ଏଠି ରୁହନ୍ତି ୧୦୦ଟି ଜୁଆଙ୍ଗ ପରିବାର | ଏଠି ପହଞ୍ଚିବାକୁ ଚାଲି ଚାଲି ଯିବାକୁ ପଡ଼େ ୫କି.ମି | Keonjhar

แชร์
ฝัง
  • เผยแพร่เมื่อ 4 ต.ค. 2024
  • ଏଠି ରୁହନ୍ତି ୧୦୦ଟି ଜୁଆଙ୍ଗ ପରିବାର | ଏଠି ପହଞ୍ଚିବାକୁ ଚାଲି ଚାଲି ଯିବାକୁ ପଡ଼େ ୫କି.ମି | Keonjhar
    #keonjhar
    #keonjharvlog
    #keonjharnews
    #odianews
    #villagelifevlogs
    #village
    #villagelifestyle
    #odisha
    #adivasi
    Facebook - / bulilatoka
    Instagram - / reels

ความคิดเห็น • 237

  • @AmitPanda-u4o
    @AmitPanda-u4o 3 หลายเดือนก่อน +80

    ସୁନ୍ଦର ପରିବଶ ଭିତରେ ଗାଁ, ହେଲେ ଏଇ ଉପାନ୍ତ ଅଞ୍ଚଳ କୁ ଯିବାପାଇଁ ରାସ୍ତା ନାହିଁ। ଆପଣ ବହୁତ୍ କଷ୍ଟ ରେ ଯାଇ vdo କରିଥିବାରୁ ବିଶେଷ ବିଶେଷ ଧନ୍ୟବାଦ୍ । ଏହି ଏଇ ଗାଁ ର ଅବସ୍ଥା ସରକାର ଙ୍କ ଦୃଷ୍ଟି ରେ ପଡ଼ିବାକଥା।

    • @village623
      @village623 3 หลายเดือนก่อน +3

      ❤❤❤

    • @sdpsamrat3180
      @sdpsamrat3180 2 หลายเดือนก่อน +4

      Jouthi sarakar ra najar padichhi seithi durniti au bhrastachar .....semane bhala re achhanti Santi re achhanti...... tension free life....

    • @bhagatff9029
      @bhagatff9029 2 หลายเดือนก่อน +1

      Bhai hospital nihati darkar subidha lagi​@@sdpsamrat3180

    • @S9Sitakant
      @S9Sitakant 2 หลายเดือนก่อน

      Sata kahila bhai​@@sdpsamrat3180

  • @lelinkumar6568
    @lelinkumar6568 3 หลายเดือนก่อน +26

    ଭାଇ ଆପଣମାନଙ୍କ ସାହସ କୁ ମାନିବାକୁ ପଡ଼ିବ, risk ନେଇ ଇଣ୍ଟରିଅର୍ ଜାଗା କୁ explore କରୁଛନ୍ତି,ବହୁତ୍ ବହୁତ୍ ଧନ୍ୟବାଦ୍,ଆଗକୁ ସଫଳ କାମନା କରୁଛି,

  • @prasantapattanaik862
    @prasantapattanaik862 หลายเดือนก่อน +3

    ସବୁ ସୁନ୍ଦର ,ହେଲେ ଜୀବନ ଅସୁବିଧା ରେ ପରିପୂର୍ଣ।

  • @sumitmahanta1904
    @sumitmahanta1904 2 หลายเดือนก่อน +9

    ପଣସନଶା ଗାଁର ସମସ୍ୟା ଲୋକଲୋଚନକୁ ଆଣିଥିବାରୁ ଆପଣଙ୍କୁ ଓ ଆପଣଙ୍କ ପୁରା ଟିମ୍ କୁ ଅନେକ ଅନେକ ଧନ୍ୟବାଦ୍ l ଆଶାକରେ ଏହି ଭିଡିଓ ଦେଖିଲେ ଜିଲ୍ଲାପ୍ରଶାସନ ଓ ସରକାର ଏଥିପ୍ରତି ଧ୍ୟାନ ଦେବେ l ଜୟ ମା ତାରିଣୀ 🙏🏻🚩l

  • @priyabratajena2481
    @priyabratajena2481 2 หลายเดือนก่อน +12

    ବିଜୁଳି ଆବଶ୍ୟକ ଏ ଲୋକଙ୍କୁ ରାସ୍ତା ଵି ଆବଶ୍ୟକ ଓଡିଶା ସରକାରଙ୍କୁ ଅନୁରୋଧ ଏ ଗାଁ କୁ ବହୁତ ଜଲଦି ରାସ୍ତା ଓ ବିଜୁଳି ଦରକାର ଆମେ ଯେମିତି ରହୁଛୁ ସେମାନେ ଵି ରୁହନ୍ତୁ
    ଅମେବି ଯେମିତି ଭୋଟ ଦଉଛୁ ସେମାନେବି ସେମିତି ଦେଉଛନ୍ତି
    ଖୁଵୁ ଶିଘ୍ର ଏ ମାନଙ୍କ ଦୁଃଖ ବୁଝା ଯାଉ 🙏🙏🙏🙏

  • @purnachandratudu8662
    @purnachandratudu8662 3 หลายเดือนก่อน +38

    ଏ ପରିବେଶ ପାଣି ପବନରେ ମୁଁ ବଢି ଥିବାରୁ ଗର୍ବିତ

    • @dilsesunusuprava5497
      @dilsesunusuprava5497 3 หลายเดือนก่อน +3

      ସେଇ ଗାଁ କୁ ମୋର ଯିବାକୁ ବହୁତ ଇଚ୍ଛା ହଉଛି।

    • @sradheyakumarbastia7954
      @sradheyakumarbastia7954 2 หลายเดือนก่อน

      Bhai contact number tike dauna

    • @prasantanayak3429
      @prasantanayak3429 2 หลายเดือนก่อน

      କୋଉ ଖୁସିରେ ଗର୍ବିତ.... କୋଟି କୋଟି ଟଙ୍କା ଗାୟବ ହେଉଛି ରାସ୍ତା ପାଇଁ.... ଗର୍ଭବତୀ ସ୍ତ୍ରୀ ମାନେ ଖଟିଆରେ ବୁହା ହୁଅନ୍ତି ମେଡିକାଲ ଯିବାକୁ... ଶିକ୍ଷା ନାଁ ମୁଁ ଉଠାଉନି.... ଭାଇ ଖରାପ ଲାଗୁନି ଗର୍ବିତ କହିବାକୁ ? କାରଣ ମୁଁ ସେଇ ଜିଲ୍ଲା ଛୁଆ. ସେ ଭାଇ video କରି ଦେଖାଇଲେ କେନ୍ଦୁଝର ର କେତେ କଦର୍ଯ୍ୟ ଅବସ୍ଥା.... କିନ୍ତୁ ଲୋକେ କହିଲେ ଏଥିପାଇଁ ଆମେ ଗର୍ବିତ... thank you.

    • @BulilaToka
      @BulilaToka  2 หลายเดือนก่อน

      Message karantu
      Insta re

  • @sujitbiswal9522
    @sujitbiswal9522 2 หลายเดือนก่อน +5

    ଭାଇ ଏମିତି ଭିଡିଓ ପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ ❤❤❤

  • @maasihasani1907
    @maasihasani1907 3 หลายเดือนก่อน +19

    ଏମିତି ଜାଗାକୁ ନେଇ ଆପଣ ବିଡ଼ିଓ ବନେଇତିବାରୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ

  • @mrutyunjaydas484
    @mrutyunjaydas484 หลายเดือนก่อน +4

    ସେଦିନ ଆଜିର ଟେକେକ୍ନୋଲୋଜି ନଥିଲା କିନ୍ତୁ ପଣସ ମଞ୍ଜି, ମହୁଲ, ସିମ୍ବମଞ୍ଜି ଆଉ ଜଙ୍ଗଲ ଜାତ ଋତୁର ଫଳ ଖାଇ ଏ ମଣିଷ ମାନେ କେମିତି ବଂଚୁଥିଲେ କୁହନ୍ତୁ l ଯଦି ଆଜି ଗାଦି ଯାଉନି ସେଦିନ ପାଦରେ ଚାଲି ବିନା ତେଲ ଲୁଣରେ ପାହାଡି ମଣିଷ କେମିତି ଥିଲେ କୁହନ୍ତୁ ll ହେ ମହାମହିମ ମୋହନ ସରକାର ଏହି ଦୁଃଖିଙ୍କ କଥା ଟିକେ ବୁଝିବାକୁ ଚେଷ୍ଟା କରିବେ... ଏତିକି ଅନୁରୋଧ ll

    • @BulilaToka
      @BulilaToka  หลายเดือนก่อน

      @@mrutyunjaydas484 ଭାଇ ଆପଣ କୁହନ୍ତୁ

  • @SagenMarndi-jq1ol
    @SagenMarndi-jq1ol 2 หลายเดือนก่อน +3

    ଆମ ସରକାରଙ୍କର ଜଯନା ଗ୍ରାମବାସି ମାନଙ୍କୁ କେତେ ସୁବିଧା ମିଳିଅଛି ଏହିଟା ହେଉଛି ପ୍ରମାଣ

  • @prasantarout4113
    @prasantarout4113 3 หลายเดือนก่อน +11

    ୨୪ ବର୍ଷରେ ଥରେ ବି ଦୃଷ୍ଟିରେ ପଡିଲାନି ସରକାରଙ୍କର ଏବେ ନୁଆ ସରକାର କ'ଣ କରିବେ କିଏ ଜାଣେ

    • @mokaliare5242
      @mokaliare5242 3 หลายเดือนก่อน

      ରାଇଟ୍ କହିଛ ଭାଇ

    • @Ankurv8hnd
      @Ankurv8hnd 2 หลายเดือนก่อน

      Samaste saman bhai

    • @santoshkumarmajhi5408
      @santoshkumarmajhi5408 หลายเดือนก่อน

      😂😂😂😂cm rA nija jila se jani parunii....kn kariba pacharucha??

  • @alokdash5295
    @alokdash5295 3 หลายเดือนก่อน +10

    ମୋର ବିଶ୍ବାସ ଆପଣ ଆଉଥରେ ସେ ଗାଁ ଗଲାବେଳକୁ ଗାଁ ର ପରିବେଶ ନିଶ୍ଚୟ ବଦଳିଯିଥିବ କାହିଁକି ନା ସିଏ ପରା ମୁଖ୍ୟମନ୍ତ୍ରୀଙ୍କର ଜିଲ୍ଲା......

    • @SarojKumarvlog23
      @SarojKumarvlog23 2 หลายเดือนก่อน +1

      Sure change heba

    • @Education_world03
      @Education_world03 2 หลายเดือนก่อน +1

      mote laguni

    • @Ankurv8hnd
      @Ankurv8hnd 2 หลายเดือนก่อน

      Bala na

    • @Debu_Giri
      @Debu_Giri 2 หลายเดือนก่อน

      This is also present's home

    • @PankajKumar-se6tc
      @PankajKumar-se6tc หลายเดือนก่อน

      Aagoru dekha jau nothila abe kintu thik dekha jauchi nai re

  • @pramodkumarrout7641
    @pramodkumarrout7641 9 วันที่ผ่านมา +1

    ଚବିଶ ବର୍ଷ ରେ ଓଡିଶା ସରକାର ଏ ଅଞ୍ଚଳରେ କଣ ଉନ୍ନତି କରିଛନ୍ତି ? ଆଶାକରେ ମୋହନ ସରକାର କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ ରେ ରହୁଥିବା ଜୁଆଙ୍ଗ ଜନଜାତିର ଉନ୍ନତି କରିବେ ।

  • @AbhiAvalanche
    @AbhiAvalanche 3 หลายเดือนก่อน +2

    Keunjhar bahut gan Sundar semiti total nature❤

  • @sibabeniya1074
    @sibabeniya1074 2 หลายเดือนก่อน +2

    Jey gurudev. Sor kar semanoku sahajiyo koriba nihati dorkar.

  • @FakiracharanBehera-gl8wh
    @FakiracharanBehera-gl8wh หลายเดือนก่อน

    Bhai bahut bahut dhanya bad ete sundar video pai au Sei gan loka nka asubidha sarakar nka samna ku aniba pai. 🙏

  • @soumyasarkar4873
    @soumyasarkar4873 3 หลายเดือนก่อน +2

    Beautiful Odisha, nice and helpful Odiya people ❤

  • @thirdeye9492
    @thirdeye9492 3 หลายเดือนก่อน +4

    ....... feels good... have a great change... be friendly sensitive nd civilized towards the villagers..
    Hon'ble C.M belongs to this district.. requested to focuses on roads education health nd the economic development of the inhabitants
    Thanks a lot👍🏼👍🏼

  • @asimkumarnagesh5324
    @asimkumarnagesh5324 หลายเดือนก่อน +1

    Ok, well-done

  • @niranjanmohapatra849
    @niranjanmohapatra849 3 หลายเดือนก่อน +4

    ଭୁବନେଶ୍ୱର ଆସନ୍ତୁ ଏବଂ ନେତା ମନ୍ତ୍ରୀଙ୍କୁ କହି ଉକ୍ତ ସ୍ଥାନର ସମସ୍ୟା ସମ୍ପର୍କରେ ଅବଗତ କରାନ୍ତୁ.... ଜୟ ଜଗନ୍ନାଥ 🙏🙏🙏

  • @sisirmohan7517
    @sisirmohan7517 2 หลายเดือนก่อน +3

    ଏହି ଗାଁ ରେ କଣ ଗ୍ରାମୀଣ ଆୱାସ ରେ ଗୋଟିଏ ବି ଛାତ ଘର ମିଳିନି କି। ଦୁଃଖର କଥା।😢

    • @BulilaToka
      @BulilaToka  2 หลายเดือนก่อน

      @@sisirmohan7517 ନା ଭାଇ

    • @manasranjanbiswal3228
      @manasranjanbiswal3228 2 หลายเดือนก่อน

      ନବୀନ ବାବୁ ଆର ଥର ଜିତିଲେ ସାନସ୍ତଙ୍କୁ ପକ୍କା ଘର ଦେବେ...ପୂର୍ବରୁ 25ବର୍ଷ ସେ ଜାଣିଥିଲେ କିନ୍ତୁ ତାଙ୍କର ମାନେ ନାହିଁ ।

    • @manasranjanbiswal3228
      @manasranjanbiswal3228 2 หลายเดือนก่อน

      ନବୀନ ବାବୁ ଆର ଥର ଜିତିଲେ ପକ୍କା ଘର କରେଇଦେବେ 25ବର୍ଷ ରେ ଜାଣିଥିଲେ କିନ୍ତୁ ଭୁଲିଯାଇଛନ୍ତି ଆଉ ଏଥର ଦେବେ ବା

  • @RajeshRajesh-s4q
    @RajeshRajesh-s4q 7 วันที่ผ่านมา

    Odisha bahut sundar ,

  • @satyabratadash7446
    @satyabratadash7446 2 หลายเดือนก่อน +2

    Bhai tume mahan❤

  • @benudharbarik9562
    @benudharbarik9562 หลายเดือนก่อน +1

    ଏହି ଗାଁ ପାଇଁ ରାସ୍ତା, 26:35 ବିଦ୍ୟାଳୟ, ଡାକ୍ତର ଖାନା, ଆବାସ ଯୋଜନା, ଆଲୋକ ର ବ୍ୟବସ୍ଥା ତୁରନ୍ତ କରାଯାଉ

  • @dentist67
    @dentist67 หลายเดือนก่อน +1

    Awesome video, focus on these type of village. way to go

  • @kamalinibehera7885
    @kamalinibehera7885 3 หลายเดือนก่อน +2

    ଏମାନଙ୍କୁ ମାତା ପିତା ମହେଶ୍ୱର ନମଃ।

    • @village623
      @village623 3 หลายเดือนก่อน

      Jai shri ram❤

  • @ranjitabiswal3656
    @ranjitabiswal3656 3 หลายเดือนก่อน +3

    Plz send this video to our chief minister sir, for helping them 🙏

  • @satundhal6477
    @satundhal6477 3 หลายเดือนก่อน +1

    Thanks brother. Beautiful place.

  • @bikrampattanaik6661
    @bikrampattanaik6661 29 วันที่ผ่านมา

    Thanks for showing the naked reality of Keonjhar. Very good keep it up 👍

  • @KeshabRao-w9k
    @KeshabRao-w9k หลายเดือนก่อน +1

    Thanks for your effort

    • @BulilaToka
      @BulilaToka  25 วันที่ผ่านมา

      Our pleasure!

  • @kanhashort3.0
    @kanhashort3.0 2 หลายเดือนก่อน +2

    ନୁଆ ସରକାର ଙ୍କୁ ଆବେଦନ ଏହି ଗାଆଁଟି କୁ ରାସ୍ତା ପକ୍କା କରନ୍ତୁ ଏବଂ ବିଜୁଳି ଶକ୍ତି ଦିଅନ୍ତୁ

  • @prabirakumarpanda1859
    @prabirakumarpanda1859 2 หลายเดือนก่อน +1

    Absolutely awesome ❤😂❤ from jajpur

  • @bidhanchandradas5979
    @bidhanchandradas5979 3 หลายเดือนก่อน +9

    Send this video to all news channel

    • @bapinanaik1278
      @bapinanaik1278 2 หลายเดือนก่อน

      Neta too b kharap reporters

  • @anilpadhy5316
    @anilpadhy5316 24 วันที่ผ่านมา +2

    ସବୁ ବିଧାୟକ ମନ୍ତ୍ରିରୀ ମାରିଗଲେ କି ଆଉ ଜୋ ବିରୋଧୀଦଳ ନେତା ସବୁ କୁଆଡେ ଗଲେ ସବୁ କହିଥିଲେ ଜୋ ଏମିତିକା ଗାଁ ସବୁ ଗୁଡ଼ାକ ବିଧାନସଭା ରେ ପ୍ରଶ୍ନ ଉଠାଇଲେ ହୁଅନ୍ତାନି କି ହେଲେ ଏଥିରୁ ଜଣା ପଡୁଛି ଯେ ସବୁ ନେତା ମାନେ ନିଯୋ ଶ୍ୟଥପାହିଁ ନିଜେ ଆହୁରି କହୁଛନ୍ତି ଯେ ମୋ ନିଜ ଅଞ୍ଚଳପାଇଁ ସବୁକିଛି କରୁଚିବୋଲି ଛି ଛି ନିଜକୁ ଖରାପ ଲାଗୁନି ତମକୁ କହିବାପାଇଁ

    • @BulilaToka
      @BulilaToka  24 วันที่ผ่านมา

      @@anilpadhy5316 ବଞ୍ଚିବା ବହୁତ୍ କଷ୍ଟ ସେଇ ଗାଁ ରେ

  • @dasarathipradhan658
    @dasarathipradhan658 3 หลายเดือนก่อน +2

    Odisha Government should think about them.

  • @Delhilohar
    @Delhilohar 2 หลายเดือนก่อน

    Very good sir video

  • @girish.chandranayak1257
    @girish.chandranayak1257 หลายเดือนก่อน

    Jay jagannatha 🙏 bhai 🙏

  • @sudhansusekharsethi2552
    @sudhansusekharsethi2552 หลายเดือนก่อน

    dhanyabad bhai

  • @jagasahoo6334
    @jagasahoo6334 3 หลายเดือนก่อน +1

    Joy ho bhae

  • @mrutyunjaydas484
    @mrutyunjaydas484 หลายเดือนก่อน +1

    ବାରବାଙ୍କ ଏଇଟା... ଆପଣ ବୋଧେ ନୂଆ... ମୁଁ ସେଇବାଟ ଦେଇ ସାଇକେଲ ରେ ଯାଇଛି ୧୯୮୩ ମସିହାରେ... ଆଜି ଯଦି ଏମିତି ଅଛି ତା ହେଲେ ସେଦିନ କେମିତି ଥିବ କୁହନ୍ତୁ ll ପଣସନସୁଆ କୁହନ୍ତୁ ll

  • @priyansunayak9603
    @priyansunayak9603 หลายเดือนก่อน +1

    Bahut sundar ģantie hele subidha kichhi nahin

  • @BatakrushnaBehera-wf9hc
    @BatakrushnaBehera-wf9hc 3 หลายเดือนก่อน +1

    Jay jagannath

  • @KumarPrabhat796
    @KumarPrabhat796 3 หลายเดือนก่อน +1

    ଭାଈ ତୁମକୁ ବୋହୁତ ଧନ୍ୟବାଦ୍ । ଦୁଃଖ ଲାଗୁଛି ।କିନ୍ତୁ ନୂଆ ଜାଗା ଦେଖିକି ଭଲ ଲାଗିଲା । ମୁଁ ସବୁବେଳେ ଶୋଇବା ପୁର୍ବରୁ ତୁମ video ଦେଖୁଚି 🎉❤❤❤

  • @kanhusona3079
    @kanhusona3079 2 หลายเดือนก่อน

    Bhai dil khush hei gala ❤❤❤😊😊

  • @RajendraRay-t5c
    @RajendraRay-t5c 2 หลายเดือนก่อน +3

    ଏ ଇଟା ବିଜୁ ବାବୁଙ୍କ ର ସୋପନ

    • @Supreme25288
      @Supreme25288 2 หลายเดือนก่อน

      MC majhi area eita

  • @shashikant-tw3uk
    @shashikant-tw3uk 3 หลายเดือนก่อน +3

    I thank you from my heart because the video that you are showing has never been shown by the media. But how much effort and how much trouble have you taken to make all these videos public, if it means you are doing a great job?

  • @Odia_Tales
    @Odia_Tales 2 หลายเดือนก่อน

    ବହୁତ ଭଲ କାମ କରୁଛନ୍ତି ❤🙏✅

  • @kumarjayanta604
    @kumarjayanta604 11 วันที่ผ่านมา +1

    Nice video

  • @swadesh213
    @swadesh213 2 หลายเดือนก่อน

    Bahut badhia bandhu super

  • @mrutyunjaydas484
    @mrutyunjaydas484 หลายเดือนก่อน +1

    ଆଉ ଟିକେ ଯାଆନ୍ତୁ କୁସୁମ କୋଳି ଖାଇବେ ଆଉ ପିତାଳୁ ସିଝା ମିଳିବ ll

  • @RjHembram-vlog
    @RjHembram-vlog 3 หลายเดือนก่อน

    Bahut bholo paribesa

  • @Sudhansupurty1981
    @Sudhansupurty1981 3 หลายเดือนก่อน +2

    Most I like ur explain village tribal video.happy good .iam sudhansu from khiching . beautiful explain .welldon

    • @BulilaToka
      @BulilaToka  3 หลายเดือนก่อน

      Thanx bhai

  • @nirasahu6409
    @nirasahu6409 2 หลายเดือนก่อน

    jay sri jagannath bahut sundar video 🎉

  • @toughSon001
    @toughSon001 2 หลายเดือนก่อน

    Beautiful location,weather..

  • @SarbeswarSamanta-hp1vd
    @SarbeswarSamanta-hp1vd 3 หลายเดือนก่อน +2

    Cary on sir 🎉❤

  • @bijayakumardehuri7774
    @bijayakumardehuri7774 หลายเดือนก่อน

    Good work bhai

  • @imranmohammed7167
    @imranmohammed7167 2 หลายเดือนก่อน

    Bahut sundar vlogs

  • @AnilDeep-j1c
    @AnilDeep-j1c 3 หลายเดือนก่อน

    ବହୁତ ସୁନ୍ଦର ଗାଁ ଦେଖାଲ ଭାଇ ମୋର ଅନୁରୋଧ ବର୍ତମାନ ର ବିଜେପି ସରକାର କେ ଓଡ଼ିଶାରେ ଆଉ ଅନେକ ଗାଁ ମାନେ ଅଛେ ଇ ଗାଁର ସମସ୍ୟା ଯେନ୍ତା ଗତି କରୁଛନ ଯଥାଶୀଘ୍ର ଯାହା ଦରକାର ଅଛେ ପୁରା କରାଯାଉ....

  • @muodiaabohu
    @muodiaabohu 3 หลายเดือนก่อน

    Bahut sundar paribesa

  • @santoshdakua6312
    @santoshdakua6312 2 หลายเดือนก่อน

    bahut bahut dhanyawad. Bhai.👍

  • @kalumahanty3584
    @kalumahanty3584 3 หลายเดือนก่อน

    ଧନ୍ୟବାଦ, ମାଡି ଚାଲ

  • @apkasudhansu6267
    @apkasudhansu6267 2 หลายเดือนก่อน

    Bahut bhala video

  • @spice-box2259
    @spice-box2259 2 หลายเดือนก่อน

    Bahut sundar parebesa😌😌😌

  • @SarojKumarvlog23
    @SarojKumarvlog23 3 หลายเดือนก่อน

    One of the best experience ever🎉🎉🎉🎉🎉🎉

  • @ranjitTout
    @ranjitTout หลายเดือนก่อน

    So beautiful bhai❤❤❤❤

  • @FfGaming-j1w
    @FfGaming-j1w 2 หลายเดือนก่อน

    Love u bhai

  • @DRohanofficial
    @DRohanofficial 3 หลายเดือนก่อน

    Treasure of odisha

  • @meravharatmahn1242
    @meravharatmahn1242 หลายเดือนก่อน +1

    Thanks brother 👍

    • @BulilaToka
      @BulilaToka  25 วันที่ผ่านมา

      Welcome 👍

  • @psrdx
    @psrdx 3 หลายเดือนก่อน +4

    ସାର୍ ଏଭଳି ଭିଡିଓ ଆଣନ୍ତୁ plz ବହୁତ ଭଲ ଲାଗେ ଦେଖିବାକୁ reply ଦେବେ please sir

    • @BulilaToka
      @BulilaToka  3 หลายเดือนก่อน

      @@psrdx ନିଶ୍ଚିନ୍ତ ଭାଇ

    • @psrdx
      @psrdx 3 หลายเดือนก่อน

      @@BulilaToka ଆପଣଙ୍କ ଭିଡିଓ ଦେଖିବା ପାଇଁ ମୁଁ ଚାତକ ଭଳି ଅନେଇ ଥାଏ

    • @BulilaToka
      @BulilaToka  3 หลายเดือนก่อน

      @@psrdx ଧନ୍ୟବାଦ୍

  • @pravashpinu5558
    @pravashpinu5558 2 หลายเดือนก่อน

    Dhanyabaad bhai dekhithibaaru

  • @setu82mr.sharetrends
    @setu82mr.sharetrends 3 หลายเดือนก่อน

    Bhai aapana bahut bhala kama karuchanti bhagaban aapananku bhala rakhantu

  • @DesiBlood123
    @DesiBlood123 3 หลายเดือนก่อน +3

    Mohan sarkar tike dekhi diathu nija area plz development karantu

    • @SarojKumarvlog23
      @SarojKumarvlog23 2 หลายเดือนก่อน

      Already CM nku dia sarilani

  • @dillipkumarbehera9060
    @dillipkumarbehera9060 2 หลายเดือนก่อน

    Bhai great job. Apananku mor salute, apana ama Odisha bhitare durgam place ku jai ama mananku sabu se jagara details dei paruchanti , jaha dwara samna wala ku jadi jiba ku hue tahele taku atleast 40 percent Idea ta asi jiba

    • @BulilaToka
      @BulilaToka  2 หลายเดือนก่อน

      @@dillipkumarbehera9060 ଧନ୍ୟବାଦ୍ ଭାଇ
      ଆଉ ଗୋଟେ ଗାଁ ଅଛି ଦେଖନ୍ତୁ
      ପହଡ଼ ରେ ଗଲେ ପଡ଼େ ସେହି ଗାଁ
      ରାଇକିଆ ବ୍ଲକ
      କନ୍ଧମାଳ ଜିଲ୍ଲା ରେ

  • @Jai_jagganath
    @Jai_jagganath 2 หลายเดือนก่อน +1

    Keonjhar is a mineral rich State.But still people are going outside for livelihood. Hope current CM will definitely take worthy Action on this.

  • @spanda5490
    @spanda5490 3 หลายเดือนก่อน +4

    କୋଉ ଯୁଗରେ ଏମାନେ ବଞ୍ଚିଛନ୍ତି ,କଣ news channel ବାଲା ଶୋଇଛନ୍ତି, ସରକାର ତୁରନ୍ତ ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରନ୍ତୁ,ଲାଗୁଛି ଡାନି ଘଡେ଼ଇ aria eita କଣ BJD ବିଧାୟକ ବି ଘରେ ଖଇ ସୋଇ ପଡ଼ିଥିଲେ ,ବହୁତ୍ ନିନ୍ଦନୀୟ ଘଟଣା,ଭାରି ଦୁଃଖ ଦାୟକ ଘଟଣା।

    • @SarojKumarvlog23
      @SarojKumarvlog23 3 หลายเดือนก่อน

      Ye hauchhi khani khadan re bharpur Kendujhar zilla

    • @subashdalai8893
      @subashdalai8893 3 หลายเดือนก่อน +1

      24 barsa sasansre kichi nahi

  • @sanjayavlogs
    @sanjayavlogs 3 หลายเดือนก่อน +1

    Beautiful

  • @nibedanamusic7718
    @nibedanamusic7718 3 หลายเดือนก่อน +4

    ୨୪ ବର୍ଷ ନବିନ ପାଣ୍ଡୁ ମିଶି ତୁମ ଉନ୍ନତି ନାଁରେ କୋଟି କୋଟି ମାରି ଖାଇଛନ୍ତି

  • @gobindachandranayak9576
    @gobindachandranayak9576 3 หลายเดือนก่อน +3

    ଭାଇ ତମର ଭଲ ଭିଡିଓ ଯେ କିନ୍ତୁ description ଟା ଆଉ ଟିକେ ଭଲ ହେଲେ ଭଲ ହୁଅନ୍ତା,but after myself hints you, feelings is arrogant

  • @rudrapratapswain7844
    @rudrapratapswain7844 3 หลายเดือนก่อน +2

    Sarkar nka drusti gochar hau

  • @surenkumar1734
    @surenkumar1734 2 หลายเดือนก่อน

    Bahut bhala jaga bhai

  • @jkratu3516
    @jkratu3516 3 หลายเดือนก่อน

    Bhai tuma video mu Dubai re dekhuchi bahut bhala laguchi Bhai ❤❤

  • @kaushikjena7281
    @kaushikjena7281 3 หลายเดือนก่อน

    ଭାଇ ଜଗା ଦେଖି ମନ ଖୁସି,,,,,,,

  • @PastEventsTV
    @PastEventsTV 2 หลายเดือนก่อน +1

    I am odia but born and bought up outside odisha..I had always heard except some cities of odisha rest villages dont have proper roads , medicals , electricity etc..aaji dekhi neli ye video ru.. i dont understand odisha government pakhare kan paisa nahi road baneibaku..What main stream media of odisha doing..The owner of this channel i want to thank you for atleast giving a hope to these people..

  • @sagarbehera972
    @sagarbehera972 2 หลายเดือนก่อน

    Bhagwan apankun sakti diantu bhai😇😇😇

  • @KishorSwain-v2l
    @KishorSwain-v2l 2 หลายเดือนก่อน

    Good. Bhai

  • @Umesh-pintu1vlog
    @Umesh-pintu1vlog 2 หลายเดือนก่อน +1

    24 ବର୍ଷ ସରକାର ରେ ରହି କି ଓଡିଶା କୁ ଶାସନ କଲେ, ଏ 24 ବର୍ଷ ଭିତରେ କେତେ ଥର ଭୋଟ ହେଲାଣି, କେତେ ଥର ନେତା ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସିଥିବେ, କଣ ସରକାର ରାସ୍ତା ଟେ କରିପାରିଲେନି କି ଲାଇନି କି ଘର ଖଣ୍ଡେ ଦେଇପାରିଲେନି, ଖାଲି ଫୁଟାଣି ମାରୁଛନ୍ତି ବିଜେଡି ନେତା ଆଉ ମନ୍ତ୍ରୀ, କହୁଛନ୍ତି ଆମେ ସବୁ କରିଦେଇଛୁ, ନବୀନ ବାବୁ ଏଇଥି ପାଇଁ ଆପଣ ଓଡିଶା ର no 1 ମୁଖ୍ୟମନ୍ତ୍ରୀ

  • @jogesmeher9900
    @jogesmeher9900 2 หลายเดือนก่อน

    Sundar village

  • @Memory1024TB
    @Memory1024TB 2 หลายเดือนก่อน

    Thanks a lot bhai... Ebhali undeveloped village discover kariba pai... Govt. Focus kariba katha esabu jaga ku....

  • @Rashmiranjan_jena
    @Rashmiranjan_jena หลายเดือนก่อน

    Biker❌ Scooterist✅✅😁😁😍😍

  • @AnilPrasad-bv7zy
    @AnilPrasad-bv7zy 2 หลายเดือนก่อน +1

    Thanks sir social media re nangala nacha apekya emiti video asiba darkar nature bahut sundar hele road nahi bijulinahi school nahi sarkar janiba darkar share kara samaste a video

  • @PiruMurmu-x6n
    @PiruMurmu-x6n 3 หลายเดือนก่อน +2

    Sidha administration ku abhijog korunahanti

  • @gaurangasahoo6861
    @gaurangasahoo6861 2 หลายเดือนก่อน

    Butyfull video ❤❤❤❤

  • @satyajitjenaopenschool
    @satyajitjenaopenschool 2 หลายเดือนก่อน

    ତଳ ପଣସନସା ଓ ଉପର ପଣସନସା , ଏମିତି ଦୁଇଟି ଗାଁ । 2004 ରେ ମୁଁ ଏ ଗାଁ କୁ ଯାଇଥିଲି। 2024 ରେ ବି ସେୟା , ଯାହା ଦେଖିଲି ।

  • @MukteswariHembram
    @MukteswariHembram หลายเดือนก่อน

    Thanks 🙏🏻

  • @haijitu
    @haijitu 2 หลายเดือนก่อน +1

    One day..we will be there for onecday

  • @priyankabanerjee8287
    @priyankabanerjee8287 3 หลายเดือนก่อน +1

    Top class video.

  • @creatordeepakkumaroffical921
    @creatordeepakkumaroffical921 2 หลายเดือนก่อน +1

    Woo

  • @WHITE-gr5ox
    @WHITE-gr5ox 3 หลายเดือนก่อน +1

    JAY shree ram

  • @hometventertain
    @hometventertain หลายเดือนก่อน

    I am always happy when i talk to Keonjhar people. Dildar people open hearted people. Best people on this Earth. Telkoi ghati was my frequent travel route to my home when i was posted medical officer at Keonjhar dist

    • @BulilaToka
      @BulilaToka  หลายเดือนก่อน

      Sir thanx your support

  • @papakiparigamer180
    @papakiparigamer180 2 หลายเดือนก่อน

    Very good👍