ନିଜ ଝିଅ ସହ ସଂପର୍କ ରଖିଥିଲେ ବ୍ରହ୍ମା || Sanchar Live

แชร์
ฝัง
  • เผยแพร่เมื่อ 24 พ.ย. 2024

ความคิดเห็น • 787

  • @prafullakisku9175
    @prafullakisku9175 15 วันที่ผ่านมา +12

    ଧନ୍ୟବାଦ ସର ଆପଣ ମୋର doubt clear କଲେ

  • @lalitmohanpradhan3427
    @lalitmohanpradhan3427 15 วันที่ผ่านมา +16

    ରଥ ସାର ଆପଣ ଯାହା କହୁଚନ୍ତି ସମ୍ପୂର୍ଣ ଠିକ । 😊😊😊

  • @SubhaBhoi-o3h
    @SubhaBhoi-o3h 15 ชั่วโมงที่ผ่านมา +1

    ଜୟ ଭୀମ, ସଂବଧାନ ଅନୁଯାଇ ଠିକ କଥା

  • @katakiatoka
    @katakiatoka 7 วันที่ผ่านมา +3

    କୋଉଠି ଲେଖା ହେଇଥିଲା ବ୍ରହ୍ମା ତାଙ୍କ ଝିଅ ସହ ସମ୍ପର୍କ ରଖିଥିଲେ , ଟିକେ ପ୍ରମାଣ ଦେଲେନି

  • @mallick7473
    @mallick7473 15 วันที่ผ่านมา +18

    ପ୍ରାତପ ରଥ ସାର ଙ୍କ... ସହିତ ମୁଁ ଏକ ମତ 🙏ଏବଂ ସାର ଙ୍କ ବିଚାର ଧାରାରକୁ ମୁଁ ସୁସନମାନ ସହିତ ଗ୍ରହଣ କରିଆସୁଛି ଜୟ ବିଜ୍ଞାନ. ଜୟ ହେତୁବାଦୀ 🙏🙏🙏

  • @abhimanyudash6848
    @abhimanyudash6848 19 วันที่ผ่านมา +50

    ଯୁଗେ ଯୁଗେ ଅସୁର ମାନେ ରହିଛନ୍ତି
    ସେମାନେ ଭଗ ବାନ ଙ୍କୁ ମାନନ୍ତି ନାହି
    ଏବଂ ସେମାନଙ୍କର ବିନାଶ ହୁଏ
    ଗୀତରେ ଏମାନଙ୍କୁ ତା ମ ସ ଜନ କହନ୍ତି
    ସୃଷ୍ଟି ରେ ଭଗବାନ ଏଭଳି ଲୋକ କରିଚନ୍ତି
    ସୃଷ୍ଟି ର ହିତ ପାଇ
    ଯେମିତି ତୁଳସୀ ଆଉ ବି ଛୁ ଆ ତି
    ତେଣୁ ଅସୁରଙ୍କ କଥା ବିଶ୍ୱାସ ଯୋଗ୍ୟ
    ନୁହେଁ
    ଜୟ ଜଗନ୍ନାଥ

    • @rameshchandrabhoi5385
      @rameshchandrabhoi5385 19 วันที่ผ่านมา

      ଅସୁରମାନଙ୍କର ବିନାଶ ହୁଏ କିନ୍ତୁ ମଣିଷମାନଙ୍କର କ'ଣ ମୃତ୍ୟୁ ହୁଏନାହିଁ ।

    • @jagobahujan8520
      @jagobahujan8520 16 วันที่ผ่านมา

      @@abhimanyudash6848 ବ୍ରହ୍ମା ତମ ମାଇକିନା / jhiya କୁ ଗେହିଁ ଥିଲେ ବୁଦ୍ଧି ଆସନ୍ତା 😄😄

    • @baishnabcharansahoo9119
      @baishnabcharansahoo9119 15 วันที่ผ่านมา

      @@abhimanyudash6848 ଭଗବାନଙ୍କ ଦଶ ଅବତାର ଭିତରେ ଜଗନ୍ନାଥ କେଉଁ ଜାଗାରେ?

    • @pinkumnanda9024
      @pinkumnanda9024 15 วันที่ผ่านมา

      To mundare gajamurkha mindset achhi tenu bhakua bhali andhviswas Kari 33koti bhagban kahuchhu a sala kukur aita sabu manasikata ku gulam kari dhandha chalei chhanti

    • @chromaticlivestudio8347
      @chromaticlivestudio8347 14 วันที่ผ่านมา +1

      କିନ୍ତୁ ଅସୁର କଣ ଲୋକଙ୍କ ମୁହଁରୁ ଲୁହ ପୋଛି ଖୁସି ଦିଅନ୍ତି।

  • @satyam6619
    @satyam6619 12 วันที่ผ่านมา +6

    ପାଣିପାଗ department ବାତ୍ୟା ର ଆକଳନ ସତ କହୁଛି ମନେ ବିଜ୍ଞାନ ସବୁ କିଛି 🙏❤️

  • @anishadash9651
    @anishadash9651 19 วันที่ผ่านมา +14

    Thank you ratha sir ଆପଣଙ୍କ କଥା ଠିକ୍ କିନ୍ତୁ ଯେଉଁମାନଙ୍କ ସ୍ଵାର୍ଥରେ ବାଧା ହେଉଛି ସେମାନେ ବିରୋଧ କରୁଛନ୍ତି ।ଆମ ଲୋକମାନେ ସରଳ ବିଶ୍ୱାସୀ, ଭୟାଳୁ - ଓଧର୍ମଭୀରୁ ଥିବାରୁ ବ୍ରାହ୍ମଣ ସମାଜ ଲୁଟି ଚାଲୁଛନ୍ତି । ଯେତେବେଳେ ଆପଣଙ୍କ କଥା ଲୋକମାନେ ବୁଝିବ ସେତେବେଳେ ସୁସ୍ଥ ସମାଜ ଗଠନ ହେବା

  • @dipakkumarjena45
    @dipakkumarjena45 20 วันที่ผ่านมา +19

    ସତ କୁ ସାମ୍ନା କରିବା କୁ ସାହସ ଧର୍ଯ୍ୟ ଦରକାର
    Right କହିଲେ sir

    • @chiranjitbehera2628
      @chiranjitbehera2628 15 วันที่ผ่านมา

      Sir ତମ କୁ ନେଇକି ଗାଣ୍ଡି ମାଇଲେ

  • @budhadebdalai1702
    @budhadebdalai1702 17 วันที่ผ่านมา +11

    ରଥ ବାବୁ ଆପଣ ବୁଝେଇ ବୁଝେଇ ପାଗଳ ହେଇ ଯିବେ କିନ୍ତୁ ଜାଣି ସିଆଣିଆ ପାଖଣ୍ଡି ମାନଙ୍କୁ ବୁଝେଇ ପାରିବେନି ଯୋଉଠି କବୀର୍ , ବିବେକାନନ୍ଦ , ମହାବୀର , ବୁଦ୍ଧ ପାରିଲେନି ! ସେଠି ଆପଣ କଣ କରିପାରିବେ , 😮😢

  • @FAKIRJENA-du2zs
    @FAKIRJENA-du2zs 20 วันที่ผ่านมา +15

    ଯିଏ ପ୍ରତାପ ବାବୁ କୁ ବିଧର୍ମୀ କହେ ତାକୁ ମହା ମୁର୍ଖ କୁହାଯିବ।

    • @bibekanandajena6850
      @bibekanandajena6850 19 วันที่ผ่านมา +2

      ଯେ ପ୍ରତାପ ବାବୁ ଙ୍କ ସବୁକଥା କୁ ଗ୍ରହଣ କରନ୍ତୁ ସେ ନିଜେ ମୂର୍ଖ ହୋଇ ଥାଇ ପାରନ୍ତି

  • @FAKIRJENA-du2zs
    @FAKIRJENA-du2zs 20 วันที่ผ่านมา +51

    ପ୍ରତାପ ବାବୁ ସତ ପ୍ରତିଶତ ଠିକ୍ କଥା କହୁଛନ୍ତି। ତେଣୁ ତାଙ୍କୁ ଅନେକ ଧନ୍ୟବାଦ।

    • @bibekanandajena6850
      @bibekanandajena6850 19 วันที่ผ่านมา +3

      ଆପଣଙ୍କ ପାଇଁ ସେ ପୁରା ଠିକ କହୁଛନ୍ତି କିନ୍ତୁ ସମାଜ ପାଇଁ ନୁହେଁ

    • @lambodharsethi8568
      @lambodharsethi8568 18 วันที่ผ่านมา

      Jo apna itihaas nahin jaanta vah apna bhavishya Nirman kabhi karne se tark buddhi Vivek kasauti mein aana chahie jitna bhi powerful baton aur Vishwas nahin karna chahie Tak vahi kar sakta hai jiske pass tark buddhi Vivek hai aur jiske pass sirf...

    • @jagobahujan8520
      @jagobahujan8520 18 วันที่ผ่านมา

      ​@@bibekanandajena6850ହଁ ତୁ କୋଉ ବାଳ କି😊

    • @SaradaPrasadPatra-x9u
      @SaradaPrasadPatra-x9u 16 วันที่ผ่านมา

      Hilight ହେବା ପାଇଁ ଆଉ କିଛି ମିଳୁନାହିଁ।
      ଏମାନେ ସମାଜ ପାଇଁ କଳଙ୍କ।
      ହିନ୍ଦୁ ଙ୍କୁ ଛାଡି ଅନ୍ୟ ଅନୁଗାମୀ ଙ୍କ ବାବଦରେ କିଛି କହିବା କୁ ଯୋଗ୍ୟତା ନାହିଁ ।
      ଯଦି ଭୂଲ ରେ କହିବ ଗାଣ୍ଡିରୁ ଚୋପା ଛାଲ ଉତ୍ତାରି ଦେବେ।😂😂😂

    • @Humanity299
      @Humanity299 16 วันที่ผ่านมา

      ​​​@@bibekanandajena6850 କେତେଟା ବ୍ରହ୍ମା ଅଛନ୍ତି କହିଲ 😡 ଜାଣିଛ???

  • @Toony123star
    @Toony123star 19 วันที่ผ่านมา +18

    🙏ଧନ୍ୟବାଦ ସାର 👌 (ପ୍ରକୃତ ରେ ଧର୍ମ ନାମରେ ଭଣ୍ଡାମୀ ଚାଲିଛିଏବଂ ସରଳ ଲୋକମାନେ ସେହି ଚକ୍ର ବ୍ୟୁହ ରେ ଫସି ଯାଉଛନ୍ତି

    • @bibekanandajena6850
      @bibekanandajena6850 19 วันที่ผ่านมา

      ଧର୍ମ ନା ରେ କେବେବି ଭାଣ୍ଡମି ହେଉନାହିଁ।ଯୋଉ ଲୋକୋ ନିଜ ସ୍ବାର୍ଥ ପୂରଣ ପାଇଁ ଅନ୍ଧ ହୁଅନ୍ତି ସେମାନେ ଭଣ୍ଡମୀ ରେ ଶିକାର ହୁଅନ୍ତି।

  • @tapannayak4415
    @tapannayak4415 15 วันที่ผ่านมา +5

    ଏ ବହ୍ମାସ ଠାରୁ ବାଇଟ୍ ନ ନେବା ଉଚିତ୍ ଅଳ୍ପବିଦ୍ୟା ଭୟଙ୍କରି ଏଇଟା ପାଠ ପଢିଥିବା ମୁର୍ଗ

  • @satyanaik7321
    @satyanaik7321 19 วันที่ผ่านมา +26

    ଆପଣ ଙ୍କ ଦ୍ଵାରା ଓଡ଼ିଶା ରେ ନୀତି ନିୟମ ସଂସ୍କୃତି ସବୁ ନଷ୍ଟ ହେଉଛି ଏହଁଙ୍କ ପାଖରୁ କୌଣସି ବାଇଟ ନିଅ ନାହିଁ
    ବିଦ୍ରୋହ କରି କରି ଦେଶ ସ୍ଵାଧୀନ ହୋଇଛି ନୀତି ନିୟମ ସଂସ୍କୃତି ପ୍ରଚାର ପ୍ରସାର କଲେ ହିଁ ଆମ ରାଜ୍ୟ ରେ ଆମ ସଂସ୍କୃତି ହିଁ ରହିବ ଆପଣ ସେ ସବୁ ନକରିଲେ ନାହିଁ କିନ୍ତୁ ବିପରୀତ କଥା ବାର୍ତ୍ତା କରନ୍ତୁନି 😢😢😢

    • @jagobahujan8520
      @jagobahujan8520 18 วันที่ผ่านมา +3

      କି ବାଳ ସଂସ୍କୃତି?

    • @prasanakumarmishra1762
      @prasanakumarmishra1762 18 วันที่ผ่านมา

      😂ଏ ରଥ ଭାଡୁଆ ରାଣ୍ଡୁଆ ପାଗଳ କୁ ମାଡ ର ଅଭାବ ତେଣୁ ଟିଙ୍ଗି ଟିଙ୍ଗି ହେଉଛି।

    • @SarojBadajena
      @SarojBadajena 17 วันที่ผ่านมา

      @@satyanaik7321 manab.jati..ta..asura..aau.asura.kia

    • @jagobahujan8520
      @jagobahujan8520 16 วันที่ผ่านมา

      @@satyanaik7321 ପାଖଣ୍ଡି କୁ ନିଶ୍ଚୟ ଡର ଲାଗିବ 😄

    • @krushnasahoo7549
      @krushnasahoo7549 14 วันที่ผ่านมา

      ​@@jagobahujan8520ସଂସ୍କୃତି ତୋ ବାଳ ଭଳି ନୁହେଁ

  • @ashishkumarbiswal817
    @ashishkumarbiswal817 15 วันที่ผ่านมา +6

    ବିନାଶ କାଳେ ବିପରୀତ ବୁଦ୍ଧି

  • @apartisahoo1557
    @apartisahoo1557 13 วันที่ผ่านมา +2

    A hearty salute to your way of thinking sir.

  • @mrchintukumar4869
    @mrchintukumar4869 19 วันที่ผ่านมา +3

    Ratha sir Sabu thiki kahuchhanti 🙏🙏

  • @TribalSomanjavlog
    @TribalSomanjavlog 20 วันที่ผ่านมา +29

    ଆପଣଙ୍କ ଠାରୁ ବହୁତ ଶିଖିବାର ଅଛି

    • @shibaramdas4180
      @shibaramdas4180 19 วันที่ผ่านมา +1

      Kn bala sikhibara achhi

    • @Kumaruditnarayan
      @Kumaruditnarayan 18 วันที่ผ่านมา

      ବା ____ ଟା ଶିଖିବୁ

    • @KHAGESWAR-dd1zz
      @KHAGESWAR-dd1zz 7 วันที่ผ่านมา

      Pagla budha samna re paile sekibi murkho

  • @sarbeswardas8822
    @sarbeswardas8822 20 วันที่ผ่านมา +20

    Perfect truth and argument.

    • @bibekanandajena6850
      @bibekanandajena6850 19 วันที่ผ่านมา +1

      କୌ କଥାଟା ପରଫେକ୍ଟ ହେଲା ଟିକେ କହିବେ।

  • @satyajitsahoo6774
    @satyajitsahoo6774 20 วันที่ผ่านมา +37

    ପ୍ରତାପ ରଥ ୟୁକ୍ତିସଂଗତ କଥା କହୁଛନ୍ତି ,ଧର୍ମସଂସ୍କୃତି ନାଁରେ ଲୋକଙ୍କୁ ଆମେ କେତେଦିନ bhandaiba.

    • @hemantkumarroutray407
      @hemantkumarroutray407 20 วันที่ผ่านมา +4

      ପ୍ରତେକ କ୍ରୀୟାର ଗୋଟିଏ କର୍ତ୍ତା ଥାଏ,ଏ ବିଶ୍ଵ ବ୍ରହ୍ମାଣ୍ଡରେ ଯାହା କିଛି ଘଟୁଛି ତା'ର ଅଦୃଶ୍ଯ ରେ ତାର ଗୋଟିଏ କର୍ତ୍ତା ଅଛି ,ସେ ହେଉଛନ୍ତି ଭଗବାନ।

    • @srikantamahapatra436
      @srikantamahapatra436 20 วันที่ผ่านมา

      India is known for its great Heritage nd culture
      U should kp in mind

    • @pkkanshine9674
      @pkkanshine9674 19 วันที่ผ่านมา +1

      Sir, ଆପଣ 100% ଠିକ୍ କହିଛନ୍ତି 👍

    • @hometventertain
      @hometventertain 18 วันที่ผ่านมา

      ​@@hemantkumarroutray407 bro u have great understanding. Soon I will reveal secrets of God based on scientific ground but due to lack of time i can't come to media. Ei Buddha vicarious liability ku vicarious responsibility boli kahila😂😂 Hetu baadi budhaa nija jhia ku bodhe ghapa ghap karuthiba. No Doubt in that

    • @JyotirmayeeBiswal-re5zx
      @JyotirmayeeBiswal-re5zx 18 วันที่ผ่านมา

      Se sanatana dharmara birodhi,au kn se hindu dharma sapakhya re kahibe

  • @SimanchalNag-z2b
    @SimanchalNag-z2b 19 วันที่ผ่านมา +4

    Really Rath sir ur great 👍👍👍👍👍 ur inspretion of my life love you so much Rath sir really dilse

  • @rajendramallick4172
    @rajendramallick4172 16 วันที่ผ่านมา +2

    ବିଜ୍ଞାନ କେବେ କୈଳାସ ପର୍ବତ ଉପର କୁ ଯିବ।

  • @SoberBabuni
    @SoberBabuni 20 วันที่ผ่านมา +45

    ଏକଦମ୍ ନିହାତି ସତକଥା କହୁଛନ୍ତି Pratap Sir, ସବୁ ମଣିଷ ମାନେ ଏହିଭଳି ଚିନ୍ତା ଚେତନା ଓ ଦର୍ଶନ ଏବଂ ବିଚାର ରଖିବା ସମାଜ ପାଇଁ ମଙ୍ଗଳମୟ ।

  • @parikhitanaik2173
    @parikhitanaik2173 20 วันที่ผ่านมา +23

    ରଥ ସାର ଜିନ୍ଦାବାଦ 🙏🙏🙏

    • @bibekanandajena6850
      @bibekanandajena6850 19 วันที่ผ่านมา

      ଆପଣଙ୍କ ଦୃଷ୍ଟିରେ ଜିନ୍ଦାବାଦ କିନ୍ତୁ ସମାଜ ଦୃଷ୍ଟିରେ ନାହିଁ

  • @SatyaNarayanMohakur-nx1or
    @SatyaNarayanMohakur-nx1or 20 วันที่ผ่านมา +20

    Sir, apan nkr katha pura 101% Satya....

  • @advpabitragarada6027
    @advpabitragarada6027 20 วันที่ผ่านมา +12

    ସବୁବେଳେ ଆପଣ ବିରାଟ ସତକଥା କୁହନ୍ତି ସାର୍ ଧନ୍ୟବାଦ୍ 🙏🏻

    • @railwayexam3492
      @railwayexam3492 20 วันที่ผ่านมา

      Thare kuha Islam birudhare kuhantu ..janiba kete sata kahuchhi

    • @bibekanandajena6850
      @bibekanandajena6850 19 วันที่ผ่านมา

      ଆଉ ଗୋଟେ ସତ କଥା ଶୁଣନ୍ତୁ ବିଜ୍ଞାନ ଏବେ ୫୦ ବର୍ଷ ହେବ ବହୁତ୍ ଅଗ୍ରଗତି କରିଛି ଏବଂ ଲୋକୋ ଙ୍କ ଅଶାନ୍ତି, ମଡର, ଅକାଳ ମୃ୍ତୁ, ରୋଗ ଗ୍ରାସ କରିବା ,ବାପା ମା ଙ୍କୁ ନ ପଚାରିବା ଏ ସବୁ ବି ଏବେ ବହୁତ୍ ବଢ଼ିଛି ଏପରିକି ପୃଥିବୀ ଦ୍ବଂଶ ହେବାକୁ ବସିଲାଣି ତେଣୁ ଜାଗ୍ରତ ହୁଅନ୍ତୁ।

  • @pseries4255
    @pseries4255 20 วันที่ผ่านมา +63

    ପ୍ରକୃତରେ ବାସ୍ତବ ସତ୍ୟ କଥା ରଥ ସାର କହୁ ଛନ୍ତି ଏସବୁ ବୁଝିବାକୁ ଗ୍ୟାନ ଥିବା ଦରକାର

    • @bibekanandajena6850
      @bibekanandajena6850 19 วันที่ผ่านมา +4

      ଠିକ୍ ସେ ଯଦି ବାସ୍ତବ କଥା କହୁଛନ୍ତି ତାହାଲେ ଇସ୍ରୋ ର ବୈଜ୍ଞାନିକ ମାନେ ମଙ୍ଗଳ ଯାନ ପୂର୍ବରୁ ସମସ୍ତେ ମନ୍ଦିର କଣ ପାଇଁ ଯାଇଥିଲେ। ଇସ୍ରୋ ଭିତରେ ଗଣେଶ ଙ୍କ ମୂର୍ତ୍ତି କାହିଁକି ଅଛି?

    • @padmnimohapatra619
      @padmnimohapatra619 19 วันที่ผ่านมา +1

      Right katha kahuchanti Pratap sir👍

    • @hometventertain
      @hometventertain 18 วันที่ผ่านมา +2

      Wrong teachings stay away from his messages. It will ruin our culture forever

    • @mihirmohapatra3095
      @mihirmohapatra3095 18 วันที่ผ่านมา +1

      Tu mg maha gyani ta tama mg nku khali mada darkar

    • @Bachelorlife788
      @Bachelorlife788 17 วันที่ผ่านมา

      Are magiha bedha chua ....tu to bapa ra bija ru janma na Pathana bija ru seita tike confirm Kara first...

  • @myfarming9051
    @myfarming9051 14 วันที่ผ่านมา +4

    ଶାସ୍ତ୍ର ବି ବିଜ୍ଞାନ, ଏ ଲୋକ ବିଜ୍ଞାନ କୁ ନୁହେଁ, ସନାତନ ହିନ୍ଦୁ ସର୍ବଦା ବିରୋଧ କରିଆସିଛି l ବ୍ରହ୍ମl ସାରସ୍ୱତୀ ଙ୍କୁ ବିବାହ କରିଛନ୍ତି ଏବଂ ମା ସାରସ୍ୱତୀ ବ୍ରହ୍ମ କନ୍ୟା....
    ବ୍ରହ୍ମl କନ୍ୟା ନୁହେଁ, ବ୍ରହ୍ମ ହେଉଛନ୍ତି ପରମ ପିତା...
    ଏ ଲୋକ ଟି ପରମ ଗାଲୁଆ..

  • @sushilsamal3789
    @sushilsamal3789 16 วันที่ผ่านมา +5

    ସାର୍ ଆପଣଙ୍କ ଯୁକ୍ତି ଅକାଟ୍ୟ, ଅଡୁଆ ସୁତାର ଖିଅ ନପାଇ ଆମେ ଯେମିତି ରାଗରେ ସମ୍ପୂର୍ଣ୍ଣ ସୂତାଟିକୁ ଛିଣ୍ଡାଇ ପକାଇଥାଉ, ଆମେମାନେ ସେମିତି ପ୍ରକୃତ ସତ୍ୟକୁ ନବୁଝି କେତେକ ନୀତି ନିୟମକୁ ଅନ୍ଧ ଭାବରେ ଗ୍ରହଣ କରିଚାଲିଛୁ, ଆଶା ଏବଂ ବିଶ୍ୱାସ ଧୀରେ ଧୀରେ ଆମେମାନେ ବୁଝିବୁ l

  • @rameswar3765
    @rameswar3765 20 วันที่ผ่านมา +31

    ନିଚ୍ଛକ ସତ କଥା କହୁଛନ୍ତି ରଥ ସାର୍ ।

    • @bibekanandajena6850
      @bibekanandajena6850 19 วันที่ผ่านมา +1

      ଆପଣଙ୍କ ପାଇଁ ନିଛକ ସତ ହେଇପାରେ

  • @tbdvinayak
    @tbdvinayak 19 วันที่ผ่านมา +11

    Real educated citizen of India ❤

    • @chandanparida2809
      @chandanparida2809 16 วันที่ผ่านมา +1

      Tu b gote real educated citizen

    • @tbdvinayak
      @tbdvinayak 16 วันที่ผ่านมา +1

      @chandanparida2809 to bhalia nuha andha bhakta 😂🤣

  • @mr.sunilsethi829
    @mr.sunilsethi829 20 วันที่ผ่านมา +5

    ଜ୍ଞାନକୁ କାହାର ଖାତିରି ନଥିବ ବଢ଼ିବ ବିଜ୍ଞାନ ଭାଉ, ଚନ୍ଦ୍ର ମଣ୍ଡଳରେ ଲୋକେ ପଶିଯିବେ ଥୋକେ ହେବେ ହାଉ ଭାଉ 🙏

  • @dinabandhumalik4884
    @dinabandhumalik4884 20 วันที่ผ่านมา +3

    Jay Bhim, prof. Pratap Rath nku Salute.

  • @satyaranjanjena5120
    @satyaranjanjena5120 19 วันที่ผ่านมา +2

    Rath sir Right

  • @pabitranandanayakofficial4721
    @pabitranandanayakofficial4721 20 วันที่ผ่านมา +3

    Rath sir is Correct

  • @surajpradhan6457
    @surajpradhan6457 16 วันที่ผ่านมา +1

    ରାୟିଟ

  • @kalyanmohanty1032
    @kalyanmohanty1032 20 วันที่ผ่านมา +22

    Talented professor

    • @bibekanandajena6850
      @bibekanandajena6850 19 วันที่ผ่านมา

      ସେ ପୁରା ଫେମସ ସମାଜକୁ ଭାଙ୍ଗିବାରେ।

    • @Kumaruditnarayan
      @Kumaruditnarayan 18 วันที่ผ่านมา

      ବାଳ ନା

  • @Jagamohan6666
    @Jagamohan6666 18 วันที่ผ่านมา +3

    He is right 🎉🎉

  • @raghunathgoura3901
    @raghunathgoura3901 20 วันที่ผ่านมา +29

    ଏପରି ହଜାରେକୋଟି ରଥ ଜନ୍ମନେଲେ ବି ପୃଥିବୀରେ ଭଗବାନଙ୍କ ଲୀଳା ସେମିତି ଚାଲୁଥିବ ଆମେମାନେ ବ୍ଯସ୍ତହେବାର କିଛିନାହିଁ.

  • @Samiramishra645
    @Samiramishra645 20 วันที่ผ่านมา +9

    Brain nathiba loka esabu bujhiparibeni....Great person Pratap Rath Sir.

  • @minakhinanda6352
    @minakhinanda6352 18 วันที่ผ่านมา +3

    You are great 👍🏼 Ratha sir

  • @DdasNag
    @DdasNag 19 วันที่ผ่านมา +3

    ରଥ ଆଜ୍ଞା ପୁରା ନିରାଟ ସତ୍ୟ କଥା କହୁ ଛନ୍ତି ଅନ୍ଧ ବିଶ୍ୱାସ କରନ୍ତୁ ନାହିଁ

  • @youtubestar.aditya
    @youtubestar.aditya 18 วันที่ผ่านมา +16

    ବ୍ରହ୍ମା ଯଦି ଭଗବାନ୍ ତାହେଲେ ସେ କେମିତି ନିଜ ଝିଅ ସହିତ ଖରାପ୍ ସଂପର୍କ ରଖିଲା

    • @startvillagers
      @startvillagers 18 วันที่ผ่านมา

      ସୃଷ୍ଟି ରକ୍ଷା ପାଇଁ

    • @jagobahujan8520
      @jagobahujan8520 18 วันที่ผ่านมา

      ​@startvillagers ତମ ବାଳ ପାଇଁ

    • @chingarivideo
      @chingarivideo 16 วันที่ผ่านมา

      ତୁ ବି ସଂପର୍କ ରଖି ଦେ

    • @jagobahujan8520
      @jagobahujan8520 16 วันที่ผ่านมา

      @chingarivideo sexsual god ବ୍ରହ୍ମା ନୁହ ସମସ୍ତେ ,,,😄😄

    • @Mr_motorider
      @Mr_motorider 15 วันที่ผ่านมา

      Mgh kukura

  • @Sipu7193
    @Sipu7193 19 วันที่ผ่านมา +2

    Absolutely true. I salute you Sir.

  • @rangasing9056
    @rangasing9056 20 วันที่ผ่านมา +14

    ଠାକୁର ନାଁ ରେ ଅନ୍ଧବିଶ୍ୱାସ।

    • @Colgateicecream_
      @Colgateicecream_ 20 วันที่ผ่านมา +3

      @@rangasing9056 ମୂର୍ଖ, ତୁ ଯେତେ ବେଳେ ମାଁ ପେଟରେ ଥିଲୁ , ତୋତେ କିଏ ବନେଇଲା

    • @rangasing9056
      @rangasing9056 19 วันที่ผ่านมา +1

      ମାଁ ବାପା ଙ୍କ ଠାରୁ ଜନ୍ମ ହୋଇଛି ଭଗବାନ ଠାରୁ ନୁହେଁ।

    • @odiyagharparibar8246
      @odiyagharparibar8246 10 วันที่ผ่านมา

      ​@rangasing9056 sei ta bhagawan ..tanka ta daily puja dekhiba bhagawan nku paijiba....karana sie janma dela pare tamaku marideinahanti...karana tanka Dehare setebele thakura hi bapa ,maa rupare asithanti...jadi asura thante tahale janma kari kouthi phopadi chalijaithante

    • @Colgateicecream_
      @Colgateicecream_ 10 วันที่ผ่านมา

      @@odiyagharparibar8246 ସବୁଠାରୁ ବୁଦ୍ଧିମାନ ଜୀବ ହେଉଛ ତମେ ( ମଣିଷ ) , ତୁମକୁ ବୁଦ୍ଧି ଦେଲା କିଏ ? ନାଳର ପୋକ ହୋଇଥିଲେ - ନାଳରେ ପଡ଼ି ଛଟ ପଟ ହେଉଥାନ୍ତ ,
      ନିଜ ସ୍ତ୍ରୀଙ୍କୁ , ନିଜ ପିଲାଙ୍କୁ ଯେମିତି ମନେ ପକାଉଛ - ସେମିତି ଭଗବାନଙ୍କୁ ମନେ ପକେଇ ଲେ ଭଗବାନ ମିଳିଯାଏ , ସବୁଜୀବ ମାନଙ୍କ ସ୍ଥାନ ଅଲଗା ଅଲଗା
      ପୋକ , ମାଙ୍କଡ଼ , କୁକୁର ,ବଳଦ , ବାଘ ....... ସମସ୍ତେ ଜୀବ ( ପ୍ରାଣୀ ) | ଏମାନଙ୍କ ପାଖରେ ବୁଦ୍ଧି ନାହିଁ - ସେଥିପାଇଁ ଏମାନଙ୍କୁ ପଶୁ କୁହାଯାଉଛି |ସେମିତି ରାକ୍ଷାସ ହୋଇଥିଲେ ତୁମ ସ୍ଥାନ ରାକ୍ଷାସ ମାନଙ୍କ ପାଖରେ
      ହୋଇଥାନ୍ତା , ରାକ୍ଷାସ ମାନଙ୍କ ପାଖରେ ରହିଥାନ୍ତ ।

    • @ManasDas-rv4mc
      @ManasDas-rv4mc 9 วันที่ผ่านมา

      ​@@rangasing9056samaya asile bujhibu re pagal

  • @subashchandrahembram1339
    @subashchandrahembram1339 18 วันที่ผ่านมา +1

    ❤❤❤
    Very excellent & right explanation.

  • @antaryamiswain5427
    @antaryamiswain5427 20 วันที่ผ่านมา +4

    Please take more and more interviews from practical people like Pratap ratha

  • @SatyaNarayanMohakur-nx1or
    @SatyaNarayanMohakur-nx1or 20 วันที่ผ่านมา +15

    Really true fact

  • @akpeasymath1301
    @akpeasymath1301 11 วันที่ผ่านมา +1

    Dear Ratha Sir
    I have a question for you.Sir please explain what is the thing which leave human's or any leaving things body that the body will declared dead.

  • @abhishekswain9284
    @abhishekswain9284 16 วันที่ผ่านมา +2

    Hindu ❌ Muslim ❌ SIKH ❌ CHRISTIAN ❌ ONLY ONE WE ARE HOMOSAPIENS. HUMAN 😂

  • @RabiNarayanPatra-eu8bt
    @RabiNarayanPatra-eu8bt 18 วันที่ผ่านมา +3

    Right

  • @girishsir1
    @girishsir1 20 วันที่ผ่านมา +4

    You are right. Thanks

  • @sairamsatapathy8539
    @sairamsatapathy8539 20 วันที่ผ่านมา +1

    Right person proper knowledge has gained.

  • @srisaidesignvastu9209
    @srisaidesignvastu9209 20 วันที่ผ่านมา +3

    ପ୍ରତି ବର୍ଷ ଭୂମିକମ୍ପ ହେଉଛି ,ଆଗକୁ ହେବ।ବାତ୍ୟା ହଉଛି ଆଗକୁ ହେବ,ବନ୍ୟା ହଉଛି ହେବ।

  • @stitaprangadalai5499
    @stitaprangadalai5499 20 วันที่ผ่านมา +3

    ଧନ୍ୟବାଦ ସାର୍

  • @Colgateicecream_
    @Colgateicecream_ 20 วันที่ผ่านมา +21

    ଯଦି ବିଜ୍ଞାନ ଏତେ ଉନ୍ନତ୍ତି କରିଛି , ତେବେ ବିଜ୍ଞାନ -ଫୁଲରୁ କାହିଁକି ମହୁ ବାହାର କରି ପାରୁନି ...

    • @rangasing9056
      @rangasing9056 19 วันที่ผ่านมา +9

      କଣ ଠାକୁର ଫୁଲ ରୁ ମହୁ ବାହାର କରିଦେବେ?

    • @Colgateicecream_
      @Colgateicecream_ 19 วันที่ผ่านมา

      @@rangasing9056 ଭଗବାନଙ୍କ ଆଦେଶ , process , ମାଧ୍ୟମ କେବଳ ମହୁମାଛିି ହିଁ ଫୁଲରୁ ମହୁ ସଂଗ୍ରହ କରିପାରୁଛି , ବିଜ୍ଞାନ ଉନ୍ନତି କରିକି ଏତେ ବର୍ଷ ବିତିଗଲାଣି , ଫୁଲରୁ ମହୁ ବାହାର କରି ପାରୁଛି କି ?

    • @JyotirmayeeBiswal-re5zx
      @JyotirmayeeBiswal-re5zx 18 วันที่ผ่านมา

      ​@@rangasing9056sei mahu bahariba ta hin iswara shakti

    • @NarayanHansdah-go2ds
      @NarayanHansdah-go2ds 18 วันที่ผ่านมา

      ​@@rangasing9056😂😂ebe Karo bhondo baba guda hato ru mohu bahar karidouchhanti ba

    • @roshansahoo127
      @roshansahoo127 15 วันที่ผ่านมา +1

      Sarathi Kari paruchi Pada ru Mahu

  • @bikashkumarnayak6249
    @bikashkumarnayak6249 19 วันที่ผ่านมา +2

    Rotho sir right

  • @adityabhoi3371
    @adityabhoi3371 20 วันที่ผ่านมา +5

    Ek no right katha

  • @SURAJ__SURAJ-x4g
    @SURAJ__SURAJ-x4g 20 วันที่ผ่านมา +7

    Sir pura practical katha kuhanti dil say respect thanku sir 🙏

  • @Satya91
    @Satya91 19 วันที่ผ่านมา +11

    ରଥ ସାରଙ୍କୁ ପ୍ରଣାମ କରୁଛି ତାଙ୍କର ଏପରି ପ୍ରୟାସ ପାଇଁ, ସତ୍ୟକୁ ସାମ୍ନା କରିବାକୁ ସାହାସ ନାହିଁ କିଛି ସ୍ଵାର୍ଥବାଦି ମାନଙ୍କ

  • @narayanbhoi5847
    @narayanbhoi5847 20 วันที่ผ่านมา +13

    ମୁସ୍ଲିମ୍ ,ଖ୍ରୀଷ୍ଟିୟାନ ବିଋଦ୍ଧରେ ତ କହୁନାହାଁନ୍ତି। ଏମାନେ ବନ୍ଧ୍ଯାକରଣ କରୁନାହାଁନ୍ତି ଜନସଂଖ୍ଯା ବଢୁଛି। ଧର୍ମକୁ ଆଧାର କରି ସନ୍ତ୍ରାସବାଦୀ ହୋଇ ହଣାକଟା କରୁଛନ୍ତି ।ପ୍ରଫେସର ସାର୍ ଏକଥା ତ କେବେ କହୁନାହାଁନ୍ତି। ଏଇଟା ଆଇନରେ ଅଛି କି

    • @Samiramishra645
      @Samiramishra645 20 วันที่ผ่านมา

      media bala pacharile se kahibe...media pacharibaku daruchhi

    • @raulbhoi6018
      @raulbhoi6018 20 วันที่ผ่านมา +1

      Bhoi babu tame sc caste ra ta se tama pain kahuchanti tame au kebe badaliba

    • @narayanbhoi5847
      @narayanbhoi5847 19 วันที่ผ่านมา

      @raulbhoi6018 No.I am not SC.I belong to OBC.Bhoi,Pradhan,Sahu,Gartia ,biswal, swain,samal etc. of paschim odisha are belonging to Chasa caste

    • @PREMSingh-ds6re
      @PREMSingh-ds6re 19 วันที่ผ่านมา

      ଜନସଂଖ୍ୟା ବିରୁଦ୍ଧ ରେ ତମର ଏହି ମତ ତମକୁ ମୁର୍ଖ ମାନଂକ ରାଜା ର ପରିଚୟ ଦଉଛି ।

    • @sumittete2804
      @sumittete2804 11 วันที่ผ่านมา

      There is no much of superstitious or stupidity in Christianity or Islam as compare to pseudo Hinduism. This pseudo Hinduism is spoiling the progession of our society, stopping us to think rationally.

  • @prasantamallick2546
    @prasantamallick2546 20 วันที่ผ่านมา +4

    ସାର ଦଳିତ ମାନେ ଆଜିବି ମନ୍ଦିର ଯିବାକୁ ମନା

    • @bibekanandajena6850
      @bibekanandajena6850 19 วันที่ผ่านมา +1

      କୌ ମନ୍ଦିର ମନା ଟିକେ କହିବେ ତ?

    • @prasantamallick2546
      @prasantamallick2546 19 วันที่ผ่านมา +1

      ଭାଇ ଆପଣ ଓଡ଼ିଶା ର ଜେ କୌଶି ଗାଁ କୁ ଜାଇ ଗାଁର ଦଳିତ ଭାଇ ମାନଙ୍କୁ ଗାଁ ମନ୍ଦିର ଯିବାକୁ ମନା

    • @bibekanandajena6850
      @bibekanandajena6850 19 วันที่ผ่านมา

      @@prasantamallick2546 କ୍ଷମା କରିବେ ଆପଣଙ୍କ ଅଞ୍ଚଳ ରେ ଥିବା କିନ୍ତୁ ଆମେ ବହୁତ୍ ଜିଲ୍ଲା ଯାଇଛୁ ସେମିତି ନୁହେଁ

  • @manoramasahoo1877
    @manoramasahoo1877 20 วันที่ผ่านมา +2

    Rath sir is very very right.

  • @sushilsamal3789
    @sushilsamal3789 16 วันที่ผ่านมา +2

    ଆମ ସମାଜରେ ଏବେବି ବହୁତ୍ କୁସଂସ୍କାର ଭରି ରହିଛି , ପ୍ରତାପ ସାର୍ କିଛି କିଛି ଦୂର କରିବାକୁ ଚେଷ୍ଟା କରିଛନ୍ତି, ସାରଙ୍କୁ ଧନ୍ୟବାଦ l

  • @pseries4255
    @pseries4255 20 วันที่ผ่านมา +20

    ରଥ ସାରକୁ କୋଟି କୋଟି ପ୍ରଣାମ

  • @basudevprusty9741
    @basudevprusty9741 18 วันที่ผ่านมา +7

    ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି

  • @himansupatra9717
    @himansupatra9717 16 วันที่ผ่านมา +3

    Foreign funding ଜ୍ଞାନ.

  • @BabulukumarSahu-mm2nr
    @BabulukumarSahu-mm2nr 20 วันที่ผ่านมา +2

    Ratha sir always 💯 right 👍

  • @AlokRoy-o6s
    @AlokRoy-o6s 5 วันที่ผ่านมา

    Sir ଙ୍କ ପୋଗ୍ରାମ ସଦାବେଳେ ଆସୁ

  • @AyanshSahu-l1r
    @AyanshSahu-l1r 19 วันที่ผ่านมา +8

    ଏ ବାୟା ରଥ କେତେ ମସିହାରେ ପୃଥିବୀ ଗୋଲ୍ ବିଜ୍ଞାନ କହିଲା ତାର ହଜାର ହଜାର ବର୍ଷ ଆଗରୁ ଆମ ଭଗବାନ ବରାହ ଅବତାର ରେ ପୃଥିବୀ ଗୋଲ୍ ବୋଲି ପ୍ରମାଣିତ ହୋଇସାରିଛି

    • @baishnabcharansahoo9119
      @baishnabcharansahoo9119 19 วันที่ผ่านมา +5

      @@AyanshSahu-l1r ପୃଥିବୀ ଭିତରେ ସମୁଦ୍ର ଅଛି,ନା ସମୁଦ୍ର ଭିତରେ ପୃଥିବୀ ଥିଲା? ଯାହାକୁ ବରାହ ସମୁଦ୍ର ବାହାରକୁ ବାହାର କରି ପାରିଲା?

    • @AyanshSahu-l1r
      @AyanshSahu-l1r 19 วันที่ผ่านมา

      @baishnabcharansahoo9119 ବ୍ରହ୍ମାଣ୍ଡ ରେ ଅନେକ ଗୁଡ଼ିଏ ସମୁଦ୍ର ଅଛି

    • @sumantasamal7493
      @sumantasamal7493 19 วันที่ผ่านมา +2

      Tame kichhi janina

    • @sumantasamal7493
      @sumantasamal7493 19 วันที่ผ่านมา

      Sahu

    • @SarojBadajena
      @SarojBadajena 18 วันที่ผ่านมา +2

      Sabu..eati.micha..ea.sansar..micha

  • @pseries4255
    @pseries4255 20 วันที่ผ่านมา +20

    ସର୍ବ ଶକ୍ତିମାନ ପରମେଶ୍ବର ହିଁ ସତ୍ୟ ରଥ ସାର କର କଥା ଅକାଟ୍ୟ ସତ୍ୟ

    • @bibekanandajena6850
      @bibekanandajena6850 19 วันที่ผ่านมา +1

      ହଁ ଅକାଟ୍ୟ କାରଣ ତାଙ୍କୁ କାହାର କଥା ଗ୍ରହଣ କରନ୍ତି ସମ୍ବିଧାନ ଛାଡି। ତା ଅର୍ଥ ରାଜା ସତ୍ୟ କିନ୍ତୁ ପ୍ରଜା ଅସତ୍ୟ।

    • @ShivaNag-w3f
      @ShivaNag-w3f 19 วันที่ผ่านมา

      Parameswara kia

  • @JitendraDas-s8y
    @JitendraDas-s8y 20 วันที่ผ่านมา +3

    ମୁଁ ଲେଖା ଦେଖିଛି ପ୍ରତାପ ରଥ ମାଗିହା ଟା, ଏହି ପୋଷ୍ଟର ସୁରେଶ ବିଶ୍ୱାଳ କମେଣ୍ଟ , ତେଣୁ ସେ ତାଙ୍କ ମା ସହ ସମ୍ପର୍କ ରଖୁଥିଲେ ଏହା ସତ.

    • @ancientindianmathematicsan1208
      @ancientindianmathematicsan1208 18 วันที่ผ่านมา

      ତୁମେ ଜଣେ ମହାମୂର୍ଖ ବୁଝିବାର କ୍ଷମତା ଅଛି ki ନାହିଁ ?

  • @bishnuprakashsuna
    @bishnuprakashsuna 19 วันที่ผ่านมา +8

    Ratha sir is right

  • @TapanMaharana-xv7kj
    @TapanMaharana-xv7kj 12 วันที่ผ่านมา +1

    ହେତୁବାଦୀ ମାଗିଆ

  • @rabinarayanbehera7146
    @rabinarayanbehera7146 18 วันที่ผ่านมา +2

    Yor right sir

  • @bhagabanpradhan7500
    @bhagabanpradhan7500 18 วันที่ผ่านมา +2

    Thanks 💯 sir

  • @pramodkumarrout1747
    @pramodkumarrout1747 19 วันที่ผ่านมา +2

    Nice agrument

  • @prashantpatra9883
    @prashantpatra9883 17 วันที่ผ่านมา +1

    Sir 100% right

  • @babulikumar-bl7ti
    @babulikumar-bl7ti 15 วันที่ผ่านมา +1

    ଅତି ସୁନ୍ଦର ବିଷୟ

  • @PatrakanaTV
    @PatrakanaTV 20 วันที่ผ่านมา +15

    ଯଦି ଭଗବାନ କେହି ନାହାନ୍ତି ବିଜ୍ଞାନ ସବୁ କିଛି ତେବେ ଏ ରଥ ଜେଜେଙ୍କୁ ମୋର ପ୍ରଶ୍ନ, ତୁମେ ଅମର ହୋଇ ରହି ପାରିବକି ? କାହିଁକି ନା ବିଜ୍ଞାନ ହିଁ ସବୁକିଛି ।

  • @Bombaymusical
    @Bombaymusical 20 วันที่ผ่านมา +3

    ବୈଜ୍ଞାନ ମାନଙ୍କୁ ମନା କରନ୍ତୁ କେହି ଭଗବାନ ଙ୍କୁ ପୂଜା କରିବେ ନାହିଁ

  • @sibaramsethy3597
    @sibaramsethy3597 22 ชั่วโมงที่ผ่านมา

    Very good 👍👍👍 suggestions for society sir

  • @PratapNaik-g3v
    @PratapNaik-g3v 20 วันที่ผ่านมา +2

    Right sir

    • @srikantasahoo874
      @srikantasahoo874 20 วันที่ผ่านมา

      ତମ ପାଖରେ କିଛି ରାଜ୍ୟର ଖବର ନାହିଁ
      ତମେ ସମାଜରେ ସଂପ୍ରିତିକ ଦଙ୍ଗା ସୃଷ୍ଟି କଲା ଭଳି ସମ୍ବାଦ ଦେଖାଉଛି

  • @SantilataKhatua-vc2yx
    @SantilataKhatua-vc2yx 20 วันที่ผ่านมา +2

    Really hero

  • @Swainabinash
    @Swainabinash 12 วันที่ผ่านมา

    Salute you Ratha sir

  • @KrushnaNayak-v6n
    @KrushnaNayak-v6n 20 วันที่ผ่านมา +5

    You are right ratha sir.

  • @tastyfood4342
    @tastyfood4342 19 วันที่ผ่านมา +2

    Ur great 👍sir❤

  • @knowledge_with_trends
    @knowledge_with_trends 19 วันที่ผ่านมา +2

    Great sir ❤🙏.... Salute 🙏

  • @sujatamaharana3126
    @sujatamaharana3126 20 วันที่ผ่านมา +12

    ତାହାହେଲେ ସ୍ବାମୀ ବିବେକାନନ୍ଦ ମିଛୁଆ। ସେ କାଳୀ ମାଆଙ୍କର ଦର୍ଶନ କରି ନଥିଲେ। ନୁହଁ କି? 😊

  • @hrushikeshbehera4709
    @hrushikeshbehera4709 18 วันที่ผ่านมา +1

    ଶୃଷ୍ଟିକର୍ତ୍ତା କୁ ଦେଖିବା ଅପେକ୍ଷା ଶୃଷ୍ଟି କୁ ଦେଖିବା ହଉଛି ପରମ ଆନନ୍ଦ ମିଳିଥାଏ. ତେଣୁ sir କହୁଛନ୍ତି ଏ ଶୃଷ୍ଟି କୁ ଉପଭୋଗ କର

  • @TapasKumar-wn8br
    @TapasKumar-wn8br 5 วันที่ผ่านมา

    Rath sr is absolutely right

  • @anjankumarmohapatra2697
    @anjankumarmohapatra2697 16 วันที่ผ่านมา +1

    ବିଜ୍ଞାନ ସବୁ କରିଦେଇଛି କହୁଛି ସେ ବିଜ୍ଞାନୀ କି କିଏ ତିଆରି କରିଛି

  • @narayanjena4859
    @narayanjena4859 15 วันที่ผ่านมา +1

    Sir I salute you are think

  • @surendrasethy264
    @surendrasethy264 15 วันที่ผ่านมา +1

    ମାନବବାଦୀ ଚିନ୍ତାଧାରା

  • @SahoobhaiEntertainment
    @SahoobhaiEntertainment 19 วันที่ผ่านมา +5

    ଆରେ ଭାଇ ଆପଣଙ୍କୁ interview ନେବାକୁ ଆଉ କେଉଁ ମିଳୁନାହିଁ ସେ ବୁଢା ଟା ପଛରେ କାହିଁକି ପଡିଛ ମୁଁ ଜାଣିପାରୁନି| କୋଟି କୋଟି ଲୋକ ଭଗବାନ ଙ୍କୁ ମାନୁଥିଲେ ଏ ବୁଢା ମାନିବାକୁ ଅବାଧ୍ୟ ଏ କଣ ସବୁଠାରୁ ଗ୍ୟାନି ନା ? କାହିଁ ତା ପଛରେ ପଡୁଛ ସାମ୍ବାଦିକ ସାର୍ |

    • @sumantasamal7493
      @sumantasamal7493 19 วันที่ผ่านมา +1

      sir boka tame chalak

    • @jagobahujan8520
      @jagobahujan8520 18 วันที่ผ่านมา

      ଗାଣ୍ଡୀ ରେ pidha ଲାଗୁଥିବା ନା

  • @Bombaymusical
    @Bombaymusical 20 วันที่ผ่านมา +2

    କଣ ପାଠ ପଢିଲେ ସବୁ ମନୁଷ୍ୟ ଙ୍କର ଚରିତ୍ର ଠିକ ରହିବ?

  • @Saheb-Creation
    @Saheb-Creation 15 วันที่ผ่านมา +1

    Two minutes silence for andhbhakts... 😊.. Salute to Ratha Sir

  • @tr.laxmikantanaik5901
    @tr.laxmikantanaik5901 11 วันที่ผ่านมา +2

    ହେତୁ ବାଦୀ 😅😅😅😅😅😅

  • @BeautyofOdisha700
    @BeautyofOdisha700 15 วันที่ผ่านมา

    Its right ratha sir 🙏