This little girl's singing of Chhandas is superb. The rhythmic movement of her body is awesome and in tune with the beats of the Mridangam. The way she is explaining the Chhandas and the Slokas is very very lucid and attractive. May she receive the choicest blessings of Lord Jagannatha. My sincere wishes are always with Manorama, my dear child.
MAA Tume MAA Saraswati. Tumaku mun chhotia Kalakara Pragyan Gulgula Comedyre Aja bahut asirbad karuchhi Pravu Jagannath tumarea sabubele Mangala karantu.Bayak Bu.nku O sangit mananku asirbad karuchhi.
ମା' ରେ ତୋ କଣ୍ଠସ୍ବର ଏତେ ସୁନ୍ଦର ଯେ ମୁ ତୋ ପ୍ରସଂସକ ହେଇ ଯାଇଛି। ତୁ ମା' ପାଲା ଗାଇଲେ ବହୁତ ସୁନ୍ଦର ହେବ।
ମନୋରମା ଭଉଣୀ ତୁମର ଏ ସୁମଧୁର କଣ୍ଠରେ ଗାଇଥିବା ରୁ ବହୁତ ଭଲ ଲାଗିଲା ଧନ୍ୟବାଦ୍ ❤
You have inherited this traits from your great grandfather. Excellent 👌.
ମା ଶାରଳା ଏମିତି ତୁମ କଣ୍ଠ ରେ ବାସ କରିଥାନ୍ତୁ ,,,,ଯେତେ ଶୁଣିଲେ ବି ବହୁତ ସୁନ୍ଦର ଲାଗୁଛି🎉🎉🎉
ଜୟ ଜଗନ୍ନାଥ ହରିବୋଲ 🙏
ବହୁତ ସୁନ୍ଦର କଣ୍ଟ ଓ ସୁନ୍ଦର ପରିବେଷଣ ଗୋଟିଏ ଭଲ ପାଲା ଗାୟକ ହୋଇପାରିବେ 👍👍
ଅତି ସୁନ୍ଦର କଣ୍ଠ ଓ ପରିବେଷଣ ଆଗକୁ ବଢ଼ିବାରେ ଭଗବାନ ସାହାଯ୍ୟ କରିବେ ଜୟ ଜଗନ୍ନାଥ ❤
ବହୁତ୍ ଭଲ , ଆପଣ ବାପା ମା ଙ୍କୁ ଧନ୍ୟବାଦ ,ସେମାନେ ଆପଣ ଙ୍କୁ ଏ ସୂଜଗ ଦେଇଥିବାରୁ
ଅତି ସୁନ୍ଦର ଉପସ୍ଥାପନା ଆପଣଙ୍କୁ ପ୍ରଣାମ ପ୍ରଭୁ ଜଗନ୍ନାଥ ତମର ମଙ୍ଗଳ କରନ୍ତୁ
ଏ ହେଉଛି ସୁନ୍ଦର କଣ୍ଠ
ବହୁତ୍ ସୁନ୍ଦର୍ ❤❤❤
Firsst salute to your father and mother. Then your Edn teacher then your sankirtan Guru. God bless you
❤❤
This little girl's singing of Chhandas is superb. The rhythmic movement of her body is awesome and in tune with the beats of the Mridangam. The way she is explaining the Chhandas and the Slokas is very very lucid and attractive. May she receive the choicest blessings of Lord Jagannatha. My sincere wishes are always with Manorama, my dear child.
Nice voice 🎉🎉🎉 bahut sundar pala paribesan beautiful performance Jay jagannath ❤❤❤❤❤❤ l love you pala Manorama madi chala
ବାଗ୍ମୀ ସରସ୍ଵତୀ ଭଉଣୀ ଙ୍କ କଣ୍ଠ ରେ ସାକ୍ଷାତ୍ ବିରାଜ ହୋଇଛନ୍ତି। ଅତି ଉଚ୍ଚ କୋଟିର ପରିବେଷଣ ଶୈଳୀ। ଶତ କୋଟି ପ୍ରଣାମ ❤
ଏଭଳି ସୁନ୍ଦର କଣ୍ଠ ଓ ପରିବେଷଣ ଶୈଳୀ ଅନ୍ୟ କେଉଁ ଗାୟିକାଠାରେ ଦେଖିନାହିଁ। ଓଡ଼ିଆ ସଂସ୍କୃତିର ଉତ୍ଥାନରେ ଆପଣଙ୍କର ଅପୂର୍ବ ଯୋଗଦାନ ଭଉଣୀ।ଯୋଗଜନ୍ମା ଆପଣ। ଜଗନ୍ନାଥ ମଙ୍ଗଳ କରନ୍ତୁ।
Ki sunder paribesana ma, god bless you
ବହୁତ ସୁନ୍ଦର ପରିବେଷଣ ଆମ ଉତ୍କଳୀୟ ସଂସ୍କୃତି କୁ ବଞ୍ଚାଇବାର ସୁନ୍ଦର ପ୍ରୟାସ 🙏🏻🙏🏻🙏🏻🌹🌹🌹
Maa pala Karuna ,nischaya vala heba .bhala bayaka mandhya . Bhabuchhi mo katha mani pala Kariba .
ଅତି ସୁନ୍ଦର କଣ୍ଠ ଓ ପରିଵେଶଣ, ଚେଷ୍ଟା ଜାରି ରଖ ନିଶ୍ଚିତ ପ୍ରତିଷ୍ଠିତ ଗାୟିକା ହୋଇ ସୁନାମ ଅର୍ଜନ କରିବ।
Ok
ସୁନ୍ଦର ପାଲା ଭଉଣୀ
କୁମୁଦିନୀ ପଣ୍ଡା, ଭାରତୀ ନାୟକ ଓ ଉର୍ମିଳା ସାହୁ ଙ୍କ ପରେ ପରେ ମନୋରମା ବେହେରା ଭଉଣୀ ଙ୍କ ପାଲା ଅତ୍ୟନ୍ତ ସୁନ୍ଦର.
ସେ ପାଲା ଗାୟିକା ନୁହନ୍ତି,ସେ କୀର୍ତ୍ତନ ଗାଇଛନ୍ତି ।କିନ୍ତୁ ପାଲା ଶୈଳୀ ରେ । ପାଲା ଗାୟନ କଲେ ଅତି ମଧୁର ଲାଗିବ ।
ଅତି ସୁନ୍ଦର ସଂକୀର୍ତ୍ତନ । ଜୟ ଶ୍ରୀ କୃଷ୍ଣ 🙏 🙏🌹🌹🌹🌹
ଅତି ସୁନ୍ଦର ତୁମ ପାଲା ପରିବେଷଣ ଆକର୍ଷଣୀୟ
Ati sundar paribesana god bless you
ରାଗ ଚିତା ଭୈରବୀ ଅତି ସୁନ୍ଦର ପରି ବେଷଣ 🙏ହରୀ ଓଁ ନମଃ ଶିବାୟ 🙏
ବହୁତ ସୁନ୍ଦର ଗାୟନ
Bahut sundar paribeshan, Jay Jagannath Swamy nayana patha gami bhab tume
ବହୁତ ସୁନ୍ଦର ଗ। ଉଛଭଉଣି
ଗାଇବା ଶୈଳୀ ଅତି ଉତ୍ତମ ତାଳ ମାନକୁ ଠିକ ଢଙ୍ଗରେ ରଖି ଗାଉଛନ୍ତି। ଭଉଣୀଙ୍କ ଉତ୍ତରାତୋର ମଙ୍ଗଳ ନିମିତ୍ତ ଜଗନ୍ନାଥଙ୍କ ନିକଟରେ ପାର୍ଥନା।
ଅତି ସୁନ୍ଦର ଉପସ୍ଥାପନ, 🎉🎉🎉🎉
Manorama bhauni gotie Sampurna Pala Paribeshana karantu,Jahaku dekhiba pain Darshaka Apeksha karichhanti, Ashakare Anurodha nischayna Raksha karibe,
ସୁନ୍ଦର ଭବିଷ୍ୟତ ଦିଦି.....❤❤❤❤
Bahut badhiya ati sundar paribeshan
ମନୋରମା କର କଣ୍ଠ ସୁମଧୁର । ସତ୍ୟ ନାରାୟଣ ସହାୟ ହୁଅନ୍ତୁ। ଜୟ ଜଗନ୍ନାଥ
Manorama didi ati sundar laguchi agaku madi chal maa swar sati Tam kanthare achhanti
ଗାୟିକା ସ୍ୱର୍ଣ୍ଣପ୍ରଭା ଲଙ୍କା ସହିତ ସମକକ୍ଷ |
Jay prabhu satya narayan dev namha
Dhanyabad sister Dhanyabad tumara pala paribeshana bahut badhia god bless you.
ଗାଇବା ,ବୁଝେଇବା, ସୁନ୍ଦର ଶୈଳୀ ସାଙ୍ଗକୁ
ଅମୃତ କଣ୍ଠ ଭବିଷ୍ୟତରେ ଜଣେ ସୁନାମଧନ୍ୟା ଗାୟିକାର ମର୍ଯ୍ୟାଦା ପାଇବେ
ଏଥିରେ ସନ୍ଦେହ ନାହିଁ।ଜୟ ଜଗନ୍ନାଥ --
ଭଉଣୀ. ମା. ଙ୍କ ଆଶୀର୍ବାଦ ନେଇ ଆଗେଇଚାଲ. ସୁନ୍ଦର କଣ୍ଠ. ସଫଳ ହେଉ ତୁମ ପ୍ରୟାସ. ତୁମର ଭାଇ ଟିଏ maheswar behera. B. D. K.
Your voice is very nice thank you
Bahut Sundar vioce o paribesana❤❤❤
ବହୁତ ଭଲ ଲାଗୁଛି
ସ୍ପପଷ୍ଟ ଭାଷା
ଭଉଣୀ ତୁମ୍ଭ ବାପା ଼ମା ଙ୍କୁ
ଧନଵାଦ
Bahuta sundhara paribesana
ବହୁତ ସୁନ୍ଦର 🙏🙏🙏
ଖୁବ୍ ସୁନ୍ଦର କଣ୍ଠ
Bhauni, prayasa jari rakha nishyan tume dine odisha ra greatest gayaka upadhi paiba.
ଏ ଭଳି ପ୍ରାଚୀନ ଛନ୍ଦ ବଦ୍ଧ ସଂଗୀତ ସବୁ ସୁନ୍ଦର ସୁମଧୁର ଓ ଶ୍ରୁତି ମଧୁର ଲାଗେ କାରଣ ଏ ସବୁ ଖାଣ୍ଟି ସୁ ସଂସ୍କାର ସମ୍ପନ୍ନ ପ୍ରାଚୀନ ଓଡ଼ିଆ ବୋହୁ ପରି। କିନ୍ତୁ ଆଜିର ଆଧୁନିକ କବିତା ମାଳିସାହି ବେଶ୍ୟା ପରି। ପାଲା ସଂସ୍କୃତି ଆମର ଯୁଗେ ଯୁଗେ ଥାଉ। ଝିଅ ଧନ୍ୟବାଦ।
May God bless you 🙏
You have a very sweet voice and command over various subjects. Keep going.
Manorama bhauni bahut be Sundar kantha Dana karucho
Biutiful vais maa sarala asirbad karantu
ଓହୋ ଇଏ ବହୁତ ସୂନ୍ଦର ଗାୟନ
Excellent. Keep it up till......
ଗାୟିକା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବ ସାଧନା ଜାରି ରଖ ମା ଶାରଳା ଙ୍କ ଦୟା ନିଶ୍ଚିତ ତୁମ ଉପରେ ଅଛି, ଆଗକୁ ମାଡି ଚାଲ ସମସ୍ତଙ୍କ ଆଶୀର୍ବାଦ ଅଛି
100 percent correct
@@dambarudharbarik4096❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@@dambarudharbarik4096😊😊😊😊😊😊😊😊
@@dambarudharbarik4096😊😊😊
😊😊😊😊
Thank you my dear bahut sundar
God bless you maa Manorama.❤❤❤
Nice❤❤❤❤
ଅତି ସୁନ୍ଦର, କିନ୍ତୁ ରାମାୟଣ ରୁ କିଛି କିଛି ବିଷୟ କରନ୍ତୁ ।
ମନୋରମା ଧନ୍ୟ ତୁମର ବାପା ଓ ମା ତୁମକୁ ସାତ ମାର୍ଗ ରେ ଛାଡ଼ି ଛନ୍ତି
Thanks
ଭ୍ଉଣୀ ମୁଁ ଗୁଜୁରାଟ୍ ଥାଇ ଆପଣଙ୍କ ଏ ପରିବେଷଣ ମୋତେ ବହୁତ୍ ଭଲ ଲଗିଲା
All--the.. Best.. ThanksYouspirichual.. Mind..
Good..beater...best.voice....jay..yaadav
Manorama , baba your voice and explain is very nice. Keep it up with your trial. God bless you a lot.
ଅତି ଉତ୍ତମ
MAA Tume MAA Saraswati. Tumaku mun chhotia Kalakara Pragyan Gulgula Comedyre Aja bahut asirbad karuchhi Pravu Jagannath tumarea sabubele Mangala karantu.Bayak Bu.nku O sangit mananku asirbad karuchhi.
Atti sundar 👍👍👍
🎉 ama Behera gati Pani gaurab
ମନୋରମା ତୁମକୁ ନାରାୟଣ ମଙ୍ଗଳ କରନ୍ତୁ
Thanks 🙏
Manorama god bless you. Please send ur mobile no by which we will contact you 4 our pendal.
Super pala 🎉🎉mo suna vauni
All the best 👍👍👍👍👍
Sita Ram
Very very nice tone and beautiful explanation, go ahead, God bless you 🎉
Jay jagarnath nice voice
ନାରାୟଣ ସ୍ୱାମୀଙ୍କର ଜୟ
Butiful voice maa sarala asirbad karantu
Apurba pala pariveshana style o tone
Bahut sunder Jay Jagannath
Very nice palla.....
ଭଗବାନଙ୍କର ଆଶୀର୍ବାଦ ଅଛି, ଆଗକୁ ଯାଆନ୍ତୁ
Bahut sunder voice mam
Kirtan ba....ba.. jay srikrishna chaitanya
Bahut sundar paribesan
Bahut sundar kanthha
Maa re bakirahila tume keun dina pala kariba ame apekshyare rahilu jay jagannath
Didi super voice
Namita Agrawal tharu b Sundar kantha ama bhauni Manorama.Darsakanka mananku Ramai deuchan
😢 Marvelous singing and sweet tone. Mind blowing, keep it up.
Ok
ATI Sundara voice mind blowing
Bahut sundara kantha bhagabana tumara mangala karantu madi chala
Sweet voice .My favourite gayeka.
🎉
God bless you sister
ମନୋରମା,ତୁମେ,ମୋଭଉଣିହୋଇପରିବ
Best iwish your great success
Very nice voice and excellent expression.
Very good bdy language with good performed
Bahut sundar sankintran
ସୁନ୍ଦର କଣ୍ଠ ଓ ପରିବେଷଣ ଶୈଳୀ... ସାଧନା ଜାରି ରହୁ। ଗୀତା ତଥା ସଂସ୍କୃତ ଶ୍ଳୋକ ନିର୍ଭୂଲ ଭାବେ ଗାଅ। ମାଧବୀ ମଧୁକର ଝା ଙ୍କୁ ଅନୁସରଣ କର/ଶୁଣ।
Very nice Jay Jagannath 🙏🙏🙏
kantha sundar bhal laguchi
ଆଊକିଛି ନୁଆ ଅଧା।ୟ ଓବିସୟବସ୍ତୁ ପସାରଣ କରନ୍ତୁ
🙏ଆଜ୍ଞା ନୂଆ ଭିଡ଼ିଓ ଏବେ ଚାଲିଛି ଆପଣ ଦେଖି ପାରିବେ 👏
Sweet voice. Sundara upstapsna...