବାହାରି ପଡିବ

  • @gobardhanbarik6616
    @gobardhanbarik6616 หลายเดือนก่อน +2

    Pura India Jani Sarilani Odisha Police Kete Chora...

  • @HareKrushna-f3d
    @HareKrushna-f3d หลายเดือนก่อน

    ଶଳା ହାରାମୀ ପୋଲିସ୍ ନିଜକୁ ନିଜେ ସେ କଣ ଭାବୁଥିଲା ? ଏ ଦେଶରେ ଆଉ ଗଣତାନ୍ତ୍ର ଦରକାର ନାହିଁ ,ଏଥର ମିଲିଟାରି ସାସନ ଦରକାର ।
    ସଇନିକ ଭାଈ ମୋ ଜଗିଚୁ କାହାକୁ
    ଶୀତ ଖରାଟାରେ ସେଠି
    ଛାଡ଼େ ଚାକିରି ଚାଲିଆ ଗାଁ କୁ
    କର ତୁ ରାଜନିତୀ ।

  • @DevenderSingh-mg9ck
    @DevenderSingh-mg9ck หลายเดือนก่อน

    भारतीय फौज का बेहद अपमान कर रही है उड़ीसा पुलिस

  • @sushantsabat1505
    @sushantsabat1505 หลายเดือนก่อน

    ଭାଇ , ନୂଆ JOB VACCANCY ବାହାରିବ READY ରୁହ । ଏଥର ଯଦି , ଏମାନଙ୍କୁ ନ SUSPEND କରିବେ
    ଓଡିଶା ରେ "ଇମିତି,, ବହୁତ୍ କାଣ୍ଡ ହେବ, ନିଶ୍ଚୟ

  • @Prasad.4678
    @Prasad.4678 หลายเดือนก่อน

    ସତରେ ମୁଁ ଭାବିପାରୁ ନାହିଁ ଓଡ଼ିଶାରେ ପୋଲିସ ମାନେ ଏମିତି ହେବେ ବୋଲି ମିଲିଟାରୀ ଶାସନ ହେବ ଦରକାର

  • @gourisankarsethi7928
    @gourisankarsethi7928 หลายเดือนก่อน +4

    News reporter have 4 wives please verify it . 😂😂😂😂😂

  • @ManjulataDas-s1r
    @ManjulataDas-s1r หลายเดือนก่อน

    Right

  • @rankanayak9953
    @rankanayak9953 หลายเดือนก่อน +3

    ମେଜର ମାଇପ ବୋଲି ଏତେକଥା। କାଇଁ ଗରିବ ଲୋକଙ୍କ ପାଇଁ ଏତେ ପାଲାତ ହଉନି ଖାଲିପିଡିତା ତାର କୋଉଟା ପିଡା ହେଇଜାଇଛି। ଖାଲିଗୋଟେ ପାଲା

    • @melisha4236
      @melisha4236 หลายเดือนก่อน

      Tu kie be.. police chakar ki?

    • @RajendraMohalik-mn3nf
      @RajendraMohalik-mn3nf หลายเดือนก่อน

      ta maepa hae thile tube dekhi thaantu

    • @subhransudalai8360
      @subhransudalai8360 หลายเดือนก่อน

      ଅନ୍ଧଭକ୍ତ ଙ୍କ ପ୍ରଜାତି ବିରଳ 😂 ବୋଲି ପ୍ରମାଣିତ ଇମିତି ବିତଣ୍ଡା ଯୁକ୍ତି ପାଇଁ

    • @sumantachandrakantahembram2654
      @sumantachandrakantahembram2654 หลายเดือนก่อน

      Aguru emiti bohut Kori thibe aji dhomo sohilani kobra lanjore hato marichi police

    • @LaxmanGOIPAI-m1e
      @LaxmanGOIPAI-m1e หลายเดือนก่อน

      ​@@RajendraMohalik-mn3nf
      Bhai se maepo road re jauthiba lokonku middle finger dekhouthila seithi pain taku badeichanti 😂😂😂
      Emiti Maipo ku jodi se major v marriage kore ta life ta ku pura barbaad koridobo

  • @SUGRIGAHIR
    @SUGRIGAHIR หลายเดือนก่อน

    Good

  • @ArpitaMandal-l9c
    @ArpitaMandal-l9c หลายเดือนก่อน

    ମୋହନ ସରକାର ଏବେ ନୂଆ ନିୟମ ଆଣିବା ଉଚିତ୍, ଏଭଳି ପୁଲିସ କଡ଼ା କାର୍ଯ୍ୟାନଷ୍ଠାନ ବ୍ୟବସ୍ଥା ରହିବା ଦରକାର

  • @sitaramkumarpradhan842
    @sitaramkumarpradhan842 หลายเดือนก่อน +2

    Service ru pura nilambit karajau strictly punishment diya jau

  • @SultanAXYZ
    @SultanAXYZ หลายเดือนก่อน +1

    ଭଲ ବୁଦ୍ଧି ଲଗେଇଛନ୍ତି.. ଆଡମିନିଷ୍ଟ୍ରେସନ ପୁରା ସତ୍ୟାନାଶ କରିଦେଲା ମାଝୀ ମୁଣ୍ଡା ସରକାର..

  • @biswajitdash394
    @biswajitdash394 หลายเดือนก่อน

    ନିଜେ ଗ୍ରହ,, ତା ଗ୍ରହ ଶାନ୍ତି ପୂଜା କରୁଛି 😂😂😂😂😂

  • @purnanandadas4468
    @purnanandadas4468 หลายเดือนก่อน +1

    Face appearance of IIC was nervous during Puja in Bharatpur PS. Puja was performed for destroying evidence,

  • @amulyakumarparida523
    @amulyakumarparida523 หลายเดือนก่อน

    ବିଜେପି ଅଶତ୍ୟର ସୋଉଦାଗର।

  • @BharatikrushnaRath
    @BharatikrushnaRath หลายเดือนก่อน

    ଜୟ ଯବାନ.

  • @pratyushmohanty8788
    @pratyushmohanty8788 หลายเดือนก่อน +1

    This is so disheartening

  • @nirmalpatnaik5796
    @nirmalpatnaik5796 หลายเดือนก่อน

    Transfer,,and posting should be kept in abeyance till posting of New,police officers, Transfer and,,posting should Moniter by CMO,,Jay'Jagannath

  • @sachikantasahoo3390
    @sachikantasahoo3390 หลายเดือนก่อน

    ଓଡ଼ିଶାର ପ୍ରତ୍ୟେକ ଜନସାଧାରଣ directly ବା indirectly ପୋଲିସ ଦ୍ୱାରା ପ୍ରତାଡିତ

  • @healthylifewithorganic4536
    @healthylifewithorganic4536 หลายเดือนก่อน

    Kindly send all higher police staff to Centre Deputation and invite new staff from centre deputation

  • @nimainmajhi3776
    @nimainmajhi3776 หลายเดือนก่อน

    ଜାହା,,କଲଲ

  • @sabitaprusty8035
    @sabitaprusty8035 หลายเดือนก่อน

    ଥାନାରେ ଗ୍ରହ ଶାନ୍ତି ଦେଖାଯାଉ ଆଗକୁ କଣ ହେଉ ଛି।

  • @sankarhembram4582
    @sankarhembram4582 หลายเดือนก่อน

    Good morning 🌅😊

  • @jayantiswain515
    @jayantiswain515 หลายเดือนก่อน

    ଏଥିପାଇଁ cp Dg ମଧ୍ୟ ଦାୟୀରହିବ

  • @susantsahu4541
    @susantsahu4541 หลายเดือนก่อน

    ଯେଉଁ ପୋଲିସ ର ଅନ୍ତର୍ଭୁକ୍ତ ହିଁ ନୁହେଁ ଗୁଣି,ଗାରେଣୀ, ପୂଜା ପାଠ... ସେଠାରେ ପୁଣି ପୂଜା ଅର୍ଚନା... ସବୁ 100% ଚାଲ ଅଟେ... ବିଲକୁଲ

  • @513snayak
    @513snayak หลายเดือนก่อน

    The DCP must be held responsible for this

  • @sidheswarmahapatra2493
    @sidheswarmahapatra2493 หลายเดือนก่อน

    ଏଟା ନୂଆ ଘର କୁ ପ୍ରବେଶ। ସେଥି ପାଇଁ ଥାନା କୁ ପୂଜା କରୁଛନ୍ତି

  • @ramcreations444
    @ramcreations444 หลายเดือนก่อน

    କ୍ରାଇମବ୍ରାଞ୍ଚ କୋଉ ଜାଗାରେ ଦରକାର ସେଇଠି ତଦନ୍ତ ହେଉନି। ଏସବୁ ମାତାଲି ଝିଅମାନଙ୍କ କାମରେ ଭଲରେ ଲାଗୁଛି।