Hn bhai ଏଟା satare ..mu ଜଣଙ୍କୁ 5 year bhala paili ta pain aau ta family pain sabu kichi kali hele se sabu bhuli gala ,,,,....😢😢😢😢 mate apman dei durei gala ...ta pain pade katha_/_tu jouthi vi rahuchù raha jaha sangare bi rahuch raha kintu gote katha mana rakhithibu mo saha jaha tu Anya karichi mate jete dukha kasta deichi tate bhagawan setiki lasta auu setiki dukha diantu dhoke baj ,,,,,,,😢😢😢.....mo otharu Jemiti hasa chadei neichu mate ଯେମିତି barbad karichu aau to nua partner saha khusi re achu ....Hele mo hasa khusi chadei nei kn labha pailu 😭😭
My favourite omm bhai tankara sabu song mate bahut bhala lage au kahaku bhala lage like karo emiti jhia nku chapal darkar Swami bada hou ki Chhota se Swami na❤
😢 This vedio is going to my heart ❤️ because i shall want to be IAS officer and i prepare for that. And i wish that i shall stay with my lifeline every day and every moment because he is a god for me. ❤ And I love him very much like as my life. I love you jaan ❤
We know the true nature of girls. It's an evolutionary rule that female in every species always look for male who can provide more resources to her and her child than her. It's the same. When a girl gets higher position than her partner;;her love gradually decline..but shifted to another man having same or higher position than her. So u better shut up and don't try to show that u have a strong good characters . And btw ..for girls.. leaving male partner after getting higher rank position is an biological instinct,,not about character U can't suppress ur biological instinct.,,when u turned into a ias. So better. So better say to him ..to prepare that exam for which u won't leave if he crack too
Omm bhai Bobby Bhai nka bhali Superhit album dauchanti...Khas Kariki bhai nka pain emiti sad heart touching song banantu bahut bhala acting karichanti bhai ✨✨✨💫😇Ur big fan Shakti from Bhubaneswar ❤️ love You OMM bhai
Really 😢😢 I am feeling so sad after watching this video. Really in this selfish world, No one is yours except your parents. Only fake promises, fake hopes. If you understand this fact within right time , then you will be happy forever.
Omm bhai is my favorite sad album star se achhanti mane e song pura superhit no doubt
❤
Make this song part 2 with same actor and actress beacuase this is a wonderful story
Bahut sunder video.. best screening place camera all things
Thank you ❤
A video ta jiye banei chii siye gote kukur
Part 2 ଦେଖିବା ପାଇଁ କିଏ କିଏ ଇଛୁକ please like 🎉
Me❤❤❤
Ma
Part2 jaldi bahar kara
Mu
Part 2 re ea collecter haba
ମଣିଷ ଚିନ୍ନିବା କୁ ହେଲେ ଯିବନରେ ଥରେ ପ୍ରେମ କରିବା ନିହାତି ଜରୁରୀ ମୋ ଭାଇ❤❤💔💔✅💯
Right
Absolutely right 😢😢
@@SomyasmitaSuman i hate love
Right
@@suchismitajena1575 😭
ଓଃ, ଓମ୍ ଭାଇ!❤❤
ଓମ୍ ଭାଇର song and acting ପୁରା ସମାଜର ନିଚ୍ଛକ ପ୍ରତିଛବି, ଯାହାକି ହୃଦୟକୁ ସ୍ପର୍ଶ କରିଥାଏ ।
ଜୀବନରେ କିଛି କର ମନା ନାହିଁ କିନ୍ତୁ ତମକୁ ଯେଉଁ ଲୋକ ଆଗକୁ ନେଇକି ଯାଇଛି ତାକୁ ଜୀବନରେ ସାଙ୍ଗ ହୋଉ ବା ଯୋଉ ଲୋକ ବି ହୋଉ ତାକୁ କେବେବି ଭୁଲ ନାହିଁ ତା ନହଲେ ଭଗବାନ କେବେବି କ୍ଷମା କରିବେନାହିଁ....
Yes jaha pain agaku jiba taku kemiti bhuli jauchi jane
Hn😢
Right vai
Right bro
Yes Right bro❤
ଜଣେ ମଣିଷ ବଡ଼ ହେଇଗଲା ପରେ ସାନ ଲୋକକୁ ଚିହ୍ନି ପାରିବନି 🙏🙏🙏ଭିଡିଓ ସୁନ୍ଦର ହେଇଛି ସାର୍💚💚💚
Bro what's the of tge language?
OMG bhai pura bobal super hit..But Part 2 ଟା Best ହବା ଦରକାର. ଭାଇ👍
ପ୍ରେମ ସମ୍ପର୍କ ବି ଏକ ଗଜବ ପ୍ରକାର ଶବ୍ଦ , ବିଶ୍ୱାସ ନ ଥିଲେ ଆରମ୍ଭ ହୁଏନି, ଧୋକା ନ ଖାଇଲେ ଶେଷ ହୁଏନି,😢
True line
😂
💯
Right brother 👍👍👍
❤❤❤
ପ୍ରେମ କେବେ ମରେ ନା ଏଟା ତ ସତ ହେଲେ ଯୋଉ ପ୍ରେମ ବଞ୍ଚିବାକୁ ଦିଏ ନା ସେ ପ୍ରେମ ଥାଇ କି ଲାଭ କଣ 😔 ନିଜର କାମ ପାଇଁ କାହା ରି ସାଥୀରେ ମିଛ ଭଲ ପାଇବାର ବନ୍ଧନ ରେ ତମେ ବନ୍ଧନୀ ଛାଡି ଗଲାପରେ ସେ ବଞ୍ଚିଥାଉ ଥାଉ ମରିଯିବ....😭😔😭
Right 👍
Love Kariba nihati darkar ki life re love na hele banchi hbani ki😅
କାଦୁଅ ରେ ଗୋଡ଼ ପକେଇବି କଣ ପାଇଁ ଧଇବି କଣ ପାଇଁ
Right 👍👍👍
Love koriba v darkar ... Ki life re kebe love no koriba pai.... 💔💔💔
ଏହି ଗୀତ ଶୁଣି ମୋ ଭଲ ପାଇବା କଥା ମନେ ପଡ଼ିଗଲା 😢😢😢😢
Same re bhai ....mo saha bi same emiti heichi ....last ku mu bi kahili aau darkar nahi 😅
ଏମିତି ଗୋଟେ ନିଆରା ଷ୍ଟୋରୀ,,,ଦେଖିଲେ ବହୁତ୍ ଭଲ ଲାଗୁଚି🎉🎉🎉 congratulations all team member
ଏ ଗୋଟେ ନିଆରା ଷ୍ଟୋରୀ ନୁହରେ ରେ ଏ ଷ୍ଟୋରୀ ଏ ମଣିଷ ସମାଜ ରେ ହଉଚି ବୋଲି ସେମାନେ ତାକୁ ତମୁକୂ ଦେଖାଉଛନ୍ତି ହେଲେ ତମେ ଜାଣିପାରୁନ..ଭାଇ ଟିକେ ଭାବିବ ଶତ ନାଁ ମିଛ
@@babanaparameswore5576 actually ସେଇଟା ମତେ ବି ଜଣା ହେଲେ ବି କାହାକୁ ଭଲ କହିବା ଟା ଭଲ
Up r news sunitiba😅
ଏ ସତ୍ ଘଟଣା ଅନ୍ୟ ରାଜ୍ୟରେ ଘଟି ଥିଲା ଏହାକୁ ଗୀତ ରେ ଅଭିନୟ କରାଯାଇଛି, ବହୁତ୍ ଭଲ ହୋଇଛି ❤
ଏୟା UP ରେ ହେଇ ଥିଲା ଘଟଣା ଭାଇ ips କରି ଥିଲା ତା ବରା ନିଜ ମାଇପକୁ
😊l😅@@RAJINDRATMVLOG
Bhai up re heithila
Jyoti mourya ରେନ୍ଡି ର ଷ୍ଟୋରୀ
Sad song re omm bhai pari kehi acting kariparibeni
Well done omm bhai
ହେ ପ୍ରଭୁ ତୁମର ଏ ବିଶ୍ୱ ସଂସାରକୁ ଏହି ବିଚିତ୍ରମୟ ଅଧୋଗତିରୁ ରକ୍ଷା କର🙏😭🙏... ମୁଁ ମୋ ଜୀବନରେ ଚାକିରୀ କରେ କିମ୍ବା ନ କରେ ତାହା ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ, ମୋ ମୁଣ୍ଡ ଉପରେ ମୋ ସ୍ୱାମୀଙ୍କ ହାତ ସଦା ସର୍ବଦା ରହିଛି ଆଉ ରହିଥିବ ଏହା ହିଁ ମୋ ଜୀବନର ଗୁରୁତ୍ୱ ରଖେ 🙏🙏🙏.... ମୋ ବାପା ମାଆ ଭାଇ ଭଉଣୀଙ୍କ ଭଳି ସେ ବି ଜଣେ ମୋର ଈଶ୍ୱର 🙏🙏🙏... ମୋ ଜୀବନ ସେ ଈଶ୍ୱରଙ୍କ ପାଖରେ ଦୀପ ହେଇ ଜଳି ଜଳି ନିଃଶେଷ ହେଇଯାଉ... ସେତିକିରେ ମୋର ଆତ୍ମା ଶାନ୍ତି ହେଇଯିବ 🙏🙏🙏🙏🙏ଜୟ ଜଗନ୍ନାଥ 🙏🙏🙏
ବହୁତୀ ବଢିଆ ଭଉଣୀ ତୁମର ମଙ୍ଗଳ ହେଉ 🙏
I love u
ଭଉଣୀ ବୋହୁତ ଭଲ କଥା ଟେ କହିଲ,,, କିନ୍ତୁ ସବୁ ଝିଅ ସମାନ ନୁହଁନ୍ତି
ସେଇଟା ସମୟ ଆସିଲେ ଜଣା ପଡ଼ିବ।।।😊।।।। ଅଧିକାଂଶ ଝିଅ ତ ନିଜ ସ୍ବାମୀ କିମ୍ବା ପ୍ରେମିକ କୁ ଧୋକା ଦିଅନ୍ତି।। ସେଇଟା ଆପଣଙ୍କ ଇଚ୍ଛା ଉପରେ ନିର୍ଭର କରେ
🎉
ଏଇ ଷ୍ଟୋରୀ ଟା କିଛି ଦିନ ଆଗରେ real life ରେ କାହାର ଗୋଟେ ହେଇ ଥିଲା news ଦେଖିଥିଲି
ମୁଁ ବି ଦେଖିଥିଲି
Right
Super
Eta real haba ta swabhabik
Same to same my love story
ଗୋଟିଏ ମଣିଷ ବଡ ହେଲା ପରେ କେବେ ଛୁଟ୍ଟ ମଣିଷ କୁ କେବେ ଚିନେନି ବରଂ ନିଜେ ଉପରେ ନିଜେ ସେ ଇଗ୍ନୋର୍ କରିଥାଏ କିନ୍ତୁ ଗୋଟେ ମଣିଷ ର ମନ କଥା ଭୂଜିନଥାଏ
Omm ଭାଇଙ୍କ ଅଭିନୟ ବହୁତ ସୁନ୍ଦର ହୋଇଚି ❤❤❤❤❤❤
ଏ ସବୁ ଗୋଟେ ଗୋଟେ ବେଶ୍ୟା ଛଡା ଆଉ କିଛି ନୁହେଁ 🙏🙏
Right katha
❤
Story lekhithibaa weighter nku Mora bahut bahut dhanyavaad pura real story 👏acting b pura natural best of your team❤
Ye story upare gote movi hau Bhai bahut badhiaa hebaa total family & same hero heroin nku nei movi heba ❤
ଜୀବନରେ କେବେ ନିଜ ସ୍ତ୍ରୀ କୁ ନିଜଠୁ ଉପରକୁ ଯିବାକୁ ଦେବନାହିଁ ପାରିବ ଯଦି ନିଜେ ରୁଜାଗର କରି ଘର ଚଲାଇବା ଭଲ । ଏଇ ଭିଡ଼ିଓ ଦେଖି ମତେ ଆଉ ବାହା ହେବାକୁ ଇଛା ହଉନି 😢😢😢😢😢। ଯାହାବି ହଉ କିନ୍ତୁ ନିଜେ ନିଜ ସ୍ତ୍ରୀ ଠୁ ଆଗରେ ରହିବା ଦରକାର । ଆଜିକାଲି ଅଧିକ ଏମିତି ହଁ ହୁଅନ୍ତି ମୁଣ୍ଡକୁ ହାତ ପାଇଲା ପରେ କି ସ୍ୱାମୀ ଆଉ କି ପ୍ରେମିକ ।।।।
ହ୍ୟୁମାନ ସାର୍ ଗାଇଛନ୍ତି ମାନେ ,,,,ଗୀତ ପୁରା ହିଟ୍ ❤
Story vl boli vl laguchi😊
ପୁରା ଜବରଦସ୍ତ ଏକ୍ଟିଙ୍ଗ ଭାଇ ସୁପର ❤
ଏ ପ୍ରେମ କାହାକୁ ଗିରଫ କରୁଚି ତ କାହାର ମରଣ ମାଗୁଚି ଆଉ ଫୁଣି କାହାକୁ ଜଳାଉଚି ଯିଏ ପାଇଚି ସିଏ ବି ଜଳୁଚି ☝️
Right
ଯିଏ ମାନେ ପ୍ରେମରେ ଧୋକା ଖାଇଛନ୍ତି ସେମାନେ ଏଠି ଲାଇକ କରନ୍ତୁ।
Kichhi labha nahi 😔
@@jigarvlogs122 ପ୍ରେମ କଲେ କଣ ଲାଭ ହୁଏ କି ? ସବୁ କ୍ଷତି ହେଇ ଯାଏ ।
👍
Bedhei ku au bharasa nahi
Mu khaini , kahi parilini😅😅😅😅
ଆଜି କାଲି ଦୁନିଆ ରେ ସବୁଠୁ ବଡ଼ ହେଉଛି ଟଙ୍କା, ଟଙ୍କା କାହାର ସବୁ କିଛି ତାର❤❤❤,,,
The Biggest lesson I have learned - ସ୍ତ୍ରୀ କୁ କେବେ ବି କୋଉ ପର ପୁରୁଷ ସଂସ୍ପର୍ଷ ରେ ଆସିବା ପାଇଁ ଦେବନି, କୋଉ ସାଙ୍ଗ ହେଉ ବା ଯାହା ବି ହେଉ , ମଣିଷ Biologically ସେମିତି ତିଆରି ହିଁ ହେଇଛି , ସବୁବେଳେ Better ମିଳିଲେ Attract ହୁଏ , ମୁଁ ବାହା ହେବା ଆଗରୁ ପ୍ରଥମେ Condition କରିବି - ତତେ ଯାହା ବି କରିବାକୁ ମନା କରିବି ତୁ କରିବୁନି ଯଦି ରାଜି ତାହାଲେ ହଁ ନହେଲେ ମା ତୋ ବାଟ ରେ ଜା....
ମୋ ହିସାବରେ ଯୋଉ ପୁଅ ଆଉ ଯୋଉ ଝିଅ ଏମିତି ଧୋକା ବାଜା ବେଇମାନ କାମ କରିବ ତାକୁ କଠିନ ରୁ କଠିନ ଶାସ୍ତି ଦେବା ଉଚିତ
Ha
Kiye daba kuhantu ...ama ain kanun re semti kichi law nahi
Obviously
ତମେ b ଦେବ ଧୋକା😂wt କର
@@Jeebanpradhan459 no bro emiti nicha chinta dhara bhala nuha
ପୁଅ ମାନେ ସଫଳ 😢ହେଲା ପରେ।।ତାଙ୍କ ଜୀବନରେ ଯେଉଁମାନେ ସଫଳତାର ହାତ ବଢ଼େଇ ଥାନ୍ତା ତାଙ୍କୁ ଭୁଲନ୍ତି ନାହଁ 😢😢 ହେଲେ ଝିଅମାନଙ୍କର ସେ ଗୁଣ ନାହିଁ।। ବହୁତ ସୁନ୍ଦର ହେଇଛେ ❤️
bro what's the name of this language?
Odia
Sethi pahi jhio manku mu geibi geibi o sadi debi
Please tell me the name of the movie bro
ସବୁ ଝିଅ ମାନଙ୍କୁ ତ କହୁନି କିନ୍ତୁ କିଛି ଝିଅ ଟଙ୍କା ପାଇଁ ବଦଳି ଯାନ୍ତି 🙏କିନ୍ତୁ ଭଗବାନ ଅଛନ୍ତି ତମ କର୍ମ ର ଫଳ ତମକୁ ନିଶ୍ଚୟ ମିଳିବ 🙏ଭଗବାନ ବି ତାଙ୍କ କର୍ମ ର ଫଳ ଭୋଗିଛନ୍ତି 🙏ଜୟ ଶ୍ରୀ ରାମ 🙏
Jay shree Ram
Right mote dekhiki Kanda lagila mu kintu ate selfish heiparibini 😢😢😭😭😭 please bhagaban mote mo love milijau 😢🙏🙏🥺
Om ତୁମେ ଥିଲେତ ଭିଡିଓ ଟା super duper ହେବ ଏଥିରେ କଣସି ସନ୍ଦେହ ନାହିଁ
ଏ ଭଳି ସ୍ତ୍ରୀ କିମ୍ବା ପ୍ରେମିକାକୁ ଚପଲ ହାର ଦେବା ଦରକାର
Part 2 ଶୀଘ୍ର କରନ୍ତୁ ଭାଇ, ଶେଷରେ ହିରୋ ହିରୋଇନ୍ ଏକାଠି ହେଲେନି, ସେହି ହିସାବରେ କାହାଣୀଟି କର Part 2 ରେ ଯେମିତି କି ହିରୋଇନ୍ ଲାଷ୍ଟ ରେ ଟିକେ କଲ୍ ବଲ୍ ହେଇ ମରୁ ମୋ ହିସାବରେ ଏମିତି କିଛି କାହାଣୀ କର In Next Part ❤
Wow nice se mari jau 😡😡😡
Heroin ro okath dhekaihi baro achi bhai
ଏମିତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଭଲ ଉଦୀୟମାନ ନିର୍ଦ୍ଦେଶକ ବାହାରିବା ଦରକାର।
ଏହି ଗୀତ video ର ଆଉ ଗୋଟିଏ କଥା Part 2 ଯଦି ନ କର ତେବେ ବେକ୍କାର part 2 ବ୍ବନାନ୍ନ୍ତୁ ସାର୍/ଡାଇରେକ୍ଟର ରଞ୍ଜନ ସାର୍😂😂😂❤❤❤
plz support this video. I am ready to make 2 nd part very soon.
ସତ ଭାଇ ମୋ ସହ ଏମିତି ହେଇଚି ।
ହେଲେ ସେ କଲେକ୍ଟର ନୁହଁ ଏମିତି ଜବ୍ କରେ ।😢😢😢😢😢😢😢😢😢
Same 😂😊
କେବେ କରୁଛନ୍ତି part 2 ଶୀଘ୍ର କରନ୍ତୁ ବହୁତ ଭଲ ହେଇଛି.
Part 2 ka intejar mein betha hu 😢😢😢
Give it s part 2
What chirography... Supb.. Supb.. Nice nice music with supb bgm.. Welldone all team member
ବହୁତ ଭଲ ଲାଗିଲା ଷ୍ଟୋରୀ 👌👌👌👌
Based on True Incident which happened in Delhi . Nice concept by the director. This video should spread between all couples 😊😊😊😊😊
Mind-blowing Really Heart' ❤ Touching Video 🔥🥰
Honestly I am waiting to see the next part of this wonderful album ❤
ଏଇଟା ତ ଅନ୍ଯାୟ ହେଲା, ସତରେ କ'ଣ ମଣିଷ ନିଜର ସ୍ବାର୍ଥ ପାଇଁ ଅନ୍ଯର ତ୍ୟାଗ ଓ ହୃଦୟ ସହ ଖେଳିପାରେ ଆଉ ନିଜର ଔକାତ ଭୁଲିଯାଏ
Eita aajika date re common
Hmm re bhai
Jou jhia emiti karuchi godei godei gulikariba katha
🎉🎉❤❤🎉🎉
Hn bhai ଏଟା satare ..mu ଜଣଙ୍କୁ 5 year bhala paili ta pain aau ta family pain sabu kichi kali hele se sabu bhuli gala ,,,,....😢😢😢😢 mate apman dei durei gala ...ta pain pade katha_/_tu jouthi vi rahuchù raha jaha sangare bi rahuch raha kintu gote katha mana rakhithibu mo saha jaha tu Anya karichi mate jete dukha kasta deichi tate bhagawan setiki lasta auu setiki dukha diantu dhoke baj ,,,,,,,😢😢😢.....mo otharu Jemiti hasa chadei neichu mate ଯେମିତି barbad karichu aau to nua partner saha khusi re achu ....Hele mo hasa khusi chadei nei kn labha pailu 😭😭
ବହୁତ୍ ଭଲ ଷ୍ଟୋରୀ plz next part ତୋ ପ୍ରେମ ଆଉ ଦରକାର ନାହିଁ ଟିମ୍
ଏଇଭଳି ଝିଅମାନଙ୍କୁ ଭରସା ଯୋଗ୍ୟ ନୁହେଁ 😢😢😢
Song ti khub sundor heichi. Best of luck team❤...
ନିଜ ସ୍ବାଭିମାନ ପାଇଁ ନିଜେ life ରେ successful ଆଗେ ପରେ ଆଉ କାହା ପାଇଁ success ର ହାତ ବଢେଇବ ।
Bhai ଭଲ ଖେଳ ହଉ part 2 re jay jagrnatha
ଭିଡିଓ ବଢିଆ ହୋଇଛି ହେଲେ ଲାଷ୍ଟ୍ ସିନ୍ ଭଲ ହେଲାନି ତାକୁ ଯଦି ମାରି ଦେଇ ଥାନ୍ତ ଭଲ ହୋଇ ଥାନ୍ତା
Dil garden garden ho gaya 🎉🎉❤❤❤
ବହୁତ ସୁନ୍ଦର ଲାଗିଲା ....❤❤❤
Story zuberdust...... next part dekhiba pai kie intrested achha like kara
ଭାଈ next ପlର୍ଟ ନିହାତି ଆସିବା ଦରକାର
Sambalpuri samjh nhi aata but story ne to dil chhu liya ek like to banta hai ❤👍 I'm From CG
Sambalpuri nhi ye odia language hai
Sambalpur gute district ta language ku kia pocharuchi Odisha ra official language hela Odia o Odia video ata I'm from koraput Odisha❤❤❤❤
@@gurusukri8021Sambalpuri Khali gute district ra language nuhe total Western ODISHA 12 ta district ra Language aae
@@gurusukri8021katkiya language ku kiye pacharuchi ... learn to respect other culture & language otherwise tmkc....
My favourite omm bhai tankara sabu song mate bahut bhala lage au kahaku bhala lage like karo emiti jhia nku chapal darkar Swami bada hou ki Chhota se Swami na❤
Respect From Assam ❤❤❤
Eagerly waiting for this...
Part-2 jaldi ana plz , very excited waiting for that.....
plz support this song and request u to share.
ପାର୍ଟ 2
😢 This vedio is going to my heart ❤️ because i shall want to be IAS officer and i prepare for that. And i wish that i shall stay with my lifeline every day and every moment because he is a god for me. ❤ And I love him very much like as my life. I love you jaan ❤
Thanks for your support. Jay jagannath
Tq❤❤❤❤
We know the true nature of girls. It's an evolutionary rule that female in every species always look for male who can provide more resources to her and her child than her.
It's the same. When a girl gets higher position than her partner;;her love gradually decline..but shifted to another man having same or higher position than her.
So u better shut up and don't try to show that u have a strong good characters .
And btw ..for girls.. leaving male partner after getting higher rank position is an biological instinct,,not about character
U can't suppress ur biological instinct.,,when u turned into a ias.
So better.
So better say to him ..to prepare that exam for which u won't leave if he crack too
Part2 jaldi asiba dakar omm bhai
Voting for part 2
ଜୟ ଜଗନ୍ନାଥ ⭕❗⭕
ବହୁତ ସୁନ୍ଦର ଗୀତ ସହିତ ବହୁତ ସୁନ୍ଦର କାହାଣୀ 🥰❤🥰
Thank You Very Much # JEMA CREATION WORLD❤ 🙏🙏
ସବୁ ଘୋଡା ଗେହୀ ଝିଅ ଶଳା ଏମିତି ଜବ୍ କଲା ପରେ ଧୋକା ଦେବେ ଠିକ୍ ଅଛି ପାଟ୍ ୨ ରେ ଦେଖିବୁ ଆମେ ରାଗିଲେ କଣ୍ କରି ପାରୁ iam waiting ❤
Fast time dekhili super
ପ୍ରେମ ପାଇବା ମଣିଷ ଏଠି ହୁଏ ଅଲୋଡ଼ା.
ଅଲୋଡ଼ା ମଣିଷ ହୁଏ ଏଠି ପ୍ରେମ ର ସାହାରା.ଇଏ ହେଇଚୁ ଭାଗ୍ୟରେ ନିଁସ୍ତୁରଟା ଭାଗ୍ୟ ଉପରେ
କଥାରେ ଅଛି ଜୀବନ ରେ ସବୁ କରିବ ହେଲେ ମଣିଷ ଗଛ ଲଗାଇବ ନାହିଁ, ଆଉ ଝିଅ ମାନଙ୍କୁ Help କରିବା ସବୁଠୁ ବଡ଼ ବିପଦ
❤😅 ସପନ ପୁରାକରିବାକୁ ହେଲେ ଚପଳ ମାଡ ଖାଇବାକୁ ପଢେ ❤❤❤❤🎉🎉👌👌👌👌👌👌👌👌👌👌👌
😂😂😂😂
ମନକୁ ଛୁଇଁଲା... ଆପଣମାନଙ୍କୁ ଶୁଭେଚ୍ଛା 🎉🎉 ଆଶାକରେ ପ୍ରଭୁ ଜଗନ୍ନାଥ ଅନେକ ସଫଳତା ଆପଣଙ୍କୁ ଦେବେ... ଉଭୟ ପୁଅ ଝିଅଙ୍କ ସହ ହେଉଥିବା ପ୍ରେମରେ ପ୍ରତାରଣା ଉପରେ ଭିଡିଓ ବନାନ୍ତୁ...
😊😊ଦିନେ ମୁଁ ବି ପ୍ରେମିକ ଥିଲି ହେଲେ ଏବେ କିଛି ଲୋକ ଗୋଟେ ନା ରଖିଦେଇଛନ୍ତି 👌
ସେ ଯାହା ବି ହେଉ ଏବେ ବିନ୍ଦାସ 💐💐
ଅଜ୍ଞ୍ୟା ଏ ପ୍ରେମ ଶବ୍ଦ ଟି ବି ବଡ଼ ଅଜବ ❤️🙏🙏
🇩 🇦 𝕕𝕒𝕟𝕒😊😊
Nice video omm bhai jia jia omm bhai bhalo pao like kara
ଆଜି କl ଦୁନିଆରେ ଯୋଉଠି ସ୍ୱର୍ଥ ଅଛି ସେଠି ଲୋକ ଅଛି ଆଉ ସ୍ୱାର୍ଥ ସରିଗଲେ ତମେ କିଏ
ଏ ପ୍ରେମ ଫ୍ରେମ କିଛି ନାଇ ମ ଭାଈ ଏସବୁ ସିନେମା ରେ ଭଲ ଲାଗେ 😢 ଏଠି ତ ଖାଲି ଟଙ୍କା ର କାରବାର ଚାଲେ ଟଙ୍କା ଯୋଉଠି ଝିଅ ସେଇଠି
ସତ କହିବାକୁ ଗଲେ ଏ ଦୁନିଆ ସ୍ବାର୍ଥ ପର କାମ ସରିଗଲା କେହିନୁହେ କାହାର 😢
Hmmm Bhai
ଭାଈ ମୋର ବି ଏମିତି ହୋଇଛି ll କାହାକୁ ଭଲ ପାଇ ବାକୁ ବାଦୀୟ କର ନାହିଁ 😢😢😢😢❤❤❤
What a beautiful concept Supervb.. acting nd coryography ..congratulations Team....
Song kuch v nai samajh me aaya lekin video story Bahut achchha laga . Director Ji👌👌👌
ବହୁତ୍ ଭଲ ହେଇଛି
Bahut sunder gita akhiru luha asigala
Omm bhai Bobby Bhai nka bhali Superhit album dauchanti...Khas Kariki bhai nka pain emiti sad heart touching song banantu bahut bhala acting karichanti bhai ✨✨✨💫😇Ur big fan Shakti from Bhubaneswar ❤️ love You OMM bhai
ଭାଇ ଏଇଟା କଲି ଯୁଗ ଏଠି ସବୁ ସମ୍ଭବ
ପ୍ରେମ ର ଆରମ୍ଭ ବିଶ୍ୱାସ ରେ ଗଢି ଉଠି ଥାଏ । ସେତେବେଳେ ଝିଅ ମାନେ ଭାବନ୍ତି ମୋ ଭଲ ପାଇବା ମୋ ପାଇଁ ସବୁ କିଛି ।ହେଲେ କିଛି ଦିନ ବିତି ଗଲା ପରେ ଝିଅ ମାନେ ଚାକିରି ,ଧନ ସଂପତ୍ତି ,ଟଙ୍କା ପଇସା ପଛରେ ପଡ଼ି ଅନ୍ୟ ପୁଅଙ୍କ ପ୍ରେମରେ ଉବୁଟୁବୁ ହୁଅନ୍ତି ।
ପ୍ରକୃତ ପ୍ରେମ କଣ ସେମାନେ ବୁଝନ୍ତି ନାହିଁ । କିଛି କ୍ଷଣ ଶରୀରର ସୁଖ ପାଇଁ ସେମାନେ ନିଜର ଇଜ୍ଜତ କୁ ଅନ୍ୟ ପାଖେ ଟଙ୍କା ପଇସା ଆଉ ଧନ ସଂପତ୍ତି ପାଇଁ ବିକ୍ରି କରି ଦିଅନ୍ତି ।
ଭଲ ପାଇବା ବିଶ୍ୱାସ ,ଆଉ ଭରଷା ରୁ ସୃଷ୍ଟି ହୁଏ । ଆଉ ଅବିଶ୍ବାସ ରେ ଶେଷ ହୁଏ।
Right bhai🙏🙏🙏
Omm bhai r story adha rahigala next episode ku wait karichhu
Next level acting bhai.. Super ❤❤❤
ତା ଅକାତ ରେ ସେ ତତେ କଲେକ୍ଟର କରିପାରିଲା, ପୁଣି ତାକୁ ପଚାରୁଚୁ ତା ଅକାତ କେତେ
Eia duniya kahara nuha sabu swarthpara. Kaha pai kichhi kariba agaro 💯 thara 😢bhabiki decission nianto 😮😮😢
ବାଳ ଛାଡି ଦେଲା😢😢😢
ଜଣେ ପିଲା ତା ପାଠ ପୋଢ଼ା ଛାଡ଼ି ତା GF କୁ ପୋଢେଇ ଲା ତା ପରେ ସେଇ ଝିଅ ତାକୁ କୋହେ ତର କ୍ୱିଲ୍ଫିକେସନ କଣ 😭😭 ତା ପୁଣି ତା ସାଙ୍ଗ ମାନଙ୍କ ପାଖରେ ତାକୁ ନିଚ ଦେଖେଇ ଲା ହେଲେ ସେଇ ପିଲା ଚୁପ୍ ରୋହିଲା ଆଉ କିଛି କୋହିଲା ନାହିଁ । ( କାହାଣୀ ନୁହେଁ ଏହା ସାତ )
Interesting video album 👌
❤
ଭାଇ part 2 ଦେଖିବା ପାଇଁ ଦେଖିବା ପାଇଁ ବହୁତ ଇଚ୍ଛା
Excellent communication by Suresh Panda and a great job by Kishor babu.keep it up
ତମ ବିଡିଓ ଦେଖି ମୁ ବହୁତ ଖୁସି ଦିନେ ତମେ ଓଡିଶା ର ହିରୋ ହେବ ବଳି ମର ବିସାସ ଅଛି
Omm Bhai nka sabu video superhit 👍❤
ବାଜେ ଝିଅ ଭାଈ
Really 😢😢 I am feeling so sad after watching this video. Really in this selfish world, No one is yours except your parents. Only fake promises, fake hopes. If you understand this fact within right time , then you will be happy forever.
Very nice Creation . Heart touching Song .
Excellent cinematography..... Hats off to the DOP
I am waiting for 2nd part
Bhaii 1 sal badh 19 ian 2025 ko next episode lane ka plan hi kya
Omm dhala is the fabloush
Actor this generation ❤️
Really heart touching act &story
Part 2 give us soon
We are waiting
Like 👍 who agree