Plz media vai...se suryanarayana nkara bites niani ..barang shankaracharya nka bites , or gajapati maharaj nka bites niantu.. Se suryanarayana ji sharathi ku fula mala dei bhagawan kahithile
Kanhiki janma hei paribeni.. kuni baba asibe. Tame mane sabu chup hin heijiba. Jaha pachare padicha dine na dine tame mane sabu ae satya ku anubhav kariba hele setebele tame kandiba.
The narratives being spread today through social media, news channels, and print media are entirely false and fabricated. The media, which is meant to promote and illuminate truth and righteousness, has unfortunately fallen into the illusion of commercial interests and selfish motives, propagating falsehoods. We humbly urge everyone to seek the truth, remain calm, and continue chanting the Madhaba Naam. The time for divine revelation has arrived, and this leela is now unfolding. Jay Shree Madhaba 🙏
ପୁରୀରେ ହେଉଥିବା ବିଭିନ୍ନ ବିଭ୍ରାଟ ବିଷୟରେ ଏବେଯାଏଁ ପ୍ରକୃତ ସତ୍ୟା ସତ୍ୟ ସାମ୍ନାକୁ ଆସିଲା ନାହିଁ... ପ୍ରଭୁ ଜଗନ୍ନାଥ କ୍ୟାମେରା ସାମ୍ନାରେ ପଡ଼ିଯିବା ,ବଳଭଦ୍ର ଜୀ ପଡ଼ିଯିବା ......କାରଣ କ'ଣ ସେତ ପରଂବ୍ରହ୍ମ ,ତାଙ୍କ ଇଚ୍ଛାରେ ସବୁ ଚାଲୁଛି....ଏ କି ସଂକେତ..ବର୍ତ୍ତମାନ ଏହି ତୁଳସୀ ଚଢ଼ା କିଛି ଫଟୋ ଦ୍ଵାରା କଣ ପ୍ରମାଣ ହେବ.... ପ୍ରକୃତ ସତ୍ୟ ର ତଦନ୍ତ ହେଉ....ଧର୍ମର ଜୟ ହେଉ...
ଯଦି ଦଶ ବର୍ଷ ର ଫୋଟ ତାହାହେଲେ କଣ ପାଇଁ ମୋ ପୁଅ ଭଗବାନ ବଲି କହିଲେ କଣ ପାଇଁ ପୁଣି ଏବେ କହିଲେକି ମୋ ପୁଅ ଭଗବାନ ନାହିଁ. କଣ ପାଇଁ ପାଦ ତଳେ ତୁଳସୀ ରଖିଥିଲେ ଆପଣ ଜନ୍ମ ଦିନ ବଲି ଆପଣ କଣ ଯାହା ନାହିଁ ତାହା କରିବେ କି
ସବୁ ବ୍ରାହ୍ମଣ ସେବାୟତ ଦେସ ତାକୁ ବରବାଦ କଲେ 😄
ଯାହା ନ୍ୟୁଜ ପରିବେଷଣ ହେଉଛି ତାହା ସମ୍ପୁର୍ଣ୍ଣ ମିଛ କଥା କହୁଛନ୍ତି ।
ସମୟ କହିବ ସତ୍ୟ କଣ
ଅର୍ଚ୍ଚନା ଓ ବାପା ମଜା କରନ୍ତି
ଏତେ ସବୁ ଘଟଣା ଘଟୁଛି,ପ୍ରଶାସନ କଣ କିଛି ଜାଣି ପାରୁନି?
କୁନି ବାବା ଙ୍କୁ କେହି ଖୋଜିକି ପାଉନ ମାନେ ନିଶ୍ଚୟ ସେ ସ୍ଵଦେହରେ ବୈକୁଣ୍ଠକୁ ସ୍ଥାନାନ୍ତର ହୋଇ ଛନ୍ତି,
ସତକଥା ଜାଣିବାକୁ ହେଲେ କୁନି ବାବା କୁ ଲଗଂଳା କରି ପବ୍ଲିକ୍ ସାମ୍ନା ରେ ଧୁମ୍ ପିଟିଲେ ସବୁ ରହଷ୍ଯ ଜଣାପଡିବ କିଛି ବର୍ଷ ପୁର୍ବରୁ ସାରଥି ବାବା ବୋଲାଉ ଥିବା ତାର ଅବସ୍ଥା କଣ ହେଲା ଏ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେସ ତେଣୁ ମିଛ ଭାଣ୍ଡାମି ଚଳିବ ନାହିଁ ବର୍ତ୍ତମାନ ସବୁ ଆଡେ ଦେଖିବାକୁ ମିଳିଲା ଣି ଏହିପରି ଠକାମି ରେ ସିକାର ହେଉଥିବା ଲୋକମାନେ ବିଶ୍ବାସ ରେ ଜାଉଛନ୍ତି ପରେ କାନ୍ଦୁଛନ୍ତି
ସେ ପିଲାଟି ମାୟା ହେଲା ଆଉ ତାହାକୁ ପାଇବେନି
ଦ୍ବାପର ଯୁଗରେ ଭଗବାନ କୃଷ୍ଣଙ୍କୁ ଅର୍ଜୁନ ପଚାରୁଛନ୍ତି ଭଗବାନ ଆପଣ କେବେ ନିଳାଚଳ ଧାମ ତ୍ୟାଗକରି
ମାନବରୂପରେ ଧରା ଅବତାରଣ କରିବେ । ହରି ଅର୍ଜୁନ ଚଉତିଷାରେ ଲେଖା ଅଛି - ଜଗନ୍ନାଥ ମନ୍ଦିରରୁ ଏହି ସଙ୍କେତ ମିଳିବ ।
ମୁହିଁ ନିଳାଚଳ ାଡି ଯିବ ଅର୍ଜୁନ ବାବୁ ମୋହର ଭଣ୍ଡାର ଘରେ ଯେତେ ଥିବ ଧନ ବାବୁ ତହିଁରେ କଳଙ୍କି ଲାଗି ଯିବ ହୋ ବାବୁ ମୋହର ସେବକ ନ୍ୟାୟ ବାଟରେ ନଥାଇ ।
ଅର୍ଥାତ - ରତ୍ନଭଣ୍ଡାରରେ କଣ ଅଛି କଣ ନାହିଁ କିଛି ଜଣାପଡୁ ନାହିଁ, ରତ୍ନଭଣ୍ଡାରର ଚାବି ହଜି ଯାଉଛି ତେବେ ଜଗନ୍ନାଥ ମନ୍ଦିରର ସେବକ ଲୋକ ଉକ୍ତ ଭକ୍ତମାନଙ୍କୁ ନାନା ପ୍ରକାରରେ ଲୁଟୁଛନ୍ତି, ନାନା ଅନ୍ୟାୟ କାମ କରୁଛନ୍ତି । ଏହି ସବୁ ସଂକେତ ଶାସ୍ତ୍ରର ପ୍ରମାଣ କଳିଯୁଗର ଆୟୁ ବିଚାର ଧାରା ଅନୁଯାୟୀ ସତ୍ୟ ଯୁଗର ଆଗମନ ହୋଇସାରିଛି ।
Kuni bhanda baba kuade gala swargaku paleila
Dhanu Shara thila Premaram pratika .. Prabachana namare Bolauthiba Baba Anthua Gopala sajuthile ki ?
Sabu sebayat ghare vigilance red hau
Kuni kalki eabe Banpura nuchiki paleichhi
Plz media vai...se suryanarayana nkara bites niani ..barang shankaracharya nka bites , or gajapati maharaj nka bites niantu..
Se suryanarayana ji sharathi ku fula mala dei bhagawan kahithile
Sabu satya ku samna ku asila pare janiba kie bhanda au kie satya.
Bhakta janibe Bhagwan nku, adharmi loka ta kansa vali au asura manaka vali bhagwan nka nida hin karibe. Au ebe seiya hin chalichi.
Ranjit kumar jena is watching the baba katha.
Kanhiki janma hei paribeni.. kuni baba asibe. Tame mane sabu chup hin heijiba. Jaha pachare padicha dine na dine tame mane sabu ae satya ku anubhav kariba hele setebele tame kandiba.
Tama mankaka mana re ete bhaya asichi je tame mane ae news ku high trp dei sarilani
Ethire ame daribuni karana media pakhare satya kn kichi nahi. Bas 6 ku 600 kahi se dekhauchi
Aeita ta hin thila lekha. Heba boli
E loka mane nhi sabuthu besi dosi
Baba underground😅😅😅😅
Ghara bhitare kn hue ghara loka janati,ghara bahare thiba loka kn ba janibe. Thk tama manka katha ebe smt. Sarathi saha compare jadi karucha kichi tathya upastapana kariki dekha. Nachet ajatha propaganda karani
Thank you brother ❤❤❤❤❤
The narratives being spread today through social media, news channels, and print media are entirely false and fabricated. The media, which is meant to promote and illuminate truth and righteousness, has unfortunately fallen into the illusion of commercial interests and selfish motives, propagating falsehoods. We humbly urge everyone to seek the truth, remain calm, and continue chanting the Madhaba Naam. The time for divine revelation has arrived, and this leela is now unfolding.
Jay Shree Madhaba 🙏
Kashi pua juade jiba ame janiparibu ta gadire gps laguchhi
Odisha ro KTM baba
Ara baba kahnira