ମାଳିକା ବିଚାର ସତ ହେଲା ନାହିଁ କାହିଁକି ? କଳି, କଳିଯୁଗ ଏବଂ କଳ୍କୀ | Abhimanyu Pran Das on Odisha Talks

แชร์
ฝัง
  • เผยแพร่เมื่อ 14 พ.ย. 2024

ความคิดเห็น • 91

  • @PayalParida-qc8lv
    @PayalParida-qc8lv 18 วันที่ผ่านมา +1

    ବହୁତ ସୁନ୍ଦର କଥା କହିଛନ୍ତି ପ୍ରଭୁଙ୍କ ବିଷୟରେ ସମାଜକୁ । ହରେ କୃଷ୍ଣ ରାଧେ ରାଧେ ।🙏🙏♥️♥️

  • @BramhaNandaPanda-o5y
    @BramhaNandaPanda-o5y 7 วันที่ผ่านมา

    ପ୍ରଭୁଂଜି ଆପଣଙ୍କ କଥା ଶୁଣିକି ବହୁତ ଆନନ୍ଦ ଲାଗିବା ସହିତ ଶିଖିବା ପାଇଁ ବହୁତ କିଛି ମିଳିଲା

  • @priyadarshanbaliyarsingh9459
    @priyadarshanbaliyarsingh9459 2 หลายเดือนก่อน +2

    ସତରେ ବହୁତ ସୁନ୍ଦର ଆଲୋଚନା ହେଲା ଜୟ ଜଗନ୍ନାଥ ଜୟ ଶ୍ରୀକୃଷ୍ଣ

  • @rmsamparkmusic
    @rmsamparkmusic 2 หลายเดือนก่อน +2

    ବହୁତ ସୁନ୍ଦର,ସରଳ ପ୍ରାଞ୍ଜଳ,ତତ୍ତ୍ୱ ଭିତ୍ତିକ ହରି କଥା ଶୁଣି ଆତ୍ମ ତୃପ୍ତ ହେଇ ଗଲା, ଧନ୍ୟବାଦ ଗୁରୁଜୀ ❤ହରେ କୃଷ୍ଣ

  • @rskbmohapatra2364
    @rskbmohapatra2364 5 วันที่ผ่านมา

    କଳିଯୁଗ ଶେଷ ହୋଇ ଦ୍ଵାପର ଯୁଗ ଶେଷ ହେବାକୁ ଯାଉଛି ତ୍ରେତୟା ଯୁଗ ଆରମ୍ଭ ହେବାକୁ ଯାଉଅଛି।

  • @AshokBehera-sr6bx
    @AshokBehera-sr6bx 2 หลายเดือนก่อน +2

    Hare Krishna 🕉️🙏🏻🙏🏻

  • @AshokKumar-ij7gg
    @AshokKumar-ij7gg 2 หลายเดือนก่อน +2

    Hare Krishna

  • @ladukishorepadhy144
    @ladukishorepadhy144 หลายเดือนก่อน +2

    ହେ ପରମ ପୂଜ୍ୟ ମହାଭାଗ ଆପଣତ କଳିଯୁଗର ବିରୋଧରେ ଗଲେ | ଇଶ୍ଵରଙ୍କ ଯୁଗର କାଳ ନିର୍ଦ୍ଧାରଣ କୁ
    ବିଧାନକୁ ବିରୋଧ କରୁନାହାନ୍ତିକି ?
    ଆଗେଇ ଚାଲନ୍ତୁ ବନ୍ଧନ ଶୀଳ ଅଧମ
    ଜୀବ ମଧ୍ୟ ଆପଣଙ୍କ ମତ ପନ୍ଥା ଓ ଚେଷ୍ଟାକୁ ମୁଁ ଭୂୟ ଭୂୟ ପ୍ରଶଂସା କରୁଛି । ଚ଼ିର କୃତଜ୍ଞ ରହୁଛି ।
    ବନ୍ଦେ ଗୁରୁପଦକଞ୍ଜ 🙏👌🖋️👃.............

  • @ti2ki272
    @ti2ki272 หลายเดือนก่อน

    Hare Krishna Radhe Radhe bahutho sundhoro laguchi sunibaku ❤❤❤❤❤❤❤

  • @ranjubalabiswal1046
    @ranjubalabiswal1046 2 หลายเดือนก่อน +4

    🙏🌹🌹ଜୟ ଜଗନ୍ନାଥ, ବହୁତ୍ ସୁନ୍ଦର୍ ଆଲୋଚନା ହେଲା ଭକ୍ତି କୁ ନେଇ 👌👌

    • @PkPk-dc2in
      @PkPk-dc2in หลายเดือนก่อน +2

      Kali dwaparare kichhita thila satya vi dita barabar thila nahele durya dhan kuaadu thanta tara saath debababala vi varat barshara pyayat adhika Raja su🎉pporter thile paandab nka paakhre ekka krusn thile gabesana vulbi heipaare jaha lekhaa achhi sabu same samaya aaga pachha hoipare prakruthi ku kevala dharmik sadhu Santh jaanibe jay Jaggrnath 🙏

    • @PkPk-dc2in
      @PkPk-dc2in หลายเดือนก่อน +1

      Satya juga kichhi Loko tiba bele kaliyugara samapt heba

  • @DibenduDas-j1m
    @DibenduDas-j1m 2 หลายเดือนก่อน +3

    Iskcon is great Hara krishna

  • @ranjansahu4730
    @ranjansahu4730 2 หลายเดือนก่อน +1

    Jaysrikrishna 🙏🙏🙏

  • @sanjuktadevi4699
    @sanjuktadevi4699 2 หลายเดือนก่อน +1

    Hare Krishna prabhuji 🙏👍

  • @salilarout5591
    @salilarout5591 2 หลายเดือนก่อน

    Hare krishna prabhuji very nice Topics

  • @ranjansahu4730
    @ranjansahu4730 2 หลายเดือนก่อน +1

    Jayjagannath 🙏🙏🙏

  • @jyotipanda4257
    @jyotipanda4257 20 วันที่ผ่านมา

    🙏🙏

  • @shakaharipruthivi8696
    @shakaharipruthivi8696 2 หลายเดือนก่อน +7

    କେଉଁ ମାଳିକା ଵିଚାର ମିଛ ହୋଇଛି ? କଳିଯୁଗ ର ଅନ୍ତିମ ସମୟ ନ ହୋଇ ଥିଲେ ଏ ଆଲୋଚକ ଓ ଆଲୋଚିକା ଙ୍କ ଭାଷା ମିଶ୍ରିତ।ଓଡ଼ିଆ ,ହିନ୍ଦୀ, ଇଂରାଜୀ ମିଶା ଭାଷା ଖେଚେଡ଼ି ହେବା ହିଁ ଭାଷା ର ସଙ୍କରି କରଣ । ମହାପୁରୁଷ ଙ୍କ ଲେଖା କହେ କଳି ରେ ସବୁ ମିଶ୍ରିତ ଓ ସଙ୍କର ଜାତୀୟ ହେବ। ହେଉଛି।
    କଳି ଯୁଗ ଯଦି ଲକ୍ଷ ଲକ୍ଷ ବର୍ଷ ଅଛି? ତେବେ ମାଳିକା
    ହିସାବ ରେ ୨୦୦୦ ମସିହା ରୁ କଳି ର ଅବକ୍ଷୟ ହୋଇଛି।
    ମୋର ଅଁଅଳା ବେଢ଼ା ରୁ ଯେବେ ପଥର ଖସିବ।
    ତାର ତେଇଶି ବରଷେ କଳି ଦେଶ ଛାଡି ଯିବ।।
    ୧୯୯୦ ଜୁନ ୫
    ୨୩ ବର୍ଷ ହେଲା ୨୦୧୩
    ରୁ ସତ୍ୟ ଆରମ୍ଭ ହେଲା।
    ଭୀମ ଭୋଇ ଙ୍କ ଲେଖା ଅଛି
    ଦୁଇ ଡାହାଣେ ଶୂନ ଏକ ତିନି ରଖ।
    ତା ଠାରୁ ସତ୍ୟ ହୋଇବ ପ୍ରକାଶ।
    ୨୦୧୩ ହେଲା।
    କଳିଯୁଗ ଯଦି ସରିଲା ତେବେ ମେଳ୍ଛ କୋଟି କୋଟି ସଂଖ୍ୟା ରେ କେମିତି ଅଛନ୍ତି ? ମାତ୍ର ଅଳ୍ପ କୋଟି ରହିବେ। ସାତ ଦିନ ପ୍ରଳୟ, ଯୁଦ୍ଧ ଓ
    ପରମାଣୁ ଯୁଦ୍ଧ
    ମହାମାରୀ
    ପ୍ରକୃତି ର ତାଣ୍ଡବ
    ଜୀବ ମାନଙ୍କ ଆକ୍ରମଣ
    ଉଳ୍କା ପାତ
    ଦେବତା,ଦେବୀ ଙ୍କ ପ୍ରତ୍ୟକ୍ଷ ଭାବେ ପ୍ରମାଣ
    ଦ୍ଵାରା ପରିବର୍ତ୍ତନ ହୋଇ ସତ୍ୟ ଆସୁଛି। ସତ କହିବା ଓ ଜାଣିବା ହିଁ ସତ୍ୟ ଯୁଗ।
    ମାଳିକା କହେ
    ମହାଭାରତ ର ଓଳିଏ ଯୁଦ୍ଧ ବାକି ଅଛି। ଚୀନ ସହିତ ପାକିସ୍ଥାନ, ବାଂଲା ଦେଶ, ତୁର୍କୀ, ଇରାନ ଏ ଭଳି ତେର ମୁସଲମାନ ଦେଶ ଶେଷ ଯୁଦ୍ଧ ରେ ସାମିଲ ହେବେ। ଭଗବାନ କଳ୍କୀ ଏ ଯୁଦ୍ଧ ପରିଚାଳନା କରି ସନାତନ ଧର୍ମ ଭାରତ ନୁହେଁ ପୁରା ବିଶ୍ବ ରେ ସ୍ଥାପନା କରିବେ। ଏବେ ଯେଁଉ ଯୁଦ୍ଧ ରୁଷିଆ, ଇସ୍ରାଏଲ, ରେ ଚାଲିଛି ସେ କଣ ? ଆଉ କଣ ଲାଗୁଛି ଲକ୍ଷ ଲକ୍ଷ ବର୍ଷ ପରେ କଳି ର ଶେଷ ସମର ହେବ ?
    ବେଦ,ଉପନିଷଦ, ଗୀତା
    ଭାଗବତ
    ପୁରାଣ
    ଏ ସବୁ ଜାଣିବା ଓ ପଢ଼ିବା ପାଇଁ ଆଗ୍ରହ ହିନ୍ଦୁ ଙ୍କ ଭିତରେ କମି କମି ଆସୁଥିବାରୁ ସହଜ ସରଳ ମାଳିକା ହେଲା।
    ମୋଟା ମୋଟ କହିଲେ ମାଳିକା ହେଉଛି ଧର୍ମ ଜ୍ଞାନ ଓ ଭବିଷ୍ୟ ଜ୍ଞାନ ର ସହଜ ସରଳ ବାଟ।
    ଯେଁଉ ମାନେ ଗୀତା ପାଠ କରୁଛନ୍ତି। ଗୀତା ରୁ ଜ୍ଞାନ ଆହରଣ କରୁଛନ୍ତି। ଗୀତା ର ଜ୍ଞାନ ବାଣ୍ଟୁ ଛନ୍ତି ସେ ମାନେ ନିଜକୁ ରକ୍ଷା କରିବା ରେ ଏତେ ଅସମର୍ଥ ? କୃଷ୍ଣ କଣ ଏତେ ଦୁର୍ବଳ ? ବାଂଲା ଦେଶୀ ପଠାଣ ଭୟଙ୍କର ଭାବେ ହତ୍ୟା କରୁଛନ୍ତି।
    ଇସ୍କନ୍ ବାବା, ମନ୍ଦିର ସବୁ ହତ୍ୟା ଓ ଲୁଟ୍, ପୋଡ଼ା ଜଳା କରୁଛନ୍ତି। ଏପରିକି ଜଗନ୍ନାଥଙ୍କ ବିଗ୍ରହ, ବି ଜଳେଇ ପାରୁଛନ୍ତି ? କାହିଁକି ହେଉଛି? କୁଆଡେ ଗଲେ ସେ ଚକ୍ରଧାରୀ ? କାହିଁକି ରକ୍ଷା କରୁ ନାହାନ୍ତି ?
    ଗୀତା ମିଆମାର ର ସନ୍ଥ ଆସିନ ବିରାଧୁ ବି ପଢ଼ି ଛନ୍ତି। ସେ କୃଷ୍ଣ ଙ୍କୁ ଠିକ୍ ଠିକ୍ ଜାଣି ଧର୍ମ ଯୁଦ୍ଧ କୁ ପରିଚାଳନା କରୁଛନ୍ତି।
    ଅହିଂସା ପରମ ଧର୍ମ
    ଧର୍ମ ହିଂସା ତଥେଇବଚ ।

  • @biswabhusanrath2814
    @biswabhusanrath2814 2 หลายเดือนก่อน +1

    Dhanyabad.
    Jay Jagannath. 🙏

  • @priyadarshanbaliyarsingh9459
    @priyadarshanbaliyarsingh9459 2 หลายเดือนก่อน +2

    ଆଉଗୋଟିଏ ଥର sir ଙ୍କୁ ଆଣନ୍ତୁ. ଜୟ ଜଗନ୍ନାଥ ଜୟ ଶ୍ରୀକୃଷ୍ଣ ର ଆଲୋଚନା ହେଉ. ଅନୁରୋଧ କରୁଛୁ

  • @thepoortraveller2691
    @thepoortraveller2691 25 วันที่ผ่านมา

    Nice interview

  • @Samirbarik-f7f
    @Samirbarik-f7f 21 วันที่ผ่านมา

    Sab ka vichar hoga

  • @antaryamiacharya8164
    @antaryamiacharya8164 2 หลายเดือนก่อน +3

    modern gyani laguchi

    • @Kalkiavatarr-p
      @Kalkiavatarr-p 29 วันที่ผ่านมา

      Emiti kn kahilu kire tanku tate knta Jana kahilu sala adhunika chua tu tate pura kali pursh gharichi

  • @rskbmohapatra2364
    @rskbmohapatra2364 5 วันที่ผ่านมา

    ଯୁଗ ଗଣନା ଭାଗବତ ମହାପୁରାଣ ର ୩ୟ ସ୍କନ୍ଦ ୧୧ଅଧ୍ଯାୟ ୧୯ ନମ୍ବର ଶ୍ଳୋକ ଦେଖ କଳିଯୁଗ ସମୟ ମାତ୍ର ୧୨୦୦ ବର୍ଷ। ଦ୍ଵାପର ଯୁଗ ୨୪୦୦ ବର୍ଷ ତ୍ରେତୟା ଯୁଗ ର ସମୟ ୩୬୦୦ ବର୍ଷ। ସତ୍ୟ ଯୁଗ ୪୮୦୦ ବର୍ଷ ଅଟେ।

  • @ବିକାଶ_Biswal
    @ବିକାଶ_Biswal หลายเดือนก่อน +10

    ଓଡ଼ିଶାର ଲୋକ ଦୟାକରି ଓଡ଼ିଆ ମାଳିକା ପଢନ୍ତୁ 🙏 କଳି ଯୁଗ 5000 ବର୍ଷରୁ ଅଧିକ ଯିବ ନାହିଁ। Full film ଦେଖନ୍ତୁ 2025 - 2032। ଜୟ ଜଗନ୍ନାଥ 🙏🙏

    • @Kalkiavatarr-p
      @Kalkiavatarr-p 29 วันที่ผ่านมา +2

      Bhai tamaku kichi gyana nahi ...kuadu kuadu sabu asucha sabu pagala...suna satya juga 17 lakh 64 hazaz barsa tretaya 12 lakh 96 hazar barsa dwapar 8 lakh 64 hazar barsa kalijuga 4 lakh 32 hazar barsa jahaku matra 5250 barsa heichi ..ai 4 ta juga pura hele gote kalpa hue ta pare puni satya juga asiba ..tu toh manaku brahmand lekhibu ..koun sala tate kahila 5000 barsa re kali juga sesa heba

    • @SuryanarayanMahapatra-r9j
      @SuryanarayanMahapatra-r9j 17 วันที่ผ่านมา

      କାଲି ଯୁଗ କାହାକୁ କହନ୍ତି ଟିକେ ବୁଝେଇବ ଆଜ୍ଞା

    • @Kalkiavatarr-p
      @Kalkiavatarr-p 17 วันที่ผ่านมา

      @@SuryanarayanMahapatra-r9j kahaku pacharucha

  • @radhikasakhi2380
    @radhikasakhi2380 2 หลายเดือนก่อน +13

    Malika sata habara ame nija akhire dekhuchu aau anubhav karuchu agaku aahuri bi dekhiba malika ku michha kahiba artha mahapurusha achyutananda aau swayam mahaprabhu Jagannath nku apmaan,tenu jaha kahuchanti bhabi chinti ki kuhantu

  • @gb_editz3289
    @gb_editz3289 หลายเดือนก่อน

    Radhe radhe jay jagganath 🙏❤️

  • @rasmikantanayak2083
    @rasmikantanayak2083 หลายเดือนก่อน +3

    ଆପଣଙ୍କୁ କି ଭାଷା ର ସଲିନତା.... କେମତି ପ୍ରଭୁ ନାମ ଧରିଛନ୍ତି...ହଁ ରହିଲା ଆପଣ ମାଳିକା ଉପର ବିନା ଗବେଷଣା ନ କରୀ କଂସି ବିଷୟ ଉପର ଆଲୋଚନା କରିବା କଥା ନୁହଁ.. ଜଗନ୍ନାଥ ସଂସ୍କୃତି ବୁଝ... ପଞ୍ଚସଖା ଙ୍କୁ ଜାନ ସେ ପ୍ରଭୂ ଙ୍କ ପରମ ଭକ୍ତ..

    • @ranjan6148
      @ranjan6148 22 วันที่ผ่านมา

      Je Malika lekhichhi se chahnile puni taku libhei au puni nua srusti lekhiba bhagabat Gyan nahi murkha sabu khali Malika Malika
      Je bhuta ktha bhabe taku bhuta beshi daraee je bhagabat Gita katha bhabe taku sabu yuga Satya Yuga bhali lage taku kebe kali grasha Kari pare nahi tume sadabele prithibi ra dhansha katha bhabuchha boli tumaku sabu kharap jinisha bhanda baba bhand thakura eamane tuma chalapathara batoi hebe tenu tume kebal bhagabat katha bhaba tumaku bi Satya Yuga bhali sabu lagiba hare Krishna pranam prabhuji
      Ama pany ama srusti ra sabu manisha jiba kita patainga sabu amar bhagwan

  • @rskbmohapatra2364
    @rskbmohapatra2364 2 หลายเดือนก่อน +1

    ପରିକ୍ଷିତ ଙ୍କ ପରେ କଳିଯୁଗ ଅବତାର ରୂପେ ବୁଦ୍ଧ ଦେବ ଆସିଥିଲେ। ତାଙ୍କୁ କଳିଯୁଗ ଅବତାର ରୁ କାଟି ଦେଇ ଥିଵାରୁ ସଵୁ ଗାଲୁଆମୀ କରୁଥିଵା ଲୋକ ଙ୍କ ଦଳ ଏକ ଏକଯୁଟ ହୋଇ ପଇସା ରୋଜଗାର କରୁଛନ୍ତି।

  • @DeepakRanjanPanda-s5j
    @DeepakRanjanPanda-s5j 2 หลายเดือนก่อน +1

    Ei barsha ru sabu start heba

  • @chanel..rkumar8574
    @chanel..rkumar8574 16 วันที่ผ่านมา

    ଆଗିଆ ଆପଣଙ୍କୁ ଲାଗୁଛି 4 ଲକ୍ଷ ଆଉ ଜୀବ କାହିଁକି ନା 5 ହଜାର ରେ ଏ ହାଲ୍ ଆଉ ଆପଣ କହୁଛନ୍ତି 4 ଲକ୍ଷ ଆଉ କଳି ଯୁଗ ଅଛି

  • @odiatech5648
    @odiatech5648 17 วันที่ผ่านมา +1

    ମୁଁ କେବଳ ଅସ୍ଥିତ୍ୱକୁ ପ୍ରେମ କରେ । ପରମାତ୍ମା ମୋତେ କ୍ଷଣିକ ପାଇଁ ଏହି ଧରା ପୃଷ୍ଠ କୁ ପଠାଇଛନ୍ତି । ଯାହାର ରକ୍ଷଣା ବେକ୍ଷଣ କରିବା ସହ ମୁଁ ଏହା କୁ ଉପୋଭୋଗ କରି ଫୁଣି ଥରେ ପରମାତ୍ମଙ୍କ ନିକଟକୁ ଫେରିଯିବି । Enough for me

  • @AnnoyedArcticFox-mu4sn
    @AnnoyedArcticFox-mu4sn 10 วันที่ผ่านมา

    Can I contact him directly??

  • @atishlenka3682
    @atishlenka3682 6 วันที่ผ่านมา

    Malika katha kichi satahebanahi jaha bhagabatare lekha achi seitahi satiya heba

  • @bhawanishankar7256
    @bhawanishankar7256 16 วันที่ผ่านมา

    Iskcon ଭଲ କାମ କରୁଛି । କିନ୍ତୁ ଏହାର ବ୍ଯବସାୟୀକରଣ କରି ଦେଇଛନ୍ତି ।

  • @Hjkkc
    @Hjkkc หลายเดือนก่อน

    ସୃଷ୍ଟି ରୁ ଅଛି କଳି... ଏହିଟା ନୂଆ କଥା ନୁହେଁ!

  • @jyotitaranginidash2781
    @jyotitaranginidash2781 7 วันที่ผ่านมา

    Kalki Avatar bishayare apana kichhi b janantini au Malika bishayare b apana kichhi janinahanti sadhu mahasaya 👏bhalare Malika padhantu au jananti ta pare kahibe kichhi mti bhul tathya rakhi lokamananku bhramita karantu nahi 🙏

  • @duryodhan999
    @duryodhan999 2 หลายเดือนก่อน +4

    ଗୁରୁଜୀ କହନ୍ତୁ,ସାତଟି ମହାଦେଶ ମଧ୍ୟରେ ଏସିଆ ମହାଦେଶ ମଧ୍ୟରେ ଛୋଟ ଏକ ଦେଶ ଭାରତ,କେବଳ ଏଠି ଭଗବାନ ଜନ୍ମ ନେଇଛନ୍ତି,ଆଉ ଅନ୍ୟ ଦେଶରେ ଜନ୍ମ ନେଲେ ନାହିଁ କାହିଁକି,କେବଳ ଭାରତର ହିନ୍ଦୁ ମାନଙ୍କୁ ଦଣ୍ଡ ଦେଉଛନ୍ତି କାହିଁକି,why,why

    • @sunena6821
      @sunena6821 หลายเดือนก่อน +1

      ଆମ ପୃଥିବୀରେ ଠାକୁର ଘର ହେଉଛି ଭାରତ ସେଇଥି ପାଇଁ ଭାରତରେ ହିଁ ଭଗବାନଙ୍କ ର ଜନ୍ମ। ଯେମିତି ଆମ ଘରେ ଆମେ ଠାକୁରଙ୍କୁ ରଖୁ

    • @Kalkiavatarr-p
      @Kalkiavatarr-p 29 วันที่ผ่านมา

      Are bokachoda ama Bhagwan nka nare hin bharat banichi jounthi semane lila kale seithi bharat pakistan bangalades Afghanistan ra border ek thila

    • @ranjan6148
      @ranjan6148 22 วันที่ผ่านมา

      Tume Mane bharata re janma heiki bhagaban ink Ghar loka heiki jadi jiba hatya nari dharsan mada pie ba chori Kariba ta tumaku maribeni au kahaku maribe kan kukura ku maribe eate budhiman manaba hei ki kukura bhali budhi kale Ghar malik nije aga badeiba sethi pany tuma manaku danda dia heuchhi

  • @MituNahak-w9w
    @MituNahak-w9w หลายเดือนก่อน +1

    Arambha thile sesa hele achi nua ki sursti haba

  • @chittaranjannayak3801
    @chittaranjannayak3801 หลายเดือนก่อน

    କଳିଯୁଗ ସମ୍ବଧରେ ଆପଣଙ୍କର ସେ ଜ୍ଞାନ ନାହିଁ,କଲି ଆୟୁଷ ଆପଣ ପରିକ୍ହିବାକୁ କିଆ

  • @SahadevMalik-r4d
    @SahadevMalik-r4d หลายเดือนก่อน

    ବାବୁରେ ରସୁଣ ପିଆଜ ମାଟିତଳେ ଫଳେ
    ଆଳୁ ସାରୁ ମାଟି ତଳେ ଫଳେ
    ଏସବୁ ଆମିଷ ନୁହେଁତ
    ପୁରୀ ର ଓଡ଼ିଆ ମଠରେ ଯେତେ ବେଳେ
    ସୁଧା ମାତା ରହୁ ଥିଲେ ପଞ୍ଚ ସଖା ବି
    ମନୁହରି ଲୁଣି ସୁଖୁଆ ଖାଇଥିଲେ
    ଧିବର ବି ଭଗବାନ ଙ୍କୁ ମାଛ ଖାଇବାକୁ ଦେଇଛନ୍ତି
    ପ୍ରତେକ ଗ୍ରାମ ରେ ଗ୍ରାମ ଦେବି ମାନେ
    ମାଛ ଭୋଗ ଦିଆ ଯାଏ
    ଓଳାଶୁଣିର ଅରଖିତ ଦାସ ସୁଖୁଆ ପୋଡା
    ଖାଉଛନ୍ତି
    ଆମର ପିତୃଦେବ ମାନଙ୍କୁ ମରିବାର
    ଦଶ ଦିନ ମାଛ ପୋଡା ଦିଆଯାଏ
    ତ୍ରେତେୟା ଯୁଗରେ ରାମ ଚନ୍ଦ୍ର ବି
    ମୃଗ ମାଂସ ଖାଉଥିଲେ
    ମଦ ମାଂସ ଯୁବା ନାରୀ
    ଏ ତନିଏ ପୁରୁଷ ବଇରି
    ମା ମାଇପ ମାଟି ତିନିଏ ଖାଇବେ ବାଣ୍ଟି
    ଆଛା ବଳରାମ ଦାସ ରାତି ପାହିଲେ
    ବେଶିଆ ବାଡିକୁ ଜାଉଥିଲେ କାହିଁକି
    ତାହାଲେ ସ୍ରେଷ୍ଟ ଭକ୍ତ ହେଲେ କିପରି
    ଯିଏକି ବାଲିର ରଥରେ ଶ୍ରୀଜଗନ୍ନାଥ ଙ୍କୁ
    ବସାଇ ପାରି ଥିଲା
    ବଳରାମ ଦାସ ରାହାସ କ୍ରିଡା କରୁ ଥିଲେ
    ଯୋନି ଗ୍ରତେ ଲିଙ୍ଗ ଦେଇ ବିନ୍ଦୁ ନଖସଇ
    ବ୍ରହ୍ମ ବାନ୍ଧୁଣି ବା ବ୍ରହ୍ମ ଗୁଣାନ ଯାଣିଥିଲେ
    ପର ଯୋନିରେ ବିର୍ଯ ଦେଇ
    ସେବିର୍ଯ ଅକାରଣେ ଯାଇ
    ଚମରେ ଚମ ଘସ ତାଦରେ ନାହିଁ ଦୋଷ
    ତାକୁ ଲେଖି ଛନ୍ତି ବଳରାମ ଦାସ
    ବ୍ରହ୍ମ ଚାରି ହୋଇ ନାରି ବଷେ ରହି
    ଦିନରେ କାଟୁ ଥିବେ ଚିତା
    ରାତିରେ ଖୋଯୁଥିବେ ମାତା
    ନିଜେ ନିଜକୁ ଚିହ୍ନ ନିଜ ନାମ କହି ପାରିବ
    ନାମରେ ମହିମା ସୁଜନେ ଘୋଷ
    ନାମରେ ଶରଣ ଅଚ୍ୟୁତ ଦାସ
    ନଥିବ ମାଳାକି ତିଳକ ମନ ହୋଇଥିବ ବ୍ରହ୍ମ ଲୋକ

  • @SunilKumar-fl5mm
    @SunilKumar-fl5mm หลายเดือนก่อน

    Guruji Puri gajapatinka ayusha kete years.

  • @debasishmishra9415
    @debasishmishra9415 2 หลายเดือนก่อน +5

    Malika sastra ku birodha karuthiba byakti bisesha Mane mohaprabhu nkr kebe bi Krupa pai paribe nhin... mohaprabhu swayam golakhnath mohavishnu nk rachana. Jai shree madhav 🙏

    • @dasoham5
      @dasoham5 2 หลายเดือนก่อน

      Sorry . But Sri Chaitanya also declare them as apasampraday

    • @debasishmishra9415
      @debasishmishra9415 2 หลายเดือนก่อน +3

      @@dasoham5 mohaprabhu Sri Chaitanya moharaj tankr Priya sisya jiye ki pancha sakha ru anyatam shree achyutanand mohapurusa nku nama dikhya dei Radha nama deithile ,au pare se Prabhu Chaitanya nk kruparu Malika sastra rachana karithile . Malika sastra ra Vani hauchi Brahma Vani . Sarbada Satya ate

    • @shakaharipruthivi8696
      @shakaharipruthivi8696 2 หลายเดือนก่อน +2

      ମାଳିକା ଜାଣି ନ ଥିବା କେବଳ ଶୁଣା ଶୁଣି ରେ ଜ୍ଞାନୀ
      ହେବା ଲୋକ କଣ ମହାପୁରୁଷଙ୍କ କଥା ଜାଣିବେ?

    • @dasoham5
      @dasoham5 2 หลายเดือนก่อน +1

      @@debasishmishra9415 see pancha sakha's philosophy is different from lord chaitanya they don't follow chaitanya mahaprabhu's achintya bhedabhed tatva philosophy. They follow the shunya brahma bad philosophy. According to them the world is an illusion which is similar to the Advaita philosophy which is completely against traditional sastriy Vaishnavism . Panchasakha proclaimed themselves as jagannath. Like achyutanand's idol is made like lord jagannath. Jagannath is considered as Radha . Which is not true there is no proof of these claims . That's why mahaprabhu is called panchasakha as atibadi ( too proud ) because they are going against their guru. But they preech atibadi title as a praise to them . But actually it was not true.
      Their books like malika is against bhagvatam because according to bhagvatam kaliyug age is 4lakh 32000 years not 5000 years .

    • @debasishmishra9415
      @debasishmishra9415 2 หลายเดือนก่อน

      Actually you are not aware of panchasakha and the relationship or bonding to their shree guru mohaprabhu Chaitanya ji . You please follow their written scriptures and then you get to know.As per shreemad bhagwatji and skandpuran kaliyug'age will be 5000 years .

  • @MCREATION-xd2kw
    @MCREATION-xd2kw หลายเดือนก่อน +1

    Bhuta bhutuni kana deriki suna, Malika sastra heuchhi bramha vani, Bramha kiye (Mahaprabhu jagannath heuchhanti bramha)

  • @MrAshish892
    @MrAshish892 หลายเดือนก่อน

    Kichi sikhi Baku milila Bhagavad aalochana ru

  • @TapaswiniPatra-gg9pg
    @TapaswiniPatra-gg9pg หลายเดือนก่อน

    Background music tk peace wala music diantu.

  • @sukantaparida5348
    @sukantaparida5348 17 วันที่ผ่านมา

    ଅଷ୍ଟାଦଶ ପୁରାଣ ଜାଣିନୁ ଗପ ବନ୍ଦ କର

  • @MCREATION-xd2kw
    @MCREATION-xd2kw หลายเดือนก่อน

    Bramha vani kebe asatya hebani, bujhilabe bhuta bhutuni, Malika sastra ra Apaman Mahaprabhu jagannath nka Apaman

  • @KamalakantaPanda-hd7yr
    @KamalakantaPanda-hd7yr 2 หลายเดือนก่อน

    Iskon Wale ama ghare amari bahi padhi amaku galua patha padhei ama mohapurusanku apman karucha,au ye midiawale tamaku bi dhanyabad yanku prachar karucha

  • @KYBUNIQUE
    @KYBUNIQUE หลายเดือนก่อน

    Madam sirnkara contact no ta diantu......... Alochana ta bahuat sundar haichi❤

  • @antaryamiacharya8164
    @antaryamiacharya8164 2 หลายเดือนก่อน

    alapa jani bada kahile

  • @secretmystery3254
    @secretmystery3254 27 วันที่ผ่านมา

    Jadi Prabhu Jagannath krushnanka gote rupa atanti tahele Indradyumna satya juga re nilamadhabanku na pai brahma loka jaiki brahmanku aniki prabhu jagannathnku stapana kariba kana micha ?

  • @cinecreator3036
    @cinecreator3036 2 หลายเดือนก่อน +1

    Odia ku hindi re misai ki podcast karucha

  • @theindianlifestyle
    @theindianlifestyle หลายเดือนก่อน

    Jemiti mu Jananka thoo sunili aau Anya jananku kahibi

  • @MituNahak-w9w
    @MituNahak-w9w หลายเดือนก่อน

    Mauyra sapa khae ta par krushna matha re lage ame go masa chdi au jete amisa achi khai kahiki bhaji paribani ki

  • @theindianlifestyle
    @theindianlifestyle หลายเดือนก่อน

    Sunna Sunni gyana, anubhav ra gyana nahi

  • @MCREATION-xd2kw
    @MCREATION-xd2kw หลายเดือนก่อน

    Ye tilak chita lageiki kichhi janini, malika bisayare aau ye alajyani TH-camr vali ku b kichhi jana nahi, sethi lagi kahuchhanti malika katha sata helani,

  • @sriramdash7418
    @sriramdash7418 2 หลายเดือนก่อน

    Malika biradha karuthiba lokanku Swami achutananda nastika au murkha boli kuhanti

    • @rskbmohapatra2364
      @rskbmohapatra2364 2 หลายเดือนก่อน

      ଏବେକାର ମାଳିକା ନିଜ ବୁଦ୍ଧି ରେ ଗାଲୁଆମି କରି କହୁଛନ୍ତି। ଵର୍ତ୍ତମାନ କଳିଯୁଗ ଆଦୌ ନୁହେଁ। ଵର୍ତ୍ତମାନ କଳିଯୁଗ ଶେଷ ହୋଇ ଦ୍ଵାପର ଯୁଗ ଶେଷ ହେବାକୁ ଯାଉଛି ତ୍ରେତୟା ଯୁଗ ଆରମ୍ଭ ହେବାକୁ ଯାଉଅଛି।

    • @manojkumarrout4595
      @manojkumarrout4595 หลายเดือนก่อน

      ⁠😂

  • @ashokkumarswain6703
    @ashokkumarswain6703 2 หลายเดือนก่อน

    confuise knoladge .

    • @dasoham5
      @dasoham5 2 หลายเดือนก่อน

      Not confused about knowledge but clear knowledge.

    • @shakaharipruthivi8696
      @shakaharipruthivi8696 2 หลายเดือนก่อน +2

      ​@@dasoham5ପଞ୍ଚ ସଖା ଙ୍କ କିଛି ବହି ର ନାମ ଲେଖ। ମାଳିକା କେବଳ ୩୧୨ ଖଣ୍ଡ ଲେଖା ଓ ଲକ୍ଷ ଲକ୍ଷ ଗ୍ରନ୍ଥ ଅଛି। କଳି ୨୦୧୩ ରୁ ସରିଛି। ତାର ଅନେକ ପ୍ରମାଣ ଅଛି। ଯିଏ କିଛି ଜାଣି ନାହିଁ ସେ ମାଳିକା ଓ ମହାପୁରୁଷଙ୍କ କଥା କଣ କହିବ ?

  • @DeathRider7396
    @DeathRider7396 2 หลายเดือนก่อน +1

    Iskcon wala kahibe aame sunibu hettt Don't listen to these useless one suniba ra achi ta aama nija original sadhu nka pakhaku jaantu amenanka pakhaku nuhe 👍

    • @dasoham5
      @dasoham5 2 หลายเดือนก่อน

      Achha apananka original sadhu kie tile kahibe. Apananku esabu michha laguchi Karan apana kebe nije paramparika source ru adhyayan Kari nahanti. Ki kaunasi sastrokta guru nka sarana re nahanti.

  • @subhajitparida4845
    @subhajitparida4845 2 หลายเดือนก่อน

    Guruji 100 barsa pacha ku gale a podcast karae daena thante Engrej mane..😂😂.250 barsa pacha ku gale podcast ta chada ISKCON b karae daena thante Mughal mane😂😂....ta agaru first au second world war...a rahila juga.. duapara juga re Mahabharat😂😂 tritaya re Ramayan😂😂..sabu sastra re janibaku miliba...atita bahut bhala,bartaman hi kharap...se atita ta kebe tk janaebe??????

  • @badalgiri8010
    @badalgiri8010 2 หลายเดือนก่อน +1

    Business pain kichhi b kahi paribe.... 😅😂😅😂

  • @RKSsuratodiavlog
    @RKSsuratodiavlog 2 หลายเดือนก่อน +1

    Hare Krishna

  • @spbarik1243
    @spbarik1243 19 วันที่ผ่านมา

    Hare Krishna