ପ୍ରଥମ କାମ; ପ୍ରତି ଘରକୁ ସ୍ୱଚ୍ଛ ପାଣି | The Quiver News

แชร์
ฝัง
  • เผยแพร่เมื่อ 6 ก.ค. 2024
  • #ପ୍ରଥମ_କାମ_ପ୍ରତି_ଘରକୁ_ସ୍ୱଚ୍ଛ_ପାଣି
    ଥକିପଡିଛି ଯୋଜନା, ଘରେ ପହଞ୍ଚୁନି ସ୍ୱଚ୍ଛ ଓ ନିର୍ମଳ ପାଣି । ଘରେ ଘରେ ଲୋକଙ୍କୁ ମଧୁରଜଳ ଯୋଗାଇବା ଲକ୍ଷରଖି ବିଜେଡି କରିଥିବା ବସୁଧା ଯୋଜନାର ସ୍ଥିତି ପରଖିଛି ବିଜେପି। ଗତ ୨୦୧୯ରେ ବ୍ରହ୍ମଗିରୀ ବ୍ଲକ ଅନ୍ତର୍ଗତ କୁଶୁପୁରୁ ଗାଁ ନିକଟରେ ୧୪୪.୩୬ କୋଟି ଟଙ୍କା ବିନିମୟରେ ଆରମ୍ଭ କରାଯାଇଥିବା ମେଘା ପାନୀୟଜଳ ପ୍ରକଳ୍ପର ଶେଷ ୨୦୨୪ ସୁଦ୍ଧା କରିବାକୁ ଲକ୍ଷ ରଖାଯାଇଥିଲା।
    #odisha #bramhagiri #sambit_patra #upasana_mohapatra #water_suply
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in TH-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

ความคิดเห็น • 11

  • @samirsethi9747
    @samirsethi9747 7 วันที่ผ่านมา +2

    ଆମରି ପଟେ ବି ପାଣି ଆସୁନି ପାଣି ସତରେ ଆମର ଜାଗା ହଉଛି ନରସିଂହପୁର କଟକ ଜିଲ୍ଲା ଆମେ ବି ଅପେକ୍ଷା କରିଛୁ ପାଣି କେବେ ଆସିବ ❤

  • @niranjankumarparida3720
    @niranjankumarparida3720 8 วันที่ผ่านมา

    NICE STEP👍🏻👍🏻

  • @sangramrout7377
    @sangramrout7377 8 วันที่ผ่านมา +2

    Bjp too odisha bashi bahut asha bharasha re achhanti

  • @kailashswain4735
    @kailashswain4735 3 วันที่ผ่านมา

    What new project...

  • @SunliPradhan-fv5ko
    @SunliPradhan-fv5ko 8 วันที่ผ่านมา +1

    B.j.d.karithibba.kamaupare.rangbolli.bahabahaneuchhi.b.j.p.kichhillabhanahin.satajanichhanty.odisha.basi.jay.naveen.nest.cm.b.j.d

  • @KrishnaJena-xx8up
    @KrishnaJena-xx8up 7 วันที่ผ่านมา

    BJP is noore rangabola sarkar

  • @anilbehera6029
    @anilbehera6029 5 วันที่ผ่านมา

    ପାଣ୍ଡିଆନ କୁ କଣ ପାଇଁ ଇଡି ଲାଗୁନି କଣ କିଛି ଖେଳ chali

  • @bibhuprasadcreation2512
    @bibhuprasadcreation2512 8 วันที่ผ่านมา

    Bjp petrol diesel GST Gas rate kameiba kebe ho tautar

  • @msr922
    @msr922 7 วันที่ผ่านมา

    Kn pai bjp emiti haucha

  • @dimpalsdelicious9738
    @dimpalsdelicious9738 6 วันที่ผ่านมา

    ମୌଳିକ ଅଧିକାର କଥା କହୁଛନ୍ତି ମୋ comment ra reply kanhi ଦେଉନାହାନ୍ତି ମୋର ବି ମୌଳିକ ଅଧିକାର ବାଧା ହେଉଛି so mun ଆପଣଙ୍କୁ ବାର ବାର contact କରିବାକୁ ଚେଷ୍ଟା କରୁଛି