Anugalpa reading by Sj Rabi Panda & Rabindra Kumar Das - Video-217

แชร์
ฝัง
  • เผยแพร่เมื่อ 17 พ.ย. 2024

ความคิดเห็น • 36

  • @saratchandramahanta1546
    @saratchandramahanta1546 ปีที่แล้ว +1

    ସୁନ୍ଦର ଗଳ୍ପ

  • @maminasahoo1356
    @maminasahoo1356 ปีที่แล้ว +2

    ମୋର ଅତି ପ୍ରିୟ ଗୁରୁ ତ୍ରୟଙ୍କୁ ଭୂମିଷ୍ଠ ପ୍ରଣାମ 🙇‍♀️🙇‍♀️🙇‍♀️..... ଅତି ହ୍ରୁଦୟସ୍ପର୍ଶୀ ଉପସ୍ଥାପନା 🙏🙏🙏... ଆଶୀର୍ବାଦ କାମନା......... 🙏

  • @pmparbati5965
    @pmparbati5965 ปีที่แล้ว

    ପ୍ରଣାମ ସାର୍🙏🙏🙏

  • @dharmanayak6055
    @dharmanayak6055 ปีที่แล้ว

    ବାସ୍ତବରେ ଆଲୋଚନା ଟି ହୃଦୟସ୍ପର୍ଶୀ
    ଭୂମିଷ୍ଟ ପ୍ରଣାମ ସାର୍ 🙏

  • @shakshiagrawal7794
    @shakshiagrawal7794 ปีที่แล้ว

    ବହୁତ୍ ସୁନ୍ଦର ଉପସ୍ଥାପନା ସାର୍🙏
    ରଜ ସଂକ୍ରାନ୍ତିର ଢ଼େର ସାରା ଅଭିନନ୍ଦନ ସାର୍🙏🙏🙏🙏🙏

  • @minakhisahoo1332
    @minakhisahoo1332 ปีที่แล้ว

    Bohut Sundar lagila galpa ❤️🙏

  • @shakshiagrawal7794
    @shakshiagrawal7794 ปีที่แล้ว +1

    🙏🙏🙏ଭୂମିଷ୍ଠ ପ୍ରଣାମ ପୂଜନୀୟ ଗୁରୁ ତ୍ରୟଙ୍କୁ🙏🙏

    • @DrKshirodChandraBehera
      @DrKshirodChandraBehera  ปีที่แล้ว +1

      ଧନ୍ଯବାଦ
      ଆଶା ତୁମେବି ଲେଖିବ ଓ ମୋ ପାଖକୁ ପଠାଇବ
      ସୁମନାସ💐

  • @bhartibharti1388
    @bhartibharti1388 ปีที่แล้ว +1

    ବହୁତ ସୁନ୍ଦର ଗଳ୍ପ l

  • @subhransukumarbehera8040
    @subhransukumarbehera8040 ปีที่แล้ว

    ଚମତ୍କାର , ପ୍ରଣାମ 🙏🏻🙏🏻💐❤️💐

  • @purnimanaik4312
    @purnimanaik4312 ปีที่แล้ว

    ମୋର ତିନି ଗୁରୁଙ୍କୁ 🙏

  • @umeshkumarsahu8164
    @umeshkumarsahu8164 7 หลายเดือนก่อน

    Khub Sundar sir😊

  • @rameshsahu8640
    @rameshsahu8640 ปีที่แล้ว

    🙏

  • @swapnaranimishra2918
    @swapnaranimishra2918 ปีที่แล้ว

    ବହୁତ ବଢିଆ ଲାଗିଲା ସାର 🙏🙏

  • @akashkumardash3660
    @akashkumardash3660 ปีที่แล้ว

    ଅମୃତଲଗ୍ନରେତିନି ଅନନ୍ୟ ପ୍ରତିଭାଙ୍କୁ ଏକାଠି ଦେଖିବାକୁ ମିଳିଲା , ଅଭିନନ୍ଦନ ସାର୍ ❤🎉

  • @shubhasmitamahanta8834
    @shubhasmitamahanta8834 ปีที่แล้ว

    ବହୁତ ବହୁତ ଧନ୍ୟବାଦ sir ବହୁତ ସୁନ୍ଦର ଗଳ୍ପ

    • @DrKshirodChandraBehera
      @DrKshirodChandraBehera  ปีที่แล้ว +1

      ଧନ୍ଯବାଦ ଶୁଭସ୍ମିତା
      ତୁମେବି ଚେଷ୍ଟାକର କିଛି ଲେଖିବାକୁ

    • @shubhasmitamahanta8834
      @shubhasmitamahanta8834 ปีที่แล้ว

      @@DrKshirodChandraBehera ଆଜ୍ଞା sir

  • @banitabadhai380
    @banitabadhai380 ปีที่แล้ว +1

    SSB PGT odia syllabus upare video diantu sir please 🙏🙏

  • @LipikaParida-z2g
    @LipikaParida-z2g 3 หลายเดือนก่อน

    Sir pranam.
    Mu apananka chhanel ra Jane niamita srota.
    Chandrasekhar nandanka galpa gada dakayata samparkare mote samyak dharana diantu

  • @laxmibaidas5866
    @laxmibaidas5866 ปีที่แล้ว

    🙏🙏🙏

  • @lulusahu6991
    @lulusahu6991 ปีที่แล้ว

    Sir pgt syllabus r kichi video upload krntu 🙏

  • @Swarnarani1234
    @Swarnarani1234 ปีที่แล้ว

    ସୁନ୍ଦର ଉପସ୍ଥାପନା 🙏🙏🙏

    • @DrKshirodChandraBehera
      @DrKshirodChandraBehera  ปีที่แล้ว

      ଧନ୍ଯବାଦ
      ଚେଷ୍ଟାକର ଲେଖିବାକୁ

  • @itishreemahala654
    @itishreemahala654 ปีที่แล้ว

    Sir pgt odia pain class karantu 🙏🏻🙏🏻🙏🏻

  • @rashmitaparida7094
    @rashmitaparida7094 ปีที่แล้ว

    Sir PGT pai cls karantu pls

  • @banditadash5261
    @banditadash5261 ปีที่แล้ว +1

    ଧୋତି ଯେତିକି ବର୍ଣ୍ଣନାବହୁଳ ସେତିକି ଆଶ୍ଚର୍ଯ୍ୟଚକିତ କଲା ନରେନ୍ ଉଚ୍ଚାରଣରେ। ଶେଷ ହୋଇବି ରହିଗଲା କିଛି ,କହିଗଲା ନିରୁତା ଶ୍ରଦ୍ଧାର ଅମଳିନ ବାର୍ତ୍ତା... ଘାରିଗଲା ହୃଦୟକୁ କିଛି ସମୟ

    ବାକି ତିନୋଟି ତୀର୍ଯ୍ୟକ ତଥା ଅନନ୍ୟ ... ସୂକ୍ଷ୍ମ କାରୁକାର୍ଯ୍ୟ ସହିତ ଅଣୁଗଳ୍ପର ନିଆରା ଥିମ୍ ରେ ପରିପୂର୍ଣ୍ଣ।
    ତିନିହେଁ ମିଶି ଆମକୁ ସୁନ୍ଦର ଉପହାର ଦେଲେ।
    ଆମ ଭାଷା ଭାରତୀ ସମୃଦ୍ଧି ପାଇଁ ସୁଖବର.....

    • @DrKshirodChandraBehera
      @DrKshirodChandraBehera  ปีที่แล้ว

      ତୁମ ମହତ୍ବପୂର୍ଣ ମନ୍ତବ୍ଯ ବହୁତ ଗୁରୁତ୍ବ ବହନ କରେ ଧନ୍ଯବାଦ
      ତୁମ ଗପଟିଏ ସ୍ଥାନିତ ହେଲେ ଖୁସି ହେବୁ ପାଠକମାନେ ମଧ୍ଯ ନୂତନ ସ୍ବାଦ ପାଇପାରଂତେ
      ବିଚାର କରିବ 🙏

  • @srustipradhan7237
    @srustipradhan7237 ปีที่แล้ว

    Sir ssb class karantu

  • @Pradhaneducation
    @Pradhaneducation ปีที่แล้ว

    ❤😊

  • @ShraddhaMishra-op7jq
    @ShraddhaMishra-op7jq ปีที่แล้ว

    🙏🙏🙏🙏

  • @banitabadhai380
    @banitabadhai380 ปีที่แล้ว

    🙏🙏🙏