E Ki Kalu Prema | Official Music Video | Humane Sagar | Omm, Aiswarya | Odia Sad Song | Chinmay K

แชร์
ฝัง
  • เผยแพร่เมื่อ 31 ม.ค. 2025

ความคิดเห็น • 1K

  • @sunilbehera3801
    @sunilbehera3801 ปีที่แล้ว +734

    ଆଜି କାଲି ଝିଅ ମାନେ କଣ ପାଇଁ ଏମିତି ସବୁ ପୁଅ ମାନଙ୍କ ଖେଳୁଛନ୍ତି ଯଦି ବାପା ମା ଙ୍କ କଥା ରେ ରାଜି ହେବ ତାହେଲେ ପ୍ରେମ କଣ ପାଇଁ କରୁଛ ....????

    • @sanatansingh8651
      @sanatansingh8651 ปีที่แล้ว +24

      Bro ତୁ ଠିକ୍ କହୁଛୁ 💔💔

    • @laxmanhembram4119
      @laxmanhembram4119 ปีที่แล้ว +13

      😭😭😭😭😭

    • @lakinaik5636
      @lakinaik5636 ปีที่แล้ว +6

      Mo life re alaga

    • @padmabatinaik6854
      @padmabatinaik6854 ปีที่แล้ว +11

      Hyy all of you gote soto kotha kohuchhi tome jahaku jete bholo pao tomo hato papulire Jodi se nain God aukahaku lekhichhonti to 100 percent tome love failure hobo au gote kotha sobu true love marriage hueni hueto taku life Sara Miss Kori life ku agoku nobaku hue only miss

    • @shubhasrimajhi1649
      @shubhasrimajhi1649 ปีที่แล้ว +4

      Good bhi

  • @somnathbehera1143
    @somnathbehera1143 ปีที่แล้ว +16

    Omm ଭାଇ ଙ୍କ acting ମତେ ବହୁତ କିଛି ସିଖି ବାକୁ ମିଳିଲା 🥰 ଧନ୍ୟବାଦ୍ ବଡ଼ ଭାଇ🙏

  • @harishnayak8993
    @harishnayak8993 ปีที่แล้ว +32

    ଓମ୍ ଭାଇଙ୍କର ସବୁ ଗୀତ ବହୁତ୍ ଭଲ ଲାଗେ ଦେଖିବାକୁ, ତାଙ୍କ ଅଭିନୟ ଅତି ସୁନ୍ଦର ପୁରା ଜୀବନ୍ତ ଜୀବନ୍ତ ଲାଗେ ଆଉ ହୃଦୟକୁ ଛୁଈଁ ଯାଏ, ଭଗବାନଙ୍କ ଆଶ୍ରିବାଦ୍ ରୁ ତମେ ସବୁ ବେଳେ ଖୁସିରେ ରୁହ ଓ ଆଗକୁ ଆହୁରି ଭଲ ଭଲ ଗୀତ କର

  • @c.pcreation6719
    @c.pcreation6719 ปีที่แล้ว +464

    Omm ଭାଇ କୁ କିଏ କିଏ ହୃଦୟ ରୁ ଭଲ ପାଅ 👍

    • @mani.com123
      @mani.com123 ปีที่แล้ว +1

      He deserve love ❤️❤️❤️❤️❤️❤️❤️❤️

    • @manshbiswal7828
      @manshbiswal7828 ปีที่แล้ว

      @@mani.com123🍅❤️❤️❤️❤️❤️

    • @simanchalchoudhury3207
      @simanchalchoudhury3207 ปีที่แล้ว +3

      I love omm bhai.❤️

    • @arjunmahanta4380
      @arjunmahanta4380 ปีที่แล้ว

      Jhia mananku dekhaa jauni bodhe chhatari khai bajari sali

    • @debasiskar5082
      @debasiskar5082 ปีที่แล้ว +4

      Bohut bholo sea ❤❤

  • @premraj6553
    @premraj6553 ปีที่แล้ว +107

    ଦୟାକରି ଛୋଟ ଘରର ପୁଅ ମାନେ ବଡ଼ ଘରର ଝିଅ ମାନଙ୍କୁ ଭଲପାଅ ନାହିଁ ,ସେସକୁ ପସ୍ତେଇବ, ପ୍ରେମକୁ ଛାଡ଼ି ନିଜ କ୍ୟାରିୟର ପ୍ରତି ଧ୍ୟାନ ଦିଅ ଏମିତି ଝିଅ ହଜାରେ ତମ ପଛରେ ଗୋଡେଇବେ।🙏🙏🙏🙏🙏

  • @krushnalakra1885
    @krushnalakra1885 ปีที่แล้ว +8

    ଓମ୍ ଭାଇ ଙ୍କ ର ସବୁ ଭିଡ଼ିଓ ମୋତେ ବହୁତ୍ ଭଲ ଲାଗେ, ମୋର love story ଏହି ଷ୍ଟୋରୀ ସହ ମ୍ୟାଚ୍ କରୁଛି, thank u so much omm Bhai specially for u🎉🎉

  • @dmitun01editing66
    @dmitun01editing66 ปีที่แล้ว +148

    💔କିଛି ଅଧୁରା ଥିଲା ଯୋଉଟା ପୁରା ହେଲା ନାହିଁ💔
    💔💔💔କେହି ଜଣେ ମୋର ବି ଥିଲା 💔💔💔
    💔💔💔କିନ୍ତୁ ମୋର ହେଲା ନାହିଁ 💔💔💔💔
    💔💔💔💔💔💔💔💔💔💔💔💔💔
    Nice song,,,,,,,,,,

    • @pujaodiavlogger6569
      @pujaodiavlogger6569 ปีที่แล้ว +2

      😢😢😢

    • @bikashdehuri5940
      @bikashdehuri5940 ปีที่แล้ว

      Same bhai 😢😢

    • @creative_ayush_999
      @creative_ayush_999 ปีที่แล้ว

      Kn hela mo bhai

    • @prasantpatel3384
      @prasantpatel3384 ปีที่แล้ว +1

      Dhoke baaj boli chaligagala dhoka dei wait kara ta thu vll jhia miliba

    • @dmitun01editing66
      @dmitun01editing66 ปีที่แล้ว +2

      @@prasantpatel3384 ହଁ ଭାଇ ଭଲ ମିଳିବେ ସତ କିନ୍ତୁ ତା ପରି ନୁହେଁ,,,, ତାକୁ ଯେତିକି ଭଲ ପାଇବା ଦେଇଥିବ ନା ଆଉ କାହାକୁ ସେତିକି ତମେ ଚାହିଁଲେ ବି ଦେଇପରିବନି

  • @sarada_office.7870
    @sarada_office.7870 ปีที่แล้ว +34

    କିଛି ଗୀତ ଆମ ଜୀବନରେ ଘଟଣା ସହିତ ଜଡିତ 💔💔🙏

  • @dilliondhanesh9467
    @dilliondhanesh9467 ปีที่แล้ว +26

    ଆଜି କାଲି ଭଲ ପାଇବା କୁ ବି ଡର ଲାଗୁଛି 🥺😔 ଭବିଷ୍ୟତ ରେ କିଛି ନ କଲେ ଆମକୁ ଅମିତି ପଷ୍ଟେଇବା କୁ ପଡ଼ିବ ଅଧା ବାଟରେ କିଏ ନା କିଏ ଯିବ 😔♥️

    • @radhesham6890
      @radhesham6890 ปีที่แล้ว +1

      Sata kahilu bhai Bahut pasteibaku paduchi re bhai

  • @mohankaruan
    @mohankaruan ปีที่แล้ว +45

    ସବୁ ବେଳେ କାହିଁ କି ପାଇସା ଓ ଜାତି ଭେଦ୍ ଭାବ ସମା୍ନା ରେ ଭଲ ପାଇବା ହାରି ଯାଏ 💔💔💔💔

    • @jagyansenipradhan
      @jagyansenipradhan ปีที่แล้ว

      Hm kn pain smt hue

    • @AmitSahu-uf1hf
      @AmitSahu-uf1hf 7 หลายเดือนก่อน +1

      Nain re mo bhai Jhio mananka pain prema gote khelana re

  • @v.dbhadrak7532
    @v.dbhadrak7532 ปีที่แล้ว +17

    ଆଜି କାଲି କା ପ୍ରେମ କୁ ଖାଲି Money ଦରକାର ଆଉ କିଛି ଦରକାର ନାହିଁ Money ଅଛି ତ ସବୁ ଅଛି 😢😢

    • @soumenmandal3417
      @soumenmandal3417 10 หลายเดือนก่อน

      Very true ..... Everything is worst before money and status...its the reality of the world..

  • @sushreetanjalisamantaray4165
    @sushreetanjalisamantaray4165 ปีที่แล้ว +6

    ଆମ ଇଣ୍ଡଷ୍ଟ୍ରି ରେ କଣ ଆଉ ସିଙ୍ଗର ନାହାନ୍ତି କୀ ସବୁ sad song କଣ human sagar ଙ୍କ ଶୁଣିବା ପାଇଁ ମିଳୁଛି ଆଉ ବି ଭଲ ସିଙ୍ଗର ଅଛନ୍ତି ତାଙ୍କୁ ବି ଚାନ୍ସ ମିଳୁ 🙏

  • @maheshdash624
    @maheshdash624 9 วันที่ผ่านมา

    ଯାହାକୁ ନିଜ ଜୀବନ ଠୁ ଅଧିକ ଭଲ ପାଉ ଥିବ ଶେଷରେ ସେ ହିଁ ପଛ ରେ ଛୁରୀ ମାରେ❤❤❤

  • @jagannathgope7119
    @jagannathgope7119 ปีที่แล้ว +14

    ପୁରା ହାର୍ଟ କୁ ତୁଛ କରି ଦେଲା ଭିଡ଼ିଓ so nice 💫💫💫💫💫💫💫

  • @mrbabul9849
    @mrbabul9849 ปีที่แล้ว +80

    ଅଜବ ଏ ଭଲ ପାଇବା ଟିକେ ଅଭାବ ଦେଖିଲେ ଭଲ ପାଇବା କମିଯାଉଛି 💔

  • @tapurinkucreation8438
    @tapurinkucreation8438 ปีที่แล้ว +24

    ବହୁତ ବାଧେ yaar... 😭ଯାହାପାଇଁ ତିଳ ତିଳ ହେଇ ଜଳି... ତାର ଟିକେ ଖୁସି କୁ ପୂରଣ କରିବାକୁ ଦିନରାତି ଏକ କରି ଦିଅନ୍ତି, ହେଲେ ସେଇ ମଣିଷ ଟା ସେ ଭଲ ପାଇବାକୁ ବୁଝିପାରେନି 😭 ସେ ଭଳି ଝିଅ କୁ 🙏🙏🙏ଶହେ ଜୁହାର, ବହୁତ ପସ୍ତେଇବ ସେ ଏଇ ଆଖି ଲୁହରେ 😭

  • @ODO7BOY_Jr
    @ODO7BOY_Jr ปีที่แล้ว +33

    ଭଲ କଥା ଟି କହିଛି ବୁଢ଼ା ବାପା ସତରେ ପୁଅ ପ୍ରଥମେ ନିଜର standard କୁ ଭଲ ବନେଇବା ଦରକାର୍ ତେଣେ ଭଲ ପାଇବା ଦରକାର୍ କାହିଁକି ନା ତାହା କେବଳ ସେ ଝିଅ ପାଇଁ ନୁହଁ ନିଜ ପାଇଁ ବହୁତ୍ ଆବଶ୍ୟକ। ଜୟ ଜଗନ୍ନାଥ 🇮🇳

    • @BiskutSoy
      @BiskutSoy 8 หลายเดือนก่อน

      Right

  • @Mahi_Official74
    @Mahi_Official74 ปีที่แล้ว +107

    ଅତି ସୁନ୍ଦର ଲେଖା ମିଠା ମିଠା ସ୍ୱର ହୁମାନ ସାଗର ଭାଇ ଙ୍କ କଣ୍ଠ ଆଉ ସବୁ ବେଳେ ଓମ ଭାଇ ବହୁତ ଭଲ ଅଭିନୟ 🤷‍♂️ଧନ୍ୟବାଦ 🙏

  • @stonegaming2586
    @stonegaming2586 ปีที่แล้ว +18

    ଓମ ଭାଇ ପାଇଁ ଗୋଟେ like ହଉ

  • @gmstarlpviral2948
    @gmstarlpviral2948 ปีที่แล้ว +22

    ଗୋଟେ ଝିଅ ବା ଗୋଟେ ପୁଅ ଯେମିତି ବି ସୋଉ ଯେମିତି ବି ଖାଉ କିନ୍ତୁ ଖୁସିରେ ରହୁ ପ୍ରେମ ଗୋଟେ ଆନନ୍ଦ ମିଳି ଥାଏ ରହି ନ ଜାଣିଲେ କାହାର ଅବସ୍ଥା 😅😊😅

  • @Study_Stream2023
    @Study_Stream2023 ปีที่แล้ว +1

    ଓମ୍ ଭାଇ ଗୀତ ବହୁତ ହୃଦୟ ଛୁଇଁଲା,ହେଲେ ଏମିତି କାହିଁକି ଲୋକମାନେ ଏତେ ଜଲଦି ବଦଳି ଯାଆନ୍ତି...

  • @sumantasahu143s
    @sumantasahu143s ปีที่แล้ว +5

    ସମୟ ଆସିଲେ ପ୍ରେମ ର ଦିଗ ଭାଗି ଯାଏ♥️♥️
    ଏହାକୁ ପ୍ରେମ କୁହାଯାଏ 💔💔💔💔

  • @Chuklu007
    @Chuklu007 ปีที่แล้ว +1

    "ଜୟ ଜଗନ୍ନାଥ"
    One & Only Odia Sad Song Actor Specialist ଓମ ଭାଇ💕💕
    ଓମ୍ ଭାଇ ବହୁତ ବହୁତ ଭଲ ପାଇବା ମୋ ହୃଦୟରୁ ଏବଂ ମୋର ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ କେବଳ ଏତିକି ପ୍ରାର୍ଥନା ଯେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ତମ ଚଲାପଥ ସର୍ବଦା ସୁଗମ ହେଉ।
    ❤❤❤

  • @Kumar_dipu7
    @Kumar_dipu7 ปีที่แล้ว +23

    କିଛି ସ୍ବପ୍ନ ସତରେ ସବୁବେଳେ ଅଧା ରହିଯାଏ 💔💔💔💔💔

  • @dsoumyaranjan
    @dsoumyaranjan ปีที่แล้ว +20

    ଗୀତ ଶୁଣିକି ମୋର କିଛି ମନେ ପଡୁଛି କିନ୍ତୁ ଜାଣି ନାହିଁ ସେଇଟା କଣ ଖାଲି ଏତିକି କହିବି ଆଖିରୁ ଲୁହ ଝରି ଗଲା 😭

    • @Manoranjansubhasmita
      @Manoranjansubhasmita ปีที่แล้ว

      Mu gote katha kahib aamaku jaumane chadijaichanti semananku chadibar nahi ladiba darkar mu t kahibi saraduniarebi khojibe

    • @Manoranjansubhasmita
      @Manoranjansubhasmita ปีที่แล้ว

      Sara duniya samnaku aanibi

  • @BabluMahto_N
    @BabluMahto_N ปีที่แล้ว +3

    Om bhai jab bhi aate ho rula jate ho yr .....Love from west singhbhum... Jharkhand❤

  • @c.pcreation6719
    @c.pcreation6719 ปีที่แล้ว +14

    Omm ଭାଇ ର acting ପୁରା natural👌👌

  • @papunpatra3304
    @papunpatra3304 ปีที่แล้ว +14

    ଗରିବ ବୋଲି କ'ଣ ଏସି ଫ୍ରିଜ୍ ଛାତ ଘର ଥିଲେ ଯାଇ ରହିହେବ ନହେଲେ ନାଇଁ ଏମିତି ଭାବିବା ଭୁଲ୍ ଛି ଛି 💔

  • @AjayaHimirika-y7z
    @AjayaHimirika-y7z ปีที่แล้ว

    ନିଜ Girl friend ର ଯାହା ଇଚ୍ଛା ତାହା ପୂର୍ଣ୍ଣ କରିବାପାଇଁ ମୋର ପୁରା ଇଚ୍ଛା.. Thanks.. Nice video omm bhai Thank you so much ..... 🙏🙏🙏🙏

  • @sukadevmaharana8600
    @sukadevmaharana8600 ปีที่แล้ว +3

    ମୋର ଗୋଟେ ଛୁଟ ଅନୁରୋଧ ଟେ,ସବୁ ଝିଅ ଙ୍କୁ କହୁଚି"ପ୍ରେମ କରୁଚ ତୋ ବାପା ମା ଙ୍କୁ ପଚାରିକି କର, ନହେଲେ ପଛରେ କହିବନି ଯେ ବାପା ମା ରାଜି ହେଲେନି ବୋଲି"ନହେଲେ ଜୀବନ ରୁ ମାରିଦେବୀ

  • @AnilNaik-cm4yl
    @AnilNaik-cm4yl 5 หลายเดือนก่อน

    ❤ମନ ହାଲ୍କା ହୋଇଗଲା ଏବଂ ଆଖିରେ ବହୁତ ଲୁହ ଭରିଗଲା 😂❤ ଓମ୍ ଭାଇ ସୁପର୍ ଓ ସୁନ୍ଦର ଯୋଡ଼ି ❤❤❤

  • @sncreation1864
    @sncreation1864 ปีที่แล้ว +17

    Really Heart Touching ❤

  • @mamamalik9584
    @mamamalik9584 ปีที่แล้ว +1

    Emotional song 😍😍😍heart touching story 😍😍😍sata re prema re emiti kahiki hue 😍😍love kale thiki kichhi darakara hauni but baha heba pai money kn pai khajuchhanti sabu 😍😍😍😘please pua mananka saha emiti karantuni please🙏🙏🙏🙏

  • @debashissahoo369
    @debashissahoo369 ปีที่แล้ว +37

    ସତରେ ଭାଇ ଆଜିକାଲି ଏଇ ଦୁନିଆରେ ପ୍ରପ୍ରେମରକିଣା ବିକା ଚାଲିଛି । ଯାହା ପାଖରେ ପଇସା, ଗାଡି, ବଙ୍ଗଳା ଅଛି ସେମାନେ ହିଁ ପ୍ରେମ କୁ କିଣିପାରିବେ। ନହେଲେ ପ୍ରେମର କୌଣସି ମୂଲ୍ୟ ନାହିଁ।

  • @lifestory4269
    @lifestory4269 ปีที่แล้ว +1

    ଭାଇ, କେତେ ସ୍ମୁଥ୍ heart-Attack କରିଦେଲ.
    ମସ୍ତ ଲାଗିଲା 👌👌👌

  • @sarojswain7688
    @sarojswain7688 ปีที่แล้ว +6

    ମୋ ଜୀବନ ଠାରୁ ଅଧିକ ଜଣେ ନିଜର ଥିଲା କିନ୍ତୁ ତା ଷ୍ଟାଟସ୍ ସାମ୍ନା ରେ ମୋର ପ୍ରେମ ଛାତିତଳେ ଦବିଗଲା😭😭😭😭😭

  • @jayeeramsahoo5805
    @jayeeramsahoo5805 ปีที่แล้ว +2

    ଯଦି ସବୁ ପୁଅମାନେ ଏମିତି ସଫଳ ହେଇପାରନ୍ତେ ତେବେ ଏମିତି ଧୋକାବାଜ୍ ଝିଅ ମାନେ ........😢😢😢ମରାନ୍ତେ

  • @srcreation8565
    @srcreation8565 ปีที่แล้ว +8

    Wow Seriously heart touching video 😭😭😭

  • @sisirmohan7517
    @sisirmohan7517 ปีที่แล้ว

    ଭଲ ପାଇବା କେବଳ ଗୋଟେ ଆକର୍ଷଣ ହିଁ ଭାଇ ମାନେ।ଯଦି ତମ ପାଖରେ ପଇସା ନାହିଁ ଭଲ ଘର ନାହିଁ ସେଇଠି ଯେତେ ଭଲ ପାଇବା ଥିଲେ ବି ଟିକେ ଖଟା ଲାଗେ।ଆଗ ନିଜେ ଇନକମ କରିବା ଶିଖ

  • @maheshdash624
    @maheshdash624 9 วันที่ผ่านมา

    ଆଜି କାଲି ଭଲ ପାଇବା ସବୁ ସ୍ୱର୍ଥା ପର ❤❤

  • @tanmayrana3040
    @tanmayrana3040 ปีที่แล้ว +4

    ହୃଦୟ କୁ ଛୁଇଁ ଗଲା

  • @subashmuni1424
    @subashmuni1424 2 หลายเดือนก่อน +1

    Very nice Creation and Heart ❤ touching Song .😢😢😢

  • @crushmusical
    @crushmusical ปีที่แล้ว +26

    Beautiful concept ❤️

  • @assahu4977
    @assahu4977 ปีที่แล้ว +2

    Se toh nijar hela nhi kintu ta wish tha fulfill kari video re twist asigala ,,,, bahut bhala lagi la❤

  • @pollardyadav2958
    @pollardyadav2958 ปีที่แล้ว +12

    Out standing song ❤

  • @geetanjali5611
    @geetanjali5611 ปีที่แล้ว +2

    Au year phone delani vai😮❤😊

  • @jayantakumar6032
    @jayantakumar6032 ปีที่แล้ว +6

    Out standing story hats off to all team😮😮😮😮

  • @ranjanpradhan9179
    @ranjanpradhan9179 ปีที่แล้ว

    ବହୁତ ସୁନ୍ଦର ଲେଖା ଏବଂ ଭଲ ଉଦାହରଣ ଝିଅ ପୁଅର ଜୀବନ କୁ ବଦଳାଇ ଦେଲା ଏହି ଝିଅ କୁ ବହୁତ ବହୁତ ଧନ୍ୟବାଦ୍

  • @ManojMaharana1
    @ManojMaharana1 ปีที่แล้ว +3

    OMM bhai sad song ra Raja 😍🔥

  • @bhimamarndi9533
    @bhimamarndi9533 ปีที่แล้ว

    Bhai bohut bodhia hoichi go,,,tumo video dekhile mo akhiru kuho hi jhori asuchi,,,i really love you omm bhai😘😘🥰🥰☺️☺️

  • @subashball6299
    @subashball6299 ปีที่แล้ว +3

    ❤ଭାଇ କୁ ହୃଦୟରୁ ଭଲପାଏ ❤😂😂😂😂😂😂😂😂

  • @shrimantapatra-k2e
    @shrimantapatra-k2e หลายเดือนก่อน

    ଓଡ଼ିଆ ଗୀତ ବହୁତ ସୁନ୍ଦର ହୋଇଛି ଓ ସମସ୍ତ ଟିମ୍ ମାନଙ୍କୁ ବହୁତ ବହୁତ ଧନ୍ୟଵାଦ ଦେବା ପାଇଁ ଚାହୁଁଛି 👍 ଆଜି କାଲି ଝିଅମାନଙ୍କୁ ଟଙ୍କା ଦରକାର ପୁଅ ଦରକାର ନାହିଁ💔🥹😭💯

  • @bineshbadamali7837
    @bineshbadamali7837 ปีที่แล้ว +11

    You just killed it bro 😂 Omm bhai you are my favourite album hero bhai heart' attack karideba,❤😭😭😭😭

  • @JangluGond-xc7yk
    @JangluGond-xc7yk ปีที่แล้ว +1

    💞💕💕💕 super dear bro.. bhohut Dard houchhi...💞💕💞💕

  • @CknCreative
    @CknCreative ปีที่แล้ว +8

    Heart touching 👌👌👌

  • @NarottamPradhani
    @NarottamPradhani 10 หลายเดือนก่อน

    ଭଲ ପାଇବା କମିଯାଉଛି କୀ ମୋଁ ପ୍ରେମ କୁ ❤❤❤❤❤❤❤

  • @kanha8052
    @kanha8052 ปีที่แล้ว +5

    Humane bhia ku TQ so beautiful heart touching song 💔💔💔💔💔💔

  • @niharkuldeep4297
    @niharkuldeep4297 ปีที่แล้ว +2

    Bahut sundar hoichi gita 👌👌👌👌

  • @luchansahu7727
    @luchansahu7727 ปีที่แล้ว +5

    Wow what a moment! It's real

  • @somnathbehera1143
    @somnathbehera1143 ปีที่แล้ว

    ପ୍ରେମ କରିବା ଭଲ---------ପସନ୍ଦ କରିବା ଭୁଲ୍
    କୋଉଟା ଠିକ ଆପଣମାନଙ୍କୁ ଲାଗେ😢

  • @ranjitbarik3898
    @ranjitbarik3898 ปีที่แล้ว +3

    Nice vedio mote bohut vol lagila so beautiful 👌👌👌👌👌

  • @AlekhKumar-cn4ve
    @AlekhKumar-cn4ve 2 หลายเดือนก่อน +1

    Very nice ❤❤❤

  • @skonline6805
    @skonline6805 ปีที่แล้ว +12

    Excellent Concept Congratulations all Team Member OR VERY BEAUTIFUL SONG 😍😍❤️❤️❤️

  • @SamitPatanak
    @SamitPatanak 2 หลายเดือนก่อน

    ଆପଣ ଙ୍କ ପୁରା ଟିମ୍ ବହୁତ ଶୁଭେଚ୍ଛା

  • @tapasentertainment9135
    @tapasentertainment9135 ปีที่แล้ว +4

    Thanks to Entire Team for beautiful story and Music. Well Done.

  • @indiarocks3982
    @indiarocks3982 ปีที่แล้ว

    ଯେମିତି ପ୍ରେମ ଶବ୍ଦ ନିଆରା ସେମିତି ପ୍ରେମ ର ଅର୍ଥ ବି ନିଆରା । ଯେ ବି ପ୍ରେମ କରିଛି ସେ ତାର ଅନୁଭୂତି ବି ପାଇଛି ସେଇଟ। ସୁଖ ହଉ କି ଦୁଃଖ ।

  • @akashmallik9838
    @akashmallik9838 ปีที่แล้ว +9

    ସତରେ ଅଜବ ଏ ଭଲ ପାଇବା ଝିଅ ମାନେ ଅଭାବ ହେଲେ ଛାଡି ଦେଇ ପଳାଇବେ

    • @sibaninayak9704
      @sibaninayak9704 ปีที่แล้ว

      Nai kia khila aeta micha kichi jhia achnti jhaku money nuhe only love darkar

    • @damadeep2826
      @damadeep2826 ปีที่แล้ว

      Sabu jhia saman nuhanti

  • @narottamprusty8710
    @narottamprusty8710 ปีที่แล้ว +2

    Background music 🎵 muskil hai jina tere Bina muskil hai jina odia film babusan nka song ra 😂❤❤❤but super heichi 🥰

  • @manashranjan-gt4vb
    @manashranjan-gt4vb ปีที่แล้ว +12

    Wow good concept❤❤❤

  • @bhiku5552
    @bhiku5552 ปีที่แล้ว

    Bhai gita ta emiti fill hela he...dil hill geya...super se uper song❤

  • @nibaspanda1902
    @nibaspanda1902 ปีที่แล้ว +3

    really heart touching concept 😭😭

  • @rakeshsutar1215
    @rakeshsutar1215 ปีที่แล้ว

    Khatarnak story...re Mo Bhi
    Emiti jaha life re haba ....sie baia heiki buliba.......

  • @satyanandamohanty-hl4gs
    @satyanandamohanty-hl4gs ปีที่แล้ว +16

    Thanks to the entire participating team,

  • @bikashpattnayak1031
    @bikashpattnayak1031 6 หลายเดือนก่อน

    ଏ ଦୁନିଆ ରେ ସମସ୍ତେ ସୂର୍ଥାପର

  • @SantoshKumar-sn3yo
    @SantoshKumar-sn3yo ปีที่แล้ว +3

    Omm ଭାଇଙ୍କ ସବୁ ଭିଡିଓ ମସ୍ତ

  • @Sibabrat_Jena
    @Sibabrat_Jena ปีที่แล้ว +2

    What a Concept!!! Bhai bahut vala lagila

  • @---DK---4942
    @---DK---4942 ปีที่แล้ว +4

    Heart touching love stories....💓💔

  • @Mr.adi_052
    @Mr.adi_052 ปีที่แล้ว

    ସତରେ ଓମ୍ ଭାଈ ଙ୍କ accting N, 01, song 😢😢😢😊😊

  • @haladharaGopalgotra-hp1uw
    @haladharaGopalgotra-hp1uw ปีที่แล้ว +7

    Background music 🎵🎶 is supper 👌👌👌and Humane Sagar voice always supper se uppar

  • @cdasdas8681
    @cdasdas8681 ปีที่แล้ว

    Vai sabu wish purana kala au gote rahigala so love u........mst video

  • @happyray4693
    @happyray4693 ปีที่แล้ว +7

    Very nice lyrics N very nice music .N fabulous acting onm❤❤❤

  • @AmitKumar-yh2ic
    @AmitKumar-yh2ic ปีที่แล้ว +1

    Pura heart tu chat Kari dela 💔💔💔♥️♥️♥️

  • @butufc3875
    @butufc3875 ปีที่แล้ว +4

    Heart touching song omm bhai😢😢😢.broken my Heart ❤️💔💔💔

  • @kamalsa7985
    @kamalsa7985 6 หลายเดือนก่อน

    Bahut bhala laguchi song ❤

  • @anandasahoo7196
    @anandasahoo7196 ปีที่แล้ว +3

    ସମୟ ସାଙ୍ଗ ରେ ଯଦି ନିଜ କୁ ପରି ବ୍ରତନ ନ କରିବ୍ ତାହା ହେଲେ ତମ ପ୍ରେମିକା ତ ମକୁ ଛାଡି ଚାଲି ଯିବ

  • @akashplumbingkolkata6540
    @akashplumbingkolkata6540 ปีที่แล้ว

    Bhai tume Bhala motivation video emiti sabubele aniba love you ❤️❤️❤️❤️❤️❤️

  • @ludragaenta1057
    @ludragaenta1057 ปีที่แล้ว

    Sabu lokar lifera bhlopayeba na thya❤❤❤❤❤

  • @nareshbardhan8200
    @nareshbardhan8200 ปีที่แล้ว +5

    Very very 😢 heart touching 💗 video bhai😢

  • @MANASISAHOOmaanu
    @MANASISAHOOmaanu ปีที่แล้ว +1

    Omm🌹mo dear dhana sampati sukha ru mana au bhala paiba sukha kete je bada aita kehibi bujhi paranti nahi😢😢

  • @Baishali_pradhan.
    @Baishali_pradhan. ปีที่แล้ว +5

    So very heart touching video❤😍❤️

  • @_Life_is_Simple_R
    @_Life_is_Simple_R ปีที่แล้ว +1

    Heart touching thila.part 2 re jhia ku sabak dela vali kichhi au jhia ra bapaku b..semiti nei asantu vdo🙏

  • @ABHAYA098
    @ABHAYA098 ปีที่แล้ว +1

    ଦୁନିଆର ସବୁ ଝିଅ ମାନେ ଏକାପରି ।ପ୍ରେମ କରିବା ସମୟରେ ସବୁ ଠିକ୍ ଆଉ ବାହା ହେଲା ବେଳେ ପୁଅର ଅକାତ ଦେଖନ୍ତି ତାହା ପ୍ରେମ କରିବା ପୂର୍ବୁରୁ ଦେଖ।

  • @MUNABHAICREATION143
    @MUNABHAICREATION143 ปีที่แล้ว +7

    ଭାଇ ଆଜି କାଲି ଝିଅ ମାନେ ଏମିତି । ଗୋଟେ ଝିଅ ମୋ ସହ 8 years ହବ relationship ରେ ଅଛି କିନ୍ତୁ ଆଜି କହୁଚି ମୋ ବାପା ମା ରାଜି ହେବେନି ବାହାଘର ପାଇଁ ତମେ ମତେ ଭୁଲି ଯାଅ ।😭😭😭😭

  • @esrider8520
    @esrider8520 ปีที่แล้ว +1

    Ek number story🥰

  • @AMULYAKUMARMALLICK-hw5rx
    @AMULYAKUMARMALLICK-hw5rx ปีที่แล้ว +6

    ଆଜି କାଲି ଝିଅ ମାନଙ୍କ ପାଇଁ ପ୍ରେମ ହଉଚି ଖେଳନା

    • @AmitSahu-uf1hf
      @AmitSahu-uf1hf 7 หลายเดือนก่อน +1

      Sata katha bhai

  • @KhelaRamHembram-wq6yc
    @KhelaRamHembram-wq6yc 7 หลายเดือนก่อน

    Paisa nahi ta bholo paiba bi nahi❤❤❤❤

  • @anilcreations9275
    @anilcreations9275 ปีที่แล้ว +8

    Really speechless concept 🙏🙏👌👌👏👏👏👏

  • @santoshpanda2755
    @santoshpanda2755 7 หลายเดือนก่อน

    ଆମ ଓଡ଼ିଆ ଗୀତ ମତେ ଭଲ ଲାଗିଲା ନାହିଁ ସବୁ ପୁଅମାନଙ୍କୁ ଜୀବନ ନେଇ ପରିପ୍ରକାଶ ହେଉଛି ଏହାକୁ ନେଇ କିଛି ପରିବର୍ତ୍ତନ ଆସବା ଦରକାର ଏହାକୁ ଦେଖି ଝିଅ ମାନଙ୍କ ଖରାପ ଲାଗିଲାନି

  • @edtech7535
    @edtech7535 ปีที่แล้ว +17

    Nice Concept....👍
    Eagerly Waiting.... For Part-2 ...❣

  • @Laxman-q5d
    @Laxman-q5d ปีที่แล้ว

    Omm bhai headphone ta miss heigala kebe daba 3ta wish puran kara bhai😂