ମୁଁ kili Paul ଘରକୁ ଆସି ବହୁତ ବଡ ଭୁଲ କରିଦେଲି || Odia travel video Africa Tanzania 🇹🇿

แชร์
ฝัง
  • เผยแพร่เมื่อ 30 ม.ค. 2025

ความคิดเห็น • 3.7K

  • @sumanmahanta9667
    @sumanmahanta9667 ปีที่แล้ว +5552

    Kili paul ର ଭିଡିଓ କୁ ଆମେ report ମାରିଦେଉଛୁ କିଏ କିଏ report ମାରିବା like kara

  • @mdrcreation8249
    @mdrcreation8249 ปีที่แล้ว +142

    ତା ପାଇଁ ପଇସା ଖର୍ଚ୍ଚ କରନି...... ଆମୋକୁ ସେଇ ପଇସା ରେ ଭଲ ଭଲ ଜାଗା.... ଆଦିବାସୀ ମାନଙ୍କୁ ପଇସା ଦେଇକି video ତିଆରି କରିକି ଅମୋକୁ ଦେଖାଅ ❤❤

  • @bishnupadajena4779
    @bishnupadajena4779 ปีที่แล้ว +26

    ଲବ ଭାଇ ଆଗେଇ ଚାଲ। ଓଡ଼ିଶା ବାସୀ ତୁମ ସହିତ ଅଛନ୍ତି। Love you Bro.

  • @itssangramvlogs952
    @itssangramvlogs952 ปีที่แล้ว +999

    କେଉଁ କେଉଁ ମାନେ ଲବ ଭାଇ ଙ୍କୁ support କରନ୍ତି Like 👍🏻 କରିଦିଅନ୍ତୁ.

    • @Danishnaik-os6pq
      @Danishnaik-os6pq ปีที่แล้ว +5

      Se bhai kn pai ta pakha ku jai chi😡😡😡😡😡😡

    • @MGyana
      @MGyana ปีที่แล้ว +2

      👍

  • @mkrproductions8998
    @mkrproductions8998 ปีที่แล้ว +481

    ଭାଇ ଏତେ କଷ୍ଟ କରି ଭିଡ଼ିଓ ବନାଉଛନ୍ତି, ତାଙ୍କ ପାଇଁ like ଗୋଟେ ହଉ, ଆମେ ଓଡ଼ିଆ ଭାରି ବଢିଆ, 🙏ଜୟ ଜଗନ୍ନାଥ 🙏

  • @oye_miku235
    @oye_miku235 ปีที่แล้ว +28

    ସେ kili କୁ କେହିବି ସପୋର୍ଟ କର ନାହିଁ total ସମସ୍ତେ ମିଶିକି ରିପୋର୍ଟ ମାର ତାର ଚର୍ବି ଅଧିକ ହେଇ ଗଲାଣି, ଭାଇ ତମେ ଆମର ଆଗକୁ ମାଡ଼ି ଚାଲ 🥰🥰god bless you bro🥰love from BBSR 🥰

  • @hokule6515
    @hokule6515 ปีที่แล้ว +2419

    ଲବ ଭାଈ ଆଉ ମୁଁ ସାଙ୍ଗ ହେଇକି ସ୍କୁଲ ଯାଉଥିଲି । ବହୁତ୍ ଭଲ ପିଲା ଟା ତାକୁ ସମସ୍ତେ ଭଲ ପାଇବା ଦିଅ।

    • @MadamSamantaray
      @MadamSamantaray ปีที่แล้ว +25

      Are you a leftist ?

    • @MadamSamantaray
      @MadamSamantaray ปีที่แล้ว +16

      What you view on ravis kumar ?

    • @charanmajhi2272
      @charanmajhi2272 ปีที่แล้ว +7

      Balo na 😂

    • @saisagarcreations2228
      @saisagarcreations2228 ปีที่แล้ว +23

      ame sanga heiki hagibaku jauthilu .tu school gale kn hela

    • @AamaGaonAamaMati
      @AamaGaonAamaMati ปีที่แล้ว +14

      ଭଲପାଇବା ଅଛି ଏବଂ ଆଗକୁ ମଧ୍ୟ ରହିବ 🙏🙏🙏

  • @ajnnathnath
    @ajnnathnath ปีที่แล้ว +239

    ସେଗୁଡା ଗୋଟେ ଚୁର ରେ ଭାଇ,ତୁମେ ଭାଇ ମାଡି ଚାଲ, ଜୟ ମୟୁରଭଞ୍ଜ, ଜୟ କିଚକେସ୍ୱରୀ

    • @Rishiofficial7305
      @Rishiofficial7305 ปีที่แล้ว +5

      ଜୟ ମା କିଚକେଶ୍ୱରୀ ❤

    • @backtofood8901
      @backtofood8901 ปีที่แล้ว +2

      I agree with you bhai. But ae youtuber baki odisha youtuber ku kete help kariba dekhiba. Ea b Ranga dekheiba

    • @SivaPrasad-x4o
      @SivaPrasad-x4o ปีที่แล้ว +1

      Jay Maa Kichakeswari 💐🙏🙏🙏

  • @BudhuramSingh-xl1vd
    @BudhuramSingh-xl1vd ปีที่แล้ว +108

    ଲଵ ଭାଇକୁ ଯିଏଵି ଭଲପାଓ ଗୋଟିଏ ଲାଇକ କରନ୍ତୁ,,👍👍👍👍👍

  • @prakashve7649
    @prakashve7649 ปีที่แล้ว +93

    Kili Paul famous ହେଲା ପରେ ବହୁତ ଗର୍ବ ଅହଙ୍କାର କରୁଛି।ସେ ଏଇଟା ଜାଣିନି ଯେ ଭଗବାନ ଏ ସବୁକୁ ସହନ୍ତିନି ସମୟ ଆସିବ ଅନୁତାପ କରିବ। ଲଭ ଭାଇ ପାଇଁ ଗୋଟିଏ like କରନ୍ତୁ। 🙏ଜୟ ଜଗନ୍ନାଥ 🙏

    • @LaxmidharDehuri-qy7fh
      @LaxmidharDehuri-qy7fh ปีที่แล้ว

      Sata re bhai

    • @subratabehera2900
      @subratabehera2900 ปีที่แล้ว

      Just wait time. sabu GARBA bhangi jiba..

    • @sradhanjalinath
      @sradhanjalinath ปีที่แล้ว +1

      Kia kahila

    • @prakashve7649
      @prakashve7649 ปีที่แล้ว

      ମୋର ଆଶା ତୁମେ 😊😊ଭଲଭାବେ ଜାଣିଥିବ ଶ୍ରଦ୍ଧା

    • @RajeshSahoo-iv3vo
      @RajeshSahoo-iv3vo 10 หลายเดือนก่อน

      Ranu mandal ପରି ତା ହାଲ ହବ ଭାଇ wait kara

  • @ranima_pradhan_reel_Queen
    @ranima_pradhan_reel_Queen ปีที่แล้ว +160

    କିଛି କଥା ନାହିଁ ଭାଇ 😍 ଏମିତି ଭାଙ୍ଗି ପଡିଲେ ହେବନାହିଁ ଆଗକୁ ଆଉ କେତେ ସଙ୍ଗର୍ଷ କରିବାକୁ ପଡିବ ବାସ ମୋଜଭୁତ ବା ଦମ୍ଭ ଧରିକି ଥାଅ ସେ ତାର ଫଳ ପାଇବ ତମେ ସେଦିନ ଖୁସି ହେବ 🙏🏻🙏🏻

  • @sambitkumar628
    @sambitkumar628 ปีที่แล้ว +41

    ❤️ ଭାଇ ତମେ ଗୋଟେ ଭିଡ଼ିଓ ଦୁଇଟି ଭାଷାରେ କେମିତି Vlog କରୁଛ ସେଇ ଗୋଟେ Voice So Proud Of U ଲବ ଭାଇ ଜୟ ଜଗନ୍ନାଥ 🙏

  • @krushnadas3927
    @krushnadas3927 ปีที่แล้ว +73

    ଯେଉଁଠି ସମ୍ମାନ ନାହିଁ । ସେହି ଘରକୁ ଯାଅ ନାହିଁ ଭାଇ , ସେଠାକାର ଗରିବ ଦୁଖୀ ଲୋକ ମାନଙ୍କ ପାଖକୁ ଯାଅ , କି ଭଳିଆ ଜୀବନ ଯାପନ କରୁଛନ୍ତି । ତାଙ୍କ ଭିଡ଼ିଓ Share କଲେ ଆମେ ବହୁତ ଖୁସି ହେବୁ ... ଜୟ ଜଗନ୍ନାଥ

    • @bharatsankar3661
      @bharatsankar3661 ปีที่แล้ว

      Se killi poul b dine garibo thilaa

    • @pramodmodi6826
      @pramodmodi6826 ปีที่แล้ว +1

      Thik katha bhai very good job god bless you vai

  • @sarbeswarasisa1810
    @sarbeswarasisa1810 ปีที่แล้ว +109

    ତାଙ୍କୁ ଦେଖା କରିବାକୁ ଯାଇ କାହିଁକି ଭାଇ ବାର ବାର ମନଦୁଃଖ କରି ଫେରି ଆସୁଛ ତମେ ଓଡ଼ିଶା ଆସ ତମକୁବି ବହୁତ ଲକ ଦେଖା କରିବାକୁ ଆସିବେ
    Support from koraput odisha ❤

  • @Musicjunction382
    @Musicjunction382 ปีที่แล้ว +355

    କିଏ କିଏ Killi Paul କୁ ଗାଳି ଦେବ Like କର 🙏

  • @nirmalnjnirmal
    @nirmalnjnirmal ปีที่แล้ว +275

    ଜୟ ମା ତାରିଣୀ ସବୁବେଳେ ଏମିତି ଆପଣ ଙ୍କୁ ଆଗେଇ ନିଅନ୍ତୁ 🙏
    ଲବ ଭାଇ ପାଇଁ ଗୋଟେ like ହଉ

    • @suprobhat7609
      @suprobhat7609 ปีที่แล้ว

      th-cam.com/video/LrwQCgdrOS0/w-d-xo.html

    • @technicalboys2816
      @technicalboys2816 ปีที่แล้ว +1

      Sat kahuch

    • @durgeshpatra4498
      @durgeshpatra4498 9 หลายเดือนก่อน

      ପାଓଲ ଆମ ପ ଇସା ଚଳି ଆମକୁ ଲବ୍ ସେମିତି ହେଲେ ଆଗକୁ ବଢିବ କେମିତି ତାକୁ ଛାଡ଼ ଆପର ଠୁ ତାକୁ ଆମେ ଦେଖିବା ନାହିଁ

  • @ranjitcreations6163
    @ranjitcreations6163 ปีที่แล้ว +98

    କିଛି କଥା ନାହିଁ ଭାଇ... ଦୁଃଖ କର ନାହିଁ ଆଗକୁ ଚାଲ ଆମେ ସମସ୍ତେ ଅଛୁ...ସତରେ ମୋତେ ବି ଦୁଃଖ ଲାଗିଲା.. ଜୟ ଜଗନ୍ନାଥ 🙏🙏

  • @sanjuktaroul4748
    @sanjuktaroul4748 ปีที่แล้ว +44

    ଆମ ଆଖି ଖୋଲିଦେଲ, ପ୍ରଭୁ ଜଗନ୍ନାଥ ତା ଗର୍ବ ଭଙ୍ଗିବେ ।

  • @itssangramvlogs952
    @itssangramvlogs952 ปีที่แล้ว +30

    କିଲି ପୌଲ ଅହଂକାରୀ ହେଇଗଲାଣି ଆମେ କେହି ବି ତାକୁ support କରିବୁନି ଆଉ 👍🏻.

  • @lalitasingh9649
    @lalitasingh9649 ปีที่แล้ว +341

    ତାକୁ ପଇସା ନ ଦେଇ ଆମ ଓଡ଼ିଶାରେ ଯେଉଁ ଅସହାୟ ମଣିଷ ଅଛନ୍ତି ତାଙ୍କୁ ସାହାଯ୍ୟ କର ଭଗବାନ ତମଙ୍କୁ ଖୁସିରେ ରଖନ୍ତୁ

  • @user-nandu143
    @user-nandu143 10 หลายเดือนก่อน +4

    Jay Jagannath Laba bhai tume sabu desha bidesha buli paruchha ❤❤❤se thankyou

  • @nirmalranjansahoo2410
    @nirmalranjansahoo2410 ปีที่แล้ว +316

    କିଲି ପଲ ପାଇଁ ଯାହା ଭାବନା ଥିଲା ପୁରା change ହେଇଗଲା 😢 ଲବ ଭାଇ ର ଅପମାନ ମାନେ ପୁରା ଓଡ଼ିଆ ଜାତି ଓ ଲୋକମାନଙ୍କର ଅପମାନ , ତୁମେ ଆଗେଇ ଚାଲ ଆମେ ତୁମ ସହ ଅଛୁ ..କିଲି ପଲ ସହିତ ନୁହେଁ

  • @Zendarkx
    @Zendarkx ปีที่แล้ว +113

    killi pull କୁ ପଇସା ଦେଇନ ଭଲ ହେଇଛି ଜମାବି ଦେବା କଥା ନୁହଁ ❤

    • @suprobhat7609
      @suprobhat7609 ปีที่แล้ว

      th-cam.com/video/LrwQCgdrOS0/w-d-xo.html

    • @user-TRADE-WITH-ADK
      @user-TRADE-WITH-ADK ปีที่แล้ว

      Free re Bala miliba😂😂😂😂😂😂

  • @kishorchandra4980
    @kishorchandra4980 9 หลายเดือนก่อน +1

    Tme ama pai valuable but value jahara se deyuni se kn value able hobo..... love 💓😘 u bhai jai jagannath

  • @krishnavlog2.0405
    @krishnavlog2.0405 ปีที่แล้ว +189

    ଦୁଃଖ କରନି ଭାଇ ଆମେ ତମ ସହ ଅଛୁ

    • @BijayaMallik-s5v
      @BijayaMallik-s5v ปีที่แล้ว +2

      😅

    • @odiatoka479
      @odiatoka479 ปีที่แล้ว +4

      👍👍👍😘😍🥰

    • @St.talking
      @St.talking ปีที่แล้ว +5

      Indian song re report marile aukat asi jiba😂😂😂😂

  • @bikashjena7207
    @bikashjena7207 ปีที่แล้ว +256

    ଯଦି ବି ଆମ ଲବ ଭାଇ ସହ ତୁମେ ଏକ ମତ ଜୟ ଓଡିଶା
    Like here jai jaganath🚩🚩🚩🎉🎉🎉

    • @AamaGaonAamaMati
      @AamaGaonAamaMati ปีที่แล้ว

      ଜୟ ଓଡ଼ିଶା 🇮🇳🇮🇳🇮🇳

    • @KANHU_PATRA
      @KANHU_PATRA ปีที่แล้ว

      Jya Odisha

    • @kapilendramohanta9767
      @kapilendramohanta9767 ปีที่แล้ว

      ସେମାନେ ରାନୁ ମଣ୍ଡଳର ଜାତିଭାଇ ତାଙ୍କଠାରୁ ଆଉ କଣ ଆଶା କରୁଛନ୍ତି

    • @tapasraj8901
      @tapasraj8901 ปีที่แล้ว

      Bhai Jay Jagannatha
      Kichi asubidha nahin
      Se gote Balla loka

    • @sukantamallik4876
      @sukantamallik4876 ปีที่แล้ว

      Bhai comment re answer nehai debo bhai

  • @gopalbarad143
    @gopalbarad143 หลายเดือนก่อน

    ତମେ ବହୁତ ବଢିଆ ଭିଡ଼ିଓ ବନଉଛ ତମେ ସେ କିଲ୍ଲ ପଲ୍ଲ ପାଗଳ ପଛରେ ପଡିବା ଦରକାର ନାଇଁ 👍👍👍👍

  • @manojanandamandal9003
    @manojanandamandal9003 ปีที่แล้ว +639

    ଚିନ୍ତା କର ନାହିଁ ଭାଇ.. 🥺....ପ୍ରଭୁ ଜଗନ୍ନାଥ ଆପଣଙ୍କ ହୃଦୟରେ ଅଛି ❤️💕
    .... 🌍🌍🌍 ଜୟ ଓଡିଶା ଜୟ ସାନ୍ତାଳୀ... 😊

  • @PS-CREATION.96
    @PS-CREATION.96 ปีที่แล้ว +983

    ବଡ଼ ଦୁଃଖର ବିଷୟ, ଭାଇ ତମେ ଆଗେଇ ଚାଲ ତମ ସହ ଆମେ ଅଛୁ, କଟକ ଓଡ଼ିଶା. ❤️we always support you brother 😊

  • @kanhumakut
    @kanhumakut 10 หลายเดือนก่อน +2

    Super bro❤❤❤

  • @ମୋଗାଁରନୂଆଆଖଡ଼ା
    @ମୋଗାଁରନୂଆଆଖଡ଼ା ปีที่แล้ว +8

    ବହୁତ୍ ବଢିଆ ଭାଈ ଆପଣଙ୍କ video ବହୁତ୍ ଭଲ ଲାଗୁଚି ଏମିତି video ସବୁବେଳେ ବନାଓ ଆଓ ଜଗନ୍ନାଥଙ୍କ ପାଖରେ ମୋର ପ୍ରାଥନା ବହୁତ୍ ଆଗକୁ ଯାଅ

  • @KANHU_PATRA
    @KANHU_PATRA ปีที่แล้ว +58

    ଆମ ଲବ ଭାଇ ଙ୍କୁ ୨୦୨୪ ସୁଦ୍ଧା 1M heba ଦରକାର🎉❤❤❤❤❤❤❤❤❤❤❤❤

  • @Sibaram12370
    @Sibaram12370 9 หลายเดือนก่อน +1

    Super bahi 💞💞💞👍

  • @manojmohanta5601
    @manojmohanta5601 ปีที่แล้ว +110

    ଦୁଃଖ କରିବାର ନାହିଁ ନିଜ କର୍ମରେ ଅଗ୍ରସର ହୁଅ ନିହାତି ସଫଳତା ମିଳିବ.. ତୁମେ କିଲି ପୋଲ ପାଖରୁ ବେଶୀ ଫେମସ ହୋଇଯିବ ❤

  • @pratimabehera7830
    @pratimabehera7830 ปีที่แล้ว +36

    ଆମ ଓଡିଶା ମାଟି ର ପୁଅ ଏତେ କଷ୍ଟ କରି ସେ ଯାଇ ନିରାଶ ହୋଇ ପେରିବା ବଡ ଦୁଃଖ ଦାୟକ ଆମେ ବି କହୁଚୁ ପୁଅ ଏଥିରେ ଭାଙ୍ଗି ନ ପଡି ଆଗକୁ ଯାଅ ଦିନ ସେ ତୁମକୁ ଦେଖା କରିବାକୁ ଆସିବ ଯେଉଁ ମାନେ ପୁଅଟିକୁ support କରୁଛ ଗୋଟେ like ଦିଅ

  • @prakashmahakud1702
    @prakashmahakud1702 ปีที่แล้ว +4

    ବହୁତ ସୁନ୍ଦର ପ୍ରୟାସ 💐🤞

  • @manojlitivlog
    @manojlitivlog ปีที่แล้ว +443

    ଯିଏ ମୋ comment ଟିକୁ ପଢୁଛ ଜଗନ୍ନାଥ ତାଙ୍କ ପରିବାର କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏

  • @sundar_mohan
    @sundar_mohan ปีที่แล้ว +111

    ସେ ନିଜକୁ କଣ ବୋଲି ଭାବୁଚୁକି don't worry ଭାଇ ଆମେ ତୁମ ସହିତ ଅଛୁ, ଜୟ ଜଗନ୍ନାଥ, ଆମେ ଓଡ଼ିଆ ଭାରି ସ୍ଵାଭିମାନୀ...

    • @Nitu4839
      @Nitu4839 ปีที่แล้ว

      😂😂😂

    • @pragyandash4221
      @pragyandash4221 ปีที่แล้ว +1

      😂

    • @sharmisthasahoo4638
      @sharmisthasahoo4638 ปีที่แล้ว

      Kalia pechha😂🤣🤣🤣😆😆😆😆

    • @Pihu523
      @Pihu523 ปีที่แล้ว +2

      Kalia pecha kana pain kahuchha bhai, seita bodyshaming, racist. Tame jou Jagannathankara jaya hau boli lekhichha sie b kalia. Ame samaste tanku snehare kalia kahu.

    • @asnaa3662
      @asnaa3662 ปีที่แล้ว

      Moro manare gote prasna
      Je kill Paul pai atee raga kahiki au iyee asliyat re kiyee
      Please moro doubt clear Kariba ki

  • @Om40gamer-b7n
    @Om40gamer-b7n หลายเดือนก่อน +1

    ଭୋଇ, ଦୟାକରି ମୁଁ ଯାହା କହୁଛି ଶୁଣ ଏବଂ ହିନ୍ଦୀ ଭିଡିଓ ଭାଇରାଲ୍ କର | 😊😊

  • @mixupdd...
    @mixupdd... ปีที่แล้ว +116

    କିଏ କି ସେ killi paul taku ଆମେ ଚିନିନାହୁଁ ଆମେ ଖାଲି ଜନକୁ ଚିନିଛୁ ସିଏ ହେଲେ ମୁଁ traveller ।।।।bhai full support for u 🤞🤞🤞💪💪💪💪🙏🏼 Jay Jagannath 🙏🏼❤️⭕❗⭕

  • @mdqueen329
    @mdqueen329 ปีที่แล้ว +828

    ହଉ ଛାଡ 😏😏 ସେମାନେ ଆମ ପାଇଁ ତେଣୁ ଏଇଟା ବହୂତ ଭୂଳ କଲେ ଆମ ଓଡିଶା ରୂ କେହି ବି support ଦିଅନ୍ତୂ ନାହିଁ. Jai jagannath 🙏❤️❤️❤️

  • @suryakantaroutmanas3904
    @suryakantaroutmanas3904 ปีที่แล้ว +71

    ଭାଇ ରେ ପଇସା ନଥିଲେ କେହି ଚିହ୍ନିବେନି ପଇସା ହେଇଗଲେ ସେ କାହାକୁ ଚିହ୍ନି ପାରେନି ଜୟ ଜଗନ୍ନାଥ ଜୟ ଓଡି଼ଶା 🙏😍🙏

  • @chintu-cartoon-world
    @chintu-cartoon-world ปีที่แล้ว +28

    ଯଦି ଆମେ ପ୍ରକୃତ ରେ ଓଡ଼ିଆ ତାହାହେଲେ ଆଉ kili paul video ଦେଖିବା ନାହିଁ ଯଦି ବି short feed re ଅସୁଚି ତାହାହେଲେ Dislike te ଦବା। Love you Laba Bhai always support you ❤

  • @bijayanandamahanta9600
    @bijayanandamahanta9600 ปีที่แล้ว +12

    ଲବ ଭାଇ ଦୁଃଖ କରିବ ନାହିଁ ତମର କର୍ତ୍ତବ୍ଯ ତମେ କରିଛ ତାର ବହୁତ ଗର୍ବ ହୋଇଗଲା

  • @miliranimohanty7583
    @miliranimohanty7583 17 วันที่ผ่านมา

    You are a good person 👍 great job 👏 thank you

  • @yashmishra9692
    @yashmishra9692 ปีที่แล้ว +24

    ଭାଇରେ ମୁଁ ଭାବୁଥିଲି ସେ ତା wife କିନ୍ତୁ ଜାଣିଲି ତା ଭଉଣୀ ସେ ଯାହା ହେଉ ତମ ମାଧ୍ୟମ ରେ ଜାଣି ପାରିଲି
    N u don't worry ଆଗକୁ ମାଡ଼ି ଚାଲ
    ଜୟ ଜଗନ୍ନାଥ 🙏

  • @tikimapradhan4449
    @tikimapradhan4449 ปีที่แล้ว +35

    ବେସି ଦୁଃଖ ଲାଗିଲା ଭାଇ।
    କଣ କରିବା, ଆମେ ତମରି ସାଙ୍ଗରେ ଅଛୁ।

  • @shradhaaradhyasambalpurivlogs
    @shradhaaradhyasambalpurivlogs 4 หลายเดือนก่อน

    ଜୁହାର ଭାଇ ମୁଁ ତମର ନୁଆ Subscriber ମୋ ତରଫ୍ ରୁ Biggest congratulations🎉🎉🎉🎉 1M Subscriber ପାଇଁ 🎉🎉🎉🎉🎉Maa samalei bless u ❤

  • @pratimabehera7830
    @pratimabehera7830 ปีที่แล้ว +78

    ପୁଅ ତୁମ ଉପରେ ଜଗନ୍ନାଥ ଙ୍କ କୃପା ରହିଥାଉ ସବୁ ଜାଗା ସଫଳ ହୋଇ ଓଡିଶା ଆସ

  • @rinamaawithfamilyvlog
    @rinamaawithfamilyvlog ปีที่แล้ว +193

    ଧନରେ ଵିଡୁଓ ଦେଖି ବହୁତ ଖୁସି ଲାଗିଲା ଆଗକୁ ଆଗକୁ ଯାଅ ଠାକୁର ସମସ୍ତ କୁ ଭଲ ରେ ରଖନ୍ତୁ ମିସ୍ ୟୁ ❤❤

  • @chhabilajani
    @chhabilajani ปีที่แล้ว +4

    ଭାଇ ଅତି ଦୁଃଖର ବିଷୟ ମାତ୍ର ତୋମେଯମା ଆର ମାନିବାଲୋକ ନୁହେଁ। ବହୁତ ବହୁତ ଧନ୍ୟବାଦ

  • @trilochanbeheratrilochanbe0507
    @trilochanbeheratrilochanbe0507 ปีที่แล้ว +15

    ଭାଇ ସାରା ଓଡ଼ିଶା ତମ ସାଙ୍ଗରେ ଅଛନ୍ତି କିଛି ଚିନ୍ତା କରନି ମୋର ତରଫରୁ ❤❤❤❤❤❤❤❤❤❤❤❤❤❤❤❤ like and comment ସମସ୍ତ ଙ୍କ ବିଶ୍ୱାସ ଚିନ୍ତା କରନି ❤❤😂😂

  • @udayhoriom1005
    @udayhoriom1005 9 หลายเดือนก่อน

    ❤ଭାଇ ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ନୂଆ ଦୃଶ୍ୟ ନୂଆ ଜାଗା ଆମକୁ ଦେଖାଇ ଛନ୍ତି ଧନ୍ୟବାଦ

  • @ashokbhuyan8602
    @ashokbhuyan8602 ปีที่แล้ว +10

    So sad ଲବ ଭାଇ ତୁମ ମନ ବହୁତ୍ ବେଶୀ କଷ୍ଟ ହେଇଛି... 😔 ତେଣୁ ଆଜିଠୁ ତାହା ଭିଡ଼ିଓ ଦେଖିବାକୁ ପାଇଂ ବନ୍ଦ କରିଦେବୁ ..Don't Worry ଲବ ଭାଇ ଖୁସିରେ ରୁହ.. God bless U❤️❤️

  • @Adityafoodandvlogs
    @Adityafoodandvlogs ปีที่แล้ว +6

    ହଉ ମନ ଦୁଃଖ କରନାହିଁ ବହୁତ ଆଗକୁ ଯାଇ ମଧ୍ୟ ଖୁସିରେ ଦେଖା କରିଥିଲେ ଖୁସି ଲାଗିଥାନ୍ତା ଏବେ ଲାଗୁଚି ଆମରି ଭାରତୀୟ ଙ୍କ ପ୍ରିୟ ସେ ପୁଣି ଦେଖା କଲେନହିନ୍ ଯେତେ ଅହଙ୍କାରୀ ଯେତେ ସ୍ୱାର୍ଥ ପର ହଉ ପୁଅ ଛାଡ଼ ମନ ଦୁଃଖ କରନି ❤❤❤❤

  • @MahunabatiMajhi
    @MahunabatiMajhi 17 วันที่ผ่านมา

    ଜୟ ଜଗନ୍ନାଥ ଭାଇ ଖୁସିରେ ରୁହନ୍ତୁ

  • @gourisankarmohanty6761
    @gourisankarmohanty6761 ปีที่แล้ว +105

    Brother Jay Jagannath, I must know that you love the God of Jagannath very much in heart. Brother don't request the froud Kili Paul. Not necessary, you may proceed on your destiny. God bless you. Always keep smiling & energetic on your self.

  • @chandramanimahanta8332
    @chandramanimahanta8332 ปีที่แล้ว +24

    କିଛିକଥା ନାହିଁ ସାନ ଭାଇ ଲଭ୍
    ଆମେ ଅଛୁ ତୋ ସାଙ୍ଗରେ, ସେଇଥି ପାଇଁ ଆଫ୍ରିକା ଲୋକ ମାନେ କାଙ୍ଗାଳ ହୋଇ ରହିଛନ୍ତି

  • @kjr_toka_sk_purty_023
    @kjr_toka_sk_purty_023 ปีที่แล้ว +12

    ଭାଇ ବହୁତ୍ ଭଲ ଲାଗିଲା ❤❤ କେନ୍ଦୁଝର ପିଲା କିଏ ଅଛ like କର ❤️🥰🥰

  • @tapankumarp8890
    @tapankumarp8890 ปีที่แล้ว +21

    ଭାଈ ଭଲରେ ଥାଅ ଭଗବାନ ତୁମକୁ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ

  • @aashiqboyhembram
    @aashiqboyhembram ปีที่แล้ว +6

    ମାଡ଼ି ଚାଲ ଲବ bhai ବହୁତ୍ ଆଗକୁ ଯିବ jay jagarnnath ❤❤

  • @manasparida2877
    @manasparida2877 ปีที่แล้ว

    Bhai very very love u jatra tumar safal hau Jay jagannath🙏🙏🙏🙏

  • @soumyaranjannayak6612
    @soumyaranjannayak6612 ปีที่แล้ว +51

    Good job brother more important in this type of people do your job achieve your dreams ❤❤

  • @BIRBALSINGH-qw2pk
    @BIRBALSINGH-qw2pk ปีที่แล้ว +4

    ଲବ ଭାଇ କିଲି ପାଉଲ୍ ଘରକୁ ତୁମେ ପାଇଥିଲ ସେଇଟା ଆମ ପାଇଁ ବହୁତ ଖୁସିର କଥା କିନ୍ତୁ ସେ ଘରେ ଥାଇକିବି ତୁମକୁ ଦେଖା ଦେଲା ନାହିଁ, ଏହି କଥା ଜାଣିଲା ପରେ ବହୁତ୍ ଦୁଃଖ ଲାଗିଲା, ସତରେ ଲବ ଭାଇ କିନ୍ତୁ ଆମେ ତୁମ ପାଇଁ ସବୁ ବେଳେ ବହୁତ୍ ଖୁସି ଅଛୁ ଆଉ ସବୁ ବେଳେ ଖୁସିରେ ରହିବା କିନ୍ତୁ ତୁମେ ମନ ଦୁଃଖ କର ନାହିଁ ତୁମେ ତୁମ ତରଫରୁ ୧୦୦% ଚେଷ୍ଟା କରୁଥିଲ କିଲି ପାଉଲ କୁ ଦେଖା କରିବା ପାଇଁ ଆଉ ତୁମେ ହାରିନ ତୁମେ ଜିତି ଯାଇଛ କାହିଁକି ନା ତୁମେ ତୁମର BEST ❤❤ଦେଇଥିଲ l କଣ କରିବା ବହୁତ୍ ଦୁଃଖର କଥା ଯେ ଆମେ ଯେଉଁ ମାଟିରେ ଜନ୍ମ ନେଇଛୁ ସେଇଠି ହିଁ ମିଶିଯିବା ତେଣୁ କିଲି ପାଉଲ ଭଳି ଲୋକ ମଧ୍ୟ ନିଜ ଗର୍ବ ରେ ନିଜେ ହିଁ ତଳକୁ ଖସି ଯିବ,, ଏତେ ଗର୍ବ ଦେଖେଇବାର ନଥିଲା ସେ ଭୁଲି ଯାଉଚି ଯେ ଯେଉଁମାନଙ୍କ ପାଇଁ ଆଜି ସେ ଏତେ ଉପରକୁ ଯାଇ ପାରିଛି ସେଇଠୁ ଖସିବାକୁ ତାକୁ ବେଶୀ ସମୟ ଲାଗିବନି ତେଣୁ ଯିଏ ଯେମିତି କରିବ ସେ ସେମିତି ହିଁ ପାଇବ ତା ମାନେ ନୁହଁ ଯେ ସେହି ଭଳି କାମ କରି ସମସ୍ତଙ୍କ ପାଇଁ ହିର ପାଲଟି ଯିବ ଏହା ତ କଦାପି ସମ୍ଭବ ନୁହଁ ତେଣୁ ଯାହା ହେଲା ଛାଡ଼ି ଦିଅ ଆମ ପାଇଁ ତୁମେ କେତେ କଷ୍ଟ ଉଠେଇ, କେତେ ପଇସା ଖର୍ଚ୍ଚ କରି ତାକୁ ଦେଖା କରିବାକୁଯାଇଛ ତାହା ମଧ୍ଯ ନିଜ ପାଇଁ ନୁହଁ କେବଳ ଆମରି ପାଇଁ ତେଣୁ ସତରେ ଲବ ଭାଇ ତୁମେ ଆମ REAL HERO 💜 ❤️ 💜 ❤️ ଆମେ ସବୁ ବେଳେ ତୁମପାଇଁ ପ୍ରଭୁ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ଠାକୁର ଙ୍କ ପାଖରେ ଆମର ଏହାହିଁ ପ୍ରାର୍ଥନା ଯେ ତୁମକୁ ପ୍ରଭୁ ସଦା ସର୍ବଦା ଖୁସିରେ ରଖନ୍ତୁ ଦୀର୍ଘାୟୁ କରନ୍ତୁ ଏବଂ ତୁମକୁ ପ୍ରତିଟି ବାଧା ବିଘ୍ନ ରେ ସାହା ହୁଅନ୍ତୁ ଶକ୍ତି ଦିଅନ୍ତୁ ❤❤❤❤❤❤

  • @mithunman393
    @mithunman393 ปีที่แล้ว

    Bhai final fidaa 👍👍👏👏👌👌👏👏👍👍👏👏👌👌👏👏👍👍

  • @AdibasiVloger
    @AdibasiVloger ปีที่แล้ว +147

    ତୁମେ ଠିକ କହିଲ ଭାଇ... ମଣିଷ femous ହେଲା ପରେ ଗର୍ବ ଆଉ ପଇସା କୁ ଲୋଭ କରେ....😢😢😢😢😢😢😢କିନ୍ତୁ kili poll ଯାହା ତୁମେ କରିଲ ତୁମେ ଦିନେ ନା ଦିନେ... ପସ୍ତେଇବ...

    • @St.talking
      @St.talking ปีที่แล้ว +7

      Odia song re reels kole strike mariba

    • @suprobhat7609
      @suprobhat7609 ปีที่แล้ว

      th-cam.com/video/LrwQCgdrOS0/w-d-xo.html

    • @kharpahansda2973
      @kharpahansda2973 ปีที่แล้ว +3

      Ame b ready achhu. Just wait for odia songs reels.

    • @backtofood8901
      @backtofood8901 ปีที่แล้ว +1

      I agree with you bhai. But ae youtuber baki odisha youtuber ku kete help kariba dekhiba. Ea b Ranga dekheiba

    • @AdibasiVloger
      @AdibasiVloger ปีที่แล้ว +2

      @@backtofood8901 mu laba bhai ku parsanaly katha haichi... Laba bhai... Kebe bi ego auu garba karanti nahi... Samastanka sahita bhala re katha huanti❤🙏🏿

  • @copyrightpaste8168
    @copyrightpaste8168 ปีที่แล้ว +12

    Jay jagannath 🙏🙏
    Jay maa Samalei 🙏🙏
    Love from jharsuguda Bro ❤️❤️

  • @HappyHappy-mh4go
    @HappyHappy-mh4go ปีที่แล้ว

    Mu bi Kili pall ra fan ..kintu tama Katha suni Abe tanka upare raga asuchi.....god bless U Bhai...

  • @TaniTanveerTribal
    @TaniTanveerTribal ปีที่แล้ว +20

    Ok ଭାଇ ଆମେ ସବୁବେଳେ tuma ସହିତ ଅଛୁ ll ମନ ଦୁଃଖ କରନ୍ତୁ ନାହିଁ ❤❤❤❤

  • @rasanandasahu6758
    @rasanandasahu6758 ปีที่แล้ว +11

    ଦୁଃଖ କରନା,ଭାଇ | ସେମାନେ ଯେମିତି ଉଠିଛନ୍ତି ସେମିତି ଖସିବେ | ଅପେକ୍ଷା କର |

  • @salkhanhansda4833
    @salkhanhansda4833 ปีที่แล้ว +22

    Don't worry Laba bhai.. once you will be good Celebrity then Kili Paul will miss you.
    ଲବ ଭାଇ ତୁମେ ହିଁ ଆମ ପାଇଁ Celebrity..
    ଅନ୍ୟ celebrity ଙ୍କ ପଛରେ ପଡ଼ିବା ଦରକାର ନାହିଁ।

  • @Manojbalikuda
    @Manojbalikuda ปีที่แล้ว +69

    ଆଜି ଯଦି କିଲିପୁଲ ଷ୍ଟାର ହେଇଛି କେବଳ ଇଣ୍ଡିଆ ଲୋକଙ୍କ ଦୌରା ମନ ଦୁଃଖ କରନି ଜୟ ଜଗନ୍ନାଥ

    • @akshaykumar786-y4f
      @akshaykumar786-y4f ปีที่แล้ว

      Ki bala star ho . Se sala kie mu kai janini ka🙂😆🙂😆🙂

  • @Adarsh_933-b1f
    @Adarsh_933-b1f ปีที่แล้ว +6

    ପୁରୀ ର ଯେତେ ଵୀ ସାଙ୍ଗ ମାନେ ଦେଖୁଛନ୍ତି like kara 👍 jay jagannath 🙏❤

  • @sunatanhembram9647
    @sunatanhembram9647 10 หลายเดือนก่อน

    ତଥାପି ବହୁତ ଭଲ... କଷ୍ଟ ହେଲେବି... ଆମପାଇଁ କଷ୍ଟ କରିଥିବାରୁ ବହୁତ ଧନ୍ୟବାଦ...❤.

  • @ll_monalisha_ll
    @ll_monalisha_ll ปีที่แล้ว +14

    Laba bhai nka pain gote like heijau 😉❤️

  • @dev4999
    @dev4999 ปีที่แล้ว +8

    ଦୁଃଖ କରନି ଭାଇ ମୁଁ promise karuchi se ଶଳା କିଲି ର ସବୁ vdo re paisa lobhi comments debi,u don't worry bro , it's ok

  • @aliemons9106
    @aliemons9106 ปีที่แล้ว +2

    Odisha re ete tallented loka achanti hele tamaku ta bada bada star mana nka saha video kariki viral habara achi.. Do search for real tallent & promote them.. it ll help to grow the odisha..

  • @trueindian4887
    @trueindian4887 ปีที่แล้ว +33

    ଏଇ ତ ସଂସାର ରୀତି ......ଏମିତି ହୁଏ ଭାଇ , ମନ ଦୁଃଖ କରନା । ତୋ ମୁହଁରୁ "ଜୟ ଜଗନ୍ନାଥ" ନାଁ ଟା ଶୁଣିଦେଲେ ଲାଗେ ଯେମିତି ମୋ video ଦେଖିବାଟା ସାର୍ଥକ ହେଇଗଲା । ମନରେ ଓଡିଆ ପୁଅ ହେବାର ଗର୍ବ ଅନୁଭବ ହୁଏ। ଜୟ ଜଗନ୍ନାଥ ଭାଇ ,take care 👍

  • @nandinimalik7421
    @nandinimalik7421 ปีที่แล้ว +10

    Jay jagannath 🙏🙏 , god bless you vai sabubele Khushi re rahiba vai , enjoy your life and happy journey vai

  • @CB-tt8sk
    @CB-tt8sk ปีที่แล้ว +4

    Jay jagannth Aama Odiya Bhai proud of You Bhai I am Bengali From Odisha. A mane emiti janinathili Lots of thanks bro.

  • @abhiseksatpathy9540
    @abhiseksatpathy9540 ปีที่แล้ว +250

    Bhai we love your innocence, keep it up!! One day u will achieve more heights than Kili Paul.
    Jay Jagannath 🙏

  • @dr.surendranathdash8861
    @dr.surendranathdash8861 ปีที่แล้ว +47

    Don't give him much importance. U are doing best . May God bless you.

  • @PujamohantyChumki
    @PujamohantyChumki 9 หลายเดือนก่อน

    Garba hi manisanka parama satru & jay jagannath 🙏

  • @vladimirputin6530
    @vladimirputin6530 ปีที่แล้ว +5

    ଭାଇନା ଦେଖା କରିବା ଅନୁଚିତ । ଏମାନେ ବଦମାସ ଲୋକ । ଜୟ ଜଗନ୍ନାଥ 🚩

  • @monalisachampatiray2249
    @monalisachampatiray2249 ปีที่แล้ว +18

    Don't get disheartened brother because of kili paul. I wish you will achieve high level status better than him. People like them will be looking for you. So keep going on. You are really doing good 👍🏻 which we are not aware of it in detail. Hats off 👏 to you. 🙌 👏👏🥰👍🏻👍🏻JAI JAGANNATH 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @danieldas5752
    @danieldas5752 ปีที่แล้ว

    Odisha ru tumaku hardik abhinandan bhala re ruha. Bahara khabar emiti aama ku dekhau thiba. Jay jagannath. Take care.

  • @subhashreebehera9783
    @subhashreebehera9783 ปีที่แล้ว +11

    ଜୟ ଜଗନ୍ନାଥ .......ଓଡ଼ିଆ ବlସି ସମସ୍ତେ ତମ ସହିତ ଅଛନ୍ତି.....❤

  • @itssangramvlogs952
    @itssangramvlogs952 ปีที่แล้ว +117

    Kili Poul ର ବହୁତ ଗର୍ବ ହେଇଗଲାଣି ଦୟାକରି ଓଡ଼ିଶା ରୁ କେହିବି Support କରନି. ଓଡ଼ିଶା ରୁ ପିଲା ଦେଖା କରିବାକୁ ଗଲେ ସେ ଦେଖା କରିବାକୁ ଚାହୁଁନି. 🙏🏻 ଉଦାହରଣ ଆମ ଓଡ଼ିଶା ର International Vlogger ମୁଁ Traveller (Laba Hansda) ଙ୍କୁ ଦେଖା କଲେ ନାହିଁ.

  • @DilipPatel-zy2lw
    @DilipPatel-zy2lw ปีที่แล้ว

    Bhai tamku koti koti parnam Kari chu that's Matt's tuna sange buli bar acchi bhrr can try

  • @PRAMILARANA-kd4sr
    @PRAMILARANA-kd4sr ปีที่แล้ว +10

    ଅତି ଗବୈ ହତ ଲକାଂ, ମନ ଦୁଃଖ କରନି ଭାଇ, ତମେ ଆମ ପାଇଁ କଉ ସେଲିବ୍ରିଟି ଠୁ କମ୍ ନୁହଁ, ତମେ ତା ପାଖକୁ ଆଉ କେବେବି ଜୀବନ, କିଲି ପାଉଲ ର ବେସି ଲୋଭ ଆଉ ଗର୍ବ ହେଇଗଲାଣି, ଆମ ଭାରତ ଆଉ ଓଡ଼ିଶା ର ଗୀତରେ ଭିଡିଓ ବନେଇ ଫେମସ୍ ହେଇକି ଆମ ଭାରତ ଆଉ ଆମ ଓଡିଆ ପୁଅକୁ ଦେଖା ବି କଲାନି, ଏତେ ଉପରକୁ ଉଡୁଛି ନା
    କାହାକୁ ଖାତିର କରୁନି, ଏମିତି ସମୟ ଆସିବ ମାଟି କାମୁଡି ତଳେ ପଡିବ, ଉାଇ ତେମେ ଆମପାଇଁ ଆଲଗା ଭିଡିଓ ବନାଅ, ବହୁତ ଆଗକୁ ଯାଅ, ସଫଳତା ଶିର୍ଷ ରେ ପହଞ୍ଚ, ଆମ ମାନଙ୍କ ଭଲ ପାଇବା ଆଉ ଆଶୀର୍ବାଦ ସବୁବେଳେ ତୁମ ସାଥୀରେ ଆଛି, ଜୟ ଜଗନ୍ନାଥ ଜୟ ମା ତାରିଣୀ🙏🙏

  • @Kiran57703
    @Kiran57703 ปีที่แล้ว +5

    Jai jagannath ❤ jai maa samalei ❤ love from Western odisha

  • @pratikshyacraftms2146
    @pratikshyacraftms2146 10 หลายเดือนก่อน +1

    hi ❤❤❤❤❤❤❤❤❤your new subscriber from odisha Kendrapara

  • @Rajababu-gk6kp
    @Rajababu-gk6kp ปีที่แล้ว +13

    ଭାଇ ମୋ ତରଫରୁ ଧନ୍ଯବାଦ ଜଣାଉଛି ତୁମେ ଆଗକୁ ଚାଲ ଆମେ ଅଛୁ ତୁମ ସାଥିରେ ❤

  • @kunameher5060
    @kunameher5060 ปีที่แล้ว +15

    ଜୟ ଜଗନ୍ନାଥ ଭାଇ, ଆପଣଙ୍କ ପ୍ରୟାସ ଏମିତି ଜାରିଥାଉ ଆଉ ସମସ୍ତଙ୍କୁ ଖୁସି ବାଣ୍ଟି ଚାଲନ୍ତୁ

  • @PaniMarandi-g2j
    @PaniMarandi-g2j 11 หลายเดือนก่อน

    Ok Kai bat nahi bro ....kitina din hese haga ek na ek din jorur apke liye unko fhikor haga......insa ka jindegi me asa haga...ham aap ko support karte hai 🙏🙏🙏🙏💐💐💐💐🔥🔥🔥🔥

  • @tapanworld
    @tapanworld ปีที่แล้ว +73

    Don't worry Bhai now a Day Ur a Big Celebrity of Our Odisha ❤❤❤❤
    Ur a inspiration for all youngsters ... I hope one day i will meet you

  • @janmajaya416
    @janmajaya416 ปีที่แล้ว +9

    ଭାଇ ମନ ଦୁଃଖ କର ନାହିଁ ଜୟ ଜଗନ୍ନାଥ

  • @abhisheknaik7679
    @abhisheknaik7679 5 หลายเดือนก่อน

    Nice ଭିଡିଓ ଭାଈ ଆଗେଇଚାଲ ଖୁସି ରେ ରୁହ ❤

  • @kunaVlog108
    @kunaVlog108 ปีที่แล้ว +18

    100% TO 100% Really bro ପୁରା ଶତକଥା ଭାଇ 😢 💸 ପଇଶା ତାଙ୍କ ରଙ୍ଗ ବଦଲେଇ ଦେଇଛି ରେ ଭାଇ 🤬🤬🤬 ତାଙ୍କୁ ଓ ତାଙ୍କ ରଙ୍ଗ କୁ 🤬🤬🤬

  • @lueyomloveexpress
    @lueyomloveexpress ปีที่แล้ว +10

    Superb video brother really hats off to your passion and struggle. Bahut badhia video banaucha keep it up. 🎉🎉❤😊