Bhari kasta laguchi plz fereidiantu tanku....mora bi gote kukuda thila 4dina tale chaligala a duniaru mate bahut kasta houchi hele se ta sua tanka manare kete aghat lagithiba plz gov fereidia....
Jie jau jinisa rakhithae se taku thik sneha re rakhithae badheithae.... Gote pasu, pakhi ki gachha lata esabu ku kie chhadeinele bahut kasta hue... Seita jaha saha ghatichi se hin janithiba
Gadua department ta rescue na bando ta koloo tome tame ta nije cage bhitare rokhilo Nandankanan re Ghare ta atleast free re rohuthila Forest department re bandoo loko sabu Baloooo eiinnn na tomoro mg Eteee jadi gandi re tamar pani achii Pet shop sabu red koruno Bando
ଗୋଟେ ପ୍ରଶ୍ନ.... ଯଦି ପଶୁ ପକ୍ଷୀ ଘରେ ରଖିବା ମନା....
ସେମିତି ବନ ବିଭାଗ ଷ୍ଟାପ ବଣରେ ରୁହନ୍ତୁ ଘରେ ରହିବା ମନା... କାହିଁକିନା ପଶୁ ପକ୍ଷୀଙ୍କ ପାଇଁ ଯଦି ମଣିଷ ସମାଜରେ ରହିବାର ଅଧିକାର ନାହିଁ ସେମିତି ବନ ବିଭାଗଙ୍କର... ବି ମଣିଷ ସମାଜ ରେ ରହିବାର ଅଧିକାର ନାହିଁ 🙏🏻
Thik...
Good
Thik kahila Bhai right Katha
Ri8 kahi6a vai
Ri8
ଲୋକମାନେ ଯେତେ ସବୁ ଘରୁଆ ବିଲେଇ କୁକୁର ପୋଷି ପାଳି ରଖିଛନ୍ତି, ସବୁକୁ ନେଇ ନନ୍ଦନକାନନ ରେ ଛାଡ଼ିଦେଇ ଆସ ।
Kn kahila ma bhai
ଭାରି ଅନ୍ୟାୟ କାମ କଲେ ବନ ବିଭାଗ
କୋଉ ହିଂସ୍ର ଜନ୍ତୁ ହେଇଛି, ଯେ ,ଛୋଟିଆ ଶୁଆ ଟି
Right
Bhai athi Sabu chora
କାହିଁକି ଫାଲୁତ ରାଜନୀତି କରୁଛ ହଜାର ହଜାର ଶୁଆ ବଜାର ରେ ବିକ୍ରି ହୋଉଛି ଲୋକମାନେ ପାଳିଛନ୍ତି ତାଙ୍କ ଶୁଆ ତମ ଆଖିରେ ଦେଖାଗଲା ଆଇନ୍ ସମସ୍ତଙ୍କ ପାଇଁ ସମାନ ଧନୀ ହୋଉ କିବା ଗରିବ
ବଣ ଜନ୍ତୁ ଯଦି ଘରେ ରଖିବା ମନା ତେବେ କାହିଁକି ଦୋକାନ ରେ ବିକିବାକୁ କାହିଁକି ପାବନ୍ଦି ଲାଗୁନି, ଦୋକାନି କୁ ସେଠି ମନ କରୁନ।
Right brow
Right bro tame katha pade kahila
Yes bro
Right answer
Ek dm ryt
ମୋ ପାଖରେ ଗୋଟେ ବାଘ ଅଛି 🥵🥵 ଓକାତେ ଅଛି ଯୋଦି ବନବିଭାଗ ମୋ ପାଖରୁ ନେଇ କି ଯାଓ ।।।। ଶଳା ମାନଙ୍କ ,,,,,,,,,,,,, ରେ କିଳା ମାରିକି ଛାଡ଼ିବି,,,😠😠😠
ଅମ୍ବାନୀ କେମିତିRs- 3500000ରେ ଶୁଆ ଆମେରିକା ରୁ ଆଣିକି ରଖିଛି
ବନବିଭାଗ ଦେଖିପାରୁନି ତା ପାଇଁ କଣ ଅଲଗା ସମ୍ବିଧାନ ସିଏ କଣ ଭାରତ ରେ ରହୁନି
Sata katha bhai
Praime minister/ narendra modinka ghare jatiya pakhi peceock achhi saeta ta ta kain kahaku dekha jauni
ହଜାର ହଜାର କୋକ ଘର ଭିତରେ ରଖିଛନ୍ତି ଗୋଟେ କୋକକୁ ନେଇଗଲେ କଣ ହେବ ମାଆଙ୍କ ଆଘରୁ ପିଲାକୁ ନେଲାଭଳି
ହଁ ସତ କଥା କୋକୋ କୁ ତା ମା ପାଖକୁ ଫେରାଇ ଦିଅ
ଶୁଆକୁ ଯଦି ଘରେ ପାଳି ପାରିବା ନାହିଁ ତେବେ ନନ୍ଦନକାନନରେ କାହିଁକି ରକୁଛ ସେଇଟା ବି ଗୋଟେ ଘର ନା । ତେବେ ସେଇ ଶୁଆ ଜଙ୍ଗଲରେ ଛଡ଼ା ଯାଉ
କଣ ଓଡ଼ିଶାର ଆଉ କିଏବି ପସୁ ପଖି ପାଳୁ ନାହାନ୍ତି କାହିଁ ବନ ବିଭାଗ ତାଙ୍କ ଓପରେ ତ ନଜର ନାହିଁ ତାହେଲେ ବଜାର ରେ ବିକ୍ରି ହୋଉଚି କାହିଁକି ବନ ବିଭାଗ କର୍ମଚାରୀ ତାଙ୍କ ଉପରେ ନଜର ନାହିଁ ତାହେଲେ ଓଡ଼ିଶାର କଣ ସେଇ ଲୋକଟି କେବଳ ସୁୟା ପାଳିଥିଲା
ଦେଇଦିଅ ନହେଲେ ସରକାର ମରିବ ଆମେ ନୀଆ ଲଗେଇ ଦବୁ
ବହୁତ ଅନ୍ୟାୟ କରାଯାଇଛି
ବନ ବିଭାଗ ପାପ ହେବ
ବନ ବିଭାଗ ଏପରି କାମ କରିବା କଥା ନଥିଲା
ବାଳ କାମ କଲେ 🙏🙏🙏🙏 ଦେଇ ଦୀୟ ରେ ତାକୁ 🙏🙏🙏🙏🙏 ପ୍ଲିଜ।।
Ri8 brother mo bhai
ନନ୍ଦନକାନନ ରେ ଥିବା ବନ୍ୟ ଜନ୍ତୁ କଣ ବନ୍ଦୀ ନୁହଁନ୍ତି ଏମାନେ କଣ ସ୍ୱାଧୀନ ଧିକ ଶଳା ମଣିଷ ଜୀବନ ଇଏ ହେଲା କଳିଯୁଗର ନିୟମ ସରକାର ଯାହା କରିବ ସବୁ ଠିକ ଆଉ ସାଧାରଣ ମଣିଷ କରିବ ହେଲେ ବେଆଇନ
ବନ ବିଭାଗ କର୍ମଚାରୀ ମାନେ ବହୁତ୍ ଭଲ କାମ ଗୋଟେ କରିଛନ୍ତି ତେଣୁ ସେମାନଙ୍କୁ ତୁରନ୍ତ ରାଷ୍ଟୀୟ ପୁରସ୍କାର ପ୍ରଦାନ କରାଯାଉ. (କେଉଁ ଭାଷାରେ ଗାଳି ଦିଆ ଗଲେ ଏଗୁଡାକ ସୁଧୁରିବେ ସେ ଭାଷା ମିଳୁ ନାହିଁ)
ସ୍ନେହ, ପ୍ରେମ ରେ ପୋଷ୍ୟ ଜୀବ ଜନ୍ତୁ ଙ୍କୁ ନିଜ ପିତୁତୁଲ୍ୟ ମାଲିକ ମାନଙ୍କ ଠାରୁ ଅଲଗା କରିବା ଆଇନ ର ଲମ୍ବହାତ ଆସୁରିକ ଶିକୁଳି ର ଜୁଲମ ସଦୃଶ୍ୟ। ସୁବିବେକ୍ ପୂର୍ଣ୍ଣ ରାଜ୍ୟ ସରକାର ଲକ୍ଷ୍ୟ କରିବା ନିହାତି ଦରକାର ଯେ ଜନ୍ତୁ ର ଭଲ ପାଇବା ର ପରିମାଣ ମାଲିକ ଙ୍କ ପ୍ରତି କେତେ ଅଛି ଯଦି ଅହେତୁକ ଭଲ ପାଇବା ଅଛି ତେବେ ସେଠି ସରକାର ହାର ମାନିବା ଉଚିତ୍ ଓ ଜନ୍ତୁ ଙ୍କୁ ମାଲିକ ଙ୍କ ଦାଇତ୍ୱ ରେ ଦବା ଉଚିତ୍ ବୋଲି ମୁଁ ଭାବୁଛି।
ଯେଉଁ ମାନେ ଆଣିଛନ୍ତି ସେମାନେ କଣ କିଛି ତାଙ୍କ ଘରେ ରଖିନାହାନ୍ତି
ଶୁଆ ନେଇ ଲାଭ କଣ ପାଉଛ,ତାକୁ ସମନ୍ତେ ପାଳନ୍ତି ଯଦି ଶୁଆ ଘରେ ରହିବାକୁ ଅଧିକାର ନାହିଁ ବନ ବିଭାଗ କର୍ମଚାରୀ ମାନଙ୍କୁ ପାଗଳ କହନ୍ତି, ଶୁଆକୁ କାହିଁକି ନିୟା ଗଲା,ସେତ କାହାର କ୍ଷତି କରୁନି ରାସ୍ତାରେ ଭୁଲା କୁକୁର ଲୋକଙ୍କୁ କ୍ଷତି କରୁଛନ୍ତି ମାରିବି ଦେଉଛନ୍ତି କାହିଁ ସେହିଠା ଦେଖାଯାଉନାହିଁ, ସବୁ ଭୁଲା🐕ଙ୍କୁ ନନ୍ଦନ କାନନ ନିହ ନଚେତ ଶୁଆକୁ ଫେରିବା ଦରକାର, ମଣିଷର ଖୁସିକୁ ମାରିକି ଲାଭ କ'ଣ ପାଉଛ ତମର ବିଭାଗ କର୍ମଚାରୀ କୁ ଧର୍ମ ସହିବ ନାହିଁ,,,
ବନ୍ୟ ଜନ୍ତୁଙ୍କୁ ଯଦି ପାଳିବା ମନା , ତେବେ ନନ୍ଦନକାନନ କଣ ଗୋଟେ ଜଙ୍ଗଲ କି ? ସେଠି କିପରି ବନ୍ୟ ଜନ୍ତୁଙ୍କୁ ବନ୍ଦୀ କରି ରଖାଯାଇଛି । ପ୍ରଜା ଭୂଲ୍ କଲେ ରାଜା ଦଣ୍ଡ ଦେବେ ରାଜା ଭୁଲ କଲେ .....???
ସେ ଅଫିସର ର ମୋବାଇଲ ନମ୍ବର ଦିଅ ଯେତେ ଜାଗାରେ ଏମିତି ଶୁଆଶାରୀ ଅଛନ୍ତି ଆମେ ସମସ୍ତେ ଫୋନ କରିବା ଆସିକି ନେବେ ନନ୍ଦନକାନନକୁ ଦେଖିବା କେତେ ନିୟମ କାନୁନ ରେ କାମ କରୁଛନ୍ତି
ଏଇଟା ବନବିଭାଗ କିଛି ଠିକ୍ କଲାନାହିଁ ଜଦି ଘରେ ରଖୀଵା ମନା ଵିକ୍ରି କରାଯାଇଛି କାହିଁକି
ବନ ବିଭାଗ କୋଉ ଠିକ୍ କଲେ
Odisha re bahut lok ରଖିଛନ୍ତି ସମସ୍ତ ଙ୍କ ଠୁଁ ଅନାଯାଉ ଦେଖିବା ତମେ କେତେ ଦେଶସେବା କରୁଚ
Nandankanan is also like cage...I advise madam file case in High court against Forest deptt
ସୁସ୍ମିତା ଙ୍କ ପାଇଁ ଅଇନି ଚେଞ୍ଜ କରିବା ଦରକାର.
ଜଦି ସେଇ ଶୁଆ ର କିଛି ହେଇଗଲା ବନ ବିଭାଗ ଦାଇ ରହିଵେ ତ????
Please return the coco... 🙏🙏🙏🙏😭😭
Se ଶୁଆ ଟିକୁ ତାଙ୍କ ଯିଏ ରଖିଥିଲେ ତାଙ୍କୁ ଦିଆଯାଉ
ସରକାର ରାଜ୍ୟର ଯାହାଙ୍କ ଘରେ ଶୁଆ ପାଳିଛନ୍ତି ଆଗ ବାହାର କରୁ । ନହେଲେ କୋକୋକୁ ତ।ରପାଳିତ ମାଆ ପାଖରେ ଛାଡି ଆସୁ, Iଧର୍ମ ସହିବ ନାହିଁ।
ଓଡ଼ିଶା ର ବନ ବିଭାଗ କୁ ଟିକେ ଲାଜ ନାହିଁ ।
ଏପରି କରିବା ଠିକ୍ ନୁହେଁ କାରଣ ଜଙ୍ଗଲ ବିଭାଘ ବଡ ବାବୁମାନେ ଜଙ୍ଗଲକୁ ଲୁଟି ସାରିଲେଣି.ଜଦି ପଖିଟିକୁ ଜଣେ ଆନନ୍ଦରେ ପାଳି ପୋସି ଭଲରେ ରଖି ପାରୁଚି ସେଇଟା କଣ ଅପରାଧ.ଜାହା କଲେ ଠିକ୍ ନୁହଁ
କେବଳ ବାଦୁରି ଦେଖାଇଲା ବନ ବିଭାଗ
God bless you
Public u r right
ଶଳା market ରେ ଯେଉଁ ମାନେ ବିକ୍ରି କରୁଛନ୍ତି ତାଙ୍କୁ ବନ୍ଦ କରୁନ
ବନ ବିଭାଗ ନୁହଁ ଏହା ବାଳ ବିଭାଗ😡
ଜଦି ଛାଡ଼ି ବ ଜଙ୍ଗଲରେ ଛାଡ
ନହେଲେ ଜଉଠି ଥିଲା ଭଲରେ ଥିଲା
ନନ୍ଦନକାନନ ରେ କଣ ପାଇଁ ରଖିବ
ଏଇଟା ଭୁଲ କଥା
କୋକୁ ଫେରାଇ ଦିଆଯାଉ
this is the not for good 😭😭😭😭😭😭 plz return to the parrot 🙏🙏🙏🙏🙏🙏🙏🙏🙏 i request to our state government
କୋକ୍ କୁ କାହିଁକି ପଞ୍ଜୁରି ଭିତରେ ନିଆ ଗଲା ଯଦି ବନ ବିଭାଗ କୋକ୍ କୁ ନେଇଯିବାର ଥିଲା ତା ହେଲେ ବନ ବିଭାଗ କର୍ମଚାରୀ କୋକ୍ ସେଇ ଭୋଳିଆ ନେଇଗଲେ ନି. ବନ ବିଭାଗ କର୍ମଚାରୀ ଏତେ ନିଷ୍ଠୁର ଗୋଟିଏ ମାଆ ର ହୃଦୟ କୁ ଅନୁସରଣ କରି ପାରିଲା ନାହିଁ କାରଣ ତାହା ଠିକ୍ ନୁହେଁ
ଆଇନ ସମସ୍ତଙ୍କ ପାଇଁ ସମାନ ରହିବା ଦରକାର
Right
କୋ କକୁ ନେଇଗଲେ ଚୁତିଆ ବନବିଭାଗ ମୁ ରଖିଛି ବୁଲା କୁକୁର ୧୦ଟା. ମିଡିଆ ଭାଇମାନକୁ କହୁଛି ଶେଇ ହାରାମିବନବିଭାଗକୁ ପଠେଇ ଦବ
ବନ ବିଭାଗ ରେ ଥିବା ସବୁ କର୍ମଚାରୀଙ୍କ ଘରକୁ raid କର ଛୋଟରୁ ବଡ ଯାଇଁ ନିଶ୍ଚିତ କିଛି ବେଆଇନ ଜିନିଷ ମିଳିବ
କୋକୋ କୁ ଫେରେଇ ଦିଆଯାଉ
Madam ta bhala se rakhithile ❗asubidha kn hela ❓😭😭
ମୋର ହରିଣ ଅଛି ଆସ ନେଵ
😂😂
କୋକୋ କୁ ଫେରାଇ ଦିଅ 🙏🙏🙏🙏🙏🙏
ଗୋଟେ ପଷୀ କୁ ତା ପରିବାର ଠାରୁ ଅଲଗା କରିବା ମହାପାପ
Malika Ku diajau all Bana bivaga na hele gae bi gote pasu, kukur bi gote pasu tanku Bana bivaga Rakhantu sabu
Bohut loko bi rokhuchonti semanko pakhoru nei jao 🥺🥺🥺
ଝାଣ୍ଟ ର ବାଳ ପ୍ରଶାସନିକ... ଅଫିସର ହୋଇଛି ସୋବୁରେ ରାଜନୀତି କରନ୍ତୁ ନି.... Plz..,..
ଫେରାଇ ଦିଅ ବେ ସଲା କୁକୁର ବନ ବିଭାଗ ର ଲୋକ ମାନେ
ବିନାଶ କାଳେ ବିପରୀତ ବୁଦ୍ଧି
ତାକୁ ଦେଇଦିଅ ରେ
Sea maa ku sahas dia parbhu🥺👏
Mg forest department dhik tamku gandi mara salla govtt...
B aini
ଛୋଡା ଅଫିସର ଦଳ
Bana bibhaga banchei paribani. Jadi coko ra Kan hele se Dai rahibe
ମୋର ଅନୁରୋଧ କୋକୋ କୁ ଫେରେଇଦିଅତୁ
ମୁଁ ସୋସିଆଲ ମିଡ଼ିଆ ମାଧ୍ୟମରେ ବନ ବିଭାଗ କର୍ମଚାରୀ ମାନଙ୍କୁ ଅନୁରୋଧ କରୁଛି କି ସେ ଶୁଆ କୁ ତା ପରିବାର କୁ ଫେରାଇ ଦିଅନ୍ତୁ ।। ଏହା କେବଳ ମୁଁ କହୁନି ସାରା ଓଡ଼ିଶାର ଲୋକେ କହୁଛନ୍ତି। Please sir I request you ଆପଣ ସେ ଶୁଆ କୁ ତା ପରିବାର କୁ ଫେରାଇ ଦିଅନ୍ତୁ । ପଷୀ ଓ ତା ପରିବାର ର ନିଆରା ସମ୍ପର୍କ ଥିଲା ।।
ବେଳେବେଳେ ଆଇନି ଓଲୋଟା
Are kana loka se kan hinsra jantu boka office loka😡😡😡😡
Plzzz koko ku ta malikaku fereidia jau🙏🙏🙏
ଆମର କୁକୁରକୁ ନନ୍ଦନ କାନନ ନେଇଯିବ କି ?
High court re petison diajaou
Coco ର ପରିବାର ମାନେ କୋର୍ଟ ରେ କେସ କରନ୍ତୁ ବନ ବିଭାଗ ନାମ ରେ ଯଦି ସେ ଏମିତି କରିବା ଅପରାଧ ତେବେ ଓଡିଶାରେ ଏମିତି ଅନେକ ଘରେ ଅଛି ସେମାନେ ବି ସବୁ ଅପରାଧ ଏବଂ ଯେଉଁ ମାନେ ପକ୍ଷୀ ସବୁ ବିକ୍ରି କରୁଛନ୍ତି ସମସ୍ତେ ବି। । ସେଥିପାଇଁ ବନ ବିଭାଗ ଯଦି ନେବ ସବୁ ପଶୁ ପକ୍ଷୀ ନେଉ ନଚେତ ତାଙ୍କ ସୁଆ ଫେରାନ୍ତୁ।ତା ଛଡା ବନ ବିଭାଗ କଣ ନେଇ ସେ ପଞ୍ଚୁରି ରେ ରଖିବ ନା ମୁକ୍ତ ଆକାଶରେ ଛାଡିବ।
Bhari kasta laguchi plz fereidiantu tanku....mora bi gote kukuda thila 4dina tale chaligala a duniaru mate bahut kasta houchi hele se ta sua tanka manare kete aghat lagithiba plz gov fereidia....
kukura ku kemiti ghare pushu chhanti
Jie jau jinisa rakhithae se taku thik sneha re rakhithae badheithae.... Gote pasu, pakhi ki gachha lata esabu ku kie chhadeinele bahut kasta hue... Seita jaha saha ghatichi se hin janithiba
Aita manis pasu ❤relationship
ତାଙ୍କ ଶୁଆ କୁ ଫେରେଇ ଦିଆ ଯାଉ
Forest dept should return Coco to its human mother.we want to know why forest dept can not save tigers and elephants in forest.
Apnanka phone no.diantu.ama puri re bahut loka sua rakhichanti tenu apna jaldi contsct no.diantu.
Bala
Plz..tanku ferei diantu, Dunia loka rakhuchhanti.bikri karuchhanti tanku rescue karantu
Case chalu court re
FORESTER DEPARTMENT RU JEUMANE AASITHILE KETE TANKA TANKARA DARAKAR SEITA TIKE GOPANARE KAHIBE KI
Worst Forest officers ...! Their work may be assessed annually. ...
Nandankanan re b ta sabu jiba mane bandi hoi rahi chanti. ...kokaku baba ta thik helani
High court jaa a
ସୁସ୍ମିତା କୋକୋ ର ଯତ୍ନ ନେଉଥିଲେ,ବନବିଭାଗ କଣ ତାଙ୍କ ଠୁ ଅଧିକ ଯତ୍ନ ନେଇଯିବ ।ଆପଣ ମାନେ ଜଣେ ମା' ଠୁ ତ ଛୁଆ କୁ ଆଣିଛନ୍ତି ହେରି ।ଆପଣଙ୍କୁ ମାନେ ପକେଇ ଦଉଛି ଯେ,ଆପଣ ମାନେ ପଶୁ ପକ୍ଷୀ ଙ୍କ ସୁରକ୍ଷା ପାଇଁ posting ହେଇଛନ୍ତି,ତାଙ୍କୁ ହଇରାଣ କରିବାକୁ ନୁହଁ।... kindly request you, please return the bird to the real owner(susmita).....🙏🏻🙏🏻🙏🏻
😔😔😔😭😭😭😭
🐦🐦🐦
Taku hherei diaa
Chang your rull for Susmita Madam.
Forest department faltu? ??
It's s sadbnews
Ati anya
Au koco Ra jadi kichhi heala Tahale Dayi Hebe Bana karmachari 😡😡😡😡😡😡😡😡
Coca tanka ghare rahiba vala
ତାଙ୍କ ମିଟୁ ଫେରେଇଦିଅ Nandan kanan re marijiba apekya tanku fereidia nahele tamaku bhagban sahibeni
Are murkha dala jia panjuri vitare rakhuchi ta thu ana jia freedom deichi ta thu kn pain naucha
Samasta pet shop band kara
High court ja govt kana karuchi Sabu bird. Pi
Gadua department ta rescue na bando ta koloo tome
tame ta nije cage bhitare rokhilo Nandankanan re
Ghare ta atleast free re rohuthila
Forest department re bandoo loko sabu
Baloooo eiinnn na tomoro mg
Eteee jadi gandi re tamar pani achii
Pet shop sabu red koruno Bando
Emiti Kariba thhikinue
Please return her coco