Meena bazaar - USA | ଆମେରିକାରେ ମୀନାବଜାର

แชร์
ฝัง
  • เผยแพร่เมื่อ 30 ก.ย. 2024

ความคิดเห็น • 14

  • @derjah1905
    @derjah1905 2 ปีที่แล้ว +1

    👍👍

  • @shuvakantapanda3293
    @shuvakantapanda3293 2 ปีที่แล้ว +1

    ଆମ ଏପଟ ମେଳାରେ ଗୋଡ଼ ରଖିବାକୁ ଜାଗା ନଥାଏ।ତାଙ୍କର ସେପଟେ ବହୁତ କମ ଲୋକ।

    • @smrutirasrusti9755
      @smrutirasrusti9755  2 ปีที่แล้ว

      ମୁଁ ମୁହଁ ସଞ୍ଜ ବେଳେ ଯାଇଥିଲି..ପରେ ବହୁତ ଲୋକ ଆସିଥିବେ..ଏଇଟା ସତ ଆମ ଆଡିକା ଭିଡ଼ ଭଳି ନୁହେଁ

  • @tapaswinipatra8117
    @tapaswinipatra8117 2 ปีที่แล้ว +1

    ମୋ ପାଇଁ ବେଲୁନ କିଣି ଦଉନ, ମୁଁ ଦୋଳି ରେ ବି ବସିବି...
    Btw beautiful Video🥰🥰

    • @smrutirasrusti9755
      @smrutirasrusti9755  2 ปีที่แล้ว +1

      ହଉ ଏଇ ରଇବାର ଦିନ ମେଳା ବୁଲେଇ ନେବି ଆଉ...ଆଉ ବେଲୁନ କିଣିକି ମଧ୍ୟ ଦେବି

  • @sanjaykumarsahoo1947
    @sanjaykumarsahoo1947 2 ปีที่แล้ว +1

    Jay jaganatha sir

    • @smrutirasrusti9755
      @smrutirasrusti9755  2 ปีที่แล้ว +1

      ଜୟ ଜଗନ୍ନାଥ ସଞ୍ଜୟ ବାବୁ 🙏

  • @parampitar_santan
    @parampitar_santan 2 ปีที่แล้ว +1

    ଏମାନେ ଆମ ଠୁ ଦେଖି ସିଖିଛନ୍ତି 😀😀

    • @smrutirasrusti9755
      @smrutirasrusti9755  2 ปีที่แล้ว +1

      ନିହାତି ନିହାତି..😂😂

  • @parampitar_santan
    @parampitar_santan 2 ปีที่แล้ว +1

    ଆମେରିକା ରେ ବି ମେଳା ହୁଏ 😂😂😂

  • @subhasishmohapatra7178
    @subhasishmohapatra7178 2 ปีที่แล้ว +1

    ବଢ଼ିଆ 👌🏻❤️